Supreme Court Allows Sub classification of SC/ST for Quotas I Soumya Sir
HTML-код
- Опубликовано: 10 сен 2024
- Supreme Court Allows Sub-classification Of SC/ST For Quotas II Soumya Sir
In this video, Soumya Sir delves into the landmark Supreme Court judgment allowing the sub-classification of Scheduled Castes (SC) and Scheduled Tribes (ST) for quotas. This significant ruling has far-reaching implications for reservation policies in India. Soumya Sir explains the legal reasoning behind the decision, its potential impact on various communities, and the future of affirmative action in the country. Join us as we break down this crucial verdict and discuss its importance in the context of social justice and equality.
🔗 𝐔𝐬𝐞𝐟𝐮𝐥 𝐋𝐢𝐧𝐤𝐬 𝐚𝐧𝐝 𝐑𝐞𝐬𝐨𝐮𝐫𝐜𝐞𝐬:
🎯 OSSC CGL Prelims Preparation Course: link.testbook....
🎯 OSSC CGL Mains Preparation Course: link.testbook....
🎯 OSSSC RI AMIN Preparation Course: link.testbook....
🎯 Odisha Police Constable Course: link.testbook....
********************************************************
📢𝐓𝐞𝐥𝐞𝐠𝐫𝐚𝐦 𝐆𝐫𝐨𝐮𝐩 𝐟𝐨𝐫 𝐏𝐃𝐅𝐬 & 𝐄𝐱𝐚𝐦 𝐮𝐩𝐝𝐚𝐭𝐞𝐬: t.me/SuperCoac...
********************************************************
#scstreservation #scstreservationlatestnews #scstcreamylayer #reservationinindia #scstreservationnewstoday #scstreservationprotest #supremecourtjudgementonscstreservation #supremecourtjudgementonreservation #scstreservationnews #supremecourtlandmarkjudgement #scstreservationupdate #reservationinindianconstitution #scstcreamylayersupremecourt #testbookodisha
OUR ALL NEW BATCHES
Use code :- EZUGYAN
OSSSC RI/AMIN :- link.testbook.com/RIAMINEZUGYAN
Computer SKILLTEST :- link.testbook.com/AllCOMPUTER
OSSC CGL Mains :- link.testbook.com/CGLEZUGYAN
OSSC CGL pre :- link.testbook.com/AllCGLPRE
OSSC CGL PRE + MAINS COMBO :- link.testbook.com/ALLPREMAINS
WhatsApp No - 6371424292
Ll
Ll
Ll
Ll
Ll
ପାଠ ପଢିବା ପାଇଁ sc st କୁ ସୁଜଗ ଦିଆଯାଉ । କିନ୍ତୁ ଚାକିରି କ୍ଷେତ୍ରରେ ଯାହାର ଟେଲେଣ୍ଟ ଅଛି ସେ ଚାକିରୀ କରିବ
Hn ta ame b seta kahuchhu mandira ru reservation hatao au SC st ku sujog dia jau puja pai
@@BaladevChhuraExactly 💯
St sc cota ଉଠା 7:04 ଯାଉ ଏବଂ st sc ଲୋକ କୁଂ ମଦିରର ରେ ପୂଜ କ କରାଯାଉ st sc ଲୋକ ପୁଅ ଝିଅ ଓ general ଝିଅ ପୁଅ କୁ ବିଭାହ କରିପାରିବେ କଉ ମାନେ ରାଜି like କରନ୍ତୁ
Ama pate samste mandir jaanti.. Saman bhabare dekha jae.
Are St loka mane already mandira re puja karuchnti Keonjhar maa tarini mandira ,angul ra budhi thakurani au western odisha ra kete mandira re ama St loka hin puja karuchnti
Mu raji
@@user-xh5yp5rl7p au general Mane bi jahira deba pitha ku asantu hela
@@user-xh5yp5rl7p puja nuha mandira re pujari haba katha padichi
ST,SC reservation ହଟାଗଲେ BJP ସରକାର କୁ ହଟାଇଵା ପାଇଁ ଆମର ଧନୁ ତୀର ଯାତ୍ରା ଆରମ୍ଭ ହେବ ଯେଉଁ ମାନେ ରାଜି like କରନ୍ତୁ ❤😢😢😢😢😢😢😢😢😢
Abe bhai samaste saman. Seita government kariba pain chahunchi. Tanku amaku support darkar. Ok bro. Auu rahila jati katha seita brahmin mane karichanti. 😢
Right 👍 bor
@@PanoHansdah-iy8br ନିଶ୍ଚୟ ଭାଇ ଆପଣ ଠିକ କହୁଛନ୍ତି
କିନ୍ତୁ ଆମ ଗାଁ ର ( SC .SCBC, General) ଲୋକ ମାନେ ST,SC ର ଲୋକଙ୍କୁ ଛୁଇଁ ନାହାନ୍ତି ଏ ପ୍ରତି ଆପଣଙ୍କ ର ବିଚାର କ'ଣ @@Funsky82
Right bro
ସମସ୍ତ ଜାତିର କ୍ରିମିଲୟର ବ୍ୟବସ୍ଥା ରହିବା ଦରକାର |sc, st.obc .general
Sc /st mananka reservation jadi uthibo au job jadi talent basis re dia jibo thn sabu private school coaching band heba darkar samaste gote school ru padhi exam deba darkar.Starting level b ta same heba darkar naa . Aji ra generation re jahara money achhi tara talent achhi knowledge b achhi jahara money nahi sie bhala school re padhi paribani taku guide kariba ku b ta environment re kehi nathibe sie nije nije jaha padhibo.... Life is not same for all . Kie milk-rice khauchhi ta kahara nasib re sukhila ruti gote b nahi . St category kahile loka home b rent re deu nahanti jadi job/ opportunity re samastanku equal karajauchhi thn sabu khetra re samastanku equal karajiba darkar study ru start kariki untouchability jae , samastanku same karidiajau upper caste lower caste why......only job re equality but other case re...........
