Rabindra Bhai apananku namaskar,. Mu age re bahut choto hebi apananka tharu sethilagi kan comment Debi Jani paruni but eatika kahibi ki e song ta sunila pare pura kandipakeili , heart toching voice & mind-blowing song,mu bhajan anthakhyari re bahut song sunichhi apanankar mote Sabu Gita bhala lage , Maha Prabhu jagannath pakhare eatiki prathna mora Prabhu apananka family aue samastanka family ku bhala se rakhantu brabhu corana bhali situation ru rakhya karantu 🙏🙏🙏
Ate sundara bhabe Rabindraji ahi geetatiku paribeshana karichhanti taha bhabare pariprakash kari heu nahin,ehi geetatiku suni mo jeebanata sarthaka heigala
Really , singing style is very attractive and amazing. After late bhajan samrat you will keep his. Name. Your tone is very heart touching. God may bless you.
Rabindra Bhai apananku namaskar,. Mu age re bahut choto hebi apananka tharu sethilagi kan comment Debi Jani paruni but eatika kahibi ki e song ta sunila pare pura kandipakeili , heart toching voice & mind-blowing song,mu bhajan anthakhyari re bahut song sunichhi apanankar mote Sabu Gita bhala lage , Maha Prabhu jagannath pakhare eatiki prathna mora Prabhu apananka family aue samastanka family ku bhala se rakhantu brabhu corana bhali situation ru rakhya karantu 🙏🙏🙏
ଆପଣ ମୋତେ ସିଖେଇବା ପାଇଁ ଚାହୁଁଛନ୍ତି କି ହଁ କି ନାହିଁ ଜଣେଇବେ ରହୁଛି ନମସ୍କାର।😔😔😔😔😔😔🙏🙏🙏🙏🙏🙏🙏🙏
Jibanare mrutyu hin ekamatra satya. Malapare kana heba samaste chinta kari kama karantu. Jay jagannath.
Jay Jagannath super
Excellent Rabindra sir 🙏🙏🙏🙏🙏🌹🙏🙏🌹🌹❤️🙏
Jagannath aapananku dirgha aayusha diyantu ebhali sundar
gita sunaau thaantu.Bahut sundar
bhaabagarbhaka gita o swara.🙏🙏
Bhaina jaha kuhantu ame jaha bhabithile ta thu bahut bahut bahut bhala hela.... Sabu.. Jay jagannath..... Sabu apananka ichha
Jay ❤❤❤jagannatha❤❤❤
ମନଛୁଆଁ ଭଜନଟି ଭାଇ।
Sir namaskar bahut sunder Bhajan aakhi re luha bahari gala agyan mu au suni pari li nahi
Rabindra Bhai apanka gita sunile atma ku Santi miluchi amiti gauthantu 🙏mu mohaprabhunka pakhare guhari karuchi Jai jaganatha 🙏
ମୁଁ ଗୋଟେ ଗାୟକ ଭାଇ ଆପଣଙ୍କ ସାହାଯ୍ୟ ପାଇଁ ଆଶା କରୁଛି ବହୁତ କିଛି ସିଖିବା ପାଇଁ ଆପଣଙ୍କ ପାଖରୁ ଆଶା କରୁଛି
Many many thanks,because it is a heart touching song.Go ahead
ହୃଦୟସ୍ପର୍ଶୀ ଆଉ ଭାବନାତ୍ମକ। ପ୍ରଣାମ ରବୀନ୍ଦ୍ର ସାର୍ 🙏। ଜୟ ଶ୍ରୀଜଗନ୍ନାଥ 🙏🙏🙏
Jai Jagannath
ଜୟ ଜଗନ୍ନାଥ 🙏🙏🙏
ଏଇ ଗୀତଟି ବହୁ ପ୍ରଚଳିତ ହେଲେ ଆପଣଙ୍କ ଗାଇ ବାର ଭାବଧାରା ଏକ ସ୍ୱତନ୍ତ୍ର ଆକର୍ଷଣ ହୃଦୟକୁ ବିଭୋରିତ କରିଦିଏ ଏହାହିଁ ହେଉଛି ଅସଲି କଳାକାରର ଭାବର ଲକ୍ଷଣ , ଧନୁବାଦ ଆଜ୍ଞା ,
🙏🙏🙏
ଭାବ ଭକ୍ତିପୂର୍ଣ୍ଣ ଗାୟକ, ଆପଣଙ୍କୁ ନମୋନମଃ 🙏🙏🙏
The reality of life...
