Это видео недоступно.
Сожалеем об этом.

ବିଶ୍ୱନାଥଙ୍କ ବଡ଼ ବୟାନ, ଭିତରେ ଥିଲା... |Srimandir Ratna Bhandar News | Ratna Bhandar Rahasya N18V

Поделиться
HTML-код
  • Опубликовано: 13 июл 2024
  • ବିଶ୍ୱନାଥଙ୍କ ବଡ଼ ବୟାନ, ଭିତରେ ଥିଲା... |Srimandir Ratna Bhandar News | Ratna Bhandar Rahasya N18VJagannath Temple Mystery: 46 साल बाद खुलेगा भगवान जगन्नाथ का रत्न भंडार|Ratna Bhandar Reopening
    LIVE : తెరుచుకోనున్న పూరీ జగన్నాథుడి రత్న భాండాగారం | Puri Temple Ratna Bhandar to Open Today
    LIVE : আজ Srimandir Ratnabhandar খুলবে । Puri র মন্দিরের রত্নভাণ্ডার to be Open Today । News
    Bhubaneswar: Odisha Law Minister Prithviraj Harichandan said that a permanent chief administrator of Shree Jagannath Temple Administration (SJTA) will be appointed soon and the process has already started.
    "This is one of the main issues in the first 100-day agenda of the government. Though no administrative irregularity has been observed, there is a need for a permanent chief administrator. Odisha government will take a decision in this regard soon," said Harichandan.
    #tunnel #mystery #rathayatra #lawminister #pruthirajharichandan #ratnabhandar #purijagannathtemple #purinews #asi #jagannathtemple
    #puriratnabhandar #srimandirratnabhandar #ratnabhandar #ratnabhandaropening #puri #jagannathmandir #jagannathtemple #ratnabhandarissue #news18odia #OdiaNews #ଆଜିରନ୍ୟୁଜ #OdiaSamachar #odishanews #oriyanews
    Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens.
    News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
    Download our News18 Mobile App - onelink.to/des...
    Please visit our website bit.ly/2YaikeJ for the latest opinions and detailed news coverage.
    Follow us on
    Facebook: / news18odia
    Twitter: ne...
    Website: bit.ly/2YaikeJ
    Subscribe to our channel to get the latest news and updates tinyurl.com/y4...

Комментарии • 236

  • @lifeofpk4412
    @lifeofpk4412 Месяц назад +24

    ମହାପ୍ରଭୁଙ୍କ ଅନୁମତି ନେଲେ ,ଲୋକନାଥଙ୍କ ଆଜ୍ଞାମାଳ ନେଲେ , ମହାପ୍ରଭୁଙ୍କ ଇଛାନୁସାରେ ଆପଣ ମାନେ ଭିତରକୁ ଯାଇ ସୁରକ୍ଷିତ ଆସିଲେ । ବାହାରକୁ ଆସି ମଣିଷ ପକୃତି ଦେଖେଇ ଦେଲେ ଯେ ସେଗୁଡା ସବୁ ଗପ । ବା ଧନ୍ୟ ତୁମ ଭକ୍ତି ଭାବ କୁ । ଜଗାରେ ତୁ ହିଁ ଭରଷା ତୋ ଇଚ୍ଛାରେ ପତ୍ର ପା ହେଲେନି, ଏ ଛାର ମଣିଷ କଣ । ସାର ଗୋଟେ କଥା ସ୍ପଷ୍ଟ କଲେ ଯେ ସେ ଚାବି ରେ ତାଲା ଖୋଲିବନି ବୋଲି ସାର ଅନୁଭବ କଲେ ତାହାଲେ ନିର୍ଦ୍ଧିଷ୍ଟ ଚାବି ଗଲା କୁଆଡେ ।

    • @sky5215
      @sky5215 Месяц назад +7

      ହାଇଓ ବାବୁ,ସେ କଣ ମଣିଷ ପ୍ରକୁତି ଦେଖେଇଦେଲେ ? ଯାହା ଦେଖିଲେ ତାହା ଆସି କହିଲେ ତମେ ଯଦି ଦେଖିଚ କହୁନ ଟିକେ ଶୁଣିବେ ସମସ୍ତେ।ତମେ ଜଗନ୍ନାଥ ପ୍ରେମୀ ନା ଗପ ପ୍ରେମୀ ଟିକେ କହିବା ହେବେ କି
      ଲୋକ ଙ୍କୁ ଭୟଭୀତ କରି ସତ କୁ ଦବେଇ ଦେବା ପାଇଁ ଚାହୁଁଛ ବୋଧେ

