ସାଂସଦ୍‌କୁ ଉଖ୍‌ଲା କରିଦେଲେ ଗନ୍ଧମାର୍ଦ୍ଦନ ସଂଗ୍ରାମୀ

Поделиться
HTML-код
  • Опубликовано: 2 янв 2025

Комментарии • 27

  • @mahakurbabu9512
    @mahakurbabu9512 18 дней назад +2

    ଜୟ ନରସିଂହନାଥ ଜୟ ଗନ୍ଧମାର୍ଦ୍ଦନ ଜୟ ପ୍ରଦୀପ ପୁରୋହିତ

  • @PurnachandraBhue-s7u
    @PurnachandraBhue-s7u 17 дней назад

    ଇନ୍ତା ଶସ୍ତା ଗାନ୍ଧମାର୍ଦ୍ଧନ ରାଜନୀତି କରାନଈ ଯଉ

  • @PurnachandraBhue-s7u
    @PurnachandraBhue-s7u 17 дней назад

    ହେଇତିହାସ ଥି ମୁଇଁ ବ୍ଲଡ଼ ସିଂନେଚର ଦେଇଥିଲେ ବି ମୁଇ ଛୋଟ ପିଲା ବଳି ମୋର ନା ନାଇଁ ଆସି କି ଲେଖା ବି ନାଇଁ ଆସି ତ ମେ ରାଜନୀତି ନାଇଁ କରି ଆମର ଲୋକ ଯେନ୍ତା ଏକଜୁଟ ସେଥିପାଇଁ ଚେଷ୍ଠା କର କାହାର ଭୁଲଟେ ହେଇଥିଲେ ବି ତାର କଥା କେ ନାଇଧର ବିଶାଳ ଆଜ୍ଞା

  • @debadhimeher2241
    @debadhimeher2241 18 дней назад +1

    ଅହଂକାର ରେ ହେଲେ ହେବା
    କେନୁ ଶୁଇ ଥିଲୁ ଇହାଦେ ଚେତଛୁ
    ତୋର କଥା ନୁ ଜଣା ପଡୁଛେ ଅହଙ୍କାର ରେ ଏନ୍ତା ଛଟକୁଛୁ ବୋଲି

    • @santoshpadhan5551
      @santoshpadhan5551 18 дней назад

      Dr ଗୌତମ ବିଶ୍ୱାଳ dr ପଂକଜିନି ରାଉତ ପ୍ରକୃତ ଆନ୍ଦୋଳନ ସମୀୟା ରେ ଲଢେଇ କରିଥିଲେ ଲୋକାଲ ଆଦିବାସୀ ଗାଁ ମାନକେ ପଚରାବୁ କୁନା ପୁରୋହିତ କେଭେ ଆସିକରି ଦାୟିତ୍ୱ ନେଇଥିଲା ଜଣେ ଗାନ୍ଧୀ ଟୋପି ପିନ୍ଧି କରି ନେତା ବନି ଗଲେ କେଭେ ଗାନ୍ଧୀ ସୁବାସ ବୋଷ ସହିଦ ଭଗତ ସିଂ ନି ହେଇ ଯାଏ ବହୁତ st sc ଓବିସି ପିଲା ମାନେ ଆନ୍ଦୋଳନ ରେ ଭାଗ ନେଇଥିଲେ ତୋର ଭଳିଆ ଦୟାନିଧି ମେହେର ଫୁସି ଚଟା ଚାଟୁକାର ମାନଂକର ଳାଗି ଓବିସି ତାର ଅଧିକାର ରାଜନୈତିକ ଆରକ୍ଷଣ ରୁ ବଂଚିତ ହେଇଛେ

  • @biswalsiddhartha489
    @biswalsiddhartha489 18 дней назад

    ସତ୍ ସାହସ ଥିଲେ dr Goutam Biswal ସହ ଖୋଲା ମଞ୍ଚରେ ବିତର୍କ କରିବାକୁ କମେନ୍ତ ପାଇଁ ଆହ୍ଵାନ କରୁଛି ମୁଁ dr Goutam Biswal 😢 ଜଣା ପଡ଼ିବ କିଏମାଇ କିଏ ଅଣ୍ଡିରା

