ଏମିତିକା ବାହାଘର କେବେ ଦେଖିନଥିବେ || INDONESIA WEDDING

Поделиться
HTML-код
  • Опубликовано: 11 сен 2024
  • ଏମିତିକା ବାହାଘର କେବେ ଦେଖିନଥିବେ || INDONESIA WEDDING #mutraveller
    ପ୍ରିୟ RUclips ପରିବାର ଆପଣ ମାନଙ୍କ ଭଲପାଇବା ପାଇଁ ଧନ୍ୟବାଦ , ବର୍ତ୍ତମାନ Facebook ରେ ମଧ୍ୟ Page ଖୋଲା ଯାଇଛି | ଆପଣ ଯାଇ Like & Follow କରନ୍ତୁ ତାଦ୍ଵାରା ଆପଣ Live Updates ଏବଂ Unseen Footage ଦେଖିପରିବେ l
    ସୋସିଆଲ ମିଡିଆ ହ୍ୟାଣ୍ଡଲଗୁଡିକ: ମୋତେ Instagram, Twitter ଏବଂ Facebook ରେ ମୋତିଆନ୍ତରୀକ ଅପଡେଟଗୁଡ଼ିକ, ଆକର୍ଷକ ଭିଜୁଅଳ୍‌ସମୂହ, ଏବଂ ସଂକ୍ଷିପ୍ତ ଆଲୋଚନାମୂଳକ ସହିତ ଅନୁସରଣ କରନ୍ତୁ।
    📷 ଇନ୍ସ୍ଟାଗ୍ରାମ :-
    / laba_hansda
    📘 ଫେସବୁକ ID :-
    / mutraveller1
    📱 Social Media Handles: Follow me on Instagram, Twitter, and Facebook for real-time updates, stunning visuals, and engaging discussions.
    My Facebook :-
    / mutraveller1
    Instagram ID :-
    / laba_hansda
    #labahansda #odiashorts #mutraveller #odianews #odiavlog

Комментарии • 2 тыс.

  • @rajcrown7277
    @rajcrown7277 Год назад +668

    ଲବ ଭାଇ ଆପଣ ଯେଉ କାମ ସବୁ କରୁଛନ୍ତି ଆପଣଙ୍କୁ ଯେତେ ପ୍ରଶଂସା କରିଲେ ବି କମ୍ ହେଇଯାଉଛି ❤ really love you bro ... ❤❤

    • @pinkikandi5596
      @pinkikandi5596 Год назад +5

      You are right 👍🥰🥰

    • @sankarsansahoo47
      @sankarsansahoo47 Год назад +5

      Jay shree jagannath laba bhai nku bahut bhalpay Prabhu jagannath laba bhai nku khusire rakhantu ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤

    • @ranjanbehera482
      @ranjanbehera482 Год назад +3

      Full support

    • @avengerslover1651
      @avengerslover1651 Год назад +4

      ତୁ ତ ଜୀବନ ଟା ଦେଇ ଦେ ତେବେ, ପର୍ଯ୍ୟାପ୍ତ ହେଇଯିବ....! ଏମିତି ବେକାର comment କାଇଁ କରୁଛ, ଯାହା କି ବିଶ୍ୱାସ ହିଁ ହୁଏ ନି ...! ସବୁ ଫମ୍ପା...! ବିନା ପବନ ରେ , ମୁଣ୍ଡ ଉପର ଦେଇ ଉଡ଼ି ଯାଉଚି...!

    • @jalandharbehera2456
      @jalandharbehera2456 Год назад

      Kn amiti bada kama karuchanti, mote tike kahi pariba bhai

  • @Krishnamusic112
    @Krishnamusic112 Год назад +315

    କେଉଁ ମାନେ ଚାହୁଁଚ ଲବ ଭାଇ ଭାଇ ଙ୍କ ଉପରେ ଭଗବାନ ଙ୍କ ର ଆଶ୍ରିବାଦ ଏମିତି ରହିଥାଉ ❤❤❤

    • @trilochananayak2590
      @trilochananayak2590 Год назад +2

      ଜୟ ଜଗନ୍ନାଥ 🙏
      ମୁଁ ଚାହେଁ ❤️❤️❤️

    • @yudhistirbiswal
      @yudhistirbiswal Год назад +1

      ଜୟ ଜଗନ୍ନାଥ

    • @OdiaBhaiPK
      @OdiaBhaiPK Год назад

      ସୁନ୍ଦର ଭିଡିଓ 😍😍
      ମୋ ଭିଡିଓ ସବୁ ଟିକେ ଆସିକି ଦେଖ🧐🧐etyeey

  • @Tikilifestyle
    @Tikilifestyle Год назад +106

    କିଏ କିଏ କେଉଁଝର ରୁ ଲବ ଭାଇ ଙ୍କ ଭିଡ଼ିଓ ପ୍ରତ୍ୟେକ ଦିନ ଦେଖୁଛନ୍ତି ପ୍ଲିଜ଼ ❤️❤️ସେ ଗୋଟେ ଗୋଟେ like କରିଦିଅନ୍ତୁ ଆଉ ଏଇ ସାନ ଭଉଣୀ କୁ ଟିକେ ସାହାଯ୍ୟ କରନ୍ତୁ 🙏🙏🙏🙏🙏