    • @allaboutworld.....3983
      @allaboutworld.....3983 Месяц назад

      Are babu sabu sata kahiba thik nuha public re

    • @nibeditabal5800
      @nibeditabal5800 Месяц назад

      😊

    • @rashmibijaykumarmishra5543
      @rashmibijaykumarmishra5543 Месяц назад

      True

    • @milimohanty7232
      @milimohanty7232 Месяц назад

      Right

  • @sagarsahoo5874
    @sagarsahoo5874 Месяц назад +20

    ଚାବି କୋଉଠି ଥିଲା ଆଗ କହ, ଚାବି କାହା ପାଖେ ଥିଲା, କୋଉଠୁ ଆଣିଲ।

    • @supriyakumarmishra9177
      @supriyakumarmishra9177 Месяц назад +1

      Nai, apanankara dekhiba darkaar nahi, seta deba sampati.

    • @AshutoshKar-qp1jd
      @AshutoshKar-qp1jd Месяц назад +3

      Abe murkha se chabi re ba kholilani, asali chabi pandu nei paleichi

    • @sagarsahoo5874
      @sagarsahoo5874 Месяц назад

      @@supriyakumarmishra9177 Tame kn sabu dari gehi chaiti, dekhiba

  • @MTlifesoro
    @MTlifesoro 29 дней назад +1

    ଠିକ୍ କହିଛନ୍ତି ଆପଣ , ଯଦି ଚାବି ସବୁ ଆସିଥିଲା, ତେବେ ଭିତର ଘରର ଚାବି କୁଆଡ଼େ ଗଲା, ଏ ବିଷୟରେ କହିଲେନି।

  • @user-by2ri4it3r
    @user-by2ri4it3r Месяц назад +3

    ମୋତେ ଲାଗୁଛି ଏମାନେ କିଛି ଵୀ କରିନାହାନ୍ତି ଭିତରେ 3.4 ଘଣ୍ଟା ବସି ବସି ବାହାରେ ଆସି ସବୁ ମିଛ କଥା କହୁଛନ୍ତି..

  • @Sambalpurgobind
    @Sambalpurgobind Месяц назад +19

    ମହାପ୍ରଭୁ ଚଳନ୍ତି ଠାକୁର , ... ସେ ହିଁ ଶ୍ରୀ ମନ୍ଦିରର ସର୍ବାଧିକାରୀ , ମାଲିକ କହିଲେ ଅତ୍ୟୁକ୍ତି ହେବ ନାହିଁ । ମାତ୍ର ସେ ଯେତେବେଳେ ମାଉସୀ ଘର କୁ ଯାଇଛନ୍ତି, ତାଙ୍କ ଅନୁପସ୍ଥତିରେ ତାଙ୍କର ନିଜର ଘର ତାଲା ଭାଙ୍ଗି ଅଳଙ୍କାର ଦେଖିବା ଯୁକ୍ତିଯୁକ୍ତ ଲାଗିଲା ନାହିଁ 🥺

    • @supremesports7404
      @supremesports7404 Месяц назад +1

      Malika nathi le kn hela
      Malikani achanti
      Maa laxmi

    • @rashmibijaykumarmishra5543
      @rashmibijaykumarmishra5543 Месяц назад +1

      His Good Lady Maa Lakshmi Ji is there . His sister Maa Bimla is there .
      When our husbands are not at home don't we allow our support staff to our house ?

  • @minaketan5562
    @minaketan5562 21 день назад

    ଏବେ ବିଜେପି ସରକାର ଓଡ଼ିଶା ପ୍ରଭୁ ଜଗନ୍ନାଥ ଙ୍କ ମନ୍ଦିର ରତ୍ନ ଭଣ୍ଡାର ସୁନା ଅଳଙ୍କାର ଲୁଟ୍ କରିବେ ଚୋର ସରକାର ତା ପରେ ଆନ୍ଧ୍ର ପ୍ରଦେଶ ର ତିରୁପତି ମନ୍ଦିର ର ରତ୍ନ ଭଣ୍ଡାର ଉପରେ ନଜର କରିଛି ବିଜେପି ସରକାର । କେଦାର ନାଥ ମନ୍ଦିର ସୁନା ଚୋରି କରିଛି ବିଜେପି ସରକାର ଆଉ ରାମ ରାଜ୍ୟ ର ରାମ ମନ୍ଦିର ରତ୍ନ ଭଣ୍ଡାର ବି ଲୁଟ୍ ହେଇଛି । ଏଇ ମାନଙ୍କ କଥାରେ କିଛି ତାଳ ମେଳ କିଛି ନାହିଁ ।

