ଲକ୍ଷ୍ମୀ ବସ୍ ନାଁ କଂଗ୍ରେସ ବଦଳେଇଥିଲେ ହିନ୍ଦୁ ବିରୋଧୀ ହେଇଥାନ୍ତା। Bus colour changes politics simmers.

Поделиться
HTML-код
  • Опубликовано: 5 июл 2024
  • ଲକ୍ଷ୍ମୀ ବସ୍ ନାଁ କଂଗ୍ରେସ ବଦଳେଇଥିଲେ ହିନ୍ଦୁ ବିରୋଧୀ ହେଇଥାନ୍ତା। Bus colour changes politics simmers. #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
    Like our Website page:
    www.pratidintv.com/
    Like Our Facebook Page
    : / pratidinodisha
    Subscribe To Our RUclips Channel:
    / @pratidintvodisha
    Subscribe To Our Hashtag Channel: / @hashtag6187
    Like our Website page:
    www.pratidintv.com/

Комментарии • 196

  • @prasantkumarmallick5636
    @prasantkumarmallick5636 26 дней назад +21

    ବିଜେପି ଏକ ହିନ୍ଦୁ ବିରୋଧୀ ଦଳ, ଭାଷା ପ୍ରବଳ କାମ ଦୁର୍ବଳ l

  • @BabuliBehera-zs2ko
    @BabuliBehera-zs2ko 26 дней назад +66

    ଏ ମୁଖମନ୍ତ୍ରୀ କୁ ପାକିସ୍ତାନ ପଠେଇଦବା ଦରକାର ଯିଏ ଦେବା ଦବି ନା କାଟି ମୁଖମନ୍ତ୍ରୀ ନା ରଖୁଛନ୍ତି

  • @laxmidharsahoo2431
    @laxmidharsahoo2431 26 дней назад +57

    ମୋହନବାବୁ ଓଡିଶା ଲୋକ ଜଗନ୍ନାଥଙ୍କ ଭକ୍ତ ବୋଲି ନିଜକୁ ଦାବି କରୁଛନ୍ତି,ଗୋବରା ପାତ୍ର ପୁରିର ଲୋକସଭା ସଦସ୍ୟ, ମା ଲକ୍ଷ୍ମୀ ପ୍ରଭୁ ଜଗନ୍ନାଥଙ୍କ ଧର୍ମ ପତ୍ନୀ, କିନ୍ତୁ ଗୁଜୁରାଟିର ନିର୍ଦ୍ଦେଶରେ ଲକ୍ଷ୍ମୀଙ୍କ ନାଁକୁ ହଟାଇ ଦିଆଗଲା, କାରଣ ମୋଦି କୁ ମା ଲକ୍ଷ୍ମୀ ଭଲଲାଗିଲେ ନାହିଁ, ଏଥରୁ ସ୍ପଷ୍ଟ ବାରି ହୋଇଗଲା ବିଜେପି ମାଙ୍କୁ ସମ୍ମାନ ଦିଏ ନାହିଁ, ତେଣୁ ବହୁତ ଶିଘ୍ର ଏ ସରକାର ଲକ୍ଷ୍ମୀଛଡ଼ା ହେବାକୁ ଯାଉଛି, ଜୟ ଜଗନ୍ନାଥ ଜୟ ମା ମହାଲକ୍ଷ୍ମୀ...

