ବୋହୁତ ବୋଝ ନେଲିଣି ।। ମତେ ମାରି ସାରିଲଣି ।। ଆଉ ମରିବାକୁ ନେଇ ଡରାଅ ନାହିଁ ।। ଜାଣନ୍ତୁ କଣ ଅନୁଭବଙ୍କ ଶେଷ ଇଛ୍ଛା !

Поделиться
HTML-код
  • Опубликовано: 24 ноя 2024

Комментарии • 3 тыс.

  • @MaheshBabu-js6lr
    @MaheshBabu-js6lr 2 года назад +175

    ଭଗବାନଙ୍କ ଆଶୀର୍ବାଦ ତୁମ ଉପରେ ସର୍ବଦା ରହୁ, ସବୁବେଳେ ଏମିତି ଖୁସିରେ ରୁହ ଆଉ ବାପାମାଙ୍କର ସେବା କରୁଥାଅ 💗

    • @rasmiranjan31
      @rasmiranjan31 2 года назад

      TO GA MARUNI KIE, SIE SALA BAPA MAA SEBA KARUCHI TANKRA B GAA MARUCHI SE SALA

    • @rajadalei6516
      @rajadalei6516 Год назад

      ଭାଇ ସମୟ କେବେ ବି ଵଧଳେଇବନି ଚେଦି ବଦେଳେ ମୋତେ ସେ ଝିଅ ମିଳି ପାରିବନି ଯିଏ ମୋ ସାଙ୍ଗରେ ବାଟ ଚାଲିବ ବେଲି କଥା ଦେଲା ଏବେ କାହିଁକି ଛାଡ଼ି ଚାଲିଗଲା ମୋତେ ଯେବେ ବାହା ହେଲାନା ମୁ ଭାବିଲି ମୋତେ ସେବୁ କିଛି ମିଳି ଗଲା ଆଉ ଏବେ ମୋତେ ଛାଡିକି ଆଉ ଜଣକୁ ଯେଉଁ ବାହା ହେଲାନା ଏବେ ଲାଗୁଚି ମୋର ସେବୁ କିଛି ସରିଗଲା ମୋର ହସ ଖୁସି ସେବୁ ଛଡେଇଁନେଇ ଗଲା ଆଉ ଏବେ ବଞ୍ଚିବି କାହା ପାଇଁ ଯାହା କୁ ନିଜର ଭାବିଲି ସେ ଏକା କରି ଦେଲା ଆଉ ଜୀବନର ମନେ କିଛି ନାହିଁ ଭାଇ ଏବେ ଗେଟିଏ ବାଟ ସେ ହେଲା Society ଭାଇ । 😭😭😭

  • @Mamun25756
    @Mamun25756 2 года назад +74

    ମୁଁ ଆପଣଙ୍କ ଠୁ ବହୁତ ସାନ ହେଲେ ଛୋଟ କଥା ଟିଏ କହୁଛି ଜୀବନ ରେ ଗୋଟିଏ କଥା ମନେ ରଖିବେ ଜେତେ ବି ଦୁଃଖ ଆସୁ ଜୀବନ ହାରୀବା କଥା କେବେ ବି ଭାବିବେନି 🙏। ସମୟ ସବୁ ଠିକ୍ କରିଦେବ।

  • @tusharsatapathy6272
    @tusharsatapathy6272 2 года назад +15

    ଏ ସମୟ ଚାଲିଯିବ ଭାଇ.... ଧର୍ଯ୍ୟ ରଖନ୍ତୁ। ଆପଣ ପୁଣି ଫେରିବେ ଆଉ ପୁଣି ଫିଲ୍ମ କରିବେ... ଆମେ ଆପଣଙ୍କ ସହିତ ଅଛୁ। Luv u Bhai ❤️

  • @RGRAGHAB431
    @RGRAGHAB431 2 года назад +18

    ଆପଣଙ୍କର ପରିବାର ସହ ରହିକି ବିଜୀନେସ ଆରମ୍ଭ କରନ୍ତୁ । ସାର ଏଥି ପାଇଁ କହୁଥିଲି କି ଆମ ଗରିବ ପିଲାମାନଙ୍କୁ ଆପଣଙ୍କର କମ୍ପାନୀ ରେ କାମ ମିଳିବ କିଛି ଭୁଲ ଥିଲେ କ୍ଷମା କରିବେ ସାର🙏🙏🙏

  • @smrutiranjanjena6510
    @smrutiranjanjena6510 2 года назад +35

    ଆମେ ଆପଣଙ୍କ ସହ ଥୀଲୁ ଆଜିବି ଅଛୁ ବଞ୍ଚିଥିବା ଯାଏଁ ଥିବୁ ଜଗନ୍ନାଥ ଙ୍କୁ ଆପଣ ଙ୍କୁ ଆହୁତି ଶକ୍ତି ଦିୟନ୍ତୁ ଜୟ ଜଗନ୍ନାଥ

  • @rashmiranjansahoo1033
    @rashmiranjansahoo1033 2 года назад +7

    ଆପଣଙ୍କ ସ୍ମିତହସ ପଛର ଦୁଃଖ ଯଦିଓ ଆଖିକୁ ଦିଶୁନି, କିନ୍ତୁ ହୃଦୟ ବୁଝି ପାରୁଛି। 😢😢😢 କାନ୍ଦ ଆସିଗଲା।

  • @fiveyearscompletemygym8179
    @fiveyearscompletemygym8179 2 года назад +146

    🙏ଜୟ ଜଗନ୍ନାଥ🙏ଯେଉଁମାନେ ମଧ୍ଯ ଯେତେ ସବୁ କମେଣ୍ଟ ଲେଖୁଛ ଆପଣମାନଙ୍କର ମାଁ ବାପା ଏବଂ ଆପଣମାନଙ୍କ ପରିବାର କୁ ଭଗବାନ ଲାମ୍ବା ଆୟୁଷ ଦିଅନ୍ତୁ

