Kalijuga Jagannatha Hey Hua Bahara - Part 1 | Narendra Kumar | କଳିଯୁଗ ଜଗନ୍ନାଥ ହେ ହୁଅ ବାହାର |Sidharth

Поделиться
HTML-код
  • Опубликовано: 7 ноя 2024

Комментарии • 2 тыс.

  • @OdiaMasti440
    @OdiaMasti440 7 месяцев назад +4

    ଅଖଣ୍ଡ ସତ୍ୟ ବଚନ ଗୀତ ମାଧ୍ୟମ ରେ ରଚନା କରିଥିବାରୁ ଧନ୍ୟବାଦ sir 😊❤

  • @OdiaMasti440
    @OdiaMasti440 7 месяцев назад +6

    ବହୁତ ସୁନ୍ଦର ❤😊

  • @prabhatkumarnayak5052
    @prabhatkumarnayak5052 Год назад +22

    ଏଇ ଗୀତ ଟି କେବଳ *ଅରୁଣ ମନ୍ତ୍ରୀ* sir ଙ୍କ ହାତ ଲେଖା ପାଇଁ ସମ୍ଭବ ହୋଇପାରିଛି ❤❤ଧନ୍ୟବାଦ୍ arrun sir

    • @skghadei3412
      @skghadei3412 3 месяца назад +2

      ଲେଖା ଲୋକ ବଡ ନୁହେଁ କଣ୍ଠ ଆଗ

  • @pbhanumatireddy272
    @pbhanumatireddy272 Год назад +23

    ଏହି ଗୀତଟି ପାଇଁ ଆପଣଙ୍କୁ କୋଟି କୋଟି ପ୍ରଣାମ। ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @subashmishra5616
    @subashmishra5616 Год назад +41

    ମହାପ୍ରଭୁ ଜଗନ୍ନାଥଙ୍କ ଦିବ୍ୟ ଆଶିଷ ପ୍ରାପ୍ତ ଭଜନ ମନ ଛୁଆଁ ହୃଦୟ ସ୍ପର୍ଷୀ। ଜୟ ଶ୍ରୀକୃଷ୍ଣ ଶରଣ ଜଗନ୍ନାଥ

  • @pramodsenapati2090
    @pramodsenapati2090 Год назад +134

    ସତରେ କେତେ ସୁନ୍ଦର ଥିଲା ସେ ପୁରୁଣା ଦିନ ସନ୍ଧ୍ୟା ହେଇଗଲେ ମନ୍ଦିର ରେ କେତେ ସୁନ୍ଦର ଭାଗବତ ପୁରାଣ ହେଉ ଥିଲା
    ସାଙ୍ଗ ସାଥି ମାନ ଙ୍କ ସହିତ ମିଶିକି କେତେ ଶୀଘ୍ର ଯେ ଦିନ ସରି ଯାଉଥିଲା କିଛି ବି ଜଣା ପଡ଼ୁ ନଥିଲା
    ଏବେ ନା ସାଙ୍ଗ ନା ପୁରାଣ
    ଭବିଷ୍ୟତ ର ଖୁସି ପାଇଁ ଖାଲି ପଇସା ପଛରେ ହିଁ ପାଗଳ😔😔😔😔😔

  • @Sanjayshree5141
    @Sanjayshree5141 Год назад +54

    ସତରେ ବହୁତ ସୁନ୍ଦର ହୋଉଛି ଭଜନଟି ଏବଂ ପ୍ରତିଟି ଶବ୍ଦ ସତ୍ୟ
    ଯେତେ ଶୁଣିଲେ ବି ଆହୁରି ଇଛା ବଢୁଛି ଶୁଣିବା ପାଇଁ
    ଧନ୍ୟବାଦ ସିଦ୍ଧାର୍ଥ ଚାନେଲ ଏମିତି ଗୋଟିଏ ଭଜନ ଭେଟିଦେଇଥିବାର ଏବଂ ନରେନ୍ଦ୍ର ସାର ସତରେ ବହୁତ ସୁନ୍ଦର କଣ୍ଠ
    ଆଉ ବହୁତ ଦିନ ପରେ ଶୁଣିବାକୁ ମିଳିଲା ନରେନ୍ଦ୍ର ସାର ଙ୍କ କଣ୍ଠରୁ ଏମିତି ସୁନ୍ଦର ଭଜନ ଟିଏ
    ଜୟ ଜଗନ୍ନାଥ ⭕️❗️⭕️

