Это видео недоступно.
Сожалеем об этом.

Why Lord Balabhadra Slips Down From On Charamala During Adap Bije ! EP 24 | Argus Podcast

Поделиться
HTML-код
  • Опубликовано: 12 июл 2024
  • କାହିଁକି ପଡ଼ିଗଲେ ବଡ଼ ଠାକୁର ? ଡିଲ କେଳେଙ୍କାରୀ : ମଠ ମହନ୍ତଙ୍କୁ ୧୦ କୋଟି, ନିଜେ ରଖିଲେ ୧୦ କୋଟି !
    #argusdigital #arguspodcast #arguspodcastwithsangram #SangramwithArgus #KichiKathaKichiBarta #puri #JagannathDham
    01:49 - Intro
    02:40 - ' ମୋ ଜେଜେବାପା ଜଗନ୍ନାଥଙ୍କର ୨ ଥର ନବକଳେବର କରିଥିଲେ '
    05:27 - ' ଜଗନ୍ନାଥ ମହାପ୍ରଭୁ ଆମ କୁଟୁମ୍ବର '
    06:25 - ' ସୁରେଶ ମହାପାତ୍ରଙ୍କ ଯୋଗୁଁ ବ୍ରହ୍ମବିଭ୍ରାଟ ହୋଇଥିଲା '
    07:58 - ' ଅମାନିଆ ସେବାୟତଙ୍କ ପାଇଁ ବ୍ରହ୍ମବିଭ୍ରାଟ ଘଟିଲା '
    12:40 - ' ଏତେ ସେବାୟତ ଥାଇ ଠାକୁର ଖସିଗଲେ ଏହା ବହୁତ ଦୁଃଖଦାୟକ କଥା '
    12:56 - ' ରତ୍ନଭଣ୍ଡାର ନଷ୍ଟ ହୋଇଗଲାଣି '
    15:30 - ' ପରିକ୍ରମା ପ୍ରକଳ୍ପରେ ୩୦୦୦ କୋଟି ହେରଫେର ହୋଇଛି '
    17:46 - ' ରତ୍ନଭଣ୍ଡାର ଚାବି ହଜିବା ଅତି ଲଜ୍ୟାଜନକ କଥା '
    20:43 - ' ଅହଂକାର ଯୋଗୁଁ ବିଜେଡି ସରକାର ନଷ୍ଟ ହୋଇଗଲା '
    21:57 - ' ଏହି ରଥଯାତ୍ରା ପରେ ସବୁ ବ୍ୟବସ୍ଥା ଠିକ ହୋଇଯିବ '
    23:20 - ' ମୁଁ ୩ ବର୍ଷ ବୟସରୁ ଜଗନ୍ନାଥଙ୍କର ସେବା କରିଆସୁଛି '
    Follow us on Instagram :
    / argustvdigital
    Argus Digital is yet another initiative by Argus News to cater for the ever expanding needs and interests of viewers. The new digital channel will be in addition to the existing social media handles. The intent is to create more bandwidth at our end so that we can give you more information, videos, packages, among other things.
    Why Lord Balabhadra Slips Down From On Charamala During Adap Bije ! EP 24 | Argus Podcast
    To stay updated on-the-go,
    Visit Our Official Website: www.argusnews.in/ (Odia)
    Visit Our Official Website: argusenglish.in/ (English)
    iOS App: bit.ly/ArgusNew...
    Android App: bit.ly/ArgusNew...
    Live TV: argusnews.in/l...
    Facebook: / argustvdigital
    RUclips- / @argusdigital.official
    Instagram: / argustvdigital

Комментарии • 438

  • @user-dv5zn2cp6c
    @user-dv5zn2cp6c Месяц назад +44

    ଜଣେ ସାମ୍ବାଦିକଙ୍କ ଶାଳିନତା,ସୈଜନ୍ୟତା,ଓ ପ୍ରଶ୍ନ ପଚାରିବାର ଶୈଳୀ,ଉପସ୍ଥାପନା ଶୈଳୀ ସଂଗ୍ରାମବାବୁଙ୍କର ବହୁତ ଉଚ୍ଚକୋଟୀର।

  • @sapankumarsahoopapu240
    @sapankumarsahoopapu240 Месяц назад +16

    ସଂଗ୍ରାମ ସାର୍ ଆପଣଙ୍କ ବାର୍ତ୍ତାଳାପ ଶୈଳୀ ଅତ୍ୟନ୍ତ ମନଛୁଆଁ ଓ ଉଚ୍ଚ କୋଟୀର । ଧନ୍ୟବାଦ ସାର୍, ଆପଣଙ୍କ ଚଲାପଥ କୁସୁମିତ ହେଉ, ପ୍ରଭୁ ଙ୍କ ନିକଟରେ ଏତିକି ପ୍ରାର୍ଥନା, ଜୟ ଜଗନ୍ନାଥ 🙏🙏🙏🙏🙏

  • @Disguise4791
    @Disguise4791 Месяц назад +55

    ଆଛା ଜଗୁ ସାରେ, ଆପଣଙ୍କ ଠାକୁର ବଡ ଠାକୁର, ତେମେ ବହୁତ ବଡ଼ ପଣ୍ଡା । ତମ ଦକ୍ଷିଣା ବହୁତ ଅଧିକ । ତମ ଭକ୍ତ ବହୁତ ଦାମିକିଆ।
    ହେଲେ ଆମେ 😭😭😭😭 ଆଶା କରୁଛି ବୁଝି ପାରୁଥିବେ ।

