News Point: Anant Ambani And Radhika Merchant's Wedding Is World Cheapest Marriage

Поделиться
HTML-код
  • Опубликовано: 19 окт 2024

Комментарии • 298

  • @RAJESHpradhan01994
    @RAJESHpradhan01994 3 месяца назад +123

    Jioତାର ମାସିକିଆ ପ୍ଲାନ ଉପରେ ପାଖାପାଖି 50 ଟଙ୍କା ବୃଦ୍ଧି କରିଛି jio ରଗ୍ରାହକ ସଂଖ୍ୟାରେ ଯଦି ଏହା ଗୁଣାଯାଏ ତେବେ 472,420,000 × 50 = 23,621, 000, 000 ହେଉଛି ଯାହା ବାହାଘରର ମୋଟ ଖର୍ଚ୍ଚ ଠାରୁ ଢେରେ ଅଧିକ 😂।
    ସେ ଯାହା ହେଉନା କାହିଁକି ଆମ୍ବାନି ପୁଅ ବାହାଘର ଆମ ଟଙ୍କାରେ ହେଲା ଜାଣିକି ଟିକେ ଅଲଗା ପ୍ରକାରର ଫିଲ୍ ହେଉଛି। 😂😂😂😂

    • @khusisshorts154
      @khusisshorts154 3 месяца назад +4

      Jadi lakamane bujhiparuchanti ki jio sim ru paisa badhei emiti heichi ta jio sim kadhiki fafadi dauna kn pai

    • @khusisshorts154
      @khusisshorts154 3 месяца назад +3

      Ame ଚାହିଁଲେ ସବୁ ହେଇପାରିବ

    • @priyankapuri3736
      @priyankapuri3736 3 месяца назад

      😂😂😂😂😂

    • @priyankapuri3736
      @priyankapuri3736 3 месяца назад +3

      Bahut badhiya comets bhaii😂😂😂🎉

    • @Jyoti-b5k
      @Jyoti-b5k 3 месяца назад +1

      Jio କୁ କିଏ ବନ୍ଦ କରିଦେବ କି? ଯେତେ ଯାହା ହେଲେ ବି jio ଦୌଡ଼ିଛି ଆଉ ଦୌଡିବ

  • @Bargarh11
    @Bargarh11 3 месяца назад +306

    ପ୍ରତ୍ୟେକ ଜିଓ ୟୁଜର ଙ୍କ ଟଙ୍କା ରେ ବାହାଘର ହଉଛି ?

  • @mrmantujena2124
    @mrmantujena2124 3 месяца назад +57

    ଅମ୍ବାନୀ ବଡ଼ ଭିକାରୀ
    ସେ କି ଧନୀ ତା ଠାରୁ ଧନୀ ଆମ ପୁରୀରେ ଅଛି

    • @skgm6806
      @skgm6806 3 месяца назад

      ज्जज्ञाययु llk+fddsc@as

    • @lilamayasahu6669
      @lilamayasahu6669 3 месяца назад

      Kaha reacharge deba

  • @lokeshsahu6217
    @lokeshsahu6217 3 месяца назад +92

    ଏମିତି ବାହାଘରରେ ଏପରି ଖର୍ଚ୍ଚ କରିବା ହେଉଛି ପାଗଳାମି। ଅମ୍ବାନୀ ନିଶ୍ଚିତ ଭାବରେ ଧନର ଗର୍ବରେ ପାଗଲ

  • @haradhanbehera9681
    @haradhanbehera9681 3 месяца назад +63

    ବାହାଘର ପାଇଁ କିଛି ପଇଶା କମ ହେଉଥିଲା ସେଥିପାଇଁ ଜିଓ ବ୍ୟବହାର କରୁଥିବା ଲୋକ ଙ୍କ ଠୁ ଆଦାୟ କରାଯାଉଛି.....

