ଏମିତି ରାସ୍ତା ଦେଖି ନ ଥିଲି ଆପେ ଆପେ ମଝିରୁ ଖୋଲି ଯାଉଛି ପୋଲ || Dhoom 3 open Bridge Russia

Поделиться
HTML-код
  • Опубликовано: 21 ноя 2024

Комментарии • 1,3 тыс.

  • @nalinimajhi5348
    @nalinimajhi5348 5 месяцев назад +382

    ଅତି ସୁନ୍ଦର ୟାକୁ ହିଁ କହନ୍ତି life 😊😊😊 ଧନ୍ୟବାଦ ଏତେ ସୁନ୍ଦର ସ୍ଥାନ ସବୁ ଦେଖାଉ ଥିବାରୁ 🙏🙏

  • @anupamanayak8568
    @anupamanayak8568 5 месяцев назад +67

    ଓଃ କି ସୁନ୍ଦର ।ସୁନ୍ଦର ତୃପ୍ତି ରେ ଅଵସାଦ ନାହିଁ ଯେତେ ଦେଖୁଥିଲେ ନୂଆ ଦିଶୁଥାଏ । ଲବ ଵେଟା ଅନେକ ଅନେକ ଧନ୍ୟବାଦ ।

  • @SonaliPattnayk46
    @SonaliPattnayk46 5 месяцев назад +227

    ଲବ ଭାଇ ଙ୍କ ପାଇଁ ଆମ ଓଡ଼ିଶା ଆଜି ଗର୍ବ କରୁଛି❤👍♥️

    • @karabaskeyofficial7034
      @karabaskeyofficial7034 5 месяцев назад +8

      ସବୁଠୁ ଭଲ ଲାଗେ ମୋତେ ଲଵ ଭାଇ ର drone short ଭିଡିଓ ଆଉ ଆପଣଙ୍କୁ କେମିତି ଲାଗେ comment କରି କୁହ ଜୟ ଜଗନ୍ନାଥ ......

    • @DJAUDIOZONE
      @DJAUDIOZONE 5 месяцев назад

      ତାହାଲେ ତ କହିବା କଥା ଆମ ଓଡ଼ିଶା କୁ ଯଦି କେହି ଚିହ୍ନି ଥିବେ କେବଳ ଲବ ଭାଇଙ୍କ ପାଇ , ମା giha କହିଲା ଲବ ପାଇ ଓଡ଼ିଶା ଗର୍ବିତ ତ ବଉ ବିୟା ରେ ଗେ

    • @laxmansoren3495
      @laxmansoren3495 5 месяцев назад

      Sate na kn...!!!!

    • @GangadharSahu-zf5zg
      @GangadharSahu-zf5zg 5 месяцев назад

      Lab bhaimale tumirajaz

  • @BuduramBhatra-b1t
    @BuduramBhatra-b1t 5 месяцев назад +8

    ମୁଁ ନବରଙ୍ଗପୁର ଜିଲ୍ଲାର ଏକ ଆଦିବାସୀ ପିଲା ମୁଁ ଆପଣଙ୍କ ବିଡ଼ିଓ ସବୁ ବେଳେ ଦେଖେ ବଡିଆ ମଜା ଲାଗେ ଭାଇ ବହୁତ ବହୁତ ଧନ୍ୟବାଦ୍ ଜୟ ଜଗନ୍ନାଥ

  • @jyotishsurin951
    @jyotishsurin951 5 месяцев назад +44

    Dhoom 3 wala bridge..

