Ragicha Ki Bapa Tame | Amit Bikram | Smruti R | Humane Sagar | Music Video Based On A True Story

Поделиться
HTML-код
  • Опубликовано: 25 ноя 2024

Комментарии • 1,7 тыс.

  • @debashispanda6556
    @debashispanda6556 3 года назад +205

    Everything was just awesome, good work

  • @kaliasandha8838
    @kaliasandha8838 3 года назад +309

    😭 bahut bahut dukha lagila mo bhai tume bahut agaku jiba tuma baba nka asirbad sabubele achi tuma upare❤

  • @Krish_Creation4
    @Krish_Creation4 2 года назад +398

    ବାପା ହେଉଛନ୍ତି Priceless gift ଯାହାଙ୍କୁ ଆମେ ଭଗବାନ ଙ୍କ ରୂପରେ ପାଇଛେ ❤️ବାପା ଏଇ ଗୀତ ଶୁଣିସାରି ମୁ ତୁମକୁ ବହୁତ ବହୁତ ମନେ ପକାଉଛି I love u Bapa😊❤️

  • @jitendrakumarpanda121
    @jitendrakumarpanda121 2 года назад +21

    ଓ! କି ସୁନ୍ଦର ଗୀତଟିଏ! ଏମିତି ଏକ ଓଡ଼ିଆ ଗୀତ ଅନେକ ଦିନରୁ ଶୁଣିନଥିଲି। ହୃଦୟ କୁ ଛୁଇଁଗଲା ।

  • @BarunNahak-xi1yv
    @BarunNahak-xi1yv Год назад +19

    ଜାଣିନାହିଁ ଏ ଗୀତ କାହା କୁ କଣ ସିଖାଇଚି କିନ୍ତୁ ଏ ଯିଦିଆ ପୁଆଟା ଏବେ ଧୀରେ ଧୀରେ ଭଲ ହେବା କୁ ଚାହୁଚି ,ନନା♥️

  • @crushmusical
    @crushmusical 3 года назад +57

    ନିହାତି ଗୋଟିଏ ହୃଦୟସ୍ପର୍ଶୀ ଛବି ଟିଏ, କୋଟିଏ ହୃଦୟଙ୍କ ମନ ଜିଣିବ ❤️

  • @bijayatrinathswain8526
    @bijayatrinathswain8526 2 года назад +84

    ଦୁନିଆ ରେ ଦୁଇଟି ଜିନିଷ ସବୁ ଠୁ ମୂଲ୍ୟବାନ
    " ମା" ର ଭଲପାଇବା ଏବଂ "ବାପା " ଙ୍କ ଅନୁଶାଶନ

  • @chandrakantarout4216
    @chandrakantarout4216 3 года назад +368

    ମୁଁ କାଲି ଠୁ ଏ ଗୀତ କୁ 50 ଥର ଶୁଣି ସାରିଲିଣି really 💓 Herat touching ,ମୋର ବି ବାପା ନାହାନ୍ତି

    • @siddhantanayak892
      @siddhantanayak892 2 года назад +4

      Thanks Bhai satare A Gitaku 50 thara sinithibaru

    • @siddhantanayak892
      @siddhantanayak892 2 года назад +1

      Hii bhai

    • @rishanvlogs9630
      @rishanvlogs9630 2 года назад +9

      😭😭😭 mo bapa b mate chadi ki chali jaichanti ...pura eka kari

    • @abinasree
      @abinasree 2 года назад +2

      Around 20 times in 2 days....

    • @bijaysahu4595
      @bijaysahu4595 2 года назад +2

      @@rishanvlogs9630 bhai jama mana dukha karani.....

  • @moojagannath
    @moojagannath 2 года назад +58

    ମନ ତ କହୁଚି ବାପାଙ୍କ ବିଷୟରେ କଣ କଣ ଲେଖି ଦେବା ପାଇଁ, ହେଲେ କଣ ହେବ ! ସବୁ କଥା କଣ ଏ ହାତ ଲେଖିପାରିବା ? 😢 ଅଧିକ ତ କିଛି ଲେଖି ହେବନି l ଖାଲି ଏତିକି ଲେଖୁଚି Love you papa ❤️
    ଭାଗବାନ ଙ୍କ ନିକଟରେ ଏତିକି ପ୍ରାର୍ଥନା ସବୁ ପୁଅ ର ମୁଣ୍ଡ ଉପରେ ତାଙ୍କ ବାପାଙ୍କ ହାତ ସବୁଦିନ ଥାଉ 🙏

