Argus Bada Khabar Live | କିଏ ଗଡ୍ ଫାଦର ? | 20 Sept 2024 | Argus News

Поделиться
HTML-код
  • Опубликовано: 9 ноя 2024

Комментарии • 106

  • @sukantakumarmohanty4095
    @sukantakumarmohanty4095 Месяц назад +9

    କଣ ଦୀନକୃଷ୍ଣ ଙ୍କ ଉପରେ କାହାର ହାତ ଅଛି ? କଣ DCP or CP or ରାଜନୀତିଜ୍ଞ ଲୋକ !!!!!!

  • @ShreearamMeher
    @ShreearamMeher Месяц назад +9

    ଏଶଲା କୁ ପୋଲିସ ଚାକିରି ଦେଲା କିଏ ମାଗିହାକୁ ମାଡ ଦେବା କଥା

  • @jagannathdash805
    @jagannathdash805 Месяц назад +11

    ବର୍ତ୍ତମାନର ସରକାର ଏହା ଉପରେ ଅତି ଶୀଘ୍ର ତଦନ୍ତ କରି ଦୃଢ଼ ରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆଗାମୀ ଦିନରେ ଏହା ଠାରୁ ଅଧିକ ସଂଗୀନ ଘଟଣା ନ ଘଟିବ କିଏ କହି ପାରିବ ? ଏହି ଘଟଣା ଫଳରେ ଉକ୍ତ ବିଭାଗ ତା ସହିତ ଅନେକ ଭଲ କନିଷ୍ଠ ଓ ବରିଷ୍ଠ ପୋଲିସ କର୍ମଚାରୀ ମଧ୍ୟ ସର୍ବସମ୍ମୁଖରେ ନିନ୍ଦିତ ହେଉଛନ୍ତି l ତେଣୁ ଏହାକୁ ସରକାର ଗୁରୁତ୍ୱ ଦେବା ସହିତ ପୋଲିସ ଓ ପବ୍ଲିକର ଦୂରତାକୁ କମାଇବା ପାଇଁ ଆଗାମୀ ଦିନରେ ଚେଷ୍ଟା କରନ୍ତୁ l

    • @RagunathBehera-c7s
      @RagunathBehera-c7s Месяц назад +2

      ସେ ଶଳା କୁ ଆକ୍ସନ ନେଇ ଅତି ଶୀଘ୍ର ଜେଲ ରେ ଭର୍ତି କରାଯାଉ ଏଠାରେ ସିସି କ୍ୟାମେରା ନାଲାଗିବା କାରଣ ବିଜେଡି ସରକାର ଆଜି ଦେଖନ୍ତୁ cm କୁ ଇସ୍ତଫା ଦିଅନ୍ତୁ ବୋଲି ନାରା ଦେଲେଣି ଛାତ୍ର କଂଗ୍ରେସ ସେମାନଙ୍କୁ ଠିକ ଦଫା ଲଗାଇ ଏଇ ଦୁଇ ଦିନ ଭିତରେ ଚାକିରୀ ଡିସମିସ କରି ଝାରପଡା ଜେଲ ରେ ଭର୍ତି କରାଯାଉ ନହେଲେ ଆଗାମୀ ଦିନରେ ବିଜେପି ସରକାର ରସାତଳ ଗାମୀ ହୁଈ ଏଦୁନିଆ ରେ ଆତଙ୍କ ରାଜ ଚାଲିବ ଏଥି ପ୍ରତି ନୂଆ ବିଜେପି ସରକାର ମୋହନ ଭାଈ ଦୃଷ୍ଟି ଦେବା ଦରକାର ଜୟ ଶ୍ରୀରାମ

  • @sudiptrainofrhythm8529
    @sudiptrainofrhythm8529 Месяц назад +8

    ସେ ମାଘିଆ DCP ପ୍ରତୀକ ସିଂହ ର ମୁହଁ କାହିଁକି ଦେଖାଉଛ???? ସେ ହାରାମି ତ କାଲି ସିଧା କହିଦେଲା ଯେ ତା ପୋଲିସ ସବୁ ନିରୀହ ଥିଲେ। ସେ ଝିଅ କୁଆଡେ ଆକ୍ରମଣ କରିଦେଲା!!!!! ସେ ମାଘିଆ ହାରାମି ପ୍ରତୀକ କୋଉ investigation ଆଧାର ରେ ଏଇ ବୟାନ ଦେଇ ଦେଲା ସେ ହାରାମି କୁ ମିଡ଼ିଆ କୁ ଆଣ! ଶଳା ପବ୍ଲିକ servants ତମେ, ପବ୍ଲିକ କୁ ବାଡ଼େଇ ବ??????? ପବ୍ଲିକ କୁ ଭୁଆଁ ବୁଲେଇବ????

