Special Story | Watch Kuni Prabachaka Keshab Das Dwitikrushna Only On Prarthana Channel
HTML-код
- Опубликовано: 14 окт 2024
- Special Story | Watch Kuni Prabachaka Keshab Das Dwitikrushna Only On Prarthana ChannelOdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: khabar.odishat...
Android App: bit.ly/OTVAndr...
iOS App: bit.ly/OTViOSApp
RUclips: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV
Kuniprabachakara kuni othare bhagabanankara Amruta bani batuli baju nahin . Aharaha ection sahita kahijauchha re puo. Dhanya Dhanya ehi Kali Jugara Keshaba Dwiti krushna..❤❤❤❤❤❤❤❤❤❤
ସାରଥୀ ପରି ହେବନି
ଛୁଆ ବାବା
Good 👍👍👍
😂😂😂😂
🤣🤣🤣🤣🤣🤣ki kathha 🤭
Sarathi pari hbani hele ta thu b aahuri bada bhanda hba sie.
badamasaa
😁😁😁
ବହୁତ୍ ବଢିଆ ଲାଗୁଛି କୁନି ପ୍ରବଚକ କେଶବ ଦୁଟିକ୍ରିଷ୍ଣ ଙ୍କ ପ୍ରବଚନ ।ଆଉ ଆଶ୍ଚଯ୍ୟ ବି ଲାଗୁଚି ଏତେ କମ ବୟସରୁ କେଡେ ସୁନ୍ଦର ଶୈଳୀରେ ହରିକଥା କହୁଛନ୍ତି । ଏହା ନିଶ୍ଚିତ ସେ ଭଗଵାନ ପ୍ରଦତ୍ତ , ତୁମକୁ କନ ଆଶୀର୍ବାଦ ଦବୁ
ତୁମେ ତ ଭଗଵାନ ଙ୍କ ଅତି ଆପଣାର, ନିକଟତର ତେଣୁ ତୁମଠୁ ଭଗବାନ ପ୍ରଦତ୍ତ ଆଶୀର୍ବାଦ ଏ ଅକିଂଚନ ଭିକ୍ଷା କରେ ।ଜୟ ଜଗନ୍ନାଥ🙏ମହାପ୍ରଭୁ
ବହୁତ୍ ସୁନ୍ଦର।ତୁମେ ଯୋଉଗ ଗୁରୁଙ୍କୁ ସମ୍ମାନ ଜଣାଇ ତାଙ୍କୁ ଠାରୁ ଜ୍ଞାନ ଆହରଣ କରିଛ ସେମିତି ସମ୍ମାନ ସବୁବେଳେ ରଖିଥାଅ।ଜୟ ଜଗନ୍ନାଥ। @Harihar Jena 🙏🏼
Jai ଜଗନ୍ନାଥ 🌹🙏🌹
Tamara Kaun sakti nahni tu me kaun anadi jadi marda pua kahuna amisha kahaku kahanti kahinki kahanti
Tumeta tume tuma sata janma nele bi mo prasnara answer dei paribani
@@kidsdhamal7262 ସେ ଛୋଟ ପିଲା,ପ୍ରଭୁ ଜଗନ୍ନାଥଙ୍କ ପ୍ରଚାର ପ୍ରସାର କ୍ଷେତ୍ରରେ ନିଜକୁ ସାମିଲ କରିଛି। ଏଠି ମର୍ଦ୍ ପୁଅ ର କଥା ଉଠିଲା କୋଉଠି?? ଆଉ ତୁମେ ତ ନିଜର ଅସଲି ପରିଚୟ ନଦେଇ ଏସବୁ କଥା କହୁଛ?? ଯଦି ତୁମେ ତମ ପ୍ରଶ୍ନ ର ଉତ୍ତର ଜାଣିଛ ଆଉ ଆମେ ଜାଣିନୁ ତାହେଲେ ସଭିଙ୍କୁ ଜଣାଇ ଖୁସି ହୁଅନ୍ତୁ। ଜୟ ଜଗନ୍ନାଥ 🙏🏼
@@krishnatruthwins7097 ଜୟ ଜଗନ୍ନାଥ 🙏🏼
ଏମିତି ବହୁତ ଆସିବେ ଆଗକୁ
ସମୟ ଆସିଗଲା.....
