Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ହଁ ଯୋଉ ମାନେ ଲଙ୍ଗଳା ହୋଇ ନାଚୁଛନ୍ତି ସେମାନଙ୍କୁ ଜେଲ ପଠେଇବା ଉଚିତ.
ପ୍ରତ୍ୟେକ ମାଲିକ ଯଦି ଏହି ନାଚ ବନ୍ଦ କରିବେ ତା ହେଲେ ସବୁ ଠିକ୍ ହେଇଯିବ
Right point
Right Katha sir
ଧନ୍ୟବାଦ ଆପଣଙ୍କୁ,ସତ କଥା ଏଇଆ ଯେ ସୋସିଆଲ ମିଡ଼ିଆ ରେ ଯେତେବେଳେ ଅଶଲିଳ ନୃତ୍ୟ ପରିବେଷଣ ଯେ କାୟା ବିସ୍ତାର କରିଛି ଯାତ୍ରା ପାର୍ଟି ମାଲିକ୍ ଙ୍ଗ ପ୍ରୋତ୍ସାହନ ହେତୁଧରା ପଡିଲା ସେତେବେଳେ ଆପଣ ମୁହଁ ଖୋଲୁଛନତି। ଆପଣମାନେ ଯେ ଓଡ଼ିଶାର ଯୁବପିଢି କୁ ପଥର୍ଭଷଟ କରିବାକୁ ଆପ୍ରାଣ ଚେଷ୍ଟା କରିଥିବା ପ୍ରମାଣ ମିଳୁଛି, ସରକାର କ ପ୍ରୋତ୍ସାହନ ନମିଳିଲା ରୁ ଆପଣମାନେ କଣ ସସ୍ତା ଲଂଗଳା ନୃତ୍ୟ ପରିବେଷଣ କରିବେ ଏ କି ପ୍ରକାର ଯୁକ୍ତି? ସମସ୍ତ ଙ୍କ ଅଗୋଚର ରେ ଓଡ଼ିଶା ସାରା ବେଶ୍ୟା ପଡା ଖୋଲିବାକୁ ପ୍ରୋତ୍ସାହନ ଦେଉଥିବା ପରି ମନେହୁଏ। ଏପରି ଅପ୍ରିତୀକର ମନ୍ତବ୍ୟ ନ ଦେଇ ଯାତ୍ରା ର ମାନ ବଢ଼ାଇବାକୁ ଚେଷ୍ଟା କରନ୍ତୁ। ଭଲ ନାଟକ ପରିବେଷଣ କରନ୍ତୁ,କେହି ଲାଇଟ, କିମ୍ବା ଗେଟ ଦେଖିବାକୁ ଯାଉନାହାନ୍ତି । ଚିନ୍ତା କରନ୍ତୁ ଯାତ୍ରା ର ଗତିପଥରେ କଣଟା ଉପାଡି ଦିଅନ୍ତୁ
Right 👍 କଥା ଭାଈ
100%right
ହିଁନ୍ଦୁ ଧର୍ମ ର ଯାତ୍ରା ପେଣ୍ଡାଲ ରେ ହିଁ ଏମିତି ନଗ୍ନ ନାଚ କୁ କାହିଁକି ଅନୁମୋତୀ ଦିଆ ହୁଏ ଖ୍ରୀଷ୍ଟିଆନ ଧର୍ମ ର ପେଣ୍ଡାଲ ରେ ତ ଏମିତି ନାଚିବାକୁ କେହି ଭାବି ହିଁ ପାରିବେନି
Christian dharma re pendal hin nai semane kana janibe jatra kana
Right point - Sir 👍
Right sir
right kath kahucha bhai ❤❤
ଯାତ୍ରା ବନ୍ଦ କରିଦିଅନ୍ତୁ ସବୁ
ଆମେ ଯାତ୍ରା ଦେଖିବା ବନ୍ଦ କରି ଦେଇଛୁ । ଏହା କେବଳ young ପାଇ ।
Thik kahicha monja Sir😮😮
Right 👍
Manoj babu thik katha kahil
Thanks manoj bhai 🙏🙏🙏🙏
Right sir 🎉🎉🎉 good answer
Mun opera ku bhalape...
Mun jatra ku jibaku jahunchi
Sir mun giya o ' best comedi kari parib, but mun gitaku bhala pae, I love you jatra
Sirr, kebal gote sujag hata joduchi.... Jay Saibaba...
Right
Correct.