@@bhumisutabhue1759 phatila
SC ST utha haba suniki phatial
Thik kahucha Bhai 👌👌
Beautiful point 👉
@@bhumisutabhue1759 haba Tama manaku Kam % re job miluji seta chhada .....main point ta Tama mananku kam % re b padhibaku miluji .. ahuri kira dia jaanta Tama manaku .. au rahila govt au private sector katha ... Pilanka pakhre jete paisa thile b semane aee govt clg ...utkal university, ravenshaw college emiti sabu government clg re padhibaku chanhujati ... Jauta ki Tama manaku Kam Kam % rakhikii b. Milijauji ..au kichhi achhanti tanku adhika mark rakhile b miluni .... Tama kahiba katha tahale ete bada bada college re padhuthiba pila sabu gote gote pagala .... Ethi kichhi patha padha jauni
କିନ୍ତୁ ଆମ ଗାଆଁ ରେ ଉଚ୍ଚ ଜାତି (Gen/SCBC) ଲୋକ ହରିଜନ(SC )ମାନଙ୍କୁ ଛୁଁ ନାହାଁନ୍ତି , ଛୁଇଁଲେ ତାଙ୍କ ପଇତା ଆଉ ବ୍ରତ ମାରା ହେଉଛି , ଏ ପରମ୍ପରା ବୋପା ଅଜା ଚଉଦ ପୁରୁଷ ରୁ ଗଡି ଆସୁଅଛି , ଏଥି ପାଇଁ ବି ଆଇନ୍ ପାସ ହେବା ଉଚିତ୍, ଲୋକମାନେ ତ ଅନ୍ୟାୟ/ପକ୍ଷପାତ କରିଆସୁଛନ୍ତି , ଆଉ ଏବେ ସରକାର ବି ଅନ୍ୟାୟ କରିବାକୁ ଯାଉଛି
Pituna kahiki semananku
👍👍👍
Semananku corona heichhi bhabi ignore kara😂😂😂
@@Subu_0011 SC ST ଉଠାଇବା କଥା, ଶଳା ୫୦% ମାର୍କ ରେ ଚାକିରୀ ଗାଣ୍ଡୀ ମାରି ଦେଉଛନ୍ତି, ଶଳା 30% ମାର୍କ ରଖି Competitive EXAM ରେ magya ଚାକିରୀ, ବାଣ୍ଡ ବା ମlଜ୍ଞା। ଆମେ magya 70% ଉପରେ aniki ଗାଣ୍ଡୀ ମାରାଉଛୁ
ଆମ 😂😂 ଗାଁ ରେ ସବୁ ସମାନ,, milimisi ଆମେ କ୍ରିକେଟ ଖେଳିବାକୁ jau 🎉
Right decision by supreme court full support from odisha ❤❤
ଯଦି ହଟିଲା ବହୁତ୍ ଭଲ ପଦକ୍ଷେପ
କିନ୍ତୁ ବାହାଘର ପାଇଁ କୋଉ ଜାତି ଝିଅ ପୁଅ ଏସବୁ କିଛି ରହିବା ନାହିଁ
ଜାତି ଉଠାଯାଇ ପରସ୍ପର ଭିତରେ ବିଭାହୋ କରାଯାଉ ମନ୍ଦିର ଭିତରେ ପୂଜାରୀ ମଧ୍ୟ କରାଯାଉ
Right
Right 👍
Right 👍
👍
ସର୍ବ ପ୍ରଥମେ ଶିକ୍ଷା ବାବସ୍ଥାକୁ equal କରାଯାଉ ସମସ୍ତେ ଗୋଟିଏ school govt school re ପଢିବେ ଓ social, economic and political equality kalapare dekhiba କାହାର କେତେ talent ଅଛି (general, obc, sc, st) ଆପଣମାନେ କଣ ଭାବୁଛନ୍ତି sc st ପିଲା talent ନୁହଁନ୍ତି, ତା ହେଲେ ସେଇଟା ଆପଣମାନଙ୍କ ଭୁଲ ସତକଥା ଏମାନଙ୍କୁ bhala platform ମିଳୁନାହିଁ
@@educationandentertainment8065 na na SC ST pura utha hau, sabuthu Bhala haba
Materials fild re dau reservation job re nuha st sc pila 5 mark rakhi ki chakiri kale kana unati haba aaru general pila 95 rakhi ki b katu6anti
St sc Kota sampurna bhabe utha jau
sathere taa😂😂
@@educationandentertainment8065 SC ST ଉଠାଇବା କଥା, ଶଳା ୫୦% ମାର୍କ ରେ ଚାକିରୀ ଗାଣ୍ଡୀ ମାରି ଦେଉଛନ୍ତି, ଶଳା 30% ମାର୍କ ରଖି Competitive EXAM ରେ magya ଚାକିରୀ, ବାଣ୍ଡ ବା ମlଜ୍ଞା। ଆମେ magya 70% ଉପରେ aniki ଗାଣ୍ଡୀ ମାରାଉଛୁ
St sc reservation ଉଠା ଯାଉ କିନ୍ତୁ ମୋର ଛୋଟ ଅନୁରୋଧ job ଉଠା ଗଲେ ହେବ ନି
Economic equal and marriage re equal। St sc ବାଲେ obc general। Marriage କରିପର୍ବେ ତ equal କରାଯାଉ ଆମେ st sc ବାଲେ ରାଜି କିଏକିଏ ଚାହୁଛ like କର
Thik katha vai
Yes right
To bou biya
@@SALKHANHEMBRAM-ze5mptor didi ke marriage karibi
@@nilamani4035 💓
A good decision by the supreme court. People which are already at high positions...they don't need this reservation.