  • @tarunkantasethy6244
    @tarunkantasethy6244 Год назад +34

    ଅତି ସୁନ୍ଦର ଭଜନ ଜୟ ଜଗନ୍ନାଥ 🙏

  • @GuruVai-vk1cn
    @GuruVai-vk1cn Год назад +28

    ହେ ମଣିମା, ତୁମ ବିନା ଆଉ ଏ ମିଛ ଦୁନିଆରେ କିଛି ବି ସତ୍ୟ ନୁହଁ 😢 ହେ ପ୍ରଭୁ ଜଗନ୍ନାଥ 😢❤🙏

  • @MadhuEntertainment1247
    @MadhuEntertainment1247 Год назад +45

    ଅତି ସୁନ୍ଦର ଭଜନ ପ୍ରସ୍ତୁତି 👌👌👌
    ଖୁବ ସୁନ୍ଦର ପରିବେଷଣ 🙏🙏🙏
    ଜୟ ଜଗନ୍ନାଥ 🙏🙏🙏

  • @santoshkumarpatra9859
    @santoshkumarpatra9859 Год назад +12

    ହେ ମହାପ୍ରଭୁ 🙏 ସତରେ କଣ ଏ ଯୁଗ ଶେଷ ହେବାକୁ ବଶିଲାଣି 😌

  • @buluodisha4625
    @buluodisha4625 Год назад +29

    ବହୁତ୍ ବଢ଼ିଆ ମନ ଛୁଆଁ ଭଜନ ଓ ସବୁ ସତ କଥା ଘଟୁଛି। ହେ ଜଗନ୍ନାଥ

  • @cuttackaquarium8940
    @cuttackaquarium8940 7 месяцев назад +54

    ସତେ ଯେପରି ଶ୍ରୀ ନରେନ୍ଦ୍ର କୁମାର ମହୋଦୟଙ୍କ ଜନ୍ମ କେବଳ ଭଜନ ପାଇଁ ହୋଇଛି ଧନ୍ୟ ତୁମେ

  • @rakeshchandrarout-sm9ip
    @rakeshchandrarout-sm9ip Год назад +2

    Jay Jagannath Swami Nayan patha glami Bha ba tume

  • @rajrohit45
    @rajrohit45 Год назад +15

    ସତରେ କଣ ଏ କଳି ଯୁଗ ମଣିଷ କେବେ ପରିବର୍ତ୍ତନ ହେବେ? ହେ ପ୍ରଭୂ ସବୁ ତୁମରି ଇଚ୍ଛା 🙏🙏🙏

  • @ArjunuMohantu
    @ArjunuMohantu 10 месяцев назад +12

    ନରେନ୍ଦ୍ର ସାର୍ ଙ୍କୁ ମୋର ହୃଦୟ ରୁ କୋଟି କୋଟି ପ୍ରଣାମ 🛐🛐🛐🙏🙏🙏

  • @jaysrirambulurakhal
    @jaysrirambulurakhal Год назад +9

    ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ 🙏💝💐🌹🌺👌

  • @sarojkumarmahapatra314
    @sarojkumarmahapatra314 Год назад +1

    ଧନ୍ୟବାଦ ସୁନ୍ଦର ଭଜନ ଜୟ ଜଗନ୍ନାଥ

  • @soumyaranjanpatnaik468
    @soumyaranjanpatnaik468 Год назад +1

    ଏତେ ସୁନ୍ଦର ଭଜନ ସୁଣିକି ମୋତେ ବହୁତ୍ ଖୁସି ଲାଗିଲା ଗୀତଟି ବହୁତ୍ ସୁନ୍ଦର୍ ହେଇଛି।କଳିଯୁଗରେ ସତରେ ଏମିତି ହିଁ ଘଟୁଛି।ସତରେ ପ୍ରଭୁ ଜଗତର ନାଥ ଜଗନ୍ନାଥ ତମେ କୋଉଠି ଅଛ ବାହାରିକି ପାପିଙ୍କୁ ସଂହାର କର ପ୍ରଭୁ ବହୁତ୍ ନଷ୍ଟ ଚରିତ୍ରର ଲୋକ ଏହି ଦୁନିଆରେ ଅଛନ୍ତି ପ୍ରଭୁ।ତମେ ଚାହିଁଲେ ହିଁ ଭଗବାନ ସବୁ ଅଘଟଣ କୁ ଆପଣ ଏଡାଇ ପାରିବେ।ଜୟ ଜଗନ୍ନାଥ ପ୍ରଭୁ।🙏