  • @biswaranjandora9211
    @biswaranjandora9211 Месяц назад +70

    ସବୁ ଠିକ କହିଲେ କିନ୍ତୁ ନିଜକୁ ବଡ଼ କହି ବଡ଼ ଦକ୍ଷିଣା କହିବା ଠିକ ଲାଗିଲାନି।

  • @jyotsnamayeesahoo313
    @jyotsnamayeesahoo313 Месяц назад +79

    ପ୍ରକୁତରେ କି ଭାଗ୍ୟ ସେମାନଙ୍କର ଯେ ସେ ଭଗବାନ ଙ୍କ ସେବା କରୁ ଚନ୍ତି ସେଇଟା କୋଟି ଜନ୍ମ ର ଫଳ କିନ୍ତୁ ତାଙ୍କ ଗର୍ବ ଦେଖି ମତେ କଷ୍ଟ ଲାଗିଲା ପ୍ରଭୁ ଜଗନ୍ନାଥ ଙ୍କ ସେବକ ହେଇ ଏତେ ଗର୍ବ ଶୋଭା ଦେଉନି। ଜୟ ଜଗନ୍ନାଥ,,

  • @debasishpujari7286
    @debasishpujari7286 Месяц назад +17

    ସଂଗ୍ରାମ ସାର ଙ୍କ ଉପସ୍ଥାପନା ଶୈଳୀ ଜବରଦସ୍ତ

  • @kodandadharsahu8726
    @kodandadharsahu8726 Месяц назад +4

    ବହୁତ ସୁନ୍ଦର ଉପ୍ଥାପନା ପାଇଁ ଆପଣଙ୍କୁ ଧନ୍ୟବାଦ। ଭକ୍ତ ମାନଙ୍କୁ ପଣ୍ଡା ମାନେ ଯେଉଁଭଳି ଲୁଟୁଛନ୍ତି ସେ ବିଷୟରେ ଆଗକୁ ଆଉ ଥରେ ଗମ୍ବିରତା ସହିତ ପ୍ରଶ୍ନ କରିଥିଲେ ଆହୁରି ଅଧିକ ସୁନ୍ଦର ହେଇ ଥାଆନ୍ତା।

  • @soumyaswagat
    @soumyaswagat Месяц назад +71

    ଜଗୁ ନାନା ଚୋର ମୁହଁ ଟାଣ ଭଳି କଥା କହୁଛନ୍ତି,ନାନା କାଇଁ ଉପରେ ଦେଖେଇ ହଉଚ ଅଧ ସତ ଅଧ ମିଛ କୁହନି ଜଗନ୍ନାଥ ସହିବେଟି ,ଜୟ ଜଗନ୍ନାଥ 🙏🙏🙏

  • @sudarsandash8042
    @sudarsandash8042 Месяц назад +8

    ସମସ୍ତେ ମିଠା ମିଠା କଥା , ଶ୍ରୀମନ୍ଦିର ଭିତରେ ତୁଳସୀ ମାଳ ଫୋପାଡିବା ଏ ପଣ୍ଡା ମାନଙ୍କ ର ଗର୍ବ ଅହଙ୍କାର ଭଗବାନ ବିଚାର କରିବ ।

  • @DasarathiSwain-jt4jl
    @DasarathiSwain-jt4jl Месяц назад +12

    ଜୟ ଜଗନ୍ନାଥ ମହାପ୍ରଭୁ ଜୟ ବଳଭଦ୍ର ମହାପ୍ରଭୁ ଜୟ ମା ସୁଭଦ୍ରା ଙ୍କ ପାଦ ତଳେ କୋଟି କୋଟି ପ୍ରଣାମ 🙏🙏🙏

  • @bijaymohanty2248
    @bijaymohanty2248 Месяц назад +7

    ବହୁତ୍ ଖୁସି ଲାଗିଲା, ଆଜିର ଖୋଲା ଆଲୋଚନା ପ୍ରଭାବରେ । ଜୟ ଜଗନ୍ନାଥ ।
    ପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ବିଶ୍ୱବାସୀ ଆନନ୍ଦରେ ରୁହନ୍ତୁ ଓ ପ୍ରଭୁ ଅକ୍ଷତ ସୁରକ୍ଷିତ ରୁହନ୍ତୁ।

  • @sujeetkumardas5536
    @sujeetkumardas5536 Месяц назад +217

    Sir tame ସବୁ ଯଦି ବଙ୍ଗାଳୀ ପଣ୍ଡା, ଆଉ ବଙ୍ଗଳା ହେଉଛି ଯଦି ଆପଣଙ୍କ ମୁଖ୍ୟ ଜାଗା ତାହେଲେ ଆପଣ ଏଠି କନ କରୁଛନ୍ତି. ସତ କଥା ହେଲା ଆପଣ ମାନେ ଠାକୁରଙ୍କ ନା ରେ ବିଜନେସ କରୁଛନ୍ତି.