କୋଟା ଉଠାଇ ଦେଲେ, sc st ଙ୍କୁ ମନ୍ଦିର ର ମୁଖ୍ୟ ପୂଜକ କରିବେ କି ? ଉଚ୍ଚ ଜାତିର ଲୋକମାନେ sc st ପରିବାର ସହିତ ବିବାହ ସମ୍ୱନ୍ଧୀୟ ରଖିବେ କି ? ଏହା କେବେ ବି ହେବ ନାହିଁ, ଏଣୁ ପୂର୍ବରୁ ଯାହାଥିଲା ତାହା ହିଁ ଠିକ ଅଛି।
ହେଣ୍ଡିକେପ୍ଟ ବ୍ୟତୀତ କାହାକୁ କୋୖଣସି ପ୍ରକାର କୋଟା ଦିଆ ନଯାଉ ।
ସୁପ୍ରମକୋର୍ଟଙ୍କ ରାୟ ଠିକ୍,ଆମେ ଏକମତ,,,,,
Right decision by supreme court🎉
ଧନ ସମ୍ପତ୍ତି କୋଠା ବାଡି ରେ ବି ସମାନ କରାଯାଉ । ଚାକ୍ରି ଦର୍କାର ନାହିଁ ।
Rite
Property ku kn Government kahaku free re dia ki nije nijar talent au hard works ru excess income Kari Rich hoithanti
SC/ ST quota utheiba purbaru prathame Corruptions hatiba darkar. Na hele post bahariba purbaru candidate thik heijib abam ta anusare recruitment rules frame heb. Sadharan loka kichhi bujhibi parib nahi. NIT exam Corruptions katha govt resolved karu. Sabu recruitment re Corruptions. Samay asib jahar money and power thib semane hi job paibe. Jane former election commissioner kahuthile constitution SC/ ST lokanku rights deichhi i boli dalit adibasi job pauchhanti. Ta na hele sabu post Corruptions re hi sarijib. Pratidin media re Corruptions katha baharuchhi, hele law ra galabat dei sabu par heijauchji. Tenu kebal sc/st uthedela heba nahi, desa ru untouchability dura heba darkar. Na hele dalit adibasi ahuri sosan ra sikar hebe.
କେବଳ st scନୁହେଁ obc ଭି ଆର୍ଥିକ ଦୁରୂଷ୍ଟି ରୁ ଦୁର୍ଵଳ
Atethi mu shamat
ସୁପ୍ରିମ କୋର୍ଟ ରୁଲ ଏଣ୍ଡ regulations ku ଭାଙ୍ଗୁଛି l ସମ୍ବିଧାନ ରେ ଯାହା ଲେଖା ଅଛି ତାହା ହିଁ ଚାଲିବା ଦରକାର l ଯଦି କୋଟା ଉଠାଯାଏ ତେବେ ତୀବ୍ରରୁ ତୀବ୍ର ଆନ୍ଦୋଳନ ହେବ l କୋଟା ଉଠାଗଲେ କେମିତି ଆନ୍ଦୋଳନ ହେବ ସେଇୟା ସରକାର ଜାଣିନି ବୋଧେ Sir l 🙏🙏
ଆମେ ଅନେକ ଦିନ ହେବ ଏହାହିଁ ଚାହୁଁଥିଲୁ l
ଏବେ ଜାତି ନୁହଁ ଶ୍ରେଣୀ ରେ କୋଟା ରହିବା ନିହାତି ଦରକାର l
ନଚେତ ସମାଜରେ ଆହୁରି ଗରୀବ ବଢ଼ି ଚାଲିବ କିନ୍ତୁ ଜାତି କୋଟାରେ ସୁବିଧା ସୁଯୋଗ ଥିବା ହେତୁ କିଛି ଏହି ସୁବିଧାରେ ଧନୀ ଶ୍ରେଣୀରେ ନିଜର କାୟା ବିସ୍ତାର କରି ଚାଲିଥିବେ ଏବଂ ଏଥିପାଇଁ ସମାଜରେ ଧୀରେ ଧୀରେ ଜନ ଅସନ୍ତୋଷ ବଢ଼ି ବଢ଼ି ଚାଲିଛି l
ତେଣୁ ଜାତିକୁ ନୁହଁ ବରଂ ଅର୍ଥନୈତିକ କ୍ଷେତ୍ରରେ ପଛୁଆ ବର୍ଗର ଲୋକ ମାନଙ୍କ ପାଇଁ କୋଟା ରହିବା ନିହାତି ଜରୁରୀ l
😂Very good judgement by Supreme Court.Many SC ST families have been fully enjoying for caste certificates only but practically their families have got and fully established for more than 75 years.
