Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
Perfect repoter bhai I salute you sir
ଆରେ ଭାଇ ସୁରଯ ସେଠୀ ତ ନିଜକୁ ଭାବୁଛି ମୁଖ୍ୟମନ୍ତ୍ରୀ । ବିଜେପି ର କୌଣସି ମନ୍ତ୍ରୀ ମୁଖ୍ୟ ମନ୍ତ୍ରୀଙ୍କୁ ସନ୍ମାନ ଦେଉନାହାନ୍ତି ।
ଆଦିବାସୀ ଲୋକ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ବିଜେପି ରେ ଥିବା general caste ଲୋକ ସହି ପାରୁ ନାହାନ୍ତି.
ମନେହୁଏ ଯେପରି,ଶୃଙ୍ଖଳା ଏବଂ ସ୍ୱଚ୍ଛ ରାଜନୀତିରେ ବିଜେପିର ଅଭାବ ଦେଖାଯାଉଛି
Tnq expose Odisha
ବିଷ୍ଣୁ ଭାଇଙ୍କ ପୁଅ ହିସାବରେ ଅଧିକ ଯତ୍ନଶିଳ ହେବା ଉଚିତ....
Thank u Expose odisha
Bhai you are great
Right repoter
ପ୍ରଥମ କଥା ଚାଣକ୍ୟ ଙ୍କ ଭାଷାରେ ଅବଂସ ପତିନୋ ରାଜା ମୂର୍ଖତ୍ସ ପୁତ୍ର ପଣ୍ଡିତ ନିର୍ଦ୍ଧନ ଶ୍ଚ ଧନ ପ୍ରାପ୍ୟ ତୃଣ ବତ ମାନ୍ୟ ତେ ଜଗତ। ସୂର୍ଯ୍ୟବଂଶୀ କାହାକୁ କହିବା ଯିଏ ବିଧାୟକ ପାଇଁ ଅଯୋଗ୍ୟ ଯିଏ ନିଜ ବାପର ପରିଚୟ ଲୁଚାଉ ଛନ୍ତି ତାଙ୍କୁ କହିବା ସୂର୍ଯ୍ୟବଂଶୀ ଦ୍ଧିକ୍ ରାଜ ନୀତି ଜୟ ଜଗା
ଅସ୍ମିତା
Good news 📰
ଦରଦାମ୍ ଯଦି ଏ ପରି ୨୪ ଘଣ୍ଟା ମଧ୍ୟରେ କମିତାନ୍ତା ଭଲ ହେଇଥାନ୍ତା
ଏମାନଙ୍କର ସାଧାରଣ ଜ୍ଞାନ ନାହିଁ।
ଭାରତୀୟ ଜନତା ପାର୍ଟିର ମୂଳଦୁଆ ଅସୁଧି। ଆପଣ ମାନେ ରାଜନୀତିକୁ ସମୀକ୍ଷା କରିଆସୁଛନ୍ତି, ଆପଣଙ୍କ ଜ୍ଞାତ ଥିବ ଅଟଳ ବିହାରୀ ବାଜପେୟୀ, ଲାଲକୃଷ୍ଣ ଆଡଭାନୀ ଙ୍କୁ ନରେନ୍ଦ୍ର ମୋଦୀ ନେତୃତ୍ୱ ରେ ସମ୍ମାନ ମିଳୁନାହିଁ, ବର୍ତ୍ତମାନ ଓଡିଶାରେ ତାହାହିଁ ଘଟୁଛି।
ସଂସ୍କାର ଏମାନେ କେଉଁଠୁ ଶିଖିବେ?
