୧୦୦ ଘୁଷୁରୀ ,୨୪ ମଇଁଷୀକୁ ବଳୀ ଦିଆ ହେଲା || TORAJA TRIBE FUNERAL

Поделиться
HTML-код
  • Опубликовано: 21 ноя 2024

Комментарии • 2,9 тыс.

  • @MuTraveller
    @MuTraveller  Год назад +2891

    RUclips ରୁ ପଇସା ତ ମିଳୁନି ଏସବୁ ଭିଡ଼ିଓ ରୁ
    ଆଶା କରୁଛି ଆପଣ ମାଙ୍କର ଭଲ ପାଇବା ମିଳିବ ଆଉ 1 Million ପହଂଚିବା ! ଧନ୍ୟବାଦ

  • @TBrother4527
    @TBrother4527 Год назад +573

    ଲବ ଭାଇଙ୍କୁ ଯେଉଁ ମାନେ ହୃଦୟରୁ ଭଲ ପାଉଛନ୍ତି, like କରନ୍ତୁ ❤️

  • @studytechodia3723
    @studytechodia3723 Год назад +417

    ଲବ ଭାଇ ତୁମେ ଦେଶ ବିଦେଶ ବୁଲି ଲୋକୋ ଭଲ ଉପଦେଶ ଦେଉଛ, ତେଣୁକରି ତମକୁ ମାନିବାକୁ ପଡ଼ିବ, i love ଲବ ଭାଇ ❤❤❤

    • @kunudip2885
      @kunudip2885 Год назад +4

      Thankyou lababhai, God bless you,
      ❤❤❤

  • @GaganbiharinaikGagan
    @GaganbiharinaikGagan 3 месяца назад +3

    Dhanyabad laba babu kan nadekhila Nayana.God bless you.Thanks......

  • @jaganathsethi6248
    @jaganathsethi6248 Год назад +4

    Bhai a sabu video dekhile bahut intrested laguchi , amiti bahut agaku jauntu bhai. jay jagannath

  • @Nilanchal673
    @Nilanchal673 Год назад +577

    This man is
    100%- Hard work
    100%- talent
    100%- confidence
    0%-Ego
    0%-attitude
    All odisha proud of you laba Bhai dil se love you ❤❤❤❤❤❤❤❤

  • @Krishnamusic112
    @Krishnamusic112 Год назад +1407

    କେଉଁ ମାନେ ଚାହୁଁଚ 2024 ପୁର୍ବରୁ ଲବ ଭାଇ ଙ୍କର 1 million Subscribers ହେଇଯାଉ ❤❤❤

  • @SureshKumar-qj7qy
    @SureshKumar-qj7qy Год назад +161

    ଭାଇ ତାଙ୍କ ସଂସ୍କୃତି କୁ ଦେଖିକି ବୋହୁତ ଖୁସି ଲାଗିଲା ବୋହୂ ପୁରାତନ ସଂସ୍କୃତି
    ମନ ପୁରା ଆନନ୍ଦିତ ହେଇଗଲା ଭାଇ ତମ କୁ ଅଶେଷ ଅଶେଷ ଧନ୍ୟବାଦ୍

  • @lakhidhar2871
    @lakhidhar2871 Год назад +2

    Extra ordinary culture ....thanks laba bhai ..etiki sabu culture dekhaiba pain.

  • @animahembrom1487
    @animahembrom1487 Год назад +2

    Johar johar dada.culture dekhe bhalo laglo

  • @itssangramvlogs952
    @itssangramvlogs952 Год назад +168

    ଲବ ଭାଇଙ୍କ ମଙ୍ଗଳ ଚିନ୍ତା କରୁଥିବା ଭାଇ ମାନେ ଗୋଟେ Like 👍🏻 କରିଦିଅନ୍ତୁ. ❤️

  • @BhambaraHo-qe6kb
    @BhambaraHo-qe6kb Год назад +127

    ଲବ ଭାଇଙ୍କୁ କେତେଜଣ 100% ରୁ 100% ଭଲପାଉଛ ଲାଇକ୍ କର । But ମୁଁ ତ ଭଲପାଉଛି Dil se one like ❤️❤️❤️

