ଆମିଷ ଭୋଜନ ଜୀବ ହତ୍ୟା ନୁହେଁ ||odia dharma bani || motivational video ||
HTML-код
- Опубликовано: 22 янв 2024
- ଆମିଷ ଭୋଜନ ଜୀବ ହତ୍ୟା ନୁହେଁ ||odia dharma bani ||odia motivational video ||@mahimavastuseva
#dharmabani
#dharmakatha
#odiastory
#mahimavastuseva
#bastusastra
#kalajadu
#mahimaalekha
#nitisikhya
#odiamotivationalvideo
#motivationalvideo
#alekhamahima
#gurukrupa
#motivationalseries
#motivationalspeech
#alekha
🙏🙏🙏ଗୁରୁ ବ୍ରହ୍ମ ମହିମା ଅଲେଖ ଶରଣଂ🙏🙏🙏 ନମସ୍କାର ବନ୍ଧୁଗଣ, ଆଜିର କାର୍ଯ୍ୟକ୍ରମ ରେ mahima vastu seva ତରଫରୁ ଆପଣ ମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର କାର୍ଯ୍ୟକ୍ରମ ।
1-ଆପଣଙ୍କ ରାଶିର ସର୍ବ ଶୁଭାଶୁଭ
2-ବାସ୍ତୁ ଶାସ୍ତ୍ର
3-ଗ୍ରହ ଚଳନ
4-ମାସିକ ରାଶିଫଳ
5-ନୂଆ ନୂଆ ମହିମା ଅଲେଖ ଖଞ୍ଜଣୀ ଭଜନ
6-ଅଲେଖ ସାଧୁବାବାଙ୍କ ଧର୍ମ ଆଲୋଚନା
7-ଓଡ଼ିଆ ଧାର୍ମିକ ପ୍ରବୋଚନ
ଦେଖିବା ପାଇଁ mahima vastu seva ଦେଖୁଥାନ୍ତୁ
🙏🙏🙏🙏🙏ଧନ୍ୟବାଦ 🙏🙏🙏🙏🙏🙏
🙏🙏🙏ଗୁରୁ ବ୍ରହ୍ମ ମହିମା ଅଲେଖ ଶରଣଂ🙏🙏🙏
odia motivational series best motivational video motivational speech Motivational video odia nitibani sikhya odia nitibani quote odia nitibani odia Odia nitibani odia story odia gapa chanakya niti odia Niti sikhya odia lalit tripathi sudarshan mishra law of attraction Odia motivational series
Aparti Maharana
Motivational video
odia motivational video
odia story video
@mahima vastu seva
mahima dhama itihasha
odia motivational video
odia motivational series
odia pravachan video
odia pravachan katha
nitibani odia
nitibani odia anuchinta
dharma bani odia
dharma bani channel
sanatan dharma bani
alekha baba pravachan
Alekha mahima
odia motivational speech
odia pravachan
malika bachana
santha kabi bhim bhoi
Join this channel to get access to perks:
/ @mahimavastuseva
Bahuta bhala gyana katha kahiley
ମହିମା ଅଲେଖ ଶରଣ ଶରଣ ଶରଣ
କ୍ଷମା କରିବେ,ଏଇ ବକ୍ତବ୍ଯ ରେ ଅନେକ ମିଥ୍ୟା 🤔
Right bro
@rocktuku7123 ମହିମା ଅଲେଖ ଶରଣ
Bad boy ନ ରଖି ଅଲଗା କିଛି ରଖ ଭଲ ହେବ
ତୋର ମା କେ
ତୋର ମା କେ
ଅଲେଖ ମହିମା
ମହିମା ଧର୍ମ ର ତୁମେ କଳଙ୍କ ତମ ଲାଗି ମହିମା ଧର୍ମ ବଦନାମ ହବ... :ସାବଧାନ,...
