Rok Thok : ଖୋଲିବ ଫାଇଲ ଖୋଲିବ ମୁଖା | 14 Aug 2024 | Argus News

Поделиться
HTML-код
  • Опубликовано: 11 сен 2024
  • Rok Thok : ଖୋଲିବ ଫାଇଲ ଖୋଲିବ ମୁଖା | 14 Aug 2024 | Argus News
    #ArgusNews #RokThok #FileOpen #Corruption #OdishaNews #durgashish
    Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
    To stay updated on-the-go,
    Visit Our Official Website: www.argusnews.in/ (Odia)
    Visit Our Official Website: argusenglish.in/ (English)
    iOS App: bit.ly/ArgusNew...
    Android App: bit.ly/ArgusNew...
    Live TV: argusnews.in/l...
    Facebook: / argusnews.in
    RUclips : / theargusnewsodia
    Twitter: / argusnews_in
    Instagram: / argusnewsin
    Argus News Is Available on:
    TataPlay channel No - 1780
    Airtel TV channel No - 609
    Dish TV channel No - 1369
    d2h channel No - 1757
    SITI Networks HYD - 12
    Hathway - 732
    GTPL KCBPL - 713
    SITI Networks Kolkata - 460
    & other Leading Cable Networks
    You Can WhatsApp Us Your News On- 8480612900

Комментарии • 258

  • @prakashmahapatra2182
    @prakashmahapatra2182 28 дней назад +67

    ଅକ୍ଷୟ ହେଉ ପୁର୍ଣ୍ୟ ଜଗତେ ଧର୍ମର ହେଉ ଜୟ. 🙏

  • @purnachandra1694
    @purnachandra1694 28 дней назад +34

    ଜଲଦି ତଦନ୍ତ କରାଯାଉ ଓଡିଶା ବାସି ଚାହିଁ ବସିଛନ୍ତି ନିୟା ମିଳୁ. ଜୟ ଜଗନ୍ନାଥ ଠlକୁର
    ତାଙ୍କୁ ଦଣ୍ଡ ଦେବ.

  • @bisutudu935
    @bisutudu935 28 дней назад +22

    Thank you sir and all Argus news channel team members..

  • @KandarpakumarsahuSahu
    @KandarpakumarsahuSahu 28 дней назад +42

    ଜୟ ଜଗନ୍ନାଥ 🙏 ସତ୍ୟ ର ଜୟ ହେଉ

  • @dayanidhl1067
    @dayanidhl1067 28 дней назад +13

    କେନ୍ଦ୍ରୀୟ ତଦନ୍ତ ସଂସ୍ଥା ଦ୍ୱାରା ତଦନ୍ତ କରାଯାଉ |

  • @manjupravamishra8000
    @manjupravamishra8000 28 дней назад +10

    ଜୟ ଶ୍ରୀ ଜଗନ୍ନାଥ 🌹🙏

  • @ashokkumarsahoo7041
    @ashokkumarsahoo7041 28 дней назад +14

    ଅରୁଣ ସାହୁ ପ୍ରତାପ ଜେନା ଦିବ୍ୟସଙ୍କର ଓରଫ ବର୍ଣଶଙ୍କର ମିଶ୍ର. ବବି ଦାସ ପାଣ୍ଡିଆ ଏବଂ ନବୀନ ଏମାନେ ସବୁ ହତ୍ୟାକାରୀ. ଏମାନଙ୍କୁ ଧରି ଭିତରେ ପୁରେଇଲେ ଓଡିଶା ଜନ ସାଧାରଣ ଖୁସି ହେବେ. ଲୋକେ BJP କୁ ଭୋଟ ଦେଇଛନ୍ତି କେବଳ ଏ ଚୋର ଗୁଡ଼ାଙ୍କୁ ଧରି ଶାସ୍ତି ଦେବା ପାଇଁ . All needs 3rd degree treatement.