    • @RB_Creation..1
      @RB_Creation..1 26 дней назад +1

      Sala Bjp modi ra kukura modi jaha kahiba seita Kariba 😂

    • @SantoshKumar-xn2gs
      @SantoshKumar-xn2gs 26 дней назад +1

      ଆପଣ ଠିକ୍ କହିଛନ୍ତି ଆଜ୍ଞା

  • @user-pu9qo1sg6p
    @user-pu9qo1sg6p 26 дней назад +40

    ଏହା ହୀନ ରାଜନୀତିର ନିଦର୍ଶନ।

  • @santoshpadhykumar9418
    @santoshpadhykumar9418 26 дней назад +35

    ବିଜେପି ସରକାର ହିନ ରାଜନୀତି ନକରି ବିକାଶ ପ୍ରତି ଗୁରୁତ୍ବ ଦେବା ଦରକାର😅😅

    • @SantoshKumar-xn2gs
      @SantoshKumar-xn2gs 26 дней назад +1

      ଆପଣ ଠିକ୍ କହିଛନ୍ତି ଆଜ୍ଞା

    • @shivarampradhan8049
      @shivarampradhan8049 25 дней назад +1

      Bala bikas kariba 10 year re kn ta bikash hei jaichi ki

  • @prasantapradhan5485
    @prasantapradhan5485 26 дней назад +34

    100 percent right

  • @SuryaKantaDas66
    @SuryaKantaDas66 26 дней назад +13

    ଖାଲି ରଙ୍ଗ ବଦଳା ଓ ନାଁ ବଦଳା ଏବେ ଚାଲିଛି ଓଡିଶା ରେ ଓ ଏବେ ରାହୁଲ ଗାନ୍ଧୀ BJP, RSS, bajrangdal ହିନ୍ଦୁ ମାନଙ୍କୁ ହିଂସା କରୁଛନ୍ତି କହିଦେଲା ବୋଲି ରାଜ୍ୟ ରେ BJP ର ଲୋକେ congress ଭବନ ସମ୍ମୁଖ ରେ ଗୋଣ୍ଡଗୋଳ କରି ବିରୋଧ କରିଥିଲା କହିଥିଲେ କି କଂଗ୍ରେସ ପାର୍ଟି ହିନ୍ଦୁ ବିରୋଧୀ ଏଇ BJP ବାଲାଙ୍କୁ ମୁଁ ପଚାରିବାକୁ ଚାହୁଁଚି କି ମୋଦି ଇଲେକ୍ସନ ସମୟ ରେ ପୁରୀ ଆସିଥିବା ବେଳେ ସମ୍ବିତ୍ ପାତ୍ର କହିଥିଲା କି ପ୍ରଭୁ ଜଗନ୍ନାଥ ହେଉଛନ୍ତି ମୋଦି ଙ୍କ ଭକ୍ତ ସେତେବେଳେ ତମେ କାଇଁ ବିରୋଧ କଲନି ମାଘିଆ ଅନ୍ଧଭକ୍ତ ତମକୁ ଖାଲି ମାଡ଼ ଦରକାର୍ ହଉଛି 😡

  • @babunamallick5594
    @babunamallick5594 26 дней назад +28

    ଓଡ଼ିଶା ରେ ବିଜେପି ସରକାର ଏବେ ନୂଆ ଯୋଜନା ଆରମ୍ଭ କରିଛନ୍ତି , ଏ ଯୋଜନା ର ନା ହେଲା ଗେରୁଆ ରଙ୍ଗ ଯୋଜନା 🤣🤣🤣

  • @swapnilraja1409
    @swapnilraja1409 26 дней назад +4

    ଠିକ୍ କଥା, ଏଇଟା ଗୋଟେ ବଡ଼ ପଏଣ୍ଟ ❤❤❤ସେମାନେ ହିନ୍ଦୁ ବିରୋଧୀ ହେଲେ ,ତାହେଲେ, ଆନ୍ଧ୍ର ପ୍ରଦେଶରେ ବି ନାଲି ରଙ୍ଗ ବସ ଚାଲେ❤❤❤

  • @reetap4008
    @reetap4008 26 дней назад +18

    ଅନ୍ଧ ଭକ୍ତ ମାନେ,ଆଖି ଖୋଲି କି ଦେଖ😂

  • @santoshbarla7510
    @santoshbarla7510 26 дней назад +11

    Bilkul thhik kathha sir...

  • @Ayush-gb9wt
    @Ayush-gb9wt 26 дней назад +16

    You are right

  • @mamabehera2259
    @mamabehera2259 26 дней назад +5

    ଛି ଛି ଲଜ୍ଜା ଲଜ୍ଜା ବସ୍ ରଙ୍ଗ ବଦଳେଇ ତମେ କଣ ଆମ ନବୀନ ବାବୁ ହୋଇ ପାରିବ ଆମ ଓଡ଼ିଶା ନବୀନ ପଟ୍ଟନାୟକ ଙ୍କ ଦ୍ଵାରା 1 ନ ହୋଇଛି ତମେ କଣ କରିବ ଖାଲି ରଙ୍ଗ ବଦଳାନ୍ତୁ

  • @ishudas7585
    @ishudas7585 26 дней назад +15

    Tike katha sir 🎉🎉

  • @aloknayak8934
    @aloknayak8934 26 дней назад +11

    Ekdum Right ...

