Gote papu bhai gaile gita pura odisha halchal hegala ebe au gote papu bhai gauchhnti pura duniya Loko halchal hijibe.Realy great,jete thara sunile bi nua laguchi.Gitata semiti heichhi. Jay Jagannath 🙏 God bless both brothers 🙏🙏😊
Bhagaban nka prati akrusta heba paine tumaku Bhajan darkar? 🤣 Ta hele tume bhakta nuhe ki tumara bhaba nahi Hrudaya re bhagaban nku baseidia Sabubele tanka prati akrusta heba Kichhi b Bhajan darkar padibani
Bahut sundar bhajan Shri Chaitanya mahaprabhu ki Jay Ho 🙏🙏🙏 Shri Nityananda mahaprabhu ki Jay Ho 🙏🙏🙏 Lekhak baba Maharaj ki Jay Ho 🙏🙏🙏 Hare krishna hare hare krishna krishna hare hare Hare Ram hare Ram Ram Ram hare hare Sankirtan mandala ki Jay Ho Hare Krishno 🥀🦜🌲🦜🍁🦜🪴🦜 ♥️♥️♥️♥️♥️♥️♥️♥️
,Actually this song sang by our pappu Bhai. connect all the devotee of Lord Jagannath connect strongly with Prabhu Jagannath with a peaceful connection.May Lord Jagannath bless you for a long and healthy life......
Dear sarthak production,,i want to say to all members of this Chanel,, actually this voice is batter then to all voices about this song ,, thanks for gave a apportunity to papu sir 🙏🙏🙏 thanks a lot to sarthak and also papau Bhai 🙏
6 ମାସ ରୁ ଅଧିକ trending ରେ ରହିଛି ଗୀତ ଟା ବହୁତ୍ ବହୁତ୍ ଖୁସି ର କଥା
ଆଉ ଯିଏ ମୂଳ ଗାୟକ credit ନ ମିଳିଲେ ମନ ଦୁଃଖ କର ନି କାରଣ ଭଗବାନ ଙ୍କ blessings ଠାରୁ ଆଉ କିଛି ଅଧିକା ନ ଥାଏ
Watch this nice odia song ruclips.net/video/2h9v646iuOg/видео.html
ନିତି ଶୁଣୁଥିଲେ ଲାଗଇ ନୂଆ
କି ସୁନ୍ଦର ଭଜନ ଆହା
ସିଦ୍ଧାର୍ଥ ଟିଭି ର ସବୁ କାର୍ଯ୍ୟକ୍ରମ ଲାଗଇ ନୂଆ
ଦର୍ଶନ ଙ୍କ ମନକୁ ମୋହିନିଅଇ ଯାହା
💐💐💐💐
ପପୁ ଭାଇ ଙ୍କୁ ଏହି ଗୀତ ଗାଇବା ପାଇଁ chance ଦେଇ ଥିବାରୁ ଧନ୍ୟବାଦ bahut sundar ହେଇଛି
Gote papu bhai gaile gita pura odisha halchal hegala ebe au gote papu bhai gauchhnti pura duniya Loko halchal hijibe.Realy great,jete thara sunile bi nua laguchi.Gitata semiti heichhi. Jay Jagannath 🙏 God bless both brothers 🙏🙏😊
Khub sundar laguchi eei Gita ti Papu bhai nka kantharu,........🙏
ଯେତେ ଶୁଣିଲେ ବି ଏ ଗୀତ mind fresh ଲାଗୁଚି
ଗୀତ ର ଲେଖକ ଏପର୍ଯ୍ୟନ୍ତ ଆଗକୁ ଆସିଲେନି
ପପୁ ଭାଇ ବହୁତ ସୁନ୍ଦର ଗାଇଲେ
ଯୋଉ ଅମଣିଷ ଟା ପପୁ ଭାଇ ଙ୍କୁ କାଳି ମାଡ଼ କରିଥିଲା
ସେ ଶଳା ଟି ଥରେ ଆଖି ଖୋଲି କି ଦେଖୁ
ଆଉ ଶୁଣୁ
Excellent Bhai
Jay jaganath swami 🙏
ସେ କଣ ପାଇଁ କାଳି ମାଡ଼ କରିଥିଲା ବୋଧେ ଭୁଲି ଗଲଣି 😡😡😡😜
👍👍👍ଠିକି କହିଚ
@@sisirchandrapradhan5854 ta sister
Ku papu Bhai gehi thile
Aau tume
ଜଗି ଥିଲ
ଜଣିକି ଚୋଡିଚ
କଳଙ୍କ ଯିବନି Olwd ପପୁ ଭାଇ ! ଏହି ଭକ୍ତି ଭରା ସଂଗୀତ ରେ କଳଙ୍କ ଲଗାଅ ନାହିଁ ମୋର ପ୍ରିୟ ବନ୍ଧୁ ମାନେ 🙏🙏🙏
ସେ କଣକାଳି ମାଡ କରିଥିାଲା ଏଟାତ ଅଭଦର ଲୋକଟା ଆକୁ ଅଡାଂ ମାଡ ଦରରକାରଥିଲା
ଗାଁ ପିଲା ଗାଁ ର ଭାବନା କୁ ବୁଝି ପୁରା ପୁରି ସମର୍ପିତ କଣ୍ଠ ରେ ଗାଇଛି...ଅତି ସୁନ୍ଦର.. ଜୟ ଜଗନ୍ନାଥ 🙏
Watch this nice odia song ruclips.net/video/2h9v646iuOg/видео.html
Jete sunile b mana khusi re nachi jauchhi. Gita sangaku music wow....wow....