  • @BikramKuPal-z4l
    @BikramKuPal-z4l 28 дней назад +25

    ପ୍ରଭୂ ଜଗନ୍ନାଥ ଆମ ଓଡିଶା କୁ ବଂଚେଇ ଦେଲେ ବିଜେଡି କବଳ ରୁ ନ ହେଲେ ଆମ ଓଡିଶା କୁ ଖୋଳ କରି ଦେଇଥାନ୍ତେ ବିଜେଡି ଵାଲା ଆଉ ପାଞ୍ଚ ବର୍ଷ ଆସି ଥିଲେ ସରକାର କୁ ପ୍ରଭୂ ଶ୍ରୀ ଜଗନ୍ନାଥ ଆମ ଓଡିଶା କୁ ରକ୍ଷା କଲେ ଜୟ ଜଗନ୍ନାଥ 🙏🙏🙏🙏🙏🙏

  • @kalpananayak4978
    @kalpananayak4978 28 дней назад +10

    ଦେଖା ଯାଉ କଣ ହେଉଛି, ଦୋଷୀ କୁ ଦଣ୍ଡ ମିଳୁ।

  • @user-fz8fl3vp3e
    @user-fz8fl3vp3e 28 дней назад +8

    ୟା ବିଷୟରେ ମୁଁ argus news କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛି 🙏

  • @sunilgouda2225
    @sunilgouda2225 28 дней назад +14

    Jay jagannath sir👍👍

  • @shreedigitalcommunication2884
    @shreedigitalcommunication2884 24 дня назад +1

    ବହୁତ ବହୁତ ଧନ୍ୟବାଦ #ଦୁର୍ଗାଶିଷ ବାବୁ ଆପଣ ହିଁ ଏକମାତ୍ର ମାଧ୍ୟମ ସବୁ ଅପରାଧା ର ପେଡି ଖୋଲିବାକୁ, ଆଉ ଅର୍ଗସ ର ମାଲିକଙ୍କୁ କୁ ମଧ୍ୟ ହୃଦୟରୁ ଧନ୍ୟବାଦ.

  • @NirakarBiswal-zg4tn
    @NirakarBiswal-zg4tn 28 дней назад +10

    ପିହୂ ର ସମସ୍ତ ତଥ୍ୟ ପ୍ରମିଳା ମଲ୍ଲିକ ପାଖରେ ଅଛି ।

  • @urmilatripathy6826
    @urmilatripathy6826 28 дней назад +7

    Many Many thanks to Argus team for your valuable and open khulasha. ❤❤❤❤❤

  • @bijayamaharana937
    @bijayamaharana937 28 дней назад +12

    Bhai sabu kese re open hele mun Orgus news and cm mohan Majhi sarkar nku koti koti bhumista prannam jannauchi

  • @niranjanajena4611
    @niranjanajena4611 28 дней назад +11

    we want re investigation of all high profile criminal cases.

  • @ganeswarbehera-fj6yu
    @ganeswarbehera-fj6yu 28 дней назад +19

    ଧନ୍ୟବାଦ ଭାଇ ।ଆମ ଓଡ଼ିଶା ର କିଛି ସ୍ବାର୍ଥ ବାଦି ଲୋକ ନିଜର ସ୍ବାର୍ଥ ପାଇଁ ଓଡ଼ିଶା କୁ
    ନିର୍ଯାତନା ଦେବାସହିତ ଓଡ଼ିଶା କୁ ବରବାଦ
    କରୁଛନ୍ତି।

  • @ashokkumarsahoo7041
    @ashokkumarsahoo7041 28 дней назад +6

    ପିହୁ ହତ୍ୟାକାଣ୍ଡରେ ଡାଲି ଚୋରାଣୀ ସମ୍ପୃକ୍ତ.