  • @rakeshchandrapradhan114
    @rakeshchandrapradhan114 Месяц назад +109

    ସଂଗ୍ରାମ ସାର୍ ଙ୍କ ପାଇଁ like ଟେ ହେଉ 🥰🙏🏻

  • @skrushnareddy6796
    @skrushnareddy6796 Месяц назад +6

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ମହାବାହୁ
    ଓମ୍ ନମଃ ଭଗବତେ ବାସୁଦେବାୟ ନମଃ
    🕉️🙏🕉️🙏🕉️🙏🕉️🙏🕉️🥀🪔🍁🌼🌺🌷🌷🌹🥥🥥🍂💐‼️🌿🍁🍁🌺🥀🪔🌸🙌🙌💐🍂🥥🌷🌻🌻🏵️🌿🌷🌷🌹🥥🍂💐💐🌸🍁🌼🌺🥀🪔⭕‼️⭕

  • @amohanty4374
    @amohanty4374 Месяц назад +13

    ସଂଗ୍ରାମ ବାବୁ ଙ୍କ ପାଇଁ show ହିଟ

  • @sandhyaraninayak7561
    @sandhyaraninayak7561 Месяц назад +8

    He prabhu tuma bhakta manaki tike mana khola darsan milu
    Panda maneta ସବୁବେଳେ ଦେଖୁଛନ୍ତି
    କିନ୍ତୁ ଥରେ ଅଧେ ଭକ୍ତ ଭଲରେ dekhiparuni
    Jay shree Jagannath

  • @bishnuprasadmishra8830
    @bishnuprasadmishra8830 Месяц назад +15

    ଶଳା ଆମେ ମହାପ୍ରଭୁଙ୍କୁ କେଉଁ ଠାରେ ଦେଖିବୁ, ମନ୍ଦିର ଗଲେ ଧାଡ଼ିରେ ଠିଆ ହେଇ ସମୟ ଯିବ, ରଥରେ ସେବାୟତ ଗାଣ୍ଡୀ ମାରିବେ , ଶଳା କାହାକୁ କହିବ, ଅଥର୍ବ ପ୍ରଶାସନ

    • @SunilKumar-jl6nq
      @SunilKumar-jl6nq 27 дней назад

      Bhakta Dasiya bauri bhalia manare nijaku samarpana karibara achi
      Sabu niti niyama ku paliba ku padiba prashansa Kariba ku padiba

  • @ashokkumarpal596
    @ashokkumarpal596 Месяц назад +16

    ସେହି ଅମାନିଆ ସେବାୟତ ମାନେ କିଏ ?ସେମାନେ ତ ଆପଣ ମାନଙ୍କର ପୁଅ ପୁତୁରା ନାତି ଆପଣଙ୍କର ବଂଶଧର ର କିଏ ବି ହେଇଥିବେ ,ଆପଣ ସେମାନଙ୍କର ବରିଷ୍ଠ ,ଆପଣଙ୍କର କଣ ଦାଇତ୍ୱ ଅଛି କି ନାହିଁ ,ଖାଲି ଦୋଷ ଦେଇ ଆପଣ ଖସି ଯାଇପାରିବେନି .ଦାଇତ୍ୱ ନେବାକୁ ହେବ .

    • @sritamkumar7488
      @sritamkumar7488 Месяц назад +2

      Nai tanka pua Mane semiti kebe karibeni....Tanka Family Bahut Bhala

    • @radheshyammohapatra2948
      @radheshyammohapatra2948 Месяц назад

      Kete sundar family tankara

    • @ajaysethy142
      @ajaysethy142 Месяц назад

      Aaji kali pulanku kahile , muhanre jabab dauchhanti boli, purukha loka mane nija ezat ku dari chup rahiba hin bada karana

    • @dhirendranathrout3005
      @dhirendranathrout3005 Месяц назад

      ଏବେକାର ପୀଢ଼ି ଯଦି ପାନ୍ଡିଆନ ଶିଷ୍ୟ ହୁଅନ୍ତି,ତେବେ ଗୁରୁଜନଙ୍କ କଥା କିଏ ମାନିବ।

    • @odiaknowledgehubranjit4985
      @odiaknowledgehubranjit4985 Месяц назад

      ​@@dhirendranathrout3005😂😂😂

  • @laxmikantapadhi7947
    @laxmikantapadhi7947 Месяц назад +8

    Argus news thiki rasta re chalichi ❤❤❤Jo jaganatha

  • @magsirasahu2050
    @magsirasahu2050 Месяц назад +5

    Jay shree Jagannath patitapaban mahaprabhu jay maa mahalaxmi 🛕⭕‼️⭕🔔☸️🐚🪷🕉️📿🪔🪔🪔🪔🪔🙌🌷🌹🌿🍌🍇🍐🥥🍓🍈🍏🍍🌿🙏✡️✡️🦚🌼🙏🏻💐🕉️🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🌹🌹🌹🌹🌹🌹🌹🌹🌹🌹🌹🍓🍓

  • @prahaladsahu5406
    @prahaladsahu5406 Месяц назад +5

    ଜୟ ଜଗନ୍ନାଥ 🙏 ମହା ପ୍ରଭୁଙ୍କୁ ସବୁବେଳେ କୋଟି ପ୍ରଣାମ 🙏

  • @nabakishoresahoo5712
    @nabakishoresahoo5712 Месяц назад +112

    ସେବାୟତ ମାନେ ବାଧ୍ୟ ବାଧକରେ ସେବା କରୁଛନ୍ତି l 80% ସେବାୟତ BJD ପାଣ୍ଡିଆନଙ୍କ ଶିଷ୍ୟ ହୋଇଯାଇଛନ୍ତି l