ଭାବ ଭକ୍ତି ପୂର୍ଣ୍ଣ ଲାଗୁଛି
ମନକୁ ଶାନ୍ତ କରିଦେଲା
Thanks ପପୁ ଭାଈ
P
ପ୍ରକୃତ କଳାକାର ଏହି ବ୍ଯକ୍ତିକୁ କୁହାଯାଏ... ଯାହାକ ପାଖରେ ସବୁ କଳା ଅଛି,,,, ଏହଳି ଭଜନ ଗାଇ ସମାଜକୁ ସୁନ୍ଦର ବାର୍ତ୍ତା ଦେବେ ବୋଲି ଆମର ଆଶା
ଏତେ ଦିନ ପରେ, ପପୁ ଭାଇ ଆମର ଭଜନ ସୁନ୍ଦର ଭାବେ ପରିବେଷଣ କରି ସେ, ତାଙ୍କର ଜିବନ ଧନ୍ୟ
କରିଛନ୍ତି।
କ'ଣ କଲା ସେ, ମ ମନ କିଣି ନେଲେ ପପୁ ଭାଈ ଏଇ ଭଳିଆ ଯଦି କାମ କରିବନା ତାହେଲେ ସାରା ଦୁନିଆରେ ତମର ନା ହେବ ,ଏ ହେଉଚି ଗୁଟେ ପ୍ରଭୁଙ୍କ ର ଭକ୍ତ ର ପରିଚୟ, ଏ ଭଳିଆ ମନ ଛୁଆଁ ଭଜନ ଗାଇଲେ , ପିଲା ଠୁଁ ବୁଢ଼ା ଯାଏ ସବୁ ଭଲ ପାଇବେ , ଏଇ ଭଳିଆ ଆଗକୁ ମାଡ଼ିଚାଲ ଜୟ ଜଗନ୍ନାଥ 🚩🚩🚩🚩🚩🚩🙏🏼🙏🏼🙏🏼🙏🏼🙏🏼🌷
🙏🙏🙏🌹🌹
very nice voice
Ie Gita adha gaila kie ke lekhihithile tanka naan ta nahin Gita asila kemiti tame gaila tanka naan kuha
Thik katha
Watch this nice odia song ruclips.net/video/2h9v646iuOg/видео.html
Bohut sundar voice ...au music composition bahut hi bhala..shanti dayaka ...jete sunile b mana manuni
ଆହା...ଭାବ ଭକ୍ତିପୂର୍ଣ୍ଣ ପରିବେଷଣ କରିଛନ୍ତି ପପୁ ଭାଇ.. ସମସ୍ତଙ୍କ ଠାରୁ ପପୁ ଭାଇଙ୍କ ଗାୟନ ଶୈଳୀ ହୃଦୟସ୍ପର୍ଶୀ 👌👌👌👌👌
Really heart touching
Watch this nice odia song ruclips.net/video/2h9v646iuOg/видео.html
ଅପୂର୍ବ ମାଦକତା ଭରି ରହିଛି.... ପ୍ରଭୁଂକ କରୁଣା.... ରୋମାଂଚିତ କରିଦେଉଛି ତନୁ ଓ ମନକୁ.... ପପୁ ଭାଇ... ଏମିତି ସବୁ ପ୍ରଭୁଂକ ଲିଳା ଗାନ କରି ଆପଣ ଧନ୍ୟ..ପ୍ରଶଂସାଗାନ କରିବାକୁ ଶବ୍ଦ ନାହିଁ..
