ଗୁଲୁଆ ଭାଈ ଙ୍କୁ ହୃଦୟ ରୁ ଭଲ ପାଉଥିଲେ Like କର ❤
ମୋ ବାଳରୁ ଭଲ ପାଉଛି
ପ୍ରଳୟ ଭାଇ ଥିଲେ ବହୁତ୍ ଭଲ ହେଇଥାନ୍ତା
ନାଁ ବାଣ୍ଡ ରୁ ପାଉଛି 😊
ଏମିତି ବାକି ଖାଇବାଟା ଭଲ ନୁହେଁ
ଜଲଦି final କର ବାକି ଖିଆ case ନ ହେଲେ ଲୋକ ସବୁ ବାକି ଖାଇଯିବେ ଦୋକାନୀ ଙ୍କ ଠୁ l ପିସା କୁ ଗୋଟେ ଶାସ୍ତି ଦରକାର କେତେ ଲୋକ ଆଉ ପାଗଳ ହେବେ ପିସା ପାଇଁ
ଶକୁନ୍ତଳା କଣ ଟିକେ ଟିଫିନ୍ ଆଣିଲ😂😂 __ ଷ୍ଟିଲ ହଉ କି ପ୍ଲାଷ୍ଟିକ 🤣🤣🤣🤣
ଦୋକାନୀ ଭାଇମାନେ ସବୁ ଏଇଠି like କରନ୍ତୁ 😂
😂😂
ଅତି ସୁନ୍ଦର। ଯେଉଁମାନେ ଗୁଲୁଆ ଭାଇ କୁ ଭଲ ପାଆନ୍ତି like କରନ୍ତୁ।❤❤❤❤
ଶଳା ପିସା ନକେଦମ୍ କରିସାରିଲାଣି 😠 ପିସା କୁ ପାନେ ଦରକାର😂 part 4 କର 😊
ବୃଦ୍ଧ ଲୋକ ର ଅଭିନୟ ବହୁତ୍ ଭଲ ଲାଗିଲା
ଭାସ୍କର, ପ୍ରତିଦିନ 😂😂😂😂😂
ବହୁତ ଭଲ ଲାଗିଲା ହସି ହସି ପେଟ ବଥା ଗୁଳୁଆ ଭାଇ ଆପଣଙ୍କ କମେଡି 😂😂😂😂
ଚରିତ୍ର ଓ ସଂଳାପ ସାର୍ବଜନୀନ , ବାସ୍ତବତାପୁର୍ଣ୍ଣ ... ହାସ୍ୟରସ ସହିତ ସମାଜସଚେତନ ପାଇଁ ପ୍ରୟାସ ବହୁତ ଭଲ ଲାଗିଲା। । ଉତ୍ତରଆଧୁନିକ ମାନସିକ ଚେତନାକୁ ନିଖୁଣ ଭାବରେ ପ୍ରକାଶ କରିଛନ୍ତି।
ଗୁଲୁଆ ଭାଇ ଙ୍କ ଭଳି ଭଦ୍ର ଲୋକ ଏଇ ସଂସାର ରେ ଖୋଜିଲେ ବି ମିଳିବନି❤❤😅😅
Mr gulua back to his prime mode ...... ଓଡ଼ିଆ ରେ ଅନୁବାଦ ମିଷ୍ଟର ଗୁଲୁଆ ତାଙ୍କ ପୁରୁଣା ଚିରାଚରିତ ଢଙ୍ଗରେ ଫେରିଛନ୍ତି....