    • @debasishsingh5982
      @debasishsingh5982 Год назад +1

      କଣ ସାହାଯ୍ୟ ଦରକାର । from keonjhar

    • @purtyoffcial
      @purtyoffcial Год назад

      @@debasishsingh5982 ତାଙ୍କୁ ବୋର ଖଜୀ ଦେବ ବୋଲି ସାହାଯ୍ୟ କହୁଛି ?

    • @sankarsansahoo47
      @sankarsansahoo47 Год назад

      Jay shree jagannath ❤❤❤❤❤❤❤❤

    • @Tikilifestyle
      @Tikilifestyle Год назад

      Mo videoo ku bi tike dekhantu 🙏🙏

    • @OdiaBhaiPK
      @OdiaBhaiPK Год назад

      ସୁନ୍ଦର ଭିଡିଓ 😍😍
      ମୋ ଭିଡିଓ ସବୁ ଟିକେ ଆସିକି ଦେଖ🧐🧐restgsgr

  • @TakanTiria-km4love
    @TakanTiria-km4love Год назад +90

    ବାହା ଘର ଭିଡ଼ିଓ କିଏ କିଏ ପସନ୍ଦ କରିଲ ଗୋଟିଏ ଲାଇକ୍ କର

  • @anjusexpress9073
    @anjusexpress9073 Год назад +45

    କିଏ କିଏ ଅପେକ୍ଷା ରେ ଅଛ କି ଲବ ଭାଇଙ୍କ 2024ସୁଦ୍ଧା 1m 👏👏👏ହୋଇଯାଉ👍🏻

  • @Nilanchal673
    @Nilanchal673 Год назад +252

    This man is
    100%- Hard work
    100%-talent
    100%- confidence
    0%- Ego
    0%- attitude
    I'm proud of you laba Bhai..... Dill se Love you ❤❤❤❤❤❤😊😊😊😊😊

  • @cutemanishka
    @cutemanishka Год назад +158

    କିଏ ମାନୁଛନ୍ତି କି ଦୁନିଆର ସବୁଠାରୁ ବଡ଼ ଯୋଦ୍ଧା "ମା" ଅଟେ Love you Maa❤🙏

    • @bishnucharandas2275
      @bishnucharandas2275 Год назад +1

      Kgf😂

    • @OdiaBhaiPK
      @OdiaBhaiPK Год назад

      ସୁନ୍ଦର ଭିଡିଓ 😍😍
      ମୋ ଭିଡିଓ ସବୁ ଟିକେ ଆସିକି ଦେଖ🧐🧐fdsg

  • @augustinkumarsingh
    @augustinkumarsingh Год назад +257

    କିଏ କିଏ ଚାହୁଁଛନ୍ତି ଲବ ଭାଇଙ୍କର ପ୍ରତେକ videoରେ ମିଲିୟନ views ଆସୁ ବୋଲି

    • @sankarsansahoo47
      @sankarsansahoo47 Год назад +2

      Jay shree jagannath mu chahuchhi sir ❤❤❤❤

    • @Manshi.bani123
      @Manshi.bani123 Год назад +2

      Hm thik katha❤❤

    • @OdiaBhaiPK
      @OdiaBhaiPK Год назад +1

      ସୁନ୍ଦର ଭିଡିଓ 😍😍
      ମୋ ଭିଡିଓ ସବୁ ଟିକେ ଆସିକି ଦେଖ🧐🧐fdhehgyeydyy

    • @ODIA_AKASH_GAMING
      @ODIA_AKASH_GAMING Год назад +2

      ​@@OdiaBhaiPK🎉

    • @az143j-vn2ne
      @az143j-vn2ne Год назад

      I❤❤❤L🎉🎉laba bhai

  • @-sharatmahakud
    @-sharatmahakud Год назад +56

    ବାଙ୍ଗାଲୋରରେ ଥାଇ ଦେଖୁଥିବା ଭାଇ ଓ ଭଉଣୀ ମାନଙ୍କ ପାଇଁ ଗୋଟେ ଲାଇକ୍

  • @domdarchenal9859
    @domdarchenal9859 Год назад +8

    ବାହାଘର ବହୁତ ଭଲ ଲାଗିଲା ସତରେ ଲୋବ ଭାଇ ତୁମେ ଇଣ୍ଡୋନେସିଆ ନୋଯାଇ ଥିଲେ ଏମିତିକା ଦେଖିବାକୁ ମିଳିନୋ ଥାନ୍ତା, ତୁମେ ନିଜକୁ ଯୋଗିବ କାରଣ ବାହାର ଜାଗା ଏତେ ଦୂର ଜାଗା 🌹🌹🌹🌹ଜୟ ଜଗନ୍ନାଥ 🌹🌹🌹🌹