    • @diptiskumarbal3778
      @diptiskumarbal3778 Месяц назад

      Mg lazya nahi tumaku bjp chatukar

    • @SandipbiswalIS--
      @SandipbiswalIS-- Месяц назад

      To gandi maruchanti

    • @concordrajpushpa
      @concordrajpushpa Месяц назад +2

      han para corrider niramana karithila

    • @satyaranjanpanda4189
      @satyaranjanpanda4189 Месяц назад

      ଆଉ 20% ଏବେ ବିଜେପି ର ହୋଇଗଲେ, ସମୟ ଅନୁସାରେ 100% ବି ବିଜେପି ର ହୋଇଯିବେ ମନ ଦୁଃଖ କରନି

    • @Hindutwa829
      @Hindutwa829 28 дней назад

      ​@@satyaranjanpanda4189bala bujhilu tu

  • @ThakelaBro
    @ThakelaBro Месяц назад +3

    ସେବାୟତ ଭକ୍ତ ଙ୍କ ଠାରୁ ଲୁଟି ଖାଇ ବଂଶ ବୃଦ୍ଧି କରିଚାଲିଛ
    ଏଇ ଭଳି ପବିତ୍ର କାର୍ଯ୍ୟ ତୁମ ମାନଙ୍କ ପାଇଁ ନୁହେଁ
    ଶ୍ରୀମନ୍ଦିର କୁ ବ୍ୟାପାର ର ଗୋଟେ ଉତ୍ସ କରିଛ
    ପାପୀ ଅହଙ୍କାରୀ

  • @RosyBehera64
    @RosyBehera64 Месяц назад +2

    ଏତେ ଗର୍ବ କାହିଁକି ବାଡଗ୍ରାହୀ ଆଜ୍ଞା
    ଠାକୁର ଆପଣଙ୍କର, ଜନସାଧାରଣ କିଏ ତାହେଲେ?
    ବଡ଼ ପଣ୍ଡା ହିସାବରେ କେତେଥର ସାଧାରଣ ଲୋକଙ୍କୁ ମାଗଣାରେ ଦର୍ଶନ କରେଇଛନ୍ତି

  • @gangabag1156
    @gangabag1156 Месяц назад +12

    କାମିଆ ଯାନି ବିଷୟରେ ପଚାରିଥିଲେ ଭଳ ହୋଇଥାନ୍ତା

  • @skrushnareddy6796
    @skrushnareddy6796 Месяц назад +2

    ଓମ୍ ନମଃ ଶ୍ରୀ ଗର୍ବ ଗଜନ ଶ୍ରୀ ହରି
    ଓମ୍ ନମଃ ଶ୍ରୀ ବଡ଼ ବାଡ଼ ଶ୍ରୀ ବଳଭଦ୍ର ଦେବ ନମଃ
    🕉️🙏🕉️🙏🕉️🙏🕉️🙏🙏🕉️🙏🕉️🙌🙌🌻🏵️🌿🌷🌹🥥🚩🙌🌻🌻🏵️🌿🌷🌹🥥🍂💐🌸🍁🌼🌼🌺🥀🪔⭕‼️⭕

  • @user-lp5wj4nr3p
    @user-lp5wj4nr3p Месяц назад +4

    ମନ୍ଦିର ଭିତରେ ପଶୁ ପଶୁ ତୁଳସୀ ପତ୍ର ଗୁଟେ ଦେବେ 100 ଟଙ୍କା ମାଗିବେ

  • @bishikeshanbehera5868
    @bishikeshanbehera5868 Месяц назад +2

    ଶ୍ରୀମନ୍ଦିର ଭିତର ରତ୍ନ ବେଦୀ ପାଖ କୁ ତ କାଇଁ ପାଣି ଆସୁନାହିଁ ରତ୍ନ ଭଣ୍ଡାର କୁ ପାଣି କେମିତି ଆସିବ । ଭଣ୍ଡାର କୁ ତ ଏମିତି ତିଆରି କରାଯାଇଥିବା ଯାହା କି ଶ୍ରୀମନ୍ଦିର ଥୁ ବି ଅଧିକି ଶକ୍ତ ଥିବା

  • @draupadibanchhor2855
    @draupadibanchhor2855 Месяц назад +8

    ଜଗନ୍ନାଥ ମହାପ୍ରଭୁସାରା ଜଗତର ନାଥ

  • @prajnaparida8889
    @prajnaparida8889 Месяц назад +3

    Best & real word from sebayat

  • @kabudas8617
    @kabudas8617 Месяц назад +6

    ସବୁ ସେଇ ପ୍ରଭୁଙ୍କୁ ଜଣା
    ସବୁ ସେଇ ପ୍ରଭୁଙ୍କ ଇଚ୍ଛା....🙏🏿
    ❤ଜୟ ଜଗନ୍ନାଥ❤

  • @subhraodishavlogs
    @subhraodishavlogs Месяц назад +2

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ
    ପ୍ରଭୁ ତୁମ କରୁଣା ଅପାର।।।

  • @NayagarhTalent
    @NayagarhTalent 10 дней назад +1

    ଜୟ ଜଗନ୍ନାଥ 🙏🙏🙏🙏

  • @laxmipriyaswain-sp7be
    @laxmipriyaswain-sp7be Месяц назад +2

    ୯୦ଖରାପ ୧୦ ଭଲ

  • @arajunmaharana6147
    @arajunmaharana6147 Месяц назад +4

    🙏ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ 🙏

  • @baradakantatripathy972
    @baradakantatripathy972 Месяц назад +2

    Jay Jagannath Swami Nayan patha gami bhaba tume, bhaba tume, bhaba tume...