    • @manashkumar6132
      @manashkumar6132 2 года назад +3

      Aapna Kichi Na Lekhiki B Bahut Kichi Lekhichanti...🙏

    • @zero_2_hero_priya
      @zero_2_hero_priya Год назад +5

      ବାପା ଆମ ମାନଙ୍କ ପାଇଁ ଭଗବାନ 😞🙏

    • @PrakashDas-tp9wl
      @PrakashDas-tp9wl 7 месяцев назад

      😢😢😢

  • @nareshkumardash52
    @nareshkumardash52 3 года назад +41

    ଅତୂଳନୀୟ ଅଭିନ୍ନ ଅଭିନୟ ସତରେ ମୋ ହୃଦୟର କୋଣ ଅନୁକୋଣ ରେ କମ୍ପନ ସୃଷ୍ଟି କରି ଦଉଛି ଶବ୍ଦହୀନ ପରିବେଷଣ 👌👌👌

  • @brundabatirout8459
    @brundabatirout8459 Год назад +6

    ଉପରକୁ ଅଭଙ୍ଗା, ଭିତରେ ତରଳି ଯାଉଥିବା ମଣିଷ ଟି ହିଁ ବୋଧେ ବାପା 😍

  • @queenofheaven1458
    @queenofheaven1458 3 года назад +77

    ବାପାଙ୍କ ମହତ୍ଵ ସେତେବେଳେ ଜଣାପଡେ ଯେତେବେଳେ ସେ ଆମକୁ ଛାଡି ଚାଲିଯାନ୍ତି। ଜୀବନରେ ବାପାଙ୍କ ସ୍ଥାନ କେହି ପୂରଣ କରିପାରିବେନି। ଭାଇ ବହୁତ ସାରା ଭଲପାଇବା ଏତେ ସୁନ୍ଦର ଲେଖା ସଙ୍ଗୀତ ସଂଯୋଜନା ଓ ନିର୍ଦେଶନା ପାଇଁ। ଜୀବନରେ ପ୍ରଥମ ଥର ଗୀତ ଶୁଣି କାନ୍ଦିଛି। love you bapa

  • @rakeshsahoo144
    @rakeshsahoo144 Год назад +4

    ବାପା ହେଉଛନ୍ତି ସିଏ, ଯିଏ ନିଜ ପିଲାମାନଙ୍କ ପାଇଁ ସବୁ କିଛି ତ୍ଯାଗ କରିଥାନ୍ତି। ବାପା ମାଆ ହେଉଛନ୍ତି ଜୀବନ୍ତ ଭଗବାନ ।

  • @jyoshnamayeepanda6327
    @jyoshnamayeepanda6327 3 года назад +234

    Bapa is not only a word it is our life's important person 🥰🥺

  • @insanex2yt
    @insanex2yt 2 года назад +4

    ଏ ଗୀତ ଆହୁରି views deserve କରେ
    ଯାଜପୁର ରୁ ପ୍ରେମର ସହିତ....... ଖୁବ୍ ସୁନ୍ଦର ଗୀତଟିଏ

  • @nayaksagar94
    @nayaksagar94 3 года назад +63

    କାହାର ବି ଧର୍ଯ୍ୟ ରହିବନି
    କିଛି କହିହେବନି କିନ୍ତୁ ଆଖିରେ ଲୁହ ବି ରହିବନି😭
    ମୋ ବାପା 🙏

  • @SIPUN702
    @SIPUN702 2 года назад +4

    ବାପା ହେଉଚ୍ଚନ୍ତି priceless ଆମ ଜିବନ୍ତ ଦ୍ଭଗବାନ ।

  • @mr.samal187
    @mr.samal187 3 года назад +15

    Wowooo Bhai Akhiru Luha Asigala Really True Story 😔😔😔😔😔😔😔😔😔😔😔

  • @lipukumar9491
    @lipukumar9491 Год назад +3

    ଏ ଗୀତ ମୁ ଯେତେଥର ବି ଶୁଣିଛି କେବଳ କାନ୍ଦୁଚି😭😭ମୋ ବାପା ମୋ ପାଖରେ ନାହାନ୍ତି ମିସ୍ ୟୁ ବାପା😭😭😭😭😭😭ମା ବିନା ଘର ଅନ୍ଧାର ବାପା ବିନା ସାରା ଦୁନିଆ ଅନ୍ଧାର 😢😢😢😢