  • @priyanka-2003
    @priyanka-2003 2 года назад +94

    ଜମା ରୁ ବି ମନ ଦୁଃଖ ନ କରି ଧର୍ଯ୍ୟ ରଖନ୍ତୁ ଭାଇ। ଭଗବାନ ସବୁବେଳେ ଅଧିକ ଭଲ ପାଉଥିବା ଲୋକଙ୍କ ଠାରୁ ହିଁ ଅଧିକ ପରୀକ୍ଷା ନିଅନ୍ତି। ଜୟ ଜଗନ୍ନାଥ 🙏🏻🙏🏻🙏🏻🙏🏻

  • @saileshmishra75
    @saileshmishra75 2 года назад +24

    ଅନୁଭବ ଭାଇ ଆମେ ତ ଆପଣ ଙ୍କ ସାଥି ରେ ସବୁବେଳେ ଅଛୁ😊ଆପଣ ଆମକୁ ଧନ୍ୟବାଦ ଦେବାର ଆବଶ୍ୟକତା ନାହିଁ,ମହାପ୍ରଭୁ ଜଗନ୍ନାଥ ଙ୍କ ନିକଟରେ କେବଳ ଏତିକି ପ୍ରାଥନା... ଆପଣ ଆପଣଙ୍କ ଜୀବନ ଯୁଦ୍ଧ ରେ ସମ୍ପୂର୍ଣ ଜିତିଯାନ୍ତୁ,ସେଇ ଦିନ ଆମେ ଭି ଆହୁରି ଅଧିକା ଖୁସି ହେବୁ😊🙏ଜୟ ଜଗନ୍ନାଥ🙏

  • @r_ajaycreat9027
    @r_ajaycreat9027 2 года назад +30

    Anubhab ମନେ ଅନୁଭବ ଯାହାଙ୍କ ପାଖରେ ବାପା ମା ଙ୍କ ଆଶୀର୍ବାଦ ଅଛି ବାଳ ଦୁନିଆ ରେ ଏମିତି କଉ ଶକ୍ତି ନାଇଁ ଯିଏ ତାଙ୍କୁ ହରେଇବ love you bhai

  • @Enash9897
    @Enash9897 2 года назад +173

    Im big fan of you sir, nothing to worry sir ଯୋଉଠି ଶେଷ ସେଇଠି ପୁଣି ଆରମ୍ଭ ହୁଏ be strong sir,

    • @dsm4406
      @dsm4406 2 года назад +3

      What he has done for people

    • @sashikantasahoo7789
      @sashikantasahoo7789 2 года назад +2

      @@dsm4406 what you have done for people ...could u pls let us know dude?

    • @chinmayapradhan7263
      @chinmayapradhan7263 2 года назад

      stay strong brother.
      we oll r here only for uh

    • @swainanimalsk1998
      @swainanimalsk1998 2 года назад

      ❤️❤️❤️

    • @spcreation6800
      @spcreation6800 2 года назад

      Hi anubhav ତୁମେ ତୁମ ଯାଗାରେ ଠିକ୍ ଅଛ don't worry ସବୁ ଠିକ ହେଇଯିବ।we all r with u..

  • @dadiki
    @dadiki 2 года назад +30

    ନିଜ ଜୀବନର ପ୍ରତିଟି ଘଟଣା ଆମ୍ଭମାନଙ୍କୁ ଦେଖାଇଲେ ଆଖିରୁ ଲୁହ ଆସିଗଲା ଧନ୍ୟବାଦ ସାରା ଏମିତି ସତ୍ପଥରେ ଥାଆନ୍ତୁ ଜଗନ୍ନାଥଙ୍କୁ ଅ।ପଣଙ୍କୁ ଦେଖି ମନେ ପଡିଯାଉ

  • @satyanaik7321
    @satyanaik7321 2 года назад +61

    ଭାଇ ତମେ ଖୁସୀ ରେ ଆମେ ବହୁତ ଖୁସୀ ଏମିତି ସବୁବେଳେ ହସୁ ଥାଉ ଆଉ ଆମକୁ ଖୁସୀ କର ଭାଇଜାନ 👍👍👍🙏🙏🙏😃😃😃

  • @SKBhaiCineproduction
    @SKBhaiCineproduction 2 года назад +33

    ଭାଇ ଆମେ ବହୁତ ଖୁସି ,ଆପଣ ସାଥିରେ ସବୁ ବେଳେ ଅଛୁ ,ଜୟ ଜଗନ୍ନାଥ 🙏🙏🙏🙏

  • @Explore_Nature27
    @Explore_Nature27 2 года назад +15

    ଆମେ ତ ଦର୍ଶକ ମାତ୍ର, ଆମେ ଜଜ୍ ନୁହଁ,ଏତିକି କହିବି, ଭଗବାନ ଯାହା ବିଚାର କରିବେ, ସେଇଟା ସମସ୍ତଙ୍କ ପାଇଁ ଉଚିତ୍ ହବ। ଜୟ ଜଗନ୍ନାଥ 🙏

  • @prakashmajhi4365
    @prakashmajhi4365 2 года назад +7

    Love you ଭାଇ. ଭାଇ ଆପଣଙ୍କୁ ଟିକେ ଖୁସିରେ ଦେଖି ମୁଁ ବହୁଥ ଖୁସି ଭାଇ। ଆପଣ କେବେବି ଦୁଖୀ ହୁଅନ୍ତୁନାହି କାରଣ ସାରା ଓଡିଶା ବାସି ଏବଂ ଧର୍ମ, ନ୍ଯାୟ,ସ୍ବଯଂ ମହାପ୍ରଭୂ ଜଗନାଥ ଆପଣଙ୍କ ସାଥିରେ ଅଛନ୍ତି।

