Absolutely mesmerizing ! Feeling proud to be a part of this societal community, culture and traditions.AUM studio always there to support the team and co.members involved❤ keep progressing ahead...many more to expect like this🎉 Love on behalf of Sabar Samaj
ଭଉତ୍ ଭଲ ଲାଗୁଛି,, ସଉରା ଗୀତ ଓ ନୃତ୍ୟ ,, ଜୟ ଶ୍ରୀ ଜଗନ୍ନାଥ
ये कौन सा गीत है मुझे कुछ भी समझ नही आरहा लेकिन जो भी है अच्छा है महेंद्रगिरि १ बार मे गयाथा बहुत है अच्छा प्लेस है
AAP Kahan se ho
#ପ୍ରଧାନୀଗମାଙ୍ଗ ଙ୍କ କରକମଳରେ ଆଦିବାସୀ ମାନେ ବହୁତ ସଚେତନା ହୋଇଛନ୍ତି।
ଅତି ସୁନ୍ଦର ଆମ ସଉରା ଭାଷାରେ ଗୀତ କାରଣ ଆମେ ଅଧିକ ଅନ୍ୟାନ୍ୟ ଧର୍ମ ର ସଉରା ଗୀତ ଶୁଣିବାକୁ ପାଉଥିଲେ କିନ୍ତୁ ବର୍ତମାନ ସନାତନ ଧର୍ମ ଉପରେ ଆଧାରିତ ଆମ ସଉରା ଭାଷାର ଗୀତ ଶୁଣିବାକୁ ପାଉଛି ମୁଁ ନିଜକୁ ଧନ୍ୟ ମନେ କରୁ ଅଛି, ଏହା ପ୍ରଚାର ଓ ପ୍ରସାର ଅଧିକ ରୁ ଅଧିକ କରାଯାଉ ବୋଲି ମୁଁ ଅନୁରୋଧ କରୁଛି ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🕉️🕉️🕉️🕉️🕉️🕉️🕉️🕉️🕉️🕉️
ଆପଣ ଠିକ କଥା କହିଲେ ଆଜ୍ଞା...... 🚩🚩🚩🚩🙏🙏
Mahendra Giri Upare adharita ei gita ti ama pain gourav Abam Ama Sabara manaka pain eka hitiash ....mahendra giri dham kii...jay
So very proud of our tribal cultural for
🚩🚩🚩🙏🙏🙏🙏
Oh! 🚩🚩🚩🙏🙏
ମୁଁ ଦକ୍ଷିଣୀ ୱା ୱାଆ ୱଆ ସାଲୁଟୁ କରୁଛନ୍ 🙏🙏🙏🙏🕺🕺🕺
ଧନ୍ୟବାଦ
Camera zoom kamila ending kamila au tike bhala kara
Sound hd kara ତୁମ ପାଦ ତଳେ କୋଟି କୋଟି ପ୍ରଣାମ ❤🙏🙏🙏
Ok bro next time may be we will do good
Dil se love you Bhai.. hemiti video post kara Bhai.. full support all time Bhai
ଶବର ସମାଜ କଲ୍ୟାଣ ସମିତି କେନ୍ଦ୍ର N ଝାଲରସିଂ 🚩🚩🙏🙏
ଧନ୍ୟବାଦ
Tumaku bauta bauta dhaniya bada ati sundar video ooo song hemiti auri kariba ku jari rakha thu god bless you all of you 🙏🙏🙏🙏🙏
All group thank you Mahindra giri sin to dance nice job Jay Sri Ram
ଧନ୍ୟବାଦ ଆଜ୍ଞା
So Happy first time mahendragiri view video click
It's really, it is the first time on Mahendragiri
ବହୁତ୍ ସୁନ୍ଦର୍ ଆମ ଆଦିବାସୀ ସଉରା ଗୀତ.... ଆଗକୁ ଏମିତି ହିଁ ମାଡିଚାଲ ଏବଂ ଆମ ସଉରା ସଂସ୍କୃତି କୁ ଆଗକୁ ନିଅ ଯେମିତି କି ସାରା ଦୁନିଆ ଜାଣିବ ଯେ ସଉରା ସଂସ୍କୃତି ଅତି ସୁନ୍ଦର୍ ବୋଲି.....Love from gajapati ❤❤
ଅତି ସୁନ୍ଦର ଗୀତ ଓ ନାଚ, ପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରନ୍ତୁ,,, ❤❤❤❤🎉
ଆପଣଙ୍କ ପରିବାର ମଧ୍ୟ କୁଶଳ ରହୁ
ପ୍ରଭୁ ଜଗନ୍ନାଥଙ୍କ କୃପା ଆପଣମାନଙ୍କ ଉପରେ ସବୁବେଳେ ଥାଉ 🙏🙏🚩🚩
ଆପଣଙ୍କ ଉପରେ ମଧ୍ୟ ଭଗବନଙ୍କ କୃପା ହେଉ ଆଜ୍ଞା
ସୁନ୍ଦର ମୋ ଗଜପତି, ସବୁଜ ମୋ ଗଜପତି, ଦେଖ ମୋ ଗଜପତି 💚
Right bro...