  • @theanimal3153
    @theanimal3153 5 месяцев назад +15

    ଏତେ ସୁନ୍ଦର ଜାଗା 🥴🥴🥴ଭିଡ଼ିଓ ରେ ଦେଖିକି ଏତେ ସୁନ୍ଦର ଲଗୁଛି ❤️ପାଖରେ ଦେଖିକି ଆପଣଂକୁ ସ୍ୱଗ ପରି ଲାଗୁଥିବ ❤️❤️❤️❤️❤️

  • @dhanirambeg7820
    @dhanirambeg7820 5 месяцев назад +42

    ଲବ ଭାଇ ଯୁହାର ବହୁତ ସୁନ୍ଦର ହେଇଛି ଦେଖି ବହୁତ ଆନନ୍ଦିତ ଲାଗିଲା

  • @SanjuSoy-ez3hl
    @SanjuSoy-ez3hl 4 месяца назад +4

    ବହୁତ ସୁନ୍ଦର ଲାଗୁଛି ଲବ ଭାଇ ଆମ ମୟୂରଭଞ୍ଜ ଜିଲ୍ଲାର ନାଁ ରଖିଦେଲେ। thanks to ଲବ ଭାଇ।

  • @DipuNaik-zt7iq
    @DipuNaik-zt7iq 5 месяцев назад +214

    ଲବ ଭାଇ ମୁଁ ତୁମର 255 ଟି ଯାକ video ଦେଖିଛି । ଲବ ଭାଇ ପାଇଁ ଗୋଟେ like ହେଇଯାଉ । ❤

    • @chintubhai8030
      @chintubhai8030 5 месяцев назад

      Tame Bhai besi randu a hai gala

  • @udayhoriom1005
    @udayhoriom1005 5 месяцев назад +6

    ଲବ ଭାଇ ବହୁତ ସୁନ୍ଦର ଜିନିଷ ଦେଖିବା ପାଇଁ ମିଳୁଛି ଆପଣ ଙ୍କ ପ୍ରତିଭା କୁ ମାନିବାକୁ ପଡ଼ିବ ଦେଶ ବିଦେଶର ଖବର ସହିତ ଜୀବନ ଯାପନ ର ଦୃଶ୍ୟ ଦେଖିବାକୁ ସୁଯୋଗ ସୃଷ୍ଟି କରି ଛନ୍ତି ଧନ୍ୟବାଦ ଆଜ୍ଞା 🙏🏼🌹🙏🏻🌹

  • @karabaskeyofficial7034
    @karabaskeyofficial7034 5 месяцев назад +104

    ସବୁଠୁ ଭଲ ଲାଗେ ମୋତେ ଲଵ ଭାଇ ର drone short ଭିଡିଓ ଆଉ ଆପଣ ମାନଙ୍କୁ କେମିତି ଲାଗେ comment କରି କୁହନ୍ତୁ ଜୟ ଜଗନ୍ନାଥ

  • @DeeptiShree
    @DeeptiShree 3 месяца назад +3

    ବହୁତ ସୁନ୍ଦର ସୁନ୍ଦର ଜାଗା ଦେଖାଉଛ ତମକୁ ବହୁତ ବହୁତ ଧନ୍ୟବାଦ ❤️❤️❤️❤️❤️❤️❤️❤️❤️

  • @MohanExcellentAWPL
    @MohanExcellentAWPL 5 месяцев назад +36

    Laba bhai ତୁମର ଏହି ଭିଡିଓ ଟିରେ ପୋଲର ଦୃଶ୍ୟ ଟା ବହୁତ ସୁନ୍ଦର ହେଇଚି

  • @BhubaneswarNayak-pk4tq
    @BhubaneswarNayak-pk4tq 5 месяцев назад +3

    ବହୁତ ସୁନ୍ଦର ଲାଗୁଛି ଭାଇ ଆପଣଙ୍କ ଭିଡିଓ ❤❤❤

  • @tapanmarndi2787
    @tapanmarndi2787 5 месяцев назад +10

    ଋଷିଆ ରେ ବହୁତ ସୁନ୍ଦର ଘର ହେଇ ଅଛି। ରାଜ ଭବନ, ବହୁତ୍ ସଫା ସୁତରା ଦେଶ। ମତେ ବହୁତ୍ ଭଲ ଲାଗିଲା। ମୋତେ ଘର ଏବଂ road clean ସବୁଠୁ ଭଲ ଲାଗିଲା।jay ଜଗନ୍ନାଥ ବ୍ରିଜ ତ ବହୁତ୍ ସୁନ୍ଦର୍ ଭିଉ ଅଛି।thank u bhai love 💕💕 you।