  • @firojnayak4190
    @firojnayak4190 Год назад +95

    କିଏ କିଏ ଭାଇର ଭିଡିଓ ଦେଖିବା ପାଇଁ ସନ୍ଧ୍ୟା ହେଲେ ଅପେକ୍ଷା କରିକି ରହୁଛ❤❤❤

  • @Rabindra.369
    @Rabindra.369 4 месяца назад +2

    ସୂଚନା ପାଇଁ ବହୁତ ବହୁତ ଧନ୍ୟବାଦ 🙏🙏

  • @sameersamantaray5908
    @sameersamantaray5908 4 месяца назад +1

    ଉଦ୍ୟମି ପୁରୁଷ ଲବ ହାଂସଦା । ବହୁତ ବହୁତ ଧନ୍ଯବାଦ ଭାଇ❤❤❤

  • @Artofsanatan116
    @Artofsanatan116 Год назад +134

    କୋଉ ମାନେ ଚାହୁଚ ଲବ ଭାଇ ଙ୍କର 2024 ପୂର୍ବରୁ 2 milion ହେଇଯାଉ

  • @PurnabasiRaita
    @PurnabasiRaita Год назад +51

    ପ୍ରଥମେ ତ କହିବି ଭାଇ ଦେହ କେମତି ଅଛି ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ଦେହ ସୁସ୍ଥ ରହୁ ଇଣ୍ଡୋନେସିଆ ର ପରମ୍ପରା ବହୁତ୍ ଭଲ ଲାଗିଲା ଯେମତି କି ଆମ ଭାରତ ର ବାହାଘର ବଳି ଅଲଗା ଦେଶର ପରମ୍ପରା ଦେଖିବାକୁ ବହୁତ ଭଲ ଲାଗେ ଭାଇ ଆପଣଙ୍କୁ ଧନ୍ୟବାଦ ଜୟ ଜଗନ୍ନାଥ 🙏🙏

  • @gobardhanmunda9158
    @gobardhanmunda9158 Год назад +44

    ଧମାଲ କରିଦେଲ,ଲବଭାଇ!.... ପ୍ରଭୁ ଜଗନ୍ନାଥ ତୁମ ଚଲାପଥ ସୁଗମ କରନ୍ତୁ ଆଉ ଏହିପରି ଓଡିଶାର ସୁନାମ ଗାଇଚାଲିଥାଅ... 👍

  • @anusuyaswain3664
    @anusuyaswain3664 Год назад +1

    We knows treditonal life style many more place & much more by you . Thank's . ଓଡ଼ିଆ ଟୋକାର ବିଦେଶ ଯାତ୍ରା 👌

  • @biramkumarmandal4669
    @biramkumarmandal4669 Год назад +1

    ବେଟା ଲଵବାବୁ !
    ବହୁତ ସୁନ୍ଦର ଆମ ମଣିଷ ସମାଜର ସଂସ୍କୃତି,ପରମ୍ପରା ତଥା ବିଦେଶର ବିଭିନ୍ନ ଅଞ୍ଚଳର ଭୂପ୍ରକୃତି ଦେଖାଉ ଥିବାରୁ ଭଗବାନ ଆହୁରି ତୋର୍ ଉଜ୍ବଳ ଭବିଷ୍ୟତ କରନ୍ତୁ।

  • @pintuvillagetour
    @pintuvillagetour Год назад +35

    ଲବ ଭାଇ ଯେଉଁ ଜାଗାକୁ ଯାଆନ୍ତି ସେଠାରେ ସେ ଲୋକ ମାନଙ୍କ ସହିତ ସହଜରେ ମିଶି ଯାଆନ୍ତି 👍👍 ଏଇଟା ସବୁଠାରୁ ଭଲ ଗୁଣ ❤❤❤❤❤
    ଜଗନ୍ନାଥ ମହାପ୍ରଭୁ ତମକୁ ଭଲରେ ରଖିଥାନ୍ତୁ 👍👍👍👍