ଆଦାନୀ ର ବି ଲଗେଇବେ 😂😂
ଧନ୍ୟବାଦ ଏକ୍ସପୋଜ଼ ରିପୋର୍ଟର 👍👍
Good news 🙏🙏🙏🙏🙏🙏🙏🙏🌹👍👍👌👌
Good repoter bhai 👍
ଖାଲି ପୋଷ୍ଟର୍ ଆଉ କଲର୍ ବଦଳେଇବା BJP ର କାମଲୋକ ଙ୍କୁ ଜାତି,ଭାଷା ର ପ୍ରଚାର କରି ଭୋଟ ନେଇ ସ୍କୁଲ କଲର୍ ବଦଳେଇବା, ଡ୍ରେସ ବଦଳେଇବା, ବସ ର ରଙ୍ଗ ବଦଳେଇବା, କଲେଜ ନାମ ବଦଳେଇବାଏଇଆ କଲେ ଓଡ଼ିଶା ନମ୍ବର ONE ରାଜ୍ୟ ହେବ
ବିଜେପି ନେତା ଙ୍କ mecup ବହୁତ୍ dialogue କମ
କାହିଁ ଏପରି କରୁଛନ୍ତି , ଆପଣ ମାନେ ଭାବୁଥିବେ, ସମସ୍ତେ ମୁଖ୍ୟମନ୍ତ୍ରୀଙ୍କ ତଳେ କାରଣ ବର୍ତ୍ତମାନ ଓଡିଶାର ମୁଖିଆ ମହୋନ ମାଝୀ, ସମ୍ମାନ ଦେଇ ଶିଖ,
Many many thanks expose odisha news chennal.... Satya ra parda farsa.... Good job.... Mardi chala... Jay jagannath🙏
ସବୁ ଯାଣିକି ହେଇଛି
ଏମିତି ତ ଓଡିଶା ର ଟଙ୍କା BJP ନେତା ସବୁ ଉଡ଼େଇବେ
Naveen sir always great 🙏🙏🙏🙏
Right midia bhai
Dharmendra Pradhan shiksha mantri Kendra Holi ke Kaun ta karichhi odisha re
Thank u Expose Odisha.for such right information jai sambidhan
ଦର ଦାମ ଓ ସାଧାରଣ ଲୋକଙ୍କ ଉପରେ ଆଲୋଚନା କରନ୍ତୁ କଲେ ସାଧାରଣ ଲୋକ ଲାଭ ପାଇବେ ଆଉ ଅହଂକାର ଓ ପରସ୍ପର ମଧ୍ୟରେ ତାଳ ମିଶୁ ନଥିବା ନେତା ବିଷୟରେ ଆଲୋଚନା କିଛି ଲାଭ ନାହିଁ
Eha nityanta satya ଯେ ନିରୀହ ଆଦିବାସୀ ବ୍ୟକ୍ତିଙ୍କୁ ଖେଳନା କଣ୍ଢେଇ ସଜାଇ ନିଜ ଏଜେଣ୍ଡ ପୁରାଣ ପାଇଁ ଏକ ଷଡ଼ଯନ୍ତ୍ର ।
ପ୍ରଶାନ୍ତ ଭାଇ ଆଗରୁ କେଉଁଠାରେ ଥିଲେ।ଭାଇ ଗରିବ ଲୋକମାନଙ୍କର ଅସୁବିଧା ଯେଉଁଠି ହେଉଛି ସେ ଭିଡ଼ିଓ ଦେଖାନ୍ତୁ । ପୋଷ୍ଟର ଉପରେ ଏମିତି ନ୍ୟୁଜ୍ କରିବା ଠିକ୍ ନୁହେଁ।ମୋର ଆପଣଙ୍କୁ ଅନୁରୋଧ ପ୍ରଶାନ୍ତ ଭାଇ ଗରିବ ଲୋକମାନଙ୍କର ଦୁଃଖ ବୁଝନ୍ତୁ।
Best reporter go ahead bhai...........🎉
Good bhai 👍 khatir nahi emankor bando loko
Good bhai
Surya bansi ku mukhya mantri karidiaa
Dharmendra Pradhan ko kitne education Sita kuha panding pari se
Jay Naveen sir no1 CM Jay BJD win the
Jay jaganath
CM's photo should be fully displayed
Right sir
dhannyba ceneku
ଏ ସାମ୍ବାଦିକ ଟା କଳି କଲା ଭଳି କହୁଛି ।
ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନୁହେଁ ଗୌଣମନ୍ତ୍ରୀ, ତେଣୁ ଏମିତି ହୋଇଛି.
ଏ ବାବୁ ମୋହନ ମାଝୀ କିଏ? ସେ ପରା ଗୋଟିଏ ରବର ଷ୍ଟାମ୍ପ
Ama cm suraj
Thank expose odissa
Thank you brother 🎉🎉🎉
କେନ୍ଦୁଝର ନୁହେଁ ଝାଡଖଣ୍ଡ
Expose news bhai right ok
CM doesn't know his honour, he can't feel what is going on.lf he could understand,he would have resigned from his respective post.