  • @sukantakumarmohanty4095
    @sukantakumarmohanty4095 Месяц назад +7

    Vigilance ଦୀନକୃଷ୍ଣଙ୍କ ସମ୍ପତି ଯାଞ୍ଚ କରନ୍ତୁ

  • @RajaramSingh-x3w
    @RajaramSingh-x3w Месяц назад +5

    ପୋଲିସ ଡିପାର୍ଟମେଣ୍ଟ ବିକ୍ରି ହେଇ ଯାଇଛି.

  • @bhajagobinda367
    @bhajagobinda367 Месяц назад +3

    Sanjib panda sir sabu CCTV khai gale....

  • @NilamadhabaMasanta-st4tw
    @NilamadhabaMasanta-st4tw Месяц назад +3

    Argus news best. Bahut bura Saluk hua . O police officer ko jail hona chahiye.

  • @kamallochannayak9660
    @kamallochannayak9660 Месяц назад +2

    DCP,ACP, Commissioner Should be Suspended .

  • @kunaldancefitness01
    @kunaldancefitness01 Месяц назад +4

    CBI CBI CBI

  • @budhanathmohapatra150
    @budhanathmohapatra150 Месяц назад

    DCP ପ୍ରତୀକ ସିଂହ କୁ Dismiss କରାଯାଉ। ଆଉ ଝରପଡାରେ ପୁରାଯାଉ।

  • @prakash35b
    @prakash35b Месяц назад +4

    କଣ ଇଜ୍ଜତ ରହିଲା ଆମ ଓଡିଶା ର ପୁରା ଦେଶ ଦେଖିଲା ଓଡିଶା ପୋଲିସ ର କାରନାମା । ଏ ସେଈ ଓଡିଶା ଜିଏ ବାହାନଗା train accident ସମୟ ରେ ପୁରା ଦେଶ କୁ ଦେଖେଈ ଥିଲା ମାନବତା କଣ . ଆମେ ସମସ୍ତେ ଓଡିଶା ବାସି ଗର୍ବ ଅନୁଭବ କଲୁ । ଆଜି କଣ ଅନୁଭବ କରୁଥିବେ ସେହି ଜୁବଗଷ୍ଟି ।

  • @pratapkumarjena1829
    @pratapkumarjena1829 Месяц назад +1

    ଏ ଶଳା ପୋଲିସ ଙ୍କୁ ପବ୍ଲିକ ଯଦି ମିଶି ସବୁ ଜାଗାରେ ବାଡାନ୍ତେ ଶଳା ଗୁଡାକ ଠିକ୍ ବାଟକୁ ଆସନ୍ତେ ଶଳା ଯେଂହୁ ପୋଲିସ ଜନତା ଙ୍କୁ ଲୁଟି ଖାଇ ଖାଇ ପେଟ ବାହାର କରି ବୁଲୁ ଛନ୍ତି ସେମାନଙ୍କୁ ଚାକିରି ରୁ ବାହାର କର ପେଟୁଆ ପୋଲିସ ଚାକିରି ରେ ରହି ପାରିବେନି ଯାହାର ଫିଟନେସ ଥିବ ସେ ଚାକିରୀରେ ରହି ପାରିବ ସରକାର ଏମିତି ଗୋଟେ ଆଇନ ଆଣନ୍ତୁ ଆଉ ଯେଂହୂ ପୋଲିସ ଅଧିକାରୀ ର ଦୃନିତି ଚୋରି ଗୁଣ୍ଡା ଗର୍ଦି ସାମ୍ନାକୁ ଆସିବ ସେମାନଙ୍କୁ ଆଜୀବନ ଜେଲ୍ ହେବା ସହ୍ ତାଙ୍କ ଧନ ସମ୍ପତି ଜବତ କରାଯାଇ ସରକାରଙ୍କ ରାଜ କୋଷ କୁ ଫେରାଇ ଅଣା ଯାଇ ସରକାରୀ ସୁବିଧା କୌଣସି ତାଙ୍କ ପରିବାର କୁ ନ ମିଳୁ ତେବେ ଯାଇ ପୋଲିସ ଅଧିକାରୀ ବାବୁ ମାନେ ସୁଧିରିବେ ଜୟ ଜଗନ୍ନାଥ