ବାଃ...କି ସୁନ୍ଦର ଭାବ 🙏
ରବି ଭାଇନା ଆପଣ ଏହି ଗୀତକୁ ପୁରା ଭାବରେ ଭାବରେ ସାରିଦେଇଛନ୍ତି.
🙏ଜୟ ଜଗନ୍ନାଥ 🙏
Lyricist ଙ୍କ ପାଇଁ ପଦେ - one of the best 👌👌🙏ସର୍ବଶ୍ରେଷ୍ଠ 🌹🌹
କଣ ହୋଇଛି ଏହି ଗୀତ!!!!
Khub Hrudaysparshi lekha bhai. Apananka kanthare gitati khub sruti madhura hoichhi. Music composition bi chamatkar. Prabhu Jagannatha nka apara karuna sarbada apananka upare rahithau. Jay Jagannath.
ଭାଇନା ଅପଙ୍କର କି ସୁନ୍ଦର ଭାବ , ଶୁଣି କି ମୋ ଆଖିରୁ ଲୁହ ଆସି ଯାଉଛି।
ଯଦି ଏ ଗୀତ ଶୁଣିବା ପରେ ମଣିଷ ନିଜକୁ ବଦଳାଇବା କଥା ଯଦି ସେ ଭୁଲ୍ ରାସ୍ତା ରେ ଯାଉଛି
Bahut Sundar Bhajan🙏Jay jagannath 🙏
Ravindra bhai ahi Gito ku mu baromber baromber sakali sune....thanks for you Rabindra bhai... according to Dilip Giri from Jharkhand
ଅତି ଭାବ ବିଭୋରକାରୀ ସ୍ୱର।ମହାପ୍ରଭୁ ଆପଣଙ୍କୁ ଶଙ୍ଖ ରେ ପୁରେଇ ଚକ୍ର ଆଢ଼ୁଆଳରେ ରଖନ୍ତୁ।ଆପଣ ସତରେ ଅମୃତକଣ୍ଠ।
ଜୟ ଜଗନ୍ନାଥ 🙏🙏
❤Very good prathana.
Sabda nahi kahiba pain..jai jagannath
Long live Rabindra babu
Heart touching voice
superb lyrics
Jai jagannath 🙏🏻🙏🏻🙏🏻
ଆପଣଙ୍କ ସୂର ଭଗବାନଙ୍କ ର ନିକଟତର ହେବାର ମାଧ୍ୟମ
Shankar Pradhan goudia borda ganjam odisa Jay jagrnatha purunagita suni mana khusi heli dhanyabada
🙏 ଜୟ ଜଗନ୍ନାଥ 🙏 ଆପଣ ପ୍ରକୁତ ସତ କଥା କୁ ଆଲୋଚନା କରିଛନ୍ତି ଅତି ସୁନ୍ଦର
Aha love you rabi bhaina apana jane manisha odishara jahanka bhajan jagannath nka nikatare pahanchiba ki sunder bhaba Jay jagannath🙏🙏🙏🙏🙏😍😍😍😍🤗🤗🤗🤗🤗🤗😘😘😘😘
ଭାବର ଡୋରୀରେ ବନ୍ଧା ସେ ଭକ୍ତି ଭାବର ଏ ଗୀତ ମନକୁ ତାନିନେଉଛି ବାଦ ଠାକୁର ପାଖକୁ
ପଦି ଏ କଥା ଏଭବ ସ୍ୱର୍ ଏମିତି ଶୁଣୁଥାଏ ଏ କାନ
ଜୟ ଜନ୍ନାଥ ସମସ୍ତଙ୍କର ମଙ୍ଗଳ କରନୁ
କଣ ଗାଇଲ ରେ ଭାଇ ମନ ପ୍ରାଣ ଆତ୍ମା ସମ୍ପୂର୍ଣ ଭିଜିଯାଉଛି ଓଃ God ଏ ଗୀତ ପୁଣି ଆପଣ ନିଜେ ଲେଖିଛନ୍ତି... ଜଗନ୍ନାଥ ଆପଣଙ୍କୁ କୋଟିଏ ଆୟୁଷ ଦିଅନ୍ତୁ... ଯେତେ କହିଲେବି ଆଉ ଭାଷା ନାହିଁ କହିବାକୁ... ନିଶ୍ଚୟ ସାର୍ଥକ କଲେ..... ରବିନ୍ଦ୍ରବାବୁ ବହୁତ ବହୁତ ଧନ୍ୟବାଦ..... ଜୟଜଗନ୍ନାଥ....