Super hechichi..je. Bhai quality camera re shooting karibara thila
ଏମିତି ଆଗକୁ ବଡ଼ି ଚାଲ ଶବର
ଆପଣ ପ୍ରାର୍ଥନା କରିଲେ ହେବ ଆଜ୍ଞା
So nice to video bro so I am very happy first time I am look at our mahendra giri to video so thank you
Thanks thanks
Videos grapisc o dance seme bhahut interesting
ଧନ୍ୟବାଦ
ସୁନ୍ଦର ଗୀତ ସୁନ୍ଦର ନାଛ ଶବର ସମାଜରେ ବହୂତ ଭଲ ହୋଇଛି🎉🎉
My village Mahindragiri..I love Mahindragiri Bhai
Bahat badia heichi
ବଉତ ସୁନ୍ଧର ଭିଡ଼ିଓ
ହଁ ସାର ଭଲ ଭିଡିଓ
Beautiful ❤🎉 songs with dance 👍👍jai jagannath 🙏🙏 god bless you
Thank you so much
Nice try
I like ho place very much 😍 👏😊 Jay jagannath swami ❤️🙏🏻🙏🏻🙏🏻
You can go there & visit the place
Yes I visit there place for shivratri darshan 🙏🏻😊❤️
. ଅତି ସୁନ୍ଦର song brox
Thik achi
ହେମିତି ସୁନ୍ଧର ସୁନ୍ଧର ଗିତ ନେହେକି ଆସନ୍ତୁ
Bahut bhala heichhi bhai👍
Thik achi bhai
କେବଳ ଆପଣଙ୍କ ସହଯୋଗରେ 🙏🙏🙏🙏🚩🚩🚩🚩🚩
Sangha mane mute bi daka mubi dence karibi mute bi dence mane bautha icha mutebi michaha mubi sabar samaj jhia mur village s uruda Jay Jagannath 🙏
ଯୋଗାଯୋଗ ନମ୍ବର ଦିଅ
Wow❤❤❤ very nice sabar samaj soura song
ଠିକ ଅଛି ଆଜ୍ଞା
Beutyful song and place
Excellent song ❤🙌
Kede sundar mo gajapati mahendraghiri ❤
ସତରେ ବହୁତ ସୁନ୍ଦର ଓ ଐତିହାସିକ କିନ୍ତୁ ଏବେ ତାହାର ସୁରକ୍ଷା ଦରକାର ବନ୍ଧୁମାନେ... ଜୟ ଶ୍ରୀରାମ 🚩🚩🚩🚩🚩
ସୁନ୍ଦର ଭିଡିଓ ଆଉ ଗୀତ ସ୍ରମସ୍ତଙ୍କୁ ଦନ୍ୟବାଦ
Energy music for singer very much to much 😊😊❤❣️❣️👏🏻👍🏻👍🏻👍🏻👍🏻👍🏻
😊😊😊
Nice video bro
Thanks for the visit
ଶବର ସମାଜ କଲ୍ୟାଣ ସମିତି କି ଜୟ
🙏🙏🙏🙏🙏🙏🚩🚩🚩🚩🚩🙏🙏🙏🙏🙏🙏🙏
Baut Sundar heichi bhai❤ mu nije Jane saura best of luck bhai 🎉🎉🎉🎉
Bahut Sundar song te heichi and thank you ❤❤❤❤❤❤❤❤❤❤❤❤❤
ମାଡଲାନ୍ ଗାଡେଲି
Absolutely mesmerizing ! Feeling proud to be a part of this societal community, culture and traditions.AUM studio always there to support the team and co.members involved❤ keep progressing ahead...many more to expect like this🎉