  • @itssangramvlogs952
    @itssangramvlogs952 Год назад +154

    ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପାଖରେ ଲବ ଭାଇଙ୍କ ମଙ୍ଗଳ କାମନା କରୁଥିବା ଭାଇ ମାନେ Like 👍🏻 କରିଦିଅନ୍ତୁ. ❤️

  • @pramodswain974
    @pramodswain974 Год назад +45

    ମୁଁ ଢେଙ୍କାନାଳରୁ ସବୁବେଳେ ଭାଇଙ୍କ ପାଇଁ ଠାକୁରଙ୍କ ପାଖରେ ମଙ୍ଗଳ କାମନା ।❤❤❤❤

  • @gajendraprasadsahu703
    @gajendraprasadsahu703 9 месяцев назад +1

    Khatarnaakh cultural.adbhuta samaj...tama video ru bahut kichhi nua nua bisaya janibaku miluchhi.thank u.jai jagganatha 🙏🙏🙏🙏

  • @DhananjayBiswal-kq7qh
    @DhananjayBiswal-kq7qh Год назад +3

    ଅନ୍ୟ ଦେଶ ର କଳା ସଂସ୍କୃତି ଓ ପରମ୍ପରା କୁ ଦେଖି ଭାଇ ବହୁତ୍ ଭଲ ଲାଗିଲା .

  • @AbinashOjha.07
    @AbinashOjha.07 Год назад +60

    🚩ଜୟ ମାଆ କଟକଚଣ୍ଡୀ ଭାଇ🥰❤️🙏 Love From Cuttack❤️

  • @SHREYAGURUNG123
    @SHREYAGURUNG123 Год назад +28

    भासा नहि समझी लेकिन vedio बहुत अच्छा लगि😊Looking from beautiful Nepal🇳🇵proud of you brother

  • @Rahulvlog148
    @Rahulvlog148 Год назад +14

    ଏମିତିକା video ଆମ ଓଡିଶା କଣ କେହି ହିନ୍ଦୀ vloger ବି କରିନଥିବେ 💓😘 love u bhai

  • @saraswatipradhan5274
    @saraswatipradhan5274 Год назад +2

    jagannath bless you 🙏🙏. khub sighra 1 million heijiba.

  • @riyankadhal3309
    @riyankadhal3309 Год назад +74

    ଆମେ ବହୁତ ଭାଗ୍ୟବାନ ଯେ କି ଆମେ ଇଣ୍ଡିଆ ରେ ଜନ୍ମ ହୋଇଛୁ ।। ଇଣ୍ଡିଆ ଭଳିଆ ଦେଶ ଦୁନିଆରେ ନାହିଁ। ଆମ ସଂସ୍କତିକୁ ଯେ ବି ଆସିଛି ସେ କିଛି ପୂଣ୍ୟ କରିଥିବ ନହେଲେ ଏମିତି ଦେଶ ରେ ଜନ୍ମ ନେବାଟା ଏତେ ସହଜ ନୁହେଁ।

    • @iswajitmohanty8941
      @iswajitmohanty8941 Год назад +5

      ଓଡ଼ିଆ ରେ ସବୁ ଲେଖିଲ ଦିଦି ଇଣ୍ଡିଆ କୁ ଭାରତ କହିବା ରେ ଗର୍ବ ଅନୁଭବ କର ଆଉ କୁହ ମୁଁ ଓଡ଼ିଆ ❤❤