  • @roshankumarrk3999
    @roshankumarrk3999 5 месяцев назад +4

    Nice bhai ❤️ keep growing & Archives Your Success 🙏❤️👍

  • @Desiyoutuber174
    @Desiyoutuber174 5 месяцев назад +19

    Love from odisha laba bhai ❤❤❤❤❤❤❤❤❤❤❤❤❤❤❤❤ Dhenkanal

  • @pradeeporam3540
    @pradeeporam3540 5 месяцев назад +3

    What a ଦୃଶ୍ୟ ଭାଈ mind blowing ❤

  • @AbhimanyuDas-us6co
    @AbhimanyuDas-us6co 5 месяцев назад +369

    ଭାଇ ମୁଁ 75 ନମ୍ବର କମେଟ କରିଚି ଭାଇ ମୁଁ ମୟୂରଭଞ୍ଜ ଠାକୁରମୁଣ୍ଡା ମୋ ନାମ ଅଭିମନ୍ୟୁ ଦାସ ଜୟ ଜଗନ୍ନାଥ ଜୟ ମା ଵାଷୁଳି

  • @roshanprasadagrawal7534
    @roshanprasadagrawal7534 21 день назад +1

    Very nice place Bhai we are enjoying your videos ❤

  • @AkshayNaik-se2je
    @AkshayNaik-se2je 5 месяцев назад +25

    Laba bhai one and only odia international RUclipsr. Odisha proud for laba hanshda. Great laba bhai

  • @sweet-ritu
    @sweet-ritu 5 месяцев назад +2

    King of the world traveller nd wonderful world 🌎🌎🔥🔥🥰❤️❤️🙏🙏

  • @janakakanhar
    @janakakanhar 5 месяцев назад +13

    ସବୁ କିଛି ଭଲ ଲାଗେ ଲବ ଭାଇର vlogging Love you ଲବ ଭାଇ ❤❤

  • @hrudanandasankhua5824
    @hrudanandasankhua5824 5 месяцев назад +6

    ଲବ ଭାଇ ଭିଡ଼ିଓ ବହୁତୁ ଭଲ ଲାଗିଲା ଲବ ଭାଇ ସବୁବେଳେ ଖୁସିରେ ରୁହ Love you Laba Bhai ❤️❤️❤️❤️❤❤️️️️️️️ଜୟ ଜଗନ୍ନାଥ 🙏 ଜୟ ଶ୍ରୀ ରାମ 🙏 Good bless you 👍

  • @nalinimajhi5348
    @nalinimajhi5348 5 месяцев назад +44

    ଚମତ୍କାର କାରିଗରି 😊❤❤❤❤

  • @challengeofworld6689
    @challengeofworld6689 3 месяца назад +2

    Jai jagannath

  • @hemantabahera8047
    @hemantabahera8047 5 месяцев назад +6

    Wow nice briji ସେଠିକାର ଟେକ୍ନୋଲୋଜି କୁ ମାନିବାକୁପଡ଼ିବ ବହୁତ୍ ହି ଭଲଲାଗିଲା ଧନ୍ୟବାଦ, ଜୟ ଜଗନ୍ନାଥ ଜୟ ପଞ୍ଚସଖା ❤❤❤❤❤❤❤❤❤❤❤❤❤❤❤❤

  • @malatimarndi8131
    @malatimarndi8131 5 месяцев назад +3

    Beautiful place. Enjoy. God bless you.