U have unique voice and presentation style also.Keep it up
ଭୁଲ ଦଳ,ଭୁଲ ଦିଶା।
Bjp kebe sudhirebeni
Nikita Taula chota badaku,vaari hue jie rahe talaku ❤ I thing Right🙏🙏
Adibasi nku mukhya matri karibaku emane debeni
BJPବାଲା ଆଦିଵାସି ମାନକୁ ସମାନ କରୁନି
Thanks
Mantri Mane kari na thibe jea print kareichi tar bhul tala neta nka bhul
Sir please Explain ex cm And Pandian s protocol
👍
କିଛି କାମ ନାହିଁ କଣ କରିବ ଏମିତି ଟଙ୍କା କମେଇବା କଥା
ବି. ଜେ. ପି ର ଓଡିଶା ରେ ମୁରବି କେହି ନାହାନ୍ତି ଗାଈ ଯଦି ବେଙ୍ଗଳା ପକାଇବେ ବଳଦ କଣ କରିବେ ନବୀନ ପଟନାୟକ ଙ୍କ ପରି କେବେ ହେଇ ପାରିବେ ନାହିଁ 🤭
Janisuni karuchhanti
Sikshya .mantri sikshya ku njar deu nahati khamkhiyal re chalichi ,
Sethy babu
All minister think themselves as chief Minister
Is it arrogance or ignorance? Simple answer is that Minister is not fit for those portfolios given in the ministry.
Not sikshya mantri but asikhya mantri.his political career will end here
ସୂର୍ଯ୍ୟବଂଶୀ ସୁରୁଜ ଙ୍କ ଥାରେ ଆଗ ସୂର୍ଯ୍ୟ ଉଦୟ ହେବା ପାଇଁ ତାଙ୍କ ଫଟୋ ଆଗରେ ଅଛି।😮😮😮😮😂😂😂
Sorry ସୁରୂଜ ଙ୍କ ଠାରେ ଆଗ ସୂର୍ଯ୍ୟ କିରଣ ପଡ଼ିବ 😮😮😮😮
😂😂😂😂
Suryavanshi Suraj school jiba darakar shiksha mantri heba Suryavanshi suraja qualification nahi 😢
BJD time ରେ କୋଉଠି ଥିଲ
15 masara mla ku jadi mantri karajauchi eamiti Kariba na
Apana ta BJP bala sir
Naba Das porika moribi suraj
Only expose tv
ଶିକ୍ଷl ମନ୍ତ୍ରୀ ? ??
Patha padhi thile ta bjp sarkar
Full expose
Chi chi BJP sarkar chi BJP sarkar hotao odisha banchao
BJP party never knows to respect
Adibasi hau ki jeneral hau Mukhya mantri mukhya mantri pari haba darakar. Jemiti srimati dropadi mam rastra pati
😂 Sabu dhire dhire dhire 😂 BJP netaji manakar fatani gumar kholiba 😂 Khali Navin Navin heuchhanti mantri Khali 😂
Bjp re sabu CM
Bjp aparagata sarakar
Dharama nata
ଭାଇ ମାନେ ତାମମାନଂକର କିଛି କାମ ନାହଁ କି
Suraj Sethi suryawanshi nuhe 😂
ଆମ ଦଳରେ ସବୂ ଚଳୀବ ଆମ ଇଛା
A news otv au args dekheibeni
Bhai tamaku hruday ru 🫡
Suraj.chura
Nonsense minister
Agaru ta emti kichhi heu no thila sala eie 5 months vhitare kn .......kn kalo ni Odisha ku rie balo bjp ....
Iye bjp prabakta eye bjp ku kebe direct bhul kahiparibeni
Sir BJP re murka mane barti achanti. 😅😅😅.
BJP dala ra dura drusti kichhi be nahin 😮😮😮😮😂😂😂😂
Aeta kalia sambadika ta. Thik ta hela. Katha ta tike bhalse kuha, se loka kete bhalse Answer dauchi. Ye sambadika Pagala pari question karuchi. First jetebele ye news asila mu support karithili but Abe nuhe😂
Perfect repoter bhai I salute you sir
ଆରେ ଭାଇ ସୁରଯ ସେଠୀ ତ ନିଜକୁ ଭାବୁଛି ମୁଖ୍ୟମନ୍ତ୍ରୀ । ବିଜେପି ର କୌଣସି ମନ୍ତ୍ରୀ ମୁଖ୍ୟ ମନ୍ତ୍ରୀଙ୍କୁ ସନ୍ମାନ ଦେଉନାହାନ୍ତି ।
ଆଦିବାସୀ ଲୋକ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ବିଜେପି ରେ ଥିବା general caste ଲୋକ ସହି ପାରୁ ନାହାନ୍ତି.