ପ୍ରଥମେ ଆପଣଙ୍କ ପାଦରେ ଶରଣ
ମହିମା ଧର୍ମର କଙ୍କଙ୍କ କହିଲେ ଆପଣକୁ ଉତ୍ତର କରିବା ମୋର ଅପରାଧ ।ମୁ ମନକୁ କହିନାହିଁ
ଭକ୍ତୀ ସମର୍ପଣ chenalare ଗୁପ୍ତ ନୀତି ବିଷୟ ଜଗନ୍ନାଥ ମନ୍ଦିରରେ ଆମିଷ ଭୋଗ ହୁଏ ବୋଲି ବର୍ଷକ ତଳୁ କୁହା ଯାଇଛି ।ମୁ ତାକୁ ବିରୋଧ କରି କହିଛି ପଶୁ ବଳି ଦିଆଯାଏ ନାହିଁ ।ଯିବ ହତ୍ୟା ମହା ପାପ ।ଶେଷରେ ମଧ୍ୟ ପ୍ରଣାମ ଜଣାଉଛି ।ବିରୋଧ କରିବା କଣ ଭୁଲ ହେବ ।ଏହା ପ୍ରଶ୍ନ ନୁହେଁ ମୋର ଆପଣଙ୍କ ପାଖରୁ କିଛି ଶିକ୍ଷା କରିବା ଉଚିତ୍
ମହିମା ଅଲେଖ ଶରଣ
ମହିମା 🙏ଅଲେଖ 🙏ଶରଣଂ 🙏🙏🙏
ମହିମା ଅଲେଖ ଶରଣ ବାବା 🙏🙏🙏🙏🌹🌹🌹❤️❤️❤️🙏🙏🙏
ଜୀବିତ ଆମିଶକୁ କଞ୍ଚା ଗିଲିଦେଲେ ଜୀବ ହତ୍ୟା ଦୋଷ ଲାଗେ ନାହିଁ । ତେଣୁ ପ୍ରବକ୍ତା ! ଏହାକୁ ବିଚାର କରି ଆରମ୍ଭ କର ।
ତୋ ମା କୁ କଣ୍ଡୋମ୍ ଲଗାଇ ତୁ ଗେହୀ ଦେଲେ କିଛି ହେବା ନା ହିଁ କାରଣ କଣ୍ଡୋମ୍ ଲାଗିଛି
100%sata thanks you
❤ Jai shree Ram ❤
❤ Jai shree Ram ❤
🌟 Jai shree Ram 🌟
🌟 Jai shree Ram 🌟
🌟 Jai shree Ram 🌟
🌟 Jai shree Ram 🌟
🌟 Jai shree Ram 🌟
❤ Jai shree Ram ❤
❤ Jai shree Ram ❤
❤ Jai shree Ram ❤
🌟 Jai shree Ram 🌟
🌟 Jai shree Ram 🌟
🌟 Jai shree Ram 🌟
🌟 Jai shree Ram 🌟
🌟 Jai shree Ram 🌟
❤ Jai shree Ram ❤
❤ Jai shree Ram ❤
❤ Jai shree Ram ❤
❤ Jai shree Ram ❤
❤ Jai shree Ram ❤
❤ Jai shree Ram ❤
❤ Jai shree Ram ❤
❤ Jai shree Ram ❤
❤ Jai shree Ram ❤
❤ Jai shree Ram ❤
❤ Jai shree Ram ❤
🌟 Jai shree Ram 🌟
🌟 Jai shree Ram 🌟
🌟 Jai shree Ram 🌟
🌟 Jai shree Ram 🌟
🌟 Jai shree Ram 🌟
❤ Jai shree Ram ❤
❤ Jai shree Ram ❤
❤ Jai shree Ram ❤
❤ Jai shree Ram ❤
🌟 Jai shree Ram 🌟
🌟 Jai shree Ram 🌟
🌟 Jai shree Ram 🌟
🌟 Jai shree Ram 🌟
🌟 Jai shree Ram 🌟
🌟 Jai shree Ram 🌟
🌟 Jai shree Ram 🌟
🌟 Jai shree Ram 🌟
❤ Jai shree Ram ❤
❤ Jai shree Ram ❤
❤ Jai shree Ram ❤
❤ Jai shree Ram ❤
❤ Jai shree Ram ❤
❤ Jai shree Ram ❤
🌟 Jai shree Ram 🌟
🌟 Jai shree Ram 🌟
🌟 Jai shree Ram 🌟
❤ Jai shree Ram ❤
❤ Jai shree Ram ❤
❤ Jai shree Ram ❤
❤ Jai shree Ram ❤
❤ Jai shree Ram ❤
🌟 Jai shree Ram 🌟
🌟 Jai shree Ram 🌟
🌟 Jai shree Ram 🌟
🌟 Jai shree Ram 🌟
🌟 Jai shree Ram 🌟
🌟 Jai shree Ram 🌟
🌟 Jai shree Ram 🌟
🌟 Jai shree Ram 🌟
🌟 Jai shree Ram 🌟
🌟 Jai shree Ram 🌟
❤ Jai shree Ram ❤
❤ Jai shree Ram ❤
❤ Jai shree Ram ❤
🌟 Jai shree Ram 🌟
🌟 Jai shree Ram 🌟
🌟 Jai shree Ram 🌟
🌟 Jai shree Ram 🌟
🌟 Jai shree Ram 🌟
🌟 Jai shree Ram 🌟
🌟 Jai shree Ram 🌟
❤ Jai shree Ram ❤
❤ Jai shree Ram ❤
❤ Jai shree Ram ❤
❤❤❤❤❤❤❤❤
Jai shree Ram Chandra Bhagwan ki Jai 🙏❤️🕉️
ସବୁ ପ୍ରଭୁଙ୍କ ଇଛା......