  • @SujataRoyDailyVlogs
    @SujataRoyDailyVlogs 26 дней назад +13

    Right sir

  • @user-st3yg9sk2u
    @user-st3yg9sk2u 26 дней назад +14

    Right 👍👍👍👍👍

  • @blackhacker9998
    @blackhacker9998 26 дней назад +15

    Salute sir 100 percent corect

  • @natwaragrawal4306
    @natwaragrawal4306 26 дней назад +13

    Right

  • @rajeshkumarsahu4436
    @rajeshkumarsahu4436 26 дней назад +16

    Wait 5yrs BJP jiba

  • @JayJagannath0307
    @JayJagannath0307 26 дней назад +7

    Right 👍

  • @pratimasahoo1559
    @pratimasahoo1559 26 дней назад +6

    Ek dum right 👍

  • @user-qs8qp5uk4j
    @user-qs8qp5uk4j 26 дней назад +12

    ଏ ସରକାର 5 ବର୍ଷ ପାଇଁ

  • @amitofficial4056
    @amitofficial4056 24 дня назад +1

    ବହୁତ୍ ସୁନ୍ଦର୍ କଥା କହିଲେ🙏🙏🙏

  • @JohnMajhi-fw8bk
    @JohnMajhi-fw8bk 26 дней назад +3

    Your right sir.

  • @surajkumarpanda828
    @surajkumarpanda828 26 дней назад +3

    Ek dum 👍

  • @reetap4008
    @reetap4008 26 дней назад +14

    ଆ ବଳଦ ମୋତେ ବିନ୍ଧ,ସେଇ ଭଳି ଓଡ଼ିଆ BJP ଡ଼ାକି ସେୟା ହିଁ କରିଛନ୍ତି

  • @jaggabhai6293
    @jaggabhai6293 26 дней назад +27

    ରଙ୍ଗ ଦେଇ ଦେଇ 5ବର୍ଷ ବିତିଯିବ l

  • @PrashantaKumar-rf3eh
    @PrashantaKumar-rf3eh 26 дней назад +5

    Perfect

  • @abhinandansutar197
    @abhinandansutar197 25 дней назад +2

    ବିଜେପି କୁ ଭୋଟ ଦେଇକି ଭୁଲ ହେଇଗଲା 😭

  • @HariBehera-xu2yi
    @HariBehera-xu2yi 26 дней назад +32

    BJP Chora Sarkar ❌❌❌

  • @durgapadhy4648
    @durgapadhy4648 26 дней назад +5

    Thik kahichanti bada Bhai

  • @Princeraj143-d7j
    @Princeraj143-d7j 26 дней назад +2

    Veri good

  • @sanjaynayak80
    @sanjaynayak80 26 дней назад +6

    Right 👍... only BJP doing religious politics

  • @arupkumardas7632
    @arupkumardas7632 26 дней назад +5

    Pancha Barsha jau tanka ranga badali jiba

  • @bidyadharswain54
    @bidyadharswain54 26 дней назад +5

    Maa laxmi will consider. Govt will disband with in a few days.

  • @tribenipatra3213
    @tribenipatra3213 26 дней назад +12

    Aita thik katha jodi congress change karithanta kete loko baharipadithante cogress hindu biradhi boli .kahithante amuslim amo hinduku gruna karuchhi tenu loxmi name change kala kete katha hele bjp ku kehi kichhi kahunahanti .ai dekhuno abe rahul ra bhashankubi alga mode deuchhanti bjp wala .

  • @Lipun761
    @Lipun761 26 дней назад +3

    Write sir

  • @tapanofficeal
    @tapanofficeal 26 дней назад +3

    ଏ ହିଁ ତ ପରିର୍ବତନ

  • @khusirajalaxmidiptiexpress5041
    @khusirajalaxmidiptiexpress5041 26 дней назад +4

    ଏଠି ଯିଏ ଆସିଲା ଶାସନକୁ ରଙ୍ଗ ବଦଳାଇ ବାରେ ପ୍ରଥମେ ପ୍ରଧାନ ଦେଉଛି ରଙ୍ଗ ବଦଳା ସରକାର ଓଡ଼ିଶାରେ ଚାଲେ ନା କଣ...? ସାଧାରଣ ଲୋକ ମୁଖ୍ୟ ସମସ୍ୟା ଉପରେ ବିଚାର ନାହିଁ କି ବେକାରୀ ସମସ୍ୟା ଉପରେ କିଛି ବିଚାର ନାହିଁ, ଖାଲି ରଙ୍ଗ ବଦଳା ସରକାର ରେ ଖାଲି ରଙ୍ଗ ବଦଳିବ ଆଉ କିଛି ଅଧିକ ଭାବିବା....