ସତ୍ୟ ଯୁଗ ର ଆରମ୍ଭ ବେଳ...
କଳି ର ଅନ୍ତ.....
ବହୁତ ଭକ୍ତ ଜନ୍ମ ନେବେ...
100% Right 👍
Thik katha kahicha
କଳି ର ଅନ୍ତ କଣ୍ କରୋନା ହେଲା ।
Thanks କୁନି ପ୍ରବଚକ
ଜୟ ଜଗନ୍ନାଥ ସ୍ବାମୀ 🙏🌹🙏🙏🙏🙏🙏🌹🌹🌹
Jay Jagannath . Good bless you
ବହୁତ ସୁନ୍ଦର ଧନ୍ୟବାଦ otv ର ସମସ୍ତ କର୍ମ କର୍ତ୍ତା ଙ୍କୁ ବିଶେଷ ଭାବେ ଉପସ୍ଥାପକ ମହାଶୟ ଙ୍କୁ ମୋର ଶୁଭେଚ୍ଛା।
କୁନି ପ୍ରବଚକଙ୍କୁ ଅନେକ ଶୁଭେଚ୍ଛା ଓ ଶୁଭାଶ୍ରୀବାଦ
ସତ୍ୟ ଯୁଗର ପ୍ରହଲ୍ଲାଦ କଳିଯୁଗରେ କେଶବ ।
ଭଗବାନ ତୁମକୁ ଆହୁରି ଆଗକୁ ବଢିବା ପାଇଁ ଆଶୀର୍ବାଦ କରନ୍ତୁ ।
ଜୟ ଶ୍ରୀରାମ ।
Jay Sri Ram
God bless you
Jai Sri Ram
ଜୟ ଜଗନ୍ନାଥ 🙏🙏🙏🙏 ଆମ ଚ୍ୟାନେଲ ଭାଗବତ କଥାମୃତ କୁ ଆସିକି ଆମର ପ୍ରବଚନ ଭିଡିଓ ଦେଖି ନିଅନ୍ତୁ
ଧନ୍ୟବଦ୍ 🙏🙏🙏🙏
Satya jugare Prahalad au kali yugare ea para bola kara kukura
🙏🙏🙏🙏🙏🙏 Jay jagannath mahaprabhu 🙏🙏🙏🙏🙏🙏🙏 Pranam kunibaba tumacharanare 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Bahut bhala prabachana daucha chhua.suniki aakhi ru luha asigala😊😊
କେଶବଭାଇ ସମ୍ପୂର୍ଣ ଓଡିଆ କହିଲେ ଆହୁରି ଭଲ ଲାଗିବ ।ଦୁଇ ଚାରିଟା ଇଂରାଜୀ ଶବ୍ଦକୁ ବ୍ୟବହାର କରି ଆମ ଭାଷାର କିଛି କିଛି ଶବ୍ଦକୁ ମାରୁଛେ ।ଭଗବାନ ଆପଣଙ୍କୁ କୃପା କରନ୍ତୁ ।
Good
ଅମରେଶ ଭାଇ ଙ୍କ ଉପସ୍ଥାପନା ଅତି ସୁନ୍ଦର୍ ଏବଂ କୁନି ପ୍ରବଚକଙ୍କୁ ଶୁଭେଚ୍ଛା
Jayajaganath pravu 🕉🕉🕉🙏 Jaya kuni kesab baba🙏🙏🎉🎉
Jay ho
Jay Jagannath tumaku bhalare rakhantu
Tumara mangala karantu
ଜଗନ୍ନାଥ ତମକୁ ଆଶୀର୍ବାଦ କରନ୍ତୁ କୁନି ପୁଅ
ଧନ୍ଯ ପୁତ୍ର। ତୁମେ ଜଣେ ମହାନ୍ ପବିତ୍ର ଆତ୍ମା।
ଧ୍ରୁବ ପ୍ରହଲ୍ଲାଦ ତୁମେ ଏ କଳିଯୁଗର। ନାମ ବି କେଶବ। ଆହା ପବିତ୍ର ଶ୍ରୀକୃଷ୍ଣ ଙ୍କ ନାମ। ଜୀବନରେ ତୁମେ ଜଣେ ଶ୍ରେଷ୍ଠ ମାର୍ଗଦର୍ଶକ
ହୋଇପାରିବ। ତୁଳସୀ ଦୁଇ ପତ୍ରରୁ ବାସୁଛି।
ଚାରଣ ରାମଦାସଂକ ସ୍ଥାନ ପୂରଣ ହୋଇଛି।
ତୁମେ ଜଣେ ଅମୃତ ସନ୍ତାନ। ତୁମ ମାତା ପିତା ଧନ୍ଯ। ତୁମପରି ସାତ୍ତିକ ଆତ୍ମାକୁ ଦୂନିଆକୁ ଆଣିଛନ୍ତି। ସତ୍ଯ ଯୁଗର ଆତ୍ମା ତୁମ ଶରୀରରେ ବିଦ୍ଯମାନ। ନିର୍ମଳ ହୃଦୟ।