ଯିବ ହତ୍ୟା ଅହିଂସା ର ପ୍ରମୁଖ ଉଦାହରଣ ଯେକୌଣସି ଯିବ କୁ ମାରିବା ମାନେ ତାକୁ କାମନା କୁହାଯାଏ ଯିବ ହତ୍ୟା ମହା ପାପ ଏଥିରୁ ଜଣାଯାଏ ଆମିଷ ଖାଇବା ମାନେ ଯିବ ମାରିବା ପାପ ତମେ ଭୁଲ କହୁଛ (ଏଇଟା କହିପାର ଯେ ଅଲେଖ ଧର୍ମ ରେ ପାପ ନୁହେଁ )
ବାପା ଯିବ ହତ୍ୟା କରିବାକୁ ଲେଖା ହୋଇନାହିଁ
ଯିବ ହତ୍ୟା ମହା ପାପ ।ବାପା ଭଲ ଭାବରେ ଶୁଣ ଜାଣି ପାରିବ ।
@@mahimavastuseva ଗରୁଡ଼ ପୁରାଣ ରେ ଲେଖା ହେଇଛି ଯେ ଜୀବ ହତ୍ୟା କରିବା ଲୋକ, ମାଂସ କାଟିବା ଲୋକ, ମାଂସ ବିକ୍ରି କରିବା ଲୋକ, ପଇସା ଦେଇ ମାଂସ କିଣିବା ଲୋକ, ମାଂସ ରାନ୍ଧିବା ଲୋକ, ରନ୍ଧା ମାଂସ ଖାଇବା ଲୋକ ସମସ୍ତେ ସମାନ ଭାବରେ ପାପୀ
୧୦୦କୁ୧୦୦ଠିକ୍
Jay guru khub sundara
Jay alekha mahima ❤🙏🙏🙏🙏🙏🙏
Guru brahma mahima alekha
ଗୁରୁ ମହିମା ଅଲେଖ ଶରଣ
ଶରଣ
ମହିମା ଅଲେଖ ଶରଣ
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭାବତୁମେ K DR
ମହିମା ଅଲେଖ ଶରଣ
Shree guru mahema Alekha Sarang
Jiba ku hatya, khaiba, hin paap..baki sabu brukhalata ru miluthiba khadya ta manusya pain anibarya ate.
୧୦୦ ଠିକ୍
Jai Alekh Mahima Saranam 🙏🙏🙏🙏💐💐💐💐
Bahuta bhala lagila
Jaya Sri Ram ❤❤❤
ମହିମା ଅଲେଖ ଶରଣ 🙏🙏🙏
Alekha mahimaa
ଯୁକ୍ତିଯୁକ୍ତ କଥା କୁହନ୍ତୁ । ଶାସ୍ତ୍ରୀୟ ପ୍ରମାଣ ଦେଖାନ୍ତୁ। ପ୍ରଥମେ ଶୁଦ୍ରଙ୍କ ଠାରୁ ଶବର ଆଦି ନୀଚମାନେ ଖାଉଥିଲେ। କିନ୍ତୁ କଳିଯୁଗରେ
ଶସ୍ତାସାଧୁ ଭଣ୍ଡମାନେ ଖାଇଲେ।
।ଧାନ ଖାଇଲେ ଜୀବ ହତ୍ୟା ......
ତମଭଳି ଭଣ୍ଡ ମାନଙ୍କୁ ବହୁତ ଉତ୍ତର ଅଛି।ନିଜ ମନଗଢା କଥା କୁହନାହି।
ନୀଚ କିଏ ?
Nicho kie
Right ✅️ kahicha bhai @mkn161 7:11
Bahut sundar bisaya aagyan
Mahima alekha 🙏
Jay shree alekha mahimma guruswami ki jay ho 🌺🌺🙏🚩🌺🌺🙏🙏🌺🌺🙏🚩🌺🙏🚩🚩🙏🙏🙏🌺🌺🙏🚩🌺🌺🌿🌿🌿🌿🌿🌿🙏🙏🙏🚩🚩🚩🪔🪔🪔🪔🪔🪔🪔🪔🪔🪔
ମହିମା ଅଲେଖ ଶରଣ
Jai Shri Ram 🙏💐🌹🌷🙏
Alekha mahima saranam🙏🙏🙏
ମହିମା ଅଲେଖ ଶରଣ
ada biri amisa nuhe...Jagannath Saranam.
ଆମିଷ ସେହି ମାନେ କହୁଛନ୍ତି
ଆପଣଙ୍କ ମତାମତ ପାଇଁ ଧନ୍ୟବାଦ
Atma ra bisa hauchi ambisa ❤❤❤
Very nice
Mahim Alek saran
ପ୍ରାଣିର ମାଂସକୁ ଆମିଷ କହନ୍ତି । ବିରି ,ଲାଉ ପିଆଜ ,ରସୁଣ ଇତ୍ୟାଦି ଆମିଷ ନୁହେଁ। , ଏହା ଉଦ୍ଭିଦ । ଏଠାରେ ଜୀବତ୍ମାନଥାଏ | ଏହା ମାଂସପରି ଗରିଷ୍ଠ ଖାଦ୍ୟ,ଏଣୁ ଅଜ୍ଞତା ବସତଃ କେହିଏହାକୁ ମାଂସାସି କହିଦେଇଛନ୍ତି ।ଆମଯଦି ଇଶ ହୋଇ ଆମିଷ ହୋଇଛ ତେବେ ଅଦା ,ରସୁଣ, ପିଆଜ ,ଆମନାଶକ , ସେ ଆମିଷ ହେବ କିପରି?ଯଦି ଆମ ଇଶସନ୍ଧି ହୋଇ ଆମିଷ ହୋଇଅଛି ଅର୍ଥାତ୍ ଆମର ରାଜା । ଆମିଷରେ ମୁର୍ଦ୍ଧଣ୍ୟ ଷ ଲାଗୁଛି କାହିଁକି? ଆମିଶ ହେବାକଥା | ତେବେ କେଉଁଟି ଠିକ୍ ବିଚାର କରନ୍ତୁ।
