Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
Thousands of people have benefited on physical, divine and material level by practicing Trisandhya given by Pandit Shri Kashinath Mishra Ji! And this is a true fact!
ମୁଖ୍ୟ ଉଦ୍ଦେଶ୍ୟ ଧରମ ନାମରେ ମନ ଗଢା କାହାଣୀ ଯୋଡି ଭଣ୍ଡାମୀ ଚଲାଇ ଥିଲେ / ଈଶ୍ଵର କିଏ ହେତୁ ବାଦ ଅନୁସାରେ ଆଚାର ବିଚାର ବ୍ୟବହାର ଇଶ୍ଵରିୟ / ମନସ୍ତତ୍ଵ ବିଜ୍ଞାନ କ୍ରିୟାଶୀଳ ଉପରେ ହେତୁ ବାଦ ଉପରେ ଆଗେଇ ଆସନ୍ତୁ /
ଆମେ ଆଗରୁ କନକ ଟିଭିର ମାଲିକର ଇଜ୍ଜତ ଦେଖିଛୁ ନବ ନିର୍ମାଣ ସଙ୍ଗଠନରୁ କୃଷକମାନଙ୍କର ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ନବୀନ ପଟ୍ଟନାୟକ ପାଖରେ ନିଜକୁ ସମର୍ପିତ କରିଦେଇଥିଲେ । ଏବଂ ପରବର୍ତି ସମୟରେ ନବୀନ ପଟ୍ଟନାୟକଙ୍କୁ ବିରୋଧ କରି ନ୍ୟୁଜ ପରିବେଷଣ କରିଥିଲେ ଯାହା ଫଳରେ କି ନିଜକୁ ଚେୟାରମ୍ୟାନ ପଦବୀ ହରାଇବାକୁ ପଡ଼ିଥିଲା ।କନକ ନ୍ୟୁଜ ଯେଉଁ ନ୍ୟୁଜ ପରିବେଷଣ କରୁଛନ୍ତି ତାହା କୋୖଣସି ସତ୍ୟାସତ୍ୟ ନାହିଁ ।କାହା ପାଖରୁ ଟଙ୍କା ନେଇ ଏହି ଅପପ୍ରଚାର କରୁଛନ୍ତି
ରାଜ୍ୟରେ ଯେତେ ସବୁ ଏହିଭଳିଆ ଭଣ୍ଡ ବାବା ଓ ତାଙ୍କର ସହଯୋଗୀ ଅଛନ୍ତି ସମସ୍ତଙ୍କୁ ସରକାର ଖୋଜି ଗଣନା କରିବା ସହ ସେମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜେଲରେ ଭର୍ତ୍ତି କରିବା ଉଚିତ
ଅଲାଜୁକ ମିଡ଼ିଆ, କି ବେହିଆ ଏମାନେ ଏମାନଙ୍କୁ...., ରେଟ କୋଉଠି ଲେଖା ହେଇଛି, ଆଜି ଏଠି ମିଛ ପାଖରେ ସତ ବନ୍ଧା ପଡ଼ିଛି, ଅଧର୍ମର ଜୟ ହେଉଛି, କେଡେ ନିଷ୍ଟୁର ତୁମେ ଜଗନ୍ନାଥ, ଆଉ ଏଠି ଧର୍ମ ନାହିଁ ସମସ୍ତେ ଧର୍ମ ଛଡ଼ା ହେଇଗଲେଣି, ସତ ମିଛାର ଫରକ୍ ଜାଣି ପାରୁନାହାନ୍ତି । Corona ପରି ଆଉ ଏକ ମହାମାରୀ ଆସିବା ନିଶ୍ଚୟ ଦରକାର । ପ୍ରଭୁ ତୁମେ ଯଦି ସତରେ ଏ ସଂସାରରେ ଅଛ ଏହା ଅଳ୍ପ ଦିନ ଭିତରେ ଘଟୁ ।
0:33
Thousands of people have benefited on physical, divine and material level by practicing Trisandhya given by Pandit Shri Kashinath Mishra Ji! And this is a true fact!