Fantastic, fabulous
Papu Babu ଆପଣ ଖାଲି ଭଜନ ଗାଆନ୍ତୁ । ଏ ଗୀତ ତ ଯିଏ ଗାଇବ ଭଲ ଲାଗିବ କିନ୍ତୁ ଆପଣ ଙ୍କ ଠୁ ବେଶୀ ଭଲ ଲାଗିଲା ।👍
God is good
Mind blowing songs
ପ୍ରଥମ ଧନ୍ୟବାଦ୍ ଦେବି ଏ ଗିତ ଟି ଯିଏ ଲେଖିଛନ୍ତି ତାଙ୍କ ଯୋଗୁ ଆଜି ସମସ୍ତେ ନିଜ ସ୍ବରରେ ଗାଇକି ଶୁଣୁଛନ୍ତି ପପୁ ଭାଇଙ୍କୁ ଧନ୍ୟବାଦ ଦେବି ଗିତ ଟି ଆଗରୁ ପୁର୍ଣ୍ଣଙ୍ଗ ହୋଇ ନଥିଲା ଏବେ ପପୁ ଭାଇ ପୁରା ଗିତ ଟି ସମ୍ପୁର୍ଣ୍ଣ କରି ପ୍ରଥମ କରି ଗାଇଲେ ଆଉ ବହୁତ ସୁନ୍ଦର ଭାବରେ ଗାଇଲେ
ଏହି ଗୀତ ଟି ପପୁ ଭାଇ vice ରେ ଅତି ସୁନ୍ଦର ଲାଗୁ ଛି। ପପୁ ଭାଇ ମୁଁ request କରୁ ଛି ଆପଣ ଏମିତି ଆହୁରି ଭୋଜନ ଗାଈ ଲେ ବହୁତ ଭୋଲ ହବ
ପପୁ ଙ୍କର ଅଭିନୟ ଯେମିତି ନିଖୁଣ ଏବଂ ଜୀବନ୍ତ ଯାହା ସମସ୍ତଙ୍କୁ ଆକର୍ଷଣ କରିଥାଏ ଏ ଭଜନଟି ରେ ମଧ୍ୟ ସ୍ୱତନ୍ତ୍ର ଭାବ ଭକ୍ତି ସହିତ ସୁମଧୁର କଣ୍ଠ ସ୍ୱର ବାରି ହୋଇ ପଡୁଛି. ଶ୍ରୋତା ଓ ଦର୍ଶକ ମାନଙ୍କ ମନ ଓ ହୃଦୟ କୁ ଗଭୀର ଭାବରେ ଛୁଇଁଛି.ଏହା ସବୁଠୁ ଉର୍ଦ୍ଧରେ. ପପୁ ଙ୍କର ଏହା ଆହୁରି ଏହା ମାଇଲି ଖୁଣ୍ଟ.
ଲେଖକ ଆଉ Music composition କରିଥିବା ବ୍ୟକ୍ତି କୁଂ Award ଦିଆଯାଉ । ଏହା ଏକ ଏପରି ସଂଗୀତ ଯାହା ସମସ୍ତ କୁଂ ଭଗବାନ କଂ ପ୍ରତି ଆକୃଷ୍ଟ କରି ପାରିଛି ।
ଏକଦମ ସତ କହିଲେ 👌
Right 👍
Rit
Bhagaban nka prati akrusta heba paine tumaku Bhajan darkar? 🤣
Ta hele tume bhakta nuhe ki tumara bhaba nahi
Hrudaya re bhagaban nku baseidia
Sabubele tanka prati akrusta heba
Kichhi b Bhajan darkar padibani
Right
ପପୁ ଭାଇ ଙ୍କ କଣ୍ଠ ରେ ଭଜନ ର ଭରପୁର ପ୍ରତିଭା ରହିଛି।ତାଙ୍କୁ ପୁଣି ଭଜନ ଜଣାଣ ରେ ସୁଯୋଗ ଦିଆଯାଉ।
ପପୁ ଭାଇ ଶେଷ ପର୍ଯ୍ୟାୟରେ ତୁମେ ଗାଇଲ ଦେଖା ଯାଉ କେତେ super hits ହଉଚି.. ❤
Highest heba
ସବୁଠୁ ସୁନ୍ଦର 👌
Super duper hit haba radhe radhe
SABUTHU ADHIKA VIEWS JIBA YEH SONG
1.4M
ଭଗବାନ ଙ୍କ ନାମ ସବୁ ବେଳେ ଶାନ୍ତି ପ୍ରଦାୟକ। ଯେତେ ଶୁଣିଲେ ବି ଶାନ୍ତି ଲାଗେ।। ଜୟ ଜଗନ୍ନାଥ 🙏🙏🙏🙏🙏🙏❤️
ଓଡ଼ିଆ ଭାଷା କେତେ ମଧୁର... No. 1 ଗୀତ ଏଇ ଭଜନ ଜୟ ଜଗନ୍ନାଥ... ଧନ୍ୟ ସେ କାରିଗର ଲେଖକ ମହାଶୟ.. 🙏🙏🙏🙏🙏🙏🌹🌹🌹🌹1000 ଗୀତ ଆସିଲେବି ଏହାଠୁ କମ ରେ ରହିବେ...
Jay Jagannath 🙏
Angya
ଜୟ ଜଗନ୍ନାଥ 🙏🌹
I like my mother young.
Kintu ethi lekhaka ra name nahi
ପପୁ ଭାଇ ଜଣେ ଅଭିନେତା ହୋଇ ମଧ୍ୟ ଜଣେ ସଂଗୀତକାର ଭଳି ସୁନ୍ଦର ଗୀତ ଗାଇ ଦର୍ଶକଙ୍କ ନିକଟରେ ପ୍ରିୟ ପାତ୍ର ହୋଇପାରିଛନ୍ତି।
Papu pom pom jone Music Director thile ta pore Actor hele
ପପୁ v ପପୁ both r outstanding performance
ଆପଣଙ୍କ କଣ୍ଠ ରେ ଭାବ ଭରିକି ରହିଛି ପପୁ ଭାଇ.... ❤️🙏🏻ଆପଣ ଏମିତି ଜଗନ୍ନାଥ ଙ୍କ ଭଜନ ଗାଇ ସମସ୍ତଙ୍କୁ ଭାବ ଭକ୍ତି ରେ ହଜେଇଦିଅନ୍ତୁ.. 🥰ଜୟ ଜଗନ୍ନାଥ 🙏🏻
Chamatkar atichamatkar Papu bhai madichala mind blowing song. God bless all of you
Jay jagannath
@@satrughnachhatar4500 ..