ଆମେ Gen ଲୋକଙ୍କୁ ଚାକିରି ନାହିଁ କି ଲୋନ୍ ନାହିଁ ଆମେ କଣ କରିବୁ କହିପାରିବ ସରକାର 😡😡
ଖାଲି ତେଲିଆ ମୁଣ୍ଡରେ ତେଲ ଚାକିରିଆ ଙ୍କୁ ଲୋନ୍ ଆମେ ତ ପୁରା ଭକୁଆ Gen ଗରିବ ଭାଇ ମାନଙ୍କୁ ଅନୁରୋଧ ଏହା ଉପରେ ଧ୍ୟାନ ଦିଅନ୍ତୁ 🙏🙏
Strike kara
Bhai you are right gen lako nku kichi subhidha nhi sarkaar tharap ru
ଭାଇ ଆଜି ମାନେ ପଡ଼ିଲା କି କଷ୍ଟ କଣ, ତାହାଲେ ଟିକେ ଭାବନ୍ତୁ sc st ଲୋକ ମାନଙ୍କୁ କଣ କରା ଯାଉଥିଲା ଆଉ ସେ କେମିତି ହେଉଥିଲେ 😡, ଜୟ ସମ୍ବିଧାନ 🥰 ଜୟ ଭୀମ 🙏
Kouthi loan miluni tamaku tike asking dekhao
All reservation ଉଠା ଯାଉ। ମାଗଣା ଯୋଜନା ବନ୍ଦ କରିବା ଆବଶ୍ୟକ ପ୍ରତି ବ୍ଲକରେ ଶିକ୍ଷା ହଷ୍ଟେଲ ଶୀତଳଭଣ୍ଡାର ଶିଳ୍ପ ପ୍ରତିଷ୍ଠା ନିଯୁକ୍ତି ସୁଯୋଗ ସୃଷ୍ଟି ଚାଷଜମି ଏକରରୁ କମ୍ ଥିବା ଚାଷୀମାନଙ୍କୁ ସୁବିଧା ଚାଷଜମି କୁ ଜଳ ଯୋଗାଣ ଘର ଘର କୁ ପିଇବା ପାଣିର ବ୍ୟବସ୍ଥା । ମାଗଣା ଯୋଜନା ଗୁଡିକ ବିକାଶର ପରପନ୍ଥିଏହା କୁ ବନ୍ଦ କରିବା ଆବଶ୍ୟକ। ସରକାର ନିଜେ ସିଧାସଳଖ ହାତକୁ ନେବା ଆବଶ୍ୟକ। ପ୍ରାଇଭେଟ୍ କମ୍ପାନୀକୁ ଯଥା ଶିକ୍ଷା ସ୍ବାସ୍ଥ୍ୟ ଶିଳ୍ପ କୁ ଉଛେଦ କରିବା ଜରୁରୀ। ସମସ୍ତଙ୍କୁ ସମାନ ନାୟ ପ୍ରଦାନ ବଡ଼ ଧନୀ ବ୍ୟକ୍ତି ରାଜନେତା ଗରିବ ହେଉ ବା ମଧ୍ୟବର୍ତ୍ତୀ ଶ୍ରେଣୀର ସମସ୍ତଙ୍କୁ ସମାନ।ଏହା ତୁରନ୍ତ ସରକାର ବିଚାର କରିବା ଆବଶ୍ୟକ।ଜୟ ଜଗନ୍ନାଥ।
Thik kahuchha bhai ml wa mp ra pension Banda heba ki😅
ଜେନେରାଲ ଭିତରେ ମଧ୍ୟ ପଛୁଆ ଅଛନ୍ତି, ସେମାନେ କିଛି ସୁବିଧା ପାଉ ନାହାନ୍ତି, ସେମାନେ ହଇରାଣ ହେଉଛନ୍ତି ତେଣୁ କୋଟା ଉଠିବା ଦରକାର
St sc uthile ଯାହାକୁ ବି ବାହା ହେଇ ପାରିବ 😅 😂 because everyone will be equal
Jadi jhia au ta family echha achhi baha hoi paribu, badhya kale kana tale mada khaiki guha v khaibu
@@Badaldesigymfitness21 khali baha hbu are coota chadike job kara nija talentre kai tma část re kn jhia nahanti ki
Ta Maaa Bia@@chandandash4927
@chandandash4927 😂😂😂😂😂
@@biswanathnayak854😂😂😂
ଏହି ଲ ବହୁତ ପୂର୍ବରୁ ହେବା କଥା ଯାହା ହେଉ ଡେରିରେ ହେଲେ ବି ବହୁତ ଖୁସି ଲାଗିଲା ସମ୍ବିଧାନ ରେ ରୁଲସ ଅଛି କୋଟା କାଟିବା ପାଇଁ
Sambidhan re niyam achhi law change pai.. Ordinance ba Adhyadesa jari hue..bill pass pai majority Member nka support hele supreme court ku jiba aau pass b hue...