  • @maheswetamohanty8695
    @maheswetamohanty8695 3 месяца назад +32

    ଏତେ ଯଦି ପଇସା ଅଛି ତାହାଲେ ଲୋକଙ୍କ ଠାରୁ ଲୁଟିବା ବନ୍ଦ କର😊କାରଣ ବାହାଘର ସାବୁ ପଇସା ତାଙ୍କ ପରିଶ୍ରମ ଟଙ୍କା ରେ ହେଇନି ଗରିବ ଙ୍କ ଲୁଟି ଥିବା ଟଙ୍କା ରେ ହେଇଚି

    • @I_am_lusifer
      @I_am_lusifer 3 месяца назад

      Abe tu service paielu paisa delu tora kana paine phatuchi sala bhikari

  • @manojsahu9285
    @manojsahu9285 3 месяца назад +15

    ଆମେ କଣ ପାଇଁ ଭାବିବୁ ଭିକାରୀ ଶଳା ଆମ ପଇସା ରେ ବାହା ହେଉଛି

  • @sanjaymajhi1167
    @sanjaymajhi1167 3 месяца назад +13

    ଚିଲ ଯେତେ ଉପରକୁ ଉଡ଼ିଲେ ମଧ୍ୟ ଆକାଶର ତଳେ ହିଁ ଉଡ଼ି ଥାଏ ଧନୀ ଲୋକ ଯେତେ ଧନ ଅର୍ଜନ କରିଥିଲେ ମଧ୍ୟ ଗରିବ ଲୋକଙ୍କ ତଳେ ଥାଏ

  • @bimalpadhan-q6l
    @bimalpadhan-q6l 3 месяца назад +42

    Jio recharge mahanga bahaghar pain mahanga hela

  • @harihardhal1974
    @harihardhal1974 3 месяца назад +50

    Gariba paisare ambani ra pua bahaghar

    • @khusi5258
      @khusi5258 3 месяца назад +2

      Aame ta deichhu tankar kn kharcha haba

    • @khusi5258
      @khusi5258 3 месяца назад

      Ambani aama pakharu Paisa lotuchhanti, tanka paain kichhi byabasta karajau, jio recharge badheiki indirect aamaku Paisa magi bahaghara karuchhanti

  • @souravsenapati5846
    @souravsenapati5846 3 месяца назад +20

    Only Ratan Tata ❤heuchanti real reach person……..love you sir……Ambani real desha drohi