    • @kapiladigal8256
      @kapiladigal8256 6 месяцев назад

      Tk Tamilnadu ade buli asa ta pare janiba

    • @GourahariTripathy-b8g
      @GourahariTripathy-b8g 2 месяца назад

      I love ସନାତନ ଧର୍ମ 🚩🚩🚩🇮🇳

  • @danardanpatra5433
    @danardanpatra5433 Год назад +13

    ତୁମେ ବହୁତ ଭାଗ୍ୟବାନ ଲବ ଭାଇ ❤❤❤ଜୟ ଜଗନ୍ନାଥ 🙏🙏🙏 ଜୟ ମା ତାରିଣୀ 🙏🙏🙏

  • @ganeshtudu3660
    @ganeshtudu3660 Год назад +7

    ଭାଇ ସତରେ ବହୁତ ସୁନ୍ଦର 👌👌👌 ଲାଗିଲା ଲବ ଭାଇ ପାଇଁ ଗୋଟିଏ ଲାଇକ 👍👌👌🌹🌺🌷🙏🙏🙏🙏

  • @MBJ0637
    @MBJ0637 Год назад +31

    ଭାଇ ମୋତେ ଏମିତି feel ହେଉଚି ଯେମିତି କି
    ମୁଁ movie ଦେଖୁଛି ❤❤❤

  • @sunilcreation02
    @sunilcreation02 Год назад +23

    ଲବ ଭାଇ ବହୁତ କୋଷ୍ଟ କରୁଛନ୍ତି, ସମସ୍ତେ ଭଗବାନ ଙ୍କ ପାଖରେ ପ୍ରାର୍ଥନା କରନ୍ତୁ ଯେମିତି 2024 ଆଗରୁ 1M subscriber ହେଇ ଯାଉ ଲବ ଭାଇ ପାଇଁ like କରନ୍ତୁ 🙏🙏🙏🙏

  • @rashmitanayak8924
    @rashmitanayak8924 Год назад +1

    Apananka video ru bahut kichhi sikhi baku miluchi.....well done bhai ❤️❤️❤️❤️🥰🥰🥰💙💙💚💚

  • @Pramodyena
    @Pramodyena Год назад +84

    ଆମ culture ସବୁଠାରୁ ସୁନ୍ଦର ❤

    • @daspestcontrol7552
      @daspestcontrol7552 Год назад

      Jaha kahile bhai, nahele e jou baala pela culture! Modern helenhi kala spec pindhuchanti, hele jangalee guna chhada jaini. Ethi kan aau animal cruelty hauchi, veg heuchi na!
      Gote ta malaa, taa sangaku shaha shaha nireeha mukankara bi jieeban nei se jiba aara paraku. Para janma re Baapara bhala janma paibaku karuchanti na sei ghusuree aau Maeenshee janma neba se?

  • @milansethy5335
    @milansethy5335 Год назад +10

    ଭାଇ ଏ ସବୁ ଦେଖିଲା ପରେ ଭାରତୀୟ ସଂସ୍କୃତି ଆଗରେ ମୁଣ୍ଡ ନେଇଯାଇଛି,❤❤

  • @gangadhardehuri5229
    @gangadhardehuri5229 Год назад +53

    Jai Jagannath.... 🙏 God always bless u. U R God gifted & proud to our mbj dist, odisha state & India ❤🇮🇳🇮🇳

  • @pradipsuni2939
    @pradipsuni2939 Год назад +2

    Iaba Bhai aamo odisharo biro. Bhairo lakaprati bebaharo eban deso bidesore sanmano hetu jagannatha ko thare koti koti 🙏

  • @sibasankarmurmu5203
    @sibasankarmurmu5203 Год назад +2

    ବହୁତ୍ ବଢିଆ, ଆଶ୍ଚର୍ଯ୍ୟଜନକ ସଂସ୍କୃତି ।

  • @madhusmitamadkami7991
    @madhusmitamadkami7991 Год назад +8

    ବହୁତ different 🔥🔥culture 🙏🏻🙏🏻

  • @rashmisweethome9968
    @rashmisweethome9968 Год назад +20

    ଆମେ ଆପଣଙ୍କ ପାଖରୁ ବହୁତ ସୁନ୍ଦର ତଥ୍ୟ ଜାଣିବାକୁ ପାଉଛୁ, ସେଥିପାଇଁ ଅନେକ ଆନନ୍ଦ ମିଳୁଛି ଆଉ ଆପଣ ଆଗକୁ ନିଶ୍ଚୟ ଯିବେ ଭାଇ