  • @ChoudachandraBehera
    @ChoudachandraBehera 18 дней назад

    ମୁଇ ପ୍ରତକ୍ଷ ଦର୍ଶୀ ଏ ଔର ଭୁକ୍ତଭୂଗି ଏ
    ରାତି ଶୀତେ କାକେରେ ତାଙ୍କର ହୋଟେଲ ରେ ୧୭ ଜଣ ରହୁଥିଲୁ ଔର ହୋଟେଲ ରେ ଫ୍ର୍ରୀ ରେ ଖାଉ ଥିଲୁ ଦିନବେଲା ବାଲକୋ ହଟାଓ ସ୍ଲୋଗାନ ଦେଇ ସାଇ କଲେ ଗା ଗାଁ ବୁଲୁ, ଯେଉ ଗାଁକୁ ଯାଉ ସେ ଗାଁର ପିଲା ବୁଢ଼ା ମିଶି ୫ ପାଖର ୫ ଟା ୧୦ଟା ଗାଁ ବୁଲୁ ଓ ଲୋକଙ୍କୁ ସଚେତନ କରୁୂ ପାଖର ଗାଁଲୋକେ ସନ୍ଧ୍ୟାରେ ନିଜ ଗାଁକୁ ପଳେଇ ଆସନ୍
    କୁନା ବାବୁ ଏହାର ନେତୃତ ନେଇଥିଲେ।
    ବାଲକୋ ହାଟ ବାର କେ ତାଙ୍କର ଅବଦାନ ଅଛେ
    ସେ ଦୂର ଦୁରାନ୍ତ ରୁ ଆସିଥିବା ଓ ଯୋଗଦେଇଥିବା
    ଗନ୍ଧମାର୍ଦନ ପ୍ରେମୀଙ୍କୁ ପ୍ରତିଦିନ ୨୦/୬୦ ଲୋକଙ୍କୁ
    ଖାଦ୍ୟ, ଯାହାର ଶୀତବସ୍ତ୍ର ନଥିବ ଶାଲ ଖଣ୍ଡେ ଦେଉଥିଲେ, ଆମେ ରାତିରେ ନିଆଁ ଜାଳି ସେକ ନେଉ ଥିଲୁ,
    ସେ ଗନ୍ଧମାର୍ଦନ ରୁ ବାଲକୋ କୁ କେମିତ ହଟେଇ ବେ ଲୋକଙ୍କ ମନରେ ଅଧ୍ଯାତ୍ମିକ ଭାବନା ମାଧ୍ୟମରେ ଉତ୍ସାହିତ କରୁଥିଲେ
    । ଏ ଆଗ୍ୟା ବୋଧହୁଏ ଆମର ସଭା ଓ ରେଲି ବୋଧହୁଏ ଦେଖିନଥିବେ ।
    ୩ବର୍ଷ ଶୋଇ ଥିଲେ ବୋଧହୁଏ ।
    ରାଜନିତୀ ଅଲଗ କଥା ଏ
    ଔର ପର୍ସ ନାଲ ବିରୋଧ ଅଲଗ ଏ
    ତୁମେ ବଡ଼ ବଡ କଥା ନେଇ କହ ହୋ
    ଭାଷଣ ନେଇ ମାର
    ଭବାନୀ ହେ। ତା କେଭେ ରେଳି କଲେ ଯେ ତୁମେ ଏକେଲା ଦେଖିଛ ବାକି ସଭେ ଆଖି ମୁଜି ନେଇଥିଲେ
    ବେକାର ଫାଲତୁ କଥା କହୁଛ ଯେ