ରବି ସାର୍, ଏକ ଅମୃତ କଣ୍ଠ, ସ୍ବର, ଭାବ ଭାବନା ସହିତ ଆପଣଙ୍କ ନିଜ ଲେଖାରେ ୟେ ଭଜନ ପରିପୃଷ୍ଠ ହେଲା ବୋଲି ଆମେ ଜାଣିଲୁ। ଜୟ ଜଗନ୍ନାଥ!!
ସତରେ ସତରେ ଏହିପରି ସେବା କରୁ ଥାଆନ୍ତୁ। ପ୍ରଭୁ ଆପଣଙ୍କ କଣ୍ଠସ୍ୱର ଶୁଣୁ ଥାଆନ୍ତୁ।
ଆପଣ ଜଣେ ଚମତ୍କାର କଳାକାର 🙏sir
ବହୁତ୍ ସୁନ୍ଦର୍ ଏବଂ ହୃଦୟସ୍ପର୍ଶୀ ଭଜନ ଟିଏ ।
ବହୁତ୍ ଶିକ୍ଷଣୀୟ ମଧ୍ୟ । ମହାପ୍ରଭୁ ଙ୍କ କୃପାରୁ ଆପଣ ଏମିତି ସୁନ୍ଦର ସୁନ୍ଦର ଭଜନ ଗାଇ ଆମ ଭଳି କିଛି ଲୋକଙ୍କୁ ଭଲ ବାଟ ଦେଖାନ୍ତୁ
Apanka saha dekha hela gote dina Katila apananka saha ....bahut khusi legila.....jitu
ବାଃ ! କଣ୍ଠ, ଗୀତ ଓ ସଙ୍ଗୀତ ଏକକୁ ଆରେକ। ଏଇ ତ ଭାବର ଗୀତ।
ରବିବାବୁ ମନ ମୋହି ନେଲେ।
Ate sundara bhabe Rabindraji ahi geetatiku paribeshana karichhanti taha bhabare pariprakash kari heu nahin,ehi geetatiku suni mo jeebanata sarthaka heigala
Ravi Sir Jai Jagannath, I want to meet you
Jay jagannath prabhu param brahma🙏💩🙏Bahut sundar vajan akhire Luha aasijauchhi😭😭♥️♥️🌹🌹
what a voice Rabindra Mohapatra babu, God gifted! really very nice....
ଟିକା ଗୋବିନ୍ଦଚନ୍ଦ୍ରର ପଦ ଗୀତର ମାନକୁ ଆହୁରି ଵଢାଇଦେଇଛି। ରବି ଭାଇଙ୍କ ଏଇ ନିଆରା ଭାବ ହୃଦୟସ୍ପର୍ଶୀ।
Bhagabanaka thharu Sabu thharu srusti bhala manda sabu
ଆପଣଙ୍କ ସଂଗୀତ ଶୁଣିଲେ ଆଖିରୁ ଅଶ୍ରୁ ଖସିପଡେ ମହାପ୍ରଭୁ ଙ୍କ ଶ୍ରୀମୁଖ ଦର୍ଶନ ହୋଇଯାଏ ସତରେ...😭🙌🚩
ଜୟ ଜଗନ୍ନାଥ ମହାପ୍ରଭୁ🙏
କ'ଣ କହି ଆପଣଙ୍କୁ ଧନ୍ୟବାଦ ଜଣାଇବି ମୁଁ ଜାଣିନି
ଏତିକି କହୁଛି ଭଗବାନ ଆପଣଙ୍କୁ ଘଣ୍ଟ ଘୋଡାଇ ରଖିଥାନ୍ତୁ ଜୟ ଜଗନ୍ନାଥ 🙏🙏🙏
ବହୁତ ସୁନ୍ଦର ଗୀତ,ଭଆବଭକ୍ତଇର ଗୀତ। ସୁମଧୁର କଣ୍ଠସ୍ୱର। ବହୁତ ଭଲ ଲାଗିଲା। ଧନ୍ୟବାଦ। ଶୁଭ ସକାଳ ର ଶୁଭ ଅଭିନନ୍ଦନ, ଜୟ ଜଗନ୍ନାଥ 🌹🌹।
Jay jagannath heart touching song...