  • @pjcreation7055
    @pjcreation7055 Год назад +16

    ବହୁତ୍ ସୁନ୍ଦର ଭଜନ ଟିଏ ,, ମନ ଛୁଇଁଲା👌👌👌🙏🙏🙏

  • @sudarsanmusic1
    @sudarsanmusic1 Год назад +24

    ଅତି ସୁନ୍ଦର ପ୍ରଭୁ ଙ୍କ ନୀଳା 🙏🏻🙏🏻🙏🏻ଜୟ ଜଗନ୍ନାଥ 🙏🏻🙏🏻

  • @Bapitinaexpress
    @Bapitinaexpress Год назад +17

    ବହୁତ ଭଲ ଲାଗିଲା ନରେନ୍ଦ୍ର ଭାଇ ଭଗବାନ ତୁମର ମଙ୍ଗଳ କରନ୍ତୁ ଜୟ ଜଗନ୍ନାଥ 🙏🙏🙏🙏🙏🙏❤❤❤❤❤

  • @sakuntala3604
    @sakuntala3604 Год назад +1

    ❤ jaha hou bohut Dina pore emiti sunibaku milila.
    Joy jagannatha ❤

  • @LadiMandangi-wr1zk
    @LadiMandangi-wr1zk 20 дней назад +1

    ସୁନ୍ଦର ହୋଇଛି ❤

  • @sankarsahoo8110
    @sankarsahoo8110 Год назад +39

    ଅନ୍ୟାୟ ବହୁତ୍ ହଉଚି ପ୍ରଭୁ ପାପି ଙ୍କୁ କର ସଂଘାର 🙏 ଜୟ ଜଗନ୍ନାଥ 🙏❤️🥰

  • @ranjankumardakua1484
    @ranjankumardakua1484 Год назад +88

    ନରେନ୍ଦ୍ର ସାରଙ୍କୁ ମୋର ଭୂମିଷ୍ଟ ପ୍ରଣାମ 🛐🛐🛐😭😭😭ଏମିତି ସୁନ୍ଦର ଭଜନ ଆହୁରି କରନ୍ତୁ 🙏🙏🙏

  • @manaskumarbehera4477
    @manaskumarbehera4477 Год назад +14

    ଅତ୍ୟନ୍ତ ହୃଦୟ ସ୍ପର୍ଶୀ ଗୀତ ଟିଏ😊😊😊

  • @tapanpal3212
    @tapanpal3212 Год назад +26

    ଧନ୍ୟବାଦ ନରେନ୍ଦ୍ର ସାର,,, ଜଗନ୍ନାଥ ଆପଣ ଙ୍କର ମଙ୍ଗଳ କରନ୍ତୁ 🙏🙏🙏❤

  • @Djblogdevraaj1590
    @Djblogdevraaj1590 Год назад +25

    ବହୁତ ଦିନ ହେଲାନି ସାର୍ ଙ୍କ ଗୀତ ଶୁଣି ନଥିଲି ଆଜି ଶୁଣିକି ମୋ ଜୀବନ ଧନ୍ୟ ହେଇଗଲା.....