  • @pehchanparesh3180
    @pehchanparesh3180 3 года назад +52

    ସତରେ ବାପା ତୁମ ହୃଦୟ କୋଉଥିରେ ଗଢା ଯେ 😔 ଦୁଃଖ ଆସିଲେ ଆମେ ସମସ୍ତେ ଭାଙ୍ଗି ପଡନ୍ତି କିନ୍ତୁ ବାପା ତୁମେ ନ କାନ୍ଦି କି ଆମକୁ କେମିତି ଆରାମସେ ଶାନ୍ତନା ଦିଅ କେଜାଣି 😭😭😭😭😭😭😭😭😭 ସବୁବେଳେ ଖୁସିରେ ରହୁଥାଅ ବାପା

  • @jyotiranjansahoo9165
    @jyotiranjansahoo9165 2 года назад +23

    ଦୁନିଆରେ ସେଇମାନେ ହିଁ ଭାଗ୍ୟବାନ ଯାହା ପାଖରେ ତା ବାପା ଅଛନ୍ତି ! ହେଲେ ମୁଁ ଜଣେ ହାତ ଭାଗା....😔

    • @gyanaranjanrout2505
      @gyanaranjanrout2505 8 месяцев назад +1

      ବାପା ଙ୍କ ପରେ ପରା କାଳିଆ ଠାକୁର ଅଛନ୍ତି ମନ ଦୁଖ କରନା ମୁଁ ବି ମୋ ବାପା ମା ଙ୍କୁ ହରାଇଚି ସେହି ଜଗନ୍ନାଥ ଙ୍କୁ ମୋ ବାପା ଓ ମା ବୋଲି ଭାବିଛି ଜୟ ଜଗନ୍ନାଥ 🙏

    • @SarajiniSing-n9k
      @SarajiniSing-n9k 8 месяцев назад

      Mu b hatabhagi

    • @lipugaming8979
      @lipugaming8979 8 месяцев назад

      No brother emiti kuhani 😭

    • @Kumarbharat-s5d
      @Kumarbharat-s5d Месяц назад

      🥹​@@SarajiniSing-n9k

  • @suchismitanayak2629
    @suchismitanayak2629 3 года назад +38

    Kichhi words nhi kahibaku.. Basssss.. Mind-boggling 🥺🥺🥺🥺🙌🙌🙌🙌🙌🙌🙏🙏🙏🙏🙏❤❤❤

  • @rabindrabiswal1996
    @rabindrabiswal1996 Год назад +11

    Father is a priceless gift to every child Really heart touching song Thank you so much ❤️

  • @Prashant-bt7rf
    @Prashant-bt7rf 3 года назад +26

    This isn't a song. It's an emotion. Completely melted my heart. Don't know why my eyes filled with tears.

  • @ganeshchandramalik9902
    @ganeshchandramalik9902 Год назад +2

    ଏହି ଗୀତ ଦିନରେ ଚାରି ପାଞ୍ଚ ଥର ନ ଶୁଣିଲେ ମନ ଭଲ ଲାଗୁନି... ସତରେ ଏହି ଗୀତ ହୃଦୟ ରୁ ବାପା ଙ୍କ ସବୁ କଥା ମନେ ପକାଉଛି... 😭😭😭😭... 💞💞💞💞💞💞

  • @ranjansundaray2968
    @ranjansundaray2968 2 года назад +3

    ଅତି ସୁନ୍ଦର ଗୀତଟିଏ।ବହୁତ୍ ସୁନ୍ଦର୍ ଲେଖା। ମାଇଣ୍ଡ ବ୍ଲୋଇଂ

  • @rangabhumientertainment6580
    @rangabhumientertainment6580 3 года назад +115

    ପୁରା ଅଶ୍ରୁସ୍ୱଜଳ ଖୁବ ସୁନ୍ଦର

  • @sagarmohanta9562
    @sagarmohanta9562 Год назад +3

    A gito sunila pore Bapa kotha mone poduchi. Love ❤❤❤❤ u bapa

  • @PRINCEDASH10
    @PRINCEDASH10 3 года назад +24

    Super 👌 👌 very nice story
    .. ଆଖିରୁ ଲୁହ ଆସି ଯାଉଚି 😭

  • @anilkumarsahoo1941
    @anilkumarsahoo1941 2 года назад +3

    Satare Aji Kali Duniare Bapa Jahara nahanti . Ate bada duniare Banchiba j kete kasta Se hi janichi. Mis u Baba Bahut Mane paducha bapa ......