Ati sunder pappu bhai
Bhai se sena gauchati hele a getara lekha ka kiy pacharela taku.se kahe parebena,?
ମୁଁ ଅପେକ୍ଷା କରିଥିଲି ପପୁଭାଇ ଏ ଗୀତ କେବେ ଗାଇବେ, ଆଉ ଆଜି ଶୁଣିବାକୁ ମିଳିଲା. ବହୁତ ସୁନ୍ଦର ପରିବେଷଣ କଲେ. ଧନ୍ୟବାଦ ପପୁଭାଇ, ଜୟ ଜଗନ୍ନାଥ.
Thank. You. Ama. Papu. Bhai
Jay. Jagannath Jay Sri Gouranga
Sundar
Tame ta sabu apekhya karucha Au!!!!
All-rounder 👍 Pappu bhai
No 1 singer of our ollywood 😂😂😂
Bahut sundar🙏
ସୁନ୍ଦର ତୃପ୍ତି ର ଅବସାଦ ନାହିଁ ।।ଯେତେ ଶୁଣୁ ଥିଲେ ବି ନୂଆ ଲାଗୁ ଥାଇ ।।। ଜୟ ଜଗନ୍ନାଥ 🙏🙏💝
Jay jagannath thank you bhai
ଜୟଶ୍ରୀ ଚୈତନ୍ୟ ମହାପ୍ରଭୁ ଜୟ ନିତ୍ୟାନନ୍ଦ ପ୍ରଭୁ ଜୟ ଶ୍ରୀ ଜଗନ୍ନାଥ
Jibana re first time Bhajana gaeila e chora papi Bhagban Nka sarana naeiki kichi Punya arjan kar Mariba purbaru
Jay JAGANNATH... 🙏🙏
ଗୀତିକାର ଲେଖିଥିଲେ ୨୦୦୩ କିନ୍ତୁ ଲୋକ ଜାଣିଲେ ୨୦୨୨ ରେ।
ଧନ୍ୟବାଦ ତାଙ୍କୁ, ଅଜି ଗୀତଟି ସମସ୍ତଙ୍କର ହୃଦୟକୁ ଛୁଇଁଛି।
ବାବା ନରୋତ୍ତମ ଦାସ (ଯାଜପୁର )ଗୀତ ଟିକୁ ଲେଖିଛନ୍ତି ତାଙ୍କ ନା ବି ଟିକେ କହିବା କଥା ସେ ଯାହା ହଉ ଗୀତ ଟିକୁ ପପୁ ଭାଇ ଭଲ 👌 ଗାଇଛନ୍ତି ❤ frm ଆନନ୍ଦପୁର
Annadpur
Male voice ରେ ଏଇ ଗୀତଟି ଅତି ସୁନ୍ଦର ହୋଇଛି । ଆପଣ ବି ଏତେ ସୁନ୍ଦର ଗୀତ ଗାଆନ୍ତି । ଭଗବାନ ମଙ୍ଗଳ କରନ୍ତୁ
ଗୀତ ଟି ଏମିତି ସମୟରେ viral ହେଲା ଯେ , ଛୁଟ ପିଲାଠାରୁ ଆରମ୍ଭ କରି ବୁଢ଼ା ଲୋକ ଙ୍କ ମୁଖରେ ଗୁଣୁ ଗୁଣୁ ହେବାରେ ଶୁଣିବାକୁ ମିଳୁଛି । ଜୟ ଜଗନ୍ନାଥ 🙏 ପ୍ରଭୁ 🙏 ତୁମରି ଇଛା ପ୍ରଭୁ 🙏
ଦୁଇ ଜଣ ପପୁ ଭାଇ ଆମର ବହୁତ ପସନ୍ଦ ଆଗକୁ ଆହୁରି ସୁନ୍ଦର ସୁନ୍ଦର ଭଜନ ଆସିବ ବୋଲି ଆଶା କରାଯାଉଛି । ଜୟ ଜଗନ୍ନାଥ 🙏🙏
Hm hm😂😂😂
@@yesraj2260 😜😜😜
Papu bhai nayagard
@@yesraj2260 to
ଜଣେ ଭଦର ଆଉଜଣେ ଅଭଦର ପପୁ ଏଗିତ ଆକୁଦେବାରେନଥିଲା
ପପୁ ଭାଇ ଙ୍କ କଣ୍ଠରୁ ଶୁଣିବାକୁ ମୁଁ ଅପେକ୍ଷା କରିଥିଲି. ଅପେକ୍ଷାର ଅନ୍ତ ଘଟିଲା. ନମସ୍କାର ପପୁ ଭାଇ
I have heard 4 -5 voices of this song ,bt this is unique 😊😊,good luck 🤞🤞 back to ur world soon..