  • @aumkarnayak5685
    @aumkarnayak5685 2 года назад +37

    ଭାଇ ତୁମେ ତୁମ ପୂର୍ବ ଅବସ୍ଥାକୁ ଅଳ୍ପବହୁତ୍ ଫେରି ଆସିଲେଣି . ଆମେ ମାନେ ବହୁତ ଖୁସି ଅଛୁ .
    ଜଗନ୍ନାଥ ଆପଣଙ୍କୁ ଆଶିର୍ବାଦ କରନ୍ତୁ ଏମିତି ଆଗକୁ ବଢ଼ନ୍ତୁ.

  • @nirmalchandramalik1161
    @nirmalchandramalik1161 2 года назад +20

    ଦୁଃଖ ପରେ ସୁଖ ଆସେ, ଭାଙ୍ଗି ପଡ଼ ନାହିଁ l ଧର୍ଯ୍ୟ ଧରି ସମୟ ବିତାନ୍ତୁ ନିଶ୍ଚୟ ପରିବର୍ତନ ଆସିବ l ଜୟ ଜଗନ୍ନାଥ 🙏💐🙏👍

  • @srikantkumarjena889
    @srikantkumarjena889 2 года назад +128

    ଭାଇ,ଆପଣ କେତେ କଷ୍ଟ ଭିତରେ fight କରିକି ଜିତିପରିଲେ, ବହୁତ ଖୁସି ହେବି ।ଆପଣ ସବୁବେଳେ ଠିକ ଥିଲେ ଅଛନ୍ତି ଆଉ ରହିଥିବ ।ଭଗବାନ ଆପଣଙ୍କୁ ଖୁସିରେ ରଖନ୍ତୁ ।ସତ୍ୟର ହେବ ଜୟ ।

  • @smrutilipiswain3647
    @smrutilipiswain3647 2 года назад +19

    Justice for anubhav sir..❤️🙏

  • @odiamrperfect9000
    @odiamrperfect9000 2 года назад +37

    ଭାଇ ଆପଣ ଜମାରୁ ଚିନ୍ତା କରନ୍ତୁ ନାହିଁ ଧର୍ମର ଜୟ ନିଶ୍ଚିତ ଭାବରେ ହବ ସେ ମାୟାବିନୀ ର ଅସଲ ମୁଖା ବାହାରକୁ ନିଶ୍ଚିତ ବାହାରିବ ଆମ୍ଭମାନଙ୍କର ସପୋର୍ଟ ଆପଣଙ୍କ ସହିତ ଅଛି I love you

    • @Murmu770
      @Murmu770 2 года назад

      👍👍👍💪

  • @ishubihari4367
    @ishubihari4367 2 года назад +41

    ଭଗବାନ ତୁମକୁ ସବୁବେଳେ ସହାୟ ହୁଅନ୍ତୁ ଭାଇ ମୁଁ ଭାବେ ସମସ୍ତେ ତୁମକୁ ଭଲପାଆନ୍ତୁ

  • @chandankumarswain2993
    @chandankumarswain2993 2 года назад +170

    You may have not got the CHANCES to be a GOOD HUSBAND But You are given a lots of chances to become the BEST SON, the Best BROTHER!!!
    LOVE YOU BRO!!❤️❤️

  • @sambitmohapatra7278
    @sambitmohapatra7278 2 года назад +5

    Justice for Anubhav mohanty ❤️

  • @mrpremeditersofficial457
    @mrpremeditersofficial457 2 года назад +15

    କିଛି ଚିନ୍ତା କରନି ସାର. ଭଗବାନ ଙ୍କୁ ଭରସା ରଖ... You are the my Best Febiright hero sir... Kip smile allwess. Sir.. 🙏

  • @birajxalxo9821
    @birajxalxo9821 2 года назад +144

    ଆପଣଙ୍କ ଦୁଃଖର ଦିନ ସବୁ ଦିନ ରହିବ ନାହିଁ। ପୁରା ଓଡ଼ିଶା ବାସିଙ୍କ ଭଲ ପାଇବା ଅଛି। ଆମେ ଆପଣଙ୍କ ସହ ସର୍ବଦା ଅଛୁ ଏବଂ ରହିବୁ ମଧ୍ୟ। Love u Anubhav bhai ....ଜୟ ଜଗନ୍ନାଥ

  • @nancymeg6981
    @nancymeg6981 2 года назад +10

    Your fans also wanna see sunrise again.. We wanna see "Anubhav Mohanty as a superstar" of the year again and again.. You are just Perfect 💓

  • @mitalibhol9482
    @mitalibhol9482 2 года назад +8

    ଚିକୁଲି... ଚିକୁଲୀ... ଚୀକୁଲି.... I love this name 😍 and the amezing superstar anubhav sir ☺️🙏

  • @arabindaprusti4841
    @arabindaprusti4841 2 года назад +24

    ଈଶ୍ୱର ଆପଣଙ୍କୁ ବହୁତ ଖୁସିରେ ରଖନ୍ତୁ।ସାରା ଭାରତବାସୀଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ଅଛି।ସ୍ୱୟଂ ପ୍ରଭୁ ଜଗନ୍ନାଥ ଆପଣଙ୍କ ଉପରେ ବହୁତ ଖୁସି ଅଛନ୍ତି।ତେଣୁ ବିନ୍ଦାସ ରୁହନ୍ତୁ।

