Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ଶୁଭେଚ୍ଛା ଏ ସୁନ୍ଦର ଗୀତକୁ ଦେଇ ଥିବାରୁ 💕💕💕
ଓଡିଶାରେ ସମୀକ୍ଷା ମିଶ୍ର ଅତି ପ୍ରତିଭା ଶାଳିନୀ ଗାୟିକା
Nice song 😊
ଚମତ୍କାର ଗୀତ, ସଙ୍ଗୀତ ଓ ସ୍ଵରସଂଯୋଜନା lନୂଆ ଧରଣର ଗୀତ ଖୁବ୍ ଭଲ ଲଗିଲା
Bahut badhiya.
ବହୁତ ସୁନ୍ଦର ଲେଖା, ସୁର ଏବଂ କଂଠ।ସମିସ୍ଥାଙ୍କ କଂଠ ବହୁତ ବଢିଆ। ଧନ୍ୟବାଦ
Gazal queen ❤️❤️❤️❤️#S....
Sundar.. abhinandan.
ଖୁବ୍ ସୁନ୍ଦର
ବଢ଼ିଆ 👍 ଅତି ସୁନ୍ଦର👌👌 congratulations 👏👏👏👏💐💐💐💐💐
So beautiful voice and music composition...❤
ଗୀତିକାର, ସଙ୍ଗୀତ ନିର୍ଦ୍ଦେଶକ ଓ ଗାୟିକା କେହି କାହାକୁ କମ୍ ନୁହନ୍ତି। Really excellent !!!.
Beginning of anew Era of song nd singing.
Beautiful singing,lyrics and direction ..
ସୁନ୍ଦର ଲେଖା ଓ ସ୍ବର ସଂଯୋଜନା ସହ ସୁମଧୁର କଣ୍ଠଦାନ ସଙ୍ଗୀତ ଟିକୁ ବେଶ୍ ହୃଦୟସ୍ପର୍ଶୀ କରି ପାରିଛି।❤🙏❤️
ଚମତ୍କାର ଗଜଲ ଗାୟିକା ଏବଂ ଗୀତିକାରଙ୍କୁ ଅଶେଷ ଧନ୍ୟବାଦ lଏହିପରି ସୁନ୍ଦର ଗୀତର music composition ପାଇଁ ରାଜକିଶୋର ବାବୁଙ୍କୁ ଅଜସ୍ର ଶୁଭେଚ୍ଛା ଓ ଧନ୍ଯବାଦ l🎉🎉
ଧନ୍ୟବାଦ୍ ଭାଇ ❤
Beautiful voice
Super super super super super super super super super super super singing Ma'am 💯💯💯💯💯💯💯💯👌👌👌👌👌👌👌👌👌
ଅତି ସୁନ୍ଦର ଗଜଲ ଓ ଉଚ୍ଚକୋଟିର ସଂଗୀତ ସଂଯୋଜନା ❤
So nice.
Samikshaya is excellent. Oh , so touching.
ଆହାଃ!!! ବସନ୍ତ ସାର୍ ଙ୍କ ଲେଖା ଯେମିତି ଉଚ୍ଚ କୋଟୀର, ରାଜକିଶୋର ସାର୍ ଙ୍କ ସଂଗୀତ ନିର୍ଦ୍ଦେଶନା ତା ଠାରୁ ବଳି ଅତ୍ୟନ୍ତ ଚମତ୍କାର ଏବଂ ଲାଳିତ୍ୟ ରେ ଭରପୂର ❤️❤️❤️କଣ୍ଠସ୍ବର ଅତି ସୁମଧୁର ❤️❤️❤️ ହୃଦୟ ଛୁଆଁ, ଭଲ ଲାଗିଲା ❤️💝👌🏼👌🏼🙏🏼🙏🏼🙏🏼
Samikshya Mam ! You are the best singer of Odia Industry
ବର୍ତ୍ତମାନ ସମୟରେ ଏଭଳି ଗୀତ ଶୁଣିବାକୁ ମିଳିବା ବହୁତ୍ କମ୍। ରଚନା, କଣ୍ଠ ଓ ସ୍ୱର ସଂଯୋଜନା ବେଶ୍ ଉଚ୍ଚ କୋଟୀର । ଶୁଭେଚ୍ଛା ରହିଲା।
Beautiful
A lovely Song that's both heart-touching and meaningful. Samikshya's voice is incredibly soothing, adding to the overall emotional impact of the song. ❤❤
❤❤
ସୁନ୍ଦର, ସୁନ୍ଦର ,ଅତି ସୁନ୍ଦର। କେବେ ଛନ୍ଦା ମିଶ୍ର ଙ୍କୁ ଟ୍ରାଏଲ କରନ୍ତୁ।।
ସୁନ୍ଦର ଗାୟିକୀ ସମୀକ୍ଷା ର, ଗୀତିକାର ଙ୍କ ଲେଖା ବି ଅତ୍ୟନ୍ତ ଉଚ୍ଚକୋଟୀର, ସବୁଠୁ ଅଧିକ ଭଲ ଲାଗିଲା ଗୀତର ନିର୍ଦ୍ଦେଶନା ଓ ଆଳାପ। ମନକୁ ଛୁଇଁଲା ଭଳି ଗୀତଟି
Thankyou sir namaskar
Khub sundar gita, sabu digru vala laguchi.
