Jay Jagannath 🙏🙏🙏 Bahutu sundar video bahutu khushi lagila ajira vlogs 🥰🥰🥰🥰lalabiran babunka video bahutu khushi lagila bahutu bhala bhala katha sunibaku 👌👌👌👌👌👍👍👍👍👍🙏🙏🙏🙏 bhai
bhaiya i have seen the dialogue of harana gunana mishana fedana what a marvelous dilogue by bhhu seth urf mahendra das but it a great sorrow that cassets audio or video can not available like bhikhuseth it will be more appreciated by people than maniak bhe and hudbe . both are very good of the past senario of mahendra das one can remember for ever of both dialogues. jay jagannath
Jay Jagannath Krishna God bless you Krishna love you Krishna ❤❤❤❤❤❤❤ Bhaut bhaut dhanyawad krishna aama aja nka sahita blog karithiba ru Aja namaskar 🙏🏼🙏🏼🙏🏼🙏🏼
ରହିଯାରେ ନନ୍ଦିଘୋଷ ନନ୍ଦ ଆସୁଛି ସୁପର ହିଟ୍। ଯାତ୍ରା ❤❤❤❤
ଲାଲା ବାବୁ ଆପଣଙ୍କ ଦିଅଁ ଯିବାକୁ ଦେଉଳ ମନା ନାଟକ ବହୁତ୍ ସୁନ୍ଦର ଷ୍ଟୋରୀ । ଜୟ ଜଗନ୍ନାଥ
କ୍ରିଷ୍ଣା ଭାଇ ମୁଁ ଆପଣଙ୍କ ର ଜଣେ ବହୁତ ବହୁତ ବଡ଼ ଫାନ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଆପଣଙ୍କ ମାଧ୍ୟମରେ ଆମେ ବହୁତ କିଛି ଜାଣିପାରୁଛୁ ଯାତ୍ରା ବିଷୟ ରେ ମୁଁ ମଧ୍ୟ ଜଣେ ଏମିତ ମଣିଷ ଯାତ୍ରା ପାଁଇ ପୁରା ପାଗଳ ପିଲାଦିନୁ ମୁଁ ସିରା ପ୍ରଶିରା ରେ ହିଁ ଯାତ୍ରା ହିଁ ଯାତ୍ରା ଆଉ କିଛି ନୁହଁ. ମୁଁ ଜଗନ୍ନାଥ ଙ୍କ ପାଖରେ ପ୍ରାଥନା କରୁଛି କି ସାର ଙ୍କୁ ଆଉ ଆପଣଂକୁ ପ୍ରଭୁ ଜଗନ୍ନାଥ ଦୀର୍ଘାୟୁ କରନ୍ତୁ 🙏 ଜୟ ଜଗନ୍ନାଥ 🙏🙏
Mahendra sir jane vala actor
କ୍ରୀଷ୍ଣା ବାବୁ ଆପଣଙ୍କ ଏହି ପ୍ରୟାସ ଜାରି ରହୁ। ଆପଣକଂ ଚାନେଲ ଜରି ଆରେ ଆମେ ଓଡ଼ିଶାର ମହାନ ବ୍ୟକ୍ତିତ୍ଵ ମାନଙ୍କୁ ଦେଖିବାର ସୁଯୋଗ ମିଳୁଚି
ଜୟ ଜଗନ୍ନାଥ
ପାର୍ବତୀ ଗଣନାଟ୍ୟ ରେ ସବୁଠୁ ପବିତ୍ର ପାପ ସଂପର୍କ ।
Very nice interview...
L B Roy Sir is a great Director.. Classic .. Passionate Personality...Jay Jagannath...🙏. Jay Kala...