  • @banibijuli6115
    @banibijuli6115 5 месяцев назад +5

    Bahut Sundar lagila thank you Labo Bhai aamoku ete sundar sundar place dekhau thibaru Jay jagannath 🙏🙏 bhagwan tumoku sabu bele khusi re rakhantu 🥰🥰

  • @kapileswarmandal1052
    @kapileswarmandal1052 5 месяцев назад +4

    ଲୋବ ଭାଇ ବହୁତ୍ ସୁନ୍ଦର ଜାଗା ଦେଖିକି ଖୁସି ଲାଗିଲା

  • @dambrudharnayak7809
    @dambrudharnayak7809 5 месяцев назад +29

    ଆମ ଓଡ଼ିଶା ର ମୟୂରଭଞ୍ଜର ଲବ ଭାଇଙ୍କୁ ଧନ୍ୟବାଦ ❤

  • @sushilmeher2581
    @sushilmeher2581 4 месяца назад +1

    ଭାଇ ବହୁତ ସୁନ୍ଦର ଭି ଉ ଭଲ ଲାଗିଲା ଭିଡ଼ିଓ ଦେଖିକି ବହୁତ ଧନ୍ୟବାଦ 🙏🙏🙏🙏🙏🌹🌹🌹🌹🌹🌹🌹❤️❤️❤️❤️❤️❤️💋💋💕💕