  • @rbcreation6048
    @rbcreation6048 3 года назад +26

    This song deserve best award. Lyrics is just outstanding ❤️❤️ but it's so sad when just a eating video getting viral but this kind of video not. But heartly award winning video ❤️

  • @police143
    @police143 3 года назад +48

    I just say again,this song I fully listened after 13 times, because I have no courage to listen fully in first 12 times.
    I really missed you bapa❤️❤️❤️
    Without you I am hopeless bapa ❤️

    • @debashishdash401
      @debashishdash401 2 года назад +1

      Thts the truth n beauty behind this song.....every son dont hv the courage of listening this song completelly

  • @tanmay7700
    @tanmay7700 3 года назад +14

    Am crying now 🥺❤️ what a beautiful song ❤️🎵

  • @sm_muku5404
    @sm_muku5404 Год назад +1

    ବାପା ଙ୍କ ମୂଲ୍ୟ ଜଦି ବୁଝିବାର ଥାଏ ତା ହେଲେ ଏ ସୁନ୍ଦର ଗୀତ ଟିକୁ ଶୁଣନ୍ତୁ। ❤

  • @mr.nayakcreation
    @mr.nayakcreation 3 года назад +5

    କଣ କହିବି ଭାବୁଛି 🤣... Junior ବିଜୟ ମହାନ୍ତି sir 🙏🙏🙏🙏🙏👍👍👍👌👌👌👌👌super duper hit ମସ୍ତ ହେଇଛି

  • @bedhua
    @bedhua Год назад +20

    ମୋ ଘରେ ମୋ ଭାଇ ଭାଉଜ ଙ୍କୁ ନେଇ BANGLORE ରେ JOB କରୁଛି ଥରେ ଏହି ଗୀତ ଦେଖିବା ଦରକାର ...ବୁଝି ଯିବ choto ବେଳେ ବାପା ଆମକୁ କେତେ important ଦିଅନ୍ତି ଆଉ ଏବେ ଆମେ କେତେ ଅବହେଳା କରୁଛେ...😭

    • @ratikantanayak348
      @ratikantanayak348 7 месяцев назад +5

      ହଁ ଭାଇ ଠିକ୍ କହିଲ ହେଲେ ଭାଇ ତୁମେ ଜାଣିନ ବୋଧେ ତୁମେ ଯେତିକି ତୁମ ବାପା ଙ୍କୁ ଭଲ ପାଓ ତା ଠାରୁ ବେଶୀ ତୁମ ବଡ଼ ଭାଇ ପାନ୍ତି ଫରକ୍ ଏତିକି ସେ ବଡ଼ ନା କହିପାରନ୍ତିନି ଥରୁଟେ ସାନ ଭାଇ ହିସାବରେ କଥା ହୁଅ ଦେଖିବ ସେ ଫେରି ଆସିବେ 😭

    • @sonisahoo-kh1np
      @sonisahoo-kh1np 4 месяца назад

      Right loo bhai 😢😢😢ghara bada pua nka mana re semiti kichi na thaa raga rusa kahali abhimana rahi thaa jadi thare katha hei jibe se aga katha bhuli jibe loo mo bhai😢😢😢​@@ratikantanayak348

  • @asitjena7769
    @asitjena7769 3 года назад +13

    Father & son's acting is great 👍👍what more can i say ....God always with u & bless you so much👌👌👌👌

  • @rakeshmahapatra7682
    @rakeshmahapatra7682 2 года назад +4

    Actors & singer 🎧👌👌👌💓💓... it's real heart touching 💞💞💞....ଯାହାକୁହ ଭାଇ ଆଖିରୁ ଲୁହ ବାହାରିଗଲା...🎧

  • @prasantparida4719
    @prasantparida4719 3 года назад +9

    Super bhai bahut dina apekhyara anta hela aji video dekhibaku milila

  • @subhasandhyajena6829
    @subhasandhyajena6829 Год назад +4

    Really very very heart touching and when I will be listening to this song I can't control my emotions 😭😂 love you Bapa 💕💕💕💕

  • @jai_jaganatha
    @jai_jaganatha 3 года назад +44

    ଭାଗ୍ଯଶାଳୀ ସେମାନେ ଯେଉଁ ମାନଙ୍କ ପାଖରେ ବାପା ଅଛନ୍ତି।
    I have lost my Bapa three months Ago 😭
    Miss u Bapa😭

    • @somuzvlog07
      @somuzvlog07 Год назад +2

      Bhagvan bapa nka atma ku shanti diantu 🥺❤️🙏...... Jai jagannath bhai ❤️

    • @saraswatipradhan5274
      @saraswatipradhan5274 Год назад +2

      ମୋର ବି ବାପା ନାହାନ୍ତି 12 year helani😢😭😔😥🥺😭😔😥🥺 I miss you papa 🥺😭😢

    • @ganapatibanuarsingh3301
      @ganapatibanuarsingh3301 Год назад

      Just 15 days before I lost my father due to my own fault,i really Miss you father