ଆପଣଙ୍କ ମତାମତ ଠିକ୍ କିନ୍ତୁ ଏହା ଶାସ୍ତ୍ରରେ ଅଛି ।
ଏହି ସବୁ ଦ୍ରବ୍ୟକୁ କେତେକ କାରଣ ନେଇ ବାରଣ କରାଯାଇଛି ।ପିଆଜ ରସୁଣ ହାଡ ଓ ମାଂସ ରୁ ବୋଲି ଶାସ୍ତ୍ରରେ ଅଛି କିନ୍ତୁ ଏହା ଅନ୍ଧ ବିଶ୍ୱାସ ହୋଇପାରେ । ଉତେଜକ ଖାଦ୍ୟ ହେତୁ ବାରଣ ଅଛି । ଲାଉ ଲକ୍ଷ୍ମୀ ପୁରାଣରେ ବାରଣ ଅଛି ।ଆଉ ରହିଲା ବିରି ଜନ ଜଗତ ପୂଜା ପାଠ କରିବା ସମୟରେ ବିରି ଓ ଉଷୁନା ଚାଉଳକୁ ବଳି ଦାନ ବୋଲି କହିଥିବାରୁ ଏହା ଆମିଷ ବୋଲି ଧରିଛନ୍ତି ।ତଥାପିଆପଣଙ୍କ ମତାମତ ସ୍ବାଗତ ଯୋଗ୍ୟ
ମହିମା ଅଲେଖ ଶରଣ
Bhai tumo Hindu Loko Mane hi piaja rasunaku amisa boli bhabanti 😂
Bahut bhala lagila Jay jagannath
Mahima alekh Saran
Jay Alekha Param Brahma sarana
Saran ମହିମା ଅଲେଖ
Jay shree ram🙏
Om Jay shree Sai Ram Thakur Krishna Keshaba Chandra Brahma Bisnu Maheswar Jagannath Swamy Om Jay shree Sai Ram Jay Guru GURUSWYAMY Namah Shivaya Jagannath Swamy Om Jay shree Sai Ram Maha Mahima Alekh Saranam
ଜୟ ଶ୍ରୀଗୁରୁ ସ୍ବାମୀ ଶରଣ ଶରଣ ଶରଣ
Sundar prachestha thanks
ମହିମା ଅଲେଖ ଦୟା
ବ୍ୟାକରଣ ଦୃଷ୍ଟିରୁ => "ଆମିଷ = ଆ - ମିଷ " ; ଅର୍ଥାତ୍ ଆକର୍ଷଣୀୟ ଖାଦ୍ୟ | କିନ୍ତୁ କେହି କେହି କୁହନ୍ତି "ଆମିଷ = ଆମ + ଇଷ" | ଅର୍ଥାତ୍, ଆମ ଦୋଷ ସୃଷ୍ଟିକାରୀ ଖାଦ୍ୟ | ଆମ= ଅବିପାକୀୟ ଦ୍ରବ |
ତେଣୁ, ମାଂସାହାର ବିହୀନ ଆମିଷ ଭୋଜନ କୌଣସି ପାପର ଲକ୍ଷଣ ନୁହେଁ ବରଂ ମାଂସାହାରଯୁକ୍ତ ଖାଦ୍ୟ କିମ୍ଵା ଯେ କୌଣସି ଦ୍ରବ୍ୟ ପାଇଁ ଜୀବଜନ୍ତୁଙ୍କ କ୍ରୁର ଔଦ୍ୟୋଗୀକରଣ ହେଉଛି ପାପର ଲକ୍ଷଣ |
ଅତି ସୁନ୍ଦର ମତାମତ
ପ୍ରଭୁ କୃପା କରନ୍ତୁ ଜୀବନକୁ ସରସ ସୁନ୍ଦର କରନ୍ତୁ
ମହିମା ଅଲେଖ ଶରଣ
Alekha mahima
ଗୁରୁ ବ୍ରହ୍ମ ମହିମା ଅଲେଖ ଶରଣ
ଗୁରୁବ୍ରହ୍ମ ମହିମା ଅଲେଖ ଶରଣ
ଅଲେଖ ମହିମା ନିରାକାର ସାହୁ ବରଗଡ଼
Alekha Mahima
🙏🙏🙏🙏🙏♥️♥️♥️♥️
Ati sundar
Mahima alekh Saran
ଆପଣଙ୍କ କଥାରେ ଏମିତି ଲାଗୁଛି ଆପଣ ଜଣେ ଅବୋଧ ଭଳି କଥା ହଉଛନ୍ତି
ଆପଣ ଯାହା ଲେଖିଲେ ତାହା ସତ୍ୟ
🙏🙏🙏
ମହିମା ଅଲେଖ ଶରଣ
Apananka chita naeny kintu hinsa achi amo gare alekha baba mane macha ciken maten khauchanti
ଯେଉଁ ମାନେ ଚିକେନ ମଟନ ଖାଇ ଛନ୍ତି ସେମାନେ ଅସୁର ମନୁଷ୍ୟ ମଧ୍ୟ ନୁହନ୍ତି
🙏🙏🙏🙏🙏🙏
ଗୁରୁ mahim alekh Saran
ଶହେରୁ ଶହେ ଠିକ୍❤❤❤❤
ମହିମା ଅଲେଖ ଶରଣ ଶରଣ ଶରଣ
Jaya Alekh Mahima sarana🙏🙏🙏
Sansara ra dukhara karana hatya&Mansa khaiba
ଆପଣଙ୍କୁ ଧନ୍ୟବାଦ
Alpa gyna vayankara.