ଚମତ୍କାର ଓଡ଼ିଶାର ବହୁଳ ମାତ୍ରାରେ ଲୋକପ୍ରିୟତା ହାସଲ କରିଥିବା ଗୀତ। ଯେତେ ଶୁଣିଲେବି ନୂଆ ଲାଗୁଛି।।
ଯେତେ ଶୁଣିଲେ ବି ନୂଆ ଲାଗୁଛି । ଅତି ସୁନ୍ଦର ଭଜନ
ପପୁ ଭାଇ ଙ୍କ କଣ୍ଠ ରେ ଗୀତ ଟି ସବୁଠୁ ସୁନ୍ଦର ଲାଗିଲା ଶୁଣିବାକୁ . ଜୟ ଜଗନ୍ନାଥ.
Papu bhai bhala gaichanti hele se Bhai jau gaithile first Narada beaha ra se papu Bhai nka thu best
ବହୁତ ସୁନ୍ଦର ଗୀତ ରଚନା ସହ ଗୀତ ଗାଇବା ଶୈଳୀ, ହୃଦୟ କୁ ଛୁଇଁ ଗଲା,ଈଶ୍ୱର ଙ୍କ କୃପା ନଥିଲେ ଏମିତି କିଏ ଏଗୀତ ଗାଇପାରିବେନି,ଏତେ ସୁନ୍ଦର ଭାବେ ଗୀତଟି କୁ ଗାଇଲେ ମନ ଖୁସି ହେଇଲା🌹🙏🌹
ସମସ୍ତେ ଏହି ଗୀତ ଟିକୁ ଗାଇଲେ. ହେଲେ ପପୁ ଭାଇ ଙ୍କ ଗୀତ ଗାଇବା ପୁରା ମନ ଶାନ୍ତି କଲା ଭଳିଆ ଲାଗିଲା. ଜୟ ଜଗନ୍ନାଥ.
ପପୁ ଭାଇ ଏହି ଗୀତ ଗାଇ ଖୁସି କରିଦେଲ । Congratulations from Mayurbhanj.
Bahut sundar bhajan
Shri Chaitanya mahaprabhu ki Jay Ho 🙏🙏🙏
Shri Nityananda mahaprabhu ki Jay Ho 🙏🙏🙏
Lekhak baba Maharaj ki Jay Ho
🙏🙏🙏
Hare krishna hare hare
krishna krishna hare hare
Hare Ram hare Ram
Ram Ram hare hare
Sankirtan mandala ki Jay Ho
Hare Krishno
🥀🦜🌲🦜🍁🦜🪴🦜
♥️♥️♥️♥️♥️♥️♥️♥️
ପପୁ ଭାଇ ହୃଦୟରୁ ଗାଇଛନ୍ତି ସେଥିପାଇଁ ବାରମ୍ବାର ଶୁଣିବାକୁ ଇଛା ହେଉଛି
ଆଉ ଗିତଟିକୁ ଶୁଣିଲେ ବହୁତ ଶାନ୍ତିମିଳୁଛି
ଜୟ ଜୟ ଜଗନ୍ନାଥ ମହାପ୍ରଭୁଙ୍କ ଜୟ l
ମୋତେ ଏ ଗୀତ ଶୁଣିଲେ ସେ ପ୍ରଭୁ କୃଷ୍ଣ ଙ୍କ ପାଦରେ ଲୀନ ହୋଇଯିବାକୁ ଇଛା ହେଉଛି l🙏🙏🙏🙏🙏🙏🙏
ଜୟ ଜଗନ୍ନାଥ 🙏🙏🙏🙏👏👏👏 ।। ମନ ପବିତ୍ର ହୋଇଗଲା 👏 ଭଗବାନ୍ ଙ୍କ କି ଅପାର ଲୀଳା । 🙏🙏🙏👏👏👏 ।।।।
Bahut Bhal lagla ho Pappu Bhaina..
Love from western Odisha -Nuapada District 😍😍🙏🙏🙏🙏
S
Ohh mind blowing voice ohh khusi lagila #papu bhai song suniki ki gita Dina dukhare gala kintu ratire ea gita suni Mana khusi heigala
ପପୁ ଭାଇ କଣ ନ ଗାଇଲ ମ 👌👌👌 ପୁରା ସୃତି ମଧୁର.. ଲେଖକଙ୍କୁ ବହୁତ ଧନ୍ୟବାଦ... ଏହି ଭଳି ଗୀତ ଦରକାର ଆମକୁ 👍👍👍👍
ଅତି ସୁନ୍ଦର ଲାଗିଲା, ପପୁ ଭାଇ.