ଖାଲି ଜାତି ନାଁରେ ଏମାନେ ଅଯଥାରର କୋଟା କୋଟା କ୍ଵରୁଛନ୍ତି ଭାରତରେ ସମସ୍ତଙ୍କୁ ସମାନ ଅଧିକାର ଦିଆଯିବା ଦରକାର ଜାତି ଭେଦ ଏଇ କଂଗ୍ରେସ କରିଛି ଏମାନଙ୍କୁ ଛୁଆଁ ଅଛୁଆଁ କହି ସବୁ ଜାତି ମଧ୍ୟରେ ଫାଟ କରିଛି ଆଉ ଏମାନେ ଆମକୁ ଲୋକେ ଛୁଁ ନାହାନ୍ତି କହି ନପଢି ମଧ୍ୟ ସବୁ ସୁବିଧା ପାଉଛନ୍ତି ଏମାନେ ବି ପରିଶ୍ରମ କରି ପଢନ୍ତୁ ଜାତି ଭେଦ କିଛି ନାହିଁ ମୁଁ ବ୍ରାହ୍ମଣ ହେଲେ ଜାତି ଭେଦ ମାନେନି କର୍ମ ରେ ଜାତି
Right decission
Perfect Judgment By The Hon'ble Apex Court ❤
ଏହା ଉଠାଇଲେ ପୁଣି ଆଉଥରେ ବ୍ରିଟିଶ ଶାସନାଧୀନ ହୋଇପାରେ। କାରଣ ଆଜି ପର୍ଯ୍ୟନ୍ତ ଆଦିବାସୀ ଓ ହରିଜନ ଗୋଷ୍ଠୀ ୭୦% ଲୋକମାନେ ଦଶମ ଶ୍ରେଣୀ ପରେ ଉପର ଶ୍ରେଣୀ ପାଠ ପଢି ପାରୁ ନାହାଁନ୍ତି।
Government adibasi bahut byabasta karichhanti semane hi chahu nahanti patha padhiba pain
କଣ ପାଇଁ ପାରୁ ନାହାନ୍ତି ପାରିବେ ନାହିଁ ଆଉ
Indian ra president nd state ra Chief minister hoigaleni bhai..ST loka....Jadi semane aaga ku jiba pai n chanhibe government kn Kariba apan aau kn kari paribe...jie pachha re rahuchi rahu taku chhadi ki desa aaga ku badhu...
perfect Judgement👌
Right decession of govt
Good dicision superm court
😂
ଯେଉଁ ମାନେ ଭି ସର୍ଭେ କରିବେ ସ୍ୱଚ୍ଛତା ଓ ଠିକ୍ ପରାମର୍ଶ ନେଇ ସର୍ଭେ କରିବେ ତାହା ସବୁ ଯୋଣା ପୋଡ଼ିବ
ସାର୍ ମାନ୍ୟବର ସୁପ୍ରିମକୋର୍ଟ ଙ୍କ ବିଚାର ଅନୁଯାୟୀ ଯଦି creamy layer ଜାତିର ଲୋକମାନେ ତାଙ୍କ reservation ରୁ ବଞ୍ଚିତ ହୁଅନ୍ତି ତେବେ କ'ଣ ସେମାନେ ଏ ସମାଜରେ ଉଚ୍ଚବର୍ଗ ର ଜାତି ଭଳି ବଞ୍ଚିବାକୁ ଅଧିକାର ପାଇବେ କି ?? କଣ ସେମାନଙ୍କ ପ୍ରତି ଥିବା ଛୁଆଁ ଅଛୁଆଁ ଭେଦଭାବ ରହିବନି କି??? ନା ସମାଜରେ ନିଜକୁ ଉଚ୍ଚ ଜାତି କହୁଥିବା ଲୋକମାନଙ୍କୁ ବିବାହ କରିପାରିବେ ଏବଂ ଉଚ୍ଚ ଜାତିର ପୂଜକ ମାନଙ୍କ ସହ ମନ୍ଦିରରେ ପୂଜାପାଠ ମଧ୍ୟ କରିବାର ଅଧିକାର ପାଇବେ ??? ଏହାର ଉତ୍ତର ଯଦି ହଁ ତେବେ ସୁପ୍ରିମକୋର୍ଟ ଙ୍କ ବିଚାର ମଧ୍ୟ ପଛୁଆ ନୀଚ୍ଚ ଜାତିର ଲୋକମାନେ ମଧ୍ୟ ମାନିବେ🙏 ଦୟା କରି ଏହି ପ୍ରଶ୍ନ ର ଉତ୍ତର ରଖିବାକୁ ଅନୁରୋଧ।
Are tama bhla pai eita hauchi nija talent dekhiae job paiba kehi kahibeni cotta re paicha boli au marriage katha tma jati jhia kn nahanti ke
@@biswanathnayak854tama EWS re aga karajau ,ama pain ame chinta karibuu
@@biswanathnayak854Tama jati puni kn pain kahuchha eithire ରହିଛି କେଁ। ତମ ନାୟକ ପୁଣି ସବୁ ଜାତିର ଲୋକଙ୍କୁ ବନ୍ଧୁ ବାନ୍ଧବ ହେଇପାରିବ ହେଲେ sc kanhiki bandhu heiparibeni
Yes very good proposal,l welcome it
@@biswanathnayak854talent ta pare asiba first samaj re banchiba pai saman darkar na seita ta miluni ebe jai mandir Jai paurunu ame kn pai
Education sector ru sc st reservation utheiba aguru age caste system utheidiantu naa reservation darkar padibni