  • @user-vo8gb8wo8f
    @user-vo8gb8wo8f Месяц назад +3

    ଜୟ ଜଗନ୍ନାଥ ପ୍ରଭୁ ବଡ଼ଟାକୁରେ ମାଆ ମୋତେ ବିପଦରୁ ବଞ୍ଚାଅ ପ୍ରଭୁ

  • @birenray1532
    @birenray1532 Месяц назад +4

    ପ୍ରଭୁ ନୀଳା କରିଛନ୍ତି ମାନେ, ସମାଧାନ ହେଇଜିବ ଅପେକ୍ଷା କର ସମୟକୁ ,

  • @shyamparida9503
    @shyamparida9503 Месяц назад +1

    ପୁରୀ ପଣ୍ଡା ଙ୍କ ଦୁର୍ନୀତିକିଏ ବା ନଜାଣିଛି ପୁରୀ ଶ୍ରୀମନ୍ଦିର ରେ ନବେ ପ୍ରତିଶତ ପଣ୍ଡା ଙ୍କ ର ଆଚରଣ
    ଚଣ୍ଡାଳ ଙ୍କ ଠାରୁ ତୁଛ ।

  • @sarojsahoo2287
    @sarojsahoo2287 Месяц назад +4

    Jay jaganatha🙏🙏

  • @shefalepatra1381
    @shefalepatra1381 Месяц назад +1

    Koti koti Dandvat Pranam Prabhu ❤

  • @jeetendapanda2591
    @jeetendapanda2591 Месяц назад

    Thank u Argus tv for bringing the fact of shifting Arvind padhy &dramatic induction of Suresh Mohapatra as JTA & again appointment of Shri Padhy as JTA. Happy to learn so many secrets from Shri J.S.Mahapatra & Jaguni Bhai.

  • @trueindianankit5773
    @trueindianankit5773 Месяц назад +3

    ବଙ୍ଗାଳୀ ପଣ୍ଡା ଏମାନେ। ତାହେଲେ କଲିକତା ଯାଆନ୍ତୁ। ବାଃ
    କୋଉ ସରକାରର ଦୋଷ ମୁଖ୍ୟ ନୁହେଁ। ଏହି ସେବାୟତ ମାନଙ୍କ ମୁଖ୍ୟ ଭୁଲ୍। ନିଜକୁ ଓଡ଼ିଆ ବୋଲି ମାନୁନାହାନ୍ତି। କାହାକୁ କଣ କହିବା।
    ବେଶୀ କହିଲେ ଆମକୁ ହିଁ ନାସ୍ତିକ କହିବେ। 🙏🏾।
    Jay Jagannath

  • @sahoopravasini7341
    @sahoopravasini7341 Месяц назад +2

    Bahuta Satya Katha....

  • @kanhucharanparidakanhuchar839
    @kanhucharanparidakanhuchar839 Месяц назад +1

    Jay shree Jagannath maha Prabhu

  • @mohapatrasubhranshusekhar7545
    @mohapatrasubhranshusekhar7545 Месяц назад +2

    Jeudina Pandamwne Bhakta Bidura Sudama saji Ratharudha hebe tebe koti koti bhaktanka upare subha dusti padiba . Sehidina Bhakta Bhagabananka Milana neba . .

  • @Silentlover933
    @Silentlover933 28 дней назад

    Jai Jagannath

  • @kalia6974
    @kalia6974 Месяц назад +1

    ଏହା ନବୀନ ପାଣ୍ଡିଆନର ଖେଳ ।ସେବାୟତମାନେ ଶୃଙ୍ଖଳିତ ନୁହଁନ୍ତି କାହିଁକି ? ଭକ୍ତ ଭଗବାନଙ୍କର ସେବକ । ଭୟ ଥିଲେ ଭକ୍ତି । ଏମାନେ ନିର୍ଭିକ ହେଲେ କିପରି?

  • @RupaliMaharana-x7v
    @RupaliMaharana-x7v 29 дней назад

    Jay jagannath 🙏

  • @user-nf3mk7yi9n
    @user-nf3mk7yi9n Месяц назад +2

    ❤❤ ଜୟ ଜଗନ୍ନାଥ ସ୍ଵାମୀ ❤❤

  • @sagarkumarbhuyan8061
    @sagarkumarbhuyan8061 Месяц назад +1

    ଆପଣ ସଂପୂର୍ଣ୍ଣ ମିଛ କହିଛନ୍ତି ,ବଳଭଦ୍ର ପହଣ୍ଡି ବେଳେ ଆପଣ ଙ୍କ ପୁଅ ନନ୍ଦିଘୋଷ ରଥରେ ଥିଲେ ଆପଣ ଙ୍କୁ ଆମେ ଦେଖିନୁ । ଆପଣ ବ୍ରହ୍ମ ବିଭ୍ରାଟର ଖଳନାୟକ ଗର୍ବି ଅହଂକାରି ଦଇତା

