ଡିଲ୍ ପାଇଁ ସିଲ ହେଲା ମିଲ୍ || Rice Mills Subarnapur || Odisha Reporter
HTML-код
- Опубликовано: 19 окт 2024
- ଡିଲ୍ ପାଇଁ ସିଲ ହେଲା ମିଲ୍ । ଦେଖୁ ନାହାଁନ୍ତି ମିଲ ଭିତରେ ସାଂସଦ ସଂଗୀତା ସିଂଦେଓ । ସାଂଗରେ ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା ଓ ସୋନପୁର ଜିଲ୍ଳାପାଳ ଅନ୍ୟା ଦାସ । ସାଂଗରେ ଯୋଗାଣ ବିଭାଗର ଅଧିକାରୀ ଓ କର୍ମଚାରୀ । ସୋନପୁର ଜିଲ୍ଳା ଅରିଗାଁ ନିକଟରେ ଥିବା ଜୟଲକ୍ଷ୍ମୀ ରାଇସ ମିଲ ଓ ଗରଗଡବାହାଲ ଠାରେ ଥିବା ବ୍ରଜଭୂମି ରାଇସ ମିଲରେ ଚଢାଉ କରିଥିଲେ ସାଂସଦ ଓ କଂପାନୀ #Bolangir #odisha #RiceMeals #Deal #Raid #OdishaReporter
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
RUclips: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter
Ek number 👍
ଭଲ ହେଲା ଏମିତି କାମ ଯିଏ କରିବ ଏମିତି ହେବ
Right 👍🏿👍🏿👍🏿❤️❤️
M.la.nku.namaskar❤❤❤🎉😅
ପ୍ରତି ବସ୍ତାରେ ୧୦ କିଲୋ କମ୍ ରହୁଛି। ଲୋକେ କହୁଛନ୍ତି କଲେକ୍ଟର ଅଫିସ ମୂଷା ପାଞ୍ଚ ଓ ବିଡ଼ିଓ ଅଫିସ୍ ମୂଷା ପାଞ୍ଚ କିଲୋ ଖାଇ ଯାଉଛନ୍ତି।
ସବୁ ମିଲ ଏମିତି କରୁ ଛନ୍ତି
ସୋନପୁରର ଶବୁ ମିଲ ଚେକ ହଉ
ଛାଡ୍ ଛାଡ୍ ମାଗିହା ସଲେ କର କଥା ଆମର ଗରିବ ନିରିହ୍ ଚାଷୀହରାଣ କରୁଛନ୍ 🚩💕👍🙏
Right sir
ଲୋକଦେଖାଣିଆ ଯାଞ୍ଚ, ଏବେଠୁ ଡୀଲ ନ କଲେ ସବୁ ଫେଲ ମାରିଯିବା
Bargarh ra sabu mill checking hau
Hon'ble MP Sangeeta singdeo ଙ୍କ rice ମିଲ କୁ ଚଢ଼ାଉ କରିବା ସ୍ୱାଗତ ଯୋଗ୍ୟ ପଦକ୍ଷେପ | ଏଭଳି ଘୋଟାଲାରେ ଯୋଗାଣ ବିଭାଗ ର ପୁରା ହାତ ରହିଛି, ଯୋଗାଣ ବିଭାଗର ଅଧିକାରୀ ମାନଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଉ, ଏମାନେ ମିଲ ସହିତ ଭିତିରି ବୁଝାମଣା କରୁଛନ୍ତି |
Right kam karuche❤
Very good
ସବୁ ମିଲ ରେ ଭଲ କରି ବେରୀଫୟ ହେଉ
Sabu mill check hau
Dipo wla b rice Analysis kru6n ta fr dameje rice knt supply hau6
Very good
ପଞ୍ଚଯାତ ମାନଂକୁ ସେଲସ ମେନ ମାନେ ନିଜେ ଚଉଲ ଘିନୁଚନ୍ ଜେ ସେ ଉପରେ କେଭେ ପଦକ୍ଷେପ ନେବେ....
Election time re miller boti deinothiba
Mp & mla govt officer,who is Dist administration?
MALKANGIRI re bi bahut emiti houchi
2 din pare mill kholi gala na.jailaxmi mill .kenti khula tike loka lochan ke asu bhal heba
Raite da
Malkangiri re bi sabu Mill re janch Kara jau
E chasama pindha bite dia bhai kou angle ru chasi dekha jauchi
Subarnapur rampur near gania bhuapali ke dekha bahut illigal chalichhe
Chasi ke milar sabubele lutuchan
49000 kg minimum pack karanti touter sarkar thila ebe chaul nai mili
ଲାଗୁଛି ବିଜେପି ର ସାଂସଦ ଆଉ ବିଧାୟକ କୁ ମିଲ ବାଲା pc ଦେଇନି 😂😂
ତା ମାନେ ବିଜେଡି pc ନେଇ ଚୁପ୍ ରହୁଥିଲା
@@Nehru-meher ବିଜେଡ଼ି ସମୟରେ ଏମିତି ପରିସ୍ଥିତି କେବେ ସୃଷ୍ଟି ହେଇନି କି କୋକ ମାନେ ହଇରାଣ ହେଇ ନାହାଁନ୍ତି।
Tate ketetanksdele bo
Sabu mill chek hau
Sabu mill ke jibar katha
Satkatha na daa
Bahut lutu chanti pura sil kara jau
Prasasan dhila hesi
Amane deucnti bisa khaiki janti luke sarga basa amane kahi chanti bhal caula caula bhitare misrana aci maha prasada jaya jaga nata
Michha katha
Baragarh.di.heu