ଦେଖନ୍ତୁ ଏ କଳ୍କୀ ବାବାଙ୍କର ବହିକୁ... ଗୋଟିଏ କିଣିବାକୁ ହେଲେ ଦେବାକୁ ପଡିବ ଏତେ ଟଙ୍କା

Поделиться
HTML-код
  • Опубликовано: 18 ноя 2024

Комментарии • 10

  • @a.santoshpatra1157
    @a.santoshpatra1157 2 часа назад +1

    ଦର୍ଶକ ମାନେ ମଧ୍ଯ ଏତିକି ଭାବୁ ନାହାନ୍ତି ଯେ ରିପୋର୍ଟର ଜଣକ ଦର୍ଶକ ମାନଂକୁ କେମିତି ସତ୍ୟ ଲୁଚା ଯାଉଛି । ହେ ମହାପ୍ରଭୁ ଜଗନ୍ନାଥ ଆପଣ ଏତେ ଅନ୍ୟାୟ କେମିତି ସହି ପାରୁଛନ୍ତି ।

  • @a.santoshpatra1157
    @a.santoshpatra1157 2 часа назад +1

    ଯେଉଁମାନେ ଏହି ଭିଡିଓ କୁ ଦେଖୁଛନ୍ତି ସମସ୍ତଙ୍କ ମନରେ ଏହି ପ୍ରଶ୍ନ କଣ କାହା ମନରେ ଉଙ୍କି ମାରୁନି ଯେ ରିପୋର୍ଟର ଭାଇ price କାହିଁକି ଦେଖେଉ ନାହାନ୍ତି ।

  • @a.santoshpatra1157
    @a.santoshpatra1157 3 часа назад +1

    ରିପୋର୍ଟର ଭାଇ ଦୟାକରି ଯେଉଁଠି MRP ଅଛି , ତାହାକୁ ଟିକେ ଦେଖେଉନ । ଆମେ ବି ଜାଣିଥାନ୍ତୁ ମିଡିଆ ବାଲା କେତେ ସତ୍ୟ ସମାଜ ଆଗରେ ରଖନ୍ତୁ । ଏହାଦ୍ବାରା ଓଡ଼ିଶା ନୁହେଁ ସାରା ବିଶ୍ୱବାସୀ ସତ୍ୟକୁ ଜାଣିପାରିବେ ।

  • @amritbani2024
    @amritbani2024 3 часа назад

    ଅଲାଜୁକ ମିଡ଼ିଆ, କି ବେହିଆ ଏମାନେ ଏମାନଙ୍କୁ...., ରେଟ କୋଉଠି ଲେଖା ହେଇଛି, ଆଜି ଏଠି ମିଛ ପାଖରେ ସତ ବନ୍ଧା ପଡ଼ିଛି, ଅଧର୍ମର ଜୟ ହେଉଛି, କେଡେ ନିଷ୍ଟୁର ତୁମେ ଜଗନ୍ନାଥ, ଆଉ ଏଠି ଧର୍ମ ନାହିଁ
    ସମସ୍ତେ ଧର୍ମ ଛଡ଼ା ହେଇଗଲେଣି, ସତ ମିଛାର ଫରକ୍ ଜାଣି ପାରୁନାହାନ୍ତି । Corona ପରି ଆଉ ଏକ ମହାମାରୀ ଆସିବା ନିଶ୍ଚୟ ଦରକାର । ପ୍ରଭୁ ତୁମେ ଯଦି ସତରେ ଏ ସଂସାରରେ ଅଛ ଏହା ଅଳ୍ପ ଦିନ ଭିତରେ ଘଟୁ ।

  • @baradakantatripathy972
    @baradakantatripathy972 3 часа назад +1

    Jeti ki vadua sabu a e ashram re

  • @jayashreepatro
    @jayashreepatro 3 часа назад

    ଏ ତେ ମିଛ ଭାଈ ,ଦୟାକରି price କୁ camer ରେ ଦେଖାଉନାହାନ୍ତି,ଆପଣ କେତେ ସତ କହୁଛନ୍ତି ଜଣାପଡ଼ିବ,ଧର୍ମ କୁ ଡରନ୍ତୁ ଭାଈ

  • @factSearcher1234
    @factSearcher1234 3 часа назад

    Bhai proove it rate in K

  • @jayashreepatro
    @jayashreepatro 2 часа назад

    ହେ ମିଡିଆ ଭାଈ ଦମ୍ ଅଛି ତ ତମକୁ ଯିଏ ବହି ଟା ଦେଇଛନ୍ତି name ଟା କହୁନ ଡରୁଛ କାହିଁକି ତମକୁ ଟା ସବୁ କଥା openly ଦରକାର କିନ୍ତୁ ଆପଣ ଲୁଚାଉ ଛନ୍ତି

  • @sugyanjena2740
    @sugyanjena2740 3 часа назад

    😂😂😂😂😂😂😂😂😂😂😂😂😂😂😂