    • @deveedevjani2261
      @deveedevjani2261 Год назад

      "ବାପା " ଶବ୍ଦ ଉଚ୍ଚାରଣ ରେ ଶରୀର ଟା ଦମ୍ଭିଲା ଲାଗେ, ମୋ ବାପା ଅଛନ୍ତି ମୋର ଆଉ କଣ ଦରକାର ମନରେ ଅସରନ୍ତି ସାହସ ଓ ଆଶା ପୁରି ଉଠେ, ଦୁନିଆଁ ରେ ସବୁ ଠୁଁ ନିସ୍ଵାର୍ଥ ସମ୍ପର୍କ ବାପା ଙ୍କର କିଛି ଆଶା ନ ରଖି ଅନବରତ ଆମ ପାଇଁ ସେ ସବୁ କର୍ତବ୍ୟ କରି ଚାଲନ୍ତି, ବାପା ଙ୍କ ବିନା ଜୀଵନ ଅଧୁରା.. ଏ ଜନ୍ମ ରେ ତୁମେ ମୋ ବାପା ହେlଇ ମୋତେ ଯେତିକି ସ୍ନେହ ଦେଇଛ ଭଗବାନ ଙ୍କୁ ପାର୍ଥନା କରୁଛି ଆର ଜନ୍ମ ରେ ମୁଁ ତୁମର ମାଆ ହୋଇ,ମୋ ଅସରନ୍ତି ସ୍ନେହ ତୁମ ପାଦତଳେ ଢାଳି ଦେବି, ଯେତେ ଦିନ ଯାଏ ତୁମେ ଅଛ ସେତେ ଦିନ ଯାଏ ମୁଁ ଅଛି, ଯେତେ ଦିନ ଯାଏ ମୁଁ ଅଛି ସେତେ ଦିନ ଯାଏ ତୁମେ ଅଛ.... Love you #BAPA❤

    • @Madhumukeshhh
      @Madhumukeshhh Год назад

      @@saraswatipradhan5274 Mora bi bapa nanhanti 3moth helani

  • @SomaranjanPanda
    @SomaranjanPanda 3 месяца назад

    ବାପା ଥିଲା ବେଳେ କେହି ତାଙ୍କ ମୂଲ୍ୟ ବୁଝନ୍ତିନି। କିନ୍ତୁ ଦୂରେଇ ଯିବା ପରେ ସମସ୍ତେ ସେ ଜାଗା ର ଅଭାବ କୁ ବୁଝିପାରନ୍ତି। କଥାରେ ଅଛି ବାପା ଥିଲେ ପୁଅ ସଭାରେ ହାରେନି।❤❤❤❤❤❤❤
    Miss u Bapa

  • @abinashsamantray4746
    @abinashsamantray4746 3 года назад +5

    କିଛି ଶବ୍ଦ ନାହିଁ ମୋ ପାଖରେ ଲେଖିବାକୁ ❤️ବାପା❤️

  • @prasantkumarcreations
    @prasantkumarcreations Год назад +3

    ଏଇ ଗିତ ବିଷୟରେ ଯେତେ କହିଲେ ବି କମ୍ ହବ🥺🥺🥺🥺

  • @archanabhoi2919
    @archanabhoi2919 3 года назад +17

    Father is always blessings her children...I love you so much Bapa 🙏💐 I wish to God always with you 🥰

  • @Priyanka123.
    @Priyanka123. 11 месяцев назад +16

    ମୁଁ ମୋ ବ।ପ।ଙ୍କୁ ନନ। ଡ଼।କେ । ଆଜି କୁ ୧୭ ଦିନ ହେଲା ମୋ ନନା ମୋତେ ଛାଡ଼ି ଚାଲିଗଲେ। ଏହି ଗୀତ ଟିର କାହାଣୀ ଭଳି ସବୁ କିଛି ସରିଗଲା, ନନା ତୁମେ ଯୋଉଠି ଥାଅ ତୁମ ଆଶ୍ରିବ।ଦ ସବୁବେଳେ ମୋ ଉପରେ ରହୁ । ପୁଣିଥରେ ଫେରି ଆସ ନନା 😢😢😂 I miss you nana,I love you 😂😂😂

  • @sibasankarsadangisrgmp2799
    @sibasankarsadangisrgmp2799 3 года назад +54

    What a song and what a concept
    Song for one of the most important person of our life " BAPA ".
    Thanks a lot partha bhai for making the song.
    Music director smruti done a excellent job.
    Flawless singing by human bhai.
    What an acting by by all the members 💖💖 it.
    Finally congratulations to the entire team 💖💖💖💖💖💖💖💖

