- Видео 268
- Просмотров 967 168
Dr. Kshirod Chandra Behera
Добавлен 31 авг 2012
This channel is about Odia Language and Literature, for NET/SSB/OPSC(Odia) aspirants. Videos are presented in accordance to prescribed Syllabus and probable MCQS for Candidates/Examinees.
OPSC/NET/SSB-229-Bhatri - a tribal language of Odisha (ଭତ୍ରୀ ଜନଜାତି ଭାଷା)
ଭତ୍ରୀ ଜନଜାତି ଭାଷାର ବୈଶିଷ୍ଟ ଏହି ଅଧ୍ଯାୟରେ ଆଲୋଚନା କରାଯାଇଚି।
Просмотров: 134
Видео
NET/SSB-228 - Odia Travelogue-ସ୍ବାଧୀନତାପୂର୍ବ ଓଡ଼ିଆ ଭ୍ରମଣ ସାହିତ୍ଯ
Просмотров 20412 часов назад
ଏହି ଅଧ୍ଯାୟରେ ସ୍ବାଧୀନତାପୂର୍ବ ଓଡ଼ିଆ ଭ୍ରମଣ ସାହିତ୍ଯର ଇତିହାସ ଓ ସ୍ବରୂପ ସଂପର୍କରେ ଆଲୋଚନା କରାଯାଇଚି ।
NET/SSB -227 - Shasti- a novel by Kanhucharan- ଅନବଦ୍ଯ ପ୍ରଣୟ ଗୀତି - ଶାସ୍ତି
Просмотров 15319 часов назад
ବିଶିଷ୍ଟ ଓୌପନ୍ଯାସିକ କାହ୍ନୁଚରଣଂକ ଉପନ୍ଯାସ ଶାସ୍ତିର କାହାଣା ଓ ୧୮୬୬ ଦୁର୍ଭିକ୍ଷର ସାମାଜିକ ପଟ୍ଟଭୂମି ଆଲୋଚିତ ଏହି ଅଧ୍ଯାୟରେ।
NET/SSB - 226 - Abyapara - a novel by H K Mahatab (ଅବ୍ଯାପାର(ଦ୍ବିତୀୟ ବିବାହ) ଉପନ୍ଯାସ)
Просмотров 232День назад
ଉତ୍କଳ କେଶରୀ ହରେକୃଷ୍ଣ ମହତାବଂକ ଲେଖନୀରୁ ସୃଷ୍ଟି ହୋଇଚି ଅନନ୍ଯ ଉପନ୍ଯାସ ଅବ୍ଯାପାର । ଓଡ଼ିଆ ଉପନ୍ଯାସ ସାହିତ୍ଯରେ ଏହି ଉପନ୍ଯସର କାହିଁକି ଯଥେଷ୍ଟ ଚର୍ଚ୍ଚା ହୋଇନାହିଁ ତାହା ଏହି ଅଧ୍ଯାୟରେ ଆଲୋଚନା କରାଯାଇଚି।
NET/SSB -225 - Pratibha - a novel by H K Mahatab(ଉପନ୍ଯାସ - ପ୍ରତିଭା-ଗ୍ରାମ୍ଯ ବାଳିକାର ଦୁଃସାହସିକ କାହାଣୀ)
Просмотров 17414 дней назад
ପ୍ରତିଭା ଉତ୍କଳ କେଶରୀ ହରେକୃଷ୍ଣ ମହତାବଂକ ଏକ ଅନନ୍ଯ ରାଜନୀତିକ ଉପନ୍ଯାସ। ସ୍ବାଧୀନତା ସଂଗ୍ରାମର ବାସ୍ତବ ଚିତ୍ର ସହ ଔପନିବେଶିକ ତଥା ସାମଂତବାଦୀ ଶାସନ ବ୍ଯବସ୍ଥା, ନାରୀଶିକ୍ଷା ଓ ଜାଗରଣ, ଓଡ଼ିଆ ଗ୍ରାମୀଣ ପରଂପରାର ଚିତ୍ର ଉପନ୍ଯାସରେ କିପରି ଅଂକିତ ହୋଇଚି - ତାହା ଏହି ଅଧ୍ଯାୟରେ ଆଲୋଚନା କରାଯାଇଚି।
NET/SSB-224 Malajanha - ମଲାଜହ୍ନ ଉପନ୍ଯାସ-ପ୍ରେମାହୂତିର ଉଦ୍ଭାସ