ସୁନ୍ଦର ଆବେଗ ଭରା ରଚନା, ସ୍ୱର ସଂଯୋଜନା ଓ ଗାୟନ ଖୁବ ମନଛୁଆଁ.ଅଭିନନ୍ଦନ ସମସ୍ତଙ୍କୁ 🙏🏼❤🌹🌹🌹🌹
ଅନେକ ଦିନ ପରେ ଏକ ମନଛୁଆଁ ଓଡ଼ିଆ ଗଜଲ୍ ଶୁଣିବାକୁ ମିଳିଲା। Music, lyrics and above all singing is outstanding. Keep it up.
Bahut Sundar haichi 👌👍
ଚମତ୍କାର 🌹🌹🌹
ଅତି ସୁନ୍ଦର,ସୃତି ମଧୁର ସ୍ୱର ସଂଯୋଜନା, ରଚନା ଏବଂ ଗାୟନ ଶୈଳୀ 😊
ଗୀତ, ସଂଗୀତ ଓ କଣ୍ଠ ଅତୀବ ଚମତ୍କାର ସମସ୍ତଙ୍କୁ ହୃଦୟରୁ ଅଭିନନ୍ଦନ ଓ ଶୁଭେଚ୍ଛା 🎉
ଅତ୍ୟନ୍ତ ମନମୁଗ୍ଧକର s 😊
🎉ati sundar 👋
ସୁନ୍ଦର ପ୍ରସ୍ତୁତି ।ଭଲ ଲାଗିଲା ।
Bahut sundar ❤
Excellent singing of a beautiful song with a different type of music. Thanks.
ସୁନ୍ଦର ଗୀତ👌
Samikshya mishra! your tone itself is a vibrating song. A totally unique voice I cannot recollect such a tone if I have ever heard.
Best wishes 🤞 Bhai ❤
Beautiful lyrics,singing n direction❤❤
A different taste in voice. Really I enjoyed it. 🎉🎉🎉
ଖୁବ୍ ସୁନ୍ଦର❤
ଅଧାରେ ଅଧାରେ ଆଖି ମୁଦି ଦେଲେ, ବାକିକଥା ଝୁରି ହୁଏ, ତୁମକୁ ଜାଣିଛି ହାଏ।Brilliant 😮
So beautiful song ❤❤❤
Ati Sunder
Wowww 🎉
ବହୁତ ସୁନ୍ଦର ରଚନା ସ୍ବର ସଂଜୋ ଜନା ବି ଅତି ଚମତ୍କାର, ସମସ୍ତ ଙ୍କୁ ଅଜସ୍ର ଧନ୍ୟବାଦ
ଧନ୍ୟବାଦ୍ ଭଉଣୀ ❤
Wow very nice song sir 👏
Very nice 👍🙏
Amazing❤❤❤
Excellent
Wow super
What a mesmerising song nd singing!
BASANT DAS nka Balistha Rachana sangaku Rajkishor Gochhayt nka SWARA sanjojana nischita vabe swagata jogya.MAA SAMIKHYA nka kantha bes chamak prada.Sabudrustiru swagata jogya.Samastanku bahut bahut dhanyabad.