  • @arundhatisahoo2639
    @arundhatisahoo2639 2 года назад +16

    I'm literally crying when watching this video. No words for this song ❤️

  • @laxmipriyasahoo9390
    @laxmipriyasahoo9390 3 года назад +8

    It's really very heart touching 😢😢😭😭 father 's blessings is most important in life. U r strong when father' s with u, that time u feel like a powerful human

  • @manassamal3656
    @manassamal3656 Год назад

    ଏ ବାପା...!!! ମୁଁ ଭଗବାନ୍ ଙ୍କ ପାଖରେ ଏତିକି ପ୍ରାର୍ଥନା କରୁଛି... ଆପଣ ସବୁବେଳେ ଖୁସିରେ ରୁହନ୍ତୁ...🙏🙏🙏 Love you ବାପା...❤❤❤

  • @Soumya-padhy-143
    @Soumya-padhy-143 3 года назад +15

    No word to explain really vry heart touching 🙏🙏🙏😭😭😭😭

  • @rasnahansa6152
    @rasnahansa6152 2 года назад +7

    Miss you Bapa all times 😭😭😭😭😭😭😭😭😭😭😭😭😭😭😭😭😭😭

  • @itzodiatokaomm4208
    @itzodiatokaomm4208 3 года назад +10

    No word to explain,
    This is very heart touching vdo
    Miss u and love you papa

  • @jagabandhucretstion2588
    @jagabandhucretstion2588 3 года назад +4

    E Gita ti Bhagaban apanka Madhyama re mate sunibara sujog deichanti . Aji Ma Bapa katha Bahut mane paduchi ma pakharu jemiti ma Bapa nku Bhagabana chadei neijaichi Dunia re kau pua jhia nka bhagya re ma pari kulangar ta Bapa nku na harau

  • @akankshyanayak1558
    @akankshyanayak1558 3 года назад +8

    Emotions ❤️ stay strong 💖 uncle aunty will proud of you one day❤️

  • @surajkumarjena1269
    @surajkumarjena1269 3 года назад +6

    Tear cames in my eyes....Such a beautiful and 💖 touching emotional song....

  • @Sandeepkumar-ey8ns
    @Sandeepkumar-ey8ns 3 года назад +8

    Its really heart touching,bcz who lost his love one in this pandamic they knows well..... amezing video....keep growing 😊

  • @rkbablu2307
    @rkbablu2307 Год назад

    💞❤️💞❤️💞❤️💞Emiti song Bahut Kam sunibaku mili thaye ...Bahut sundar lyrics heart touching ❤️Bahut sundar Gaichanti Human Bhai....

  • @santoshmohapatra6386
    @santoshmohapatra6386 3 года назад +10

    Both of you are amazing.
    Wish you a bright future..
    May lord Jagannath bless you..
    Jay Jagannath..,😘🥰❤️

  • @bhagyashreepradhan4889
    @bhagyashreepradhan4889 2 года назад +6

    ବାପା ଏମିତିକା ମଣିଷ ଯିଏ ନିଜ କଥା ନ ଭାବି ସବୁ ସମୟରେ ଆମ କଥା ଭାଵୁ‌ଥାଆନ୍ତି ହେଲେ ତାର ପ୍ରତିଫଳ ରେ ଆମେ ଦୁ଼଼଼ଖ ଦେଉଛେ

  • @smrutiranjanbiswal7318
    @smrutiranjanbiswal7318 3 года назад +7

    Yaarrr Just Speechless 😶 . I can't believe how much emotions it carries.

  • @sibaprasad3343
    @sibaprasad3343 2 года назад +1

    ତୁମକୁ ବୋହୁତ ବୋହୁତ ଧନ୍ୟବାଦ୍ ଏତେ ସୁନ୍ଦର ଗୀତ ଟିକୁ ଉପସ୍ଥାପନ କରିଥିବାରୁ।❤️😊

  • @swatidashmohapatra1278
    @swatidashmohapatra1278 3 года назад +16

    Really heart touching 😭❤️🙏🏽

  • @magicoftabla7836
    @magicoftabla7836 Год назад +4

    I can relate to this video becaz my father also passed away due to covid...and i couldnot do anything for him .😭😭😭😭😭I LOVE YOU BAPA❤❤❤❤

  • @CricLine653
    @CricLine653 3 года назад +14

    The best masterpiece depicting parental love and pain 💐🙏❤️...!!
    Simply Great..