  • @umeshrout3599
    @umeshrout3599 28 дней назад +4

    ପ୍ରତାପ ଯେନା ଜଣେ ଓଡିଆଙ୍କ କଳଙ୍କ ସଳାକୁ ଧରାଯିବା ଦରକାର।

  • @SalkhanHembram-yp5us
    @SalkhanHembram-yp5us 27 дней назад +3

    ଜୟ ଶ୍ରୀରାମ ଅର୍ଘଘସ ନିୟୁଜ ଜିନ୍ଦାବାଦ ଦୁର୍ଗଶିଷ ବାବୁ ଜିନ୍ଦାବାଦ

  • @prashantjena5879
    @prashantjena5879 25 дней назад +1

    ଅର୍ଗୁସ୍ ଚେନାଲ୍ sirf ଗରିବ ଲୋକଙ୍କ ପାଇଁ ଦୁର୍ଗାଶିସ୍ ଭାଈ ତୁମକୁ ବହୁତ ବହୁତ ଧନ୍ୟବାଦ୍

  • @pradeepkumarsinha803
    @pradeepkumarsinha803 28 дней назад +5

    ଯଦି ପ୍ରକୃତରେ BJP GOVERNMENT, ପ୍ରଭୁ ଜଗନ୍ନାଥଙ୍କ ଉପରେ ବିଶ୍ୱାସ ଥାଏ ତେବେ BJDର ସମ୍ପୃକ୍ତ ପ୍ରତ୍ୟେକ ପୂର୍ବତନ ମନ୍ତ୍ରୀ, ବିଧାୟକମାନଙ୍କର ପାପଘଡି ପୂର୍ଣ୍ଣ ହୋଇସାରିଛି।
    ଯଦି BJP GOVERNMENT EYE WASH ପାଇଁ କାମକରୁଥାଆନ୍ତି, ତାହାହେଲେ ସମଦଶା ଭୋଗକରିବେ।
    ବର୍ତ୍ତମାନ ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିଶାର ଶାସନଭାର ନିଜ ଅକ୍ତିଆରରେ ରଖିଛନ୍ତି ବୋଲି ମୋର ବିଶ୍ବାସ।
    ଜୟ ଜଗନ୍ନାଥ।

  • @prahaladasatpathy4146
    @prahaladasatpathy4146 28 дней назад +7

    Pl.add Soumya Mahapatra case.

  • @BalaramNath-fe8ws
    @BalaramNath-fe8ws 27 дней назад +4

    ସତ୍ୟର ହେବ ଜୟ ସବୁ ରାକ୍ଷାଷ ମରିବେ ମୁଁ ଭଗବାନ୍ ଙ୍କନିକଟରେ ପ୍ରାର୍ଥନା କରୁଛି ଜୋଉ ଓଡ଼ିଆ ଭାଇ ଭଉଣି ମାନେ ବିଜେଡି ବିଜେଡି ହଉଛନ୍ତି ସେମାନଙ୍କ ବାପା ମା ଭାଈ ଭଉଣି ଝୀଅ ପୁଅ ସ୍ବାମୀ ସ୍ତ୍ରୀଙ୍କ ସହ ଏମିତି ହଉ ସେ ଜାଣିବେ ଦୂଖ କଣ

  • @user-ug9ln1lk4u
    @user-ug9ln1lk4u 26 дней назад +6

    ବହୁତ ସୁନ୍ଦର ସ୍ୱାଗତ ଯୋଗ୍ୟ ପଦକ୍ଷେପ ସତ୍ୟ ର ହେଉ ଜୟ ଜୟ ଜଗନ୍ନାଥ

  • @rinkyandramesh
    @rinkyandramesh 28 дней назад +7

    Jay Jagannath ⭕❗⭕

  • @Sabanahansdahbi1bu
    @Sabanahansdahbi1bu 28 дней назад +7

    Sotyoro hebo joy,,,jiye dosi nischoy dondo paiba dorkar,,,joy durgasis sir

  • @jayantakumarbiswal5976
    @jayantakumarbiswal5976 28 дней назад +1

    ଏବେ ତ ନିୟାଵାନ ସରକାର ସବୁ ସମାଧାନ କରନ୍ତୁ 👍👍👍

  • @ashokkumarsahoo7041
    @ashokkumarsahoo7041 28 дней назад +4

    ଏ ମାଗିଆ ପ୍ରତାପ ଜେନା କୁ ରାସ୍ତାରେ ଧରି ପିଟନ୍ତୁ ମାହାଙ୍ଗା ବାସୀ. କ୍ଷମତା ଯାଇଛି. ଆଉ କିଛି ବଙ୍କା ହେବାର ନାହିଁ

  • @sribatsameher4971
    @sribatsameher4971 25 дней назад +3

    Absolutely right.