ଧନ୍ୟବାଦ୍ । ନମସ୍କାର ।
Sai Ram, namaskar,bahut Sundar Geeta apanankarachanar specialiyalaga kichi.sundar kanthhaku dhanyabad Kam padiba
Thank you ❤
God bless you Samiksha ! ❤🎉
Amazing.. great
Mesmerizing❤️🥰
ବାଃ ବାଃ,ଅତି ସୁନ୍ଦର ଭାବଗର୍ଭକ ରଚନାକୁ ମନଛୁଆଁ ପରିବେଷଣ । ସଙ୍ଗୀତ ଓ ସୁର ସଂଯୋଜନା ମନଛୁଆଁ ତଥା ଆକର୍ଷଣୀୟ ହୋଇଛି । Enjoyed a lot ! ❤⚘️👌
ଧନ୍ୟବାଦ୍ ଆଜ୍ଞା ❤
Excellent..
Very nice
🙏🙏🙏
LOVELY ❤
Sruti katu swara , chhati thara music , nahin tenu bahut bhala lagila . Maney pade sei puruna radio geeta .
Super ❤
ଶୁଭେଚ୍ଛା ଏ ସୁନ୍ଦର ଗୀତକୁ ଦେଇ ଥିବାରୁ 💕💕💕
ଓଡିଶାରେ ସମୀକ୍ଷା ମିଶ୍ର ଅତି ପ୍ରତିଭା ଶାଳିନୀ ଗାୟିକା
Nice song 😊
ଚମତ୍କାର ଗୀତ, ସଙ୍ଗୀତ ଓ ସ୍ଵରସଂଯୋଜନା l
ନୂଆ ଧରଣର ଗୀତ ଖୁବ୍ ଭଲ ଲଗିଲା
Bahut badhiya.
ବହୁତ ସୁନ୍ଦର ଲେଖା, ସୁର ଏବଂ କଂଠ।
ସମିସ୍ଥାଙ୍କ କଂଠ ବହୁତ ବଢିଆ। ଧନ୍ୟବାଦ
Gazal queen ❤️❤️❤️❤️#S....
Sundar.. abhinandan.
ଖୁବ୍ ସୁନ୍ଦର
ବଢ଼ିଆ 👍 ଅତି ସୁନ୍ଦର👌👌 congratulations 👏👏👏👏💐💐💐💐💐
So beautiful voice and music composition...❤
ଗୀତିକାର, ସଙ୍ଗୀତ ନିର୍ଦ୍ଦେଶକ ଓ ଗାୟିକା କେହି କାହାକୁ କମ୍ ନୁହନ୍ତି। Really excellent !!!.
Beginning of anew Era of song nd singing.
Beautiful singing,lyrics and direction ..
ସୁନ୍ଦର ଲେଖା ଓ ସ୍ବର ସଂଯୋଜନା ସହ ସୁମଧୁର କଣ୍ଠଦାନ ସଙ୍ଗୀତ ଟିକୁ ବେଶ୍ ହୃଦୟସ୍ପର୍ଶୀ କରି ପାରିଛି।❤🙏❤️
ଚମତ୍କାର ଗଜଲ
ଗାୟିକା ଏବଂ ଗୀତିକାରଙ୍କୁ ଅଶେଷ ଧନ୍ୟବାଦ l
ଏହିପରି ସୁନ୍ଦର ଗୀତର music composition ପାଇଁ ରାଜକିଶୋର ବାବୁଙ୍କୁ ଅଜସ୍ର ଶୁଭେଚ୍ଛା ଓ ଧନ୍ଯବାଦ l🎉🎉
ଧନ୍ୟବାଦ୍ ଭାଇ ❤
Beautiful voice
Super super super super super super super super super super super singing Ma'am 💯💯💯💯💯💯💯💯👌👌👌👌👌👌👌👌👌
ଅତି ସୁନ୍ଦର ଗଜଲ ଓ ଉଚ୍ଚକୋଟିର ସଂଗୀତ ସଂଯୋଜନା ❤
So nice.
Samikshaya is excellent. Oh , so touching.