13:13 gulua bhai danda hmm😂🤣🤣🤣😂🤣😂😂🤣🤣
World cup India ହରିବା ଦୁଖ ପରେ ଏ vdo ଦେଖି ମନକୁ ବୁଝାଈଲି 😢😢😅
Same feelings bro😢
Bhi don't support India 🇮🇳 cricket team always support Australia 🦘
India 🇮🇳 never won world Cup even Australia 🦘 20 final
Ebe khusi ta india cup jiti gala
ବହୁତ୍ ବଢିଆ ଲାଗିଲା ଭାଇମାଇଣ୍ଡ ଫ୍ରେସ୍ ହେଇଗଲା ସକାଳୁ ସକାଳୁ ❤
ନା ଟା ଯେମିତି କାର୍ତ୍ତିକ କାମ ଟା ସେମିତି ମାର୍ଗଶିର 😂😂
Hahahah
ବାକି ନାହିଁ series ଜାରି ରହୁ, ବହୁତ୍ ଭଲ ଲାଗିଲା।।thank you galua and team
ହସି ହସି ଲୋକ ଗଡି ଯିବେ 🤣😂🤣😂🤣
ମାଡ଼ି ଚାଲ ସାର୍ ବହୁତ୍ ଭୋଲ ହେଇଚି ଜୟ କୌଶଳ
Digambar mausa... mast Acting karichhonti.....🎉🎉🎉🎉A series jaari rahu....Mr.Gulua.... as usual....best of best comedy and realistic story creator...😂😂😂😂😂😂😂😂😂
Last part be like , baki khai nama nele peesa. Aau nije baki khai khai pagala gosti re samil hele.. 😂😂
ମନ ଖୁସି ହେଇ ଗଲା ସକାଳୁ ସକାଳୁ,, ଦିଗମ୍ବର ଭାଈ ର Acting 👌😂😂 ଭାଈ ଆର part ୧୦ ପର୍ଯ୍ୟନ୍ତ ଆଣନ୍ତୁ।
Nai Bhai 100😆
ଗୁଲୁୁଲା ଭାଈ ଆମର ସୁପର 😂😂😂😂❤❤❤❤
ପିସା ତମେ କୋଉ ମନ୍ତ୍ର ପଢ଼ିଲ😅😅😅
ଏତେ ଦିନ ପରେ ଗୁଲୁଆ ଭାଇ ଙ୍କ ପାଇଁ ମୁହଁ ରେ ଟିକେ ହସ ଆସିଲା
ବାକି ନାଇଁ 😂😂
😂😂😂😂
😅😂
😅C😂c
ସକାଳୁ ସକାଳୁ mind Fresh ହେଇଗଲା 😂❤
Ta maa mo maushi bhai bobalh heiche 😀😀😀😀👌....radh pura English karideich...🤣🤣🤣🤣🤣
ବହୁତ ଭଲ ଲାଗିଲା ପିଇସା ❤❤❤ 45678.... part କରି ଚାଲ ଦେଖି ବାକୁ ମଜା ଲାଗୁଛି
ଭାସ୍କର ମିଡ଼ିଆ ଜିନ୍ଦାବାଦ
ଭାଇ ତମେ ବହୁତ ଚାଲାକ 😂😂😆😆 ଯାହାକୁ ହେଲେ ବି ଗାଣ୍ଡି ମାରିଦେଉଛ 😂😂😂
ଲୋଲୁପ ଦୃଷ୍ଟି ରେ ଅନେଇ ସାରିଲାଣି ପିଠି thapudei ସାରିଲାଣି was epic 😂😂😂😂😂😂😂😂😂
ବର୍ଷା ଦିଦି ସୁପର ହେଇଛି
ଭହୁତ ଖରାପ ଅଛି
ଅତି ସୁନ୍ଦର ଗୁଲୁଆ ର କମେଡି 💯💯💯💞💞💞
Part 3 episode bahut maja lagila hasi hasi bedam 😀😀😀😀 hahahaha
Bhaskar au pratidina Pai super 😂😂😂
9o
Gulua ଭାଇ ମୁଁ ଜନେ ଦୁକାନି ହେଲା କି ତୁମେ ଯଉ ଟାଇପ ର ଭିଡ଼ିଓ ଟା ବୋନେଇଛ ପୁରା ସୋତ୍ ଘଟନା ଭାଇ ।। 1no video
World Cup final dekhila pare mo mood kichhi bhala na thila .but tomo video dekhila pare mu aji bahut hasichi😊bhai you are really great 👍
😂😂😂ଅତି ସୁନ୍ଦର
Gulua bhai nku salute ❤❤❤🙏🙏Script is awesome ❤❤❤❤
😊
PART -2 କରନ୍ତୁ PLZ ଭାଇ...
ଗୁଲୁଆ ଭାଇ PLEASE PART 4 ଆଣନ୍ତୁ
Bhaskar Aneichi .. ladies gala re hata maribuni 😂😂😂
East or west gulua piesa comedy is always best👍
କାଳିଆ ଷଣ୍ଢ କୁ ପାଟ ୪ ଆଣ ଗୁଲୁଆ ଭାଇ ମସ୍ତ ଵିଡିଅ ହୋଇଛି😅😅😅😅
😄😄😄ବାକି ନାହିଁ ନାଇଁ nai😂
G mara କାହାକୁ କୁହା ଯାଏ ମୁଁ ବୁଝିଗଲି 😂😂😂
ଗୁଲୁଆ ଭାଇ ଆପଣଙ୍କ ଭିଡିଓ ରେ ଗୋଟେ ଚାନ୍ସ ଦିଅନ୍ତୁ plz
Aji bariaduku asha barire haba ajir video 😊
@@papubhaiodishaplumber15:15 l
I@@papubhaiodishaplumber
Sakalu saklu gulua comedy dekhi ki pura mind fresh hei gala gulua bhai is really odisha ra comedy 👑👑👑
It's not a comedy...really very true presentation by amoro gulua Bhai..really appreciate 👏👏👏
କେଉଁମାନେ ପିଇସା କୁ ପାନେ ଦେବାକୁ ଚାହୁଁଛନ୍ତି 👍 କର ? କମେଣ୍ଟ ବକ୍ସ ଏମିତି କମେଣ୍ଟ କର ଯେ next part ରେ ପିଇସା ଯେମିତି ପାନେ ପାଇ ଗାଁ ଛାଡି କି ଯିବ.ବାକି ଖାଇ ଖାଇ ଲଣ୍ଡା ହୋଇଛି ତା କେଶ ରେ ଏଥର fevikwik ଲଗାହେବ.