  • @Magicboydugu
    @Magicboydugu Год назад +38

    ବହୁତ ସୁନ୍ଦର ହୃଦଯଷ୍ପର୍ଶୀ ଭଜନଟିଏ🙏❤🙏

  • @etishreesethy5047
    @etishreesethy5047 Год назад +28

    ଏ କଳିଯୁଗ କେବେ ସରିବ ପ୍ରଭୁ ⭕‼️⭕🙏 ଜୟ ଜଗନ୍ନାଥ ସ୍ଵାମୀ🙏

  • @binmayamallik
    @binmayamallik Год назад +12

    Really Heart touching song,
    Thank you so much Narendra Sir

  • @TrilochanNaik-dq5uh
    @TrilochanNaik-dq5uh Год назад +2

    Jai jagnnath

  • @dilipkumarswain9144
    @dilipkumarswain9144 Год назад +2

    Jay jagannath

  • @kasturibhuyan1778
    @kasturibhuyan1778 Год назад +23

    ଅତି ସୁନ୍ଦର ଭାବେ ଗାଇଚନ୍ତି ଧନ୍ଯ ବାଦ
    ଜୟ ଜଗନ୍ନାଥ,

  • @tarinidigitaltv7130
    @tarinidigitaltv7130 Год назад +131

    କଳିଯୁଗର ଘଟଣାଙ୍କୁ ନେଇ ଭଲ ହୋଇଛି ଅତି ଚମତ୍କାର ଗୀତ ହୋଇଛି ପୂରା ସତ୍ୟ ଘଟଣା ଜୟ ଜଗନ୍ନାଥ

  • @Khantichandabalia
    @Khantichandabalia 3 месяца назад +1

    ହେ ଜଗନ୍ନାଥ ତମେ ହିଁ ସାହା, ମୋତେ ଏ ମିଛ ଦୁନିଆ ରୁ ଶୀଘ୍ର ପାର କର ପ୍ରଭୁ 🙇‍♂️🥺🚩🙏

  • @jr.ganesh9357
    @jr.ganesh9357 Год назад +51

    ହରେ କୃଷ୍ଣ ହରେ କୃଷ୍ଣ ,କୃଷ୍ଣ କୃଷ୍ଣ ହରେ ହରେ,
    ହରେ ରାମ ହରେ ରାମ , ରାମ ରାମ ହରେ ହରେ ।

    • @Pratapkumarmaharana2518
      @Pratapkumarmaharana2518 Год назад +1

      କୃଷ୍ଣ କୃଷ୍ଣ ଙ୍କୁ କୃଷ୍ଣl କୃଷ୍ଣl ଲେଖିଛନ୍ତି ଆଜ୍ଞା

    • @kamalakantabehera1496
      @kamalakantabehera1496 Год назад +1

      @@Pratapkumarmaharana2518 by

  • @santoshyoutube1995
    @santoshyoutube1995 Месяц назад +3

    Bhai Gajaba video 👌🙏😢

  • @SantoshSahu-pz8ou
    @SantoshSahu-pz8ou Год назад +13

    Om namah shivaya 🕉️🏵️🌺🌷🙏🙏
    Jai shree laxmi narayan namah 🕉️🏵️🌺🌷🙏🙏
    Jai jagannath Swami ji 🕉️🏵️🌺🌷🙏🙏

  • @ajayparida1667
    @ajayparida1667 Год назад +1

    Jay jagannath 🚩
    Kete Dina pare gote badhia Gita
    Sunibaku paili so nice 👍

  • @onlineodisha6994
    @onlineodisha6994 Год назад

    Ohhhhh.......heart rendering bhajan.......ନରେନ୍ଦ୍ର କୁମାର outstanding......

  • @bikramnayak6854
    @bikramnayak6854 Год назад +11

    Sir ଏ ବର୍ଷର blockbuster song

  • @umakantachoudhury4537
    @umakantachoudhury4537 Год назад +27

    କଳି ଶେଷରେ ସମାଜର ଦୟନୀୟ ଅବସ୍ଥା କୁ ନେଇ ଅତି ସୁନ୍ଦର ଭଜନ. 🙏🙏🙏🙏🙏🙏🙏ଜୟ ଜଗନ୍ନାଥ

  • @subhamkhilar1293
    @subhamkhilar1293 Год назад +23

    ବହୁତ ଭଲ ଲାଗିଲା ଆଜ୍ଞା

  • @Mr_Santosh5307
    @Mr_Santosh5307 Год назад +1

    ଗୀତ ଶୁଣିଲା ଭିତରେ ନିଜେ ଗୀତ ଭିତରେ ପଶି ଯାଉଚି ଆଉ ଭାବୁଚି ଏତେ କଣ ଲୋକ ଖରାପ ହେଇ ଗଲେଣି

  • @AMITKUMARSAHU-t5i
    @AMITKUMARSAHU-t5i Год назад +12

    ବହୁତ ସୁନ୍ଦର ସାର..... ସତ୍ୟ କଥା କୁ ଗୀତ ମାଧ୍ୟମରେ ଜୀବନ୍ତ ଭାବରେ ରଚନା କରିଛନ୍ତି... ଉପସ୍ଥାପନା ଅତି ଉଚ୍ଚ କୋଟିର