  • @Nsk9705
    @Nsk9705 3 месяца назад +5

    Absolutely right 👍👍

  • @kunahans385
    @kunahans385 3 месяца назад +2

    Good news sir 👍👍👍👍♥️♥️♥️

  • @OdishaSundariBeautyPageant
    @OdishaSundariBeautyPageant 3 месяца назад

    You are absolutely right 👍

  • @sasmitapothal5927
    @sasmitapothal5927 3 месяца назад

    U r right

  • @Naik-vj4ov
    @Naik-vj4ov 3 месяца назад +1

    Thanks sar very good ur massage our society❤

  • @Subhnesh23
    @Subhnesh23 3 месяца назад +5

    I really laughed at watching 2.31 😂😂

  • @mithunapradhan2321
    @mithunapradhan2321 3 месяца назад +3

    Jay shree jagannath 🙏

  • @chinmayapradhan924
    @chinmayapradhan924 3 месяца назад +8

    ଯାଗୋ ଗ୍ରାହକ ଯାଗୋ ଟୁକେଲ ନେଇକି ଭା ଗୋ

  • @sethimanoranjan9585
    @sethimanoranjan9585 3 месяца назад

    Right

  • @Sanjibasamal4449
    @Sanjibasamal4449 3 месяца назад

    Good Information,,

  • @Badaldesigymfitness21
    @Badaldesigymfitness21 3 месяца назад +6

    Indian mindset ମୁଁ ତାଠାରୁ ଆହୁରି ଧୁମ୍ ଧାମରେ ବାହାଘର କରିବି😂

  • @Chittaranjan2001-p2t
    @Chittaranjan2001-p2t 3 месяца назад +3

    Good lesson to all job seekers

  • @BasantaNayak-ki5wd
    @BasantaNayak-ki5wd 3 месяца назад +38

    ଇତିହାସ କହେ ଗୋଟିଏ ଜାଗାରେ ଗାଢ଼ (ଖାଲ) ନ ହେଲେ ଆଉ ଗୋଟିଏ ଜାଗା ଅଧିକ ଉଚ୍ଚ ହେବ କେମିତି ? ଏଇଟା ସନାତନ ପଦ୍ଧତି ! ସ୍ୱାମୀ ବିବେକାନନ୍ଦଙ୍କ ଭାଷାରେ ଏମାନେ ଜଣେ ଜଣେ ଦେଶଦ୍ରୋହୀ ଅଟନ୍ତି । ଦେଶରେ ଗରୀବ କ୍ଷୁଧିତ ଙ୍କ ପ୍ରତି ଉପହାସ ନୁହଁ ତ ଆଉ କଣ ? ଆଦର୍ଶ ରେ ମୋଦୀ ଙ୍କ ଵଂଧୁ
    Rank କେତେ ?

    • @debjanidas2358
      @debjanidas2358 3 месяца назад +1

      Absolutely right

    • @BasantaNayak-ki5wd
      @BasantaNayak-ki5wd 3 месяца назад

      @@debjanidas2358 ଧନ୍ୟବାଦ, ସତ୍ୟ କୁ ହୃଦଗଂମ ଓ ସମର୍ଥନ ନିମନ୍ତେ ! May Lord inspire ur everyday life

    • @jpcreation399
      @jpcreation399 3 месяца назад +1

      Right 👍▶️

    • @kailasbehera5428
      @kailasbehera5428 3 месяца назад +1

      Absolutely right 👍

    • @newhopenursinghome147
      @newhopenursinghome147 3 месяца назад

      bjp ku vot daiki emiti msg karani nija gada re nije choto maricha

  • @sandeepbehura3893
    @sandeepbehura3893 3 месяца назад +1

    🇮🇳🇮🇳🇮🇳

  • @rinkidas2007
    @rinkidas2007 3 месяца назад

    Right katha kahichhanti sir❤

  • @rinaraniroutaray7596
    @rinaraniroutaray7596 3 месяца назад +3

    ଏ ମୁକେଶ ଅମ୍ବାନୀ ଗରିବ ଲୋକଙ୍କ ତଣ୍ଟି ଚିପି ରକ୍ତ ଖାଉଛି. Recharge plan 100 ଟଙ୍କା ବଢ଼ାଇଛି.

  • @laxmipriyadas865
    @laxmipriyadas865 3 месяца назад +20

    Tara besi Paisa jadi recharge Kain badheidala recharge badeiki sampati dekhauchi tame ta ta Ambani ra chela na tenu ta support re jete jukti achhi sabu kahiba au loka nka mind Wass Kareiba

  • @surendrarana182
    @surendrarana182 3 месяца назад +1

    1number katha kahuchhanti sir love u kanak news

  • @Alam_Eaglesnip
    @Alam_Eaglesnip 3 месяца назад

    right

  • @lipikarout498
    @lipikarout498 3 месяца назад

    100%right

  • @sarojnayak983
    @sarojnayak983 3 месяца назад

    Good advice to everyone, everyone should understand this

  • @sudiptakumar4685
    @sudiptakumar4685 3 месяца назад

    Well explained ❤

  • @pikupl1514
    @pikupl1514 3 месяца назад

    Nihati sir 👍

  • @Monk475
    @Monk475 3 месяца назад +7

    ଆପଣ ଙ୍କୁ ଡାକିଲେ ନି ବୋଲି ଏମିତି ରାଗିକି କହୁଚ 😂😂😂😂

  • @asvgaashrama7326
    @asvgaashrama7326 3 месяца назад +7

    You are the best news ankur in the odisha.