Love on behalf of Sabar Samaj
Ok sir
Nice yaar 100#
Thank You Sir
V̊e̊r̊V̊e̊r̊i̊ T̊e̊n̊i̊ S̊åb̊år̊åS̊åm̊åj̊
Good
Good good
ସୁନ୍ଦର ସୁନ୍ଦର ଅତି ସୁନ୍ଦର ହେଇଛି ନାଚ ଗିତ ତାଳେ ତାଳେ ଏମିତି ଆଉ ଦେବ ଭାଇଙ୍କ କଣ୍ଟରୁ ଗିତ ଶୁଣାଇବାର ସୁଯୋଗ ନିଅନ୍ତୁ ଆଉ ଶୁଣାଇବାର ମଜା ନିଅନ୍ତୁ ଭଗବାନଙ୍କ କ୍ରୂପା ଅନେକ ରହିଥାଉ
ଜୟ ଜଗନ୍ନାଥ
Apananka dayaru heba sir
ଆପଣଙ୍କ ପ୍ରୟାସ ପାଇଁ ଆପଣଙ୍କୁ ଅନେକ ଶୁଭେଚ୍ଛା ଓ ଧନ୍ୟବାଦ
ଧନ୍ୟବାଦ ଆଜ୍ଞା ଆପଣଙ୍କୁ ମଧ୍ୟ
Jay ଜଗନ୍ନାଥ 🙏🚩🚩
ଜୟ ଜଗନ୍ନାଥ
ଜୟ ଜଗନ୍ନାଥ
Jay jagannath
jay jagarnnath...
very very nice song...
ଜୟ ଜଗନ୍ନାଥ
ବୋଉତ ଭଲ ଅଛି ଡ୍ୟାନ୍ସ 👍👍👍ଆଜି❤️ହି ଡେକିଲି
ବହୁତ୍ ବଢ଼ିଆ ହେଇଛି 🙏🙏🙏
ନମସ୍କାର ଆଜ୍ଞା
ଜୟ ଜଗନ୍ନାଥ। ଆପଣ ମାନଙ୍କ ପ୍ରୟାସ ଆମ ସମାଜ ପାଇଁ ଗୈାରବ।
ଜୟ ଶ୍ରୀ ରାମ
Good morning
Jai jagannath ❤❤❤
Bahuta sundra sabar samaja kete aagaku jauchi mu neje sabar haithebaru garba anubhaba karuchhi bhagaban teme manankha nacha o songeet ku mangala karantu
ଆପଣ ମାନେ ଶବର ଜାତିକୁ ଆଗକୁ ନେବେ ବୁଲି ଆଶାକରୁଛି ବହୁତ ବହୁତ ଧନ୍ୟବାଦ ଆପଣ ମାନେ ଗ୍ରାମ କହୁଟି 👌👌👌
ଅନର୍ସିଙ୍ଗ କେନ୍ଦ୍ର
ସଭରାଗୀତକୁ ଭାଇ ଭଉଣୀ ଆଗକୁ ବଢ଼ାଇବା🙏🙏🙏
ଭଉତ ଭଲ ହେଇଛି ଜୟ ଶ୍ରୀ ରାମ 🚩🚩🚩
ଜୟ ମହେନ୍ଦ୍ରଗିରି ଏବଂଜୟ ଶବର ସମାଜ
ɴɪᴄᴇ sᴏɴɢ .. ᴠɪᴅᴇᴏ❤❤
Thank bro
ବହୁତ ସୁନ୍ଦର 👍
ଠିକ ଅଛି ଆଜ୍ଞା
ଜୟ ଶ୍ରୀ ରାମ
Happy hiiii
Nice video
Thik achi ଆଜ୍ଞା
Thanks
Very nice music🎶🎶
Thanks
Badia heichi ଆଗକୁ dance soura song bahara kara
ବହୁତ ଭଲହୋଈଛି କିନ୍ତୁ କଳାକାର ମାନଙ୍କ ମୁଖରେ ହସ ଟିକେ ଫୁଟିଥିଲେ ଭଲ ହୁଅନ୍ତା
ଶୌଭାଗ୍ୟ VIDO From MAHENDRAGIRI
Good
ଶବର ଜାତିର ଗର୍ବ ସଉରା ନାଚ ଏବଂ ମହେନ୍ଦ୍ରଗିରି
Very nice 👍👍👍👍👍
ଠିକ ଅଛି ଆଜ୍ଞା
Many many thanks
ବହୁତ ସୁନ୍ଦର ହେଇଛି ଆମ ଆଦିବାସୀ ସଉରା ଗୀତ.... ଏମିତି ଆଗକୁ ଯାଉ ଆମ ସଂସ୍କୁତି, ପରମ୍ପରା, ଗୀତ ❤❤❤🎉
ଆମ ସଂସ୍କୃତି ବଜାଇ ରଖିବା ପାଇଁ ଆମ ଦାୟିତ୍ପ
Bahut badhiya
ଜୟ ଜଗନ୍ନାଥ, ଓଁ ଶିବାୟ ନମଃ, ଜୟ ଶବର ମହାରାଜ......