ଜୟ ଜଗନ୍ନାଥ 🙏
ସବୁ ଗାୟକ ଙ୍କ ଠାରୁ ମତେ ଏହି ପପୁ ଭାଇ ର ଗୀତା ଟି ଭଲ ଲାଗିଲା
ବହୁତ ସୁନ୍ଦର ଗାଇଛନ୍ତି ପପୁବାବୁ।ଭାବରେ ଭରପୁର👏👏ଆପଣଙ୍କ voice ରେ ଭଜନ ଟି ବହୁତ ଭଲ ଲାଗୁଛି🥰ଏଇଭଳି ଗୀତ ଆପଣଙ୍କଠୁ ଆଶା କରୁଛୁ ଶୁଣିବାକୁ।ଲେଖକଙ୍କୁ ଅନେକ ଅନେକ କୃତଜ୍ଞତା🙏🌷🌷🌷🙏
Weldone Papu bhai
Bala naa...
The voice is best 🥰
O
@@trilochananjeneya Dr
ଫଫୁ ଙ୍କୁ ଗୀତ ବହୁତ ସୁନ୍ଦର ହେଇଛି ରାଧେ କୃଷ୍ଣ ରାଧେ କୃଷ୍ଣ କୃଷ୍ଣ ହରେ ହରେ
Sundara sruti ra abasada nai jayte sunu thilile mitha laguthai🍓🎶🎵🎼🔊 ! Thanks papu Bhai 🙏🙋♂️
ଏହି ସଂଗୀତର ରଚନା କାରକ ଙ୍କ ପାଖରେ ଏହି ଭଳି ଆହୁରି ଅନେକ ଭକ୍ତି ଭରା ସଂଗୀତ ଅଛି ବୋଲି ସେ କୋହୁଥିଲେ ତ ମୋର ଅନୁରୋଧ ସେହି ସଂଗୀତ ମାନଙ୍କୁ ଲୋକ ଲୋଚନକୁ ଅଣାଯାଉ ଏବଂ ତାଙ୍କୁ ଉପଯୁକ୍ତ ସଂମାନ ପ୍ରଦାନ କରାଯାଉ 🙏
Bhai ki mana mugdha hoi gola mo tuma janthoru getati suni
Right
I agree with you friend
Right bhia
ସବୁ ଗାୟକ ଭଲ ଗାଇଛନ୍ତି... କିନ୍ତୁ ମୋ ନିଜସ୍ଵ ମତ ହେଉଛି ଏଇ ଭଜନ ଟି ପପୁ ଙ୍କ କଣ୍ଠ ରେ ସବୁଠୁ ଅଧିକ ସୁନ୍ଦର ହେଇଛି....
Kou papu nka katha kahuchanti e video re jie gauchanti tanka katha na.. Narada Papu bhai nka katha..
@@odia_in_kanyakumari1 ooh 🙏🙏🙏🌹
Ri8 bro
Right
@@kskrantiofficial992 narada papu bhala gauchanti
You are a great man tamaku mora koti namaskar tama kantharu sabuthu gitati bahut bhala gaguchhi
ପପୁ ଭାଇ ହୃଦୟରୁ ଗାଇଛନ୍ତି,,, ଅତି ସୁନ୍ଦର,,, ଜୟ ଜଗନ୍ନାଥ 🙏🙏🙏
Yes really
ruclips.net/video/24M6kReDhyg/видео.html
8i0iiyy
🙏🙏 ଯେତେ ଶୁଣିଲେ ବି ଏ ଗୀତ ନୂଆ ନୂଆ ଲାଗୁଛି 🙏🙏
ବହୁଦିନ ଲାଗିଗଲା ତୁମକୁ (ପପୁ ଭାଇ)ଓଡ଼ିଶାର ସଂସ୍କୃତି ଜାଣିବାକୁ, ସେ ଯାହାହେଉ ଆମ ଓଡ଼ିଶା ଆମ ଗୌରବ ।
ଯେତେ ପୁରୁଣା ହେଲେ ବି ନୂଆ ନୂଆ ଲାଗୁଛି 🥰🥰🥳🥳ଜୟ ଜଗନ୍ନାଥ 🙏🙏🙏🙏💞💞
4:16 4:17 of a 😊oiik
@@SriBalajigopi
Uuuhhhh ex
ପପୁ ଭାଇ ଫୁଲ୍ ଜବରଦସ୍ତ ହୋଇଛି । କିନ୍ତୁ ଏ ଗୀତ ଯିଏ ଲେଖିଛନ୍ତି ତାଙ୍କ ନା ଟିକେ କୁହ
Bahut badhiya answer del bhai
Naratoma Das Maharaj (from Jajpur) Orginal Writer
ବହୁତ ସୁନ୍ଦର ପପୁଙ୍କ କଣ୍ଠରେ ପୁରା ଯାଦୁ ଅଛି, ପୁରା ହୃଦୟସ୍ପର୍ଶୀ ହେଇଛି
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ !! 🙏🙏ବହୁତ ଦିନ ପରେ ପପୁ ଭାଇଙ୍କ ଏକ ଆଧ୍ୟାତ୍ମିକ ଗୀତଟି ଶୁଣିବାକୁ ମିଳିଲା🙏👍👍Amazing Voice👌
ମୋର ମନକୁ ପବିତ୍ର କରିଦେଉଛି ଯେତେବେଳେ ଏହି ଗୀତକୁ ଶୁଣୁଛି, fantastic song
ଯିଏ ଯେତେ ଓହଳେଇ ଳମ୍ବେଇ ଗାଇଲେ ବି Noone can sing like Original..
