ଜୀବନ୍ଯାସ - ସମକାଳର ଏକ ଅନନ୍ଯ ଓଡ଼ିଆ ଗଳ୍ପ - ଗାଳ୍ପିକ - ସୀତେଶ ତ୍ରିପାଠୀ

Поделиться
HTML-код
  • Опубликовано: 10 янв 2025

Комментарии • 11

  • @nanditamohanty4787
    @nanditamohanty4787 26 дней назад

    ଖୁବ ଭଲ ଲାଗିଲା .ଏପରି ଏକ ମର୍ମସ୍ପର୍ଶୀ ଗଳ୍ପ ସହିତ ଆମକୁ ପରିଚିତ କରିଥିବାରୁ ଅଶେଷ ଧନ୍ୟବାଦ୍ ।ଗଳ୍ପିକଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ 🎉🎉

  • @storywithabinash7300
    @storywithabinash7300 26 дней назад +1

    Sir, ଏହା ଏକ ମହାନ୍ ଅନୁଜ୍ଞା ଯାହା ମଣିଷ କୁ ଏକ ଚେତନା ପ୍ରଦାନରେ ସହାୟ ହେବ 🙏🙏

  • @madhusmitaray7845
    @madhusmitaray7845 26 дней назад

    Esteemed sir...pranam.Your story telling method is so lively..it carries a swinging pace to ignite heart with joy and delight❤...You r amazing in all way...May it be a novel discussion or story telling...The story Jibanyas is really an epitome of moral full of human virtues...I hv written a poem on it after listening but the comment section is not more enough to display...I m trying to type giving space...The writer Mr. Satish sir really really the best ....How wonderfully he has placed characters to reflect such amazing and valuable message to society...କଥାରେ କହନ୍ତିନି ....ଆଜି ଦିନଟି ଶୁଭରେ ପାହିଥିଲା ...ଏତେ ସୁନ୍ଦର ଗଳ୍ପ ପୁଣି ଏତେ ସୁନ୍ଦର ବକ୍ତାଙ୍କ ଠାରୁ....ଏତେ ସୁନ୍ଦର ଢଙ୍ଗରେ....❤

  • @madhusmitaray7845
    @madhusmitaray7845 26 дней назад

    ଜୀବନ୍ୟାସ ମାନେ ମରି ପୁଣି ବଂଚିବା
    ସେ ବଞ୍ଚିବା ପୁଣି କା'ର ସ୍ନେହର ପରଶ
    ଚେତନାର ଭୂମିପରେ ତୋଳି ପାରିଜାତ
    କ୍ରୁତଜ୍ଞ ରହିବା ତା'ରେ ରଖିନିଜ ଯଶ
    ଏମିତି ଏ ଜୀବନଟା ପ୍ରତିକ୍ଷଣେ ପାଏ ଜୀବନ୍ୟାସ
    ଅଜସ୍ର କରୁଣା ପାଇ ମା' ମାଟି ଠାରୁ
    କାହାର ଆଶିଷ ଅବା ପ୍ରାର୍ଥନାର ତଳେ
    କେତେ ଦୁ୍ଃଖ ଟଳିଥିବ ଅନନ୍ତ ଯୁଗରୁ

  • @madhusmitaray7845
    @madhusmitaray7845 26 дней назад

    ସମୟର ପଦ୍ମପତ୍ରେ ଝଲମଲ କେତେ ଗଳ୍ପ
    ବିସ୍ତ୍ରୁତ ଜୀବନ ପଥେ ଦିଏ ସେ ସରଣୀ
    ଆଙ୍କିକେତେ ଚିରନ୍ତନ ବାସ୍ତବ ମୂର୍ଚ୍ଛନା
    ଅବ୍ୟକତ ଜୀବନକୁ ଦିଏସେ ବଖାଣି
    ଆଜିଯେବେ ନେପଥ୍ୟରେ ଶୁଣେ ଜୀବନ୍ୟାସ
    ସତୀଶ୍ ଙ୍କ ଲେଖନୀରେ ହୋଇଛି ଜୀବନ୍ତ
    ତିଆଡ଼ିର ସୁଷୁପ୍ତ ସେ ସ୍ଥବିର ଆତ୍ମାକୁ
    ଆନନ୍ଦ ଓ ଜଗନ୍ନାଥ କଲେ ପ୍ରାଣବନ୍ତ

    • @DrKshirodChandraBehera
      @DrKshirodChandraBehera  26 дней назад

      @@madhusmitaray7845 Amazing and simply outstanding. Ur poetic temper and critical intellect is overwhelming.May God shower blessings on u to be a great literary personality.💐

    • @madhusmitaray7845
      @madhusmitaray7845 26 дней назад

      @DrKshirodChandraBehera 🙏💚

  • @storywithabinash7300
    @storywithabinash7300 26 дней назад

    Sir, କଥାକାର ମନୋଜ ଦାସଙ୍କ 'ଜହ୍ନ ରାତିର ସେତୁ 'ଆଲୋଚନା କରନ୍ତୁ🙏

    • @DrKshirodChandraBehera
      @DrKshirodChandraBehera  26 дней назад

      @@storywithabinash7300 ଗଳ୍ପଟି ତୁମ ପାଖରେ ଅଛିକି? ଅଥବା ସଂଗ୍ରହ କରି ଦେଇପାରିଲେ ଆଲୋଚନା କରି ପାରଂତି । ମୁଁ ଓଡ଼ିଶା ବାହାରେ ରହୁଥିବାରୁ ଏ ଅସୁବିଧା।

    • @storywithabinash7300
      @storywithabinash7300 26 дней назад

      @DrKshirodChandraBehera ଆଜ୍ଞା Sir, ଚେଷ୍ଟା କରୁଛି🙏