  • @bibhuprasaddas75
    @bibhuprasaddas75 Месяц назад +19

    କହୁ କହୁ କହିଦେଲେ ବହୁତ କଥା ଆହୁରି ବହୁତ କଥା କହିଲେନି ବି

  • @arunachandrarath639
    @arunachandrarath639 Месяц назад +44

    ମୁ ଜଣେ ଓଡ଼ିଆ ହିସାବ ରେ କହିବି. ଏ ସବୁ ଜୋ ହେଲା ବିନା ଭଗବାନ ରେ ସେଇଟା ଠିକ ନୁହଁ.
    ଯେହେତୁ ଭଗବାନ ବର୍ତ୍ତମାନ ମନ୍ଦିର ରେ ନାହାନ୍ତି.
    ବିଲମ୍ବ ତ ହେଲାଣି ଆଉ ୧୦ଦିନ୍ ବିଲମ୍ବ ହୋଇଥିଲେ କଣ ଭାସି ଯିବ କି.
    ଏ ମୋର ନିଜସ୍ୱ ମତ

    • @sagarkumarpal
      @sagarkumarpal Месяц назад +1

      Mate b seya laguchi,thik katha 🙋🙋👍👍

    • @pareshkhuntia1
      @pareshkhuntia1 Месяц назад +1

      Right

    • @pareshkhuntia1
      @pareshkhuntia1 Месяц назад +1

      BJP ର ଆଉ କିଛି କାମ ନାହିଁ ତ। ଆଉ କଣ କରିବେ। 10 ଦିନ ପରେ କଣ ଅସୁବିଧା ହେଲା

    • @pratyushmohanty542
      @pratyushmohanty542 Месяц назад +1

      କାଇଁ ଅପେକ୍ଷା ହବ??? ଭଗବାନ୍ ନାହାନ୍ତି କଣ ki logic ଏସବୁ..

    • @jaminsahoo3124
      @jaminsahoo3124 Месяц назад +1

      Malikani ta maa Laxmi......asubida kn.....? Jaha hela Prabhu nka echa ....Tame logical reason dia

  • @biswakesh07
    @biswakesh07 Месяц назад +6

    Only a true devotee can explain like this,🙏

  • @pabitrapradhan8060
    @pabitrapradhan8060 Месяц назад +20

    Jay Jagannath 🙏🙏🙏

  • @ashokkumarmoharana7946
    @ashokkumarmoharana7946 28 дней назад

    ଏପରି ଅନ୍ଧବିଶ୍ୱାସୀ କିପରି ଏତେବଡ ପଦବୀ ରେ ଥିଲେ ! ନା ଲୋକମାନଙ୍କୁ ଆସ୍ଥା / ଠାକୁରଙ୍କ ନାମରେ ଭଣ୍ଡେଇ ଯୁଗ ଯୁଗକୁ ଠକିବାର ଜୋଯନା ? ରତ୍ନ ଭଣ୍ଡାର 1905 23 February ରେ ଖୋଲାଯାଇ ସମ୍ପୂର୍ଣ୍ଣ ଗଣତି ହୋଇଥିଲା । ଏପରି ଭଣ୍ଡାମୀ ହୋଇନଥିଲା । ଭଣ୍ଡାମୀ ଛାଡ ।

  • @bijayakumarpanda7902
    @bijayakumarpanda7902 Месяц назад +8

    ଭିତର ଭଣ୍ଡାର ର ଦୁଇଟା ତାଲା ର ସିଲ କିଏ ଭାଙ୍ଗିଥିଲା?
    ଚାବି କୁଆଡେ ଗଲା?
    ତଦନ୍ତ ହେଉ।

    • @Jswain-en4sr
      @Jswain-en4sr Месяц назад +1

      Multiple tala re seal hueni. Gote re seal hue.