  • @priyattamamahalik690
    @priyattamamahalik690 Год назад +44

    ଯେତେ ଶୁଣିଲେ ବି ଆହୁରି ଶୁଣିବାକୁ ଇଛା ହେଉଛି 🙏
    ଜୟ ଜଗନ୍ନାଥ 😭🙏🙏🙏

  • @jagannathmohanty2745
    @jagannathmohanty2745 Год назад +18

    ହୃଦୟ ସସ୍ପର୍ଶୀ ଗୀତ ଜୟ ଜଗନ୍ନାଥ 🙏🙏🙏🙏

  • @tularampradhani2633
    @tularampradhani2633 Год назад +127

    ବହୁତ୍ ଭଲ ଲାଗିଲା ଭାଇ , ତୁମ ଗୀତ ଗୁଡାକ ହୃଦୟ କିଣିନିହେ ଏମିତି ଗୀତ ରଚନା ପାଇଁ ବହୁତ୍ ଧନ୍ୟବାଦ 🙏🙏🙏🙏💯

  • @laxmanbadatiya6035
    @laxmanbadatiya6035 Год назад +9

    ନରେନ୍ଦ୍ର Sir ଆପଣକୁ କୋଟି କୋଟି ପ୍ରଣାମ.. ପିଲା ବେଳୁ ଆପଣଙ୍କର ଗୀତ ଶୁଣି ଆସୁଛି ଆପଣଙ୍କର ପ୍ରତକ୍ୟ ଗୀତ ହୃଦ୍ୟୟସ୍ପର୍ଶି ❤❤ A ଗୀତ ଟ ସବୁ ଠୁ ଅନ୍ୟ ତମ

  • @rajendra9773
    @rajendra9773 Год назад +23

    କଳିଯୁଗ ଘଟଣାକୁ ନେଇ ଅତି ସୁନ୍ଦର ରଚନାତ୍ମକ ଗୀତଟି l ନରେନ୍ଦ୍ର କୁମାର ଙ୍କ କଣ୍ଠରେ ଏ ଗୀତ ଟି ଶୁଣିବାକୁ ବହୁତ ଭଲ ଲାଗୁଛି l

  • @itsforu6077
    @itsforu6077 Год назад +8

    ଜୟ ଜୟ ଜୟ ଜଗନ୍ନାଥ 🙏🙏🙏🙏.. ଗୀତଟି ଏକ ଶିକ୍ଷା ଦେବା ସହିତ ହୃଦୟକୁ ଆନ୍ଦୋଳିତ କରିଦେଉଛି.... ଲୋମ ଟାଙ୍କୁରୀ ଉଠୁଛି.. ଅପୂର୍ଵ ଶାନ୍ତି ମିଳୁଛି 😭😭😭😭🙏🙏🙏🙏🙏🙏🙏ନରେନ୍ଦ୍ର ଆଜ୍ଞା ଆପଣଂକୁ କୋଟି କୋଟି ପ୍ରଣାମ 🙏🙏🙏🙏🙏

  • @gyanaranjansahoo8539
    @gyanaranjansahoo8539 Год назад +13

    ଜୟ ଜଗନ୍ନାଥ 🙏🙏🙏🙏🙏

  • @santoshidandia880
    @santoshidandia880 Год назад

    Kaliyuga ra Bela sari aasilani🙏🙏🙏⭕‼️⭕

  • @MrMuduli-sd6fg
    @MrMuduli-sd6fg Год назад +1

    ବହୁତ ସୁନ୍ଦର ଭଜନ। ସବୁ ସତ ସତ କଥା sir ।

  • @farangdigitalnataknatak
    @farangdigitalnataknatak Год назад +9

    ମୁଁ ଏହି ଗୀତ ଶୁଣି ଲୁହ ଶୁଖୁନାହିଁ,ବହୁତ ସୁନ୍ଦର ଗୀତ, ହୃଦୟ କୁ touch କରୁଛି

  • @srikrushnamallick129
    @srikrushnamallick129 Год назад +8

    Really Heart touching .....