Просмотров 28514 дней назад
ଓଡ଼ିଆ ଉପନ୍ଯାସ ସାହିତ୍ଯର ଇତିହାସରେ ମଲାଜହ୍ନ ଏକ ମାଇଲ ସ୍ତମ୍ଭ । ଉପେନ୍ଦ୍ରକିଶୋର ଦାସଂକ ରଚିତ ଏହି ଉପନ୍ଯାସରେ ପୁରୁଷକୈନ୍ଦ୍ରିକ ସମାଜରେ ନାରୀର ଅସହାୟତାର ମାର୍ମିକ ଚିତ୍ର ଉପସ୍ଥାପିତ।
NET/SSB - 223 - Abhisapta Gandharba - ଅଭିଶପ୍ତ ଗର୍ନ୍ଧବ-ଗାଁ”ର ମହକ
Просмотров 27314 дней назад
ମହାପାତ୍ର ନୀଳମଣି ସାହୁଂକ କାଳଜୟୀ କୃତି ଅଭିଶପ୍ତ ଗର୍ନ୍ଧବ ପୁସ୍ତକର NET/SSB ପରୀକ୍ଷା ନିମିତ୍ତ ମଲ୍ଟିପଲ ଚଏସ ପରୀକ୍ଷା ପ୍ରସ୍ତୁତି ପ୍ରଣାଳୀ
NET/SSB - 222 -Twenty first century Odia Short Story(2001-2020) - objectives and perspectives
Просмотров 31621 день назад
ଏକବିଂଶ ଶତାବ୍ଦୀ (୨୦୦୧-୨୦୨୦) ଓଡ଼ିଆ ଗଳ୍ପର ସାମାଜିକ ଭିତ୍ତି, ସ୍ବରୂପ, ବୈଶିଷ୍ଟ୍ଯ ଓ ଶୈଳୀ ସଂପର୍କରେ ଏହି ଅଧ୍ଯାୟରେ ଆଲୋଚନା କରାଯାଇଚି ।
NET/SSB - 221 - Odia Short Story(1980-2000) - Objectives and Perspectives
Просмотров 37721 день назад
1980 ରୁ 2000 ମଧ୍ଯରେ ରଚିତ ଓଡ଼ିଆ ଗଳ୍ପର ସ୍ବରୂପ ଓ ଶୈଳୀ ସଂପର୍କରେ ଏଠାରେ ଆଲୋଚନା କରାଯାଇଚି ା
NET/SSB - 220 - ଜହ୍ନରାତିର ସେତୁ - ମନୋଜ ଦାସ ( Janharatira Setu by Manoj Das)
Просмотров 16521 день назад
ଜହ୍ନରାତିର ସେତୁ - ଅଂର୍ତଜାତିକ ଖ୍ଯାତିସଂର୍ପନ କଥାକାର ମନୋଜ ଦାସଂକ ଏକ କାଳଜୟୀ ଗଳ୍ପ । କଥାକାର କୁହୁକ ବାସ୍ତବତା ଶୈଳୀର ପ୍ରୟୋଗ କରି ଗଳ୍ପରେ କିପରି ଏକ ଅଲୈକିକ ପରିବେଶ ସୃଷ୍ଟି କରିପାରିଛଂତି ସେ ସଂପର୍କରେ ଏଠାରେ ଆଲୋଚନା କରାଯାଇଛି ।
ଜୀବନ୍ଯାସ - ସମକାଳର ଏକ ଅନନ୍ଯ ଓଡ଼ିଆ ଗଳ୍ପ - ଗାଳ୍ପିକ - ସୀତେଶ ତ୍ରିପାଠୀ
Просмотров 18821 день назад
ମାନବ ଜାତିର ଇତିହାସରେ ଅକୃତଜ୍ଞତାର କାହାଣୀ ଭରି ରହିଛି । ସ୍ବାର୍ଥପରତା ଓ ପରଶ୍ରୀକାତରତା ଅନେକ ସମୟରେ ମଣିଷପଣିଆକୁ ମାରିଦେଇଥାଏ । ଅତି ସାଧରଣ ପିଲାଟିଏ ନିଷ୍ଠା ବଳରେ ସଫଳତାର ଶିଡି ଚଢିଲାପରେବି କିପରି କୃତଜ୍ଞ ରହିଛି ଅତୀତ ପ୍ରତି - ତାହାର ଏକ ହୃଦୟ ଆଲୋଡନକାରୀ ବର୍ଣ୍ଣନା ହେଉଚି ଜୀବନ୍ଯାସ ଗଳ୍ପ । ମଣିଷ ଭିତରେ ମଣିଷପଣିଆ ଜାଗ୍ରତ କରିପାରିବା ପରି ଏ ଗଳ୍ପ ।