Krisha bhai apana bhauta interview neuchhanti 🎉🎉🎉
Jay Jagannath 🙏🙏🙏
Bahutu sundar video bahutu khushi lagila ajira vlogs 🥰🥰🥰🥰lalabiran babunka video bahutu khushi lagila bahutu bhala bhala katha sunibaku 👌👌👌👌👌👍👍👍👍👍🙏🙏🙏🙏 bhai
ଅନେକ ଅନେକ ଶୁଭେଚ୍ଛା କ୍ରିଷ୍ଣା ଲାଲା ଭାଇଙ୍କୁ ପ୍ରଣାମ 🙏 ବହୁତ ଭଲ ଲାଗିଲା
Omm sree best pati thela
Bhai satare aji bahut sundar katha janilu jatra bisayare bahut khusi jatra ra aji poara manji katha janilu sundar❤❤❤
Thanks Bhai aji apana hero behind the screen nku aji dekheithibaru
Bahut bhhut dhanyabad mu appnkara suneli Gananatya Ram Parsuram bhal Nayak hoi thila
tq
Great video bhai 👍.
ପାକିସ୍ତାନୀ ଝିଅ ଭାରତ ବହୁ, ବଣ ମଣିଷ ଆଓ ଅହେ ନୀଳ ଶୈଳ ସୁପର
bhaiya i have seen the dialogue of harana gunana mishana fedana what a marvelous dilogue by bhhu seth urf mahendra das but it a great sorrow that cassets audio or video can not available like bhikhuseth it will be more appreciated by people than maniak bhe and hudbe . both are very good of the past senario of mahendra das one can remember for ever of both dialogues. jay jagannath
Bahut bhala lagila video Krishna sir ❤
Thanks Viren sir
U r lnfermation ke liye
Lala Babu sabu nataka super duper hits
ସାତ ଶଙ୍ଖ ସୁର ବାବୁ ନଗେନ୍ ବାବୁ ଙ୍କୁ ପ୍ରଣାମ କରୁଛି
Jay Jagannath Krishna God bless you Krishna love you Krishna ❤❤❤❤❤❤❤
Bhaut bhaut dhanyawad krishna aama aja nka sahita blog karithiba ru
Aja namaskar 🙏🏼🙏🏼🙏🏼🙏🏼
ବହୁତ ଅନୁଭୂତି ପୂର୍ଣ୍ଣ କଥା.....
Bana manisa bahut badhia bahi
Sundr Bhai
Krishana babu tumaku dhanyabada ,karana parada pachhara aneka akuhakatha ku druti gochara karuchha
ଅନ୍ୟବାଦ ଅତିତ କୁ ମନେପକାଇ ଥିବାରୁ କଣ ଯେ ଅନ୍ୟବାଦ ଦେବୀ ୟା ଭିତରେ ଏତେ କଥା ମୁ ଜାଣି ନ ଥିଲି ଏ ସେଇ ମହାପୁରୁଷ
Krishna bhai gauri gananaty re thiba new komre hero pankaj ra video karantu
କ୍ରିଷ୍ଣା ବାବୁ ଧନ୍ୟବାଦ
My fav raimohan sir and minaketan sir
କୁନି ମିଶ୍ର madam ଏବେ କୋଉ ଯାତ୍ରା ପାର୍ଟି ରେ ଅଭିନୟ କରୁଛନ୍ତି ଟିକିଏ କହିବେ କି
ପୌରାଣିକ/ ଐତିହାସିକ ବିଷୟବସ୍ତୁ ଉପରେ ଆଧାରିତ ଅନ୍ତତଃ ଗୋଟିଏ ନାଟକ ପ୍ରତି ଷ୍ଟେଜରେ ପ୍ରତିଷ୍ଠିତ ଅପେରା ପାର୍ଟି ମାନଙ୍କ ତରଫରୁ ପରିବେଷଣ କରିବା ପାଇଁ ବିରେନ୍ ସାର ପ୍ରୟାସ କରିବା ପାଇଁ ଅନୁରୋଧ ।