  • @rajaswain3817
    @rajaswain3817 Год назад +119

    ଅତି ସୁନ୍ଦର ଗୀତଟି ମନକୁ ଛୁଇଲା ଜୟ ଜଗନ୍ନାଥ 🙏🙏🙏🙏🙏🙏

  • @PurnimaParida-eh9nx
    @PurnimaParida-eh9nx Год назад +1

    Sir jaya jaganaha

  • @Dharmadharmpappunya
    @Dharmadharmpappunya 9 месяцев назад +3

    ଏହି ଗୀତରେ ଟିକେ ବି ମିଥ୍ୟା ନାହିଁ ନିରାଟ ସତ୍ୟ ❤ହେଲେ ବାପା ମା'ଙ୍କ ଠାରୁ ପୁଅ ବୋହୁ ଦୁରେଇ ରହୁଛନ୍ତି କିଛି ବାପା ମା'ଙ୍କ ଅବ ଗୁଣରୁ ମୁ ନିଯେ ଅଙ୍ଗେ ନିଭାଉଛି 😢ଆଉସବୁ 💯👍

  • @jumuraproduction5117
    @jumuraproduction5117 Год назад +18

    ଏତେଦିନ ପରେ ଗୋଟିଏ ଭଲ ଗିତ ଶୁଣିବାକୁ ମିଳିଳା ଗିତ ବହୁତ ଭଲ ଲାଗିଲା

  • @manoranjanmullick3487
    @manoranjanmullick3487 Год назад +1

    💚❤️💛 ଜୟ ଜଗନ୍ନାଥ 🙏🙏🙏

  • @sanjeebdora6158
    @sanjeebdora6158 Год назад +14

    Bahut sundar rachana ଆହୁରି ଲମ୍ବା ହୋଇଥିଲେ ଭଲ ହୋଇ ଥାଆନ୍ତା

  • @cutekajal123
    @cutekajal123 5 месяцев назад +72

    ଏହି ଗୀତ ଟି ସମାଜକୁ ଗୋଟେ ବାର୍ତ୍ତା ସଚେତନ ପାଇଁ କି

    • @Bijaya-d8h
      @Bijaya-d8h 4 месяца назад +7

      ତୁମେ ଜାହା ବୁଝିଲ ତାହା ସତ ସୁଭ ରାତ୍ରି

    • @Rkgamer06302
      @Rkgamer06302 4 месяца назад +3

      ହିଁ ଭଉଣୀ

    • @himansusekhardas9749
      @himansusekhardas9749 3 месяца назад

      ​@@Bijaya-d8hନିର୍ଭୁଲ ଆଞ୍ଚଳିକ ଭାଷା ଲେଖିବାର ଆସୁନି ତମେ କି ମଣିଷ ?

    • @himansusekhardas9749
      @himansusekhardas9749 3 месяца назад

      ​@@Rkgamer06302ଉଚ୍ଚ ହେବା ପାଇଁ କର ଯେବେ ଆଶା
      ଉଚ୍ଚ କର ଆଗ ନିଜ ମାତୃଭାଷା ।

    • @jinupintucomedy9209
      @jinupintucomedy9209 3 месяца назад +2

      apna bujhiparileki

  • @ParidaGamer
    @ParidaGamer Год назад +1

    Kalijuga sariba purbaru prabhu utheinia mate 😢

  • @manojparida2082
    @manojparida2082 Год назад +5

    Jaha ghatuchi ajira samaya re atyanta hrudayasparsi Jai jagannath Prabhu 🙏🙏🙏

  • @sajinsahu8814
    @sajinsahu8814 Год назад +32

    ଆମ ସମାଜରେ ଘଟୁ ଥିବା ନୀତି ଦନିଆ ଘଟଣା ଗୀତ ଟି ବହୁତ ହୃଦୟ ସ୍ପରଛି ନମସ୍କାର ନରେନ୍ଦ୍ର କୁମାର ❤️❤️🙏