NET/SSB -219 - Critical analysis of Novel - Matimatala ( Matimatal Upanyasara tatwika bislesana)
Просмотров 18328 дней назад
ମାଟିମଟାଳ ଉପନ୍ଯାସର ତାତ୍ତ୍ବିକ ବିଶ୍ଳେଷଣ
NET /SSB -218 - Story of Matimatal- a prose epic by eminent writer Gopinath Mohanty
Просмотров 25528 дней назад
ମାଟିମଟାଳ ଏକ ଅନବଦ୍ଯ ଉପନ୍ଯାସ ଯାହାକୁ ଆଧୁନିକ ମହାକାବ୍ଯ ମଧ୍ଯ କୁହାଯାଇଥାଏ ା ଏହି ଅଧ୍ଯାୟରେ ଏହାର କାହାଣୀ ଆଲୋଚନା କରଯାଇଚି ା
NET/SSB -217- Discussion on Mun Satyadharama kahuchi by Prof Chandrasekhar Ratha
Просмотров 177Месяц назад
ମୁଁ ସତ୍ୟଧର୍ମା କହୁଚି ଏକ ଚର୍ଚ୍ଚିତ ପ୍ରବଂଧ - ବହୁ ବିଦ୍ଯାର୍ଥୀ ଏହାକୁ ବୁଝିପାରି ନ ଥିବାରୁ ତାଂକର ଅନୁରୋଧକ୍ରମେ ଏଠାରେ ତାହାର ଆାଲୋଚନା କରାଯାଇଚି ।
ଗୁରୁପ୍ରସାଦଂକ କାଳପୁରୁଷ କବିତାର ଜନ୍ମ ଓ ପ୍ରକାଶନ ରହସ୍ଯ
Просмотров 155Месяц назад
ଗୁରୁପ୍ରସାଦଂକ କାଳପୁରୁଷ କବିତାର ଜନ୍ମ ଓ ପ୍ରକାଶନ ରହସ୍ଯ
ଗୁରୁପ୍ରସାଦଂକ କବିତାରେ ପ୍ରକୃତି ଓ ସଂସ୍କୃତି - ପ୍ରଫେସର ଚିତ୍ତରଂଜନ ମିଶ୍ର
Просмотров 373Месяц назад
ଗୁରୁପ୍ରସାଦଂକ କବିତାରେ ପ୍ରକୃତି ଓ ସଂସ୍କୃତି - ପ୍ରଫେସର ଚିତ୍ତରଂଜନ ମିଶ୍ର
Modern Odia trend setters poems by eminent poet scholar Prof Bhagaban Jaysingh
Просмотров 67Месяц назад
Modern Odia trend setters poems by eminent poet scholar Prof Bhagaban Jaysingh
Khiching, the birth place of historian Krushna Chandra Panigrahi, author of Amma Samayara Odisha.
Просмотров 137Месяц назад
Khiching, the birth place of historian Krushna Chandra Panigrahi, author of Amma Samayara Odisha.
My relationship with my village forest.
Просмотров 302Месяц назад
My relationship with my village forest.
Keshna- Mayurbhanj, a place of Famous Stone carvings .
Просмотров 89Месяц назад
Keshna- Mayurbhanj, a place of Famous Stone carvings .