  • @srinibasswain1143
    @srinibasswain1143 28 дней назад +3

    Bjd.. Government of Destroying . Odisha.. Lord Jagannath saved

  • @maheswarjena8845
    @maheswarjena8845 25 дней назад +2

    Bahut sundar khabar

  • @BabulirathiRathi
    @BabulirathiRathi 26 дней назад +2

    ଆମେ ବି ବିଶ୍ୱାସ ଓ ଆଶାରେ ଅଛୁ 🙏

  • @tapasswainvlog9455
    @tapasswainvlog9455 28 дней назад +5

    Dharma ra hebe jay 🇮🇳

  • @tapankumarnikap9695
    @tapankumarnikap9695 28 дней назад +7

    Samir das nimapadar purbatan m l

  • @mishrabisudhananda3551
    @mishrabisudhananda3551 28 дней назад +5

    କିଛି ହବନି।ବର୍ତ୍ତମାନ ପୋଲିସ ଶାସନ ର ଯାହା ଅବସ୍ଥା,ଯେଉଁଭଳି ଅଯୋଗ୍ୟ,ଅପାରଗ ପୋଲିସ ଅଧିକାରୀ ଅନୁସନ୍ଧାନ ଓ ଦୋଷୀ କୁ ଦଣ୍ଡ ଦେବାର ସ୍ଥାନ ରେ ଅଛନ୍ତି,ସେମାନେ ନିରପେକ୍ଷ ଓ ଚାହିଁଲେ ମଧ୍ୟ ସତ୍ୟ ଉନ୍ମୋଚନ କରିପାରିବେନି।

  • @sarojpradhan830
    @sarojpradhan830 28 дней назад +2

    ଜୟ ଶ୍ରୀରାମ ଜୟ

  • @Prasanta-nl4ci
    @Prasanta-nl4ci 28 дней назад +3

    Prattap jena kesh re open haba darkar

  • @santoshmahapatra6353
    @santoshmahapatra6353 28 дней назад +3

    ଏ ମଗ୍ଧିଆ ସରକାର୍ ନବୀନ ସରକାର ପାଖରେ 100 ତିମେଶଭିଯୋଗ କରିଛି

  • @biswalprakashkumar
    @biswalprakashkumar 27 дней назад +2

    Very good Durgasis bhai Tama prayas ku dhanyabad......

  • @pitabashpadhy329
    @pitabashpadhy329 26 дней назад +2

    ଆଉ ସମୀର ଦାଶ ଫାଇଲ୍‌ ଖୋଲିବ ନା ନାହିଁ?? ଅର୍ସସ୍‌ ନିରପେକ୍ଷ ନ୍ଯୁଜ୍‌ ପରିବେଶଣ କରୁନାହିଁ। ପ୍ରଭାତ ପରିଡ଼ାଙ୍କ କଣ୍ଠ ଫାଟିଯାଉଥିଲା ଏବେ ଚୁପ୍‌!! ବିଜେପିରେ ମିଶିଗଲେ ୱାସିଂ ମେସିନ୍‌ରେ ପଡ଼ିକି ପୁରା ସଫା!!

  • @sarojkumargiri9145
    @sarojkumargiri9145 28 дней назад +4

    Thanks to argus news & I love BJP

  • @SanujaBehera-t8f
    @SanujaBehera-t8f 28 дней назад +3

    Ame chanhuchu dosiku fasi diajau
    Jay jagannath

  • @JogeswarMajhi-lt7hj
    @JogeswarMajhi-lt7hj 28 дней назад +1

    ବିଜେଡ଼ି ପ୍ରେମୀ ମାନେ କୁହ ଏମାନଙ୍କୁ ନ୍ୟାୟ ମିଳିବା ଉଚିତ୍ କି ନାହିଁ,,,

  • @satyabratasamal4206
    @satyabratasamal4206 28 дней назад +3

    ଏହି ସବୁ କେସ ର ପରଦା ଫାର୍ଷ୍ ହେବା ଦରକାର, ନହେଲେ ମୋହନ ସାର୍ ଙ୍କୁ ଓଡ଼ିଆ ଜନତା କେବେ କ୍ଷମା କରିବେ ନାହିଁ.

  • @biswambarmohanty132
    @biswambarmohanty132 28 дней назад +3

    Jay jagarnath Swami 🙏🚩🚩🚩

  • @chandankumarsahoo1192
    @chandankumarsahoo1192 28 дней назад +2

    Jay Jagannath 🙏🙏🙏

  • @bijaykumarkindo1974
    @bijaykumarkindo1974 27 дней назад +1

    Thankyou Argas news ku

  • @alekhpradhan1191
    @alekhpradhan1191 28 дней назад +3

    Justice for all pidita family..