    • @tapandalal201
      @tapandalal201 Месяц назад +1

      Half knowledge is really dangerous 💀

    • @Jswain-en4sr
      @Jswain-en4sr 29 дней назад

      @@tapandalal201 ryt

  • @nabaghanasahoo8964
    @nabaghanasahoo8964 Месяц назад +2

    ଉପଯୁକ୍ତ ଚାବି ନୁହେଁ ! 2 ଟି ତାଲା Unsealed ଥିଲା...ହଉ ଠାକୁରଙ୍କ ଇଛା ଆଉ କଣ ଅଛି ଦେଖାଯାଉ।

  • @RakeshKumar-cf3xr
    @RakeshKumar-cf3xr Месяц назад +10

    ଆଗରୁ କଣ ଜାଣିନଥିଲେ ବାହୁଡା଼ ଯାତ୍ରା ଅଛି ବୋଲି ସବୁ ଦେଖାଣିଆ ଯାହା ଦେଖିଛ degitally ସାର୍ବଜନୀନ କର

    • @pratyushmohanty542
      @pratyushmohanty542 Месяц назад +3

      କଣ ପାଇଁ??? ସାର୍ବଜନୀନ ହେବ....masjid madrasa ra property public ku ଜାଣୁଛନ୍ତି?? ଆମେ କାଇଁ ଏମିତି କରିବା??? କଣ problem ହେଲା ଆରମ୍ଭ ତ ହେଇଚି...navin babu ତ ତାଲା ଭାଙ୍ଗି ପାରିଲେନି...oukat less loka ta..

  • @_tiranjit_97
    @_tiranjit_97 Месяц назад +8

    ଆମ sir 5 hours ରହିଲା ପରେ ବି କେତୋଟି ସିନ୍ଦୁକ ଆଉ ଆଲମିରା ଗଣି ପାରିଲେନି

  • @MTlifesoro
    @MTlifesoro 29 дней назад

    ତାଲା କେମିତି onseal ହେଲା। ସେଇଟା କାହିଁକି ଜାଣିବାକୁ ଚାହିଁଲେ ନାହିଁ।

  • @lionsdebasismohanty2095
    @lionsdebasismohanty2095 Месяц назад +4

    Moribo Sobu, khorap time asigola. Tomo ghore kn ornaments achhi tome midia samna re ki kaha samna re kohibo ki, semiti Bhogoban nko Ornaments related kichhi kahaku daya kori kuhontuni. Nohele dangerous situation asibo puri ku. Jagannath somostonku surakhito rokhontu. Jay Jagannath

    • @yanildev
      @yanildev Месяц назад

      he mandabudhi manisha, kana ta bhasijiba kahile?

  • @theperfectlaw922
    @theperfectlaw922 Месяц назад +6

    This is may not be full answer

  • @rajibparida9672
    @rajibparida9672 Месяц назад +5

    Where is Original Key ?Why the Wrong key was deposited in Treasury ? Jai Jagannath 🙏

    • @hometventertain
      @hometventertain Месяц назад

      Kie wrong key treasury re rakhithila ? May be treasury re original key thila se Pandian lock Bhangi ki looti sariki alga lock key pakeithila. 100% sure

    • @jamesrodes560
      @jamesrodes560 Месяц назад +1

      ​@@hometventertain😂😂😂😂 gapa ta Kia kahila???

  • @prasantakumarjenamani362
    @prasantakumarjenamani362 Месяц назад +1

    ଆଜିର ଦିନଟି ଓଡ଼ିଶା ବାସୀଙ୍କ ପାଇଁ ଏକ ଐତିହାସିକ ଦିନ ଜୟ ଜଗନ୍ନାଥ

  • @basantarout9538
    @basantarout9538 Месяц назад +2

    ଭିତରେ ହେଇଥିବା videigraphy ଜନ ସାଧାରଣ ଦେଖି ପାରିବେ କି sir?

    • @pratyushmohanty542
      @pratyushmohanty542 Месяц назад

      କାଇଁ ଦେଖିବେ ଜନତା ??? ଦେଖିଲେ କଣ ଲାଭ ହେବ???ସମସ୍ତେ ଜାଣିବେ ତା ପରେ muslim ଆତଙ୍କବାଦୀ attack କରିବେ श्री ମନ୍ଦିର କୁ

  • @kumaranil2399
    @kumaranil2399 Месяц назад

    ମୋ ଅନୁସାରେ ଆମ ଘର ର ସିନ୍ଦୁକ ଆମେ କାହାକୁ ଦେଖାଉଛେ କି,?ପ୍ରଭୁଙ୍କ ଅନୁପସ୍ଥିତ ରେ ଯିବା କେତେଦୂର ଠିକ୍?