For PGT Odia Examination -6- କବି ବିନୋଦ ଚନ୍ଦ୍ର ନାୟକ (Paper-II, Unit-VIII)
Просмотров 4,7 тыс.Год назад
For PGT Odia Examination -6- କବି ବିନୋଦ ଚନ୍ଦ୍ର ନାୟକ (Paper-II, Unit-VIII)
For PGT Odia Examination -5-ଓଡ଼ିଆ ପଦାବଳୀ ସାହିତ୍ୟ (Unit-VII)
Просмотров 3,6 тыс.Год назад
For PGT Odia Examination -5-ଓଡ଼ିଆ ପଦାବଳୀ ସାହିତ୍ୟ (Unit-VII)
For PGT Odia Examination -4-ଓଡ଼ିଆ ସାହିତ୍ୟରେ ନବଜାଗରଣ - ପ୍ରବନ୍ଧ ସାହିତ୍ୟ(2) (Unit-VIII)
Просмотров 1,6 тыс.Год назад
For PGT Odia Examination -4-ଓଡ଼ିଆ ସାହିତ୍ୟରେ ନବଜାଗରଣ - ପ୍ରବନ୍ଧ ସାହିତ୍ୟ(2) (Unit-VIII)
For PGT Odia Examination -3-ଓଡ଼ିଆ ସାହିତ୍ୟରେ ନବଜାଗରଣ - ପ୍ରବନ୍ଧ ସାହିତ୍ୟ(1) (Unit-VIII)
Просмотров 2,6 тыс.Год назад
For PGT Odia Examination -3-ଓଡ଼ିଆ ସାହିତ୍ୟରେ ନବଜାଗରଣ - ପ୍ରବନ୍ଧ ସାହିତ୍ୟ(1) (Unit-VIII)
For PGT Odia Examination -2-ଓଡ଼ିଆ ସାହିତ୍ୟରେ ନବଜାଗରଣ - ମୁଦ୍ରଣ ଯନ୍ତ୍ର ଓ ପତ୍ରିକା (Unit-VIII)
Просмотров 3,4 тыс.Год назад
For PGT Odia Examination -2-ଓଡ଼ିଆ ସାହିତ୍ୟରେ ନବଜାଗରଣ - ମୁଦ୍ରଣ ଯନ୍ତ୍ର ଓ ପତ୍ରିକା (Unit-VIII)
For PGT Odia Examination -1-ଓଡ଼ିଆ ସାହିତ୍ୟରେ ନବଜାଗରଣ - (Unit-VIII)
Просмотров 3,1 тыс.Год назад
For PGT Odia Examination -1-ଓଡ଼ିଆ ସାହିତ୍ୟରେ ନବଜାଗରଣ - (Unit-VIII)
Anugalpa reading by Sj Rabi Panda & Rabindra Kumar Das - Video-217
Просмотров 1,2 тыс.Год назад
Anugalpa reading by Sj Rabi Panda & Rabindra Kumar Das - Video-217
ପରଜା ଓ ଅରଣ୍ୟେର ଅଧିକାର ଏକ ତୁଳନାତ୍ମକ ବିଚାର
Просмотров 595Год назад
ପରଜା ଓ ଅରଣ୍ୟେର ଅଧିକାର ଏକ ତୁଳନାତ୍ମକ ବିଚାର
❤❤❤
❤❤❤
Apan ku koti koti pranam guru jii 🙏
Sir ,ମୁଁ ଏକ ଭତ୍ରା ପିଲା ❤❤ 😊😊😊 but ଏହି ସବୁ ବିଷୟରେ ଜାଣିନି। ହଁ ବହୁତ ଭଲ ହେଇଛି sir , ମୁଁ ଏବେ +୩ ରସାୟନ ବିଜ୍ଞାନର ଛାତ୍ର ,ମୋ ଭାଷା କୁ ଲୋକ ଦେଶିଆ ଭାଷା ବୋଲି ବେଶ୍ ଜଣାଶୁଣା ।ଆଉ ଦିଆଲି ଭି ଆମ ବଡ ପର୍ବ , দারুন ধন্যবাদ ❤❤❤😊😊😊😊
@@Motivational-ff9fx ସୁମନାସ, ଦେଶିଆ ଆନ୍ତଃ ଜନଜାତି ଭାଷା, ମାତ୍ର ଭତ୍ରୀ ତୁମର ଭାଷା, ଏହା ଦେଶିଆ ଭାଷାରୁ ସାମାନ୍ଯ ଭିର୍ନ୍ନ, ତୁମେ ଯଦି ଚାହଁ ଏ ସଂପର୍କରେ ଆମେ ଆଉ ଏକ ପୁସ୍ତକ ଲେଖିପାରିବା । ବହୁତ ସ୍ନେହ ଓ ସୁମନାସ💐
Sir apanank book keuthu paibi
@@Alakaodiasahitya Athena Books Bhubaneswar
Sir apanank halp cahuchhi
@@Alakaodiasahitya କଉ ବିଷୟରେ
Ekabinsa satabdhira galpa ra samaj tatwa project sir
@@Alakaodiasahitya Plz listen this episode carefully, u will get ur answer
Pranam sir... ଏକବିଂଶ ଶତାବ୍ଦୀର ଓଡ଼ିଆ ଗଲ୍ପ ର ସମାଜତତ୍ତ୍ଵ ବିଷୟରେ ଟିକେ ଆଲୋଚନା କରନ୍ତୁ..