ବିଭିରେ ଯଦି ଆମଦୋଷଅଛି; ସେ ଆମିଷ ତେବେ ପ୍ରତ୍ୟେକ ଆମଦୋଷ ଖାଦ୍ୟ ଆମିଷ ଅନ୍ତଭୁକ୍ତ କି?
ବିରି କୁ ବଳି ଭୋଗ କରାଯାଏ ଏଣୁ ଆମିଷ କରାଯାଇଛି ।
ଆପଣ ସମ୍ପୂର୍ଣ ଶୁଣି ପ୍ରଶ୍ନ କରି ଥିବାରୁ ମୋର ଆନ୍ତରିକ ଶୁଭେଛା।
ଅଲେଖ ମହିମା ଜଗତର ଦୟା କରାନ୍ତୁ
ଢାଵା କୋଟି କୋଟି ପ୍ରଣାମ
ଅଲେଖ ଗୋସାଇଁ ଦୟା କରନ୍ତୁ
Tame aalekha na aou kana
Jagannath nku bhakti kara
Jai shree Ram
gote gariba loka kukuda au cheli chasa kari jibikaa nirabaha karuchi.maane amisa loka acchanti boli taara economic benefit heuchi.
Tu magiha to stri ku bikibu chalibu jaa
ସରକାର ନିୟମ କୁ ସଂସ୍କାର କରିବାକୁ ପଡ଼ିଥାଏ
ଗୁରୁ ବ୍ରହ୍ମ ମହିମା ଅଲେଖ ଶରଣମ୍
ଗୁରୁ ମହିମା ଅଲେଖ ଶରଣ
Mansa khaiba paapa
saitan acchanti maane bhagaban b acchanti.gote mudrara dui parswa vali sabuthire opposite. pua achhi jhia b achhi. na Hele srusti kemiti huanta.
ଆପଣ ଙ୍କ ବୁଝିବା ଅତି ଚମତ୍କାର ।ଆପଣଙ୍କ ପରି ସମସ୍ତେ ବୁଝିଲେ ସତ୍ୟ ଯୁଗ ହୋଇଯିବ ।ଆପଣଙ୍କୁ ବିନମ୍ର ଅନୁରୋଧ ଆପଣ ପ୍ରତ୍ୟେକ ସମୟରେ ମତାମତ ଦିଅନ୍ତୁ ।
ମହିମା ଅଲେଖ ଶରଣ ।
ସମସ୍ତେ ବାବାଜୀ କଥା କହିଲ ବାବାଜୀ ହେବାର ଆବଶ୍ୟକ ନାହିଁ ।ପରମ ବ୍ରହ୍ମଙ୍କ ସୃଷ୍ଟି ଲୋପ ପାଇଯିବ ।ବ୍ରହ୍ମ ଚର୍ୟ୍ଯ ପାଳନ କର ବଳିଷ୍ଟ ଓ ଦୀର୍ଘାୟୁ ସନ୍ତାନ ଉତ୍ପତ୍ତି ହେବ
samaste jadi Babaji matadi hebe srusti kemiti heba?
ଅତି ସୁନ୍ଦର ମତାମତ
samaste niramisa Hele amisa kuade jibe. loka chicken mutton khauchhanti boli amisara demand achhi.semiti Hele broiler farm Bandh huanta machha ,cheli chasa ban heijantaa.ei kali jugare samaste niramisa Hele rama rajya paltijiba.
Right Ram ram 🙏🙏🙏
ଆପଣଙ୍କ ଉଦ୍ଦେଶ୍ୟ ୧୦୦ଠିକ୍
ଵିଭିନ୍ନ ରୋଗ ବ୍ୟାଧି, ଶରୀର କୁ ପ୍ରବେଶ କରିବା ହିଁ ପାପ ର ଫଳ, ଏଵେ ଆପଣ କୁହନ୍ତୁ ,ଆମିଷ ଭଖ୍ୟଣ ରେ ରୋଗ ର ସମ୍ଭାବନା ଅଛି କି ନାହିଁ???
ମାଂସ ଖାଇଲେ ବ୍ୟାଧି ଗ୍ରାସ କରିବା ସହିତ ଭୟଙ୍କର ପାପ ମଧ୍ୟ ହେବ ।
ଏଠାରେ ଆମିଷ କାହାକୁ କୁହାଯାଇଛି ତାହା ଦେଖନ୍ତୁ
ଆପଣ ମାନଙ୍କ ମତାମତ ବହୁତ୍ ଖୁସି ଲାଗୁଛି ଆପଣ ମାନଙ୍କ ପାଖରେ ମୁ ବିନମ୍ର ପ୍ରଣାମ
ତମେ ଭଣ୍ଡ ଜୀବ କଣ ଏ ପର୍ଯ୍ୟନ୍ତ ଜାଣିନ ସେଥି ପାଇଁ ଆମିଷ କଣ ଜାଣିନ ସେଥି ପାଇଁ ଫାଲତୁ କଥା କହୁଛ ।
ଚୁଟିଆ କିଛି ଜାଣିନ କଥା କୁହନି
Fake news
Shastra ku na bujhi baka baka hele kichhi labha nai
Pl don't confusion to public.