  • @KUNAYTFF
    @KUNAYTFF 2 года назад +2

    I’m your biggest fan sir

  • @dipakranjansahoo3809
    @dipakranjansahoo3809 2 года назад +34

    ଭାଇ ଏ ଜୀବନ ଥିବା ଯାଏ ଏ ଫନ୍ ତମରି , ତମକୁ ଜୀବନ ଥିବାଜାଇ ତୁମ ସହ ରହିଥିବୁ love u bhaijaan

  • @sambitmohapatra490
    @sambitmohapatra490 2 года назад +131

    ଯୋଉ କଥା ବେଶୀ ଭାବିବ, ତାହା ଦୁଃଖ ଦେବ । ଭାବିବା ବନ୍ଦ କରି, ଅଲଗା କର୍ମ ରେ ନିଜକୁ busy rakhiba ଉଚିତ୍ ।

  • @truekidstv5602
    @truekidstv5602 2 года назад +2

    We Allways Support you Forever
    କାରଣ ଆପଣ ପ୍ରକୃତରେ ଜଣେ ବହୁତ ଭଲ ମଣିଷ.. ଜୟ ଜଗନ୍ନାଥ... ଭାଇ 🙏🙏

  • @kamalsahoo3966
    @kamalsahoo3966 2 года назад +19

    ଭାଇ ଆଜି video ଦେଖି ବହୁତ୍ ଖୁସି,,, ଏମିତି video କରନ୍ତୁ,,,, ବାପା ମା ସେବା ହିଁ ପରମ ଧର୍ମ,, ଭଗବାନ କରନ୍ତୁ ଆପଣଙ୍କୁ ବହୁତ ଜଲଦି ଜଲଦି ନ୍ୟାୟ ମିଳୁ,,, ସାଧା ସିଧା ସୁନ୍ଦର ଗୁଣ ର ସନ୍ତାନ ଟେ ଆପଣ,,, ଦେଖିବ ବାପା ମା ଙ୍କ ଆଶିଷ ବହୁତ୍ ଜଲଦି ମିଳିବ,, ସେ ପ୍ରଥମ ଭଗବାନ,,be strong my dear brooo always be happy,,, justice for anubhav

    • @debadattasatpathy9539
      @debadattasatpathy9539 2 года назад

      ଆପଣଙ୍କ କଥାରୁ ଲାଗୁଚି... ବାପା ମା ଙ୍କ ଆଶୀର୍ବାଦ ସାନ ଭାଈ ଉପରେ ବେଶୀ ଅଛି because he is leading a happy life with his wife and daughter and Anubhav is running after brother's family. Making their videos at mid night.

  • @bulunayak1706
    @bulunayak1706 2 года назад +18

    ଆମକୁ ବୋହୁତ ଖୁସି ଲାଗିଲା ଆପଣ strong heigale ame ଆପଣ ଙ୍କ ସହିତ ଅଛୁ ଭାଇ god bless you Bhai love you

  • @RjsCreation143
    @RjsCreation143 2 года назад +99

    Very nice sir ❤️🔥

  • @sweetnature928
    @sweetnature928 2 года назад +13

    Nice room u have.. Best thing is Chikuli is in every corner of ur room and also of ur heart ❤,which makes ur small room a big house... I can understand how much u love her and she's is filling the empty space of ur life in every manner... God bless ur baby a lot...

  • @naweedafarhat1000
    @naweedafarhat1000 2 года назад +2

    Sir u r our pride... U r odishas youth pride.. We need you.. Plz don't lose hope.. Their will be a sunshine in your life.. U will again shine n again u will rise.. We know u have struggled a lot to be here . U have earned it. U were not born with a silver spoon.. U have achieved it all by yourself.. And such a personality cannot be defeated.. Sir plz don't forget ever u r inspiration for many specially youth if odisha. Plz don't lose hope..

  • @rajeshkumarnayak1057
    @rajeshkumarnayak1057 2 года назад +15

    ତମେ ସମସ୍ତଙ୍କର idol ବନିସାରିଛ I ଆଉ ଆମ icon କୁ ଆମେ ହିଁ save କରିବୁ I We💝U ଭାଇ

  • @rohitkumarpanda9104
    @rohitkumarpanda9104 2 года назад +6

    ଜୟ ଜଗନ୍ନାଥ ଭାଇ 🙏ଆପଣ ହାରିବେନି କି ହାରି ନଥିଲେ . । ଏ ସମୟ ବି ଚାଲିଯିବ...

  • @abdulkadirkhan5124
    @abdulkadirkhan5124 3 месяца назад

    ଭିଡିଓଟି ବହୁତ ଭଲ ଲାଗିଲା ଭାଇଜାନ. Luv U Bhaijaan ❤️🤗

  • @saswatibehera1
    @saswatibehera1 2 года назад +74

    ସାରା ଓଡ଼ିଶା ତୁମ ସହିତ ଅଛି ଭାଇ.. ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି ମୋ ଭାଇଙ୍କୁ ଖୁସି ରେ ରଖନ୍ତୁ 🙏 ନ୍ୟାୟ ଦିଅନ୍ତୁ

    • @MAN-sg3yw
      @MAN-sg3yw 2 года назад

      Sara odisha nuha.ta fan mane au ta PR AGENCY achhi

    • @lipanpradhan8158
      @lipanpradhan8158 2 года назад

      @@MAN-sg3yw habo bhai tor kn pain phatuji

    • @MAN-sg3yw
      @MAN-sg3yw 2 года назад

      @@lipanpradhan8158 ,tui Hanubhav ra fan au,hetir lagi tor gand fatuchhe

    • @saswatibehera1
      @saswatibehera1 2 года назад +1

      @Arup Das Odia Comedy Definitely

  • @rajiblochanpanda9907
    @rajiblochanpanda9907 2 года назад +33

    Anuvab bhai u r a very good human being.Ur father,mother n relative's blessings is with uh.Ur fans r dere fr U.
    People who knows uh,dey understand U n ultimately Chikulii loves you a lot.
    So please bhai stay strong.
    With all these blessings n love,no one can do any harm to uh n even nothing can worry uh.
    We love U.
    U r not alone,whole masses r with U.
    Love uh bhai.
    Hv faith on God.
    Everything will b fyn wid time.❤️❤️❤️😘😘😘

