ମହାତ୍ମା ବିଦୁର ... | Badi Pala Mancha EP 1327 | 15th Aug 2022 | Prarthana

Поделиться
HTML-код
  • Опубликовано: 10 ноя 2024

Комментарии • 21

  • @prasannadihudi143
    @prasannadihudi143 2 года назад +1

    ଉଭୟ ଗାୟକ ମହୋଦୟ ଅତ୍ୟନ୍ତ ସରସ ଓ ହୃଦୟସ୍ପର୍ଶୀ ପାଲା ପରିବେଷଣ କରିଛନ୍ତି। ମାତ୍ର ଗାୟକ ଶ୍ରୀଯୁକ୍ତ ପାଢ଼ୀ ମହୋଦୟଙ୍କ ପରିବେଷଣ ଟିକିଏ ଅଧିକ ହୃଦୟସ୍ପର୍ଶୀ ଲାଗିଲା। ଉଭୟ ସାହିତ୍ୟ ସାଧକଙ୍କ ପଦକମଳରେ ଅଶେଷ ପ୍ରଣତି 🌹🙏🌹

  • @biranchisamal1360
    @biranchisamal1360 2 года назад +1

    ଅତି ଉଚ୍ଚ କୋଟିର ପରିବେଷଣ 🙏

  • @urmilanayak5868
    @urmilanayak5868 2 года назад +1

    Bohut bohut sundar heichi

  • @purusottambehera2958
    @purusottambehera2958 Год назад

    ପାଢ଼ୀ ସାର ଙ୍କର ପାଲା ଅତ୍ୟନ୍ତ ମନମୁଗ୍ଧକର

  • @gourishankarcharty8334
    @gourishankarcharty8334 2 года назад +2

    Excellent performance sir

  • @bhimsenbarik4565
    @bhimsenbarik4565 2 года назад

    ଭଲ ହୋଇଛି ପାଲା ଟି

  • @purusottambehera2958
    @purusottambehera2958 Год назад +1

    ସୁନ୍ଦର ପରିବେଷଣ ଦୁଇ ଜଣଙ୍କର ପାଲା ଗାୟକ ଙ୍କର

  • @santoshbarik146
    @santoshbarik146 2 года назад

    Jay Jagannath Swami Nayana Patha Gami Bhaba Tume

  • @abinashdas6760
    @abinashdas6760 2 года назад

    ଜଣେ ମହାନ୍ ଜ୍ଞାନୀ ଯାହାଙ୍କ ପାଇଁ ଓଳକଣା ମେଲଣ

  • @lokanathkalsi9839
    @lokanathkalsi9839 2 года назад

    ଜୟ ଜଗନ୍ନାଥ🙏🙏🙏🙏🙏🙏🙏🙏

  • @ଆସଜ୍ୟୋତିଷଶିଖିବା

    Excellent performance

  • @banajakar2824
    @banajakar2824 2 года назад

    Jay Jaganath Swami

  • @bhaskarchandradas5622
    @bhaskarchandradas5622 2 года назад

    Pandite pranam.pratham paryara paribesana acha hela.Fui gayakanku sadhubad.

  • @lambodarmajhi6590
    @lambodarmajhi6590 2 года назад

    BahutSundarPala

  • @batakrushnaharichandan6998
    @batakrushnaharichandan6998 2 года назад

    ମାଣ୍ଡବ୍ୟ ୠଷିଙ୍କ ତପସ୍ୟା ଫଳରେ ଯେଉଁଠି ଜୀବଜନ୍ତୁ ମାନେ ଅହଂକାର ଶୂନ୍ୟ ପ୍ରତୀତ ହେଉଥିଲେ, ଦସ୍ୟୁ ତଥା ରାଜ କର୍ମଚାରୀ ମାନଙ୍କ ସ୍ଵଭାଵ ତଥା ଉଦ୍ଧେଶ୍ୟରେ ୠଷି ତପସ୍ୟାର ପ୍ରଭାବ ପ୍ରତିଫଳିତ କାହିଁକି ହେଲାନାହିଁ, ଗାୟକ ମହାଶୟ ବୁଝାଇ ଥିଲେ ଟିକିଏ ଭଲ ହୋଇଥାନ୍ତା।

  • @chittaranjansau2295
    @chittaranjansau2295 2 года назад

    Nice pala

  • @ranapurjugajyoticlub9497
    @ranapurjugajyoticlub9497 2 года назад +2

    Chandrasekhar Babu ଙ୍କର ଖୁବ୍ ସୁନ୍ଦର ପାଲା।। ଜୟ ଜଗନ୍ନାଥ 🙏🙏🙏

  • @saratoffice
    @saratoffice 2 года назад

    Very Nice

  • @deepakherna6704
    @deepakherna6704 2 года назад

    I miss you Rajat Sir

  • @adikandnayak2995
    @adikandnayak2995 2 года назад

    Xby

  • @ramachandradas2904
    @ramachandradas2904 2 года назад

    Good luck