  • @OdishsTechInfo
    @OdishsTechInfo Год назад +299

    Hit the Respect button for Laba Hansda🇮🇳 ❤

    • @adivasikherwaljumid
      @adivasikherwaljumid Год назад

      Respect

    • @Laxmu-yf2ol
      @Laxmu-yf2ol Год назад

      Lava

    • @OdiaBhaiPK
      @OdiaBhaiPK Год назад

      ସୁନ୍ଦର ଭିଡିଓ 😍😍
      ମୋ ଭିଡିଓ ସବୁ ଟିକେ ଆସିକି ଦେଖ🧐🧐dfrthtyh

  • @itssangramvlogs952
    @itssangramvlogs952 Год назад +113

    Making a History | କେଉଁମାନେ ଚାହାଁନ୍ତି 2024 ପୂର୍ବରୁ ଲବ ଭାଇଙ୍କ ର 1 Million Subscriber ହେଇଯାଉ ବୋଲି.

    • @OdiaBhaiPK
      @OdiaBhaiPK Год назад

      ସୁନ୍ଦର ଭିଡିଓ 😍😍
      ମୋ ଭିଡିଓ ସବୁ ଟିକେ ଆସିକି ଦେଖ🧐🧐ytued

  • @prakashyoutube2138
    @prakashyoutube2138 Год назад +34

    ଲବ ଭାଇଙ୍କ ପାଇଁ ଓଡ଼ିଶା ଗର୍ବିତ ଜଉ ଭାଈ ମାନେ ଭାଇଙ୍କୁ ଭଲ ପାଉଛନ୍ତି ଗୋଟେ like, ହେଇଯାଉ

    • @renukatete9039
      @renukatete9039 Год назад +2

      Satare bahut khusi lagu chi ... Bhai odisha ru jai chanti.. 😊

  • @mjmichael30
    @mjmichael30 Год назад +9

    ବାହାଘର ବହୁତ ସୁନ୍ଦର ଦେଖା ଯାଉଥିଲା। ଆଉ ତାହାଙ୍କର ପାରମ୍ପରିକ ଅନୁସାରେ ବର କନ୍ୟାଙ୍କୁ ବହୁତ ଭଲ ସଜା ହୋଇଥିଲା। So very Nice Wedding Bro..👫

  • @anudkumarhembram8268
    @anudkumarhembram8268 Год назад +2

    ଯେତିକି ଭିଡିଓ ଦେଖିଲି ଏହି ଭିଡିଓଟି ସମ୍ପୂର୍ଣ୍ଣ ଅଲଗା ଏବଂ ବହୁତ ଖୁସି ଜନକ। ଧନ୍ୟବାଦ ଲବ ଭାଇ

  • @mrsahoo2351
    @mrsahoo2351 Год назад +331

    ଲବ ଭାଇ ଙ୍କୁ କିଏ ଭଲ ପାଉଛ ଲାଇକ କର ଜୟ ଜଗନ୍ନାଥ ସ୍ଵାମୀ।

    • @OdiaBhaiPK
      @OdiaBhaiPK Год назад

      ସୁନ୍ଦର ଭିଡିଓ 😍😍
      ମୋ ଭିଡିଓ ସବୁ ଟିକେ ଆସିକି ଦେଖ🧐🧐fdhdey

  • @bagesardar8869
    @bagesardar8869 Год назад +155

    ଲବ ଭାଇଙ୍କୁ କିଏ କିଏ ❤dil ସେ ପସନ୍ଦ କରୁଛନ୍ତି like କର🙏🙏 ଜୟ ଜଗନ୍ନାଥ 🙏🙏

    • @OdiaBhaiPK
      @OdiaBhaiPK Год назад

      ସୁନ୍ଦର ଭିଡିଓ 😍😍
      ମୋ ଭିଡିଓ ସବୁ ଟିକେ ଆସିକି ଦେଖ🧐🧐thuyed

  • @villagestarsrikanta
    @villagestarsrikanta Год назад +55

    ଭାଇ ବହୁତ୍ ଖୁସି ଲାଗୁଛି ତୁମପାଇଁ ଆମେ ଓଡ଼ିଶା ରେ ରହିକି ଅନ୍ୟ ଦେଶ ର ସଂସ୍କୃତି କୁ ଦେଖିପରୁଚୁ ଜାଣିପାରିଛୁ ସେଥିପାଇଁ ଆପଣଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍🙏 ଜୟ ଜଗନ୍ନାଥ 🙏🙏🙏