Gitati hruday sparsi. Rabi. Mahapatra. Nka. Kantha. To. Madya. Marma sapsrasi
ରବି ବାବୁ ଆପଣଙ୍କ ହୃଦୟ ସ୍ପର୍ଶି ସଂଗୀତରେ ମୋର ମନ ପରମେଶ୍ୱର ଙ୍କ ପାଖରେ ହଜି ଗଲା ଜୟ ଜଗନ୍ନାଥ
🙏 ଧନ୍ୟ ତୁମେ ଶିଳ୍ପୀ ଧନ୍ୟ ତୁମ ଭାବ 🙏 କୋଟି ପ୍ରଣାମ ହେ ମୋ ଶିଳ୍ପୀ ବନ୍ଧୁ / ବଡ଼ଭାଇ 🙏
Jay jagannath....bhat bhala lagila real line in life
ନିଷ୍ଠୁର ସତ୍ୟକୁ ସାମ୍ନା କରିବାକୁ ହୋଇଥାଏ. ଏ ରାସ୍ତା ଦିନେ ସରିଯିବ. ତା ଆଗରୁ କିଛି ସଦଭାବନା ର ବିଜରୋପଣ କରିଯିବା.
Wonderful ! Heavenly sounds
ଜୟ ଶ୍ରୀ ଜଗନ୍ନାଥ !👏
Excellent Rabindra sir 🙏🌹🌹🌹🌹
Kanthare prabhu krupa baari hei jaauchhi. 🙏🙏🙏
ଆହା.... କି ସୁନ୍ଦର ଆପଣଙ୍କ ଶବ୍ଦ ର ଶୈଳୀ କି ସୁମଧୁର ପ୍ରଭୁ ଙ୍କର ରସ ଅମୃତ ହୃଦୟ ତରଳି ଯାଉଚି ❤ଜୟ ଶ୍ରୀ ଜଗନ୍ନାଥ 🙏
Ki bhab dhanya apana laguchi Jagannath apananka antarare basa kari chanti🙏🙏
wow wow wow
Jay Jagannath
Jay tetiskoti deva debi
ଅତି ସୁନ୍ଦର କଣ୍ଠ ସ୍ୱର ଭିକାରି ବାଲାଙ୍କ ଅବିକଳ ସ୍ୱର. ଜୟ ଜଗନ୍ନାଥ
Bahut sundar ....Apanku dekhile hrudayaru mamata asijauchhi
ସୁନ୍ଦର ଅତି ସୁନ୍ଦର ଉପସ୍ଥାପନା
Atti sundar bhajan
Speechless...Bhajan Samrat Bhikari Bala is living in your divine voice.Keep your endeavors Rabindra Babu.
ଅତ୍ୟନ୍ତ ହୃଦୟସ୍ପର୍ଶୀ ସଙ୍ଗୀତ ସତରେ ଆଖିରୁ ଲୁହ ଆସିଗଲା ମୁଁ ଭାବ ବିହ୍ଵଳିତ ହୋଇଗଲି । ରବି ସାର୍ ଙ୍କୁ ଅଶେଷ ଧନ୍ୟବାଦ୍ 🙏 ।
Mora b akhire luha asigala.Ki Bhaba satare
Bahut sundar lekha aau gaiba.. Satare sir luha asigala.. Bht sundar.. No words for this..... 🙏🙏🙏🙏🙏🙏
Jay Jagannath
କେତେ ଦିନ ପରେ ମିଳିଲା ଗୋଟିଏ ଭଲ ଭଜନ
ଧନ୍ୟବାଦ ରବୀନ୍ଦ୍ର ସାର
ହୃଦୟକୁ ଛୁଇଁଗଲା
ଦୁନିଆରେ ସବୁକିଛି ମିଛ,ଜନ୍ମ ମୃତ୍ୟୁ ଏକା ସତ। ଜୟ ଜଗନ୍ନାଥ।
Koti koti naman Rabindra Sir
Ohh ete sundar abarnaniya.jay jagannath.apana emiti gita karuthaa au gauthaaa
ରବିଭାଈ ମାନେ ରବିଭାଈ, ଆଉ ଅଧିକ କହିବାର ନାହିଁ ।
Akhire luha asigala, great Rabindra bhai
Jay Jagannath 🙏🙏🙏
Jay Jagannath Swami Nayana patha Gami Vaba Tume 🙏💗💗🙏 sir kha voice bahut sundar 💓🌷💐💐🌷💓🙏🙏🙏🙏🙏
ରବି ଭାଇନା ଜୟ ଜଗନ୍ନାଥ , ଗୀତଟି ବହୁତ ବହୁତ ହୃଦୟସ୍ପର୍ଶୀ । ଭାଇନା ତୁମ ଗୀତ ମୋତେ ବହୁତ ଭଲ ଲାଗେ , ମୁଁ ସବୁବେଳେ ଶୁଣେ ।
Jay jagannath swami nayan path gami bhaba tume 🙏🙏🙏
Oooh super 😘 nice video Bhai 🙏💐😭 Jay Jagannath 🙏💐
Ahaaaa bhai ଆଖି ଓଦା ହୋଇଗଲା ରେ 🙏😪
Ehi Gita jeun mane sunithibe ,nischaya tanka netra ru bhaba asru jhari thiba.dhanyabad sir, Jaya Jagannath 🙏🏻🙏🏻🙏🏻
ରବୀନ୍ଦ୍ର ବାବୁ ଭଗବାନ ଆପଣଙ୍କୁ 1000 ବର୍ଷ ପରମାୟୁ ଦିଅନ୍ତୁ {jai jagannath}
Bahut sundara o arthapurna bhajan.... 🙏🙏Rabindra bhai
Really , singing style is very attractive and amazing. After late bhajan samrat you will keep his. Name. Your tone is very heart touching. God may bless you.