    • @santoshpadhan5551
      @santoshpadhan5551 16 дней назад

      ଅରଜିନାଲ ଆନ୍ଦୋଳନ 82 ରୁ 90 ଭିତରେ କୁନାର ଭୂମିକା କାନା ଥିଲା ହୋ ବାଲକୋ ହଟଲା ପରେ ବିଭିନ୍ନ ସଚେତନ କର୍ଯ୍ୟକ୍ରମ କରି କରି ଆନ୍ଦୋଳନ ର ଶ୍ରେଷ୍ଠ ନେତା ବନବାର ରିଏଲ ସଂଗ୍ରାମୀ dr ଗୌତମ ବିଶ୍ୱାଳ dr ପଂକଜିନି ରାଉତ ନିରଞ୍ଜନ ବିଦ୍ରୋହୀ ଲିଙ୍ଗରାଜ ଆଜାଦ ସ୍ୱାମୀ ସୋମବେଶ ଜି ଙ୍କ ର ପ୍ରତି ଅପମାନ aia ଜଣେ ଆନ୍ଦୋଳନ ର ଶେଷ ସମୀୟା କେ ଆସିକରି ଆନ୍ଦୋଳନ ର ଶ୍ରେୟ ନେବାର ଟା ଦୁର୍ଭାଗ୍ୟ ଜଣେ ଆନ୍ଦୋଳନ ନାଁ ରେ mp mla ବନିଗଲେ ଇତିହାସ କେ କଲା ଘସିଂ କରି ମିଟେଇ ନି ପାର ପୁରା ଅନ୍ଧ ଭକ୍ତ ଭଳିଆ କଥା କହୁଛ ଇହାଦେ ନୃସିଂହ ନାଥ ଆୟୁର୍ବେଦିକ କଲେଜ କେ ସତ୍ୟଭୁଷଣ ସାହୁ କବଜ଼ା କରିଛେ
      କଲେଜ ପଇସା ରେ ଏସ ଆରାମ କରୁଛନ ସେଥିରେ କୁନା ର ଦାଦା ରାମରାତନ ପୁରୋହିତ ର ମିସିଛେ ଦାଦା ର ସ୍ୱାର୍ଥ ଅଛେ ହେତିର ଳାଗି ତମର ସଂଗ୍ରାମୀ ଆନ୍ଦୋଳନ କାରି ଇମାନଦାର ନେତା ମିଥ୍ୟା ବାଲକୋ ହଟାଓ ନେତା ପ୍ରତିବାଦ ନି କରବାର ତମର ଯଦି ସତସାହସ ଅଛେ ବଇଲେ ପାଇକମାଳ ହରିଶଙ୍କର ଅଂଚଳ ର ଆଦିବାସୀ ଗାଁ ମାନକେ ଯାଇ କରି ପଚାର dr ଗୌତମ ବିଶ୍ୱାଳ ର ଭୂମିକା କାନା ଥିଲା ସ୍ଥାନୀୟ ଜନସାଧାରଣ କହେବେ ଆଜି ବି ରେକର୍ଡ ତଥ୍ୟ ସବୁ ଅଛେ କିଏ କେଭେ ଆନ୍ଦୋଳନ ରେ ଯୋଗ ଦେଇଥିଲା କାହାର ଭୂମିକା କାନା ଥିଲା ଓପନ ଡିବେଟ ହଉ ଗୌତମ ବିଶ୍ୱାଳ ପ୍ରଦିପ ପୁରୋହିତ ଆଉ ଅନ୍ଧ ଭକ୍ତ ମାନଙ୍କ ର ଭିତରେ ଗୌତମ ବିଶ୍ୱାଳ ସଦାସର୍ବଦା ପ୍ରସ୍ତୁତ

    • @biswalsiddhartha489
      @biswalsiddhartha489 15 дней назад

      ଠିକ୍ କଥା କହିଛନ୍ତି

  • @ganapatisahu1589
    @ganapatisahu1589 17 дней назад

    ଏତେ ଦିନ କେ ହେଲା ଜେ ନାଇଁ କହୁ ଥାଇ ଏବେ କେ ହେଲା ଜେ କହୁ ଛ

  • @GeetaGeetanjalidas
    @GeetaGeetanjalidas 18 дней назад +2

    Jay bjp Pradip dada ❤❤❤❤❤

    • @santoshpadhan5551
      @santoshpadhan5551 18 дней назад

      Dr ଗୌତମ ବିଶ୍ୱାଳ ଜିନ୍ଦାବାଦ ଜୟ ଓବିସି ବ୍ରାହ୍ମଣ ବାଦ ମୁର୍ଦବାଦ

  • @BajubanNayak
    @BajubanNayak 18 дней назад

    ଏହି ଲୋକ ମଦ ପିଇବା ପରେ ଯାହା ଇଚ୍ଛା ତାହା କହୁଛି। ଏତେ ଦିନ କ ଉ ଠି ଥିଲା। ପ୍ରଦୀପ ପୁରୋହିତ, କୁନା ଦାଦା ଜିନ୍ଦାବାଦ।

