‘ଅରବିନ୍ଦଙ୍କ ଅଭିଜ୍ଞତା ପାଇଁ ନିଯୁକ୍ତି’

Поделиться
HTML-код
  • Опубликовано: 10 июл 2024
  • ‘ଅରବିନ୍ଦଙ୍କ ଅଭିଜ୍ଞତା ପାଇଁ ସରକାର ନିଯୁକ୍ତି ଦେଇଛନ୍ତି ।’- ରାଧାମାଧବ ମିଶ୍ର, ସିନିୟର ନ୍ୟୁଜ୍ ଏଡିଟର, ଓଟିଭି
    #ArbindPadhi #chiefadministrator #ShreeMandir #OTV
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndroidApp
    iOS App: bit.ly/OTViOSApp
    Watch Live: odishatv.in/live-tv
    RUclips: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

Комментарии • 68

  • @user-vl3rv7cd8z
    @user-vl3rv7cd8z 20 дней назад +11

    ସ୍ୱାଗତମ ପଦକ୍ଷେପ, ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏.

  • @kanhucharanprusty1487
    @kanhucharanprusty1487 20 дней назад +7

    କେବଳ ନାଁ ନୁହେଁ, ପ୍ରକ୍ରୁତ ରେ ଅରବିନ୍ଦ, ସଂସ୍କାରୀ,କର୍ମକାଣ୍ଡ ପରିବାର ର ଦାୟାଦ ନିୟମ ଓ ନୀତୀ ର ଦ୍ରୁଢ ପରିପାଳକ, ଜଗନ୍ନାଥଙ୍କ ସେବାର ଉପଯୁକ୍ତ ବ୍ଯକ୍ତିତ୍ବ 💐💐💐💐💐🌹🌹🌹ଜୟ ଜଗନ୍ନାଥ

  • @satyaranjandash388
    @satyaranjandash388 20 дней назад

    ବହୁତ ଭଲ ନିଷ୍ପତି, ମୋହନ ସରକାର କୁ ମୋର ନିବେଦନ କି ସବୁ ବିଭାଗର ମୁଖ୍ୟରୁ non ଓଡ଼ିଆଙ୍କୁ ହଟେଇଦିଆଯାଉ

  • @sidd5547
    @sidd5547 19 дней назад

    ଅରବିନ୍ଦ ପାଢୀ ଙ୍କୁ ଶ୍ରୀ ମନ୍ଦିରର ପ୍ରଶାସକ କରିବା ଏକ ବହୁତ ଭଲ ପଦକ୍ଷେପ। ବିଜେପି ସରକାର କୁ ଧନ୍ୟବାଦ 🙏

  • @chandrasekharsethi464
    @chandrasekharsethi464 21 день назад +6

    ଠିକ୍ ସମୟରେ ଠିକ୍ ପଦକ୍ଷେପ। ବିଜେପି ଜିନ୍ଦାବାଦ।

    • @sampadbarik8802
      @sampadbarik8802 20 дней назад +2

      Eloko Brahma vibrat bele officer thila

  • @kailashchandradash959
    @kailashchandradash959 21 день назад +10

    Very good Step by the State Government

  • @ajayakumarb957
    @ajayakumarb957 21 день назад +11

    ସ୍ୱାଗତ ଯୋଗ୍ୟ ପଦକ୍ଷେପ 🎉ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏🙏

  • @r.ngoutamdebadutta2142
    @r.ngoutamdebadutta2142 21 день назад +4

    ସବୁ ଯଦି ନିୟନ୍ତ୍ରିତ ତୁମ ଇଚ୍ଛା ମତେ
    ମୋ ଇଚ୍ଛା ବା ଅନିଚ୍ଛା ରେ ଯାଏ ଆସେ କେତେ।
    ଜୟ ଜଗନ୍ନାଥ।

  • @sarojsahoo9441
    @sarojsahoo9441 20 дней назад

    Most welcome Arvind ji
    Jay Jagannath

  • @durgacharanbehera3184
    @durgacharanbehera3184 20 дней назад

    Jai jagannath 🙏

  • @odiadesiblogger5926
    @odiadesiblogger5926 20 дней назад

    Jaya jagannath

  • @lalitakantabehera6757
    @lalitakantabehera6757 20 дней назад +3

    Great sir great

  • @scintillatingstar5479
    @scintillatingstar5479 20 дней назад

    Congratulation Dr.Arbinda Padhi babu . We hope he will manage properly all his duty. The perfect desicion by state Govt.