  • @banitabiswal525
    @banitabiswal525 Год назад +4

    ଅତି ସୁନ୍ଦର ହୋଇଛି ଗୀତ ର ଶବ୍ଦ ଗୁଡ଼ିକ 👍👍👍🙏🙏 ଜୟ ଜଗନ୍ନାଥ

  • @BhagabanJena-i9m
    @BhagabanJena-i9m Год назад +2

    Jay jagantha❤❤❤😂😂

  • @prasantanaik6085
    @prasantanaik6085 Год назад +45

    ଅତି ସୁନ୍ଦର ଭାବରେ ଗୀତ ଗାଇ ବୁଝାଇଲେ ମନ ମୋର ବିଭୋର ହୋଇଗଲା ମୁଁ ତାଙ୍କୁ କୋଟି କୋଟି ପ୍ରଣାମ 🙏🙏🙏ଜୟ ଜଗନ୍ନାଥ 🙏🙏🙏

  • @rakeshkhilar5050
    @rakeshkhilar5050 Год назад +50

    Narendra sir is a unique singer.....salute sir

  • @Mrblackheart-z4n
    @Mrblackheart-z4n 10 месяцев назад +4

    It is well written about the events of kaliyug . It is a very wonderful song, The whole story is jay Jagannath 🙏🏻🚩

  • @AmitJena-h9d
    @AmitJena-h9d 2 месяца назад +1

    Rudra,ହେ ମଣିମା ପାପୀଙ୍କ ବିନାଶ କର ଗର୍ବ ଗାରିମା। ନରେନ୍ଦ୍ର କୁମାରଙ୍କୁ ମୋର ପ୍ରଣାମ ଏଭଳି ସୁନ୍ଦର ଭଜନ ଗାଇଥିବାରୁ ଜଗନ୍ନାଥ ଆପଣଙ୍କୁ ଅଶେଷ କୃପା କରନ୍ତୁ।ଜୟ ଜଗନ୍ନାଥ 🙏🙏⭕‼️⭕🛐🛐🛐

  • @prabinakumarsahoo7513
    @prabinakumarsahoo7513 Год назад +3

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ମହାବାହୁ 🙏🙏🙏

  • @ranjitpadhihary9937
    @ranjitpadhihary9937 Год назад +14

    Song is beautiful singer Narendra sir tone very nice I am impressed this song Jay Jagannath 🙏

  • @guddu6002
    @guddu6002 Год назад +30

    King 👑 always king, sir apanka voice, my favorite

  • @sasmitasamal8849
    @sasmitasamal8849 Год назад +1

    Jay Jagannath Swami

  • @sunilmalik1222
    @sunilmalik1222 Год назад +1

    ⭕❗⭕ Jay Jagannath

  • @dbiki
    @dbiki Год назад +12

    ଅରୁଣ ମନ୍ତ୍ରୀ ସାରଙ୍କ ଲେଖା ନରେନ୍ଦ୍ର କୁମାରଙ୍କ ସ୍ଵର
    ସୁନ୍ଦର ଅତି ସୁନ୍ଦର

  • @ranjankhadiratna1167
    @ranjankhadiratna1167 10 месяцев назад +3

    I am proud to be odia
    This song is very much charmful
    Salute to all members whose are making this fabulous song

  • @pramodkumarrout7641
    @pramodkumarrout7641 Год назад +12

    Thank you Narendra Kumar. You are a outstanding singer.

  • @Harakachim6147
    @Harakachim6147 Год назад +1

    ବହୁତ ସୁଦର ଗୀତ ଗାଇେଲ ନରେନ୍ଦ୍ର କୁମାର Jai Jagannatha ବହୁତ ଭଲ ଲାଗିଲା

  • @FUNNY.YT1041
    @FUNNY.YT1041 Год назад +5

    ଜୟ ଜୟ ଜଗନ୍ନାଥ ସ୍ବାମୀ ତାଙ୍କ ଚରଣ ତଳେ କୋଟି ନମସ୍କାର 🙏🙏🙏

  • @raghunarhkarjee947
    @raghunarhkarjee947 Год назад +31

    ଅନ୍ୟାୟ ଅତ୍ୟାଚାର ବଢିଲେ ଭଗବାନ ନିଶ୍ଚୟ ଅବତାର ନିୟନ୍ତି !ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏🚩🚩🚩🚩🚩🚩

  • @bijaymishra6797
    @bijaymishra6797 Год назад +11

    Beautiful very Very nice beautiful voice best lyrics best music thanks from RUKMINI PRODUCTION BijayaKumarMishra GITIKARA puri jai jagannath jai 🙏