  • @prasanpanda5518
    @prasanpanda5518 26 дней назад +3

    Right🙏🙏🙏

  • @user-kb1nv4kz1z
    @user-kb1nv4kz1z 26 дней назад

    ନବୀନ ଥିବା ବେଳେ କେଖୀ କିଛି କହୁନାଥଲେ ଏବେ କଣପାଇଁ ମୁଖ୍ୟ ମନ୍ତ୍ରୀ ଆଦିବାସୀ ବୋଲି

  • @ranjitkumarpothal9558
    @ranjitkumarpothal9558 26 дней назад +1

    Actually 💯

  • @subhashreebal9814
    @subhashreebal9814 23 дня назад

    Pura thik kahile👍

  • @rajusk1656
    @rajusk1656 26 дней назад +1

    Good

  • @subratkumarpadhi8885
    @subratkumarpadhi8885 26 дней назад +1

    We never forget You SIr.

  • @kishoresahoo1404
    @kishoresahoo1404 26 дней назад

    You are right 👍 sir

  • @abdulrahimkhan8965
    @abdulrahimkhan8965 26 дней назад +1

    ❤right

  • @user-yy3fk9jm8c
    @user-yy3fk9jm8c 26 дней назад +2

    Sarkar emiti kete dina chaliba

  • @rakeshpradhan6972
    @rakeshpradhan6972 21 день назад

    Right Sir 😊

  • @user-tw2pz4ic8k
    @user-tw2pz4ic8k 26 дней назад +16

    Chora BJP sarkar

  • @sushantkumarsahoo3087
    @sushantkumarsahoo3087 26 дней назад

    100%Right

  • @user-qd5lc4eu1n
    @user-qd5lc4eu1n 23 дня назад

    Right sir...

  • @user-ed9ys6uz4y
    @user-ed9ys6uz4y 23 дня назад

    100 % Right 👍👍👍

  • @chhabinaik863
    @chhabinaik863 26 дней назад

    Right katha ❤❤

  • @sarathipradhan5454
    @sarathipradhan5454 26 дней назад

    Tq sar

  • @_bapi___303
    @_bapi___303 26 дней назад

    ବିଜେପି ଦିନେ ଅଭିଯୋଗ କରୁଥିଲା ଆଠ ହଜାରେ ତେଲ ପୋଡ଼ୁଚି 5ଜଣ ବସିକି ଯାଉ ଛନ୍ତି ଏବେ ରଙ୍ଗ ଵଦେଳେଇ କି କଣ ବସ ରେ 100ଜଣ ବସିକି ଯାଉଛନ୍ତି

  • @ganeshsabar-rm4dg
    @ganeshsabar-rm4dg 25 дней назад

    100% your right sir

  • @kamakalantamohapatra4015
    @kamakalantamohapatra4015 26 дней назад

    ଯାତ୍ରା ପାର୍ଟି ର ରଙ୍ଗ ଲଗେଇ ଦେଇ ଯାତ୍ରା କରୁଛନ୍ତି ,,, ଏବେ ନାମ ନିଅ, ନବୀନ ବାବୁ ଯାହା କହୁଥିଲେ ତାହା ହେଉଥିଲା,, ମୋହନ ବାବୁ କିଛି କହିବେ ନାହିଁ ,,, ତିନି ମାଙ୍କଡ ନିୟମ ଧରିନେଇଛନ୍ତି,, ଯାହା କରିବ। କେନ୍ଦ୍ର,, ଶାହ ବାବୁ ଯାହା କହିବେ ତାହା ହେବ ,,, ଓଡ଼ିଶା bjp ନେତା ଖାଲି ଦେଖିବେ,,ଅର୍ଥାତ୍ କେନ୍ଦ୍ର ଗୁଜୁରାଟ ରଙ୍ଗ ରେ ଓଡ଼ିଶା କୁ ରଙ୍ଗେଇବେ,, ଓଡ଼ିଶା ରଙ୍ଗ ଛଡେଇଲେ ନାହିଁ ,,, ଓଡ଼ିଆ ଙ୍କ ରଙ୍ଗ ଛଡେଇ ଦେଲେ ,,,,,,,,,,,, ଏବେ ଗିନି ବଜାଇବ,,,,,,, ଆଗକୁ ଆଗକୁ