  • @pratignyapradhan1484
    @pratignyapradhan1484 20 дней назад

    Good decision. Congratulations sir

  • @binodbiharimishra5066
    @binodbiharimishra5066 20 дней назад

    ଭଲ ଅଫିସର୍ । ହେଲେ ସେବାୟତଙ୍କ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବାକୁ ଏ ବ୍ରହ୍ମାଣ୍ଡରେ କେହି ନାହିଁ । ଭଲ ହେଲେ ବାହାବା, ଭୁଲ ହେଲେ ଲୀଳାମୟଙ୍କ ଲୀଳା । ଧନ୍ୟ କହିବ ଏମାନଙ୍କୁ । ଠାକୁରେ, ରକ୍ଷା କର । ସମସ୍ତଙ୍କୁ ସଦବୁଦ୍ଧି ଦିଅ । ତମ ଇଛା ଅନୁସାରେ ରଥଯାତ୍ରା ସୁରୁଖୁରୁରେ ସମ୍ପାଦିତ ହେଉ । ଜୟ ଜଗନ୍ନାଥ ।

  • @prafullasahoo1199
    @prafullasahoo1199 20 дней назад

    Good Administrator.Clean
    Officer.

  • @samirnayak3768
    @samirnayak3768 20 дней назад

    ହେ ପ୍ରଭୁ ତୋ ଇଛ୍ଛାରେ ସବୁକିଛି, ତୋ ବିନା ଅନ୍ୟ ଗତି ନାହିଁ. ଏ ଜଗତକୁ ତୁମେ ସାହା ଓ ସର୍ବ ବିପତର ତାରକ ହାର. ଜୟ ଜଗନ୍ନାଥ

  • @tanujamishra2999
    @tanujamishra2999 20 дней назад

    Very good decision👍

  • @manoranjantripathy8715
    @manoranjantripathy8715 20 дней назад

    Good decision by Odisha Government

  • @aravindasamal6348
    @aravindasamal6348 20 дней назад

    🎉❤❤❤❤❤❤❤❤❤❤🎉

  • @dibyajyotiray4263
    @dibyajyotiray4263 20 дней назад

    Congratulations

  • @ramaapradhan5425
    @ramaapradhan5425 20 дней назад

    🙏 ନୂତନ ସରକାର ଙ୍କୁ ଅଶେଷ ଅଶେଷ ସାଧୁବାଦ ଓ ଶୁଭେଚ୍ଛା ,

  • @arunkumarbehera9271
    @arunkumarbehera9271 20 дней назад

    Right. Decetion

  • @prasantapati559
    @prasantapati559 20 дней назад

    Se jane bahuta bhala loka.perfect

  • @raghubirdas7621
    @raghubirdas7621 20 дней назад

    Congrtlation Aravinda jee

  • @snigdhabaxipanigrahi3304
    @snigdhabaxipanigrahi3304 21 день назад +1

    A committed officer , I was hoping that he may become next chief administrator of Jaganath temple. Congratulations

  • @akshayakumarbhol4132
    @akshayakumarbhol4132 20 дней назад +1

    ଡଃ ଅରବିନ୍ଦ ପାଢୀ ଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ବ ଦିଆଯିବା ଅତ୍ୟନ୍ତ ଆନନ୍ଦ ର ବିଷୟ । ଏହି ଦାୟିତ୍ବ ସୁରୁଖୁରୁରେ ତୁଲାଇବା ପାଇଁ ତାଙ୍କର ପୂର୍ବ ଅଭିଜ୍ଞତା ରହିଛି । ଘୋଷ ଯାତ୍ରାରେ ଅନୁପସ୍ଥିତ କାରଣରୁ ବୀର ବିକ୍ରମ ଯାଦବ ଙ୍କ ବିରୁଦ୍ଧରେ ଅବିଳମ୍ବେ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ୍ ।

  • @chandrachudadas1065
    @chandrachudadas1065 21 день назад +1

    JAY JAGANNATH

  • @user-ym6dw2ow9e
    @user-ym6dw2ow9e 19 дней назад

    ଏବେ ଜଗନ୍ନାଥଙ୍କର ସେବକମାନଙ୍କ ମନୋମୁଖୀ କାମ
    ଚଳିବ ନାହିଁ l ମୋର ଅନୁରୋଧ ପାଢ଼ୀ ସାର ଦୃଢ଼ ପଦକ୍ଷେପ ନିଅନ୍ତୁ ଓ କଠୋର ଦଣ୍ଡ ବିଧାନ କରନ୍ତୁ l ଯାହାଫଳରେ ଆମ ଦେଶର ବିଶ୍ୱରେ ବଦନାମ ହେବ ନାହିଁ l

  • @sushirkumarmahapatra3221
    @sushirkumarmahapatra3221 20 дней назад

    Jay Jagannath pranam

  • @sagarodisha
    @sagarodisha 21 день назад +1

    One of the Honest Person Mr. padhee. Aluminus of OUAT.