ଦେଖିବା କାହାର କେତେ ଦମ
ମୁ ଖଣ୍ଡଗିରି ମାଘ ମେଳା 2012 ରେ ଦୁଇଦିନ ଦେଖିବା ପାଇଁ ଯାଇଥିଲି, ଏ ନାଟକ ନ ଦେଖିଲେ କ୍ରିଷ୍ଣା ତୁମେ ବିଶ୍ୱାସ କରିବନି, ସେ ଗଛ କେମିତି ହିରୋ ଦେହ ଭିତରେ ଆସୁଛି, ବହୁତ ହିଟ ନାଟକ, ଏହି ନାଟକରେ ଜିତୁ ଭାଇ ଙ୍କ ଅନ୍ଧ ଚରିତ୍ର ଟି ମୋତେ ବହୁତ ଭଲ ଲାଗିଛି, ଏଭଳି ଦମଦାର ଚରିତ୍ର ପୁଣି ଥରେ କେଉଁ ଦିନ ଜିତୁ ଭାଇ ଦ୍ୱାରା ହେଉଛି ତାକୁ ଅପେକ୍ଷା, ଏହି ନାଟକ ର ମୁଖ୍ୟ ଦୃଶ୍ୟ ଗଛ, ଗଛ କେମିତି ଖଳ ପ୍ରକୃତି (ସଞ୍ଜୟ ଭୋଳ ) ମାରିବାର ଶେଷ ଦୃଶ୍ୟ ବହୁତ ନିଆରା
nice... tqq bro
jay Jagannath
ବଣ ମଣିଷ part 2 hau
ଯାହା କରିଛ ଠିକ କିନ୍ତୁ ଏବେ କଣ ପାଇଁ ହଉନି ଟିକେ କୁହ
Lala sir Jane valaanisa
Jay Jagannath bhai
Jai jaganath
Krishna bhai singer Niru apa nkara video kar
Pakistani jhiya bharat bahu, Eastern group great drama sir
Krishna bhai, Pratap Rout nkara interview nia. Bodhe emiti odisha re jatra hero nahanti .. tanka bhali
Sir drama pai kichhi nua natak lekhantu
ଲାଲା ଭାଇ ଆପଣଙ୍କ ର କଣ୍ଡେଇ କନିଆଁ କଣ୍ଢେଇ ବର ନାଟକ ଏବେ ବି ମୋର ମନେ ଅଛି
Bhai mu dekhi6i kahara kete dum Nataka
ଏବେ କିଛି ନୂଆ ନାଟକ କୋଣାର୍କ କୁ ଦିଅନ୍ତି sir
Lala dada chihucha ki sñg re thiba Sanaya ra Katha pinky phone no deba
Good 😮😅😅
ହରଣ ଗୁଣନ ମିଶାଣ ଫେଡ଼ାଣ ମୁଁ ଦେଖିଚି ଲାଲା ସାର ଙ୍କ ନାଟକ
ଏହି ନାଟକ ବିଷୟରେ ପୁଙ୍ଖାନୁପୁଙ୍ଖ କଥା ହେଇଥିଲି ( ସ୍ବର୍ଗତ ମହେନ୍ଦ୍ର ଦାଶ ଙ୍କ ସହିତ )
ମହେନ୍ଦ୍ର ଭାଇନା ଙ୍କ ସହିତ ପଟିଆ ଯାତ୍ରା କ୍ୟାମ୍ପ ରେ ବହୁତ ଅନୁଭୂତି ବାଣ୍ଟିଥିଲେ ମୋ ସହିତ ମହେନ୍ଦ୍ର ଭାଇନା ସେତ ଆଜି ଆମ ଗହଣରେ ନାହାନ୍ତି
Best director L B Ray,,,,Tankar Dia puji Baku deula mana,,,Bana manisa,,,kahi heuni ki sahi heu ni bahut bhala nataka thila
ମୋ ଖୋର୍ଦ୍ଧା ମାଟିର ବୀର ପୁଅ.....
❤❤❤❤
Mu dekhi6i harana gunan....
"Ahe Nilashaila" ticket show kariba thik nuhen.
Mu chahunchi puni thare se purbara nataka reply heu...
Auder milichi muder pain ...
Best
Jay Jagannath 🙏
🙏🙏🙏🙏
କ୍ରିଷ୍ଣା ଦୟାକରି ଟେଣ୍ଡ ବାନ୍ଧିଥିବା ଲୋକ ମାନଙ୍କର ଦେଖନ୍ତୁ
ଭଳ ଲାଗିବ
Kanha babu lala babu khali kahi chalile tume kichhi prashana pacharila nahni,baki bominga hoi thiba nataka ti ra na kana bujhhi helani,
କେତେ ଧୂଖ ଦେବୁ ଦେ ରେ କାଳିଆ ହିଟି
Lala beran ray gote murkha muslim ku kna ptana kna kahuchi