Jay jaganatha 🙏🙏🙏 Bhai bahutu sundar lagila video bahutu Khushi lagila apana jitu babu subasha babu maja masti enjoy video bahutu Khushi lagila bhai apananka full video sabubala dakha bhai🙏🙏🙏
Commitee bala bepar pain jatra karuchhanti jadi tume jatra ra dum dekhai house full kara gote itom girl house full kariba gurrenty dauchi jou party dum achhi ସେମାନେ କେବେ itom girl dakanti nahin
Family operaa kahile..(konark gananatya ) raa naa jemiti agaa kuu asutthiba ahuri 50barsh jai see jinisa aame chanhuchuu , bhai mor kahibar a conclusion aeeaa kii (family opera means "konark ganantya" ) aii prakara tag line lokanka muharu asiba katha..
But you guys are sharing the same stage with them. So you also have some rights to raise the voice. So you guys are equally responsible. If you guys are not stopping the naked dance than oneday entire jatra will be banned. So time will come law of the land will take action one day.
ଯଦି ନଗ୍ନତା କୁ ପ୍ରଶ୍ରୟ ଦିଆଯିବ ତାହେଲେ ଯାତ୍ରାକୁ ଭଲ ପାଉଥିବା ଲୋକ ଆଉ ଯାତ୍ରା ଦେଖିବାକୁ ଯିବ ଧିରେ ଧିରେ ବନ୍ଦ କରିଦେବେ। ମହିଳା ଦର୍ଶକ ଏବେ କମିଲେଣି, ଆଉ ଆଗକୁ ଅନ୍ୟ ଦର୍ଶକ ବି କମିଯିବେ।
ସୁବାସ ଭାଇ ଜଣେ ଭଲ ମଣିଷ ସହିତ ଭଲ ଅଭିନେତା ❤❤❤
ବହୁତ ସୁନ୍ଦର କଥା କହିଲେ, ଆଶ୍ଳୀଳତା ବନ୍ଦ ହେବା ଦରକାର, ଧନ୍ୟବାଦ କୋଣାର୍କ ଗଣନାଟ୍ୟ କୁ ଧନ୍ୟବାଦ ଆଶ୍ଳୀଳତା ନାହିଁ, ସୁବାସ ଭାଇ ଆଉ ଜିତୁ ଭାଇ ଏମାନେ ଉଚ୍ଚକୋଟୀର କଳାକାର, ଜୟ ଜଗନ୍ନାଥ,
ଧନ୍ୟବାଦ ଆପଣମାନଙ୍କ ମତାମତ ପାଇଁ, ତେବେ ନାଟକ ରେ ଯେଉଁ ନୃତ୍ୟ ପରିବେଷଣ ହେଉଛି ତାହା ପାଇଁ ମଧ୍ୟ ଦୃଷ୍ଟି ଦେବାକୁ ଅନୁରୋଧ
ଏହି ଭିଡ଼ିଓ ଟି ସବୁଠୁ ନମ୍ବର ୱାନ
ଅତି ସୁନ୍ଦର ଅଭିନେତା ସୁବାସ ଭାଇ ❤❤❤
Bahut sundar aji ra episode thila.