  • @sunilparida3480
    @sunilparida3480 5 месяцев назад +20

    ଜୟ ଜଗନ୍ନାଥ ଲବ ଭାଇ 👌❤️🙏🙏🔥🔥😘😘

  • @lekhamanimuduli7228
    @lekhamanimuduli7228 25 дней назад

    ବହୁତ ସୁନ୍ଦର ଜାଗା ଭାଇ, ଏମିତି ଜାଗା ଦେଖେଇ ଥିବାରୁ ଧନ୍ୟବାଦ ଭାଇ।

  • @SbabuBandia-by4gg
    @SbabuBandia-by4gg 5 месяцев назад +11

    Omy god very nice 👍....bhai

  • @bahadurhembram9239
    @bahadurhembram9239 5 месяцев назад +1

    SO BEAUTIFUL SCENERY LANBA BHAI

  • @NabinBhatra-j7v
    @NabinBhatra-j7v 5 месяцев назад +7

    Mast ochi Bhai Jaa ohu apannku dhanhabad 🥰🥰🥰🥰 Borigumma
    Pilla ♥️kor

  • @BaliGouda-eg8up
    @BaliGouda-eg8up 5 месяцев назад +2

    Veri. Goud. Bhai. Hii

  • @nathamunda5006
    @nathamunda5006 5 месяцев назад +17

    ଲବ ଭାଇ ବହୁତ ଭଲ ଆମେ ଫିଲ୍ମ୍ ରେ ଦେଖିଚୁ ସତରେ ତମେ ଦେଖୁଚ ଲବ ଭାଇ ଜୟ ଜଗନ୍ନାଥ

  • @ratanlalpurty3569
    @ratanlalpurty3569 5 месяцев назад +1

    Super Brother, ଏତେ ସୁନ୍ଦର ଜାଗା, God Blesse You ❤️🌹❤️🌹❤️🌹

  • @mahendramajhi-jn5mn
    @mahendramajhi-jn5mn 5 месяцев назад +18

    ❤❤❤❤🎉🎉🎉laba bhoi

  • @MoVlogs143
    @MoVlogs143 5 месяцев назад +126

    ଓଡ଼ିଶାରେ କିଏ ଅଛ ଲାଇକ କରନ୍ତୁ ଦୟାକରି

  • @ramachandranaik1132
    @ramachandranaik1132 5 месяцев назад +9

    🎉ଅତି ସୁନ୍ଦର ଲବ ଦା 👌👍🌹

  • @dhanmanimajhi8766
    @dhanmanimajhi8766 5 месяцев назад

    🙏🙏 Adi napay video nice👍👍👍👍👍🎉🎉🎉❤❤

  • @ViralYouTubeShortsNo1
    @ViralYouTubeShortsNo1 5 месяцев назад +15

    No 1ଓଡ଼ିଆ vloger ❤❤

  • @chittaranjankanhar7991
    @chittaranjankanhar7991 15 дней назад

    ୟାକୁ ହିଁ କହନ୍ତି gingalala life yaar💚💚💚💚💚🙏🙏 ବହୁତ ବହୁତ ଧନ୍ୟବାଦ ଦାଦା 🙏

  • @durgasoren2136
    @durgasoren2136 5 месяцев назад +3

    Very beautiful video + place

  • @nibeditabarik5051
    @nibeditabarik5051 4 месяца назад

    Verry nice ❤ god bless you jay jagannath

  • @bikashsahu4391
    @bikashsahu4391 5 месяцев назад +35

    ଲବ ଭାଇ video କୁ like କର ଜୟ ଜଗନ୍ନାଥ ଲବ ଭାଇ 🎉🎉

  • @lekhamanimuduli7228
    @lekhamanimuduli7228 25 дней назад +1

    ଜୟ ଜଗନ୍ନାଥ ❤❤

  • @baidyanathmunduri7866
    @baidyanathmunduri7866 5 месяцев назад +2

    Very nice video Lobha bhai

  • @narayantripathynarayantrip2865
    @narayantripathynarayantrip2865 5 месяцев назад +1

    Beautiful opening bridge 🌉🌉 Russia beautiful city 🏙️🏙️ trips safe journey God bless you

  • @subanya2018
    @subanya2018 5 месяцев назад +2

    ବହୁତ ସୁନ୍ଦର ଲାଗୁଛି ଜୟ ଜଗନ୍ନାଥ

  • @santoshkumarbehera2872
    @santoshkumarbehera2872 5 месяцев назад +1

    Bahut sundar lagila Bhai Jay jagannath ❤❤❤

  • @chinmaymohapatra8148
    @chinmaymohapatra8148 5 месяцев назад +2

    1 like for laba Bhai by mayurbhanjia ❤❤❤❤❤❤ Bhai mast explore video ❤❤❤❤

  • @RakeshKumar-ol2qn
    @RakeshKumar-ol2qn 5 месяцев назад +1

    You are the real kainga putra in our odisha state... You deserve the very spectacular way in you concern.but the adertising in our puri ...jagananth..russia country.jai hindstan..naam unchha karo hamara desh ka......

  • @Madhaba_Dora
    @Madhaba_Dora 5 месяцев назад +2

    Lava Vlog Odisha ❤️ femous heujahuuuu.... ଜୟ ଜଗନ୍ନାଥ 🙏🙏🙏

  • @samirabhatta792
    @samirabhatta792 5 месяцев назад +1

    Such as a nice place, thanks laba

  • @laxmipriya7230
    @laxmipriya7230 5 месяцев назад +4

    ଜୟ ଜଗନ୍ନାଥ 🙏,,,,,, ଭିଡ଼ିଓ ଟି ବହୁତ ସୁନ୍ଦର ହୋଇଛି ଭାଇ ✨,,,, ତୁମ ପାଇଁ ଆମେମାନେ ଘରେ ବସିକି ଏତେ ସୁନ୍ଦର ଭିଡ଼ିଓ ଦେଖିପାରୁଛୁ 💫🥳

  • @BikashMurmu-wp5xd
    @BikashMurmu-wp5xd Месяц назад +1

    ଜୟ ଶ୍ରୀ ରାମ ❤️❤️❤️❤️❤️❤️

  • @ArjunBeta143
    @ArjunBeta143 5 месяцев назад +9

    100 lak views asiba

  • @narayantripathynarayantrip2865
    @narayantripathynarayantrip2865 5 месяцев назад +1