Dhanya tumaku Dhanya tuma pitamatanku
Jay jagannath swami 🙏🙏❤🙏🙏
ଶ୍ରୀମାନ କେଶବ (କୁନି ପ୍ରବଚକ ) ଙ୍କ ସୁମଧୁର ସ୍ୱର ରେ ନାରଦୀୟ ଶୈଳୀ ରେ ଭଗବାନ ଶ୍ରୀ ଜଗନ୍ନାଥଙ୍କ ମହିମା ଗାନ ଶ୍ରବଣ କରି ଅନୁପ୍ରାଣିତ ହେଲି । କୁନି ବାବାଙ୍କର ହସ ମଧୁରଲାଗୁଚି । ସୁନ୍ଦର ଭକ୍ତି ନୈବେଦ୍ୟ , ଖୁବ୍ ମନଛୁଆଁ। *ଓଁ ନମଃ ଶିବାୟଃ** ଆନନ୍ଦ ଏକ ବାରେ ହରିବୋଲ. । ଆପଣ ଙ୍କ ମାତା ପିତା ଙ୍କୁ ମୋର ଶତ ଶତ ପ୍ରଣାମ । ସବିନୟ - ଶ୍ରୀ ରମା କାନ୍ତ ମିଶ୍ର, ବରିଷ୍ଟ ଅଧ୍ୟାପକ (ପର୍ଯ୍ୟଟନ), ଅରୁଣାଚଳ ପ୍ରଦେଶ
Jayjagannath
ଜୟ ଜଗନ୍ନାଥ🙏
ବହୁତ ସୁନ୍ଦର, ଜୟ ଜଗନ୍ନାଥ 🙏🙏
Radhe Radhe
Jai shree jagannath
God bless you
Kuni prabachaka
Jay Jagannath swami
Realy bahut badhia prabachaka
Thank you Sana bhai
Hari omm🙏
Khub sundor 👍
ହରି ନାମରେ କି ରସ ଅଛି ଜିଏ ପାଇଛି ସିଏ ଜାଣିଛି ଜୟ ଜଗନ୍ନାଥ🙏🙏🙏
Jai jagannath
Aapananku satakoti pranam
Jay shree Ram ji 🙏🙏🙏🙏🙏
God bless you
ଜୟ ଜଗନ୍ନାଥ 🙏🙏🙏 ଏ ପିଲା ଟିକୁ କୋଟି ପରମାୟୁ ହେଉ.... 🙏🙏
Bilkul 🌹👍🌹
God bless you beta👌💕
Wow Excellent
ପ୍ରଭୁ ଜଗନ୍ନଥ ତୁମର ମଙ୍ଗଳ କରନ୍ତୁ
God bless you 🙏
Jay Jagannath 🙏🙏🙏🙏🙏
Superb confidence...Maharaja 👌👌👌👌👌👌
Jay kesaba gurudev
I'm absolutely impressed on you...Go ahead
GOD bless you 👍👍
You are great
I need this type of confidence
Jay jagannth
❤️🙏❤️ MAHA PRABHU SADA SARBADA AASHIRBAAD KARANTU TUMAKU O TUMA PARIVAR KU ❤️🙏❤️
ଯାହା ହେଉ ଏମିତି ପ୍ରତିଭା ଓଡ଼ିଆ ଙ୍କ ପାଇଁ ଗୌରବ। ଧନ୍ୟବାଦ ସାନ ଭାଇ
Supper
🙏🙏🙏
🌺🌺🌺🌺
Mora bahuta pasanda
Jay Jagannath
ଛୋଟ ପୁଣି ଏଡେ ସେ ବିରାଟ। ଧନ୍ୟ ତୁମେ ଭଗବାନ, ଧନ୍ୟ ତୁମର ସୁଷ୍ଟି।
Good job❤️❤️
He is an extraordinary personality. Definitely he is a great soul. I am sure he was a great devotee of lord in his previous birth bcz without Lord's grace this would not have been possible in such a young age.