  • @achyutanandadas1670
    @achyutanandadas1670 Месяц назад

    ବିଚାରପତି ଠିକ୍ କହୁଛନ୍ତି

  • @samarendradakhinakabat3653
    @samarendradakhinakabat3653 Месяц назад +4

    Jai shree Jagannath

  • @rajumeher-dq7gi
    @rajumeher-dq7gi Месяц назад +1

    ଚାବି ଟା କୁଆଡେ ଗଲା
    ପଣ୍ଡା ମାନେ ସୁନା ଚେନ ଯେନ ପିନ୍ଧୁଛନ ହେନର ସୁନା ଆଏ କେନ

  • @parsuramsahoo7509
    @parsuramsahoo7509 29 дней назад

    ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🎉❤🎉

  • @subashchmohanty2457
    @subashchmohanty2457 Месяц назад

    ସାମ୍ବାଦିକଙ୍କୁ ରତ୍ନ ଭଣ୍ଡାର କୁ ପ୍ରବେଶ ପାଇଁ ଅନୁମତି ଦିଆଯିବା କଥା,କା‌ହିକି ନା ସେମାନେ ସେହି ଭଣ୍ଡାର ସ୍ଥାନ ରୁ ସାରା ଦେଶ ଦୁନିଆ କୁ ତଥ୍ୟ ଯୋଗାଇଥାନ୍ତେ । କମିଟିର ନୀତି ନିୟମ କୁ ସମ୍ମାନ ଦେବା ସାମ୍ବାଦିକ ବନ୍ଧୁ ମା‌ନେ ଭୁଲି ଯାଉଛନ୍ତି ।

    • @allaboutworld.....3983
      @allaboutworld.....3983 Месяц назад

      He bhagban tm kn Jagannath nka sampati Lüti jau history kichhi Janina bodhe

  • @laduliparida
    @laduliparida Месяц назад

    ଭିତର ରତ୍ନଭଣ୍ଡାର ରେ ଜିନିଷ ଅଛି ନା ନାହିଁ

  • @SanjuktaDandasena
    @SanjuktaDandasena Месяц назад +2

    Dharmendra pradhan kahuthila para pandian neichhi boli

  • @sankarsandas19790
    @sankarsandas19790 Месяц назад

    ଯାହା କରୁଛ କର ତାର ସୁରକ୍ଷିତ ରକ୍ଷଣାବେକ୍ଷଣର ବ୍ୟବସ୍ଥା କରା ଯାଉ ।

  • @lingarajcreative
    @lingarajcreative Месяц назад

    Pandian ରତ୍ନଭଣ୍ଡାର ଚାବି ନେଇଥିଲା ତାପାଖରୁ ନ ଆଣି ଭଙ୍ଗିଦେଲ!!!!

  • @susantasahu7310
    @susantasahu7310 Месяц назад +3

    ସବୁଠୁ ବେକାର news ଚେନାଲ୍

  • @rabinarayanmohapatra4733
    @rabinarayanmohapatra4733 Месяц назад

    Bhagwan mandirare nathila bele tame sabu ratnavandar ku chhuinba aparadh

  • @gangadharbhoi7359
    @gangadharbhoi7359 Месяц назад +4

    Jay Jagannath

  • @G.B.eatingchallenge7457
    @G.B.eatingchallenge7457 Месяц назад +2

    ନନ୍ଦିଘୋଷ ରିପୋର୍ଟର କୁ ଟିକେ ଦେଖ ତା ମୁଁହ କେବେ ଦେଖିନି ଆଜି ଦେଖିବି

    • @user-zf8jo6ut4h
      @user-zf8jo6ut4h Месяц назад +1

      କାହିଁ ତୁ କିଏ କି ବେଶି କଥା କହୁଚୁ ତୁ ପୁରା ଚୁପ ଚାପ ଶୁଣୁ

    • @user-zf8jo6ut4h
      @user-zf8jo6ut4h Месяц назад

      @@Royal-tl9mw ଚୁପ

    • @user-zf8jo6ut4h
      @user-zf8jo6ut4h Месяц назад

      @@G.B.eatingchallenge7457 ତୁ ତତଲା ଖାଇବୁ ଜଣାପଡୁଛି

  • @truptiranjan863
    @truptiranjan863 Месяц назад

    ଯିଏ ଯାଇଥିଲେ ସବୁ କାହାର କାହା କଥାରେ ମେଳ ଖାପ ଖାଉନି

  • @subhasmitabhanja3020
    @subhasmitabhanja3020 Месяц назад +3

    Mausa , tama katha suniki pura rachana lekhila bhalia laguchhi,achha gote katha kahibe Kia kahaku kana luchau chhanti,aau gote katha Tama rajaneeti bodhe hue a lola odisha basi bujhi nahanti,aau gote katha ebethu bhabisyata bani karuchhi,Tama mananku kebebi chabi hajeibara karana aau kaha dwara chabi hajila tamaku milibani

