ରହସ୍ୟମୟୀ ଉର୍ବଶୀ... | Rahasyamayee Urbashi | Prarthana Pala Mahamukabila | Ep 1 | Prathana Tv
HTML-код
- Опубликовано: 21 сен 2024
- ରହସ୍ୟମୟୀ ଉର୍ବଶୀ...
ଏଥର ତର୍କ ,ଶାସ୍ତ୍ର,ବିବାଦ ଓ ବିତର୍କ ସହ ନୂଆ ଢଙ୍ଗରେ, ଭାଗ ନେଉଛନ୍ତି ଓଡ଼ିଶାର ଜଣାଶୁଣା ପାଲାକାର ମାନେ । ଯେଉଁଠି ବିଚାରକ ଆସନରେ ରହିବେ ଓଡ଼ିଶାର ବିଦ୍ୱାନ ପଣ୍ଡିତ ମଣ୍ଡଳୀ ''ପ୍ରାର୍ଥନା ପାଲା ମହାମୁକାବିଲା '' ଦେଖନ୍ତୁ ,ପ୍ରତ୍ୟେକ ସୋମବାର ଠାରୁ ଶୁକ୍ରବାର ରାତି ୮ ଟା ୩୦ ମିରେ ,କେବଳ #PrarthanaTv ରେ ।
Prarthana TV is the number one Devotional TV channel in Odisha.
SUBSCRIBE to Prarthana channel for more Odia Devotional content and Song
/ prarthanatv
Like us on Facebook
/ prarthanatv
Circle on G+
plus.google.co...
Visit our website for further details: www.prarthanatv.in
Ati chamatkar paribesana kale gayaka gyanapriya kanungo mahodaya..
Jay jagannath 🙏
ଅତି ସୁନ୍ଦର ପରିବେଷଣ by ଲମ୍ବୋଦର ବାବୁ ଓ ଜ୍ଞାନ ପ୍ରିୟ ବାବୁ।
Jay shree Radhe Krishna
Prathana c.ku bahut bahut dhanyawad
ରାମ ରାମ ହର ହର ରାମ ରାମ ହର ହର 🙏🙏🙏🌹🌹
Samikshaka prasna napachari ,eha gayakamananka upare chhadidiantu. Bhalalagiba. Karana badipalara mahatwa sehithare bahariba. Ashare rahili. Dhanyabad.
ଉଭୟ ଭଲ ଗାଉଛନ୍ତି 🙏🙏🙏
ପଦ୍ମଶ୍ରୀ ଶ୍ରୀ ଡକ୍ଟର ରଜତ କର🙏🏻 ମହୋଦୟ ଓଡ଼ିଶା ର ବିଶିଷ୍ଟ ସମୀକ୍ଷକ ଅଟନ୍ତି।
Gyanbabu bhala Gayle,
Jitu dash thik bicharak shanti,
Gyan Priya adhik vala .
Yes
Namaste nice to see u all in team back in show.pranam to all gayak mahayasaya and team prathana sir
ସୁନ୍ଦର ପରିବେଷଣ।ସୁନ୍ଦର ପ୍ରୟାସ Parthana T.V ର।
ଜ୍ଞାନ ବାବୁ ଙ୍କ ପାଲା ହୃଦୟ ସ୍ପର୍ଶି ହୋଇଛି
Jay jaganatha 🙏🙏🌹🌹🌹prathana chyanel🎉🎉🎉🎉
ଅତି ସୁନ୍ଦର ପାଲା ପରିବେଷଣ ଜ୍ଞାନ ବାବୁ
I love pala
Bhala lagila nua sailire. Dhanyabad.
Gayak are super performance
❤❤❤❤❤❤❤❤❤
ପାଲା ପରିବେଷଣ ନୂଆ ଶୈଳୀରେ ଦେଖି ଭଲ ଲାଗିଲା
Jay Shree Jagannath Swami
Jay shree krishna
Good 🙏🙏🙏
ଦୁଇ ବନ୍ଧୁଙ୍କର ପାଲାଖୁଵୁସୁନ୍ଧର।
Hruday ku chuine gala 🙏🙏🙏🙏
Very 🙏🙏🙏🙏🙏🙏🙏
🙏🙏🙏🙏
After Prof.Rajat Kumar Kar, Prof.Baishnaba Charana Samal is now fit for Reviewer of Badipala Mahamukabila.