    • @piyushrajkumar15
      @piyushrajkumar15 Месяц назад

      ସମୟ ଆସିଯାଇଛି ଏବେ କୌଣସି ସରକାର କିମ୍ବା କୌଣସି ସମ୍ଭିଧାନ ଆମର ଦରକାର ନାହିଁ. ଦ୍ୱିତୀୟରେ ଓଡିଶା ରେ ପୋଲିସ ବିଭାଗ ନ ରହିବା ହିଁ ଠିକ ହେବ ସବୁରି ମୂଲରେ ଏ ପୋଲିସ ବିଭାଗ

  • @susantabehera853
    @susantabehera853 Месяц назад +2

    ଏଜାଗାମାଳିସାହିଠୁହିନରେପୋଲିସ୍

  • @SatyaranjanSethy-u3l
    @SatyaranjanSethy-u3l Месяц назад +6

    ସିପି ଡିସିପି ଗଡ଼ ଫାଦର ଏମାନକୁ ଆରରେଷ୍ଟ କରାଯାଉ

  • @gobindachandrajena4560
    @gobindachandrajena4560 Месяц назад +1

    God father only senior officer

  • @pradeeptabharati8499
    @pradeeptabharati8499 Месяц назад +1

    "Dina krushna property" vigilance janch Kara jau.

  • @dilipharichandan4042
    @dilipharichandan4042 Месяц назад +7

    ଡ଼କ୍ଟର ଯେଉଁ ମିଛ ରିପୋର୍ଟ ଦେଇଛି ତାଙ୍କ ଉପରେ କାର୍ଯ୍ୟକ୍ରମ ହେଉ

  • @pradeeptabharati8499
    @pradeeptabharati8499 Месяц назад

    Justice for Ankita

  • @kunaldancefitness01
    @kunaldancefitness01 Месяц назад +2

    CBI CBI CBI CBI CBI CBI CBI CBI CBI CBI CBI CBI CBI CBI CBI CBI CBI CBI CBI CBI CBI CBI CBI CBI CBI CBI CBI ONLY TRUST

  • @snvvishwanathamprasantm7867
    @snvvishwanathamprasantm7867 Месяц назад

    ପୋଲିସ / Police ତନ୍ତ୍ର ବା systems ର ସଂସ୍କାର ତୁରନ୍ତ ଦରକାର. ପୋଲିସ ବନ୍ଧୁ ମାନେ ଶୃଙ୍ଖଳିତ ସହିତ ଦାୟିତ୍ୱ ସମ୍ପନ ହେଇ ସାଧାରଣ ଲୋକଙ୍କର ବିଶ୍ୱାସ ଭାଜନ ହେବା ଦରକାର. ଏବଂ ଦୁର୍ନୀତି ମୁକ୍ତ ଭାବରେ , ଲୋକଙ୍କ ସେବାରେ ଦାୟିତ୍ୱ ସମ୍ପନ୍ନ ହେବା ଦରକାର. ସରକାର ଏବଂ ଗୃହ ବିଭାଗ ତୁରନ୍ତ ସଂସ୍କାର ଆଣି, ସାଧାରଣ ଲୋକଙ୍କର ବିଶ୍ୱାସ ଭାଜନ ହେବା ଏବଂ ଦୁର୍ନୀତି, ଅପରାଧ, ସଙ୍ଘ ବଧ ଅପରାଧୀ ମାନଙ୍କ ବିରୁଦ୍ଧରେ କୋଠର କାର୍ଯ୍ୟାନୁଷ୍ଠାନ ନିଅନ୍ତୁ. ଧନ୍ୟବାଦ

  • @chintunanda9637
    @chintunanda9637 Месяц назад +1

    Odisha police sadabele ARMY BSF lokanku hairan karanti...