ରବି ଭାଇ ଆପଣଙ୍କ କଣ୍ଠର ଯାଦୁ ଚମତ୍କାର। 🙏🌹
ପ୍ରଭୁ ଜଗନ୍ନାଥଙ୍କ କୃପା ରୁ ଦୀର୍ଘାୟୁ ଓ ନିରୋଗୀ ରୁହନ୍ତୁ।
ଜୟ ଜଗନ୍ନାଥ 🌹🙏🙏🙏🌹
Rabibhai,I am the great supporter of you.JAYJAGANNATH.
ଅପେକ୍ଷା ଥିଲା ରବ ଭାଇ ଙ୍କ ଗୀତ ଜୀବନ ଭାରି ଶୁଣିବା ପାଇଁ ,ବହୁତ୍ ସୁନ୍ଦର ପ୍ରୟାସ ଏଭଳି ଏକ RUclips channe ର ପରିକଳ୍ପନା କରି। ବହୁତ୍ ବହୁତ ଧନ୍ୟବାଦ 🙏
Rama Nama Satya He Hari Nama Satya
ଆପଣଙ୍କର ପ୍ରତିଟି ଶବ୍ଦ ଚମତ୍କାର
Jay jagganatha. Muna bahuta sundara abhinaya.
Really Rabindra bhajan ti khub bhala lagila god bless you
ମନ ପବିତ୍ର ହୋଇଗଲା ଭାଇ । ଏ ଭାବର ଗୀତକୁ କିଛି ବି କହିବାକୁ ଭାଷା ନାହିଁ ।
Jay jaganath ji pravuji
ରବିନ୍ଦ୍ର ଭାଇ ଆପଣଙ୍କ କଥା କହିବା ର ଶୈଳୀ ରେ ଜଣେ ଦୁଷ୍ଟ ଲୋକ ର ହୃଦୟ ତରଳି ଯିବ... And your singing is excellent,,, i am big fan of your..
Wooow,,,, Rabi bhai,,, Jay Jagannath
ହୃଦୟକୁ ସ୍ପର୍ଶ କଲାବରୀ ଭଜନ ଟିଏ ଯେତେଥର ଶୁଣିଲେବି ଆଖିରୁ ଲୁହ ଖସି ଯାଉଛି |🙏🙏🙏🙏🙏
Nihati Mora b bhai 😭
Heart touching voice
Nice music
Love from nayagarh
ରବି ଭାଇ ଆପଣଙ୍କ ପାଦତଳେ କୋଟି କୋଟି 🙏🙏🙏🙏🙏🙏🙏🙏🙏🙏🙏ପ୍ରଣାମ
ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ତମେ ଏମିତ ଭଜନ ଆମ୍ଭମାନଙ୍କୁ ଭେଟିଦୀଅ ଜ ଏ ଜଗନ୍ନାଥ 🙏🙏🙏🙏🙏🙏🙏🙏
ସତରେ ଏ ଜିବ ମୟା ସଂସାର ରେ ଅଦ୍ଭୁତ ଆମ ଚରିତ୍ର
Sansara ra sabu sukha apnanku milu sabu ichha apnanka ra ichhamaya purna karantu Jai sri Jaganatha Swami
Rabindra bhai best best best best best best best odia singer
🙏🙏🙏Jai jai jagannath😢😢😢😢😢😢