  • @jirimiyamajhi8986
    @jirimiyamajhi8986 3 месяца назад +3

    ଆମ ପଇସା ରେ ବିବାହ ହେଇ କି ଶସ୍ତା କହୁଛ

  • @sharklegendgamer788
    @sharklegendgamer788 3 месяца назад +1

    ସତ କଥା ହେଲା ଅନତ ଅମ୍ବାନୀ ବାହାଘର ଆମେ କରାଉଚେ ଆମ ପଇସା ରେ ହଉଚି ତାଙ୍କର କର୍ତ୍ତବ୍ୟ ଥିଲା ଆମକୁ ବାହାଘର ଭୋଜି ଖାଇବାକୁ ଡାକିବା ହେଲେ ସଳା ଆମକୁ ଡାକିଲେନି ଆମ ପଇସା ରେ ବାହା ହେବେ ଆମକୁ ଡାକିବେନି😂😂

  • @gayatribadatya2002
    @gayatribadatya2002 3 месяца назад +4

    In our country many people don't get food to eat and here they spend their money for such a marriage.

  • @asitkumarpanda0902
    @asitkumarpanda0902 3 месяца назад +1

    Bahut sundar bhabe bujheile
    So impressive video 🎉

  • @Ommy-fp3gx
    @Ommy-fp3gx 3 месяца назад +1

    Kanak news ku daka haithila 😂

  • @chinmayanaik1619
    @chinmayanaik1619 3 месяца назад

    kanak news is always right

  • @samantamallick69
    @samantamallick69 3 месяца назад +1

    ସେଥି ମଧ୍ୟରୁ ମୋର ଟଙ୍କା ବି ସାହାଯ୍ୟ ହେଇଛି 149 +.......

  • @BhubanaBehera-bn8lw
    @BhubanaBehera-bn8lw 3 месяца назад

    Write

  • @nksahoo4123
    @nksahoo4123 3 месяца назад +3

    ୯ ଲକ୍ଷ୍ୟ ୭୬ ହଜାର ୬୮୯ କୋଟି ୮୧ ଲକ୍ଷ୍ୟ ୩୦ ହଜାର ଟଙ୍କା

  • @sarthakswain1949
    @sarthakswain1949 3 месяца назад +2

    Boycott jio....👎
    Welcome to bsnl....👍

  • @baikunthacharanrout7754
    @baikunthacharanrout7754 3 месяца назад

    ମୋର ଅନୁରୋଧ ଏ ସମାଜ ପାଇଁ କିଛି ଆର୍ଥିକ ସାହାଯ୍ୟ ଯୋଗାଇ ଦେବାକୁ , ଜୟ ଜଗନ୍ନାଥ 🙏🙏🙏

  • @prahaladnanda2415
    @prahaladnanda2415 3 месяца назад +2

    How do you respect cizizen"s fame and prestige.

  • @rameshsabar9744
    @rameshsabar9744 3 месяца назад

    Jio recharge gote jio sim ku masaku 300 tanka nele kichi asubidha nai ....