  • @jyotiranjanprusty9904
    @jyotiranjanprusty9904 2 года назад +2

    ଭାଇ ଆଉ ଗୋଟା ନୁଆ ଜୀବନ ଆରମ୍ଭ କରନ୍ତୁ
    Jay Jagannath 🙏💐😍❤️

  • @dillipkumarpradhan7755
    @dillipkumarpradhan7755 2 года назад +68

    ଅନୁଭବ ବାବୁ....ହୁଏତ ଆପଣ ଲୋକଙ୍କ ପାଇଁ ଜନ୍ମ ହୋଇଛନ୍ତି। ଆପଣ ଲୋକସଭା ସଦସ୍ୟ।ଆପଣ ସମର୍ଥ।ଲୋକମାନଙ୍କ ସେଵା କରିବା ଆପଣଙ୍କ କର୍ତ୍ତବ୍ଯ ବର୍ତ୍ତମାନ। ଏତେ ନିରାଶ ହୁଅନ୍ତୁ ନାହିଁ ।ଭଲ ଲାଗୁନି ଆପଣଙ୍କୁ ଦୁଃଖୀ ଅବସ୍ଥାରେ ଦେଖି। ଓଡିଶାରେ ବହୁତ ଲୋକ ବହୃତ ଦୁଃଖରେ ଅଛନ୍ତି ଆପଣଙ୍କ ଠାରୁ ବହୁ ଅଧିକ। ଆପଣଙ୍କଠାରୁ ଆମେ ବହୁତ ଆଶା ରଖିଛୁ। ଜଗନ୍ନାଥଙ୍କ ଠାରେ ବିଶ୍ଵାସ ରଖନ୍ତୁ।

  • @sunandarout14
    @sunandarout14 2 года назад +60

    ଜଗନ୍ନାଥ ମଙ୍ଗଳ କରନ୍ତୁ ଆପଣଙ୍କର ସାର୍ । ସବୁବେଳେ ଭଲ ରେ ରୁହନ୍ତୁ। ଜଗନ୍ନାଥ ଯାହା କରିବେ ଭଲ ହିଁ କରିବେ। ❤️🙏 #StayStrong #Stayhealthy

    • @rajkumarsethi5893
      @rajkumarsethi5893 2 года назад +1

      I love you sir. You are best. 8 years control kale au kamiti larithaante. Barsa madam kan pai emiti kale. Tankara kan swami sukha darakar nahi .

  • @manassamal3656
    @manassamal3656 2 года назад

    ଭାଈ ଜୀବନରେ କେବେ ହାର ମାନିବନି.... ନ୍ୟାୟ ପାଇଲା ଯାଏ ଲଢ଼..... ସତ୍ୟର ସବୁବେଳେ ଜୟ ହବ.....✊✊✊ ବନ୍ଦେ ଉତ୍କଳଜନନୀ.....🙏

  • @subhadra_123
    @subhadra_123 2 года назад +94

    ଆମେ ସବୁବେଳେ ଆପଣଙ୍କ ସହିତ ଅଛୁ ଆମେମାନେ ବହୁତ ଖୁସି ଆପଣ strong ହେଇଗଲେ 🙏🏻

  • @odiabeautygirlmisu
    @odiabeautygirlmisu 2 года назад +10

    ଆପଣ ଜଣେ ବହୁତ ବହୁତ ଭଲ ମଣିଷ ସେଥିପାଇଁ ଆପଣ ବହୁତ ଭଲ ପୁଅ ଏବଂ ବହୁତ ଭଲ ଭାଇ ଆଉ chikuli ପାଇଁ ବହୁତ ବହୁତ ବହୁତ ବହୁତ ଭଲ uncle👍👍👍👌👌👌❤❤🙏🙏🙏

  • @Manojmks31
    @Manojmks31 2 года назад

    Big fan sir... Bahut khusi lagila ama superstar nka jeevan saili dekhi... sabubele khusire ruhantu.

  • @sanjaynayak9081
    @sanjaynayak9081 2 года назад +10

    Really blessings of ur parents will win u ... it's first step of that reflection 🙏🙏🙏🙏

  • @smrutilipiswain3647
    @smrutilipiswain3647 2 года назад +10

    We r always with u sir ....❤️🙏

  • @sambitmohapatra7278
    @sambitmohapatra7278 2 года назад +2

    We fully support Anubhav mohanty ❤️

  • @sambitmohapatra490
    @sambitmohapatra490 2 года назад +37

    ପଛ କଥା ଭୁଲି ଆଗକୁ ଯାଅ । Go ahead . Kaha ପାଇଁ କାନ୍ଦିବା ଦରକାର୍ ନାହିଁ ।

  • @Sr99993
    @Sr99993 2 года назад +33

    I hope you realize how many people supports you now. At the end of the day you are the one who should move on. You did a great job by speaking the truth. ❤

  • @souravdas
    @souravdas 2 года назад +1

    Thanks for sharing your current life style.. Time is tough but this too shall pass.. 👍🏽👍🏽 ଜୟ ଜଗନ୍ନାଥ !!

  • @maminapadhi3089
    @maminapadhi3089 2 года назад +17

    U r not a film hero but a real HERO .So strong yourself.Love U bro.

