ପାପାଙ୍କ ଗାଡିରେ ପେଟ୍ରୋଲ ନଥିଲା। ପକେଇବାକୁ ଆସିଥିଲି ,ଛାଡି ଦିଅନ୍ତୁ ମତେ... | Nandighosha TV

Поделиться
HTML-код
  • Опубликовано: 29 дек 2024

Комментарии • 625

  • @dharmapadsahoo8404
    @dharmapadsahoo8404 Год назад +193

    ଗୋଡ଼ ଧରିକି ଭୁଲ ମାଗିଲେ ଖାଲି ହବନି sir ଙ୍କ ପେଳ ଧରିକି ଭୁଲ ମାଗେ ...

  • @Krishna14kk
    @Krishna14kk Год назад +149

    ଠିକ୍ ଅଛି ଯେ ଏଇ ଗୋଟେ ୨ଟା ଙ୍କୁ ଏମତି ଧରିଲେ ହବନି
    କିଏ ନଦେଖିଚି ଏଥର ମ୍ୟାଟ୍ରିକ ପରୀକ୍ଷା ଦେବାକୁ ଯାଉଥିବା ପିଲା bike ନେଇ ଯାଇଥିଲେ 🤦 ସେଥି ପ୍ରତି ତ କେହି ଧ୍ୟାନ ଦେଉନାହାନ୍ତି 🤔

  • @MrAkasha966
    @MrAkasha966 Год назад +99

    ଏଠି ନେତା ନମସ୍କାର ମାରିଲେ ଛାଡି ଦେବେ 😅

  • @sushilchakisushil557
    @sushilchakisushil557 Год назад +87

    Police ଏଇ କାମ ରେ ଦୁରନ୍ଧର୍ କିନ୍ତୁ ବେବିନା କୁନ୍ଦୁଲି etc ଏମାନଙ୍କୁ ନ୍ୟାୟ ଦେଇପାରିବ ନାହିଁ

  • @gyanaranjanbarik4517
    @gyanaranjanbarik4517 Год назад +134

    ଠିକ୍ ଅଛି ସେଇ ପାପା ଙ୍କ ନରେ FIR ଦିଆଯାଉ

    • @binapanisahu5554
      @binapanisahu5554 Год назад +4

      Kn pain

    • @rajmohapatravlogs
      @rajmohapatravlogs Год назад

      Hu tamaku kebe police dharu tamaku Na re fir dele tamaku kemiti lagiba Dekhiba 😡😡😡😡😡😡😡

    • @songoflocalboy3645
      @songoflocalboy3645 Год назад +3

      Au Nisa upare kebe chadhau

    • @ratnakarjena8498
      @ratnakarjena8498 Год назад +1

      Nisa ta dekhauchhi samaste maja nauchhanti ta pakhaku kn pain jibe😂😂😂😂

    • @nmtv3636
      @nmtv3636 Год назад +1

      😂😂😂😂😂😂

  • @aayaaalangolchiki7303
    @aayaaalangolchiki7303 Год назад +18

    Helmet ପାଇଁ ଯେତିକି ବ୍ୟସ୍ତ ସେତିକି ଯଦି ଶୃଙ୍ଖଳା ପାଇଁ ବ୍ୟସ୍ତ ହୋଇଥାନ୍ତେ ବହୁତ ଭଲ ହୁଅନ୍ତା......

  • @arantechnical4547
    @arantechnical4547 Год назад +43

    ଠିକ୍ ଅଛି କିଛି ଅସୁବିଧା ନାହିଁ ବହୁତ ଭଲ । ଏମାନଙ୍କ ପାଇଁ ଅଧିକ ସଡ଼କ ଦୁର୍ଘଟଣା ହେଉଛି ।

  • @purendranayak2470
    @purendranayak2470 Год назад +3

    ବାପା ଙ୍କ ଗାଡ଼ି ପୁଅ ଚଲେ ଇବନିତ ଆଉ କିଏ ଚଲେଇବ ତାଙ୍କ ଭଳି କେତେ ପିଲା ଚଲଉ ଛନ୍ତି

  • @satyabanmohanta4007
    @satyabanmohanta4007 Год назад +29

    Petrol ପକେଇବ ଜଣେ ଗାଡ଼ି ଜଲେଇବ ଜଣେ 😂
    (ଡ଼ାହା ମିଛ)
    ମାଡ଼ି ଚ଼ାଲ😂😂😂😂😂

    • @rspilot2003
      @rspilot2003 Год назад

      To maaa bia re gehibo jane 😂

  • @Rajababu-gk6kp
    @Rajababu-gk6kp Год назад +105

    ଯାହା ହୋଇଛି ଭଲ ହୋଇଛି
    ସବୁ ଜାଣିଛନ୍ତି ।
    ଏମିତି ହେବା ଦରକାର

  • @ashirbad9612
    @ashirbad9612 Год назад +1

    ଗଲତି କଣ ବେ ..... କହ ଭୁଲ ହେଇଗଲା...