Good
ଠିକ୍ କଥା ଭାଈ
Reaction of Manoj babu is correct
👍👍👍👍👍
Sir 🙏,
ଭାଇ ତମକୁ ସତ ପ୍ରଣାମ, ଆପଣ ସମ୍ପୂର୍ଣ ସତକଥା କହିଲେ, ନାଟକର ମାନ କମୁଛି ବୋଲି ଦର୍ଶକ ହେଉନାହାନ୍ତି ଆଉ ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ କିଛି ରାଣ୍ଡି ମାନଙ୍କୁ ଆଣିକି ନଙ୍ଗଳା କରି ନଚା ଯାଉଛି, ପୁଣି ଲେଖକ ନାଟକ ଲେଖୁଛନ୍ତି କଳାକାରଙ୍କୁ ନେଇକି, ନାଟ୍ୟକାର ତାଙ୍କ ହିସାବରେ ଯଦି ନାଟକ ଲେଖିବେ ଆଉ ନିର୍ଦେଶକ ମାନେ ନାଟକକୁ ନେଇକି କଳାକାର ମାନଙ୍କୁ ଚରିତ୍ର ଦେବେ ତେବେ ସେ ନାଟକ ଭଲ ହବ, କିନ୍ତୁ ଏବେ ଯାତ୍ରା ମାଲିକ ନାଟ୍ୟକାରଙ୍କୁ କହୁଛନ୍ତି ଏମିତି ନାଟକ ଲେଖ ଯେମିତି ସେ ଅମକେଇ କଳାକାରର ଅଧିକ ସିନ ଥିବ, ଯେତେବେଳେ ମାଲିକ ନାଟ୍ୟକାର ଓ ନାଟ୍ୟ ନିର୍ଦେଶକ ମାନଙ୍କୁ ସ୍ୱାଧୀନତା ଦେବେ ତାଙ୍କ ହିସାବରେ ସେମାନେ ନାଟକ ଲେଖିବେ ଓ ଚରିତ୍ର ଦେବେ ତେବେ ଯାଇକି ନାଟକ ଭଲ ହବ, କିନ୍ତୁ ଏଠି ମାଲିକ ନାଟ୍ୟକାର ଓ ନିର୍ଦେଶକ ମାନଙ୍କ ଟଙ୍କା ବାକି ରଖୁଛନ୍ତି କିନ୍ତୁ ନଙ୍ଗୁଳି ମାନଙ୍କୁ ଆଗେ ଟଙ୍କା ଦେଉଛନ୍ତି
Jatra re bhi A/U compulsory karajau
ସାତଶଂଖ ଯାତ୍ରା ଅନୁଷ୍ଠାନ ସବୁ ସମୟରେ ନୂଆ କଳାକାର ଙ୍କୁ ନେଇ ଯାତ୍ରା ପରିବେଷଣ କରୁଥିଲେ। ସେଇ ଯାତ୍ରା ପାର୍ଟିର ସବୁ ଗୁଡ଼ିକ ନାଟକ ଦର୍ଶକଙ୍କ ଦ୍ୱାରା ଆଦୃତ ହେଉଥିଲା। ବଳିଷ୍ଠ କାହାଣୀ ଥିଲେ ଲୋକ ନାଟକ ଦେଖିବାକୁ ନିଶ୍ଚିତ ଯିବେ।
10ଖଣ୍ଡ ନାଟକ କଲେ ଅସୁବିଧା କଣ. ଔଷଧ ବିକଳରେ ତାଟିଆ କାମୁଡ଼ିଲେ ହେବ ନି.
Pura jatra band haba darkar tebe jai sabu thik haba . boycott jatra party
Jatra band hoigale bhala heba
You are right sir....but ye kalyug hai yeisa hi hooga❤ jay Kalki❤
Dekeile. Dekhibe. Tame. Na. Dekheile. Dekhibe. Kemiti. , lokankara. Kounasi. Bhul. Nahin. , loke. Tanka. Dei. Ticket. Katichanti. Tame. Dekheile. Kan. Semane. Uthipadhibana. Kan
Sir mun like kare last sit
ପୂରା ଠିକ୍ କହିଲେ ଆଜ୍ଞା
Indrabhuban ra artist bahut bhal achanti, aame gala rati nuamunda chok,sambalpur re dekhilu, (chithi basuchi tulasi tulasi ) natak bahut bhal hoechi
Super🙏 sire👮👨✈️ old is gold🙏👌👊👊👁👁
Karan e manoranjan karjyakrama odisa ra parampara nare kalanka ,diga bharstha
yema nku ban karajau sir yemane samaj ku nast karidebe 🙏
Band heba darkar 4janank,jadu galu rampa marijau,family-friendly jatra paribesan karantu.thik heba.❤
Kharap dailog band karaajau
Au Kia jiba ki au
Please bann jatra party totally for 5 years.
Jatraa khaali hero adhika dekhiba brahmana hero inbraahmna odishaare
Se bedhei manaku jatra pendala upare chadhei diana Hela
Total jatra film band kara sabu thik heijiba
Tamara jadi dam achhi total band Kari pariba ki
Kalakar bhatta ta tu dauchu ki.