Excellent 🙏🙏🙏
ମହିମା ଅଲେଖ ଶରଣ
ଗୁଣପୁର ପଦ୍ମପୁର ଅଂଚଳରେ ଅଲେଖ ଭକ୍ତ ସ୍ବାମୀ ଖାଉ ନାହାଁନ୍ତି କିନ୍ତୁ ସ୍ତ୍ରୀ ମାଛ ଖାଉଛନ୍ତି. ୯୦% ହିନ୍ଦୁ ମାନେ ଖାଉଛନ୍ତି ଆମିଷ ଭୋଜି ନ କଲେ କିଏ ଆସନ୍ତି ନାହିଁ. ଜୟ ଅଲେଖ ଶରଣମ୍ 🙏
ଆପଣଙ୍କ କମେଣ୍ଟ ବହୁ ଖୁସି ଲାଗିଲା।ଶତକଡା ୯୦ନୁହେଁ ଆହୁରି ଅଧିକ ଆମିଷ ଖାଉଛନ୍ତି ଏହା ସତ୍ୟ । ଆସୁରିକ ପ୍ରକୃତି ଲୋକ ମାନେ ହୋଇ ଗଲେଣି ।ବିଭାଘର ଏକ ଧର୍ମ ଅନୁଷ୍ଠାନ କିନ୍ତୁ ପ୍ରଥମେ କସେଇଁ ଖାନା କରୁଛନ୍ତି ।
ଆଉ ରହିଲା ମାଛ ।ସଂସାର ମଧ୍ୟରେ ରହି ମାଛ ଖାଇ ପାରିବେ କିନ୍ତୁ ନ ଖାଇବା ଅତି ଉତ୍ତମ ।ମାଂସ ଖାଇବା ଯିବ ହତ୍ୟା ବ୍ରହ୍ମ ହତ୍ୟା ମଧ୍ୟ ।ଅଣ୍ଡା ଖାଇବା ଭ୍ରୁଣ ହତ୍ୟା ପାତକ
ଶେଷରେ ମଧ୍ୟ ଆପଣକୁ ଧନ୍ୟବାଦ
ମହିମା ଅଲେଖ ଶରଣ
@@mahimavastusevaମାଛ ର ଜୀବନ ନୁହ କି ମାଛ ଖାଇପାରିବେ କହୁଛନ୍ତି.
ମାଛ ଖାଇ ପାରିବେ ବୋଲି ଯାହା କହିଛି ତାହା ମୁ କିଏ କହିବାକୁ ।ମହିମା ସ୍ବାମୀ ମାଛ ଖାଇଥିଲେ ।କିନ୍ତୁ ଯିବ ଦାନ ମଧ୍ୟ ଦେଇଥିଲେ । ଏଣୁ ମୁ କହିଥିଲି ।ମାଛ ଖାଇବା ବାଧ୍ୟ ନୁହେଁ ଏହା ମଧ୍ୟ କେତେ ଭକ୍ତ କେତେ ନିଷ୍ଠାବାନ ଅଛି ତାହା ଜଣାଯିବ ।ପରିବାର ମଧ୍ୟରେ ଯଦି ଖାଇବେ ଖାନ୍ତୁ ନିଜେ ନିରାମିଷ ଆହାର କରିବା ଜରୁରୀ ।
ଆପଣଙ୍କ ମତାମତ ମୋତେ ବହୁତ୍ ଖୁସି ଲାଗୁଛି ।
ଦୟାକରି ପ୍ରତ୍ୟେକ ଭିଡିଓ ଦେଖି ମତାମତ ଦେବାକୁ ବିଶେଷ ଅନୁରୋଧ ।ଏହିପରି ପ୍ରଶ୍ନରେ ମୋର ବହୁ କଥା ଜାଣିବାର ଅଛି।ଅହୁରିଥରେ ଆପଣକୁ ଧନ୍ୟବାଦ
ମହିମା ଅଲେଖ ଏହିପରି ଭକ୍ତ ଭାଇ ଙ୍କ ସହିତ ଯୋଗାଯୋଗ ରଖିଥାନ୍ତୁ
ଏହାକୁ ହିଁ ସତସଙ୍ଗ କୁହାଯାଏ
@@mahimavastusevaସାକାହାରୀ ହେବା ହି ଭଲ.
ମହିମା ସ୍ୱାମୀ ଙ୍କ ବିଷୟରେ ଗୋଟେ video ଛାଡ଼ନ୍ତୁ ଆଜ୍ଞା.
B8gyaña padha
Nonveg not eating
୧୦୦ଠିକ୍
jie jahaa khauchi khau .jautaa jahaaku Ruchi
.
Jiban hatya na kariki amisha kemiti khaiba jane ? Misleading title .
ବିରି କୁ ଶାସ୍ତ୍ରରେ ଆମିଷ କୁହା ଯାଇଛି
Mahima babaji maccha khanti. Biri ta kichi nuhe
ଧର୍ମ ମାନେ କଣ ? ମାଂସ ନ ଖାଇଲେ କଣ ଧାର୍ମିକ ହୋଇଯିବ ? ଏମିତି କେଉଁ ଜିନିଷ ଅଛି ଯାହା ନିର୍ଜୀବ ଆଉ ତୁମେ ଖାଉଛ ? କିଏ ପଥର ମାଟି ଖାଉ ବଞ୍ଚୁଚି ?