  • @cutemanishka
    @cutemanishka Год назад +241

    କିଏ କିଏ ମାନୁଛନ୍ତି କି ବାପା ମା ଙ୍କ ଚରଣରେ ସ୍ବର୍ଗ ଅଛି।🙏🙏

  • @ShushantaBehera-u4f
    @ShushantaBehera-u4f 11 месяцев назад

    Jay Jagannath 🌺🙏 Bhai video bhala laguchi very very nice beautiful video 🙏

  • @brundabankumbhar4626
    @brundabankumbhar4626 Год назад +1

    ଅତି ସୁନ୍ଦର ଧନ୍ୟବାଦ ଭାଇ

  • @sahadevjhodia4115
    @sahadevjhodia4115 Год назад +10

    ତୁମ talent ମାନିବାକୁ ପଡିବ ଲବ bhai 🙏🙏❤️❤️love you

  • @AMRITA687
    @AMRITA687 Год назад +76

    Sir ଙ୍କର ଭିଡିଓ କୁ କଉମାନେ ଫାଷ୍ଟ ରୁ ଏଣ୍ଡ ଯାଏ ଦେଖନ୍ତି ?

  • @manoranjansingh5209
    @manoranjansingh5209 Год назад +11

    ଜୋହାର 🙏🙏🙏🙏ସବୁ ଦେଶ ର ସଂକୃତି ପରମ୍ପରା ଅଲଗା ଅଲଗା ହୋଇଥାଏ ତ . ଆମେ ବିଦେଶ ବା ଇଣ୍ଡୋନେସିଆ ର କିଛି କିଛି ଝଲକ ଆମକୁ ଦେଖେଇ ଥିବାରୁ thanks. ଆଉ କିଛି ସମୟ ପାଇଁ ଦୁଃଖ ବି ଲାଗିଛି. Ok......mentaliy strong men is ଲବ ଦାଦା ❤❤❤❤❤❤

  • @SashikantJena-c9e
    @SashikantJena-c9e Год назад +1

    Love you bro.ate Sara culture, traditional, country dekheibaru❤❤❤

  • @jyotiranjanmohanty9719
    @jyotiranjanmohanty9719 Год назад +1

    Amazing mind blowing video, Thank you very much, ଜୟ ଜଗନ୍ନାଥ।

  • @mobilewalayouber
    @mobilewalayouber Год назад +47

    ..ଯିଏ ଭି ବର୍ତ୍ତମାନ ମୋ comment କୁ ପଢ଼ୁ ଛନ୍ତି, ତାଙ୍କ ପିତା ମାତା ଙ୍କ ଜୀବନ ଦୀର୍ଘାୟୁ ହୋଉ
    🙏🙏🙏🙏

  • @sibanimurmuhansdah
    @sibanimurmuhansdah Год назад +19

    ବହୁତ୍ ଭଲ ଲାଗିଲା, ବହୁତ୍ unique culture

  • @PrakashKumar-jr9yr
    @PrakashKumar-jr9yr Год назад +10

    ଲବ ଭାଇଙ୍କୁ ଦିଲ ସେ ଧନ୍ୟବାଦ ଯେ ଆମକୁ ଏସବୁ ଭିଡିଓ ଦେଖାଉଛନ୍ତି ଜୟ ଜଗନାଥ 🙏

  • @OdiavloggerKalpana
    @OdiavloggerKalpana Год назад

    Luve bhai thank you aei video bahut interesting lagila jay jagannath 🙏🙏🙏🙏🙏🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹👺👺👺👺👺🍌🍌🍌🍌👺👺👺👺👺👺

  • @jitendrapallai8085
    @jitendrapallai8085 Год назад +1

    Bahut sunder concept

  • @gopinathbaskey7166
    @gopinathbaskey7166 Год назад +35

    This video very largest and biggest attractive video to know the Indonesia 🇮🇩 Tribal .If RUclips had 100 likes botton in one video, I would have given 100 likes alone..Thank you laba bhai .......❤❤❤❤❤❤❤❤❤❤❤❤❤❤