@@Alakaodiasahitya କରିଚି
Pranam Sir....We hv learnt many more things about the Bhatri language and knew all details in a semi brief mode to cover all the grammatical aspects & origin of this language from you ...Thank u so much...for this rare listing video .🙏
@@madhusmitaray7845 Most welcome 💐
❤
Sir pranam 🙏bidyehisa bilasa tikie alochona karantu
Sir cpet pain kichhi video anantu 🙏🙏
@@PrajnaSwain-m3y suggest topics
@DrKshirodChandraBehera ଚର୍ଯ୍ୟା ଗୀତିକା, ସାରଳା ସାହିତ୍ୟ, ପଞ୍ଚ ସଖା ସାହିତ୍ୟ, ରୀତି ଯୁଗ
@ ଚର୍ଯାଗୀତିକାର ଆଲୋଚନା ହେଇ ସାରିଚି ଦେଖିଦିଅଂତୁ CPET ରେ ପ୍ରଶ୍ନ କିପରି ଆସେ ଦୟାକରି ଜଣାଂତୁ
@@DrKshirodChandraBehera ସାରଳା ସାହିତ୍ୟ - ସାରଳା ମହାଭାରତ ଓ ସଂସ୍କୃତ ମହାଭାରତ ମଧ୍ୟରେ ତୁଳନା, ପଞ୍ଚ ସଖା ସାହିତ୍ୟ- ବଳରାମ ଦାସଙ୍କ ଜଗମୋହନ ରାମାୟଣ, ଜଗନ୍ନାଥ ଦାସ ଓ ଅଚ୍ୟୁତାନନ୍ଦ ଦାସ ଙ୍କ ବିଷୟରେ, ରୀତି ଯୁଗ- ରୀତି ଯୁଗ ର ଗୁରୁତ୍ୱପୂର୍ଣ୍ଣ କବି ଓ ସେମାନଙ୍କ କୃତି ଓ କିଛି ପଦ ଆସେ ଓ ତାର କବି ଙ୍କ ନାମ କଣ ଆସେ।
@ ଠିକ୍ ଅଛି
Namaste sir nice topic
Thanks a ton.
🎉
Sir, pranam aapananku aanurodh ltr tgt odia ra class dayakari aarmbha karantu... 🙏🙏🙏🙏
@@bhartibharti1388 Plz upload syllabus and module of exam
@DrKshirodChandraBehera mail id plz sir
@DrKshirodChandraBehera mail id plz sir
Sir, ସ୍ଵାଧୀନତା ପରବର୍ତ୍ତୀ ଭ୍ରମଣ ସାହିତ୍ୟ ଆଲୋଚନା କରନ୍ତୁ 🙏
ବୋହୁ ଉପାଦେୟ ପ୍ରସଙ୍ଗ ଧନ୍ୟବାଦ୍ sir🙏
ପ୍ରଣାମ ସାର୍ 🙏🙏
@@mamalipanda4447 ସୁମନାସ ମାମାଲି💐
Pranam Sir🙏..... Introduction is very nice....it is quite helpful for ugc net students,one or two question must from this section...Beautiful presentation...❤
@@madhusmitaray7845 Thanks dear for ur inspiration 💚
Both giving and receiving inspiration is a blissful process,a bright aspect of human expression...beyond age or gender...Thank u Sir🙏
@ Great thought 💚
@ True . This process of sharing knowledge and ideas is great help to explore and express the self. Reader’s response is very very valuable to a writer. It’s gives pleasure and motivation to write more. It’s my great pleasure to have you as a my valuable co-writer. Grateful to you 💐Yes, it is always above gender and age. Only few people like you,feel it.