  • @debashishparida7288
    @debashishparida7288 Год назад +5

    ଇଣ୍ଡୋନେସିଆ ର ଲୋକମାନେ ହୃଦୟରୁ ବହୁତ ବହୁତ ଭଲ ଆଉ ସେଠାକାର ଛୁଆ ମାନେ କେତେ Cute 🥰🥰😘😘

  • @user-nn1fs8he2i
    @user-nn1fs8he2i 2 дня назад

    ହରି ଓଁ 🙏ବାହାଘର ଦେଖିଲୁ ଭଲ ଲାଗିଲା ଦେଖେଇ ଥିବାରୁ ଧନ୍ୟବାଦ୍

  • @chandankumarpatra404
    @chandankumarpatra404 Год назад +192

    ଲବ ଭାଇଙ୍କୁ କେଉଁ ମାନେ ଭଲପାଆନ୍ତି ସେମାନେ ଏଠାରେ ଲାଇକ କରନ୍ତୁ

    • @OdiaBhaiPK
      @OdiaBhaiPK Год назад

      ସୁନ୍ଦର ଭିଡିଓ 😍😍
      ମୋ ଭିଡିଓ ସବୁ ଟିକେ ଆସିକି ଦେଖ🧐🧐tyiuurtuj

  • @biswajitswain7140
    @biswajitswain7140 Год назад +18

    ଅତି ସୁନ୍ଦର ଲାଗିଲା ଭାଇ 👌👌ଖାଲି ଗୋଟେ କଥା କହିବି ଆମ ଭାଇ ଅନ୍ୟମାନଙ୍କ ଠାରୁ ଟିକେ ନୁହେଁ ବହୁତ ଅଧିକା ଅଲଗା 👍👍ସେଥିପାଇଁ ଆମେ ଗର୍ବିତ ❤️❤️love you bhai ❤️❤️ଜୟ ଜଗନ୍ନାଥ 🙏

  • @oye_____owner__1
    @oye_____owner__1 Год назад +74

    ଭାଇ ମୋର ଏମିତି ଆଗକୁ ଚାଲ ଆମେ ଅଛୁ ତମ ପଛରେ ଜୟ ଜଗନ୍ନାଥ 🙏❤❤

    • @OdiaBhaiPK
      @OdiaBhaiPK Год назад

      ସୁନ୍ଦର ଭିଡିଓ 😍😍
      ମୋ ଭିଡିଓ ସବୁ ଟିକେ ଆସିକି ଦେଖ🧐🧐ttdrhegh

  • @mrrabindrakumar440
    @mrrabindrakumar440 Год назад +2

    ଭାଇ ଆପଣଙ୍କୁ ଯେତେ ଧ୍ୟାନ୍ୟବାଦ ଦେଲେ ବି କମ୍ ହେବା ଆପଣ ବହୁତ ଭଲ କାମ କରୁଛନ୍ତି ଜୟ ଜଗନ୍ନାଥ ଭାଇ ❤🎉

  • @abhisheknaik7679
    @abhisheknaik7679 15 дней назад

    ଅତି ସୁନ୍ଦର cloture ଗୁଡ contry ଆଉ ଭଲ ଲାଗିଲା ଜୟ jagnaath

  • @sinubeshra3730
    @sinubeshra3730 Год назад +40

    Congratulations Laba Bhai 🎈🥳
    ...........4Lakh......... Subscriber
    ଯେଉଁ ଭାଇ ଭଉଣୀମାନେ ଆମ ଓଡ଼ିଶାର ,
    Laba Bhai ଗୋଟେ like କର 🥰🥰🥰🥰

  • @antorjiwi7984
    @antorjiwi7984 Год назад +43

    କିଏ କିଏ ଲବ ଭାଇ ର video କୁ ଅପେକ୍ଷା କରିଥିଲେ like କର

  • @sandhyaraninayak7752
    @sandhyaraninayak7752 Год назад +63

    ଭାଇ ଆପଣ ଙ୍କୁ ଯେତେ ଧ୍ୟାନ୍ୟବାଦ ଦେଲେ ବି କମ୍ ହେବ। ଆପଣ ବହୁତ ଭଲ କାମ କରୁଛନ୍ତି। ଜୟ ଜଗନ୍ନାଥ ଭାଇ 🎉🎉

  • @rudranarayansubudhi3034
    @rudranarayansubudhi3034 Год назад +11

    An Indian in indonesia wedding, wonderful proud of odisha.