  • @madhusudandash8048
    @madhusudandash8048 Год назад +26

    ଜୟଶ୍ରୀ କ୍ରୀଷ୍ଣ । ଭାଇ ରେ କଣ ଭିଡିଓ ହେଇଛି, ବହୁତ ବଢ଼ିଆ ଭିଡିଓ ଅଛି । ମୁଁ ସମସ୍ତ ଓଡ଼ିଶା ବାସୀ ଙ୍କୁ ଅନୁରୋଧ କରିବି କି ଲବ ଭାଇ ଙ୍କ ପାଇଁ ଲାଇକ୍, ସେୟାର ,କମେଣ୍ଟ ନିସ୍ଚିତ କରିବେ। ଜଗନ୍ନାଥଙ୍କ ଦୟାରୁ ଲବ ଭାଇ ଙ୍କ ସ୍ୱାସ୍ଥ୍ୟ ସୁସ୍ଥ ରହୁ । ।।।।।।।।।।ଜୟଶ୍ରୀ କ୍ରୀଷ୍ଣ।।।।।।।।।।

  • @srutihantal5445
    @srutihantal5445 Год назад +9

    Very unique culture
    Thank you laba Bhai for showing this type of vedio . Amazing arrangement like our Mela in India ❤❤❤

  • @DillipKumarDasDas
    @DillipKumarDasDas Год назад +1

    ଧନ୍ୟବାଦ ଲବ ଭାଇ

  • @suravibiswal3633
    @suravibiswal3633 Год назад +3

    God bless u Labo. You r very hardworking.

  • @sriharisoren2224
    @sriharisoren2224 Год назад +7

    Hats off to your hardworking, and thank you for show us such a wonderful culture around the world

  • @samitidigal3697
    @samitidigal3697 Год назад +6

    ବହୁତ ବହୁତ ଧନ୍ୟବାଦ୍ ଭାଇ। 🙏🏻🙏🏻🙏🏻 ଇଣ୍ଡୋନେସିଆର ସଂସ୍କୃତି କୁ ଦେଖେଇ ଥିବାରୁ ଼଼଼god bless you bro👍👍👍👍

  • @chaitanyasoren7384
    @chaitanyasoren7384 Год назад +5

    Very good laba da keep it up . Hartley salute to you ❤❤❤❤

  • @GeetanjaliSatapathy03
    @GeetanjaliSatapathy03 Год назад +1

    Lord Jagannath Bless you. Proud Of You🥰

  • @babulanayaknayak5275
    @babulanayaknayak5275 Год назад +1

    ଅତି ସୁନ୍ଦର ଜୟ ଜଗନ୍ନାଥ

  • @studiokrishna1114
    @studiokrishna1114 Год назад +15

    ଲବ ଭାଇ ତୁମେ ଦେଶ ବିଦେଶ ବୁଲି ଲୋକୋ ଭଲ ଉପଦେଶ ଦେଉଛ, ତେଣୁକରି ତମକୁ ମାନିବାକୁ ପଡ଼ିବ, i love ଲବ ଭାଇ

  • @rashmiranjanmohanty8526
    @rashmiranjanmohanty8526 Год назад +34

    Your Hard Work results a lot.. This Will be not Wrong if I will say Your Channel is more than NATIONAL GEOGRAPHIC CHANNEL For us. In those Channel Many People's Work and effort but In 'Mun Traveller' Channel, Only Your Hard Work and Efforts are Resulting.This is because of Blessings, Love and Good Wishes of your Father,Family Members and mostly Your True hearted RUclips Family....Salute From Odisha - Bhubaneswar.🙏🏻👍
    In future definitely your Hard Work Will Results A Lot of Money...All The Best Dear👍