🙏🙏
Rajendra panda after independence kabya dhara sir alochona karantu
Thank you sir 🙏 class bhut badhia
ପ୍ରଣାମ ସାର୍ 🙏❤️
Be blessed
ନମସ୍କାର ସାର୍ ❤❤
@@akshayasamal3939 ସୁମନାସ
Sir 🙏 ଆଲୋଚନାଟି ସରଲ ଓ ଅତି ଉଚକୋଟିର ଶିକ୍ଷ୍ୟା ସମ୍ବଳିତ ଯାହା ସ୍ମୃତିଚାରଣ ଅର୍ଥେ ଜଣେ ବିଦ୍ୟାର୍ଥୀ ପାଈଁ ପ୍ରଜ୍ୟୁଯ୍ୟ ଅଟେ। ଧାନବାଦ sir🙏🙏
Pranam Sir.....ଆପଣଙ୍କର ଏଇ ଆଲୋଚ଼ନା ବାସ୍ତବରେ ଶାସ୍ତି ଉପନ୍ୟାସର କରୁଣ,ମାର୍ମିକ ଜୀବନଗାଥା ,ଦୁର୍ଭିକ୍ଷର କରାଳ ରୂପରେ ମାନବ ଅନ୍ତର ତଳର ପ୍ରେମମୟ ଅଭିବ୍ୟକ୍ତି ଏବଂ ତତ୍କାଳୀନ ସମାଜରେ ମନୁଷ୍ୟ ସମାଜରେ ଘୋଟିଥିବା ଜାତିପ୍ରଥାର ମିଥ୍ୟା ବଡ଼ପଣର ଚ଼ିତ୍ର ,ଅନ୍ତର ତଳେ ମନୁଷ୍ୟର ଦୟା,ପ୍ରେମ, ସମ୍ବେଦନଶୀଳତାର ଦୁର୍ଭିକ୍ଷର ଚ଼ିତ୍ରକୁ ଉଦଜ୍ଜୀବିତ କରାଇଦେଲା...ଉପନ୍ୟାସ ଟି କରୁଣରସରେ ଛଳଛଳ....ପାଠକ ମନଭରି ଲୋତକାପଳୁତ ହେବାର ଯଥେଷ୍ଟ ଉପାଦାନ ମହଜୁଦ୍,ଯେତେବେଳେ ସନିଆଁକୁସେମାନେ ଜାତିରେ ମିଶେଇବା ପାଇଁ ନାନାଦି ବରାଦ, ପୂଜା କଥା କହୁଥିଲେ ମନରେ ବିଦ୍ରୋହ ସ୍ରୁଷ୍ଟି ହୁଏ...ଯେତେବେଳେ ଚିତେଇ ତା'ଘରେ କୋଠିଆ ରହିବାକୁ କହୁିଲା ସେତେବେଳେ ମନରେ ଉତ୍ତେଜନା ଆସେ..କ'ଣ ନଲେଖିଛନ୍ତି କାହ୍ନୁବାବୁ..ପାଠକର Emotion କୁ ବେଶ୍ ଚହଲେଇ ଦେଇଛନ୍ତି ଶେଷପର୍ଯାୟରେ...ଏଇ ସବୁ ଲେଖା ବାସ୍ତବରେ କ୍ଳାସିକ୍....
@@madhusmitaray7845 ଚମତ୍କାର ତୁମ ଅନୁଭବ ଓ ଲିଖନଶୈଳୀ - ଉଚ୍ଚତର ଚିଂତନରେ ସର୍ବଦା ତୁମେ ମୋତେ ଆଶ୍ଚର୍ଯ୍ଯାନ୍ବିତ କରୁଚ- ଅନେକ ଅନେକ ସୁମନାସ ମଧୁସ୍ମିତା💐
@DrKshirodChandraBehera ଆପଣ ଆମ୍ଭମାନଙ୍କର ପ୍ରେରଣା..........We r grateful....🙏
My best sir ❤❤❤❤
@@himanshubhatia469 ସୁମନାସ
🙏 ପ୍ରଣାମ୍ ସାର୍ 🙏 'ନେତି ନେତି ' ଉପନ୍ୟାସ ନାମକରଣର ଯଥାର୍ଥତା ଟିକେ ଆଲୋଚନା କରିବାକୁ ଅନୁରୋଧ ।🙏
@@dibakarbehera6242 ନେତି ନେତିର ଗହିର ଅର୍ଥ ରହିଚି. ଏହି ଶବ୍ଦ ଉପନିଷଦରେ ବ୍ଯବହୃତ ହୋଇଚି. ନାହିଁ ନାହିଁ ମଧ୍ଯରେ ହଁ . ଅଳୀକ ପୃଥିବୀ ଓ ଜୀବନର ମାହାମ୍ଯ ସଂପର୍କରେ ଏହା କୁହାଯାଇଥାଏ . ଏହା ମଧ୍ଯ ଗ୍ଯାନ ଯୋଗର ଅଂଶବିଶେଷ . ଏହାକୁ Devine by Negation ମଧ୍ଯ କୁହାଯାଇଥାଏ . ଏକ ଦାର୍ଶନିକ ଅର୍ଥରେ ସୁରେନ୍ଦ୍ର ବ୍ଯବହାର କରିଛଂତି .