    Beautiful open bridge 🌉🌉 Russia safe journey God bless you

  • @RanjitSahoo-id1bc
    @RanjitSahoo-id1bc 5 месяцев назад +7

    Bhai garam

  • @tapancyt2740
    @tapancyt2740 Месяц назад

    ଭାଇ ତୁମ କୁ ଯୁହାର ଅତି ସୁନ୍ଦର୍ ଜାଗା ଦେଖି ବହୁତ ଖୁସି ହୋଇଗଲି

  • @PRADEEPSWAIN-d1i
    @PRADEEPSWAIN-d1i 5 месяцев назад +4

    Wow 😲

  • @rakeshKitchenhindi
    @rakeshKitchenhindi 4 месяца назад +1

    Zabardast❤mind blowing

  • @BabulMahapatra
    @BabulMahapatra 4 месяца назад +5

    ନୟାଗଡ଼ ଜିଲ୍ଲାରୁ କିଏ କିଏ ଦେଖୁଛନ୍ତି ଲାଇକ୍ କରନ୍ତୁ ❤❤❤❤❤

    • @Mr_biki1234
      @Mr_biki1234 4 месяца назад +1

      Hii brother mu nayagarh district rudekhu chhi

  • @AbhimanyoSenapati
    @AbhimanyoSenapati 5 месяцев назад +1

    very very nice video iLove you Loba bhai jay jaganatha

  • @durjyakumarsabar5032
    @durjyakumarsabar5032 5 месяцев назад +28

    କିଏ କିଏ ଲବ ଭାଇଙ୍କ ଭିଡିଓ କୁ ଅପେକ୍ଷା କରି ରହୁଛ ❤❤❤

    • @EpriyamRaita2006
      @EpriyamRaita2006 5 месяцев назад +1

      Mu bro any time dekuchi bro and waiting re rohuchi bro

  • @hemalatachandhansdah9391
    @hemalatachandhansdah9391 5 месяцев назад

    Ajira video sabuthu intresting thila

  • @khageswarkudel9895
    @khageswarkudel9895 5 месяцев назад +44

    ସୋନପୁର ରୁ କୀଏ ଦେଖୁଛ ଲାଇକ କର

    • @Alekha-zb3oz
      @Alekha-zb3oz 5 месяцев назад +2

      ମୁ ଚିକିଟି ରୁ ଦେଖୁଚି

    • @kmodiachannel290
      @kmodiachannel290 5 месяцев назад

      Mu b.m.pur ru dekhuchi

    • @JamunaBehera-f1i
      @JamunaBehera-f1i 5 месяцев назад +2

      Mu sunapur ru dekhuchi

    • @Ranjan-ov3rv
      @Ranjan-ov3rv 4 месяца назад

      ମୁଁ ବିନିକା ତାଳମୁଣ୍ଡା ରୁ ଦେଖୁଚି

    • @Chagunu
      @Chagunu 2 месяца назад

      Mu b.m.pur ru dekuchi

  • @npvlogs3132
    @npvlogs3132 5 месяцев назад +1

    Very nice view,
    Bridge opening is so interesting ❤

  • @govindasabar498
    @govindasabar498 5 месяцев назад +8

    Laba bhai bahut vl lagila blok

  • @raja740purty
    @raja740purty 2 месяца назад +1

    Good bhai 🎉🎉🎉🎉🎉🎉

  • @sabitarani6363
    @sabitarani6363 5 месяцев назад +5

    ଆମ ଦକ୍ଷିଣ ଭାରତରେ ଏମିତି ଗୋଟେ ପୋଲ ଅଛି, ଯାହାର ନାମ ପମ୍ବନ ।ଏହି ପୋଲ ଦେଖିଲା ପରେ ଜଣେଇବାକୁ ପଡିଲା । ଧନ୍ୟବାଦ

  • @RaisenMurmu-pe1yc
    @RaisenMurmu-pe1yc 5 месяцев назад +1

    Very nice video 👍💐🌹🥀🌺🌷💞💕🙂🙂♥️♥️

  • @umerkotelkncreation
    @umerkotelkncreation 5 месяцев назад +42

    ନବରଙ୍ଗପୁର ରୁ କିଏ କିଏ ଦେଖୁଛ ଭାଇ

  • @simanchalb4u
    @simanchalb4u 5 месяцев назад

    It's very amazing places and very ❤ beautiful

  • @mgkoraputia5161
    @mgkoraputia5161 5 месяцев назад +4

    ମୁ କୋରାପୁଟିଆ ନାନା ❤❤❤

  • @puspabehera761
    @puspabehera761 5 месяцев назад +1

    God bless you 😊 Very very nice ............