  • @KhanuKhanu-z4y
    @KhanuKhanu-z4y 11 месяцев назад +1

    Atma trupti heigala❤

  • @satyabratajena8660
    @satyabratajena8660 Год назад +6

    Bahut sundara bhabare lekhichanti🙏🙏🙏🙏🙏🙏🙏 voice ta mind blowing. Pura satya ghatna . Jai Jagannath 🙏

  • @ranjitbhue4631
    @ranjitbhue4631 Год назад +15

    All time my favourite song thank you sir 🙏🙏🙏 Jay Jagannath

  • @BikashFamilyVlogs-xv4nz
    @BikashFamilyVlogs-xv4nz 5 месяцев назад +1

    ଜୟ ଜଗନ୍ନାଥ,,, ପ୍ରଭୁ ଖମା କର,,,😢😢😢

  • @SanjayKumar-jz2pg
    @SanjayKumar-jz2pg 4 месяца назад +1

    ଆଜି ର ଏ ସମାଜ ପାଇଁ ଏହା ଏକ ତତ୍ଵମୂଳକ ଭଜନ ଏବଂ ସମସ୍ତଙ୍କ ପାଇଁ ପ୍ରେରଣା ଦାୟକ। ବହୁତ ବଢ଼ିଆ ଧନ୍ୟବାଦ୍।

  • @maheswarsahoo2235
    @maheswarsahoo2235 Год назад +5

    ପୁଣି ଏକ ସୁନ୍ଦର ଗୀତ ଦେଇଥିବାରୁ ଆପଣ ଙ୍କୁ ଅନେକ ଅନେକ ଧନ୍ୟବାଦ,, କୁମାର ସାର,

  • @rabindrakumarswain2487
    @rabindrakumarswain2487 Год назад +3

    ସତ୍ୟ ସତ୍ୟ ହେ ଧର୍ମାତ୍ମ ଧର୍ମ ର ହେଉ ଜୟ ଶ୍ରୀ ରାମ ଗୋମାତା ରକ୍ଷା ହେଉ ନିରୀହ ଶାକାହାରୀ ଜୀବନ ରକ୍ଷା ହେଉ ଆଜି ର ନାରୀ ଧର୍ମ କୁ ଫେରି ଆସନ୍ତୁ ରାମ 🙏🙏🙏

  • @rkpihu_odia
    @rkpihu_odia Год назад +11

    ନରେନ୍ଦ୍ର କୁମାର ମହୋଦୟ ଓ ଏହି ଗୀତ ଲେଖିଥିବା ମହୋଦୟ , ମିଉଜିକ ,ସ୍ଵର ସଂଯୋଜନା କରିଥିବା ଗୁରୁଜନ ମାନଙ୍କୁ କୋଟି ପ୍ରଣାମ । ପ୍ରଭୁ ଜଗନ୍ନାଥ ଆପଣ ମାନଙ୍କୁ ସଦା ଦୀର୍ଘାଉ ଓ ସୁସ୍ଥ ରଖନ୍ତୁ । ମୋର ପ୍ରଭୁ ଜଗନ୍ନାଥଙ୍କ ପାଖରେ ଏତିକି ପ୍ରାଥନା ।

  • @Khamania02
    @Khamania02 Год назад

    ଖୁବ୍ ସୁନ୍ଦର ଗୀତ ଓ କଣ୍ଠ 👌🙌

  • @pratapmohanty8647
    @pratapmohanty8647 Год назад +41

    This type of songs are very needed now a days....Thank you so much to all of you ❤️

  • @jitu1991
    @jitu1991 10 месяцев назад +6

    This song describes bitter truth of this society...Jay Jagannath 🙏🙏🙏 Jay Shree Mahakal

  • @shaktikantadas4848
    @shaktikantadas4848 Год назад +7

    Really heart touching!Jay jagannath

  • @JAGANNATHBABAJIi-uo6xq
    @JAGANNATHBABAJIi-uo6xq Год назад +1

    ଜୟ ଜଗନ୍ନାଥ 🌹🙏
    ଜୟ ଜୟ ଜଗନ୍ନାଥ 🌹🙏
    ଜୟ ଶ୍ରୀ ଜଗନ୍ନାଥ 🌹🙏

  • @RewatyNahakNahak
    @RewatyNahakNahak Год назад +1

    Bahuta sundar hoichi Bhajan ti 🙏🥰🙏ejuga ku dekhi bhajan ti houchi🥰🙏