  • @pranabandhuswain3494
    @pranabandhuswain3494 3 месяца назад

    Nice fact ❤❤❤❤

  • @Richo047
    @Richo047 3 месяца назад

    Right l love Ambani Group

  • @Mahe-hh9jd
    @Mahe-hh9jd 3 месяца назад +23

    ମୋର ମତରେ ପରବତୀ ନିର୍ବାଚନରେ କେନ୍ଦ୍ରରେ ସରକାର ବଦଳିବା ଦରକାର।

  • @sumbragamango4826
    @sumbragamango4826 3 месяца назад

    I think u r not using jio sim card

  • @gopalsabar8771
    @gopalsabar8771 3 месяца назад

    Ratan Tata sir is the best

  • @kanhalifejhand
    @kanhalifejhand 3 месяца назад +1

    Sure😅

  • @ShyamNayak-ze6tp
    @ShyamNayak-ze6tp 3 месяца назад +1

    This is indian public money sir

  • @cranjan1288
    @cranjan1288 3 месяца назад

    Sat katha

  • @CAREWORLDNGONEWS
    @CAREWORLDNGONEWS 3 месяца назад

    "ଭଲ ପଦକ୍ଷେପ -ଆମେ ପରିବର୍ତ୍ତନ ହୋଇପାରିବା-କିଂତୁ ପରିବର୍ତ୍ତନ ହୋଇପାରିବା ନାହିଁ ।।କାରଣ ଆମର ଗର୍ବ ଭାଙ୍ଗୁନି ।।" ମିଡିଆ କୁ ଧନ୍ୟବାଦ ।।From -Er.Naba Kishore Chaudhury, Founder Chairman, Care world, Bhubaneswar

  • @Skmddl345
    @Skmddl345 3 месяца назад +2

    ଶଳା ଅମ୍ବାନୀ recgarge ଟଙ୍କା ରେ ତା ବାହାଘର କଲା...

  • @KALIABALIA7735
    @KALIABALIA7735 3 месяца назад +1

    Jio sim sabu chadidia
    Bsnl sabu use kara

  • @Abhi-panda
    @Abhi-panda 3 месяца назад

    ଶିଘ୍ର jio ra alternative ଖୋଜା ଯାଉ, ରତନ ଟାଟା ସାର୍ ଏ ଉପରେ ଦୃଷ୍ଟି ଦେବେ ବୋଲି ମୋର ଆଶା

  • @mskabita5669
    @mskabita5669 3 месяца назад

    Otv news wala janinahanti ki jio recharge badhi jaichi boli

  • @sparklemath4562
    @sparklemath4562 3 месяца назад

    Kou RUclips channel dekhi change bhai kuha. 😂

  • @Tikeswar127
    @Tikeswar127 3 месяца назад

    ଆମ ପଇସା ରେ ବାହା ଘର କରୁଛି।

  • @DJLOVERKANHU05
    @DJLOVERKANHU05 3 месяца назад +2

    Kichhi nahni .... Love marriage karideb sabuthu best 5000 bhita re heijib😂😂😂

  • @rajsahoo8785
    @rajsahoo8785 3 месяца назад

    Airtel jou badheichi se kou thire lageiba .sabu sei sabaka bikash

  • @swatimishra6872
    @swatimishra6872 3 месяца назад

    True😅

  • @goodartitude.9917
    @goodartitude.9917 3 месяца назад

    ବହୁତ ବହୁତ ଧନ୍ୟବାଦ 𝗞𝗔𝗡𝗔𝗞 𝗡𝗘𝗪𝗦 ଆମ ଜନସାଧାରଣ ମାନଙ୍କୁ ଉଚିତ ବାର୍ତ୍ତା ଦେଉଥିବାରୁ.. 🙏🥰 ଏଥିରୁ ଆମେ ଶିଖିବାକୁ ପାଇଲୁ କାହା ସହିତ ଆମେ ଆମ ନିଜକୁ ତୁଳନା କରିବା ନାହିଁ. 😂

  • @kabudas8617
    @kabudas8617 3 месяца назад

    ବାହାଘର ଖର୍ଚ୍ଚ ବହନ କରିବ ବୋଲି ଠିକ୍ ବାହାଘର ପୂର୍ବରୁ jio ରିର୍ଚାଜ ପ୍ଲାନ୍ ବଢେଇ ଦେଇଛି...!!

  • @rinkandalai2237
    @rinkandalai2237 3 месяца назад +1

    ସାର୍ ଶସ୍ତା ବାହାଘର ହେଲେ କେମିତି ମୁ ଶୁଣିଛି କିଏ ଗୋଟେ କଣ ଗୀତ ଗାଇବାକୁ ଆସିଥିଲା କଣ ଖାଲି ଓ ଆ ଓ ଗାଇକି କଣ 30 କୋଟି ନେଇକି ଚାଲିଗଲା ମୋବାଇଲ୍ recharge abasta kn helani sir

  • @Exposerofthesociety
    @Exposerofthesociety 3 месяца назад

    Where a single poor man could not get a little food then there is no value of being rich...😏