  • @narayandalai8414
    @narayandalai8414 Месяц назад +1

    ଦୁଷ୍ଟ ପଣ୍ଡା ମାନଙ୍କୁ ଦଣ୍ଡ ଦିଆଯାଉ, ଜୟ ଜଗନ୍ନାଥ ସ୍ୱାମୀ 🙏🙏🙏

  • @pravashinisaho3111
    @pravashinisaho3111 Месяц назад +2

    Jay jagnnath mahaprabhu 🪔🙏,a nirat sat Katha, mahaprabhu tumku sbu Jana🙏🙏🙏🙏🙏

  • @MrPpcops
    @MrPpcops Месяц назад

    ସଂଗ୍ରାମ ବାବୁ, ଅତି ସୁନ୍ଦର ଭାବେ ସାରା ଓଡିଶାର କଣ ସାରା ଦେଶର ଭକ୍ତ ଙ୍କ ମନର କଥା ଆପଣ ପଚାରି ପାରିଛନ୍ତି। ସେବାୟତ ଙ୍କ ମନମୁଖୀ କାର୍ଯ୍ୟ ଭକ୍ତ ଙ୍କୁ ଦୁର୍ବ୍ୟବହାର, ଅଯଥା ଠେଲା ପେଲା, ଓ ବିଶୃଙ୍ଖଳିତ ଆଚରଣ, ନୀତିକାନ୍ତି ର ଅବ୍ୟବସ୍ଥା ବିଷୟରେ ଯାହା ଶ୍ରୀଯୁକ୍ତ ଜଗନ୍ନାଥ ସ୍ୱାଇଁ ମହାପାତ୍ର କୋୖଣସି ସନ୍ତୋଷ ଜନକ ଉତ୍ତର ଦେଇ ପାରିନାହାଁନ୍ତି। ତାଙ୍କ ପରି ବରିଷ୍ଠ ସେବାୟତ ମାନେ ନିଜର ଦାୟିତ୍ଵ ଯଦି ସୂଚାରୁରୂପେ ତୁଲାନ୍ତି ନାହିଁ ଖାଲି ନିଜକୁ ବଡ ବୋଲି ଦେଖେଇ ହୁଅନ୍ତି ଓ କୋୖଣସି ସମସ୍ଯାର ଆପୋଷ ସମାଧାନ କରେଇ ଦିଅନ୍ତି ନାହିଁ । ସଂଗ୍ରାମ ବାବୁଙ୍କୁ ଅଶେଷ ଧନ୍ୟବାଦ।

  • @subratpadhiary5166
    @subratpadhiary5166 Месяц назад +3

    ଜୟ ଜଗନ୍ନାଥ 🙏🙏🙏

  • @biswajitghadei-y7l
    @biswajitghadei-y7l Месяц назад

    Jay Jagannath

  • @jejemaanatunilifestyle1617
    @jejemaanatunilifestyle1617 Месяц назад +2

    ଜୟ ଜଗନ୍ନାଥ ସ୍ୱାମୀ 🙏

  • @PradeepKumar_yt
    @PradeepKumar_yt Месяц назад +3

    ଜୟ ଜଗନ୍ନାଥ

  • @ejitapradhan3186
    @ejitapradhan3186 Месяц назад +3

    ଜୟ ଜଗନ୍ନାଥ 🌹🌹🌹

  • @subashayorock4396
    @subashayorock4396 28 дней назад

    Mara jadi vhagya thanta jagatara ntha jaganathakna sebakaribare mu jibana ma prana sabu tanka charane. Deithanti jay Jagannath 🙏🙏🙏🙏🙏

  • @suryacreationandvlogs
    @suryacreationandvlogs 25 дней назад

    ଜୟ ଜଗନ୍ନାଥ 🙏❤

  • @kuldeepbehera449
    @kuldeepbehera449 Месяц назад +1

    Jay Jagannath 🙏🏼

  • @user-ph5hv9zb3y
    @user-ph5hv9zb3y Месяц назад

    Really amazing. Presentation, expression, clarity and befitting analysis is unique. Many many🌹 thanks.