Caste system ku utheibeni, jadi uthei debe tahele semane nijaku superior boli dekhei paribeni society re, bitter truth
@@satyabratasethi444 exactly
Change kribaku jai ahuri problem create kruchhanti
ଏହି ନିୟମ ଏକ ପ୍ରହସନ। କିଛି ନାହିଁ। ଆଦିବାସୀ ଓ ହରିଜନ ନାମ କହି ସେମାନଙ୍କୁ ଲଭ ଦେଖାଇ ଶୋଷଣ କରୁଛନ୍ତି ଉଛ ବର୍ଗର ଗୋଷ୍ଠୀ।।
General କଣ ଭୋଟ ଦେଉନାହାନ୍ତି କି ତାଙ୍କ ପାଇଁ କିଛି ସୁବିଧା ନାହିଁ l na ସବୁ general ସ୍ୱଚ୍ଛଳ ପରିବାରର
Kn kahile bujapadilani ki
ଯଦି sc st reservation ଉଠାଯିବ ତାହେଲେ ସମସ୍ତେ ସମାନ ହୋଇଯିବେ। ତେବେ ମୁଁ ଜଣେ sc ପିଲା ଗୋଟେ ବ୍ରାହ୍ମଣ ଝିଅ କୁ ବାହା ହେବି
Kuti ki Baha Heijaa
Tora Bada Bhaba naa
ବାଂଲା ଦେଶ ପରି ଅlମଦେଶବି ହେବ ସରକାର କଣ କରୁଛନ୍ତି ଲୋକ ଅପେକ୍ଷାରେ ଅଛନ୍ତି l
Tallent pila paile desa aaga ku badhiba. Cota deba jaha mankad hata re sala gram sehiya😂😂
Good initiative taken by SC... Those who are already in a good position they are living a quality life and their childern also...so no need of any quota in these cases... For those who actually need who are not getting proper education environment support they deserve this quota not all rich SC/ST candidates due to which some poor General students are suffering ...so nice step towards making India a Developed country soon ...
ହଁ ଏମିତି ହେବା ଦରକାର୍ ।
Good decision of Supreme Court
very good decision👍
Very simple and wonderfu explained sir
Caste system b uthei dau ....kehi aaau SC lokanku Chota jati kahibeni ....😔
Right
Kia kahu chi ki. Bhaai..aama area re...SC St sabu politics karu. Chanti
Caste system ସତ୍ୟ ଯୁଗରୁ ଚାଲିଛି ଆଉ ସେଇଟା ଉଠିବନି ନିଜେ ଭଗବାନ ଯେବେ discrimination କରୁଛନ୍ତି ସନାତନ ତ ତାଙ୍କ ଧର୍ମ ନା
Bhai ama pate ebe bi bramhman tanka gharaku paleile gobar Pani pakauchanti
@@bhagabansial1337 worst thinking
It is a very important and very fair decesion of our apex court and should be adopted immediately..
Wrong decision by the supreme court
Tu ta bada court, Tu decision deide
Wow super ... Eita agoru samaste bhabuthyle ebe saphala heichi super...
Very nice information .I support you bhai
OBC ମାନଙ୍କ ପାଖରେ ଟିକିଏ ପଛେ ହେଉ ତାଙ୍କ ପାଖରେ ଜମିବାଡ଼ି କିମ୍ବା ଅନ୍ୟାନ୍ୟ ଧନ ସଂପତ୍ତି ରହିଥାଏ ତେଣୁ ସେମାନେ ଭଲ ସ୍କୁଲ୍/କଲେଜ୍ ରେ ପାଠ ପଢି ପାରୁ ଛନ୍ତି ତାଙ୍କୁ ଭଲ guide କରିବା ପାଇଁ ଭଲ teacher ମଧ୍ୟ ମିଲୁଛନ୍ତି ଯଦି ସମସ୍ତଙ୍କୁ ସମାନ କରି ଦିଆ ଯିବ ତାହେଲେ ପଛୁଆ ଜାତିର ଲୋକେ ପୁଣି ପଛୁଆ ହେଇ କି ରହି ଯିବେ?