  • @DamodarBehera
    @DamodarBehera Год назад +1

    ମୁଁ ସରକାର ଙ୍କୁ ଗୋଟିଏ ପ୍ରଶ୍ନ କରିବି..!!
    ତୁମେ ମାନେ ସବୁ କ୍ଷେତ୍ର ରେ ଆମଠୁ ପଇସା ନେଇ ଚାଲିଛ ହେଲେ , ଚାକିରି ମିଳିବା ପିଲା କୁ ମିଲୁ ନାହିଁ କାହିଁକି...?
    ସରକାର ତୁମେ ବି ବିକ୍ରି ହୋଇ ଯାଇଛ...!!
    ଯଦି କିଛିବି ଚାକିରି ପାଇଁ ଆବେଦନ କରିବାକୁ ଗଲେ ସେଠାରେ ଲଂଚ ନା ଦେଲେ ଚାକିରି ହେଉନି...!!

  • @prsantadas2224
    @prsantadas2224 Год назад +1

    ଜଦି ଏତେ ଆଇନ୍ ଥେଲା ଆଗରୁ ନଜଣେଈ ଆଜି ଆଇନ୍ ଚୋଦୋଉଚ ବାଳ ଆଇନ୍ ମାଗିହାକୁ ମାଡ

  • @HarishKumar-ju4mt
    @HarishKumar-ju4mt Год назад +3

    ମୁହଁ ନ ଦେଖେଇ blurr କରି ଦେଖେଇ ପାରିଥାନ୍ତ।ତାର ଭବିଷ୍ୟତ ଅଛି କିଏ ବେ ଗାଲୁଆ editer ତତେ କେବେ କିଏ ଦେଖେଇବ janibure ପୁଅ

  • @spandancreationodisha4533
    @spandancreationodisha4533 Год назад +27

    ବହୁତ ପିଲା ପ୍ରାପ୍ତ ବୟସ୍କ
    ନହୋଇ ଗାଡ଼ି ଚଳାଉଛନ୍ତି
    ଯାହା କି ଗ୍ରହଣୀୟ ନୁହେଁ
    ଏବଂ ଆଇନ ଅନୁଯାୟୀ
    ଦଣ୍ଡ ନୀୟ ଅପରାଧ 🙏🇮🇳

    • @XGSTEELIX
      @XGSTEELIX Год назад +2

      Mgh gadi chalaiba kn to bopa sikheiba

    • @abhisekhmangaraj3320
      @abhisekhmangaraj3320 Год назад +1

      bhaina paristiti re padi ketepila chalau chanti

    • @sanatanibalak349
      @sanatanibalak349 Год назад +2

      Jadi ta bapa ra accident hei jai thiba no hele ta mummy ro deha kharab thiba ta hele tu assi ki help karibu ki re picha