  • @KanhuDash-on1ri
    @KanhuDash-on1ri 28 дней назад +2

    ଆଉ ବିଜେ ପି ନେତା ବୈଜୟନ୍ତ ପଣ୍ଡାଙ୍କ ପାଇଁ କୀଛି ନାହିଁ

  • @bhabaniswain2298
    @bhabaniswain2298 28 дней назад +2

    Good News 💐💐💐

  • @amareshamohanty69
    @amareshamohanty69 28 дней назад +2

    ବିଜେପି ଦଳ ର କଥା ପ୍ରବଳ । କିନ୍ତୁ କାମ ଦୁର୍ବଳ । କିଛି କରୁ ନାହାନ୍ତି । ଭୁବନେଶ୍ବର ର ପାତ୍ରପଡା ରେ ସରକାରୀ ଜମି ଉପରେ ପ୍ରାସାଦ ନିର୍ମାଣ କରିଥୀବା ଅବସର ପ୍ରାପ୍ତ ଆଇ ପି ଏସ୍ ଅଫିସର ମାନଙ୍କ ବିରୁଦ୍ଧ ରେ ସରକାର ତ କିଛି ପଦକ୍ଷେପ ନେଲେ ନାହିଁ । ଆଉ ସାଧାରଣ ଜନତାଙ୍କ କଣ ଭରସା ପାଇବ ?

    • @kusumabatipradhan6692
      @kusumabatipradhan6692 27 дней назад

      ତର ପୁଡ଼ୁଛି କାହିଁକି, ବିଜେଡି କେତେ ଦୁର୍ନୀତି କରି ଚାଲିଥିଲା ତାହା କହିଲେ ବାଧୁଛି କେତେ ଖାଇଛୁ

  • @diptiranjanbhoi9236
    @diptiranjanbhoi9236 28 дней назад +2

    ସମ୍ପୂର୍ଣ ମିଛ ଜନତାଙ୍କୁ ଆଉ ବୋକା ବନାଅ ନାହିଁ

  • @rabindrarathor1013
    @rabindrarathor1013 28 дней назад +6

    ସେତେ ବେଳେ ପୋଲିସ ବି BJD ର କଥା ମାନୁଥିଲେ। ପୋଲିସ ଅଫିସର ମାନଙ୍କୁ ଭିଜିଲାନ୍ସ ଚଢାଉ କରାଯାଇ। ବହୁତ୍ ଆୟ ବହିର୍ଭୁତ ସମ୍ପତି ଠୁଳ କରିଛନ୍ତି।

  • @user-em7ym8zm5i
    @user-em7ym8zm5i 28 дней назад +1

    Argus news Thank you

  • @kalandinayak463
    @kalandinayak463 24 дня назад +2

    Wel done.

  • @dilliptulsiyan6245
    @dilliptulsiyan6245 28 дней назад +1

    Thanks for you Namaste.

  • @GIRISHACHANDRA-wm3cv
    @GIRISHACHANDRA-wm3cv 23 дня назад +1

    DHARMAR JAY. JAY JAGANNATH 🙏 🙏 🙏 🙏 🙏

  • @prashantjena5879
    @prashantjena5879 25 дней назад

    ଧର୍ମର ହେବ ଜୟ ଜୟ ଜଗନ୍ନାଥ

  • @GeriGeri-wt8jm
    @GeriGeri-wt8jm 28 дней назад +2

    Sir What about Aditya Das??

  • @rabindratripathy4740
    @rabindratripathy4740 28 дней назад +1

    ଶୀଘ୍ର ଖୋଲୁ ଖାଲି କଥାରେ ନୁହେଁ

  • @user-wo9kp6ss1b
    @user-wo9kp6ss1b 28 дней назад +1

    Jay jagannath

  • @purnachandrapradhan3820
    @purnachandrapradhan3820 25 дней назад +1

    Lord Jagannath must give justice to the victims

  • @TapanroseBTR
    @TapanroseBTR 28 дней назад

    କିଛି ଖୋଲିବନି.......
    ସବୁ ଜଳଜଳ ଦେଖା ଯାଉଛି.....
    ଏ ଦୁର୍ବଳ ସରକାର କିଛି କରିବନି....
    କେବଳ Argus ଏ କଥା କହୁଛି....
    କିଛି ହେବନି........ ଚୁଡ଼ା ଚାଉଳ କୋଳାକୋଳି.......
    ପେଡ଼ି ଖୋଲିବ...... ଏଯାଏଁ ଖୋଲିବାକୁ କିଏ ମନା କରିଛି

  • @kalandinayak463
    @kalandinayak463 24 дня назад +1

    We want to justice.