  • @rabinarayanswain2204
    @rabinarayanswain2204 Месяц назад

    very good beginning for tourism development in ODISHA

  • @RanjanNaik-ed5of
    @RanjanNaik-ed5of 2 месяца назад

    ବହୁତ୍ ସୁନ୍ଦର୍ ଭିଡିଓ ଭାଇ......

  • @gangadhardehuri5229
    @gangadhardehuri5229 5 месяцев назад

    U r superb bro... ♥️♥️Amazing bridge 😱 beautiful video with beautiful location.😍😍😍

  • @MaheswarMohanty-w8z
    @MaheswarMohanty-w8z 5 месяцев назад

    Laba very nice cenery

  • @JhanamaniH
    @JhanamaniH 5 месяцев назад

    Very nice babukola 👍👍👍👍👍👍👍👍👍👍

  • @chandramanimahanta8332
    @chandramanimahanta8332 5 месяцев назад +1

    ଭଲ ଲାଗିଲା ଖୋଲା ବ୍ରିଜ ଦେଖି
    ଜୟ ଜଗନ୍ନାଥ ସ୍ବାମୀ

  • @manoranjanbehera2649
    @manoranjanbehera2649 5 месяцев назад +1

    Laba bhai amiti sabu video and re jay Jagannath kuha bhala laguchi ❤

  • @ajitajit5674
    @ajitajit5674 3 месяца назад

    ବହୁତ୍ ଭଲ ଲାଗିଲା ଏହି video ❤❤❤❤

  • @rameshhikaka8419
    @rameshhikaka8419 5 месяцев назад

    ଅତି ସୁନ୍ଦର ଦୃଶ୍ୟ ଦେଖେଇଟିବାରୁ ଧନ୍ୟବାଦ୍ ଭାଇ❤

  • @HemantaKumarNaik-i2q
    @HemantaKumarNaik-i2q Месяц назад

    laba bhai bahut bahut dhanya bad

  • @FunnyShorts-my6ni
    @FunnyShorts-my6ni 5 месяцев назад +1

    Absolutely amazing 🥰🥰🥰🥰❤️❤️❤️

  • @avilashmohanty9071
    @avilashmohanty9071 5 месяцев назад

    Beautiful video bhai ❤❤❤
    Super ❤❤❤
    🙏🙏Jay Jagannath🙏🙏

  • @bhagabansanta5417
    @bhagabansanta5417 4 месяца назад +1

    Bhai full supporting Achu❤❤❤😮

  • @SureshPurty-fs2bu
    @SureshPurty-fs2bu 5 месяцев назад +1

    bhahuth sundar🎉🎉🎉🎉❤❤❤Laba bhai

  • @ghanashyamnaik8146
    @ghanashyamnaik8146 2 месяца назад

    ଧନ୍ୟବାଦ।

  • @Rabindrasahu-l2k
    @Rabindrasahu-l2k 5 месяцев назад +1

    Open bridge bhala lagila, thank you

  • @Bijaykumar-z9r
    @Bijaykumar-z9r 3 месяца назад

    Dhany ବାଦ ଭାଇ

  • @SubashMari-n3g
    @SubashMari-n3g 2 месяца назад

    Beutiful bridge

  • @raghunathhembram3478
    @raghunathhembram3478 5 месяцев назад

    Laba thank you for struggle

  • @nirmalkumarbehuria6411
    @nirmalkumarbehuria6411 5 месяцев назад

    ସତରେ ରସିଆ କେତେ devlop ଆଚାର୍ଯ୍ୟ ଲାଗୁଛି
    Thanks to u ଲବ ହାଁସଦା for your srprise video