Super actor Subhash bhai ❤❤❤
ଯାହା ହଉ ଭାଇ ଲଗ୍ନତା ବିଷୟରେ ଆପଣ ମାନେ ଚିନ୍ତା କରୁଚନ୍ତି ସବୁଠୁ ବଡ କଥା ସବୁ କଳାକାର ଯଦି ଚାଇଁବେ ଆଉ ଏକ ହେବେ ତାହାଲେ ଯାଇକି ଯାତ୍ରା ରୁ ନଗ୍ନତା ବନ୍ଦ ହବ ନ ହେଲେ ଯାତ୍ରା କୁ ଭଲ ପାଉଥିବା ଦର୍ଶକ ଦିନେ ଯାତ୍ରା ଆଉ ଦେଖିବା ପାଇଁ ଆସିବେ ନାଇଁ ଯାହା ଫଳରେ ଯାତ୍ରା ଦିନେ ବନ୍ଦ ହେଇଯିବ ଆଉ ହଜାର ହଜାର କଳାକାର ଦିନେ ରାଜା ରାସ୍ତାରେ ବୁଲିବେ କାରଣ ଏଠି ଫାମିଲି ସହିତ ଯାତ୍ରା ଦେଖିବା କଷ୍ଟକର ହଉଚି ଏବେବି ସମୟ ଅଛି ଏ ବିଷୟରେ ଟିକେ ବିଚାର କରାଯାଉ 🙏🙏🙏🙏
Jay Jagannath❤🙏 chinta Kara Chintamani nku❤🙏 exlent mind-blowing
ମୁନୁ ପଣ୍ଡା ଙ୍କ ସହିତ ଗୋଟେ ସ୍ପେସିଆଲ ଭିଡ଼ିଓ କରନ୍ତୁ
JITU BABU is ONE MAN ARMY in KONARK TEAM. I salute his STRUGGLING and SIMPLE life
Nice vlog with Subhas bhai.jay jagannath krishna bhai.Happy Diwali in ahead,So happy Diwali to you all.❤❤🎉🎉
ଯାତ୍ରା କଳାକାର ଚାହିଁଲେ ଲଙ୍ଗଳା ନୁତ୍ୟ ବନ୍ଦ ହେବ
Very nice acting subash bhai
Jollywood Industry No 1 Anchor Krishna Kumar
King star ସୁବାସ vaii
ବହୁତ୍ ସୁନ୍ଦର interview ଭଳ ସଲିନତା ବିଷୟ ରେ ପରାମର୍ଶ ଦେଲେ କିଙ୍ଗ ଷ୍ଟାର ସୁବାଷ ବେହେରା ଓ ଟ୍ରାଜେଡି କିଙ୍ଗ ଜିତୁ ଭାଇ ❤❤
Jai Jagannath bahut Sundar Muhurta... bahut Sundar lagila...Trimurti nka maha Milana..❤
Subas bro u the great. True is true. Jay jagannath🎉🎉😂😂😂😂
Nice Vlogs Bhai Aei Selibrti Ku Total Bane Kariba Darkar Pendal Ku Total Uthiba Ku Na Diajau
No 1 Anchor in Hollywood Industry.
Apan mananku duraru pranam janauchhi apan mananka gatie gatie sikhaniya barta mana ranjita kari parichhi ❤❤❤Jay jagannath 🙏🙏🙏🙏
Jay jaganatha 🙏🙏🙏
Bhai bahutu sundar lagila video bahutu Khushi lagila apana jitu babu subasha babu maja masti enjoy video bahutu Khushi lagila bhai apananka full video sabubala dakha bhai🙏🙏🙏
ଯାତ୍ରା କଳାକାର ଙ୍କୁ ଛାଡି ବାହାର କଳାକାର ଙ୍କୁ ଆଣିଲେ ଓଡ଼ିଆ ସିନେମା ପରି ଅବସ୍ଥା ହେବା
Jay jagannath Sana Bhai Krishna.jay jagannath subah Bhai
Nice to meet you at Belpahar bhai....This video is very special bcoz of two legends were telling their life history
Krishna Bhai subash Behera nka family video Karantu
My Acting icon... Subash bhai ❤
Subas bhai bhalia actor bahut kam achanti
ଜୟ ଜଗନ୍ନାଥ ଭାଇ 🙏🙏
Jay Krishna Bhai
Subash.and.jitu.bhai.bhla.manish
Kintu.new.kalakata.kata.janaku
Sahajy.karicha.tama.sabu.bada.daharata
Jay jagannath🙏🙏🙏
ସୁବାସ ନନା ଆମ ଭଦ୍ରକ ର ଗର୍ବ ।।
Commitee bala bepar pain jatra karuchhanti jadi tume jatra ra dum dekhai house full kara gote itom girl house full kariba gurrenty dauchi jou party dum achhi ସେମାନେ କେବେ itom girl dakanti nahin
Jatra actor manaku anurodh karuchi aapanak pendal ku amiti aitom dancer ku chadhantu nahi, malika manka saha discus karantu a bisayare
Subash babu is the tragedy king of jollywood.
Family operaa kahile..(konark gananatya ) raa naa jemiti agaa kuu asutthiba ahuri 50barsh jai see jinisa aame chanhuchuu , bhai mor kahibar a conclusion aeeaa kii (family opera means "konark ganantya" ) aii prakara tag line lokanka muharu asiba katha..