ମନେହୁଏ ଯେପରି,ଶୃଙ୍ଖଳା ଏବଂ ସ୍ୱଚ୍ଛ ରାଜନୀତିରେ ବିଜେପିର ଅଭାବ ଦେଖାଯାଉଛି
Tnq expose Odisha
ବିଷ୍ଣୁ ଭାଇଙ୍କ ପୁଅ ହିସାବରେ ଅଧିକ ଯତ୍ନଶିଳ ହେବା ଉଚିତ....
Thank u Expose odisha
Bhai you are great
Right repoter
ପ୍ରଥମ କଥା ଚାଣକ୍ୟ ଙ୍କ ଭାଷାରେ ଅବଂସ ପତିନୋ ରାଜା ମୂର୍ଖତ୍ସ ପୁତ୍ର ପଣ୍ଡିତ
ନିର୍ଦ୍ଧନ ଶ୍ଚ ଧନ ପ୍ରାପ୍ୟ ତୃଣ ବତ ମାନ୍ୟ ତେ ଜଗତ। ସୂର୍ଯ୍ୟବଂଶୀ କାହାକୁ କହିବା ଯିଏ ବିଧାୟକ ପାଇଁ ଅଯୋଗ୍ୟ ଯିଏ ନିଜ ବାପର ପରିଚୟ ଲୁଚାଉ ଛନ୍ତି ତାଙ୍କୁ କହିବା ସୂର୍ଯ୍ୟବଂଶୀ ଦ୍ଧିକ୍ ରାଜ ନୀତି ଜୟ ଜଗା
ଅସ୍ମିତା
Good news 📰
ଦରଦାମ୍ ଯଦି ଏ ପରି ୨୪ ଘଣ୍ଟା ମଧ୍ୟରେ କମିତାନ୍ତା ଭଲ ହେଇଥାନ୍ତା
ଏମାନଙ୍କର ସାଧାରଣ ଜ୍ଞାନ ନାହିଁ।
ଭାରତୀୟ ଜନତା ପାର୍ଟିର ମୂଳଦୁଆ ଅସୁଧି। ଆପଣ ମାନେ ରାଜନୀତିକୁ ସମୀକ୍ଷା କରିଆସୁଛନ୍ତି, ଆପଣଙ୍କ ଜ୍ଞାତ ଥିବ ଅଟଳ ବିହାରୀ ବାଜପେୟୀ, ଲାଲକୃଷ୍ଣ ଆଡଭାନୀ ଙ୍କୁ ନରେନ୍ଦ୍ର ମୋଦୀ ନେତୃତ୍ୱ ରେ ସମ୍ମାନ ମିଳୁନାହିଁ, ବର୍ତ୍ତମାନ ଓଡିଶାରେ ତାହାହିଁ ଘଟୁଛି।
ସଂସ୍କାର ଏମାନେ କେଉଁଠୁ ଶିଖିବେ?