ମହେନ୍ଦ୍ର ଗିରିର ଶବର ରାଜା ଥିଲେ ପୁଳିନ୍ଦ ତେଣୁ ଜୟ ପୁଳିନ୍ଦ ରାଜା
Satare bahuta sudar heichi nice song and dance ❤❤❤❤❤❤🎉🎉🎉🎉🎉🎉🎉🎉🎉
Jaya sabra samaj D,J❤❤❤
ଜୟ ଶବର ସମାଜ
Keep it up
Bahut bhala
Super dance sabar samaj 💃💃💃❤️❤️❤️👆👆👆🌟🌟🌟👍👍👍
ଠିକ ଅଛି ଆଜ୍ଞା
ବହୁତ ସୁନ୍ଦର ହୃଦୟ ସ୍ପର୍ଶି ଧନ୍ୟବାଦ ସମସ୍ତ ଟିମ୍ କୁ❤❤❤
ଅତି ସୁନ୍ଦର ଅଟେ
ହଁ ସାର ଭଲ ହେଇଛି
Jai jagannath thank you so much Bhai au bhajana Geeta gao bhala dance karantu
Nice song
Really beautiful traditional dance . ❤❤❤❤i like this video.
ଠିକ ଅଛି ଆଜ୍ଞା
ମହା ପ୍ରଭୁ ଜଗନ୍ନାଥଙ୍କ କୃପା ଆପଣ ମାନଙ୍କ ପାଖରେ ସବୁ ବେଳେ ରହିଥାଉ ଜୟ ଜଗନ୍ନାଥ
Nice
ଅତି ସୁନ୍ଦର...❤..
ଠିକ ଅଛି ଆଜ୍ଞା
Bahuta bhalia
ହେ ଜଗନ୍ନାଥ ସ୍ୱାମୀ ପ୍ରେମାନନ୍ଦ ୟେ କ୍ୟା ହୁଆ 👏😄
କୋଚ ନହିଁ sir ୟେ ମହା ପବିତ୍ର ମହେନ୍ଦ୍ର ପାର୍ବତକା song
ଅତି ସୁଂଦର ❤❤❤
ହରି ଓଁ
I love this song
Ok sir
Super 🙏🙏🙏
Nice video r👍♥️♥️♥️🙏🙏🙏👏👏👏👏
Bahuta Bhala ahichi Nacha Jay jagannaath
Very nice soura song 🙏🙏🙏🙏👍👍👍👍👌👌
ଜୟ ଜଗନ୍ନାଥ 🎉🎉🎉🎉
Jaya jagannath
Radhe radhe 🙏🙏🙏🦚🙏
Nice song Jay jagarnath 🙏🚩
Jay jagannatha
ମୁଁ ଭଉତ ଗର୍ବଅନୁଭବ ଯେ କେତେ ବର୍ଷ ପରେ ପ୍ରଥମଥର ଶବର ନାଚ ମହେନ୍ଦ୍ରଗିରି ଟାରେ ଦେଖିଲି🙏🙏
ସତରେ କି ଆଜ୍ଞା
ହଁ ଆଜ୍ଞା ଆପଣଙ୍କ ଭଲପାଇବା ମଧ୍ୟ ବହୁତ ସୁନ୍ଦର 🙏🙏🙏🙏🙏🙏🚩🚩🚩🚩🚩
ଆମେ ସଉରା ସବୁଠୁ ବଢ଼ିଆ,, ❤❤
❤❤❤
❤❤❤❤ hihh@@debakantofficial
❤
ଭଲ ଏହିଛି ❤