❤🎉😊
ଧନ୍ୟବାଦ Sir ଅନୁରୋଧ ରକ୍ଷା କରିଥିବାରୁ
@@odiagalpasambhar ସୁମନାସ💐
ପ୍ରଣାମ୍ ସାର୍🙏 ଆନ୍ତରିକ କୃତଜ୍ଞତା🙏💐
@@shakshiagrawal7794 ସୁମନାସ ସାକ୍ଷୀ💐
Sir pranam🙏
@@malaysethi4600 ସୁମନାସ ମଳୟ💐
❤❤❤ସାର୍ ଆପଣଙ୍କ ଉପସ୍ଥାପନା ଶୈଳୀ ସିଧାସଳଖ ହୃଦୟକୁ ଛୁଇଁ ଯାଏ ❤❤❤
@@pradeepKumar-ti7ut ଧନ୍ଯବାଦ ପ୍ରଦୀପ ବାବୁ💐
❤🎉🎉
ଆଲୋଚନା ବହୁତ ଭଲ ହୋଇଛି ସାରେ 🙏🏻🙏🏻🙏🏻
ସାର 🙏🏻। ଆପଣ ମୋର କମେଣ୍ଟର ରିପ୍ଲାଏ ଦେଲେ, ମୁଁ ନିଜକୁ ଧନ୍ୟ ମନେକରୁଛି। ମୁଁ ଆପଣଙ୍କର ଜଣେ follewer। ଜଣେ ପ୍ରାଥମିକ ଶିକ୍ଷକ, କେନ୍ଦ୍ରାପଡ଼ାର। ରଞ୍ଜନ
@@ranjankumarmohanty4605 ଧନ୍ଯବାଦ ଓ ସୁମନାସ
ଆପଣଙ୍କ ଆଲୋଚନା ପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ ଓ ପ୍ରଣାମ ମହାଶୟ 🙏🏻🙏🏻🙏🏻
ସାର 🙏🏻। ଆପଣ ମୋର କମେଣ୍ଟର ରିପ୍ଲାଏ ଦେଲେ, ମୁଁ ନିଜକୁ ଧନ୍ୟ ମନେକରୁଛି। ମୁଁ ଆପଣଙ୍କର ଜଣେ follewer। ଜଣେ ପ୍ରାଥମିକ ଶିକ୍ଷକ, କେନ୍ଦ୍ରାପଡ଼ାର। ରଞ୍ଜନ
@@ranjankumarmohanty4605 ଧନ୍ଯବାଦ
ନମସ୍କାର ସାର ❤
@@BirendrakumarRana-gm7qh ସୁମନାସ
Sir ugc net ra syllabus sabu padhantu sir plese
@@ManaseeNaik-h6u କୋଉ ବିଷୟ କୁହ ? ପ୍ରାୟ ସବୁ ବିଷୟରେ ଭିଡିଓ କରିସାରିଚି.
Sir bramana sahitya tikie class karantu🙏
@@malaysethi4600 ନିଶ୍ଚୟ
@@DrKshirodChandraBehera Thank you sir
Pranam Sir....I compare both Pratibhaa and Abyaapar and find in prativa the writer's pen has a limit, he completed the novel describing the social scene in the time period of non-coperative movement, and according to u some feminism aspects of that time...I loved the letter that prativa has written to prakash to convey her emotions to Navin in a come up with way or like a dauntless way as she has the right to do things like a man not less than anything....I loved the writer's modality to bring Pratibhaa beyond threshold...He put forward the woman's shrinking emotions like a natural flow through the help of PRAKASH...the sunshine...though Prativa novel is short still it carries a lots of things that U light upon....and in byapar the writer's pen has carried more social phenomena....Gopabandhu's service to mankind is service to God ,It carries lots of empathetic panorama....Here not only we see the struggle of advanced Prativa...But also the write. added one more women in a woman's life to make the social sight more outstanding....And the praja aandolan ,deplorable view of famine....concept of two types of ideals....Gandhibaad and subash baad etc....Here we can see the writer's spontaneity that has been limited in Pratibhaa...Thank u for everything u teach us❤
Thanks a ton dear. U have caught the chords of the both novels. Writers has limitations , due to the demands of storyline writers makes some twists. But above all the attitude and ideas remain beneath the story line which a conscious reader can detect. U r among them who observe the story lines in very details and insects it to discover the truth behind the story. It’s my great pleasure and privilege to have u as a vigilant observer of my show and expressing the view without inhibitions. Grateful to u. My contact number 9439203924. If u like u may share ur views in this number. Indebted and grateful to you for ever,
@DrKshirodChandraBehera Pranam sir.....Thank u sooooo much...Every body knows great men always carry great hearts and U r one of the epitome....Thanks again....🙏💚
Pranam Sir.....Sir! you always describe the novels like mini pocket stories carring all the essence in a short interval...Only we hv to read them to know the pattern of language and to feel the emotional fragrance.......Thank u so much ....we r really blessed to listen an esteemed person like u who loves the odia literature over all things as the precious part of every day life....💚🙏
@@madhusmitaray7845 Thanks a ton. Ur kind words inspired me a lot. May God bless you to have a very prosperous life.