Good decision by The Supreme Court 👍🏻
Very good step
Heartly welcome this judgement,,,job should be given according to the tallent of a candidate not on quota basis
I agree ur decision bro but any sc,or st boys want to marry ur sister is it possible or we want to enter our temple is it permitted then show ur talent and take ur job also no problem my dear bro or so many problems have
@@sethi3257 how you come to sister and mother,,,it shows you have not proper knowledge,,, don't compare quota with sister and mother ,,,you come to anything even sister and mother it's not a sign of students Shame on you
@@Brajasundartripathy I didn't speak anything ur mother bro for example I described nothing else
@@sethi3257 I know you can't tell for my mother but you tell for any one's mother which is not acceptable,,,change your mindset first it's not a proper way to discuss anything
Mother and sister (ladies) are always sensitive part of any person if any incidents happening you will come to them,,,why are they have not any reputation, feelings in the society,,,you think you get a job by this reservation listen bro 1st try to respect our society our living God then you will get what you want don't depend on quota quota
Good decision by supreme court
I am happy sir
Very good decision, but problem arrise for implementation by Government.
I selute for supreme Court ......good dicition..👍👍
Chup
Bahut bhala hela❤❤
Actually adding/removing any caste from SC/ST is rights of President. Supreme court only can give their judgements. Whether to obey this order its depends upon government.
But for a change its a good step
It is a very useful and effective decision for next generation...👍🏻👍🏻
Good decision of supreme court
ST, SC, OBC, & GENERAL should be cremylayer, because all are Indian, every body should be equal & equal opportunity.
Good. ..time hisabre change b darkar...
It's good decision by supreme court because of there is no all the category people were pool...... Now days there are so many development in the reservation category
As well as obc /ur people also poor....... But it's not seen 😢😢😢😢😢
Very good step
ପୁରୀ ଜଗନ୍ନାଥ ମନ୍ଦିର, ଭୁବନେଶ୍ୱର ର ଲିଙ୍ଗରାଜ ମନ୍ଦିର, ଧବଳେଶ୍ୱର ମନ୍ଦିର, ସମଲେଇ ମନ୍ଦିର ଇତ୍ୟାଦି ରେ st sc ଙ୍କୁ ବି ପୂଜା କାମରେ ରଖନ୍ତୁ।
ଗାଆଁ ମାନଙ୍କରେ ସବର୍ଣ୍ଣ,ମାନେ ଆସି ହରିଜନ ଙ୍କ ସାହିରେ ଭୋକି ଖାଆନ୍ତୁ।ଟା ପରେ ଯାଇ କୋଟା ଉଠିବା।
ଆମ ଘରେ ବ୍ରାହ୍ମଣ ମାନେ ପାଣି ଟିକେ ବି ପିଉ ନାହାଁନ୍ତି।
Sc st nka bhalia huani, SC ST କୋଟା ଉଠିନି, sc st ହେଇକି ଯଉମନେ ପାଠ ପଢି ସାରିକି ସମାଜର ମୁଖ୍ୟସ୍ରୋତରେ ସାମିଲ୍ ହୋଇସାରିଛ, ସେମାନଙ୍କ ଛୁଆ ମାନେ ସେଇ Sc st କୋଟା ରେ ଆସିବେନି। ଜଉ ମାନେ ଏବେ ବି ସୁବିଧା ପାଇନାହାନ୍ତି, ସେମାନଙ୍କ ପାଇଁ କୋଟା ଏବେ b ଅଛି
Good advice I like it.
Yes thats right
Caste based census 1st hau tapare statistics ru jana padiba kou category re kete devlope heichanti tapare creamy layer karajiba joumanankara reservation achi
Do you want divide and rule again by some notorious people like Rahul Gandhi
Tahele to sc , st au obc general sabu abe marriage kori paribe,
Hele vala besi jati veda dekhanti
Job au marriage ra kain connection.
Badhuchi kn pai tma část re kn jhia nahanti ki
@@MHKLOppura connection achhi..ethra khali kulta,baman,mali,teli tukel setting karmu..amar St manakra nu bahut sundar disaan tumar jaati ra tukel mane..😊😊
Bahut uthuchi tora baha haba Pai
Really great message...
Supreme Court ଙ୍କ ନିଷ୍ପତି ଠିକ ଅଛି l
This judgement is very good but it should be implemented in ground level
Good system, most urgent for society
This is a good initiative of supreme Court
A good verdict of hon'ble SC
Right 👍
ଜାତି ବାବଦରେ କୋଟା ନ ରହୁ। ଲୋକମାନଙ୍କର ଆର୍ଥିକ ଅସ୍ଵଚ୍ଛଳତା ଲକ୍ଷ କରି କୋଟା ବ୍ୟବସ୍ଥା କରାଯାଉ। ଭିନ୍ନକ୍ଷମ ମାନଙ୍କୁ କୋଟା ବ୍ୟବସ୍ଥା ରେ ଅଗ୍ରାଧିକାର ଦିଆଯାଉ।
Pujari jemiti mandiraku jai puja kare thik semiti sc,st pila nku bi mandiraku puja kariba pain anumati dia jau. Au emiti kichi bi mandira achi sc,st ra loka mananku bhutaraku jibaku mana kara jae.e sabu ku bi close kara jau
Thikk kohicho bhaii.....mu ekamoto tomo kotha re ...💯💯💯
Kau mandira achi mu to aji parjanta dekhini..kte faltu topic re cmmt kaariki kn mile tomi sbuku..mandira re to sbu jati loko jae paribe..kan adhar card dekhiki mandira re pasanti ki..