ଆହାଃ!!! ବସନ୍ତ ସାର୍ ଙ୍କ ଲେଖା ଯେମିତି ଉଚ୍ଚ କୋଟୀର, ରାଜକିଶୋର ସାର୍ ଙ୍କ ସଂଗୀତ ନିର୍ଦ୍ଦେଶନା ତା ଠାରୁ ବଳି ଅତ୍ୟନ୍ତ ଚମତ୍କାର ଏବଂ ଲାଳିତ୍ୟ ରେ ଭରପୂର ❤️❤️❤️
କଣ୍ଠସ୍ବର ଅତି ସୁମଧୁର ❤️❤️❤️ ହୃଦୟ ଛୁଆଁ, ଭଲ ଲାଗିଲା ❤️💝👌🏼👌🏼🙏🏼🙏🏼🙏🏼
ଧନ୍ୟବାଦ୍ ଭାଇ ❤
Samikshya Mam ! You are the best singer of Odia Industry
ବର୍ତ୍ତମାନ ସମୟରେ ଏଭଳି ଗୀତ ଶୁଣିବାକୁ ମିଳିବା ବହୁତ୍ କମ୍। ରଚନା, କଣ୍ଠ ଓ ସ୍ୱର ସଂଯୋଜନା ବେଶ୍ ଉଚ୍ଚ କୋଟୀର । ଶୁଭେଚ୍ଛା ରହିଲା।
Beautiful
A lovely Song that's both heart-touching and meaningful. Samikshya's voice is incredibly soothing, adding to the overall emotional impact of the song. ❤❤
❤❤
ସୁନ୍ଦର, ସୁନ୍ଦର ,ଅତି ସୁନ୍ଦର। କେବେ ଛନ୍ଦା ମିଶ୍ର ଙ୍କୁ ଟ୍ରାଏଲ କରନ୍ତୁ।।
ସୁନ୍ଦର ଗାୟିକୀ ସମୀକ୍ଷା ର, ଗୀତିକାର ଙ୍କ ଲେଖା ବି ଅତ୍ୟନ୍ତ ଉଚ୍ଚକୋଟୀର, ସବୁଠୁ ଅଧିକ ଭଲ ଲାଗିଲା ଗୀତର ନିର୍ଦ୍ଦେଶନା ଓ ଆଳାପ। ମନକୁ ଛୁଇଁଲା ଭଳି ଗୀତଟି
Thankyou sir namaskar
ଧନ୍ୟବାଦ୍ ଭାଇ ❤
Khub sundar gita, sabu digru vala laguchi.
ସୁନ୍ଦର ଆବେଗ ଭରା ରଚନା, ସ୍ୱର ସଂଯୋଜନା ଓ ଗାୟନ ଖୁବ ମନଛୁଆଁ.ଅଭିନନ୍ଦନ ସମସ୍ତଙ୍କୁ 🙏🏼❤🌹🌹🌹🌹
ଅନେକ ଦିନ ପରେ ଏକ ମନଛୁଆଁ ଓଡ଼ିଆ ଗଜଲ୍ ଶୁଣିବାକୁ ମିଳିଲା। Music, lyrics and above all singing is outstanding. Keep it up.
Bahut Sundar haichi 👌👍
ଚମତ୍କାର 🌹🌹🌹
ଅତି ସୁନ୍ଦର,ସୃତି ମଧୁର ସ୍ୱର ସଂଯୋଜନା, ରଚନା ଏବଂ ଗାୟନ ଶୈଳୀ 😊
ଗୀତ, ସଂଗୀତ ଓ କଣ୍ଠ ଅତୀବ ଚମତ୍କାର
ସମସ୍ତଙ୍କୁ ହୃଦୟରୁ ଅଭିନନ୍ଦନ ଓ ଶୁଭେଚ୍ଛା 🎉
ଅତ୍ୟନ୍ତ ମନମୁଗ୍ଧକର s 😊
🎉ati sundar 👋
ସୁନ୍ଦର ପ୍ରସ୍ତୁତି ।
ଭଲ ଲାଗିଲା ।
Bahut sundar ❤
Excellent singing of a beautiful song with a different type of music. Thanks.
ସୁନ୍ଦର ଗୀତ👌
Samikshya mishra! your tone itself is a vibrating song. A totally unique voice I cannot recollect such a tone if I have ever heard.
Best wishes 🤞 Bhai ❤
Beautiful lyrics,singing n direction❤❤
A different taste in voice. Really I enjoyed it. 🎉🎉🎉
ଖୁବ୍ ସୁନ୍ଦର❤
ଅଧାରେ ଅଧାରେ ଆଖି ମୁଦି ଦେଲେ, ବାକିକଥା ଝୁରି ହୁଏ, ତୁମକୁ ଜାଣିଛି ହାଏ।
Brilliant 😮