  • @smrutiranjanrout129
    @smrutiranjanrout129 2 года назад +33

    ଯାହା ମୁଣ୍ଡ ଯେତେ ଓଜନ ତା ମୁଣ୍ଡରେ ସେତେ ବୋଝ। ଆଶା ରଖୁଛି ଆପଣ ପୁଣି ଆଗକୁ ବଢ଼ିବେ।

  • @sanjeetbehera633
    @sanjeetbehera633 2 года назад

    You are absolutely right in your place..I'm with you always my dear Anubhav Sir..

  • @rasmiranjansahoo5802
    @rasmiranjansahoo5802 2 года назад +2

    You are the Jonny Deep of Odisha sir.. We r with you.. just cool and calm and everything will be fine... Everything happens for a reason... Stay strong bro 👍👍

  • @drss9702
    @drss9702 2 года назад +8

    We are always standing with you Anubhav Bhai ❤️🙏

  • @rajastatuskjr9
    @rajastatuskjr9 2 года назад

    ଭାଇ ଯାହାର କେହି ନାହିଁ ତାହାର ଭଗବାନ୍ ଅଛନ୍ତି ।
    I am your big fans 🥰🥰
    For- keonjhar

  • @sangramshekharbishoyi4635
    @sangramshekharbishoyi4635 2 года назад +18

    Be strong ....... And face the obstracles... This is just a bad time not the end of life.... Just be patience and make urself fighter... Last re jaha thik sie hin win kariba.. every thing gonna be fine.. One day...
    Imagine that u will able to live your best life after this sorrowful phase... Its not an end of life it just a bad time... Be fighter.. I really wish from my bottom of my heart that god solve all ur problems...u r a gem person.. Dont take quick decisions

  • @sushantamishra7062
    @sushantamishra7062 2 года назад +10

    ଭାଇ ମୁଁ ଗୋଟିଏ କଥା କହିବି ଯଦି ଆପଣଙ୍କ ଭଗବାନଙ୍କ ଉପରେ ଅସ୍ଥା ଅଛି ତେବେ ଏତେ ଭାଙ୍ଗିପାଡିବାଟା ଭଗବାନଙ୍କୁ ଅସନ ମାନ କଲାପରି ହେବ ବିଶ୍ୱାସ ରଖ ସବୁ ଠିକ ହେଇଯିବ

  • @meera.patra_
    @meera.patra_ 2 года назад

    ଜେତେ କଷ୍ଟ ହେଲେ ବି ଦୁଃଖ ପରେ ଶୁଖ ଆସିଥାଏ ତମ ମା ବାପା ଭାଇ ପରିବାର କୁ ଦେଖି ଦିନକାଟିଦିଅ ଆଉ କଣ ଝିଅ ମିଳିବନି Strong Bhai strong

  • @parampitar_santan
    @parampitar_santan 2 года назад +25

    ସବୁବେଳେ ଏମିତି ଦୃଢ଼ ରୁହନ୍ତୁ ଖୁସି ରେ ରୁହନ୍ତୁ 👍👍❤️❤️
    ଭଗବାନ୍ ତୁମର ମଙ୍ଗଳ କରନ୍ତୁ 🙏❤️

  • @alyssamohanty9060
    @alyssamohanty9060 2 года назад +2

    Don't cry pls Don't cry we r with you ...the people of odisha loves u ..ur a idol ..may jagannath blessed u

  • @priyankanayak709
    @priyankanayak709 2 года назад +1

    Bhai tamaku dekhi bahut khusi lage bhagwan karantu tuma paebar sabubele khusire ruhantu

  • @swabhimaniodia2478
    @swabhimaniodia2478 2 года назад +81

    Brother, An ARROW can be shot only by pulling BACKWARD.
    At present LIFE is dragging you BACK with DIFFICULTIES And YOU are that ARROW. This means..SOON it is going to LAUNCH you into something GREAT.
    AND the LAUNCHING PROCESS has already been STARTED.
    PRAYING for your HEROIC launch🙏

  • @barsha7395
    @barsha7395 2 года назад +9

    Stay strong Anuvab ji truth always win and i always supports you ❤️ Lots of love ❤️

    • @RitusNutriCook
      @RitusNutriCook 2 года назад +1

      Stay strong truth always win I. Always support you

  • @debaduttabisoi2853
    @debaduttabisoi2853 2 года назад +2

    Anubhav Bhaijaan keep it up ..we all are always with you & Also lord jagannath always with you ..so you don't leave this situation....jay jagannath I'm from puri.I pray always for you 🙏🙏🙏🙏

  • @MRShark7
    @MRShark7 2 года назад +4

    dear anuvab bhai ..you are the inspiration for the men who are facing so many difficulties in life and with lots of depression...but u stand strongly and face it alone...you are right we know one day your will win the war😇....we are all with you😌😊

  • @sanjibmajhi5283
    @sanjibmajhi5283 2 года назад +11

    Love you bro... Always stay strong 💪 be happy we all are with you always.......