ଆଦାନୀ ର ବି ଲଗେଇବେ 😂😂
ଧନ୍ୟବାଦ ଏକ୍ସପୋଜ଼ ରିପୋର୍ଟର 👍👍
Good news 🙏🙏🙏🙏🙏🙏🙏🙏🌹👍👍👌👌
Good repoter bhai 👍
ଖାଲି ପୋଷ୍ଟର୍ ଆଉ କଲର୍ ବଦଳେଇବା BJP ର କାମ
ଲୋକ ଙ୍କୁ ଜାତି,ଭାଷା ର ପ୍ରଚାର କରି ଭୋଟ ନେଇ
ସ୍କୁଲ କଲର୍ ବଦଳେଇବା, ଡ୍ରେସ ବଦଳେଇବା, ବସ ର ରଙ୍ଗ ବଦଳେଇବା, କଲେଜ ନାମ ବଦଳେଇବା
ଏଇଆ କଲେ ଓଡ଼ିଶା ନମ୍ବର ONE ରାଜ୍ୟ ହେବ
ବିଜେପି ନେତା ଙ୍କ mecup ବହୁତ୍ dialogue କମ
କାହିଁ ଏପରି କରୁଛନ୍ତି , ଆପଣ ମାନେ ଭାବୁଥିବେ, ସମସ୍ତେ ମୁଖ୍ୟମନ୍ତ୍ରୀଙ୍କ ତଳେ କାରଣ ବର୍ତ୍ତମାନ ଓଡିଶାର ମୁଖିଆ ମହୋନ ମାଝୀ, ସମ୍ମାନ ଦେଇ ଶିଖ,
Many many thanks expose odisha news chennal.... Satya ra parda farsa.... Good job.... Mardi chala... Jay jagannath🙏
ସବୁ ଯାଣିକି ହେଇଛି
ଏମିତି ତ ଓଡିଶା ର ଟଙ୍କା BJP ନେତା ସବୁ ଉଡ଼େଇବେ
Naveen sir always great 🙏🙏🙏🙏
Right midia bhai
Dharmendra Pradhan shiksha mantri Kendra Holi ke Kaun ta karichhi odisha re
Thank u Expose Odisha.for such right information jai sambidhan
ଦର ଦାମ ଓ ସାଧାରଣ ଲୋକଙ୍କ ଉପରେ ଆଲୋଚନା କରନ୍ତୁ କଲେ ସାଧାରଣ ଲୋକ ଲାଭ ପାଇବେ ଆଉ ଅହଂକାର ଓ ପରସ୍ପର ମଧ୍ୟରେ ତାଳ ମିଶୁ ନଥିବା ନେତା ବିଷୟରେ ଆଲୋଚନା କିଛି ଲାଭ ନାହିଁ
Eha nityanta satya ଯେ ନିରୀହ ଆଦିବାସୀ ବ୍ୟକ୍ତିଙ୍କୁ ଖେଳନା କଣ୍ଢେଇ ସଜାଇ ନିଜ ଏଜେଣ୍ଡ ପୁରାଣ ପାଇଁ ଏକ ଷଡ଼ଯନ୍ତ୍ର ।
ପ୍ରଶାନ୍ତ ଭାଇ ଆଗରୁ କେଉଁଠାରେ ଥିଲେ।
ଭାଇ ଗରିବ ଲୋକମାନଙ୍କର ଅସୁବିଧା ଯେଉଁଠି ହେଉଛି ସେ ଭିଡ଼ିଓ ଦେଖାନ୍ତୁ ।
ପୋଷ୍ଟର ଉପରେ ଏମିତି ନ୍ୟୁଜ୍ କରିବା ଠିକ୍ ନୁହେଁ।
ମୋର ଆପଣଙ୍କୁ ଅନୁରୋଧ ପ୍ରଶାନ୍ତ ଭାଇ ଗରିବ ଲୋକମାନଙ୍କର ଦୁଃଖ ବୁଝନ୍ତୁ।
Best reporter go ahead bhai...........🎉
Good bhai 👍 khatir nahi emankor bando loko
Good bhai
Surya bansi ku mukhya mantri karidiaa
Dharmendra Pradhan ko kitne education Sita kuha panding pari se
Jay Naveen sir no1 CM Jay BJD win the
Jay jaganath
CM's photo should be fully displayed
Right sir
dhannyba ceneku
ଏ ସାମ୍ବାଦିକ ଟା କଳି କଲା ଭଳି କହୁଛି ।
ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନୁହେଁ ଗୌଣମନ୍ତ୍ରୀ, ତେଣୁ ଏମିତି ହୋଇଛି.
ଏ ବାବୁ ମୋହନ ମାଝୀ କିଏ? ସେ ପରା ଗୋଟିଏ ରବର ଷ୍ଟାମ୍ପ
Ama cm suraj
Thank expose odissa
Thank you brother 🎉🎉🎉
କେନ୍ଦୁଝର ନୁହେଁ ଝାଡଖଣ୍ଡ
Expose news bhai right ok
CM doesn't know his honour, he can't feel what is going on.lf he could understand,he would have resigned from his respective post.
U have unique voice and presentation style also.
Keep it up
ଭୁଲ ଦଳ,ଭୁଲ ଦିଶା।
Bjp kebe sudhirebeni
Nikita Taula chota badaku,vaari hue jie rahe talaku ❤ I thing Right🙏🙏
Adibasi nku mukhya matri karibaku emane debeni
BJP
ବାଲା ଆଦିଵାସି ମାନକୁ ସମାନ କରୁନି