Rajat Kar sir nka samiksya pala the gold
ବାଦୀ ପାଲା ନାମକରଣ କୁ ବଦଳାଇ ସ୍ବର୍ଗତ ରଜତ କରଙ୍କୁ ପ୍ରାର୍ଥନା ର୍ଟିଭି ଉପହାର ଦେଇଛି ପ୍ରାୟ l
Niranjan sir kahuchhanti gyana sir nka gaiba vala aethhuru janapaduchhi
କାନୁନଗୋ ଭାଇ ସମୀକ୍ଷକ ମାନେ ଜାଣି ନାହାନ୍ତି ଗଂଗା ଓ ଅଳକାନନ୍ଦା ନଦୀ ମଧ୍ଯ ରେ ତଫାତ୍ କଣ। ଠିକ୍ ଜାଣି ଦରବାରରେ କୁହ। କାରଣ ଅଳକାନନ୍ଦା ଓ ମନ୍ଦାକିନୀ ମିଶିବା ପରେ ଗଂଗା ନାମ ହେଲା।
Gyana Sir ati sundar pareibesan🙏🙏🙏
ବଡ଼ ଦୁଃଖ ର ବିଷୟ ଯେ, ଏପରି ଅଭିଜ୍ଞ ଜ୍ଞାନୀ ଗାୟକ ମାନଙ୍କୁ ଜଣେ ଅନଭିଜ୍ଞ ବ୍ୟକ୍ତି ବିଚାରକ ଭାବେ ଉପଦେଶ ଦେଉଛନ୍ତି, ଯାହା ଅତ୍ୟନ୍ତ ହସ୍ୟାସ୍ପଦ.
Prathana ର କର୍ମକର୍ତ୍ତା ମାନଙ୍କୁ ଅନୁରୋଧ ଯେ ଜିତୁ ଦଶ ଙ୍କୁ ପରିବର୍ତ୍ତନ କରି ଜଣେ ବୟୋଜ୍ୟେଷ୍ଠ ଗାୟକ ଙ୍କୁ ବିଚାରକ ଭାବେ ସୁଯୋଗ ଦେଲେ, ହୁଏତ ଓଡ଼ିଶା ଆଉ ଓଡ଼ିଶା ବାହାରେ ଦେଖୁଥିବା ପାଲାପ୍ରେମୀ ମନେ ଆନନ୍ଦ ଅନୁଭବ କରିବା ସହ ଅଯଥା ପ୍ରଳାପ ଶୁଣିବା ରୁ ମୁକ୍ତି ପାଇବେ 🙏
ଏତେ ଜଣ ସମୀକ୍ଷକ ଦରକାର ନାହିଁ
Bhala samikshyaka anantu
ସତ କଥା
Gayaka mahasyanku samya diàntu Samiksha adhika heauchi mahoday Daya kakri bhul thilea khyma karideaba
ପ୍ରାର୍ଥନା tv କୁ ଅନୁରୋଧ, ଏଇ ସମୀକ୍ଷକ ମାନଙ୍କ ବଦଳରେ ଅନ୍ୟ ସମୀକ୍ଷକ ମାନଙ୍କୁ ଆଣିବାକୁ ଅନୁରୋଧ l
ପଦ୍ମଶ୍ରୀ ରଜତ କରଙ୍କ ଭଳି ସମିକ୍ଷକ ଓଡିଶା ରେ କେହି ନାହାନ୍ତି
Han bhai
Right
ସେହି ପଦ୍ମଶ୍ରୀଙ୍କ ସହିତ ଅନ୍ୟମାନଙ୍କୁ ତୁଳନା କରିବା ଠିକ୍ ନୁହେଁ।
ଉଋଋ
Samikhya kariba lagi eka pandito padmonavo Tripathy sufficient au se dui manankar abosyako nahi
2nd part only singing, like ladies pala
ସମୀକ୍ଷକ ପରି ବର୍ତନ କର
Bicharak thinks this nuhen,
Gyan babu bhala Gayle,
Staff?
Samikhyaka jagaru jitu dash ku hatantu bekar tautar loko