    • @adee7397
      @adee7397 Год назад

      Sabas bro mo eai kahimi boli asi thili 😂😂

    • @gugujuli4158
      @gugujuli4158 Год назад

      Mg

  • @antasahu111
    @antasahu111 Год назад +1

    ଆଉ କାଣା ବୁଡା ବଜସ ଗାଡି ଚଲେଈ ବେ
    ଈବଜ ଷ୍ ରେ ନାଈ ଚଲାଈ

  • @dusmantanaik2506
    @dusmantanaik2506 Год назад +1

    ଶଳା cuttack ଟା କଣ ଓଡ଼ିଶା ବାହାରେ ହେଇଗଲା ଶଳା ଠିକ ରେ ଓଡ଼ିଆ କହୁନୁ ବେ

  • @maypadbadu1244
    @maypadbadu1244 Год назад +1

    ମୋ ଗାଡ଼ିରେ ପେଟ୍ରୋଲ ନାହିଁ ଟିକେ ପୋକେଇ ଆଣିଦେ।

  • @rakhi390
    @rakhi390 Год назад +1

    ସବୁ ନିୟମ ପୁଲିସ କରୁଛି ନା ଦୁର୍ବଳ uppre ସବଳ ହଉଛି

  • @srikantaharichandan1464
    @srikantaharichandan1464 Год назад +1

    ଏଇସବୁ ବେଳକୁ ପୋଲିସ ବହୁତ୍ ପାରିବାର। ପୋଲିସ ବି କରିବ କଣ ? Target ଦିଅ ହେଇଥିବ

    • @RupNarayanMajhi
      @RupNarayanMajhi Год назад

      Target ହିଁ ଦିଆ ହୁଏ । ନହେଲେ ତାଙ୍କୁ ହାତରୁ ଦେବାକୁ ପଡ଼ିବ ।

  • @maheshk5258
    @maheshk5258 Год назад +46

    ପେଟ୍ରୋଲ ପକେଇ ନୁହଁ ଲାଇନ୍ ମାରି ଆସିଥିଲା ବଧେ ଭଲକି ପଚାର..😉😉😉😉😉😉

  • @jayadevbiswal1983.
    @jayadevbiswal1983. Год назад +1

    ଅତି ସୁନ୍ଦର ......

  • @deepakjardar1555
    @deepakjardar1555 Год назад +1

    ମୋ ମତରେ କୋହି ଫାଇନ୍‌ ଦେବେ ନାହିଁ! କାରଣ ଟିକେ ଟିକେ ଭୁଲ୍‌ ପାଇଁ ୨୫୦୦୦/-ହଜାର ଫାଇନ୍‌ କାଟୁଛନ୍ତି! କାରଣ ଫାଇନ୍‌ ଦେଲେ ପିଲା ଯେଉଁ ଭୁଲ୍‌ କଲେ ସମାଧାନ ହୋଇଯିବ! ଆମ ଓଡିଶା ପୋଲିସ ଗାଡି ଚେକିଙ୍ଗ ପାଇଁ ନମ୍ବର ୱାନ କିନ୍ତୁ! ନୋତା ମନ୍ତ୍ରୀଙ୍କ ଧରିବାକୁ ବିଫଳ! କୋହି ଫାଇନ୍‌ ଦେବେ ନାହିଁ କେତେ ଜଣକୁ ଭିତରେ ରଖି ବେ ରଖନ୍ତୁ?

  • @mukeshsahoo6427
    @mukeshsahoo6427 Год назад +16

    ଜାଣିଥିଲେ ସେଠୁ ଫେରିକି ପଳେଇଥନ୍ତୁ 😂😅😅😅

  • @laxmidharmuduli8424
    @laxmidharmuduli8424 Год назад +2

    ଯିଏ ଧରା ହେଲା ସେ ଦୋଷୀ ଯିଏ ଖସିଗଲା ସେ ମଗିହା ଭଳପିଲା।

  • @kmunababu
    @kmunababu Год назад +1

    ସେ ଯଦି କୋଉ ମନ୍ତ୍ରୀ ଙ୍କ ପୁଅ ହେଇଥିଲେ ତମେ କାଟି ଥାନ୍ତ କି

  • @snofficial.45
    @snofficial.45 Год назад +44

    Fine katha hele kali notice aji jor dar checking but jadi job katha hau ki au jou katha hau jemiti ki outsorsing pilanka pain 1 month wating karibaku ai ta ama sarakar fine nela bele no 1 but kichi dela bele 🙄

    • @smalltake7984
      @smalltake7984 Год назад

      Because neba paain aage deba pain pachu ru pache

    • @shankarreddy8922
      @shankarreddy8922 Год назад

      Right bro bjd thile amiti hi haba

    • @INSHANIYAT786.
      @INSHANIYAT786. Год назад

      @@shankarreddy8922 Han aau bjp sasita States sabu America heigalani aau nuhen ki?