@@DrKshirodChandraBehera🙏
❤🎉🎉
କ୍ରାନ୍ତି ର ଅନ୍ୟନାମ ନିଆଁଗୁଲ ଜାଳିବାକୁ ସମାଜର କଳୁଷ କାଳିମା ଜଳିବାକୁ ତ୍ୟାଗ ଓ ତୀତୀକ୍ଷାର ବାଡ଼଼ବାନଳରେ ଭରିବାକୁ ପ୍ରକାଶରେ କଣ୍ଟକିତ,ଦୁର୍ଗମ ପଥ ଅପହଞ୍ଚ କ୍ରାନ୍ତିର ଅନ୍ୟନାମ ଧୈର୍ଯ୍ୟ ଓ ସାହସ ପୁରୁଷରେ ଚେଇଁଉଠେ ନାରୀର ମମତ୍ୱ ନାରୀମଧ୍ୟେ ଶୁଭେ ତେଜୋଦୀପ୍ତ ବୀର ବାଦ୍ୟ ପରାଧିନ ଶ୍ରୁଙ୍ଖଳରୁ କ୍ଳାନ୍ତହୀନ ମୁକ୍ତି ସ୍ୱାଧୀନ ସୂରୁଜ ଉଏଁ ଢାଳି ସ୍ମିତହାସ୍ୟ...In this novel ...Pratibhaa...the writer used the word kranti ultimately...Kranti in the soul to awaken,arise the inner strength ,potential within.....Thank u so much Sir for your inspiration ...🙏
@@madhuray5554 ଆପଣଂକ କବିତା ଉପନ୍ଯାସର ସାରାଂଶକୁ ଚମତ୍କାର ଭାବରେ ଧରି ରଖିପାରିଚି. ବହୁତ ବହୁତ ଧନ୍ଯବାଦ💐
@DrKshirodChandraBehera 🙏💚
Pranam Sir....ଉପନ୍ୟାସଟି ବାସ୍ତବରେ ଚମତ୍କାର ଓ ଆପଣଙ୍କ ଉପସ୍ଥାପନା ଶୈଳୀ ନିଃସନ୍ଦେହରେ ସର୍ବଦା ଆକର୍ଷଣୀୟ ....ନାରୀଜାଗରଣ ର କଥା ଆସିଲେ ଏ ଲେଖନୀ ନୀରବ କେମିତି ରହିବ...ଉପନ୍ୟାସର ମଧ୍ୟ ଭାଗରୁ ଅନ୍ତିମ ପର୍ୟାୟ ବେଶ୍ dramatic ଓ educative...
Khub sundar upasthapana 🙏❤️🙏
Thankyou sir
ଧନ୍ୟବାଦ 🙏🙏
@@jasaswidas8277 welcome
Sir, very very thanks.(Very nice class)
Sir, ଅତି ସୁନ୍ଦର ବିଶ୍ଳେଷଣ ❤🙏
@@storywithabinash7300 Thanks
ଅଶେଷ ଅଶେଷ ଧନ୍ୟବାଦ୍ ସାର୍ l ଉପନ୍ୟାସ ଟିକୁ ଭଲ ଭାବରେ ବୁଝାଇଦେଲେ l
Sir pratibha rayenka asabari au nilatrusna plz class karantu
Is soft copy available with u? If u provide soft copy then I can do as I’m residing out side Odisha
Bahut sundar sir