  • @bhartinayak2838
    @bhartinayak2838 Год назад +3

    କେମିତି comment ଦେବି, ଭାଷା ପାଉନି ଆଉ, ଏତେ Confidence , ete Hard work ପଛରେ ନିହାତି ଭଗବାନ୍ ଆଶୀର୍ବାଦ ଅଛି ଆପଣ ଙ୍କ ଉପରେ ଲବ ଭାଇ , ଏତେ ସୁନ୍ଦର ସୁନ୍ଦର ଭିଡ଼ିଓ, wow 😲😳😲🙏🙏🙏🙏🙏

  • @alliswell4252
    @alliswell4252 Год назад +36

    ଭାଇ କୁ ହୃଦୟରୁ ଭଲ ପାଉଥିଲେ ବିପୁଳ ମାତ୍ରା ରେ like କର❤

  • @entermentcomedyvideo7686
    @entermentcomedyvideo7686 Год назад +51

    ❤ କିଏ କିଏ video wait କରିଥିଲ like 👍👍 କରିଦିଅ 💞🙏🙏

  • @Danguakola370
    @Danguakola370 Год назад +51

    Very nice wedding ceremony❤🎉 and u wishes them in odia language is very proud full moments for odisha, India🎉❤

    • @chandanadas5914
      @chandanadas5914 Год назад

      Really this is the best👍💯👍💯👍💯👍💯 vedio laba... God bless u always... ❤❤❤❤ n lots of thanks lab desa bahar culture dekhi thibaru ..

  • @jasmanmunda9227
    @jasmanmunda9227 Год назад +2

    ବହୁତ୍ ଭଲ ଲାଗିଲା ତ video ଭାଇ ବହୁତ୍ unique ଲାଗୁଛି

  • @hrushikeshnaik5488
    @hrushikeshnaik5488 Год назад +2

    New model ବାହାଗର
    ବହୁତ୍ ବଢିଆ ଲାଗିଲା ଭାଇ,,,,❤️💯👍

  • @gayatritudu5444
    @gayatritudu5444 Год назад +34

    Toroza tribe are too much rich than other tribe people nd they also looking so beautiful like as indian ❤❤❤

  • @dharmendrasahoo4520
    @dharmendrasahoo4520 Год назад +29

    ମୋ ପରୀ କମେଣ୍ଟ ପଢ଼ିବା ପାଇଁ କିଏ କିଏ ଆସିଛ ଲାଇକ କର

  • @udit_fan_ajit
    @udit_fan_ajit Год назад +36

    ଲବ ଭାଇ ପାଇଁ ଗୋଟେ like ହୋଉ ❤😊

  • @AbinashOjha.07
    @AbinashOjha.07 Год назад +2

    🚩ଜୟ ମାଆ କଟକଚଣ୍ଡୀ ଭାଇ🥰❤️🙏Love From Cuttack❤️

  • @ranjanmajhi7890
    @ranjanmajhi7890 Год назад +7

    ଯାହା ହେଉ ଭାଇ ତୁମେ ଅଲଗା ଏରିଆ କୁ ଯାଇ ତଙ୍କସଙ୍ଗେ ମିଶି ପରୁଛ ଧନ୍ୟବାଦ୍ 👏

  • @dineshprusty7905
    @dineshprusty7905 Год назад +33

    ଭାଇ ପାଇଁ ଗୋଟିଏ like ହଉ 😊

  • @smrutilinku9568
    @smrutilinku9568 Год назад +21

    ଲବ ଭାଇ ତୁମ ଭିଡିଓ ସବୁ ଭଲ ଲାଗୁଚି ଭାଇ ପାଇ ଗୋଟେ like comment ହଉ

  • @ratikantadalai9843
    @ratikantadalai9843 Год назад +10

    ଲବ ଭାଈ ତୁମକୁ ବହୁତ୍ ବହୁତ୍ ଧନ୍ୟବାଦ୍ ତୁମ ପାଇଁ ଆମେ ଘରେ ବସି ଏତେ ସୁନ୍ଦର ସୁନ୍ଦର ଜାଗା ଆଓ ଭିଡିଓ ମାଧ୍ୟମରେ ଦେଖିବାକୁ ମିଳୁଚି .. ଜୟ ଜଗନ୍ନାଥ .ଲବ ଭାଈ ଙ୍କୁ କଉ ମାନେ ହୃଦୟରୁ ଭଲ ପାଆନ୍ତି ❤❤like କରନ୍ତୁ ଜୟ ଜଗନ୍ନାଥ love u odisa..❤❤❤

  • @ratanlalpurty6199
    @ratanlalpurty6199 Год назад +6

    ବହୁତ ଖୁସି ଲାଗିଲା ଭାଇ, ଆଉରି ଏମିତି ସୁନ୍ଦର ସୁନ୍ଦର ଭିଡ଼ିଓ କରି ଆମମାନଙ୍କୁ ଖୁସି କରାହ, ପ୍ରଭୁ ତୁମକୁ ଆଶୀର୍ବାଦ କରନ୍ତୁ 🙏❤️🙏❤️🙏❤️