  • @user-yh2vt9hv4j
    @user-yh2vt9hv4j 29 дней назад +1

    Bjp bala tike kana kholi sunantu sir kn kahuchhanti 1985 ru khola heinii au jou tautar mane utube re kahuchhanti pandian neijaichi boli sei mane tike bhalase dekhantu ratna bhandar bjd thik se dautyo nauthila hele bjp sabu khaijiba puri basi tike satrak kahiba besi bipada puri lokanku achhi agaru badathakura jeneideichhanti

  • @laduliparida
    @laduliparida Месяц назад

    ବାହୁଡ଼ା କଣ ସଙ୍ଗେ ସଙ୍ଗେ ଆସିଲା, ଆଗରୁ ଜାଣିନଥିଲା

  • @GHOST-BATTLE
    @GHOST-BATTLE Месяц назад

    Ashirbaad dele na nai.....asirbad milila ta ?na khali kahi deiki paleila ?

  • @SunilKumar-kb7xc
    @SunilKumar-kb7xc Месяц назад

    Sankaracharjya nka paramarsa neithila ki

  • @Lat4688
    @Lat4688 Месяц назад +3

    ନୁଆ ଚାବି କେଉଁ କମ୍ପାନୀର?

  • @asutoshpanda4923
    @asutoshpanda4923 Месяц назад

    Justice Rath's statements are true. There is nothing mystery about Ratna Bhandar.

  • @nilakanthasahoo8101
    @nilakanthasahoo8101 Месяц назад +4

    ଏ ମିଡ଼ିଆ ବାଳ ଗୋଟିଏ କଥା କୁ ଥମନେଲ ନା ବ ଦା ଲାଇ 100ଥର ଦେଖେଉଛି

    • @user-fl9ds4zu2w
      @user-fl9ds4zu2w Месяц назад

      Thik katha bhai head line lekha alaga news alaga

    • @hometventertain
      @hometventertain Месяц назад

      3:10 - 3:25 dekhe bhalase lock re seal nathila😢

  • @SAIDARSHAN134
    @SAIDARSHAN134 Месяц назад

    🙏ହେ ପ୍ରଭୁ ସାହା ହୁଅ🙏

  • @chamdrashekar2262
    @chamdrashekar2262 Месяц назад

    Jay Jagannath Swami Nayan Patha gami bhava tame 🙏🙏🙏🌹♥️

  • @user-hp2lq2jd9u
    @user-hp2lq2jd9u Месяц назад +2

    SIR KADHIKI RAKHI DEANTU FUNI 45 BARASA PARE KHOLIBA ,AMA PILA MANE SETEBELE FUNI EHIBHALI BIRALA GHATANA SUNIBE,

  • @subashchandraswain7995
    @subashchandraswain7995 Месяц назад

    Abiswas bartamaana jeun maane aasichhanti, seimaanaka thila achhi.

  • @sukadevdas9310
    @sukadevdas9310 Месяц назад

    Chabi kholilani mane, anya kehi chabi kholi tala change karidethiba. Nahele chabi kholilani kn pain..!!! 3 ta tala padithila hele gote b tala kholiparilani mane ae ghatana ku janch karajau.

  • @bandhubabu2324
    @bandhubabu2324 Месяц назад

    ଅତି ସୁନ୍ଦର ଓ ଯଥାର୍ଥ ଉତ୍ତର!
    ଜୟ ଜଗନ୍ନାଥ!

  • @saumyakantaswain9984
    @saumyakantaswain9984 Месяц назад

    ମହାପ୍ରଭୁ ଆଶିର୍ବାଦ ଦେଇଦେଲେ

  • @TheTripathy07
    @TheTripathy07 Месяц назад

    HAR HAR MAHADEV
    JAY SHREE RAM
    JAY SHREE KRISHNA
    JAY SHREE GANESH
    JAY BAJRANG BALI
    JAY JAGANNATH
    JAY MATA DI
    RADHE RADHE

  • @jitendramahananda6157
    @jitendramahananda6157 Месяц назад +2

    Live telecast karuna kana pain maha prabhunkara Alankar dekhiba pain samaste utsuka... Bite dauchha Kichhi lucheila bhali Kichhi ta hauchhi nija vitare jadi Loka lochana ku anibara nahin tahele Ratna bhandara tala kholibaku nei kana pain ete rajaniti

    • @Eatingexperiment07
      @Eatingexperiment07 Месяц назад

      Ghara kttha heichi to

    • @Jswain-en4sr
      @Jswain-en4sr Месяц назад +1

      Bhai Tama ghara gahana alankara live karuna ame tk dekhu.