I agree
Nice .God Bless you
God blessed you
So sweet
Dhanyabada prathana channel
Exlent and extra ordinary , tuma gyaan ru kichhi dana kale mu dhanya heijibi
ତୁଳସୀ ଦୁଇ ପତ୍ରରୁ ବାସେ..✨✨
Jay Jagannath 🙏🙏🙏 God bless you keshab 🥰🥰🥰
Jagannatha tumaku bhalare rakhantu
Very nice,🙏🙏👍👍✍️Jay, jaganatha 🙏🙏🙏🎤🎤
No words 🙏🙏🙏🙏🙏
Very nice ♥️👍♥️
keep it up. God bless you.
ଜୟ ଜଗନ୍ନାଥ ଜୟ ସୀତାରାମ ମଙ୍ଗଳ କରନ୍ତୁ 🙏🙏🙏
Jay shree krishna
I m ur big fan bro such a brilliant boy
Charamanatha apankara kalyan karantu
God bless you kuni prabachak vai
Best of the Best.God Bless you
Very good God bless you
So nice...god bless him
Great 🙏🙏🙏🙏👍
God bless you Beta
Bhagaban taku bhalare rakhantu
God bless u..
so cute and adorable child
Jay jagannatha a Kali Yuga ra prahalad
Joy jagannatha
Jay. Jagannath. Sabu. Pravhunk. Lila.he.mahabahu.dhany.tumar.lila.koti.naman
Really great.. that's our Sanatana Hindu civilization .
Guru Swami 🙏🙏🙏
🙏🙏🙏
ସତରେ ଜ୍ଞାନି କେଶବ କଥା ଶୁଣିଲା ପରେ ଭାରି ଖୁସୀ ଲାଗିଥାଏ , ପ୍ରଭୁ ଜନ୍ନାଥଙ୍କ ତୁମର ମଙ୍ଗଳ କରନ୍ତୁ ,
So nice
Bhagaban mangal karantu 🙏🙏🙏
Godblesstoyou
Gete tallent hele. Baneichhi kie uper bala prabhu jagarnath 👃👍God bless you
Ati sundar babu...
Unbelievable 👌👌God bless u beta💐
ବହୁତ ଚମତ୍କାର ପିଲା. କିନ୍ତୁ ମୁଁ ଆଉ ଗୋଟେ କଥା ମାର୍କ କଲି ଯେ ଯଉ ଭାଇ interview ନେଉଛନ୍ତି ସେ ଭାଇ ଜଣଙ୍କ voice ମୁଁ ଅଧିକାଂଶ ସମୟ ରେ background news re ଶୁଣେ. ଆଜି ସେ ଭାଇ ଙ୍କ ଦର୍ଶନ ମିଳିଲା. ସେ ବି ଜଣେ ଭଲ ଲୋକ. ଜୟ ଜଗନ୍ନାଥ..
Bahut sunder
So talented god bless you ❤️
❤️
Very good👍👍👍👍