Bhai sabu kalakar ak huantu semananku pendalre chadhei diantu nahi plz
Krishna Bhai subash behera anka family video te kara
Jay Jagannath bhai 🙏 jatra jagatara king 🤴 subas sir i am proud of you 🫡 🎉
Krishnan bhai and subash bhai jitu bhai very good 👍 actor
Krishna bhai ama Gare sonepur mahada re subas bhai asithile bahut bhala nata thila tanka saha katha helu
କ୍ରିଷ୍ଣା ବାବୁ ଯାତ୍ରା ସିଂହ ବାହିନୀର ଉପସ୍ଥାପିକା ରଶ୍ମି ଙ୍କୁ ଆପଣଙ୍କର ଚାନାଲ କୁ ଥରେ ଆଣନ୍ତୁ ଧନ୍ୟବାଦ
Jay ho cchot bhaiane❤❤❤
କ୍ରୀଷ୍ଣା ଭାଈ ମୁଁ ସେଇ କଦଳିଗଡ କ୍ୟାମ୍ପ ରେ ଥିଲି। ନାଟକ ବହୁତ୍ ଉଚ୍ଚ କୋଟୀର । ମୁଁ 3night ଦେଖିଛି।
ମୁଁ ବୁଝିପାରିନି ଡ଼ାଇଲଗ୍ କଣ ପାଇଁ ପଚରାଯାଏ ଅଭିନେତା ମାନଙ୍କୁ। ଆରେ ଭାଇ ଇଣ୍ଟରଭ୍ୟୁ ନେଲେ ତାଙ୍କୁ ପଚାର ନୂଆ ଅଭିନେତା ମାନେ କଣ କରିବ ଦର୍କାର। ଉଚ୍ଚ କୋଟୀର କଳାକାର ମାନେ ହେଉଛନ୍ତି ଚଳନ୍ତି ଶିକ୍ଷାନୁଷ୍ଠାନ। କେମିତି ଅଭିନୟ ଶିଖିବା। କେମିତି ସଂଳାପ କହିବା। କେମିତି ନିର୍ଦ୍ଦେଶନା ମାନିବାକୁ ପଡେ। କେମିତି ଶୃଙ୍ଖଳା ରେ ରହିବାକୁ ପଡ଼ିବ। କେମିତି ଡାନ୍ସ ଆଡ଼ୁ ବାକି କଳା ବି ଶିଖିବା କଥା। ଚରିତ୍ରରେ କେମିତି ପଶିବା କଥା । ବଡ଼ କଳାକାରଙ୍କ ଠୁ ଏମିତି କେତେ ଶିକ୍ଷଣୀୟ କଥା ଶିଖିବାକୁ ଥାଏ। ଏସବୁ କରନ୍ତୁ ନହେଲେ ଏ ୟୁଟୁବ ରେ ଛତିଫୁଟା ବ୍ଲଗ୍ video ରେ ଖାଲି ଏଇ ସବୁ କଥା କଣ ମୂଲ୍ୟ ଏସବୁ ର।
Super jodi
Emiti alochana swagatajogya
ସବୁ କମିଟି କୁ ଦୋଷ ଦେଇପାରିବେନି। କାହିଁକି ନା, କମିଟି ମେମ୍ବର ମାନେ ସମସ୍ତେ ଧନୀ ନୁହନ୍ତି ଏବଂ ସମସ୍ତେ ନିଜର ରୁଚି କୁ ପୂର୍ଣ୍ଣ କରିବାପାଇଁ ନିଜ ଜୀବିକା ର ଝାଳବୁହା ଅର୍ଥ ଆଣି କମିଟି ରେ ଦେଇଥାନ୍ତି, ସଦସ୍ୟଟେ ହେବାପାଇଁ। ଯଦି ଯାତ୍ରା ଅନୁଷ୍ଠାନ ଅତ୍ୟଧିକ ଅର୍ଥ ଦାବିକରେ ଏବଂ ୪ ରାତି ନାଟକ ପରିବେଷଣ କରିବାପାଇଁ ଜିଦ ଧରିବସେ, ତେବେ କମିଟି କରିବ କଣ।
ଯାତ୍ରାରେ ନାଟକର ମାନ କମିଗଲାଣି। ୨-୩ ଟା ଦୂର୍ଷ୍ୟ କୁ ଛାଡିଦେଲ, ସେଇ ଚିରାଚରିତ କାହାଣୀ ପୁନରାବୃତ୍ତି ହେଉଛି। ତେଣୁ ଲୋକଙ୍କର ଯାତ୍ରା ପାଇଁ ଆଗ୍ରହ କମି ଯାଉଛି।
ଏବଂ କିଛି ଯୁବଗୋଷ୍ଠୀ(ସମସ୍ତେ ନୁହନ୍ତି ) ଏବଂ ପ୍ରାପ୍ତ ବୟସ୍କ ଲୋକଙ୍କର ଇଛା/ଆଗ୍ରହ ରହୁଛି ସେହି ଲଙ୍ଗୁଳି ନୁର୍ତ୍ୟ ପ୍ରତି।
ତେଣୁ ଏହାକୁ ସୁଯୋଗ ଭାବି, ଯାତ୍ରା ମାଲିକ ଙ୍କର ଅର୍ଥ ଅତ୍ୟାଚାର ଆଉ ନିଜ କମିଟି ଏବଂ କମିଟି ସଦସ୍ୟ ମାନଙ୍କ ସ୍ୱାର୍ଥ ଏବଂ ଅର୍ଥ ରକ୍ଷା ପାଇଁ, ଏହିଭଳି ପଦକ୍ଷପ କମିଟି ନେଉଛନ୍ତି।