    • @santoshpadhan5551
      @santoshpadhan5551 18 дней назад

      ଏ ମାଗିହା ଗ୍ରାଉଣ୍ଡ zero ke ଆସିକରି ତଦନ୍ତ କର ତୋର ଭଗବାନ କୁନା ଅରଜିନାଲ aia କି ଅନ୍ୟ ମାନେ ଯେ ଜାନବୂ କୁନା ପୁରୋହିତ ର ଫୁଷି ରକତ ଚାଟି କରି ବୋଧେ ହୁଏ ପେଟ ପୁସୁଥିବୁ ଯେନ ଆଦାନୀ ke ଆମେରିକା ବିରୁଧ କଲାନ ହେ ଆମେରିକା ସରକାର ମଦ ପିଇ କରି କହୁଥିବା

    • @santoshpadhan5551
      @santoshpadhan5551 18 дней назад +1

      ଏ ମାଗିହା କିଏ ଅରଜିନାଲ aia କି ଦୁଃପ୍ଲିକେଟ ଗ୍ରାଉଣ୍ଡ zero କେ ଆ ତଦନ୍ତ କଲେ ଜାନବୂ କିଏ ମଦ ପିଇ ଥିଲା ଯେ ବୋଧେ ହୁଏ ପ୍ରଦୀପ ପୁରୋହିତ ର ଫୁସି ରକତ ଚାଟି କରି ତୋର କୁଟୁମ୍ବ ପୁସୁଥିବୁ ଆଦାନୀ କେ ଆମେରିକା ସରକାର ବିରୋଧ କରୁଛେ ଯେ ଆମେରିକା ମଦ ପିଇ କରି ବୟାନ ଦଉଛେ kya ଅନ୍ଧ ଭକ୍ତ

  • @biswalsiddhartha489
    @biswalsiddhartha489 19 дней назад

    ଯଦି ଇର୍ଶନ୍ଵିତ ତେବେ ଗୌତମ ବିଶ୍ୱାଳ ଦିରୁଦ୍ଧରେ 8ଆଇ ନ ର ଆଶ୍ରୟ ନିଅନ୍ତୁ ସତ ସାହସ ଥିଲେ ଗୌତମ ବିଶ୍ୱାଳ ସତ କହୁଛି ନା ମନ ଗ ଡ଼ା ଓ କପୋଲକଳ୍ପିତ😢

  • @Bijay750
    @Bijay750 18 дней назад

    Gautam Biswal agnya ke dhanyabad setebalar balko hatao beler actual sangrami manakar bisayare lokanku suchana dauthibaru,,,,,samaya asichhi kia original sangrami au kia dublicate sangrami mananku janiba pain,,,Jay Gandhamardhan 🏹🏹

  • @Rapid-1214
    @Rapid-1214 18 дней назад

    E a Jaluche, mine crack

    • @santoshpadhan5551
      @santoshpadhan5551 18 дней назад

      ପ୍ରଦୀପ ପୁରୋହିତ ର ଏଣ୍ଡପା ଚଟା ରୁମ ଛିଡା ଟଟୋ ମାନେ ସତ ସାହସ ଅଛେ ବଇଲେ ଖୋଲା ବିତର୍କ ରେ ଗୌତମ ବିଶ୍ୱାଳ କେ ସାମାନା କର

  • @prabinapanigrahi663
    @prabinapanigrahi663 19 дней назад

    This is nothing but jealousy.

  • @ChhandacharanSeth
    @ChhandacharanSeth 18 дней назад

    Tui kichhi nai jabar bo madua

  • @nilupanda9029
    @nilupanda9029 19 дней назад

    Sabu tui karichu bo

    • @santoshpadhan5551
      @santoshpadhan5551 18 дней назад

      ଓବିସି ମାନଙ୍କ ର ଇତିହାସ କେ ଖତମ କରି ଦେବାକେ ବ୍ରାହ୍ମଣ ମାନେ ସବୁବେଳେ ଧାର୍ମିକ କାର୍ଡ ଖେଳି କରି ଇମୋସନାଲ ବ୍ଲାକ ମେଲିଙ୍ଗ କରିଛନ