  • @SwamiRameswarananda-lg1kp
    @SwamiRameswarananda-lg1kp 20 дней назад

    Many Many Thanks

  • @user-uh6bp3ny1b
    @user-uh6bp3ny1b 20 дней назад

    Jay jaganatha

  • @user-cb4bc5cg1h
    @user-cb4bc5cg1h 20 дней назад

    Congratulations sir,,,,apan pratipakhya karibe nahi,,,, sundar bhabare kaam karibe

  • @shibaprasadsahoo3162
    @shibaprasadsahoo3162 20 дней назад

    Jay jaganatha very nice suggestion God bless him 🙏

  • @satyabannaik4539
    @satyabannaik4539 20 дней назад +1

    ଯେଉଁ ବିରୋଧୀ ଗୋଷ୍ଠୀ କହୁଥିଲେ କୁଆଡେ ଗଲା ଓଡ଼ିଆ ଅସ୍ମିତା? ଆଖି ଖୋଲିକି ଦେଖ l ଜଣେ ଓଡ଼ିଆ ଅଭିଜ୍ଞ ଅଫିସର ଙ୍କୁ ନିଯୁକ୍ତି ମିଳିଲା l କିଛି ଭି କହିବା ପୂର୍ବରୁ ଭାବି ଚିନ୍ତି କହିବା କଥା ନଚେତ ନିଜ ଆଡକୁ ବୁମେରାଙ୍ଗ ଟି ଫେରିବ ଏଥିରେ କୌଣସି ଦ୍ବି ମତ ନାହିଁ l ପାଢ଼ୀ ଙ୍କ ଆଗରୁ ଅଭିଜ୍ଞତା ରହିଛି କିନ୍ତୁ ତାଙ୍କୁ ସେଠାରେ ଅବସ୍ଥାପିତ କରାଯାଉ l ଜୟ ଜଗନ୍ନାଥ l ଏସ ଲେବର ପାର୍ଟି (SLP) ଆଗକୁ ଆସୁଛି l

  • @quoteoftheday2357
    @quoteoftheday2357 20 дней назад

    Veer Bikram Jadab ra Sadajantra Mohan birudhare thila pandu nirdasare Jagannath nka ichha ta hela 🎉🎉🙏🙏

  • @prasantasahoo8638
    @prasantasahoo8638 20 дней назад

    Very good decision of odisha govt.

  • @parvakarnayak645
    @parvakarnayak645 20 дней назад

    Perfect dicisan Odia Asmita in jagannath temple swagatam new Avatar

  • @PuspanjaliRatha
    @PuspanjaliRatha 20 дней назад

    An excellent step

  • @PremaLata-pw3dg
    @PremaLata-pw3dg 21 день назад

    Very very best🎉

  • @debadashsamantaray4668
    @debadashsamantaray4668 20 дней назад

    Sir my earnest request not to allow any mobile phone to the chariots. Should be strictly prohibited

  • @chandrabhanubagarti1675
    @chandrabhanubagarti1675 21 день назад

    Good 💐

  • @chittaranjanmohapatra8131
    @chittaranjanmohapatra8131 21 день назад

    Good step 👍

  • @user-ou7oh4wd9z
    @user-ou7oh4wd9z 20 дней назад +1

    ଅରବିନ୍ଦ ପାଢ଼ୀ ଆମ ଯାଜପୁର ର collector ଥିଲେ l ଲୋକ ଆଜି ଝୁରୁଛନ୍ତି ତାଙ୍କୁ l ତାଙ୍କ କାମ ଓ ତାଙ୍କ ଶାସନ ଏକଦମ ଉତ୍ତମ l
    ବାସ୍ତବ ରେ ଜଣେ ବହୁତ ଭଲ ଲୋକ ସେ

    • @jitendra33453
      @jitendra33453 20 дней назад

      ❤ ଆମ school 🏫 କୁ ଆସିଥିଲେ 2006ରେ jajpur , talent and powerful officer

  • @user-yj5sd1qv4w
    @user-yj5sd1qv4w 21 день назад

    Good decision

  • @surendramoharana6643
    @surendramoharana6643 21 день назад

    Good disition, Mr padhi is very talented person.

  • @muodia2047
    @muodia2047 20 дней назад

    Best choice.