  • @dilukaibarta3528
    @dilukaibarta3528 Год назад +1

    ସେ ମିଛ କହୁଛି

  • @ktxcobv
    @ktxcobv Год назад +4

    ଲାଗୁଛି ବହୁତ ସିକିତ ଘର ପିଲା... ସେତିପାଇଁ ତୋ ତା ବାପା ପଠେଇଛି ପେଟ୍ରୋଲ ପକେଇବା ପାଇଁ..! 😄😄😄

  • @villageboys7427
    @villageboys7427 Год назад +1

    ଓଡ଼ିଶା ସରକାର ଚୋର କୁ ଓଡ଼ିଶା ପୋଲିସ୍ ଚୋର

  • @ratnakarbarik1385
    @ratnakarbarik1385 Год назад +12

    Police sir pls ye pilanku fine karaantu aau tike jatani re cheking karaantu dayaa kari

  • @bimalkumarroul6425
    @bimalkumarroul6425 Год назад +2

    Bahut badhia rule ,

  • @mahavirbusiness4582
    @mahavirbusiness4582 Год назад +6

    Sir ଏମାନଙ୍କୁ ଆଗ size କରନ୍ତୁ l ଏମାନଙ୍କ lover automatic size ହେଇଯିବେ l ଏଇ ଅଳିଆଙ୍କ ଯୋଗୁ ଭଲ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି

  • @pratap_moharana
    @pratap_moharana Год назад +1

    ବାପା ରେ ତୁ ଭୁଲିଗଲୁ କେମିତି March ମାସ ଟା ପରା ଜାଣିବା କଥା ଆମର ଖାକି ପିନ୍ଧା ବାବୁ ମାନଙ୍କର Target ପୂରଣ କରିବା ମାସ । ହଉ ଯା ତଣ୍ଡ ଗଣିକି ଏଣିକି ସବୁ ମାସରେ ଚଲେଇ ବୁ ମାର୍ଚ୍ଚ ମାସରେ ଚଲେଇ ବୁନି 😁😁😁😁😁।

  • @rakhi390
    @rakhi390 Год назад +10

    ଏଠି ଯୋଉ ମାନେ ବାପା ମା ଙ୍କୁ ଦୋଷ ଦେଇଛନ୍ତି ସେ ମାନେ କେତେ ବାପା ମା ଙ୍କ କଥା ମାନୁଛନ୍ତି ଏଠି ବାପା ମା କଣ କରିବେ ଛୁଆ ଯଦି ଜିଦ୍ କରିବ ସେ ମାନେ ନିରୁପାୟ 😢

    • @susantsingh433
      @susantsingh433 Год назад

      Tiki kahecha tame

    • @linusedutech6722
      @linusedutech6722 Год назад

      Vehicle ra dam jeti ki tara 50% fine kati diantu parents au se jau pila jidi karu chi se b thara ke sudhu ri jibe

  • @rashmiranjansamal9204
    @rashmiranjansamal9204 Год назад +13

    ଧରିକି ପିଟ ଏମାନଙ୍କ ଯୋଗୁ ବହୁତ ଅଘଟଣ ଘଟୁଛି

  • @biswaranjanjena606
    @biswaranjanjena606 Год назад +2

    Some Police is 🤑🤑 😎

  • @gyanisingh6488
    @gyanisingh6488 Год назад +1

    ଗାଡି ନିଅ ସଳେ ଛୁଆ ର

  • @lalitmohanmishra3561
    @lalitmohanmishra3561 Год назад +1

    ପିଲା କୁ ଛାଡ଼ ,ବାପା କୁ ଡାକ,

  • @rabindrakumarmohanty9415
    @rabindrakumarmohanty9415 Год назад

    ବାପାଙ୍କ ଗାଡି ଠିକ୍ ଅଛି ବାପା କଣ କହିଥିଲେ ହେଲମେଟ ନ ପିନ୍ଧି ରାସ୍ତାର ନିୟମ ନ ମାନି ଗାଡି ଚଳେଇ ଵା ପାଇଁ।ଭୂଲ କଲେ ତ ଦଣ୍ଡିତ ହେବାକୁ ପଡିବ। ପୋଲିସ ତ ତାଙ୍କ କର୍ତ୍ତବ୍ୟ କରିଵେ କାହାକୁ ଦୋଷ ନ ଦେଇ ନିଜ କର୍ମ କୁ ଦାୟି କର।

  • @kalshnikovgaming4787
    @kalshnikovgaming4787 Год назад

    ଏମିତି ଅଟକେଇବା ବାଲାଙ୍କ ଗୋଡ଼ ଧରନ୍ଥିନି ହାତ କାଟନ୍ତି

  • @balakrishnanayak-323
    @balakrishnanayak-323 Год назад +2

    ଭଲହୋଇଚି

  • @Jyotirmayeegroups660
    @Jyotirmayeegroups660 Год назад +7

    Very Good Odisha Police 👍

  • @milankumarsahoo1995
    @milankumarsahoo1995 Год назад +2

    ପୋଲିସ ଭାଇ ମାନଙ୍କୁ ମୋର ଅନୁରୋଧ ଏମାନଙ୍କୁ ଜମା ଛାଡ଼ନ୍ତୁନି ... ଭଲକି ଫାଇନ୍ କରନ୍ତୁ..