  • @ranjanpallai6789
    @ranjanpallai6789 Месяц назад

    bahut sundar sangram Bhai

  • @lakuluckyvlogs
    @lakuluckyvlogs Месяц назад +1

    Jai jagannath Swami Nayan path gami bhaba tume 🙏😥

  • @rakeshparida3620
    @rakeshparida3620 Месяц назад

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ।।
    ଆଛା ଜଗା ନନା ଶ୍ରୀଜଗନ୍ନାଥ ହେଉଛନ୍ତି ଆମ ଓଡ଼ିଶା ବାସୀଙ୍କ ଗର୍ବ ଆଉ ଗୌରବ।ତମେ ଯେତେକ ପଣ୍ଡା ସବୁ ଅଛ ମନ୍ଦିର ଭିତରେ ପରିଚାଳନା କରୁଛ।ସମସ୍ତେ ଜଗନ୍ନାଥ ଏବଂ ମନ୍ଦିରକୁ ନିଜ ବପୋତି ଭାବି ଜବରଦଖଲ କରି ରଖିଛ। ଆଇଏଏସ ଅଧିକାରୀଙ୍କ ଭୁଲ୍ ରହିଗଲା ଯେ ଅଲଗା କରିଦେଲେ ଭୂଲ୍ ସେ କରି ନାହାଁନ୍ତି ତମ ମାନଙ୍କୁ ଗାଣ୍ଡୀ ମାରି ଖାଇବାକୁ ସୁବିଧା ହେଲାନି ତେଣୁ ଦୋଷ ଆଇଏଏସ ଙ୍କ ଉପରେ ଲଦି ଦିଆଗଲା।ଆରେ ପେହଲେଇପୁଅ ଦରମା ଆଉ ଦକ୍ଷିଣା ଆକାରରେ ଟଙ୍କା ଲୁଟିବ କାମ କରିଲା ବେଳକୁ କାଇଁ ଭୁଲ ହଉଚି ପଇସା ନବ ହାଡେ ହାଡେ କାମ ଇଆଡ଼େ ସିଆଡେ।ଓଲଟା ଓଡ଼ିଶା ଲୋକ କେହି ଲାଇନ ଲଗେଇ ଛିଡା ହୋଇ ଗଲା ପରେ ଭିତରକୁ ତମେ ମାନେ କହୁଛ କାହିଁକି ଆସୁଛ ତମେ ମାନେ ମେଣ୍ଢା ଲୋକ ସବୁ।ଏମିତି ପର୍ଶିନାଲ୍ ଇଣ୍ଟରଭିଉ ଘର ଭିତରିଆ କରାନ୍ତୁନି ପବ୍ଲିକ ଙ୍କ ଆଗରେ ବସେଇ ୟାକୁ ପଚରା ଯାଉ ମୋର ଏତିକି ଅନୁରୋଧ କଣ କହୁଛନ୍ତି ଓଡ଼ିଶା ବାସୀ ଜଣା ପଡ଼ିବ।ଶଳା ଖଟୁଳି ଚୋରି କରି ଖାଇ ସାରିଲେଣି ପଣ୍ଡାମାନେ।ଏହି ମନ୍ଦିର ର ପଣ୍ଡା ମାନଙ୍କର୍ ବି ନବ କଳେବର ହବା ଦରକାର୍।

  • @subashayorock4396
    @subashayorock4396 28 дней назад

    Pravhu kna seba jia kare taa mana prana sabu jaganath charanare deithanti

  • @shivmishra1230
    @shivmishra1230 Месяц назад

    Chamatkar interview....
    Outstanding journalism and anchoring❤

  • @user-cb8hs4di7v
    @user-cb8hs4di7v Месяц назад +5

    ସବୁଥିରେ ଭଣ୍ଡମି

  • @anitadas2664
    @anitadas2664 Месяц назад +1

    Tanka pae panda mane jaha hauchanti dekhile dukha laguchi temple gale ete durniti dekhi bahut kasta hauchi......
    Bhagwaan ka pakhare emiti kariba bahut kharap

  • @chandraDahita
    @chandraDahita Месяц назад +2

    ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ। ସୁରେଶ ମହପାତ୍ରଙ୍କୁ ଜବାବ ତଲବ କରିବା କଥା

  • @SwarnapriyaSahoo-oe7nf
    @SwarnapriyaSahoo-oe7nf Месяц назад +1

    Jai jagannath ❤❤❤

  • @deepakbugudei1247
    @deepakbugudei1247 Месяц назад +1

    ହେ ପ୍ରଭୁ 🙏🏻

  • @MoJagannath365
    @MoJagannath365 Месяц назад

    ବହୁତ ସୁନ୍ଦର
    ଜୟ ଜଗନ୍ନାଥ 🙏

  • @user-jw6bh6ug6h
    @user-jw6bh6ug6h Месяц назад

    DURYODHAN KHATUA
    HEARTY CONGRATULATIONS FROM D.K.BHAKTI CHANNEL ! I WISH YOUR GOOD LUCK ! LORD JAGANNATH MAY BLESS BOTH OF YOU BEAUTIFUL PRESENTATION !

  • @sujataswain2493
    @sujataswain2493 Месяц назад

    Mo Prabhu jagannath Swami Nayana patha gami bhaba tume 🙏💞

  • @Madhumehendiart1985
    @Madhumehendiart1985 Месяц назад

    Jay Jagannath swami nayana pathagami bhaba tume bhaba tume bhaba tume 🙏🙏🙏🙏🙏

  • @PadmalayaMohanty-lm3fp
    @PadmalayaMohanty-lm3fp Месяц назад

    Jay shree Jagannath Swami Nayana Patha Gami Bhaba Tume 🙏🥰

  • @182jdj
    @182jdj Месяц назад +1

    Jai shree Jagannathha 🙏🙌🏻

  • @newsonlineplus24x7
    @newsonlineplus24x7 Месяц назад +1

    ସବୁ ମିଛ ପ୍ରହେଳିକା..... ଅର୍ଥ ର ଦାସୀ

  • @PrasantMishra-cw1of
    @PrasantMishra-cw1of Месяц назад

    Baht sundar prasna gudie o Tara uttara.Bhala lagila Dhanyabad.