  • @barsha2749
    @barsha2749 Год назад +2

    Beautiful 😍❤️ video Bhai ❤😊jya jagannath

  • @bisujena9224
    @bisujena9224 Год назад +12

    କେଉଁ ପିଲା ମାନେ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରୁ ଦେଖୁଛ ❤❤❤

  • @maahiqueenofficial
    @maahiqueenofficial Год назад +15

    👌ବହୁତ ସୁନ୍ଦର ବାହାଘର

  • @lostsmile07
    @lostsmile07 Год назад +18

    ଭାଇ ତମେ ପରିଶ୍ରମ କରି ଚାଲ । ଆମେ ଆପଣ ଙ୍କ ସାଙ୍ଗ ରେ ଅଛେ । ଭଗବାନ ଙ୍କୁ ପ୍ରଥନା କରୁଛି ୨୦୨୪ ପୂର୍ବରୁ ୧ ମିଲିୟନ ହେଇ ଯାଉ। ଆମେ ସବୁ ଆପଣ ଙ୍କ ସାଙ୍ଗ ରେ ଅଛେ। ଜୟ ଜଗନ୍ନାଥ 🙏🙏

  • @sureshswain2592
    @sureshswain2592 Год назад +2

    ଲବ ଭାଇ ଆପଣଙ୍କୁ ଶତ ଶତ କୋଟି କୋଟି ପ୍ରଣାମ। ଆପଣ ପ୍ରକୁତରେ ଓଡିଶା ର ଗର୍ବ।

  • @ajayakumarmohanty9582
    @ajayakumarmohanty9582 Год назад

    ବହୁତ ଅନ୍ୟନ୍ୟ ବିବାହ ଓ ପରମ୍ପରା ଦେଖିଲୁ , ଧନ୍ୟବାଦ ।

  • @jayantamarandi7103
    @jayantamarandi7103 Год назад +64

    Hit the Respect button for Loba Hasnda♥️♥️♥️❤️🙏

  • @odiavloggersourav
    @odiavloggersourav Год назад +23

    ଆଜି ଭାଇଙ୍କ video କୁ କୋଉ ମାନେ wait karithilo like kara❤

  • @Rasmi__sudhir
    @Rasmi__sudhir Год назад +13

    Grand wedding anniversary and wishes tham in odia language is very nice proud full moment for odish ❤❤❤❤❤❤🎉🎉🎉🎉🎉😊😊 labo ❤❤❤❤❤

  • @murmukola8741
    @murmukola8741 Год назад +1

    Nice ବାହାଘର 👩‍❤️‍👨💫✨️🌿🌹👌

  • @asitkantamallik1661
    @asitkantamallik1661 Год назад +2

    Ati sundar

  • @barshapradhan871
    @barshapradhan871 Год назад +31

    Bhai u have a big heart,, and u have a soft corner in ur heart.. Love from Odisha, Sambalpur ❣️🙏🏻

  • @Podcastwithme1234
    @Podcastwithme1234 Год назад +5

    Laba bhai tu me odisha ra garba. Samaste laba bhai pain gote like kara. 👍👍❤❤

  • @user-kb6gb6ld7d
    @user-kb6gb6ld7d Год назад +40

    ଲବ ଭାଇକୁ କିଏ କିଏ ଭଲ ପାଉଚ like କର

  • @RKAnitajourney
    @RKAnitajourney Год назад +6

    Bridge and bridge groom is very beautiful ❤ There's marriage culture is very interesting ❤️😍thank u so much showing there unique culture 😊👍👍👍🎉

  • @pratimamundavlogs
    @pratimamundavlogs Год назад +2

    Bohut badia lagila bahagara loba Bhai👌👌👌👌

  • @T_T_T_Production
    @T_T_T_Production Год назад +5

    ମୁଁ ପୁରୀ ରୁ ଲବ ଭାଇ, ଜୋହାର ନମସ୍କାର, ଜୟ ଜଗନ୍ନାଥ 🙏🙏🙏🙏🙏 ଶୁଭ ମଙ୍ଗଳ 🙏🙏🙏🙏🙏🙏

  • @RMalik110
    @RMalik110 Год назад +9

    ବହୁତ ବଢିଆ ଲାଗିଲା ଧନ୍ୟବାଦ୍ ଭାଇ 💐🙏🙏🙏

  • @punamguria3904
    @punamguria3904 Год назад +21

    Beautiful marriage ❤❤❤

  • @zigzag1681
    @zigzag1681 Год назад +2

    Bahut bahut badhai lagila🎉🎉😊😊

  • @kariahembram3216
    @kariahembram3216 Год назад +3

    ଶୁଭ ବିବାହ

  • @adivasikherwaljumid
    @adivasikherwaljumid Год назад +39

    ❤❤❤HAPPY MARRIAGE LIFE TO THEM❤❤❤

  • @ragunathpuriaamausaaubaach7408
    @ragunathpuriaamausaaubaach7408 Год назад +4