  • @balramkhura1973
    @balramkhura1973 26 дней назад

    Nice spice sir

  • @sanjaysing1204
    @sanjaysing1204 26 дней назад +3

    Rango ku nei rajniti

  • @jitusahu2058
    @jitusahu2058 26 дней назад

    Right 👍👍

  • @siluskb5783
    @siluskb5783 24 дня назад

    Right answer

  • @SantoshKumar-xn2gs
    @SantoshKumar-xn2gs 26 дней назад

    ସାର୍ ଆପଣ ଠିକ୍ କହିଛନ୍ତି ଆଜ୍ଞା ହେ ଭାୟା ହେଇଗଲାଣି ମୁଣ୍ଡ ଆଉ କାମ କରୁନି

  • @mirasaraf486
    @mirasaraf486 26 дней назад +1

    Good 👍

  • @gopinathmalik1561
    @gopinathmalik1561 26 дней назад

    Sundar argument

  • @kalandicharanmallick630
    @kalandicharanmallick630 26 дней назад

    Right katha

  • @rakeshpradhan6972
    @rakeshpradhan6972 21 день назад

    Next Time Congress 😊

  • @shortsvideomaker4588
    @shortsvideomaker4588 26 дней назад

    Perfect କଥା କହିଲେ. ୟେ ଶଳା ଲୋକଙ୍କ tax ପଇସାରେ ନିଜ ରାଜୁତି ଚଳେଇଛନ୍ତି. BJD ବାଲା ସବୁ Green ଚଡି ପିନ୍ଧୁଥିଲେ, ଏବେ market କୁ କେବଳ Orange ଚଡି ଆସିବ 🤣...

  • @user-ue5oj3rj4d
    @user-ue5oj3rj4d 25 дней назад

    Right 👍 100%

  • @Reenabehera0
    @Reenabehera0 26 дней назад +1

    Jay jagannath Jay jagannath Jay jagannath 🙏🏻🙏🏻🙏🏻🙏🏻🙏🏻🙏🏻

  • @sunildas145
    @sunildas145 26 дней назад

    🎉

  • @biswamberbhutia3280
    @biswamberbhutia3280 26 дней назад

    ବିଜେପି ପିଏମ ଯେଉଁ ଠି ମୂର୍ଖ ସେ ଦେଶ ରେ ଶିଖିତ ପୁଅ ଶିଖିତ ହେବ ମୁର୍ଖ ପୁଅ ମୁର୍ଖ କରାଯିଵ

  • @user-lf2ti2vq8t
    @user-lf2ti2vq8t 26 дней назад

    Bharat Mata ki Jay

  • @babujena5453
    @babujena5453 26 дней назад +1

    ଏ ସରକାର ବାଷ୍ଟ ସରକାର

  • @lokanathjena1868
    @lokanathjena1868 26 дней назад

    LACCMI BUS ଲକ୍ଷ୍ମୀ ବସ୍ କେମିତି ହେଲା ।

  • @nilupadhy6630
    @nilupadhy6630 26 дней назад

    କଲର୍ ବଦଳେଈ ଦେଲେ ଓଡିଶା ର ବିକାଶ ହୁଏ ନାହିଁ

  • @BharatSahu-cb7ci
    @BharatSahu-cb7ci 26 дней назад

    Right katha 😂😂😂

  • @Pinkublog_Odisha
    @Pinkublog_Odisha 26 дней назад

    ଓଡ଼ିଆ କଉଠି ଲେଖା ହେଇଥିଲା " ଲଷ୍ମୀ" ବୋଲି ଟିକେ କୁହନ୍ତୁ

  • @NarendrakumarNayakNarendra-c2n
    @NarendrakumarNayakNarendra-c2n 26 дней назад +4

    Police bala posak gerua hele bhala huanta, semane jai Hanuman madirare basante

  • @rameshbariha9369
    @rameshbariha9369 26 дней назад

    ଠିକଥା ଅଜା

  • @user-ls4er3yo6p
    @user-ls4er3yo6p 26 дней назад

    Otv ଆଉ @ କୁଆଡେ ଗଲା

  • @user-fk9dr7ls5e
    @user-fk9dr7ls5e 26 дней назад +2

    Colour cost 600cr...is not criminal offences wasting publice money?