ତୋ ବୋଉ ଗଞ୍ଜେଇ ଟାଣି ତତେ ଜନ୍ମ କରିଥିଲା 😂😂
Thik ବୁଝିଛ bahut lok n bujhi pari falatu Katha କହୁଛନ୍ତି ।
@@mahimavastuseva ଗରୁଡ଼ ପୁରାଣ ପଢ, ମାଂସ ଖାଇବା ଲୋକ ମାନେ ରାକ୍ଷସ ପର୍ଯ୍ୟାୟଭୁକ୍ତ
@@BaghiraFromMogli
Are ମୂର୍ଖ ଗାଈ ଚମଦାରେ ଛପର ଘଣ୍ଟ, ତାଳ, ମୃଦଙ୍ଗ ନ ବାଜିଲେ ତୋ ଲଙ୍ଗଳା ଦେବତାମାନେ ସନ୍ତୁଷ୍ଟ ହୁଅନ୍ତି ନାହିଁ !! ତାମାନେ ତୋର ସବୁ ଦେବିଦେବତା ଗାଈ ମାଂସ ଖାନ୍ତି ! ରାମାୟଣ ଭଲସେ ପଢେ ! ବାରହା, କୁଟରା, ଜିଆଦ ଇତ୍ୟାଦି ମାରି ତୋର ରାମ ସୀତାକୁ ଆଣି କରି ଦେବାର !!
@@BaghiraFromMogli
ଏସବୁ ମୂର୍ଖ ମାନଙ୍କ ପୂରଣ ସବୁରେ କି କାମ ?
Adhrma prachar karantu nhi
ବହୁତ ଲୋକ ଅଧର୍ମ ବୋଲି କହୁଛନ୍ତି କିନ୍ତୁ ଯିବ ହତ୍ୟା ନାହିଁ ।ଅଧର୍ମ ଆସିଲା କେଉଁଠୁ ? ଆଉ ସତ୍ୟ କଥାହିଁ ଉପସ୍ଥାପନ କରାଯାଇଛି ବିରି ଅଦା ରବିବାର ଖାଇବା ନିଷେଧ ପାଞ୍ଜିରେ ଅଛି ତାହା କଣ ମିଛ କି ? ଆମେ ସମସ୍ତେ ଖାଉଛନ୍ତି ।ଏଥିରେ ପାପ ନାହିଁ । ମାଂସ ଖାଇଲେ ପାପ ହୁଏ
ଜଗତର ନାଥ ଜଗନ୍ନାଥ ତାଙ୍କୁ ଅପମାନ କରିବକିଏ ?
ତାଙ୍କ ଲୀଳା ରଚନା ଅଦ୍ଭୁତ ପ୍ରକାର
Bekar katha...
chora na thile police kahinki. antisocial na thile BSF Army kahinki?
ବୁଝି ହେଲାନାହିଁ
😂😂
ବେକାର କଥା
K D R
ଶଳା ତୁ ପ୍ରବଚନ ଦେଉଚୁ
କି ଧର୍ମ ରେ ତୋର
ଅଲେଖ 😅
ବେଶି ପଣ୍ଡିତ ହୁଅ ନା
କହିଲା kn ନା
ପୁରୀ mndirare ଆମିଷ ଭୋଗ ହେଉଚି
ତମ ଗୁଡାକ ର ଲେଖ ନାଇ
ଧନ୍ୟବାଦ ବାପା ଜଗନାଥ ସଂକୃତୀ ବିଷୟରେ ଭକ୍ତି ସମର୍ପଣ ଚେନାଳ ଦେଖନ୍ତୁ ମନ୍ଦିର ନୀତି ବିଷୟରେ କୁହାଯାଇଛି
Apna agyan Hindu religion na musalman Christian kuhantu aga jodi apna Hindu apna aga shrimad bhagvad geeta padhantu taa pare you tube video banantu murkha vhali andha vhali please 😢😂 video banantu nahi agyan au sadhu Santa nku doya Kori ninda apaman karantu nahi doya Kori Jai jagannath
ଆପଣ ଜଗନ୍ନାଥଙ୍କ ନିୟମ ପଢନ୍ତୁ ଜାନନ୍ତୁ ଏହିପରି କେତେ ଅବିଧି ନିୟମ ମାନ ରହିଛି ତାହାରି ଵିରୁଦ୍ଧ ରେ ଲେଖା ଯାଇଛି ।ମୋତେ ମୂର୍ଖ କହୁଛନ୍ତି । ଆପଣ ଭଲ ଭାବରେ ଜାଣନ୍ତୁ