  • @Fiftyshadesoffood
    @Fiftyshadesoffood Год назад

    ଭଲ ହେଇଛି ବହୁତ୍ ଷ୍ଟାଇଲ ମାରୁଥିଲେ ଛୋଟ ଛୁଆ ମାନେ ସ୍କୁଲ କୁ ବି ସ୍କୁଟି ନେଇକି ଯାଉଥିଲେ। ରାସ୍ତାରେ ଗାଡ଼ି ଖଣ୍ଡେ ଧରିକି ଇନ୍ଦ୍ର ଚନ୍ଦ୍ର ମାନୁ ନଥିଲେ।ଏଥର ଏମିତି ଆଉ ଦି ଚାରିଟା ଙ୍କୁ ଧରିଲେ ଠିକ୍ ସାଇଜ ହେବେ।

  • @jchoudhury274
    @jchoudhury274 Год назад

    ପିଲା କୁ ସତେ ଗୁଟେ କ୍ରିମିନାଲ ଭଳି ବ୍ୟବହାର କରୁଛନ୍ତି ପୋଲିସ୍ ଜୟ ଜଗନ୍ନାଥ

  • @jitendranayak1419
    @jitendranayak1419 Год назад +5

    ଠିକ ଅଛି

  • @Mithunsahu161
    @Mithunsahu161 Год назад +1

    Thanyou sar ଯାହା ହୋଉ ଓଡିଶା police 🙏🏻🙏🏻🙏🏻🙏🏻ଦିଲ ସେ ସଲାମ

  • @saileshmishra75
    @saileshmishra75 Год назад

    Papa ଙ୍କ ଗାଡ଼ି ରେ ପାପା Petrol ପକେଇପାରିଲେନି କି ତମେ ଯାଇଥିଲ Petrol ପାଇଁ🙄 ସବୁ ମିଛ Drama...ବର୍ତମାନ ର Generation ବହୁତ ମିଛ ଅଭିନୟ ଜାଣିଛନ୍ତି ଆଉ ତାଙ୍କ ଭୁଲ ପାଇଁ ହିଁ ରାସ୍ତା ରେ ଅନେକ ଦୁର୍ଘଟଣା ହେଉଛି ଓ ଅନ୍ୟ ଜଣେ ନିର୍ଦୋଷ ଲୋକ ର ଜୀବନ ଚାଲିଯାଉଛି।ଅତି ସୁନ୍ଦର ପଦକ୍ଷେପ,ଏମିତି ଜାରି ରହୁ Checking ପ୍ରତିଦିନ

  • @saulapattamajhicreation6962
    @saulapattamajhicreation6962 Год назад +8

    ପାପାଙ୍କ ପରି ନୁହଁ ପାରା...😃

  • @sagarrauta1028
    @sagarrauta1028 Год назад +4

    Petrol neba pain cycle re asi thile bhala huanta 😊

  • @babudash1336
    @babudash1336 Год назад

    ବାପା ଙ୍କ ଗାଡ଼ି ପୁଅ ପେଟ୍ରୋଲ ପକାଏ ବାପା
    ବୋଧେ ପେଟ୍ରୋଲ ପମ୍ପ ଦେଖି ନାହାନ୍ତି ଗାଲୁ
    ମାରି ଖସି ଯିବାକୁ ଇଚ୍ଛା ହେଲେ ,,,, ପଂଗା ନେ