@@penguins647 mandiro kotha duro bhaii...loko Mane chuibuu kuhontii...dureikii roho kuhontii...pratek dino ame anubhab koruchhu Bhai st hele ...kmty fill hua ......
@@penguins647 parikudara baba kamaleswar mandirare st, sc lokaku mandhira bhitaraku pasiba mana
@@penguins647 mandirare bhoga hele khaba bele chuan lagijiba kahili dureiki basanti
Excellent description
I m obc bt I demand as sc,st,obc categories should be treated like brahmin
@@ramyaranjanmahant hm supreme court re apil kara heijiba qouta uthiba
we have suffered from spcial exclusion in the form of untouchability and we are treated like slave in previous years ,even now onwards we have not even right to worship in temples even more then 60 percent of paddy, wheat is dependent on us now, adivasi ka hak koi nhi chin sakta agar aisa hua to we show what we are
ST,SC kan chup basibe ebe chari ade andalana heba .....ebe bhim sena ra tandoba dekhiba🔥🔥🔥🔥🔥🔥🔥🔥
Nice dicision by supreme court
Badhia heichi
Badhia heichi
Bahut sunder niyam
Every should protest this act, jay bhim, jay mulanivasi, jay constitutions. Caste system was created by bidesi aryan manubadi in the past. Bidesi aryan manunadi is not our indian people. Brahman create caste system
Very good disision
Odisha re sc , st quota re jahare bapa kimbabmaa govt job pai chanti tanka pila manaku further reservations dia najau. Govt ethire sudhara anantu. Janankara bapa bi govt job maa bi govt . Ta pila bi govt job. Puni tahara pilaku bi reservation deajauchi. ETA kebe bi thick nuha .
Kn pai thik nuha bhai pachhua jati boli mandir allow karuna gruna vhaba re dekhuchh tanka bapa job karuchhi boli mandir allow karuchha ki ta nuha hele reservations khali job pai lagu ki sabu dekha jau bhai
very good judgement
1) job holder ra next generation quota paiba katha nuha
2) jou pila sc st hei ki general rank re rahuchanti semane kahi ki general seat re job nauchanti
3) kichi pila intercast marriage ra katha kahuchanti.... marriage au job ra kana link, marriage ta 2 ta family bhitara katha , job ta pura india ra future decide karuchi.
Jadi jati re bheda nai ta hele dharma re b bheda rakhani.. jai ki musalman, christian sange b marriage kara .
4) job nela bela ku sc st pila kahuchti ame dalita, ame backward, ama ku job diya.....samaj re jaga paila bela ku sehi pila kahuchti ame b baki jati sange saman. Ama ku b uccha re gana jau....
Mu jati re Brahmana jadi mu uccha jati ra ta hele mate certificate diya jau j mu kete uccha au kaha kaha thu uccha. Au jadi mu b baki mana nka saha saman ta hele reservation band kara jau.
Au mg gen ews jen nei ki basi a6a heta 6ada ch@r s@la😂
Mandira pujari heucha mg sala Sethi sc st pujari hei paru nahanti
@@ramanujanstudyclub torr bhasa kahuche tui Ganda te hei thibu.
@@ramanujanstudyclub jadi reservation uthla ta taar sange ews b uthi jiba, hele e katha torr mitar murukh k kiye bujhaba. Tui ta janam ru quota bala aau. Torr kete buddhi ta thiba hele
@@LokeswarDash tor bhasa kahu a6e tui vikari te au rahela 3000 bars enjoy karla seta ni dekhla au rahela jati katha ta tui vikmanga jatir lok au🤣🤣
ଏ ଗୋଟିଏ କାରଣପାଇଁ ଆମେ ହିନ୍ଦୁ ଏକ ହୋଇ ପାରୁନାହାନ୍ତି
Brahman mane temple re puja kariba kan semanka reservation. Brahman mane kahi ki puja karibe sc, st & obc mane bii temple ree puja kariba darkar
Jadi tama ku beda Jana achi, sashtra gyana achi tame b Puja kara.
Aita faltu reason puja karibe kabala bhraman sastra achi nija talent dekhie job kara
@@biswanathnayak854 se katha tama pai b laagu kara jau. Nija talent re job kara...bhika pai ki nuha 🙂
@@LokeswarDash Hm right kahicha sc st ur kahaku coota diajibani nija talent re job kara coota re nuha jaldi haejau eita coota pila kate talent jana padiba
Very good judgement of suprim court.
Tama thumbnail dekhiki SC ST nka pinda ru pranabayu udi jiba 😂😂😂
What a line
Ao kn kahuna
Pranbayu udu tame mari ja . General pila katha 😢😢😢😢
@@studywithbijay6575 Tama katha re ...jete sabu durniti kama re ...involve general thanti
😂😂😂😂
ଆମର କୋଟା ଦରକାର ନାହିଁ, ଛୁଆଁ ଅଛୁଆଁ ଭେଦଭାବ ଉଠିବା ଦରକାର ।