  • @stylestar486
    @stylestar486 2 года назад

    Big fan Of Anubhav bhai
    God bless you ,ଦୟାକରି ନିଜର ଖୁସି କୁ ଖୋଜନ୍ତୁ ,
    ଭଗବାନ ଶ୍ରୀକୃଷ୍ଣ ଅର୍ଜୁନ ଙ୍କୁ କହିଥିଲେ ,
    ଯେଉଁମାନେ ଆପଣଙ୍କ ପ୍ରତି ଈର୍ଷା ରଖନ୍ତି ଆପଣଙ୍କୁ ଆଗକୁ ଯିବାକୁ ଅବରୋଧ କରନ୍ତି ତାଙ୍କଠାରୁ ଦୁରେଇକି ରହିବା ଉଚିତ୍ ସେ ଯିଏ ହେଉନା କାହିଁକି ପତ୍ନୀ ହେଉ କି ମିତ୍ର ତାଙ୍କଠାରୁ ଦୁରେଇକି ରହିବା ଉଚିତ୍ ,

  • @bibhutibiswal444
    @bibhutibiswal444 2 года назад +4

    Be strong,We always with you...Bhau❤️❤️❤️

  • @prabhasinichunu8937
    @prabhasinichunu8937 2 года назад +1

    Sir apana gote mp heiki mane mu kahuni mp gote bahut bada site kintu apana gote mp gote no 1 hero au gote bhala manisa bi ete heiki bi apana ete chhota chhota jinisa share karuchanti bahut khusi lagila apana bahut bhala sir apana bhala re rahibe sabu bele... Love you sir.

  • @jasmitasahoo4758
    @jasmitasahoo4758 2 года назад +7

    Omm sai ram,,, ଭାଇ ଆପଣ ଙ୍କୁ ଦେଖି ବହୁତ୍ ଖୁସି ଲାଗିଲା,, ବାପା ମା ଗୁରୁଜନ ଙ୍କ ସେବା ହିଁ ପରମ ଧର୍ମ, ସେ ଆମର ପ୍ରଥମ ଦେବତା,, ତାଙ୍କ ଆଶ୍ରିବାଦ ସବୁ ବିପଦକୁ ଦୂର କରିଦେବ।ସାଇ ବାବା କହିଛନ୍ତି ଶ୍ରଦ୍ଧା ଆଉ ସବୁରୀ,, ବିଶ୍ବାସ ଆଉ ଧର୍ଜ ରଖ,, ତୁମେ ଜଣେ super star,, ସବୁ କିଛି ଜୀବନ ରେ ଥିଲା ଗୋଟେ କଳା ବ।ଦାଲ୍ ଆସି ହସ ଖୁସି ଜୀବନ କୁ ଘାଟି ଦେଲା,,, ରାତି ପରେ ଦିନ ଆସିବ,, ଦୁଃଖ ପରେ ସୁଖ,, ବର୍ଷା ସରିଗଲେ ଆକାଶ ପରିଷ୍କାର ଆଉ ବହୁତ୍ ସୁନ୍ଦର ଦେଖା ଯାଏ, ଭାଇ ତୁମର ଅପେକ୍ଷା ର ଅନ୍ତ ଘଟିବ ବହୁତ୍ ଶୀଘ୍ର,, ସତ୍ୟ ର ଜୟ,, ଭଗବାନ ଙ୍କୁ ବିଶ୍ବାସ,,, ଆଉ ଧର୍ଯ ,,ରଖ,, ଜୟ ଜଗନ୍ନାଥ

  • @suravibehera2246
    @suravibehera2246 2 года назад +20

    Sir you are so down to earth person.. I just love your simplicity.. Please don't loose hope.. So many people are there for you.. Keep fighting and stay positive in this difficult phase of life.. Everything will be fine for sure.. Truth will win one day I am sure..god bless you🌺 🙏🌺

  • @gopabandhusahoo367
    @gopabandhusahoo367 2 года назад +2

    Hey Lord, save Anubhav.

  • @chitralekhajena5911
    @chitralekhajena5911 2 года назад +6

    Be strong at this hour...God is there so Justice is there... definitely...

  • @pragnyasminiworld4650
    @pragnyasminiworld4650 2 года назад +5

    Be positive Sir... stay strong...live Happily with your family and ur well-wishers...😊😊😊

  • @indianamarjit07
    @indianamarjit07 2 года назад +2

    ଭାଇ ଆମେ ତୁମ ସହ ଅଛୁ, ସତ୍ୟ ର ହବ ଜୟ, ଜୟ ଜଗନ୍ନାଥ, 🙏💛💛

  • @Rakesh48486
    @Rakesh48486 2 года назад +20

    We always with you bhaijan
    Love from Bargarh🙏❤️🙏

  • @delighteddebadutta7987
    @delighteddebadutta7987 2 года назад +69

    Feeling very good to see you once again. But please don't get into any controversy .your room shows that you are not a showy person and a person who loves his family .Keep on reading good books and share some Knowledge to us also. The things which are bothering you just leave them to God .And you will feel very relaxed and happy. Follow the saying of Saibaba -- Shradha and Saburi ..means have faith and patience on the supreme power. We all love you.

    • @jasmitasahoo4758
      @jasmitasahoo4758 2 года назад

      Omm sai ram,,sradha auw saburi,,yessss,,meri Sai baba

  • @rrs.channel1901
    @rrs.channel1901 2 года назад +1

    Bhai god bless you jay jagannath

  • @Shraddha_Saburi7
    @Shraddha_Saburi7 2 года назад +6

    ଭାଇ ଜୟ ଜଗନ୍ନାଥ.... 🙏🏻.... ଭାଇ ସବୁ ଠିକ ହବ ଓ ଖାଲି ଭଗବାନ ଙ୍କ ଉପରେ ଭରସା ରଖ.... ସବୁ ଜିନିଷ ଠିକ ସମୟରେ ହବ....

  • @subhamroshnivlogs7738
    @subhamroshnivlogs7738 2 года назад +8

    We Anubhavians always with you Bhai ❤️

  • @godgiftedquality7709
    @godgiftedquality7709 2 года назад

    GOD bless you chikuli... May God give you long and shiny future....