    ଯେତେ ପ୍ରଶଂସା କଲେବି କମ ହେବ, ଧନ୍ୟବାଦ ଲବୋ ବାବୁ

  • @sunilcreation02
    @sunilcreation02 Год назад +5

    ବାହାଘର ବହୁତ ଭଲ ଲାଗିଲା

  • @amar.official3546
    @amar.official3546 Год назад +1

    ଜୁହାରକେ ସନମକୋ....🙏🙏🙏
    ଭାଇ ସବୁ ପ୍ରକାର ଦେଖାଉଛ ଭଲ ଲାଗୁଛି ବାହାଘର,ମୃତୁ,ଜନ୍ମ ଦିନ,ସବୁ ପ୍ରକାର ପ୍ରୋଗ୍ରାମ ଦେଖୁଛୁ...ଭାଇ ହେଲେ ତମର ସାନ୍ତାଳୀ ଛାଡପତ୍ର କେମିତି ହୁଏ ଦେଖି ପାରୁନୁ ଟିକେ ଦେଖିବ.....

  • @sadrigyanvlogs7616
    @sadrigyanvlogs7616 Год назад +2

    Maja Lagila video

  • @sidhuraika2946
    @sidhuraika2946 Год назад +5

    I have on word laba Bhai for your hard work..❤❤❤ mate bahut khusi lagila je tame first INDIAN and ODISHIAN Jieki semanankar treditional marriage ku dekhaila..tama pain ame eibhalia different country ra culture ku dekhiparuchu..love you laba Bhai ❤❤❤.. keep it up...

  • @Enjoying.876
    @Enjoying.876 Год назад +5

    Very nice marriage ...all relatives do help work.. very good that🎉❤

  • @kanhupinguaofficial6778
    @kanhupinguaofficial6778 Год назад +17

    So defferent culture from India.
    Very beautiful to look at.

  • @premkumarprem319
    @premkumarprem319 Год назад

    ଏତେ ଖୁସୀ ଲାଗୁଛି ଆପଣଙ୍କ ଭିଡିଓ ଦେଖିଲେ thanks 😊😊😊

  • @madhusudandash8048
    @madhusudandash8048 Год назад

    ଜୟଶ୍ରୀ କ୍ରୀଷ୍ଣ। Exlent video. I like the person. I like the video. God bless you bro. ।।।।।ଜୟଶ୍ରୀ କ୍ରୀଷ୍ଣ।।।।।

  • @priyankanayak772
    @priyankanayak772 Год назад +32

    We want Laba bhai's marriage 😅
    Videography is way excellent 👌
    Thank you for sharing different cultures of each part of world 🌎
    Great man !!!!

    • @MuTraveller
      @MuTraveller  Год назад +14

      2020000000

    • @South_official
      @South_official Год назад +2

      Great bhai

    • @trilochananayak2590
      @trilochananayak2590 Год назад +2

      ​@@MuTravellerjay jagannath 🙏 you are great persone in odisha ❤️❤️❤️

    • @JABURUcreation
      @JABURUcreation Год назад +5

      ଭାଇ ତମେ ବାହା ହେଲେ ଭିଡ଼ିଓ କିଏ ବନେଇବ ଭାବୁଛି।

    • @SushantaBehera-et6oh
      @SushantaBehera-et6oh Год назад +3

      Laba bhaiiiiiiii ghara ama ghara pakhare tanka video mu banaebi ❤ se laba bhaiii

  • @HEMBRAMSKITCHEN
    @HEMBRAMSKITCHEN Год назад +4

    ବହୁତ ବଢିଆ ଲାଗିଲା ବାହାଘର 💑 👫 💏

  • @user-mv7ts3um7p
    @user-mv7ts3um7p Год назад +4

    Marriage is so beautiful 🥰 thank you laba bhai 👍🙏

  • @madanmohannayak9684
    @madanmohannayak9684 Год назад

    ବାହାଘର ବହୁତ ଭଲ ଲାଗିଲା ଧନ୍ୟବାଦ

  • @jitukumar3710
    @jitukumar3710 Год назад +1

    Laba bhai kete kasta karuchhnti ama pain sabu jinisha bahara ra dekhau chhnti e khara re bi👍👍👍👍