ଯାତ୍ରା ମାଲିକ ମାନେ କମ ଅର୍ଥନେଲେ, କମିଟି ଟିକଟ ମୂଲ୍ୟ କମ କରିବେ, ଯାହାଫଳରେ ଯାତ୍ରା ବ୍ୟବସାୟ ବିନା ଲଙ୍ଗୁଳି ନୁର୍ତ୍ୟରେ ବି ଭଲ ବ୍ୟବସାୟ କରିବ ଏବଂ ଲୋକଙ୍କର ଯାତ୍ରା ପାଇଁ ଆଗ୍ରହ ବଡିବ।
ବେଳ ଥାଉ ଥାଉ ସମସ୍ତେ ସୁଧୁରି ଯିବା ଭଲ।
ଏଟା ମୋର ବ୍ୟକ୍ତିଗତ ମତ..... ଜୟ ଜଗନ୍ନାଥ 🙏
Krishna sir ame jatra re kama miliba
ଯାତ୍ରା ରେ ଆଇଟମ ଡାନ୍ସର ଙ୍କୁ ବ୍ୟାନ କରାଯାଉ
ଯାତ୍ରା ରେ ankaring କରିବା ସମୟରେ ଯାତ୍ରା angaring ଵାଲା କୁହେ ନାରୀ ଜାତିକୁ ଅସମ୍ମାନ କରନ୍ତୁ ନାହଁ ନାରୀ ଆମରଦେଶର ଭବିଷ୍ୟତ ତାପରେ ଯେମିତି ନାଚ କରନ୍ତି ସେଠାରେ ମାଁ ଭଉଣୀ ଛୋଟ ପିଲା ମାନେ ଦେଖନ୍ତି ମତେ ବହୁତ ରାଗ
ନକ୍ସା ପାଲି କେମପ ମୁଁ ଦେଖି ଚି ଭାଇ
Bahut bhala lagila
ଯାଉ ମାନେ ତାଙ୍କର ମାଁ ଭଉଣୀ ଇଜତ ସମ୍ମାନ ଦିଅନ୍ତି ସେମାନେ ଏମିତି ଯାତ୍ରା ଏବଂ ନାଚ ଦେଖିବା କୁ ଯାଆନ୍ତି ନାହଁ
Committee mane he 100 ru 100 doshi ethi pai
ମୋର ମନେ ଅଛି ମୁଁ ଅଷ୍ଟମ ଶ୍ରେଣୀ ରେ ପଢ଼ୁଥିଲି ସେତେବେଳୁ ସୁଣିଆସୁଛି ଅଶ୍ଳିଳତା ନାଚ ମାନେ ଶୁଦ୍ଧ ଭାଷା ରେ କହିବାକୁ ଗଲେ (ନଙ୍ଗଳା ନାଚ) ବନ୍ଦ ହବ ବୋଲି ହେଲେ ଆଜି ମୁଁ ପଢା ସାରିକି ଚାକିରୀ କଲେଣି ହେଲେ ଅଶ୍ଳିଳତା (ନଙ୍ଗଳା ନାଚ) ବନ୍ଦ୍ ହବାର ତ ଦୂରର କଥା ଆହୁରି ଜୋର୍ ଜାର୍ ବଢ଼ିବାରେ ଲାଗିଛି 😂😂😂
Sahoo bhauja Raju das pakhe comedy kare ta pakharu gala pare ebe enti nagala hoiki stage re buluchi
ଯୋଉ ମାନେ ଏମିତି ନଗୁଳି ନାଚ ଵେଶିଆ ନାଚ ଯାତ୍ରା ଦେଖିବାକୁ ଯାଇଛନ୍ତି ସେମାନଙ୍କ ମାଁ ଭଉଣୀ ର ବି ସେମିତି ଜିନିଷ ଅଛି ଘରେ ଦେଖୁନ
Jinu ki jina j hero asati tulasi sati chaura ra hero ra interview dekhaa
Krishna SIR Keita bedhei nka lagi jatra pati Banda heijiba kichi Dina pare
ଆଗରୁ ଦରମା କମ୍ ଥିଲା ଭଲପାଇବା ଅଧିକ ଥିଲା,ଦରମା ବଢିଲା ମୋବାଇଲ ରହିଲା ଭଲ ପାଇବା କମିଲା
ଆଗ ଧାଡି ର କଳାକାର ବାରଣ କରିବା ଦରକାର ନଗ୍ନତ ପାଇଁ
konarka recod dence bahut bhala tk b asmila dence ni
Are Tama jatra Bala tanku sujog daucha
Sunder episode
Jete jaha kuha bhai jadi party book karila bele conditions rakhanta tahale comiti bala tik darnte ea naguli mane au staje ku au chadi partneni
Jatra bhi bhut bholo but ae jo faltu nacho guda jo film bala koru choti tanku ban kora jau