ଯିବ ହତ୍ୟା ମହାପାପ କିନ୍ତୁ ଜଗନ୍ନାଥ ମନ୍ଦିରରେ ମହା କାଳ ରାତ୍ରୀରେ ବଳି ଦିଆ ଯାଇଛି ଏହା କେତେ ଅବା ନ୍ତର୍ କଥା ।ପ୍ରକୃତ ଯିଏ ବୁଝିବ ସେ କେବେ ହେଲେ ଏପରି ବାକ୍ୟ ପ୍ରୟୋଗ କରିବ ନାହିଁ ।ମୂର୍ଖ ମୁ ନୁହେଁ ଭକ୍ତି ସମର୍ପଣ chenal re ଯାହା କୁହାଯାଇଛି ତାହାକୁ ଭୁଲ ବୋଲି ପ୍ରମାଣିତ କରିବାକୁ ବିରି ଦର୍ଶାଇଛି l ଆଉ କଣ ଲେଖିଥାନ୍ତି ଛଗ ବଳି ଦିଆଯାଉଛି ସେମାନଙ୍କ ପରି ଏହା ଦ୍ବାରା କିଛି ଭକ୍ତ ମାନେ ଜାଣିବେ ହଁ ବିରି ହୋଇଥିବ ।ଦୈନିକ ପଞ୍ଜିକାରେ ପ୍ରତି ରବିବାର ବିରି ଅଦା ଖାଇବା ବାରଣ ଅଛି ସେମାନେ ମଧ୍ୟ ମୂର୍ଖ ।କେବଳ ଗ୍ରହଣ ସମୟରେ biriyani ଖାଇବା ବ୍ୟକ୍ତି ପଣ୍ଡିତ
Apana faltu kata kahinki kahuchhanti Alek Dharma bala mithyabadi tenu tume janino
Faltu katha 😂😂😂😂
Tokatharujanapaduchi toraadikgyanadarkar
ନିଜକୁ ମୁ କେବେ ଜ୍ଞାନୀ ଭାବେ ନାହିଁ ଆପଣ ମାନଙ୍କ ଜରିଆରେ ଓ ଶାସ୍ତ୍ର ଜରିଆରେ ଶିକ୍ଷା ଲାଭ କରାଯାଏ ଆପଣ ମାନେ ଏହିପରି କମେଣ୍ଟ୍ ମାଧ୍ୟମରେ ଜଣାନ୍ତୁ। ମହିମା ଅଲେଖ ଶରଣ ଶରଣ ଶରଣ
Michha katha sabu dina nuhe michha sabu
ମାସୋ ଦନବଳି କଣ ମିଛକୀ ମାଆ ?
@@mahimavastuseva sabu michha katha Puri temple re nonveg only one day maa pakhare bhoga hua ok sabudina nuhe kahiba purbaru bhabhi ke kuha ok
@usharaniusharani9390 ମାଆ ଭକ୍ତି ସମର୍ପଣ ଚେନାଲ ଦେଖନ୍ତୁ dr Sarat Kumar mahanty praman ସହ ବର୍ଣ୍ଣନା କରିଛନ୍ତି ଦୈନିକ ବଡ ସିଂହାର ବେଶ ସମୟରେ ଆମିଷ ଓ ମଦ୍ୟ ପ୍ରସାଦ ରୂପେ ନୈବେଦ୍ୟ ହୁଏ ଆମିଷ ବିରି ଓ ମଦ୍ୟ କାଂସ୍ୟ ପାତ୍ରରେ ପଇଡ ପାଣି
ବର୍ଷରେ ମହା କାଳ ରାତ୍ରୀ ତିନିଦିନ ବଳି ଭୋଗ ହୁଏ
ଆପଣଙ୍କୁ ମୋର ଅନ୍ତ୍ରରୁ ଅନେକ ଅନେକ ଧନ୍ୟବାଦ
ଅନୁରୋଧ ଏହିପରି ଦେଖନ୍ତୁ ମତାମତ ଦିଅନ୍ତୁ
@@mahimavastuseva sir kharapa bhabe nahi nonveg temple re only one day maa pakhare bhoga hua
ମୁଁ ଖରାପ ଭାବି ଥିଲେ ମାଆ ବୋଲି ସମ୍ବୋଧନ କରି ନ ଥାଆନ୍ତି ତମେ ମୋର ମାଆ ସର୍ବଦା ମାଆ ଅପେକ୍ଷା ପୁଅ ଅଧିକ ଜାଣେ।ଦେଖନ୍ତୁ ମୁ ଯାହା you tub ରେ କହିଛି ଯିବ ହତ୍ୟା ପାପ ନାହିଁ ସେଠାରେ nanbhej ର ପ୍ରଶ୍ନ ବି ଉଠୁନାହିଁ ଆପଣଙ୍କର ବୁଝିବା ଭୁଲ ହୋଇଗଲା ବିରି ଆମିଷ ଆମ + ଇସ =ଆମିଷ ।ଯେଉଁଥିରେ ପାପ ନାହିଁ । ପ୍ରତ୍ୟକ୍ ପୂଜାରେ ବଳି ଦିଆଯାଏ ।ଏହା ଯିବ ହତ୍ୟା ନୁହେଁ ।ମାଆ ଆପଣ ପ୍ରଥମରୁ ଟାଇଟଲ ଦେଖି ରାଗି ଯାଇଥିଲ ସେଥି ସକାଶେ କହିଲ ।ମହିମା ଧର୍ମରେ କ୍ରୋଧ ବଡ ଶତ୍ରୁ ।ମୁ ଆପଣଙ୍କୁ ସମ୍ମାନ ଦେଉଛି ଯେ ଆପଣ ପ୍ରତି ଉତ୍ତର ଦେଉଛନ୍ତି
ମହିମା ଅଲେଖ ଶରଣ
ଆପଣ ମୋର ଅନ୍ୟ ଚେନାଲ ଦେଖନ୍ତୁ
Gurukrupa you tub chenal
Hare pooo mahima guru.....tu Aamisa bisaya kahu kahu ....chakuli...pithha...khiri....ate kn gapuchhu
Alekha mahimaa