  • @gangadharmishra1403
    @gangadharmishra1403 26 дней назад

    Jahar sasana tahara naam..eita politics kuhajae.Allahabad @ Prayagraj.

  • @sambhunathmohapatra4928
    @sambhunathmohapatra4928 26 дней назад +1

    This is not justified to change colour of bus as newly purchased bus colour was very dazzling & did not need colour.
    Huge money expensed for colouring the bus, this is the money of poor peoples.How can they recovery it ?

  • @chandrapanda7222
    @chandrapanda7222 26 дней назад +1

    ଲକ୍ଷ୍ମୀ ଥିଲେ ଭଲ ଥାନ୍ତା ଯେ, ଯେଉଁ ମାନେ ଥିଲେ ସେହି ମାନେ ହତଲକ୍ଷ୍ମୀ ଥିଲେ ଏଣୁ ନିଜେ ମାଁ ଲକ୍ଷ୍ମୀ ହିଁ ସଦବୁଦ୍ଧି ଓଡିଶା ସରକାର ଙ୍କୁ ଦେଲେ ବସ ର ଲକ୍ଷ୍ମୀ ବଦଳେଇ ଦେବା ପାଇଁ.

    • @samparksathi
      @samparksathi 26 дней назад +1

      ଜ୍ଞାନ ଅଭାବୀ ଜ୍ଞାନୀ....

    • @saumyakantaswain9984
      @saumyakantaswain9984 26 дней назад

      Eithi pain kuhanti andhabhakta gobara mundia budhi

  • @TALAKIAINDANE
    @TALAKIAINDANE 26 дней назад

    Raitt commend

  • @santoshsethi8627
    @santoshsethi8627 26 дней назад

    Sir ambulance gadi ra ranga sabuja achhi taku garua ranga kariba pai sarakar ku kuhantu?

  • @Sknoo59480
    @Sknoo59480 25 дней назад

    ଠୀକ କହିଛନ୍ତି

  • @srisai2566
    @srisai2566 26 дней назад

    Thik katha kahichanti apana

  • @dolarambag8085
    @dolarambag8085 26 дней назад

    ମୂର୍ଖ ମନ୍ତ୍ରୀ sabu

  • @BhagbanSwain-gr3vw
    @BhagbanSwain-gr3vw 26 дней назад

    Problem kan

  • @achyutbag4614
    @achyutbag4614 23 дня назад

    ଠିକ କଥା କହୁଛ

  • @user-rajkumari812
    @user-rajkumari812 26 дней назад

    Sankha hatina thik thila , kintu laxminka Tharu mukhya mantreenku urdhare rakhiba thik hela nainhi ,

  • @Bhagabatpujari1
    @Bhagabatpujari1 26 дней назад

    ଆମେ ଓଡିଶାରେରହିଲୁ ଖାଲିସମସ୍ତଙ୍କରଙ୍ଗଦେଖିବୁ

  • @souravnanda5342
    @souravnanda5342 26 дней назад

    Laxmi bus name not to be changed

  • @user-kn4zs7ni4k
    @user-kn4zs7ni4k 26 дней назад +1

    Mison sakti laxmi bus eha gotie fraud ra symbol

  • @birendrabag6775
    @birendrabag6775 22 дня назад

    Sata katha khatha bhai

  • @SubashPanigrahy-km4hv
    @SubashPanigrahy-km4hv 26 дней назад

    Public ra payment a Mane rajaniti karuchanti student manka dress bhi change haba ya Khali rajaniti pila school jibe patha padhi ba pain na dress ra colour change Kari ba ku

  • @jayantakumarjena5657
    @jayantakumarjena5657 26 дней назад +1

    sarkar kichi nua karantu khali puruna jojana ku matra 6 masa heichi bus ku ta ranga badaloucha vai kichi nua kara 5 t school re bi ranga badala lazya nahi BJP raja niti kariba sikhini