  • @muktiprakash6206
    @muktiprakash6206 2 года назад +10

    What a concept, Heart touching.😥😥😥
    Great job team and thank you 👏👏👏❤️❤️❤️❤️

  • @mishravlogs6670
    @mishravlogs6670 3 года назад +8

    One of the best and best song ever..... Now our odia album back again.. Nyc work. Jst feel the every moment which spend with my father till now. This song give the spcl feel and my regards to my best and best God. 🙏

  • @debabratamishra9633
    @debabratamishra9633 2 года назад

    ଏ ଗୀତ କୁ ପ୍ରଂଶସା ନିମନ୍ତେ ଶବ୍ଦ ନାହିଁ... ❣️🌹✍👌✍👌✍👌✍👌❣️❣️🌹🌹🙏🏻🙏🏻✍✍👌👌👍👍😥😥😥😥😥😥😥😥😥😥
    🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
    ଟିମ୍ ର ସମସ୍ତ ସଦସ୍ଯ ଙ୍କୁ ଧନ୍ଯବାଦ🙏🙏🙏🙏🙏

  • @Nomadic_Anil
    @Nomadic_Anil 3 года назад +5

    Really it's heart touching!!!! Awesome Voice..... And heart touching Acting.... Really nice Acting Amit Babu......

  • @SpiritGaming-07
    @SpiritGaming-07 2 года назад +5

    "ରାଗିଛ କି ବାପା ତୁମେ"🙏ଛୋଟ ରୁ ଯେ ଆମକୁ ବଡ଼ ହେବା ପଯ୍ର୍ୟନ୍ତ ସବୁ ଅଳି ଅଝଟ ପୂରଣ କରିଛନ୍ତି ସେ ହେଉଛନ୍ତି "ବାପା" । ତାଙ୍କ ମନରେ କେବେ ଦୁଃଖ କଷ୍ଟ ଦେବା ଉଚିତ୍ ନୁେହଁ 🙏 ମୁଁ ଆଉ କାହା କଥା କହି ପାରିବିନି ମୋ ତରଫରୁ ବାପାଙ୍କ ପାଇଁ ହ୍ରୁଦୟ ରୁ ପଦେ......... କ୍ଷମା କରିବ "ବାପା" ଯାହା ଭୂଲ୍ କରିଛି🙏ଆଜି ମୁଁ ବହୁତ ଅନୁତାପ କରିଛି ଏହି ଭିଡିଓ ଦେଖି ସାରିବା ପରେ..... LOVE YOU BAPA💖

  • @susilkumardash1680
    @susilkumardash1680 3 года назад +8

    Speechless work 🙌acting makeup direction cinematography editing 🙌..... No words..... Loads of love team 🤍

  • @Darknight-sg3fr
    @Darknight-sg3fr Год назад +1

    ଯିଏ ଜୀ ସାର୍ଥକ ରେ reality ସୋ video dekhiki ଆସିଛ ସେମାନେ ସେମାନଙ୍କ ମାଆ ଓ ବାପା ମନଙ୍କୁ sada ସର୍ବଦା ଖୁସି ରେ ରଖିବାକୁ ଅନୁରୋଧ......

  • @sushreesangitamohanty6332
    @sushreesangitamohanty6332 3 года назад +6

    Speechless 😭
    Everyone please remember parents were,are and always remain the ultimate pillar 😭...never forget them 😭

  • @manassamal3656
    @manassamal3656 Год назад

    କାହା କାନ୍ଧରେ ବସିବି କହ କିଏ ରଖିବ ଯେମିତି ମୋ ଖବର...😭 Heart touching line....❤

  • @iashis
    @iashis 3 года назад +10

    underrated song**..
    Needs to be viral !

  • @prangyaparamitapradhan1183
    @prangyaparamitapradhan1183 2 года назад +1

    Pakhare thiba jinisa ra kehi kadar karantini kintu thare bapa maa amaku chhadi chaligale a dunia pakhare ame pura aka heijiba.. Ae chhota vdo re bahut bhala jinisa sikhibara achhi kintu loka vdo dekhiki enjoy karuchhanti kehi real re baba maa nka kadar karantini.. By the way vdo ta bahut bhala lagila❤

  • @kshetrabasisings4238
    @kshetrabasisings4238 3 года назад +8

    The Best Song Ever❤

  • @TouristSpecialist
    @TouristSpecialist Год назад

    Nice Song.. Jabardast concept... Smruti. R jindabad... Thanks for this song.....

  • @desitokavlogs6340
    @desitokavlogs6340 3 года назад +6

    I listened the MP3 version till released bt 1st time 1 cry when I saw the video version @amit Bikram u lost ur world brother ..baas khusi re ruha bhala re ruha

  • @bijayray6377
    @bijayray6377 2 года назад

    Ohh bhai, lyrics suni emotional bahut heigala😭, world re jane bapa au jane maa au kichi bi nai world re, love you baba ❤️ maa👨‍👩‍👧

  • @mkpanda24
    @mkpanda24 3 года назад +9

    Proud of u Amit... Finally ur Dreams come true with this Startup Production and God bless u my dear...