  • @Balu-v8y
    @Balu-v8y Месяц назад +2

    Pratiksinggodfadar

  • @ranjankumarmohapatra1718
    @ranjankumarmohapatra1718 Месяц назад

    ସେନା ସମ୍ପର୍କିତ case ଏବଂ କୋର୍ଟ ର ହସ୍ତକ୍ଷେପ ସୂଚନା ପରେ D G suspend ନାଟକ ରଚନା କଲେ। 15.9.24 ର ଘଟଣା ମାତ୍ର action 18.9.24। ସାଧାରଣ ଲୋକ ର ଅବସ୍ଥା କଣ ହେବ?

  • @RajaRaja-bl6cx
    @RajaRaja-bl6cx Месяц назад +2

    ମୋହନ ବାବୁ ମଡେଲ ପୋଲିସ ଷ୍ଟେସନ ନାମ କୁ ପରିବର୍ତ୍ତନ କରି ମଡେଲ ଗୁଣ୍ଡା ଷ୍ଟେସନ ନାମ ଦିଅନ୍ତୁ।

  • @KhirodJena-vr6fv
    @KhirodJena-vr6fv Месяц назад +2

    Cm should intervened

  • @budhanathmohapatra150
    @budhanathmohapatra150 Месяц назад

    ମୁଖ୍ୟମନ୍ତ୍ରୀ ଶୀଘ୍ର ଏହା ଉପରେ action ନିଅନ୍ତୁ ନଚେତ ଜନସାଧାରଣ ଆପଣଙ୍କ ଇସ୍ତଫା ଦାବି କରିବା ଆରମ୍ଭ କଲେଣି।

  • @meghamalanayak3845
    @meghamalanayak3845 Месяц назад +1

    Law & oder. Yogi ji shasan lagu kara jau.iic & sampru police ku chakiri ru bahar kari diajau.intervew kari New officer opoint karajau

  • @sushantaswain204
    @sushantaswain204 Месяц назад

    ଖାଲି ପୋଲିସକୁ ଟାର୍ଗେଟ କରିବା ଉଚିତ ନୁହ କୋର୍ଟର ବିଚାରକୁ ଅପେକ୍ଷା କରାଯାଉ

  • @kabitasahoo8385
    @kabitasahoo8385 Месяц назад

    🙏👍❤

  • @piyushrajkumar15
    @piyushrajkumar15 Месяц назад

    ଦୁର୍ଗାଶିଷ ବାବୁ ଆପଣ ବହୁତ କହୁଛନ୍ତି ଠିକ ଅଛି ଏବେତ ବିଜେପି ସରକାର ଅଛି ପ୍ରଧାନମନ୍ତ୍ରୀ ଓଡିଶା ଆସିକି କହିଲେ ନାରୀଙ୍କୁ ସମ୍ମାନ କିନ୍ତୁ ରାତିକି ଓଲଟା ଏତେ ପ୍ରମାଣ ମିଳିଲା ପରେ ସେ ବେଧଛୁଆ iic କୁ କାହିଁକି ଗିରଫ ଆଉ ବହିଷ୍କାର କରାଯାଉନି.

  • @bnilakantha
    @bnilakantha Месяц назад +1

    Why police took their mobile
    If police is innocent
    Why breath analyser test should not be done to police

  • @pramodpanda8976
    @pramodpanda8976 Месяц назад

    Right Right Right a pari Newse paribeshan heba bachhaniya nabin o mohan sarakarankara sadharana bhotaraku Naya Nahi

  • @kunaldancefitness01
    @kunaldancefitness01 Месяц назад

    DCP KU CBI DIAJAU

  • @monajsabat8383
    @monajsabat8383 Месяц назад +1

    B j D party police b j p party parei parunahie

  • @LPgifttown
    @LPgifttown Месяц назад

    Dinakrushna.r, Godfather.heuchanti.DCP....Prateek singh.......

  • @gobindachandrajena4560
    @gobindachandrajena4560 Месяц назад

    Sir bartaman kahar gelha puo emiti chapideba ku chalithila

  • @instantkarma3054
    @instantkarma3054 Месяц назад

    kalingavihar re police batti adaya kare.