  • @chuhan6363
    @chuhan6363 3 месяца назад

    ଏଥର ଜିଓ vourcher rate ବଢ଼େଇନେଲେ hetaku Kain farak padba

  • @sorotoka9717
    @sorotoka9717 3 месяца назад +1

    Jio use karu ba kam karantu

  • @julipi1432
    @julipi1432 3 месяца назад

    ହଁ ମ କଣ ପାଇଁ ଯାକଚକ ରେ ବାହା ହେବେନି ଆମ ଠାରୁ ପଇସା ନେଇ ବାହା ହଉଚି 😅😅ଯେମିତି ଗୋଟିଏ ବାହାଘରକୁ ଗଲେ ଭୋଜି ଖାଇ ଆମକୁ ବ୍ଯବହାର ଯେମିତି ଦେଉ ୧୦୧ ଏମିତି ସେମିତି ସେମାନେ ଆମ ଠାରୁ ବ୍ଯବହାର ନେଲେ ଆଉ ବଡ ଆକାରରେ ବାହା ହେଲେ କଣ ମିଳିବ ଆମ ମାନକ ଠାରୁ ଏତେ ଟ. ନେଇ 😢😢ଜିଓ ଟ. ବଢେଇ ଦେଲ ବହୁତ ଭଲ କରିଲ ମାଗଣା ରେ ବାହା ହେଲ

  • @SusantaKuladip-dg3xk
    @SusantaKuladip-dg3xk 3 месяца назад

    ଅମ୍ବାନୀ ଘର ରେଡ କରାଯାଉ ଭାରତ ବାସୀଙ୍କ ଟଙ୍କା ଲୁଟି ତା ପୁଅ ର ବାହା କରିଛି।ଭାରତର ସବୁଠୁ ନ ୧ ଚୋରା।

  • @bijaykumarparida5103
    @bijaykumarparida5103 3 месяца назад

    Wonderful analysis. All of us should be careful while spending in wedding. If we are spending Rs.20lakh in a marriage, we should have networth of Rs.40crore, that is 0.5% as Ambani spent.
    See how we people are getting trapped by ଦେଖାଶିଖା

  • @subratkumarSahoo-nu4xk
    @subratkumarSahoo-nu4xk 3 месяца назад

    ୯୭ଲକ୍ଷ ୬୬ହଜାର ୮୯୮କୋଟି ୧ଲକ୍ଷ ୩୦ ହଜାର ଟଙ୍କା ଗଣିଵା ସମ୍ଭବ 😅😅 କିନ୍ତୁ ବହୁତ ଡେରି ଯାଏଁ ଥିଲା

  • @ratnakarmohanta4895
    @ratnakarmohanta4895 3 месяца назад

    ସାରା ଦେଶରେ ଲୁଟିକି ଭିକାରୀ ଘର ଠୁ ନିମ୍ନମାନର ଭାବନା

  • @sasmitamohanty1970
    @sasmitamohanty1970 3 месяца назад

    ଯଦି ଅମ୍ବାନୀ ପୁଅ ର ବାହାଘର ଲୋକଙ୍କ ଟଙ୍କା ରେ ହେଉଛି ତେବେ କଣ ଲୋକ ମାନେ ଏତେ ଦାନୀ 😄ଅମ୍ବାନୀ ର ବ୍ୟବସାୟ ହେଲା jio... ଆଉ ଯଦି ଲୋକ ମାନେ jio use ନ କରନ୍ତି ତେବେ ଲୋକଙ୍କ ଟଙ୍କା ବଞ୍ଚି ଯିବ...ଅମ୍ବାନୀ ଆଉ ଲୋକମାନ ଙ୍କ ଟଙ୍କା ଲୁଟି ପାରିବନାହିଁ 😆😆