Multi talented papu Bhai rocks once again. Jay shree krishna, Jay Jagannath
Really another Khoka Bhai in go industry.
Jay jagannath 🙏🙏🙏🙏
Bala naaaaa
@@lingarajparida8583 chal beee bedha chua
I think this voice deserves much more likes and comments....
ଭଲ୍ ଲାଗୁଛେ ହେଲେ ନୂଆଁ ଗୀତ ମାନେ ଗାଏଲେ ବହୁତ୍ ଭଲ୍ ହେତା, ବାକି multi-talented ପପୁ ଦାଦା
,Actually this song sang by our pappu Bhai. connect all the devotee of Lord Jagannath connect strongly with Prabhu Jagannath with a peaceful connection.May Lord Jagannath bless you for a long and healthy life......
ବହୁତ ସୁନ୍ଦର ହେଇଚି, ପପୁଭାଇ କମାଲ କରି ଦେଇଛନ୍ତି l ଜୟ ଜଗନ୍ନାଥ 🙏🙏💞💞
Multi talented...nice pappu bhai👏👏💐💐
ଜୟ 🙏ଜଗନ୍ନାଥ 🙏ସ୍ୱାମୀ 🙏....... 👉🏻best 💫ଗୀତ...... ଓଡ଼ିଆ ଭଜନ 🙏💯💯💯
ପପୁ ବିଶ୍ୱାଳ + ପପୁ ପମପମ 👌👌
ଦୁହିଁଙ୍କୁ ନେଇ ହେଇଯାଉ ଆଉ ଥରେ 👌👌
Request for writer of this bhajan should be hilighted& awarded.& Thanks for Papu Bhai.Jay Jagannath 🙏
Right
ଠିକ୍ କହିଛନ୍ତି
ଗୀତଟି ସିନା ସୁପର ହିଟ୍ ହେଇଗଲା କିନ୍ତୁ ଦୁଃଖର କଥା ଗୀତ ଟିକୁ ଲେଖି ଥିବା ଲୋକ ଜଣକ ପରଦା ପଛରେ ରହିଗଲେ, ଏ ଗୀତକୁ ଯୋଉ ମାନେ ନିଜ ସଙ୍ଗୀତ ରେ ସଜେଇଛନ୍ତି ସବୁ ମ୍ୟୁଜିକ ଡାଇରେକ୍ଟର ମାନେ ସେ ଲେଖକ ଙ୍କୁ ଲୋକ ଲୋଚନ କୁ ଆଣନ୍ତୁ
Request for writer of this bhaja n should be awarded
ଆପଣ ଙ୍କ voice ରେ ଭଜନ ବହୁତ ସୁନ୍ଦର ହେଇଛି ବହୁତ ସୁନ୍ଦର ଗାଇଛନ୍ତି jai Jagannath 🙏🙏🙏
Het
Jaha kahila pura sata 😍🔥
@@biswajit7944 .
O 💯💯💯
ଯେତେ ଶୁଣିଲେଭି ନୂଆ ଲାଗୁଛି ଏଇ ଗୀତ | Jai Jagannath 🙏🏻🙏🏻🙏🏻
Really 👍👍👍🙏🙏🙏🙏🎉🎉🎉
Jai jagannath 🙏
Hn really
Right bhai theek kahicha
Jete sunile b nua laguchi ei gita
କଣ କଲାସେ 😅😅🙏👍👍
ଗାଁ ପପୁ ଭାଇ ଭଳି କେହିବି ଗାଇ ପାରିବେନି । ତାଙ୍କ ଗାଇବାରେ ବାସ୍ତବତା ଓ ସ୍ୱାତନ୍ତ୍ରୀୟତା ଭରି ରହିଛି । ଏମାନେ ଯିଏ ଜିତେଗାଇଲେବି କୁତ୍ରିମତା ଆଉ ଅତି ରଞ୍ଜିତ ଭଳି ଟିକେ ଲାଗୁଛି ।
ବହୁତ୍ ଭଲ ଲାଗିଲା କିନ୍ତୁ ଲେଖକ ଙ୍କ ପରିଚୟ ମିଳିବା ଆବଶ୍ୟକ ଜୟ ଜଗନ୍ନାଥ 🙏🙏🙏
🙏 ଜୟ ଜଗନ୍ନାଥ 🙏 ଏହି ଗିତ ଟି ଏତେ ସୁନ୍ଦର ହେଇଛି ଯିଏ ଯେଉଁ ଢଙ୍ଗରେ ଗାଇଲେ ବି ସୁଣିବାକୁ ବହୁତ ଭଲ ଲାଗୁଛି 🙏 ଜୟ ଜଗନ୍ନାଥ ପପୁ ଭାଇ 🙏
🙏🙏🙏ଏ ମନ ଛୁଆଁ ଗୀତଟି ପପୁ ସାର୍ ଙ୍କ କଣ୍ଠରେ ବହୁତ ମଧୁର ଲାଗୁଛି👉ଜୟ ଜଗନ୍ନାଥ ସ୍ୱାମୀ କି ଜୟ👈🙏🙏🙏
Kantha Khali dekhucha na aau jie aarambha karichi
ଜୀବନ ରେ ପ୍ରଥମ ଥର ପାଇଁ ପପୁ pampam ର କଣ୍ଠ ରୁ ସୁନ୍ଦର ଭଜନ ଟିଏ ଶୁଣିବାକୁ ମିଳିଲା l🙏