  • @aganiswain4789
    @aganiswain4789 Месяц назад

    ଜୟ ଜଗନ୍ନାଥ 🙏🙏🙏 , ଜଗନ୍ନାଥଙ୍କ ପାଖରେ କେହି ନିଜର ନୁହଁନ୍ତି , ଭୁଲ୍ ପାଇଁ ବଡ଼ ଦଣ୍ଡ ନିଶ୍ଚୟ ମିଳିବ 🙏

  • @MrPpcops
    @MrPpcops Месяц назад

    ବହୁ ଲୋକରେ ମୁଷା ମରେନି ବା ଯାହା ଇଂରାଜୀ ରେ କୁହାଯାଏ Too many cooks spoil the broth. ରଥ ଯାତ୍ରା ସମୟରେ ବହୁ ସଂଖ୍ୟକ ସେବାୟତ ଙ୍କ ସମନ୍ୱୟ ଅଭାବରୁ ଏପରି ଘଟଣା ଘଟିଲା ।

  • @niranjansatapathy1941
    @niranjansatapathy1941 Месяц назад +1

    ଜୟଜଗନ୍ନାଥ 🙏

  • @saraswtisinku6774
    @saraswtisinku6774 Месяц назад +1

    Jay jagarnnath

  • @ramachandranaik713
    @ramachandranaik713 29 дней назад

    ଆମେ ମଧ୍ଯ ଜଗନ୍ନାଥଙ୍କ ସେବକ କିନ୍ତୁ ଏମାନଙ୍କ ପରି ନୁ୍ହଁ। ଅମାନିଆ ସେବକମାନଙ୍କୁ ବାହାର କର ।ରୋଜଗାର କରିବାର ନିଶା ।

  • @bijayanandapanda8816
    @bijayanandapanda8816 Месяц назад +1

    ଏଗୁଡ଼ା କ ସବୁ ଠାକୁର ଙ୍କ ନାଁ ରେ ଡକାୟତ ସଂଗ୍ରାମ ବାବୁ
    ସବୁ ଖାଇ ଯିବେ
    ଏ ମାନେ

  • @satyaranjanpanda4189
    @satyaranjanpanda4189 Месяц назад

    ଆଜି ଟିକେ ଶୁଣନ୍ତୁ ରତ୍ନ ଭଣ୍ଡାର ରେ କେତେ ଆଣ୍ଠୁଏ ପାଣି ଯିଏ ଯାଇଥିଲେ ସିଏ କହିବେ,ଏତେ ଗାଲୁଆ ତୁମେ କଣ ନା ଆଣ୍ଠୁଏ ଆଣ୍ଠୁଏ ପାଣି

  • @chandancreations389
    @chandancreations389 Месяц назад +2

    - ଅତି ଗର୍ବ

  • @MurareeYadav-sk5es
    @MurareeYadav-sk5es Месяц назад +1

    Jay shree Jagannath Swami 🙏🙏🙏🙏🙏🙏🙏🙏🙏🙏⭕‼️⭕

  • @user-xh4sh1me6c
    @user-xh4sh1me6c Месяц назад

    Jay jagannath swami

  • @satyabratadash1586
    @satyabratadash1586 Месяц назад

    Jay Jagannath Swami 🌺🙏🌺

  • @sanketsanky395
    @sanketsanky395 Месяц назад +4

    Point to be noted : Ame Bangali panda , ama mula jaga Paschima Banga.
    Aau ame odia murkha . Wah

    • @godmadeyou2
      @godmadeyou2 Месяц назад +3

      @@sanketsanky395 ଏଇ ଭିଡିଓ ଦେଖିଲା ପରେ ଭି ଆମ ଓଡ଼ିଆ ଲୋକଙ୍କ ନିଦ ଭାଙ୍ଗିବନି 🤔

  • @Reenabehera0
    @Reenabehera0 Месяц назад +2

    Jay jagannath Jay jagannath Jay jagannath 🙏🏻🙏🏻🙏🏻🙏🏻🙏🏻

  • @lifeofpk4412
    @lifeofpk4412 Месяц назад

    ସୁରେଶ ମହାପାତ୍ର ଜଣେ ଓଡ଼ିଆ ନାଁ ରେ କଳଙ୍କ ଥିଲେ । ଅଣ ଓଡ଼ିଆର ଗୋଲାମ ଥିଲେ ।

  • @ushamanibehera7858
    @ushamanibehera7858 Месяц назад +2

    Ame gariba lakamane jebe Puri Puri jau sethi sabuade khli paisha maganti ame ate paisha kauthu anibu sethi pain apanka jariare prasha sananku anurodha je akathaku tike najara debe

  • @MOUTHBOXPLAYER
    @MOUTHBOXPLAYER Месяц назад

    Only like for REPORTER ....GOD BLESS HIM ....PANDAS AND daytapatiiiii

  • @sujatapasayat5961
    @sujatapasayat5961 Месяц назад

    Jayjaganatha ❤🎉mo Kalia thakura❤

  • @soumyaswagat
    @soumyaswagat Месяц назад +4

    ନାନା ଆପଣ ନିଜ କଥା କହିଲେ ,ମାନବ ସେବା ହିଁ ମାଧବ ସେବା 😂

  • @sureshnayak2347
    @sureshnayak2347 Месяц назад

    Jay Jagannath Swami Nayan pathagami bhava tume❤❤