  • @dhirendranathsingha9299
    @dhirendranathsingha9299 24 дня назад

    ନବୀନ ଜଣେ ହାରାମଜାଦା ମୁଖ୍ୟମନ୍ତ୍ରୀ

  • @ishwarchandramohanta3374
    @ishwarchandramohanta3374 28 дней назад +2

    Soumya Ranjan Mohapatra's file ?

  • @KanhuDash-on1ri
    @KanhuDash-on1ri 28 дней назад +1

    ପାଂଚ ବର୍ଷ କାଳ ରେ ହେବନା

  • @chittaranjankar7615
    @chittaranjankar7615 28 дней назад

    ହେ ମୋହନ ସରକାର ଏମାନଙ୍କୁ ନ୍ଯାୟ ଦିଅନ୍ତୁ .

  • @BalaramNath-fe8ws
    @BalaramNath-fe8ws 27 дней назад

    ଏ ମାନଙ୍କ ଅଭିସାପରେ ବିଜେଡି ଦଳ ସମ୍ପୁର୍ଣ୍ଣ ସମାପ୍ତ ହେଇଜିବ ଏମାନଙ୍କ କଥା ଶୁଣିଲେ ଭାରି କଷ୍ଟ ଲାଗୁଛି ଛି ବିଜେଡି ଦଳ

  • @prasantrout4383
    @prasantrout4383 23 дня назад

    Thank you Argus

  • @biswanathnaik3231
    @biswanathnaik3231 25 дней назад

    ଅଭିରାମ ମହାପାତ୍ର ବାବୁ ଛାଡ଼ିବେ ନାହିଁ ସତ୍ୟର ନ୍ୟାୟ ହେବ

  • @bibhutisahu4204
    @bibhutisahu4204 25 дней назад

    ନିର୍ଦୋଷ ସରୋଜ ସେଠି କୁ ଖଲାସ କରାଯାଉ

  • @hrudanandameher1364
    @hrudanandameher1364 24 дня назад

    Good news chanal

  • @pradoshnayak999
    @pradoshnayak999 28 дней назад +1

    💪

  • @GIRISHACHANDRA-wm3cv
    @GIRISHACHANDRA-wm3cv 23 дня назад

    TIME IS MORE POWERFUL. JAY JAGANNATH 🙏 🙏 🙏

  • @ShibaprasadDas-sv4yp
    @ShibaprasadDas-sv4yp 28 дней назад +1

    ଅଭିଙ୍ଘ ମନ୍ତ୍ରି ଓ ଏମଲ ଙ୍କୁ ହଟାଇ ନବୀନ ବାବୁ ଓଡିଶାକୁ ଲୁଟିଛନ୍ତି

  • @user-fz8fl3vp3e
    @user-fz8fl3vp3e 28 дней назад

    ଯେ ଦୋଷୀ ଦଣ୍ଡ ପାଇବା ନିହାତି ଦରକାର ସିଏ bjp ହେଉ ୟା bjd... ସବୁ ଓଡିଶା ର ଜଗନ୍ନାଥ ପ୍ରେମୀ ଭକ୍ତ ମାନେ ଟିକେ ତାଙ୍କ ଜାଗାରେ ରହିକି ଦେଖ ଦୁଃଖ କଣ, କାଲି ଯଦି ଠିକ ଆମ ସହ ଏମିତି ହୁଏ, କୌଣସି ପ୍ରଶାସନ ସାହାଯ୍ୟ ନକରନ୍ତି, ତେବେ ଆମେ କଣ କରିବା.. ସାମାନ୍ୟ ପଇସା ର ଲୋଭ ଦେଖନି ରାଜା ଭି ଧନୀ, ଧନୀ ବି ଗରିବ, ସବୁ ସେହି ଭଗବାନ ଙ୍କ କୃପା... କେତେଦିନ ବଞ୍ଚିବା ଆମେ... ନ୍ୟାୟ ଦେଖନ୍ତୁ 🙏🙏🙏ମୋର ସମସ୍ତ ଓଡ଼ିଆ ଭାଇ ଭଉଣୀ ଙ୍କୁ ଅନୁରୋଧ 🙏🙏🙏