ପପୁ ସାର ଆପଣ ଙ୍କ କଣ୍ଠ ରେ ବହୁତ ସୁନ୍ଦର ଲାଗୁଛି 🥰🥰🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🥰🥰🥰💕💕💕💕🥰🥰
Mood Fresh bhajan heichi 🙏ଜୟ ଶ୍ରୀ କ୍ରିଷ୍ଣା 🙏🙏🙏
ଅତି ସୁନ୍ଦର ଭଜନ👌👌 ହୃଦୟ କୁ ଛୁଇଗଲା 🤗🤗👌👍ଯେତେ ଶୁଣିଲେ ବି ନୂଆ ନୂଆ ଲାଗୁଛି ସବୁ ବେଳେ ଶୁଣିବାକୁ ଇଛା ହେଉଛି🙌🙌 ଜୟ ଜଗନ୍ନାଥ ⭕‼️⭕🙏🙏🤗🥰❤️💕❤️🥰
Jai jagannath 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🌷🌷🌷🌷
Radhe radhe papu bhai
Masta heichi🙏🙏🙏
Gita ta seipari jetesunile b nua laguchi...
ପପୁ ତମେ କେବଳ ଭଜନ ଗାଇଲେ ଭଲ ହୁଅନ୍ତା।
ପପୁ ଭାଇଙ୍କ କଣ୍ଠ ରେ ଏ ଭଜନ ଆହୁରି ଭଲ ଲାଗୁଛି।।ଜୟ ଜଗନ୍ନାଥ।।🙏🏻🙏🏻🙏🏻
Are se sena gauchati hele se getara lekha ka kiy.thare taku pachara tu
ଅଶେଷ ଧନ୍ୟବାଦ ଝୁଲରେ ନିତାଇ ଝୁଲ ର ଲେଖକ ମହାଶୟଙ୍କୁ ପ୍ରଣାମ 🙏
ଏମିତି ଲେଖା ଯିଏ ଗାଇଲେ ବି ସମସ୍ତ ଙ୍କ କଣ୍ଠରେ ସୁମଧୁର ଓ ଯେତେ ଶୁଣିଲେ ବି ନୂଆ ଲାଗୁଛି ଖୁବ୍ ସୁନ୍ଦର ହେଇଛି ଜୟ ଜଗନ୍ନାଥ ⭕❗⭕🙏
Kintu se writer nku kouthi naa kouthi anadekhaa karajauchi laguchi.🙏🙏🙏Jay jagannath🙏🙏🙏.
1 day re 1 million view love you PAPU bhai
Bahut sundar outstanding jay jagannath 🙏🙏🙏
ସିଦ୍ଧାର୍ଥ ର କର୍ମକର୍ତ୍ତା ନମିତା ମାଡାମଙ୍କୁ ଏତିକି ଅନୁରୋଧ ଆପଣ ବହୁତ ଥର ଗୀତ କଲେଣି କିନ୍ତୁ ତାଙ୍କ ନାମ ଉଲ୍ଲେଖ କରୁନାହାନ୍ତି ଆମ ଓଡ଼ିଶାବାସୀ ପ୍ରତିଭାକୁ ସମ୍ମାନ କରେ ଆପଣ ବି ଏଥି ପ୍ରତି ଦୃଷ୍ଟି ଦିଅନ୍ତୁ 🙏🙏🙏
Khali nama lekha nahni , kia REAL SINGER seta kuha
@@imaginenature0 m m
ଯାଜପୁରର ନରୋତ୍ତମ ଦାସ ଯିଏ 2008 ରେ ଲେଖିଥିଲେ ୟାକୁ ଛାଡି ସେ ପ୍ରାୟ 1000 ଗୀତ ଲେଖିଛନ୍ତି
First singer kia
@@imaginenature0 ଗୋବିଙ୍ଗ କୁମାର
Dear sarthak production,,i want to say to all members of this Chanel,, actually this voice is batter then to all voices about this song ,, thanks for gave a apportunity to papu sir 🙏🙏🙏 thanks a lot to sarthak and also papau Bhai 🙏
I can
Papu bhai nku opportunity dia jaini....sarthaka tanka face value ku byabahara karuchhi nija channel Ra monetisation pain
Really, Papu bhai, you are a noble artist of plural musical dimensions
Really really very nice 👌👌👌👌👌👌👌👌👌👌👌👌👌👌👌👌👌
Gjwrw❤r😂rty😂ru😢
ରାଧେ ରାଧେ ❤🙏
Papu Bhai Really So Beautiful Voice 😍 ❤ And Mate Khushi Lagila bahout because apana Pura simple look re thile 🥰🥰Jay Jagannath swami 🙏 ♥