  • @jogendrapalai7545
    @jogendrapalai7545 3 месяца назад

    ଭାଇ ସୁନା ରେଟ୍ ଦିନକୁ ଦିନ ବଢୁଥିବା ଯୋଗୁଁ ଆମେ ଗରିବ ଲୋକମାନଙ୍କୁ ବହୁତ୍ ଅସୁବିଧା ହେଉଛି ତେଣୁ ସୁନା ରେଟ୍ କମେଇବା ପାଇଁ ସରକାର ଙ୍କୁ ଅନୁରୋଧ କରୁଛୁ

  • @manashkumarbehera8828
    @manashkumarbehera8828 3 месяца назад

    Kanak news ketetanka neichhi

  • @SimanchalChaudhuri
    @SimanchalChaudhuri 3 месяца назад +1

    ଭାଇ ମଦ ମିଳୁନି କହୁଛନ୍ତି ଆପଣ l ଗୁଜରାଟରେ ଯେତିକି ମଦ ମିଳୁଛି ଆଉ କୋଉଠି ମିଳୁନି l ପୋଲିସ୍ ବାଲା ମାନେ ଆମ ଆଖି ସାମ୍ନାରେ ମଦ ପିଉଛନ୍ତି ଆଉ ପଇସା ବି ନେଇକି ଯାଉଛନ୍ତି l ଦେଶୀ ମଦ ଗୁଜୁରାଟରେ ଶସ୍ତାରେ ମିଳେ ତେଣୁ ଦାଦନ ଖଟୁଥିବା ଲୋକ ବହୁତ୍ ପଇସା କମାନ୍ତି କିନ୍ତୁ ମଦ ପିକୀ ସାରିଦିଅନ୍ତି

    • @YouthTalkSibaram
      @YouthTalkSibaram 3 месяца назад

      30 lakhya dadan labour pain Navin Pattnaik open kari thila drink bar

    • @SimanchalChaudhuri
      @SimanchalChaudhuri 3 месяца назад

      @@YouthTalkSibaram ତୁ ମଦ ପିଉନୁ କିରେ ତୁ ଦାଦନ ଯାଉଚ୍ଛୁ ନା ତୁ vip ଘରର ଛୁଆଟା l ତୁ ଓଡ଼ିଶାରେ ଯୋଠିକି ଯାଉଛୁ ଆଉ ଯାହା ତୁ ଦେଖୁଛୁ ସବୁ କାମ ନବୀନ ପଟ୍ଟନାୟକ କରିଛି l କାମ କରିବାକୁ ଏତେ ପଇସା କୋଉଠୁ ଆସିବ ତୋ ଵୋପା ଦବକି l ମଦ ବିକିଲେ ପଇସା ଆସିବନା

  • @Suser-gv1cw9fe8v
    @Suser-gv1cw9fe8v 3 месяца назад

    ମୁଁ ଵି ୫୦ ଟଙ୍କା ଦେଇଛି 😂😂😂😂

  • @SasmitanaikSasmita-y2w
    @SasmitanaikSasmita-y2w 3 месяца назад

    Jay Jagannath ❤️🙏🪔🙏🙏

  • @ganeshkrishna2509
    @ganeshkrishna2509 3 месяца назад

    ଭାରତ ର ବଡ଼ ଭିକାରୀ ଆମ୍ବାନୀ 😂😂😂😂😂😂😂 ସବୁ ଜନସାଧାରଣ ଟୁ ଚାନ୍ଦା ଆଦାୟ କରି ପୁଅ ର ବିବାହ କରିଛି ଭିକାରୀ ବିବାହ ଦେଖି ଦୁଃଖ ଲାଗୁଛି ତମ ପରି ମିଡ଼ିଆ ୱାଲା କୁ ଆଉ news ୱାଲା କୁ ଦେଖାଉଛ ଟିଭି ରେ ପୁଣି ଶସ୍ତା କହି କି ଆଉ ଟିକେ rechrge ବଡେଇ ଦିୟ ଚାନ୍ଦା ଶସ୍ତା ରୁ ମାହାଙ୍ଗା ବିବାହ କରିବା ପାଇଁ 😂😂😂😂😂😂😂😂😂😂😂😂😂