  • @benudhargondgond
    @benudhargondgond Год назад +43

    ଓ ଭାଇ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ମୋ 🎉🎉🎉🎉❤❤

  • @barsha2749
    @barsha2749 Год назад +1

    Jya jagannath 🙏🙏🙏 Beautiful 😍😍 vlg

  • @RabindraKanhar-iy6jm
    @RabindraKanhar-iy6jm 4 месяца назад

    ଅତି ସୁନ୍ଦର ଭାଇ

  • @Mrperfect12348
    @Mrperfect12348 Год назад +25

    ବିଭିନ୍ନ ଦେଶ ର ଭାଷା ସାହତ୍ୟ ପରମ୍ପରା ସଂସ୍କୃତି ଚାଲି ଚଳଣି କୁ ଓଡ଼ିଶା ବାସୀ ଙ୍କ ପାଖରେ ପହଞ୍ଚାଇ ଥିବାରୁ ହୃଦୟ ରୁ ଅନେକ ଅନେକ ଅଭିନନ୍ଦନ

  • @pinkikandi5596
    @pinkikandi5596 Год назад +20

    ଭାଈ ଆମେ ଚାହୁଁଛୁ ତମର 1 million କଣ ଆହୁରି ଆଗକୁ ଯାଇ ନା ରଖ 🙏🥰

  • @VibeWithPoonam847
    @VibeWithPoonam847 Год назад +52

    We r all proud of you bro.....❤ Love uhh a lot

  • @kalicharantudu893
    @kalicharantudu893 Год назад

    video aadi interesting geya.

  • @jayantamarandi7103
    @jayantamarandi7103 Год назад

    Bu hut bhalo video 🙏👌👌👌👌👌

  • @sgkoraputiaofficial
    @sgkoraputiaofficial Год назад +162

    ଲବ ଭାଇଙ୍କୁ କିଏ କିଏ ପସନ୍ଦ କରନ୍ତି❤

  • @laxmikantcreative
    @laxmikantcreative Год назад +3

    Video ବହୁତ ଭଲ ଲାଗିଲା

  • @biswajitkhilar5710
    @biswajitkhilar5710 Год назад +13

    Proud to be odisha and laba bro is a good and brave person 🙏❤❤❤🙏

  • @sanjayanisika7082
    @sanjayanisika7082 Год назад

    Mu tuma sabu videos deke bhai .
    Bahuth kichi sikibaku miluchi.
    TQ so much.

  • @bikashbhuyan7216
    @bikashbhuyan7216 Год назад

    Bahut sundar laguchi a vedio ku dekhiki I love you Bhai

  • @monalisaroul2771
    @monalisaroul2771 Год назад +14

    Lava bhai it's your great work. Because of you we know different cultures of other countries of our world. As a history student i learn so many information about the cultures, rituals and many things of the other nations. Thank you.

  • @itssangramvlogs952
    @itssangramvlogs952 Год назад +70

    ଏମିତି ଆହୁରି ଭଲ ଭଲ ଭିଡ଼ିଓ ଆସୁ ବୋଲି କିଏ କିଏ ଚାହୁଁଛନ୍ତି Like 👍🏻 କରିଦିଅନ୍ତୁ. ❤️

  • @sibaprasaddas5833
    @sibaprasaddas5833 Год назад +13

    Thank you Laba brother
    through your visit from country to country and find out very different types of culture, really it's a learning point of every oriyan ❤❤

  • @sunilpatra7998
    @sunilpatra7998 Год назад +1

    Dada bhol Lagla. I Love you lobo Daa ❤❤❤❤❤💙💙💙❤❤❤❤

  • @dhabaleswarpradhan6586
    @dhabaleswarpradhan6586 Год назад

    ଭାଇ ଆପଣଙ୍କ ଭିଡିଓ ବହୁତ ଭଲ ଲାଗୁଛି ଯାହା ହେଉ ବହୁତ ଧନ୍ୟବାଦ

  • @TakanTiria-km4love
    @TakanTiria-km4love Год назад +95

    ଲବ ଭାଇ ଙ୍କୁ କିଏ କିଏ miss କରୁଛ ଗୋଟିଏ like କରନ୍ତୁ

  • @samirbhuyan7042
    @samirbhuyan7042 Год назад +8

    ଜୟ ଜଗନ୍ନାଥ ଭାଇ ଆମେ ତମକୁ ବହୁତ୍ ଭଲପାଉ ଆଉ ସପଟ୍ କରୁଛୁ ଆଉ ଆଗକୁ ବି କରିବୁ ଭଗବାନ୍ ତୁମର ମଂଗଳ କରନ୍ତୁ