  • @queenjatraraniuma937
    @queenjatraraniuma937 2 года назад +1

    Vai tum e video bahut sundar hoichhi jaha comments kichhi dei paruni mo heart ru Jay jaggannatha 🙏🏻🙏🏻

  • @santoshrana6150
    @santoshrana6150 3 года назад +6

    Nice music by smrutiswar. He is the future of odia music industry. Keep it up.

  • @ganeshchandrasagaria9959
    @ganeshchandrasagaria9959 2 года назад +1

    👌🏻👌🏻👌🏻 OSM excellent song bahut Heart touching 💔💔 Miss u Baba song suni aji bahut Mone paduchi Miss u Baba 😭😭😭😭

  • @namitanayak3247
    @namitanayak3247 3 года назад +6

    No word to explain 😭Heart Touching ❤️❤️❤️

  • @manikyamgangiri9053
    @manikyamgangiri9053 Год назад +1

    చాలా చక్కగా చేశారు సో అమేజింగ్ సింగ్ మా నాన్న గారు నాకు గుర్తు కొచ్చారు మళ్ళీ సాంగ్ చూడ గానే 😭😭😭🫂🫂🫂😭😭😭

  • @laxminarayansatpathy7329
    @laxminarayansatpathy7329 3 года назад +6

    Superb. Mind blowing. Outstanding. All the best to the team

  • @laxmipriyabehera6012
    @laxmipriyabehera6012 2 года назад

    Really papa boli jou 2 ta word bahut sundar . Maa nathile ta ghara adha but bapa na thile pura dunia ta andhara . I love you papa 😘😘😘

  • @alokahutiroul9717
    @alokahutiroul9717 3 года назад +6

    Very heart touching video.. ❤❤👍

  • @Wandermatesmusicodia
    @Wandermatesmusicodia 2 года назад +4

    This song will make you cry who all love thier Father..Thanks to whole team

  • @babamanidj564
    @babamanidj564 3 года назад +6

    Really This is Heart Touching Video And A Good Message in Everyone's

  • @asiskumarbehera2337
    @asiskumarbehera2337 2 года назад

    ଦୁନିଆ ରେ ସବୁଠୁ ଦମ୍ଭ ମଣିଷ ହେଉଛି ବାପା👨‍👦ଯାହାର ହୃଦୟ ଯେତିକି ପଥର ପରି ଶକ୍ତ ସେତିକି କ୍ଷୀର ସର ପରି ନରମ💕

  • @rashmiranjanbarik1
    @rashmiranjanbarik1 3 года назад +7

    Concept mind-blowing....
    Superb creation.
    ❤️❤️❤️
    Keep growing

  • @tapasmohakud8086
    @tapasmohakud8086 Год назад +2

    ସତରେ ବାପା କେମିତି ହେଇଥାନ୍ତି, ବାପା କଣ ତାଙ୍କ ସେନ୍ହ କେମିତି, ତାଙ୍କ ଶାସନ କେମିତି, ବାପା ଙ୍କ ଅନୁଭୂତି କେମିତି, କାହିଁକି ସ୍ୱାର୍ଥ ପର ଇଶ୍ଵର ସଭିଙ୍କୁ ଏ ସୁଖ ଦିଅନ୍ତିନି, କାଳିଆ ଏ କି ତୋ ନ୍ୟାୟ

  • @sasmitasahu4537
    @sasmitasahu4537 2 года назад +1

    No word can explain about father . Just say love you papa......

  • @arpitanayak0497
    @arpitanayak0497 3 года назад +9

    No words to praise this video 😓🙁

  • @madhusmita2151
    @madhusmita2151 2 года назад +1

    Kahara dum nahi e song ku dislike kariba pain it's very very very heart touching song

  • @pupunnayak7553
    @pupunnayak7553 3 года назад +7

    You All are fabulous actors.. great job bro 👍

  • @RAHUL-gx9sv
    @RAHUL-gx9sv 2 года назад +1

    ଭାଇ ସମସ୍ତେ ମା କୁ ଭଲ ପାଆନ୍ତି କିନ୍ତୁ ବାପା କୁ ନ ବୁଝି ବାପା କୁ ଭଲ ମନ୍ଦ କହି ଦିଅନ୍ତି LOVE YOU my baapa

  • @prityentertainment1484
    @prityentertainment1484 3 года назад +13

    Bapa nk pari au kie hebe bht sundar....No words