  • @sherloakhomes
    @sherloakhomes 3 месяца назад

    Legend never marry 😂😂😂

  • @sukantpatnaik3187
    @sukantpatnaik3187 3 месяца назад

    ଆମ୍ବନି ଭୋଳି ଧନୀ ଲକ ଯାହା ଖର୍ଚ୍ଚ କଲେ ତାହା ବାରମ୍ବାର ମିଡିଆ ଦେଖାଉଛି ଆମ କରପୁଟିଆ ଗରିବ ଲୋକ 5000 ଲୋକଙ୍କୁ ଭୋଜି କରନ୍ତି । ଅମ୍ବାନୀ ଧନୀ ବଡ ବଢିଆ ଙ୍କୁ ଡାକିଥିଲେ କିନ୍ତୁ କରପୁଟିଆ ଗରିବ ଧନୀ ନେତା ସମସ୍ତେ ଆସନ୍ତି ।🎉

  • @MyLifeStyle-jk2hp
    @MyLifeStyle-jk2hp 3 месяца назад

    Bhai tike jio recharge re Kam tanka niantu kahiba ame gariba loka gote gote company karichanti bali kan tanti chipi nebeki dinaku Dina adhika badei dauchanti

  • @akshayasahoo1896
    @akshayasahoo1896 2 месяца назад

    ଶଳା ଭିକାରି ଅମ୍ବାନୀ ଜିଓ ରିଚାର୍ଜ ବଢେଇକି ଆମ ପଇସାରେ ତ ପୁଅ ବାହାଘର କରୁଛି

  • @bhagabanpradhan7500
    @bhagabanpradhan7500 3 месяца назад

    Public money

  • @yukti75
    @yukti75 3 месяца назад

    ଯା ହେଉ ଆମ ପାଇସା ରେ ଅମ୍ଵା ନି ପୁଅ ବାହା ହେଉଁଛି

  • @kumudinipanda1852
    @kumudinipanda1852 3 месяца назад +3

    Au5000crores kharcha karithile bhala hoithanta

  • @swapnamohanty7027
    @swapnamohanty7027 3 месяца назад

    ତା ବାରି ରେ ପାତିମାଙ୍କଡ ମୋ ବାରି ରେ ଖେଁ😅😮😅😮😅😮😅

  • @sangrampradhan8770
    @sangrampradhan8770 3 месяца назад

    Kanak news ହିସାବ ଜାଣିଛୁ
    ଗୁରୁତ୍ଵପୂର୍ଣ୍ଣ ମାନେ କ'ଣ ପରୀକ୍ଷାରେ ପଡ଼ିବ ବକାଚୁଦା

  • @sanjayanaik4383
    @sanjayanaik4383 3 месяца назад

    ତମ ପାଇଁ ଆଉ ତମ channel ପାଇଁ ସବୁଠୁ ଶସ୍ତା ହେଇପାରେ

  • @Deepak-k2x5t
    @Deepak-k2x5t 3 месяца назад

    ଏ ମିଡିଆ ଉପରେ କିଛି ଶୁଣ ନାଇ

  • @AbinashBehera-jh7qu
    @AbinashBehera-jh7qu 3 месяца назад +1

    Jio recharge badhei amathu paesa nei sia marriage karuchi😂😂

  • @Sula536
    @Sula536 3 месяца назад

    Jio recharge plan kahinki badheila..... bahaghara pain ki

  • @manasfoodvlogs9932
    @manasfoodvlogs9932 3 месяца назад

    ଆପଣ କଂ ଖବର ପିରି ବେଶ ଅତି ଉତ୍ତମ ବୋକା ମଣିଷ ବୁଝିବା ଦରକାର . .

  • @lilamayasahu6669
    @lilamayasahu6669 3 месяца назад

    Tama soumya 10 କୋଟି ଟା ଝିଅ ବାହାଘର ରେ ଲଗେଇ ଥିଲା ସେଇଟା କହୁନ