  • @DhableCreation-zi77qw
    @DhableCreation-zi77qw 2 года назад +37

    ଆପଣ ଆଉ ଟିକେ ଧର୍ଯ୍ୟ ରଖନ୍ତୁ ସବୁ ଦୁଃଖ ଦୂର ହୋଇଯିବ , ଓଡ଼ିଶା ବାସୀ ଆପଣ ଙ୍କ ସାଥୀ ରେ ଅଛନ୍ତି ।

  • @jnmacnestar6824
    @jnmacnestar6824 2 года назад +6

    Thank you Anubhav bhai muaaji bahut Khushi
    God's please you କାରଣ ମୁଁ ଚାହୁଁଥିଲି ଆପଣଙ୍କ ପରିବାର ରୁ ବର୍ଷା ଦୁରେଇ ରୁହନ୍ତୁ
    ମୁଁ ଜାଣିଛି ଯେ ମା ବାପା ଭାଇ ସାଙ୍ଗ ଛାଡ଼ିଦେଲେ କେମିତି ଲାଗିଥାଏ
    ମୁଁ ଜାଣିଛି ସରକାର ଝିଅ ଏବଂ ପୁଅ ସମାନ କିନ୍ତୁ ଏହା ମିଥ୍ୟା କାରଣ - ପରିବାର କ୍ଷେତ୍ରରେ ବିଭିନ୍ନ (( ମୁଁ ଗୋଟିଏ ଝିଅ ଭଲପାଏ ଏବଂ ସେ ବି ଭଲପାଏ ୫ ବର୍ଷ ହେଲ ଜଉନ ବା ପ୍ରେମ ସଂପର୍କକୁ ବୁଝିବା ଥିଲା ) ଝିଅ ଚାହୁଁଛନ୍ତି ଚାହେଁ ତ
    କୌଣଷି ବାହାଘର ହେବ କିନ୍ତୁ ପୁଅ ଚାହୁଁଛନ୍ତି ବାହାଘର ହେଇପାରିବ ନାହିଁ /
    ((ଝିଅ ମାନଂକ ଅନୁସାରେ ପୁଅ ମାନେ ଗୋଟିଏ ଖେଳନା )) ମୁଁ ନମସ୍କାର କରୁଛି ସରକାର ସରକାରୀ ଯୋଜନା ସମାନ ନିୟମ ସମାନ ବିଭିନ୍ନ ସ୍ଥାନରେ ବିଭିନ୍ନ କ୍ଷେତ୍ରରେ ସମାନ କରନ୍ତୁ (କାରଣ Anubhav Mohanty ପରିବାର କ୍ଷେତ୍ରରେ ବହୁତ ଦୁଃଖ ପାଉଛନ୍ତି ସେହି ପରି କେତେକ ପିଲା ଏବଂ ପରିବାର କ୍ଷେତ୍ରରେ ବହୁତ ଦୁଃଖ ଲାଗୁଛି ଏଥିପାଇଁ ମୋର ଅନୁରୋଧ ରକ୍ଷା କରି ବଳିୟାର ସରକାର ଝିଅ ଏବଂ ପୁଅ ସମାନ ବିଭିନ୍ନ ସ୍ଥାନରେ ବିଭିନ୍ନ କ୍ଷେତ୍ରରେ ସମାନ କରନ୍ତୁ

  • @omsai-gq4tz
    @omsai-gq4tz 2 года назад

    Anuvab bhai u r the best hero and u r my always favorite..... God bless u bhai 🥰🥰🥰😍😍😍jay jaganath sabu thik karidabe...

  • @amitrana5619
    @amitrana5619 2 года назад +7

    ଭାଇ ଆମେ ସବୁବେଳେ ତୁମ ସହିତ.... ଅପେକ୍ଷା କର ସବୁ ଠିକ୍ ହୋଇଯିବ.

  • @internationalhoatudisumliv190
    @internationalhoatudisumliv190 2 года назад +18

    କଣ କହିବି ଦୁଃଖ ଲାଗୁଛି ଭାଇ। କିନ୍ତୁ ଭଲରେ ଭଲରେ ରହିଥାନ୍ତୁ।

  • @manshipatro1614
    @manshipatro1614 2 года назад

    Be happy sir har situation me khush rehna chahiye difficult situation ati hai kuch sikhane ke liye so behtar hai ki ham sikhe Or age badhte jaye you are such a pure soul enjoy your life every moment bahar toh dekho Sare problm chor ke aap ko chahne wale kitne hai 😍😘😘😘😘🤗🤗🤗🤗🤗😊☺😚😚😚😚😚

  • @anjalidash5073
    @anjalidash5073 2 года назад +11

    Dear Anubhav..plz be more stronger than what u r presently...you r a caring n emotional human being ,so u r facing such troubles in life...
    But undoubtedly..u r appriciated n loved coz of all nature what u posses..
    You r such a lovable human being n I pray for you ..🙏🏻❤️🙏🏻

  • @ranjanpattanaik1816
    @ranjanpattanaik1816 2 года назад +11

    My dear younger brother
    You have to stay’ you are bound to live.
    It is not your life’ it is also our life.
    Don’t kill yourself
    God bless you

  • @kedardas3829
    @kedardas3829 2 года назад +1

    Brother you are great 🙏🙏🙏👌👌

  • @msdianforever7000
    @msdianforever7000 2 года назад +13

    Brother... We love you and we all are support you....🙏🙏🙏

  • @OllywoodMirror
    @OllywoodMirror 2 года назад +4

    Love you Bhai ...

  • @odiyagyana
    @odiyagyana 2 года назад

    We are here to support and stand with you @anubhav ...... don't take any wrong step in ur life..... We need you ...just look at your fans ....ur face say something in this video which I understood and wrote this ..I am a fan from nayagarh...now u got justice and u can move and start ur film again ... Don't forget about ur fan who are loving you .... please dont destroy the life as well as time ...we love u ..