Jay Jagannath
ଲଙ୍ଗଳା ନାଚ ବନ୍ଦ୍ ହେବା ଦରକାର୍
Jatra kalakara chahi le heab lagala jytra hele jutra karibu nahi
Sonepur sahala jatra padia Pinki ra kana pati re mada padi6i 😢🤣
❤
Ati sundar,
Party jete bele committee sahita agreement karuchi. Sete bele kahideuna. Item dancer ama stage re chadhiparibani boli
Jitu bhai thanks
stage banda kara naguli nacha
Bhai,apan thik kahile kamiti dai,but bhai apan janiparunahanti gote rati paini kete expensive commite sahuchi,seithi paini actor anuchanti,
Nice video ❤🎉❤🎉
Aame Odia Bhari badhia.subash Bhai jou kichhi partyre langala dance karuchanti.bahut kharap laguchi. A guda band heba darkar
Biswa darabara Ani thila ta patu Nisha muharana ku
Committe jemiti. Loko jemiti. Party malika. Semiti. Kebal camera samnare bada bada katha. Krishna babu thik kahili naa
❤❤❤
But you guys are sharing the same stage with them. So you also have some rights to raise the voice. So you guys are equally responsible. If you guys are not stopping the naked dance than oneday entire jatra will be banned. So time will come law of the land will take action one day.
Subash Magia tu thile kichi nya actor chance pau nahanti
Abe jatra re jou dance houchi. Family naba ku dara laguchi
Sabu para bhi a mananku aiu hero rol thik houni
🙏🙏🙏🙏
Opera adika paesa neuchati sethi pae au kalakar daye sethi pae anuchati
Right
Mali pati artist Vali dailog hauchi Sethi lagi jatra dekhibaku loke valo paunahanti tenu langala nacho dekhei ticket bikri chalichi chhi chhi
Totali esabu banda kara
Kirsna.tu.sabujanichi
Khli.bada.daharta
Item girl mana heu
Tu madua ta Magia subah
Kou bala ku ame family neiki jibu jatra dekhibaaku.? Jatrare chhatara batera
Ate tela kan pai Krishna.?
ଯାହା ହେଉ ଲଙ୍ଗଳା ନାଚ କୁ ବିରୋଧ କରିବା ଆରମ୍ଭ କଲେଣି ସେଥିପାଇଁ ଧନ୍ୟବାଦ
😂😂😂😂😂😂😂