  • @user-mc6er6wd9i
    @user-mc6er6wd9i 25 дней назад

    Jay Jagannath sir

  • @bibhutisahu4204
    @bibhutisahu4204 25 дней назад

    ତମେ ଆଗ ପରି କେସ ସମାଧାନ କର, ନିର୍ଦୋଷୀ ସରୋଜ କୁ ଖଲାସ କରାଯାଉ

  • @niranjanparhi5726
    @niranjanparhi5726 23 дня назад

    Valueless news

  • @MalikPrafulla
    @MalikPrafulla 25 дней назад

    ମିଛ ସତରେ କଣ ପରୀକୁ ନିଯ୍ୟାୟ ମିଳିବ ଜୟ ଜଗନ୍ନାଥ

  • @user-hb6bs3vd5z
    @user-hb6bs3vd5z 23 дня назад

    Jaya Jagannath

  • @GIRISHACHANDRA-wm3cv
    @GIRISHACHANDRA-wm3cv 23 дня назад +1

    GIVE JUSTICE TO 300 MERITORIOUS CANDIDATES SELECTED BY OPSC FOR JUNIOR ASSISTANTS (NOW ASO ) IN HOME DEPARTMENT SECRETARYATE BBSR ODISHA

  • @prakashphotography8740
    @prakashphotography8740 28 дней назад +1

    ସମୀର ଦାସ ଙ୍କ ଫାଇଲ ଓପନ ହେବ ନା ନାଇଁ ଦୂର୍ଗାସିସ ଭାଇ

  • @manasdalai4028
    @manasdalai4028 28 дней назад

    ନର ହତ୍ୟା କାରୀ ନବୀନ ବିଜେଡି

  • @ramakantanayak4495
    @ramakantanayak4495 27 дней назад

    CBI ତଦନ୍ତ ହେଉ

  • @pintubehera6057
    @pintubehera6057 27 дней назад

    ଦୟା କରି ପରୀ କେସ re open କରା ଯାଉ

  • @chandrasamal8967
    @chandrasamal8967 25 дней назад

    ମଧ୍ଯ ଭୁବନେଶ୍ବର ର ବିଧାୟକ ଅନତ ନାରାୟଣ ଜେନାଙ୍କ କଥା ଭୁଲି ଗଲକି...#argus news

  • @MalikPrafulla
    @MalikPrafulla 25 дней назад

    ଯୋଉଠି ନବୀନ କରିପାରିଲିନି ନ ୧ ମୁଖ୍ୟମନ୍ତ୍ରୀ ସେଠି କଣ ମୋହନ ମାଝୀ ପାରିବ

  • @bharatchandradas8195
    @bharatchandradas8195 28 дней назад +1

    Mohan.govt.tobe.blessed.by.god.fr.reopening.the.case

  • @duhkhishyamnayak9496
    @duhkhishyamnayak9496 27 дней назад

    Jay.ho.modi.ji.ki.jay

  • @manoranjsahoo9197
    @manoranjsahoo9197 28 дней назад +1

    Sri 🙏 jaganath 🙏
    Sri 🙏 jaganath 🙏 maha 🙏 parbhu 🙏

  • @user-kh6gj6mu4l
    @user-kh6gj6mu4l 28 дней назад +2

    Se sabu dagi fasi dia

  • @srinibasswain1143
    @srinibasswain1143 28 дней назад +1

    Just Wait .. What happens in Bjd ????

  • @ranjitdipa641
    @ranjitdipa641 28 дней назад

    Good news

  • @pramodpanda8976
    @pramodpanda8976 28 дней назад +2

    Kichi habani agya bjp bjd gotia mudrara 2ti parswa sathe sathe samacharet

  • @kamallochannayak9660
    @kamallochannayak9660 24 дня назад

    Immediately Should Take Action No Late.

  • @sureshdash8597
    @sureshdash8597 28 дней назад +1

    Mohan sarkar kebe bjd durniti neta ias ips jeku suspend kari jail pathaiba sekhabarchala mohan sarkar action niantu nahele istafa diantu

  • @khantiodiaToka-12345
    @khantiodiaToka-12345 28 дней назад

    Jay jagannath 🙏