  • @dipumallick3207
    @dipumallick3207 Год назад

    ରାସ୍ତା ଉପରେ ଫୋକସ କରୁନାହାନ୍ତି ଖାଲି ଫାଇନ
    ରାସ୍ତା ନାହିଁ ତ ଫାଇନ ନାହିଁ

  • @laxman5908
    @laxman5908 Год назад +1

    ଏ ପିଲା ର ବାପା ନା ରେ fir ଦିଅ ତାକୁ କୋଟ୍ ଚାଲାଣ କର ଓକେ

  • @ranjanmajhi6266
    @ranjanmajhi6266 Год назад

    ଓଡ଼ିଶା ପୋଲିସ ଆଉ କିଛି କରୁ କି ନ କରୁ କିନ୍ତୁ ଏଇ ଗୋଟେ କାମ ଭଲ ଭାବରେ କରିଥାଏ 😂😅😆😀😄

  • @Biru135
    @Biru135 Год назад +2

    ପାପା ନୁହଁ ସେଟା ବାପା ହବ
    ମାଘିଆ ଓଡ଼ିଆ କହି ପାରୁନି😂😂😂

  • @susantaksahoo3776
    @susantaksahoo3776 Год назад +58

    Bapa name re FIR heu.. Sabu parents nka ra bhul
    Tike bi common sence use Karu nahanti, chua nku vehicle dei chadi deuchanti

    • @debjitmuduli5506
      @debjitmuduli5506 Год назад

      Ooh tamara kichi bhula nahi

    • @susantaksahoo3776
      @susantaksahoo3776 Год назад +2

      As per rule, if children below 18 years rides bike,then it is fault of the guardian and Action against guardian will be taken

    • @ashishhembram21
      @ashishhembram21 Год назад +2

      Fine Paisa to bapa hi daba 😂

    • @bishwajitzvlog8958
      @bishwajitzvlog8958 Год назад +1

      Bhai at least helmet pindhiba katha helmet ta pindhithile kie Kain dharithanta

    • @Devofficial11
      @Devofficial11 Год назад

      Au apana dhara padi nahanti ki bhai

  • @subasjena1252
    @subasjena1252 Год назад +1

    Sir emananku aga size karajau

  • @dashfitnesstips8718
    @dashfitnesstips8718 Год назад

    ଭଲ ହେଇଚି,ଏତେ ଛୋଟ ଛୁଆଙ୍କୁ ବାପା ମାଆ ଗାଡି ଚଲେଇବା ପାଇଁ ଦେବା ଭୁଲ...

  • @satyabratamunda4713
    @satyabratamunda4713 Год назад

    police ଖାଲି ଗାଡ଼ି cheking କରିବା ଜାଣିଛି ଆଉ କିଛି ଜାଣିନି

  • @badaldas639
    @badaldas639 Год назад +1

    Bhala heichi

  • @munnabiswal143
    @munnabiswal143 Год назад

    ଓଡ଼ିଶା ଟ୍ରାଫିକ ପୋଲିସ୍ ସାର୍ ମାନଙ୍କୁ ମୋର ଅନୁରୋଧ କି ସବୁ କଲେଜ୍ ରୋଡ ରେ କଲେଜ୍ ଟାଇମ ରେ ଟିକେ ଚେକିଙ୍ଗ କରାଯାଉ। ବିନା ଲାଇସନ୍ସରେ ବିନା ହେଲମେଟ ରେ କେତେ ଲାଇନ ମାରା ନୁଙ୍ଗୁରା ମିଳିବେ। ପାଠ ନ ପଢି ରୋଡ ରେ ଗାଡି ଧରି ବତେରାମି କରିଛନ୍ତି ।

  • @manasranjandash2464
    @manasranjandash2464 Год назад

    ରାଜନୈତିକ ଶୋଭାଯାତ୍ରାରେ ବିନା ହେଲମେଟରେ ସମସ୍ତେ ପ୍ରାୟ ଯାଆନ୍ତି , କିନ୍ତୁ ଜୋରିମାନା କିଏ ଦିଏ?

  • @shivashankarmahanta3464
    @shivashankarmahanta3464 Год назад

    Babu au ଆଗକୁ ଚାଲେଇବାନି 😊

  • @baivabmahalik4902
    @baivabmahalik4902 Год назад

    Bhala heichi..
    Emtii Dara thiba darkaar

  • @namitachandrakar7646
    @namitachandrakar7646 Год назад +3

    Same incident happened in Durg Chhattisgarh

  • @jagadishkhemudu1763
    @jagadishkhemudu1763 Год назад

    ନବୀନା ର ପଷାକୁକୁର ମାନେ ଧରିଛନ୍ତି ପରା ଛାଡ଼ିବେ କେମିତି 🤣🤭🤣 ନେତା ର ପୁଅ ହେଇଥିଲେ ଏତେବେଳକୁ ପିଲା ଘରେ AC ରେ ଶୋଇଥାନ୍ତା 🐚🐚🐚🐚ଜୟ ଗେଣ୍ଡା ଜୟ 🐚🐚🐚