  • @Tribal_IndiaTraveler
    @Tribal_IndiaTraveler Год назад +5

    ଆମେ ସମସ୍ତ ଜାତି ଭାଷା ସଂସ୍କୃତିର ସମ୍ମାନ କରିବା ଉଚିତ !!! We should respect all human beings traditions language and culture ❤

  • @QuickSupportOdia
    @QuickSupportOdia Год назад

    Lova bhai deserve milion subscriber ❤ thank you bhai

  • @bhagirathisethi3794
    @bhagirathisethi3794 Год назад +2

    Very beautiful video🎥🎥🎥🎥, thanks laba

  • @uditkumarmajhi4754
    @uditkumarmajhi4754 Год назад +11

    Thank u laba bhai for this video i see indonesian culture and i am very happy❤

  • @Gmvlogs123
    @Gmvlogs123 Год назад +20

    ଭାଇ ତମ ଦ୍ୱାରା ଦେଶ ବିଦେଶର culture ବିଷୟରେ ଆମେ ସବୁ ଘରେ ବସି ଓଡ଼ିଆରେ ବୁଝିପାରୁଛୁ ଧନ୍ୟବାଦ ଲଭ ଭାଇ ଆଉ ଆଗକୁ ମାଡ଼ିଚାଲ ଜୟ ଜଗନ୍ନାଥ 🙏

  • @Urs-Stuti
    @Urs-Stuti Год назад +22

    RUclips plz pay money to laba Bhai bcz these the real content that actually needed for all people of our country to know all the trival traditional things of different countries

  • @Siba186
    @Siba186 Год назад

    Nice video culture bhi mat badhiya bahut badhiya😊😊😊❤

  • @birendraparida2556
    @birendraparida2556 Год назад

    Jai Jagannath small Bro
    Tume ei video ti Kari o tume tanka dasa kamare joga dei tuma jiban dhanya hoi gala karana bahara country ra tradition re joga deba ta bahut bada katha au khas Kari ki tume ama Odisha ru eka Matra Jane jieki out of country ra traditional re joga dei parichi We are proud of u and Weldon
    Jai Odisha , Jai Hind
    Jai jagannath
    ❤❤❤❤❤❤❤❤❤❤❤❤❤

  • @durjyasabar07
    @durjyasabar07 Год назад +70

    ଲଭ ଭାଇ ପାଇଁ ଦିଲ ସେ ❤ like, ଏହି ଯାଉ କିଏ କିଏ ଲଭ ଭାଇ ଙ୍କୁ ହୃଦୟ ରୁ ଭଲପାଆନ୍ତି କ୍ଲlike❤ kara

  • @sayunbilung9259
    @sayunbilung9259 Год назад +7

    Real unity seen her, as once I had seen in Nagaland and at our region in childhood Jharkhand, Odisha chhatisgarh in adibasi people It's a unique

  • @bisujena9224
    @bisujena9224 Год назад +45

    ଲବ ଭାଇ ଭଳି କେଉଁ ମାନେ ନିଜ ମାତୃଭାଷା କୁ ଭଲ ପାଉଛ ❤❤❤

  • @official_rc_chintu
    @official_rc_chintu Год назад +1

    ବହୁତ୍ ସୁନ୍ଦର ଜାଗା ଭାଇ

  • @Silentboyamitexpress
    @Silentboyamitexpress Год назад +1

    Bhai tamo sabubele khushi re ruha God bless you bro I proud of you ❤