    • @jitendramahananda6157
      @jitendramahananda6157 Месяц назад

      @@Jswain-en4sr kaha ghara sampatti pain ete media Chabi hajiba miliba Katha ase Ki ... thakuranka alankar pain kana pain ete rajaniti...

    • @Jswain-en4sr
      @Jswain-en4sr Месяц назад

      @@jitendramahananda6157 kie karuchi. Tama bhalia loka. Kama nae kichi Khali pabana

  • @jyotsnamayeebehera4388
    @jyotsnamayeebehera4388 Месяц назад +1

    Joy jagannath, ❤❤❤ joy maa laxmi

  • @samitaupadhaya3096
    @samitaupadhaya3096 Месяц назад

    Sabu tathya ku bahut sundar vabe bujhei kahichanti...🙏

  • @pravkakarnayak9117
    @pravkakarnayak9117 Месяц назад

    ଜୟ ଜଗନ୍ନାଥ ମହାପ୍ରଭୁ ସବୁ ତୁମ ଇଚ୍ଛା

  • @debeeprasadbaxipatra808
    @debeeprasadbaxipatra808 Месяц назад

    Mahaprabhu kahile jibaku?

  • @brundaban4
    @brundaban4 Месяц назад

    News 18 ଏକ National ଚ୍ୟାନେଲ କାହିଁକି ଏମିତି news ପ୍ରଚାର କରୁଛି ?

  • @antaryamibehera531
    @antaryamibehera531 Месяц назад

    ବିରଧୀ ନେତା ରହିବା କଥା

  • @sangrambiswal676
    @sangrambiswal676 Месяц назад

    Jay Shree Jagannath 🙏🙏🙏🙏

  • @dasharathipani9768
    @dasharathipani9768 28 дней назад

    Mu Jani paruni ei Mane jete michha kahuchhanti govt semananka birudhare kichhi bi step nau nahin. All these persons telling lies.

  • @sujaydas7347
    @sujaydas7347 Месяц назад

    Jai Jagannath swmi 🙏🙏

  • @user-bl4kp5br1w
    @user-bl4kp5br1w Месяц назад

    Joy jagannath❤❤❤

  • @user-yh2vt9hv4j
    @user-yh2vt9hv4j 29 дней назад

    Sei katha tike bjp bala nku kuhantu sir apananku dhanyawad sir sabu sata kahithibaru

  • @ashokrout3910
    @ashokrout3910 Месяц назад

    E sarkar nuhe, Remote sarkar.

  • @sandeepkumarpani9234
    @sandeepkumarpani9234 29 дней назад

    Green shirt wala prabal ranga.. Kahuchi ସନ୍ତ ସନ୍ତିଆ ଥିଲା କି 😅😅

  • @DhrubacharanMishra-ik5zo
    @DhrubacharanMishra-ik5zo Месяц назад

    Jay Jagannath. 🙏🙏🙏🙏🙏🙏

  • @lipucreation6794
    @lipucreation6794 Месяц назад

    Jay Jagannath 🙏

  • @sambhabkumardandasena5382
    @sambhabkumardandasena5382 Месяц назад +1

    Mohon sir tike dimag lagei Kama karantu ama mahaprabhu kalia thaukura 4crore odia kna maudamani se , se tanka ratna singhasana re nathiba bele ratna bhandar kholiba ta choro sange saman heigala sir kn eita thik hela ki, please Odisha people justice for our lord

  • @kartikpanda6389
    @kartikpanda6389 Месяц назад

    Jay Jagannath 🙏🏻🙏🏻🙏🏻🙏🏻🙏🏻

  • @tapankumar2468
    @tapankumar2468 Месяц назад

    You 11 are the lucky ones .GOD BLESS YOU 11

  • @ranjanpani7615
    @ranjanpani7615 Месяц назад

    ସାର୍ ତା ଭିତରେ ତେଲଗୁଣି ପୋକ ଥିଲେ କି ? କେତୋଟି ଚେମିଣିଆ ଉଡିଗଲେ ?