  • @dalikumariswain6835
    @dalikumariswain6835 Год назад +7

    So beautiful

  • @ansaritudu1718
    @ansaritudu1718 Год назад +3

    Nice wedding ceremony❤❤❤

  • @arabindahati6956
    @arabindahati6956 Год назад +13

    Beautiful ❤❤❤❤

  • @foryoucreation8591
    @foryoucreation8591 Год назад +1

    ଭାଇ ଜୟ ଜଗନ୍ନାଥ 🙏
    ଖୁବ୍ ସୁନ୍ଦର ଥିଲା ବାହାଘର
    ଭାଇ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ଆମେ ଆପଣଙ୍କ ଦ୍ୱାରା ବହୁତ କିଛି ଜାଣିବା ପାଇଁ ପାଉଛୁ।
    ଆପଣ ସେଠି ସୁସ୍ଥ ରୁହନ୍ତୁ, ଏବଂ ଆମ ଓଡିଶାବାସୀ ଙ୍କୁ ନୂଆ ନୂଆ ସଂସ୍କୃତି ବିଷୟରେ ଦେଖାନ୍ତୁ ❤❤

  • @kabitatoika
    @kabitatoika Год назад

    ବାହାଘର ଟି ବହୁତ ବଢିଆ ହେଇଛି । 👌

  • @user-yz8oi5ig6e
    @user-yz8oi5ig6e Год назад +3

    Wow❤❤❤❤❤ very nice laba Bhai

  • @timoaju731
    @timoaju731 Год назад +4

    Very nice wedding🎉 bhai ବହୁତ ଭଲ ଲାଗିଲା 😍😍😍

  • @ramdasmurmu9830
    @ramdasmurmu9830 Год назад +5

    So beautiful ❤️❤️

  • @purnaodisha5712
    @purnaodisha5712 Год назад

    ଖୁସି ଲାଗିଲା ଓଡିଆ ଭାଷା ସଂସ୍କୃତି ପରମ୍ପରା ପାଇଁ ଆମ୍ ଭାରତୀୟ ଅଟେ ଠିକ୍ ଚରିତ୍ର

  • @Tribal_IndiaTraveler
    @Tribal_IndiaTraveler Год назад

    ଲବ bro, superb , proud to be Indian ଆଦିବାସୀ 👍👌

  • @tikimapradhan4449
    @tikimapradhan4449 Год назад +4

    Very very thank you so much brother. Showing us for wedding in Indonesia of Toraja
    tribe. I am so happy.

  • @anantakishorepanda2888
    @anantakishorepanda2888 Год назад +5

    So sweet marriage ceremony.

  • @joginathpatra4074
    @joginathpatra4074 Год назад +3

    ଲବ ଭାଇ ତମେ ଏମିତି ଜିନିଷ ଦେଖଉଛ ଯେ ଆମଭାରତରେ Wasn't ଦେଖେଇ ନାହାନ୍ତି ଭାଇ ଅଶେଷ ଅଶେଷ ଧନ୍ୟବାଦ ସବୁବେଳେ ହସୁଥାଅ ଆଉ ଭଲରେ ଥାଅ ଜୟ ଜଗନ୍ନାଥ 🙏❤

  • @Ridetravel4086
    @Ridetravel4086 Год назад

    Very nice ବହୁତ ଭଲଲାଗିଲା

  • @rahitmajhi7432
    @rahitmajhi7432 Год назад

    ବହୁତ ସୁନ୍ଦର ହେଇଛି

  • @debasmitaparida1593
    @debasmitaparida1593 Год назад +9

    Thank uh bhai for inspiring us to be like uh.. I swear one day if I will have enough money to travel then I will explore these things like uh... But really I have not think about this before I started thinking about it after seeing you.. So thank uh bhai...❤keep going❤🙏✨

  • @naraharisahoo4893
    @naraharisahoo4893 Год назад +12

    First Happy married life to them... nice culture nice place nice people nice arrengement and picture quality is very good... video quality excellent 👌thank you ମୁଁ Traveler...mote video bahut bhala lagila so perfect ❤❤

  • @ayushnayaktukunu6787
    @ayushnayaktukunu6787 Год назад +22

    ଲବ ଭାଇ ର ଭିଡ଼ିଓ କାହା କାହାକୁ ଫ୍ଲିମ୍ ପରିକା ଲାଗୁଛି Like କରନ୍ତୁ ❤️

  • @pskentertainment1564
    @pskentertainment1564 Год назад

    ପ୍ରକୃତରେ ବହୁତ୍ ଅଲଗା.. And ବହୁତ୍ ଭଲ ଲାଗିଲା... Really enjoyed a lot of things. Thank you so much bhai 💐💐🌹❤️

  • @nvicky802
    @nvicky802 Год назад +4

    Thank you so much laba bhai, this marriage was very interesting 😊😊😊❤❤❤ "GOD" bless you.