  • @gopalkrishnapattnaik5313
    @gopalkrishnapattnaik5313 Месяц назад

    Police personnels should have taken both male & female to hospital for test & treatment , if police suspected them under alcoholic intoxication.. THAT IS VERY IMPORTANT. POLCE SHOULD NOT HAVE DONE SUCH BRUTAL ASSAULT ETC .

  • @ajayadehury-h5s
    @ajayadehury-h5s Месяц назад

    ବାନ୍ଧବି ର ଚେହେରା କାହଁକି ମିଡିଆ ବାନ୍ଧି ଚି

  • @bisworanjanbehera8365
    @bisworanjanbehera8365 Месяц назад

    Dinakrushna Ku jatha shighra arest karajau,sampati bajyapti karajau.

  • @gobindachandrajena4560
    @gobindachandrajena4560 Месяц назад

    Madam Abebi thik office r deinahanti tank name r bi RTI act tk magantu sabu jani paribe

  • @sarojpradhan830
    @sarojpradhan830 Месяц назад

    Mamata banrji khela

  • @daringbaaz701
    @daringbaaz701 Месяц назад

    Se DCP hauchhi Godfather

  • @tapassen.2244
    @tapassen.2244 Месяц назад

    CC TV laga jiba kotha eaita supreme court ra guide line re achi , tebe police prosasan kono koruthila ?

  • @manoramapattanaik9514
    @manoramapattanaik9514 Месяц назад

    Sujit iic nk maa kimba vounl kimba jia achhantikinahi? Jadi tannkprati. Aparikarajau Dinkrushna Babu nka maku tanka smna re ulgn Kari oia Kari dianau , manvori upavoga karantu kete durdanto achhanti odisha basi dekhantu!

  • @biprapriya
    @biprapriya Месяц назад

    DCP kete sata kahuchhanti taha prathame examine karajau.

  • @bagabhaipradhan18
    @bagabhaipradhan18 Месяц назад +1

    Serving Army Major pain Army Chief, DGPnku kahile.
    “ Odisha jhia “upre atyachar pain kiye ladhiba.Hon’ble Supreme Court ordered for CCTV in all Police Station.Inspection hue ki Pollice Stations?
    BJD ku kete dina Disha debe?
    UP(25 crore people) CM Yogi Maharaj acts immediately against harassment of women.
    Odisha BJP Sarkar kebe sushasan debe? Follow other BJP ruled CMs.
    Andher Nagri Coupar Raja. “Odiare a******* rajaku palabinda Mantri.”

  • @BiranchiMaharana-l8c
    @BiranchiMaharana-l8c Месяц назад

    No Proof no CCTV

  • @subrakantabarik5095
    @subrakantabarik5095 Месяц назад

    100 dinara Govt ra Loko kamankara government Konkaru Thula

  • @rabindrananda943
    @rabindrananda943 Месяц назад

    Policera Parila Pania Dhara Padila .

  • @gobindachandrajena4560
    @gobindachandrajena4560 Месяц назад

    Gote iic r god father only sp cp dcp

  • @DULARALANGPRODUCTION
    @DULARALANGPRODUCTION Месяц назад

    Yete discussion hauchhi sata...kintu ama pilamananku eibhali sankar daba ki.. Mada piki rati adhare bahare buliba..Real fact..Jadi se jhia mada pi nathanta ete katha hei na thanta

  • @akpanda833
    @akpanda833 Месяц назад

    Is suspension a punishment?

  • @biswanathparida7325
    @biswanathparida7325 Месяц назад

    Army kan karuchi??? ethi sadharan loka laduchanti

  • @KhirodJena-vr6fv
    @KhirodJena-vr6fv Месяц назад

    Stern action requiref

  • @duhkhishyamnayak9496
    @duhkhishyamnayak9496 Месяц назад

    Pandia.and.b.j.d.balare

  • @MISHIKA833
    @MISHIKA833 Месяц назад

    Taku dekhile jana padauchi se badmas police

  • @jayantabahera2221
    @jayantabahera2221 Месяц назад

    God father jie be hau job ru kan govt employees ku job ru nilamban kariparib nahi

  • @monajsabat8383
    @monajsabat8383 Месяц назад +1

    Raja nite bada usless than llc ku rastha hang karei ba abasika Odisha police station Ku dara lagu achie madua Naveen jadua Tamil period to polabula

  • @pradeeptabharati8499
    @pradeeptabharati8499 Месяц назад

    Bjd govt period ra a police, dinakrushna Mishra.