ମୁଖ୍ୟ ଉଦ୍ଦେଶ୍ୟ ଧରମ ନାମରେ ମନ ଗଢା କାହାଣୀ ଯୋଡି ଭଣ୍ଡାମୀ ଚଲାଇ ଥିଲେ / ଈଶ୍ଵର କିଏ ହେତୁ ବାଦ ଅନୁସାରେ ଆଚାର ବିଚାର ବ୍ୟବହାର ଇଶ୍ଵରିୟ / ମନସ୍ତତ୍ଵ ବିଜ୍ଞାନ କ୍ରିୟାଶୀଳ ଉପରେ ହେତୁ ବାଦ ଉପରେ ଆଗେଇ ଆସନ୍ତୁ /
ଆମେ ଆଗରୁ କନକ ଟିଭିର ମାଲିକର ଇଜ୍ଜତ ଦେଖିଛୁ ନବ ନିର୍ମାଣ ସଙ୍ଗଠନରୁ କୃଷକମାନଙ୍କର ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ନବୀନ ପଟ୍ଟନାୟକ ପାଖରେ ନିଜକୁ ସମର୍ପିତ କରିଦେଇଥିଲେ । ଏବଂ ପରବର୍ତି ସମୟରେ ନବୀନ ପଟ୍ଟନାୟକଙ୍କୁ ବିରୋଧ କରି ନ୍ୟୁଜ ପରିବେଷଣ କରିଥିଲେ ଯାହା ଫଳରେ କି ନିଜକୁ ଚେୟାରମ୍ୟାନ ପଦବୀ ହରାଇବାକୁ ପଡ଼ିଥିଲା ।
କନକ ନ୍ୟୁଜ ଯେଉଁ ନ୍ୟୁଜ ପରିବେଷଣ କରୁଛନ୍ତି ତାହା କୋୖଣସି ସତ୍ୟାସତ୍ୟ ନାହିଁ ।କାହା ପାଖରୁ ଟଙ୍କା ନେଇ ଏହି ଅପପ୍ରଚାର କରୁଛନ୍ତି
ରାଜ୍ୟରେ ଯେତେ ସବୁ ଏହିଭଳିଆ ଭଣ୍ଡ ବାବା ଓ ତାଙ୍କର ସହଯୋଗୀ ଅଛନ୍ତି ସମସ୍ତଙ୍କୁ ସରକାର ଖୋଜି ଗଣନା କରିବା ସହ ସେମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜେଲରେ ଭର୍ତ୍ତି କରିବା ଉଚିତ
ଅଲାଜୁକ ମିଡ଼ିଆ, କି ବେହିଆ ଏମାନେ ଏମାନଙ୍କୁ...., ରେଟ କୋଉଠି ଲେଖା ହେଇଛି, ଆଜି ଏଠି ମିଛ ପାଖରେ ସତ ବନ୍ଧା ପଡ଼ିଛି, ଅଧର୍ମର ଜୟ ହେଉଛି, କେଡେ ନିଷ୍ଟୁର ତୁମେ ଜଗନ୍ନାଥ, ଆଉ ଏଠି ଧର୍ମ ନାହିଁ
ସମସ୍ତେ ଧର୍ମ ଛଡ଼ା ହେଇଗଲେଣି, ସତ ମିଛାର ଫରକ୍ ଜାଣି ପାରୁନାହାନ୍ତି । Corona ପରି ଆଉ ଏକ ମହାମାରୀ ଆସିବା ନିଶ୍ଚୟ ଦରକାର । ପ୍ରଭୁ ତୁମେ ଯଦି ସତରେ ଏ ସଂସାରରେ ଅଛ ଏହା ଅଳ୍ପ ଦିନ ଭିତରେ ଘଟୁ ।
0:33