  • @omshanti8195
    @omshanti8195 Год назад

    ଯାହା ହେଲେବି ନାବାଳକମାନେ bike ଚଲେଇବା ଉଚିତ ନୁହଁ...18 ରୁ ଉର୍ଦ୍ଧ ହେଲେ ହିଁ bike ଚଲେଇବା ଉଚିତ|

  • @papdam8842
    @papdam8842 Год назад +3

    Checking haba darkar. Ajikali younger mane jemiti gadi chalauchhanti aemiti jhia mane v Cenior citizen mane batare jibaku daranti Plzz Yeh rule sabudina pain lagurahu Everyday checking hau Aji karidebe puni jahaku jaha So 🙏🙏🙏🙏🙏 Keep it

  • @kailashchandramandei2574
    @kailashchandramandei2574 Год назад +1

    Wow bhai wow ate dina pare odisha police gote kamo kala

  • @debjitmuduli5506
    @debjitmuduli5506 Год назад +26

    Jau police babu niriha pila ku hairana karuchi... Ta family re kete jana within 18 yrs gadi chalau nahanti... (bada badia manaka pai kichi bi rule nahi)

  • @sarojkumarmohanty6139
    @sarojkumarmohanty6139 Год назад +8

    Abhali Pilamankara Bapa Maa nku Daki Tanku prathama thara paine Notice Dei Chhadi Diajau ,Next thara hele drudha karjyanusthan Niajau,

  • @IND_HINDI_AI
    @IND_HINDI_AI Год назад +1

    Sola choro police
    Ate hatya houchi choro dakayat houchi
    Semano nku no dhori police babu apote bike checking re besto🤣🤣🤣

  • @bs.spiritman417
    @bs.spiritman417 Год назад +3

    Thik heichi

  • @satyajitsamantray2266
    @satyajitsamantray2266 Год назад

    ଆକ୍ସନ ଆଜି ସଡନ୍ ନିଆଯାଇନି ୨୪ଘଣ୍ଟା ଆଗରୁ ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ଟିକେ ଟେଷ୍ଟ ମନ ବୃତ୍ତିରେ ଘରୁ ପଦାକୁ ବାହାରିଛନ୍ତି ଏମିତି ଅନେକ କିଏ ପେଟ୍ରୋଲ ପକେଇବା ପାଇଁ କିଏ ଓୌଷଧ ନେବା ପାଇଁ କିଏ ପରିବା,ଗ୍ରୋସରୀ ପାଇଁ ବାହାନା ଅନେକ ହେଲେ ଫରକ ପଡିବ ଏସବୁ ବାହାନାର

  • @chandrakantabehera6550
    @chandrakantabehera6550 Год назад +2

    ଗାଣ୍ଡି ମରେଇ ହ ଶଲା 👍👍👍👍👍

  • @RanjanMaharana-bw4pq
    @RanjanMaharana-bw4pq Год назад

    ଏମିତିକା ହାରାମିପିଲାକୁ ଜେଲ୍ କୋରାଜାଉ ଗାଡ଼ି ଧରିକି ହିରୋଗିରି କରୁଥିଲା ଏ ବେ ନାମ ନେଉଥାରେ ପୁଅ 🤣🤣🤣🤣🤣😁😁😁😁😃😃😃😃💵💵💵💵

  • @1iconmanas
    @1iconmanas Год назад +1

    Khatam 🤣🤣🤣

  • @Cute_Subhu
    @Cute_Subhu Год назад

    Bahut bhala kama karu6anti

  • @sabyasachisahoo6072
    @sabyasachisahoo6072 Год назад

    Motorbike chalaibaru b a kaana miluchi Cuttack re? Khali dhuan..
    Bicycle chalauna..