  • @user-ze8gr8ue6y
    @user-ze8gr8ue6y 20 дней назад

    A pari habadrora bahuta bhala haba

  • @BasantaNayak-ki5wd
    @BasantaNayak-ki5wd 21 день назад

    ଭଲ ପାଡ଼ିଲେ, ତମେ କଲେ ଲୀଳା
    ଅନ୍ୟ କେହି କଲେ ସଲିଟ କିଳା

  • @SHAISYAMINFOTECH
    @SHAISYAMINFOTECH 21 день назад

    ବୀର ବିକ୍ରମ ଯାଦବ ଙ୍କ ସ୍ଥାନ ରେ ନୂଆ ପ୍ରଶାସକ ହେଇଛନ୍ତି ବୀର ବିକ୍ରମ ଯାଦବ 😂😅😅😅😅

  • @Hemantkumarsahoo-xk6ht
    @Hemantkumarsahoo-xk6ht 20 дней назад

    Padhi sir Bhal

  • @smohanty3507
    @smohanty3507 20 дней назад

    chakiri miliba mate..mandira prasasaka nua asile😊😊😊😊

  • @sriyanshupadhi6627
    @sriyanshupadhi6627 20 дней назад +4

    ଅନ୍ୟ ରାଜ୍ୟରେ ଥିବା ଓଡ଼ିଆ ଅଫିସର ମାନଙ୍କୁ ମଧ୍ୟ ତଡିବା ଦର୍କାର. କିନ୍ତୁ ସେମାନେ ତଡିବେନି . ଦେଶ ପ୍ରେମ ରାଜ୍ୟ ରାଜ୍ୟ ମଧ୍ୟରେ ଭଲ ପାଇବା ସେମାନଂକୁ ଜଣା 😢. ପ୍ରଭୁ ଏ ଓଡିଶା ଲୋକ ଙ୍କୁ ସଦବୁଦ୍ଧି ଦିଅ. ଭାରତର ଅଖଣ୍ଡତା ବଜାୟ ରହୁ. ❤

  • @SHAISYAMINFOTECH
    @SHAISYAMINFOTECH 21 день назад

    କଣ ଠିକ ସେ ପଢି ପାରୁନୁ କି ରାମ୍ପି କାମ୍ପି ହଉଛୁ ନିୟୁଜ ଠିକ ରର ପଢେ

  • @santoshnayak2083
    @santoshnayak2083 21 день назад

    Arbibdha sir reqest apnku sebayat nk member kam karjuu..au young star nku sebayat rakhnthu nhai ...mobile au gold chain ban karrjuu spical id card laguu heuu sebayat nk pai id card

  • @myschoolmyprestige7730
    @myschoolmyprestige7730 20 дней назад

    ଇଏ ପ୍ରଶାସକ କାହାର

  • @santoshsabat451
    @santoshsabat451 20 дней назад

    Nitikanti sahita nirdharita sebayata rahiba niyamaku kada kadi bhabare lagu heba uchit prakuta bhaba o bhakti mahaprabhu k upare rahiba Shreya o dheya samaya asichhi

  • @sunilkumarpatnaik6953
    @sunilkumarpatnaik6953 20 дней назад

    BSF Pass copy dekhai Ana-Odia loka/families Puri Jagannath nka Mandira bhitarey VVIP darshana karuchanti. ..... BAN SUCH BSF PASS FACILITIES EXCEPT PARTICULAR BSF JAWAN.

  • @ashishpatnaik5171
    @ashishpatnaik5171 21 день назад

    Naveen 2014 re deithiba experience kama deba Arabinda nkara...

    • @user-hc5rd3pw7t
      @user-hc5rd3pw7t 21 день назад +2

      Aravinda padhi valo ias taku nabin odissa ru Bida karithila au tanka wife Usha padhi mku bi

  • @umapatisailendusekhar1253
    @umapatisailendusekhar1253 20 дней назад

    ସମ୍ବିତ ପାତ୍ର କୁ ପୋଷ୍ଟ ଟା ଦେବାର ଥିଲା।।।।ଜଗନ୍ନାଥ ମୋଦୀ ଙ୍କ ଭକ୍ତ କହୁଥିଲା ।।। ସବୁ ବେଳେ ମୋଦୀ ମୋଦୀ ଆଉ କିଛି ଜାଣିନି ସେ।।। ମୁଖ୍ୟମନ୍ତ୍ରୀ ମହୋଦୟ ଙ୍କୁ ଅନୁରୋଧ ଆମ ସମ୍ବିତ ଭାଇ ଙ୍କୁ ସେ ପୋଷ୍ଟ ଟା ଦିଅନ୍ତୁ।।।ଜୟ ଜଗନ୍ନାଥ ସମସ୍ତଙ୍କୁ ସତ୍ ପଥରେ ଆଗେଇ ନିଅ ❤❤❤

  • @sampadbarik8802
    @sampadbarik8802 20 дней назад

    E loko brhama bivrat bele officer thila

  • @user-np8pj2sw4c
    @user-np8pj2sw4c 20 дней назад

    Balabhadra gadinahanti pandu chella jadabaku mandira prasasanaru gadeidele jay balabhadra bk rath puri

  • @sukantaparida362
    @sukantaparida362 20 дней назад

    Arabind padhi vala loka jagatsingpur Calector thila bele vala seba deithile

  • @ranjankumarrath6802
    @ranjankumarrath6802 20 дней назад

    Very good decision of odisha govt.