  • @bijayakumarnayak2113
    @bijayakumarnayak2113 Месяц назад

    ସୁନାବେଶ ପାଇଁ ଅଳଙ୍କାର ଆସିବତ?

  • @ashokrout3910
    @ashokrout3910 Месяц назад

    JAI Jagannath,kala thakura bada thakura.

  • @DEVASISHMOHANTY
    @DEVASISHMOHANTY Месяц назад

    Justice sir explained well

  • @vidyaartist01
    @vidyaartist01 Месяц назад

    Asirbad mahaprabhu dele?

  • @Anikprusty
    @Anikprusty Месяц назад

    Mariba Jia jiba au asibani dekhiki magia marijiba se hele Jagannath 🙏🙏🙏

    • @sanjaydhal1183
      @sanjaydhal1183 29 дней назад

      Chori karibaku jau nahanti jagannath nka ornaments kemiti surakhita rahiba sethipai jaithile.Se gale Jana padiba j jou BJD sarkar thila kete ornaments chori karichi

  • @chandrakanta1389
    @chandrakanta1389 Месяц назад

    Bahut sundar
    Jay jagannath 🙏🙏

  • @MrDeepakkumardash82
    @MrDeepakkumardash82 Месяц назад

    Sabu bhala Jai Jagannath

  • @vedicvichariiiivedictviive3229
    @vedicvichariiiivedictviive3229 Месяц назад

    Wrong interpretation and wrong information about second Ratna bhandar.

  • @bismaykumalla9418
    @bismaykumalla9418 Месяц назад

    Sir ta 2 ta Bhandardara ghara kahile kintu 3 ta achi ..

  • @manaskumar1875
    @manaskumar1875 Месяц назад

    Sabu suna chori au jaha balaka ...chabi jadi nahi tahale chori nischaya

  • @user-oh7vx6zs5n
    @user-oh7vx6zs5n Месяц назад

    Ab kya karega orissa ka government..
    Balbhadra ko Gira diya..
    Avi sona lut ho raha hai

  • @tusarsahoo1497
    @tusarsahoo1497 Месяц назад

    Committee not known about bhauda Yatra

  • @akhilchandrabarik6440
    @akhilchandrabarik6440 Месяц назад

    Long time fursh for Ratna Bhandar
    ?

  • @subratanayak-tc4kx
    @subratanayak-tc4kx Месяц назад

    Jay Jagannath 🙏🙏

  • @anandamohakuda4943
    @anandamohakuda4943 Месяц назад

    Chabi kuadu paila ago kuha

  • @manasmohapatra1794
    @manasmohapatra1794 Месяц назад

    Misguided by the thumbnail... Nothing that much excited inside

  • @kumar1992dev
    @kumar1992dev Месяц назад

    Bhitara ku jai na thibe dari ki.

  • @user-ib2xt3od4c
    @user-ib2xt3od4c Месяц назад

    fast internal storage open???

  • @pramodkumarmahapatra3746
    @pramodkumarmahapatra3746 Месяц назад

    Jay jagannath 🙏

  • @studywithlaxmidhar1373
    @studywithlaxmidhar1373 Месяц назад

    Room ra owner room re nathila bele room door bhangiba loka mananku kn kuhajaaaa

  • @prafullakumarbehera8832
    @prafullakumarbehera8832 Месяц назад

    Jai jagannath maa lakshmi sahayahuantu

  • @akshayakumarbhol4132
    @akshayakumarbhol4132 Месяц назад

    ରତ୍ନ ତାଲିକା କାହା ପାଖେ ଅଛି ?

  • @saratabehera1795
    @saratabehera1795 Месяц назад

    ମଣିଷ ର ପ୍ରକୃତି ମଲେ ତୁଟେ ।

  • @suryanarayan848
    @suryanarayan848 Месяц назад

    sabu lokanatha, jagannatha, laxmi o bimala nka anumati nele tenu kichhi sapa baharileni.

  • @arjunpadiami136
    @arjunpadiami136 Месяц назад

    Raid kala bhali tala bhangila bhagaban nka anupastiti re

  • @ashokrout3910
    @ashokrout3910 Месяц назад

    Ama thhakur nahanti,kholiba thik nuha,E faltu sarkar natak karuchi.

  • @maverickmarvin
    @maverickmarvin Месяц назад

    Key point he doesn't remember exactly many almiras how many boxes what other things he saw, it us unnatural 😂

  • @pravirpattanaik1950
    @pravirpattanaik1950 Месяц назад

    BJP ku kuhantu, BJD nare jou arapo lagauchanti taha mithya