  • @kamallochannayak9660
    @kamallochannayak9660 Месяц назад

    E BJD Gunda manku Arrest Karajau .

  • @quoteoftheday2357
    @quoteoftheday2357 Месяц назад

    Bopa Maa Ajogya pua ra nama dinakrishna deba dhik na dhani Krishna 😂

  • @kamalakantaparhi1736
    @kamalakantaparhi1736 Месяц назад

    Hi hi double ingine govt

  • @tsggurukul2197
    @tsggurukul2197 Месяц назад

    Kichi habani, pandian ra pare setting. Au amne tara root

  • @ManasharanjanJena-s8z
    @ManasharanjanJena-s8z Месяц назад

    Se bodhe purbaru thiba bjd sarakara nku pisi deuthib sehithi pai iic nku Bharat pur thanare pramamosana diajai thib

  • @dharmanandabhutia767
    @dharmanandabhutia767 Месяц назад

    Sulata madam CCTV kuiday gala kuhantu

  • @santanukumarbisoi877
    @santanukumarbisoi877 Месяц назад

    Keun BJP leader god father nuhanti ta,nahele Mohan Majhi chup kanhiki?nije home minister,, Mohan Majhi agyan,Jogi aditya nath nka tharu kichhi sikha,

  • @amiyajena6222
    @amiyajena6222 Месяц назад

    Cp dcp nku pachara jau , semane tandant😂nakari kahinki ghodau thile gote jhia ku arrest kari court ku pathau thile

  • @SanjipMohanta-j4p
    @SanjipMohanta-j4p Месяц назад

    Magiha.police danda katideo

  • @swapnapaikaray9020
    @swapnapaikaray9020 Месяц назад

    Sabu police bjdra chora

  • @padmanavparhi9602
    @padmanavparhi9602 Месяц назад

    Kun Kutaa Godfather
    Please shartout

  • @kamalakantaparhi1736
    @kamalakantaparhi1736 Месяц назад

    Magana argus

  • @AbcdAbcd-z3y
    @AbcdAbcd-z3y Месяц назад

    Tame Bhari barilabala bekar news dei bibranta karucha.

  • @bishnucharantripathy8938
    @bishnucharantripathy8938 Месяц назад

    You are talking nonsense. BJP is elected by people to take action against all corruption and illegal activities. You can not divert the attention of the public by blaming Nabin Pattnaik in each and every incident.

  • @ashokmohanty6513
    @ashokmohanty6513 Месяц назад

    BJP Mohan Sakar SAVADHAN Ae gote Suchintita Plan to Defame, Ate Allegation Pare tanku Kemiti Gote Adarsa thana re Posting kale & Nije DCP without enquiry Kemiti Statement Dele,Athi Sie Nije Spot Enquiry Kemiti nakale ,Jane SenaAdhikri
    Jadi amiti Negeleted Am janta kanka absta sahaje Anumaya.

  • @chudamanimahanand5255
    @chudamanimahanand5255 Месяц назад

    😂😂😂

  • @tusharkantaparida2472
    @tusharkantaparida2472 Месяц назад

    Se gote habichual offender

  • @pravatpatanaik8199
    @pravatpatanaik8199 Месяц назад

    U r a faltu journalist. U told nabin pattnaik is responsible.

  • @chandrasingh653
    @chandrasingh653 Месяц назад

    Faltu news odia channel

  • @ranjankumarbastia7510
    @ranjankumarbastia7510 Месяц назад

    Argus news ବିଜେପି ର ଚାମଚା news ବିଜେପି ଶାସନ ରେ ତୁମେ ବିଜେଡି କଥା କହୁଚ ଲଜ୍ୟା ଲାଗିବା କଥା

  • @santanukumarbisoi877
    @santanukumarbisoi877 Месяц назад

    Apara jita mam, why r u silent on this issue.