  • @manasbiswal1370
    @manasbiswal1370 Год назад +1

    Andher CM ku pachra Nellore ra kat gadi bla pakhra dl achi

  • @eprahimbhuyan-wh4wm
    @eprahimbhuyan-wh4wm Год назад

    ନିଜ ବାପା ର ଗାଡି କିମ୍ବା କି ଜିନିଷ ବି ତ ତାହାଙ୍କର ପୁଅମାନେ ଧରିଵେ

  • @abhimanyusethi2979
    @abhimanyusethi2979 Год назад

    Right salut police officer

  • @MJ_MOVEIS69270
    @MJ_MOVEIS69270 Год назад

    ସତ 😄କହିବ କିଏ କିଏ କମ ege ରୁ ଗାଡି ଚଳେଇଛ 👍👍👍

  • @Biswajit_9937
    @Biswajit_9937 Год назад +7

    Odisha re criminal hele problem nahi but without helmet bike ride kale police criminal valia treat karuchi

    • @SuperRockyx
      @SuperRockyx Год назад

      Bhai odisha re criminal hele police achi but without helmet galey problem kahiki stf traffic police au motor vehicle department check karuchi jiye jaha department ku jaanichanti apana jama besta na hoi nije jemiti dhara na paribey sei katha munda re rakhantu

  • @basistakanhar6667
    @basistakanhar6667 Год назад

    ବାପା ଯାଗାରେ ଯିଏ ପାପା କୁହେ ସେ କଣ କେବେ ସତ କଥା କହେ ? ବାପାଙ୍କ ଗାଡ଼ି ବାପାଙ୍କ ପଇସାରେ ସବୁ ହଲ ହଲ ହେଉଛନ୍ତି ଭଲ ହେଇଛି 100000 ଜରିମାନା କରାଯାଉ ।

  • @anandpadhan2376
    @anandpadhan2376 Год назад

    Ek No 👌👌👌👌

  • @aaryanaayanshiofficial1497
    @aaryanaayanshiofficial1497 Год назад +3

    Petrol cycle re ani baku asiba katha naa

  • @manasranjantripathy7897
    @manasranjantripathy7897 Год назад

    Khali CTC bhali, city re check kale kn heba? Epate nakhara, adaspur tatha ta bhitara ku thiba village area gudakare bi chadhau karajau..

  • @dhaneswarmallik8150
    @dhaneswarmallik8150 Год назад

    Good disisan odisha of garment

  • @ashokkumarbiswal3167
    @ashokkumarbiswal3167 Год назад +1

    Mate laguchhi ye mummy dady chhuaa

  • @kmunababu
    @kmunababu Год назад

    ପୋଲିସ ଗୋଟେ ଚୋର ଲୋକ ଦେଖିକି ଧରିବେ ବଡ ଲୋକ ଘର ର କୁ କେବେ ଧରି ଶୁଣି ଛାତି କି ନା କୋଉ ଅଡିଓ ଵାଲା କୁ କେବେ ଧରିଛ ସେମିତି ଷ୍ଟ୍ରିସତଲାୱ ଯଦି ଚେକକିଙ୍ଗ ହେବ ଭୁବନେଶ୍ୱର ଅଉ କଟକ ର 100% ରୁ 99%ଲୋକ ଧାରା ପଡିବେ ଚୋର ବିକେ ବହୁତ buluchi

  • @aamahandisala7199
    @aamahandisala7199 Год назад

    ଯୋଉ ରାଲି ହଉଚି ଦେଖିବା କେତେ ହେଲମେଟ ଚେକ କରୁଛ....

  • @rajeshbehera5402
    @rajeshbehera5402 Год назад +1

    Best 🔥

  • @ashish_ar7
    @ashish_ar7 Год назад

    ଏଥର ବାପା ଆସିବେ ଚାଲାଣ କାଟିବାକୁ.... 😂

  • @bideshbehera161
    @bideshbehera161 Год назад +2

    Good lessons should be given to kids of the rich people.

  • @bhabesh3499
    @bhabesh3499 Год назад

    ଏଇଟାକୁ କୋୖର୍ଟ ଫୋରୱାର୍ଡ କର ଯାନିସିଆଣିଅ ଟୋକା

  • @gkbrothersvlogs5502
    @gkbrothersvlogs5502 Год назад

    Bike checking re 1 no baki sabu re sukha allu

  • @regionalkhabar1345
    @regionalkhabar1345 Год назад

    ପାପା ନା ବାପା

  • @trilochonmohanta4396
    @trilochonmohanta4396 Год назад

    ନବୀନ ତୁମକୁ ଭୋଟ ଦେଇଥିଲେ କଣ ଏଇଥି ପାଇଁ