କୁଖ୍ୟାତ ପଟି ମରା 🤣
😂😂😂😂😂amite hauche. Gote. Sekhya aji Kali dokani Manak pai
ବହୁତ ସୁନ୍ଦର ହେଇଛି ❤❤❤❤❤❤
ଏତେ ବଢିଆ ଭିଡ଼ିଓ ହୋଇଛି ଯେ ମୁଁ comment ନକରି ରହିପାରିଲିନି ❤️❤️
Aji nogda Kali baki😂😂
ଆଜି ନଗତ କାଲି ଵାକି😂😂😂
ଭାଇ ଭାଉଜ କଣ୍ଠ ଓ ବିୟୁଟି ଫୁଲ
Kon kon india ko final me trophy uthane ke leye dekhna chahate ho like karoo❤❤❤❤india ke liye😊
Kuch v.... Like thoka....
Fully entertaining performance👍👍❤❤❤love you gulua bhai.
This is a unlimited series, don't close this, we want these continues.
Dokani Bhai nka bapa nka acting...super🎉
ବହୁତ ସୁନ୍ଦର ଉପସ୍ଥାପନା , ଆଉ ଗୋଟେ ସ୍କ୍ରିପି ଲେଖନ୍ତୁ ଗୁଲୁଆ ଭାଇ , ସତରେ ବହୁତ ସୁନ୍ଦର ଲାଗିଲା ,
In this season, who noticed to bhauja😁 she is looking v cute😊😍😍
Mrg pare sabu change hei jaanti 😅😅😅
Nala ta kire
Bala bramha chari aji kali auu nahanti baa nalansa tk rahiba aka
She lossed weight. That's why she looks cute.
Bhauj pregnant acchanti....
ଶଳା ପିଶା ପାଗେଲା କରିସାରିଲାଣି 😂😂❤❤
ଶଳା ପଇସା 😄😄😄😄
ବାକି ନାହିଁ 😂😂😂😂
Bhai mantra part pura bobal heichi 😂😂😂😂😂😂😂😂😂😂😂😂😂😂😂😂😂
Real story pari lagila😊
Piesa acting superb... Really every village has a piesa like that 👍😂😂😂😂😂😂😂😂😅
0000lppppp000pp0ppp00000😅😅🤪🫡😥😭😳
ଚମତ୍କାର ଅଭିନୟ। ବହୁତ ସୁନ୍ଦର।
ଭାଈ ମୁଁ ସତ କହୁଛି ହସି ହସି ତଳେ ଗଡି ଗଲି 😂😂😂😂 ଭାଈ part3 better then part1& 2😅
ବିଶ୍ୱାସ କର ଗୁଲୁଆ ନନା ଟା ଯାହା ଅଭିନୟ କରୁଛି କହିବାକୁ ପଡ଼ିବନି ।ହେଲେ ଦିଗାମ୍ବର ବୋବାଅଲଗା ପ୍ରକାରର ଅଭିନେତା ।ଅଭିନୟ ବି ପୁରା ସତ ଭଳିଆ ଲାଗୁଚି ।Love from angulGulua bhai
Hindi content dekhi dekhi boar laagilaaru first time aama local odia comedy video dekhili really appreciate...great content lots of fun
Tuma Saha acting Kariba pai Mora bhari ichhaMu tumara bahut bada fain
Kichhi Kama Dhanda Kar
Gulua Bhai ebe comedy content pura mast 😂😂❤
Digambar character OP ........WHAT A PERFORMANCE....TOOOO GOOD
Gulua Bhai Bala bhalia heichi comedy taa
Part 4 ଦରକାର
ପିସା is back...good to see peesa is on action
ବାକି ନାଇଁ 😂 ପୁଣି ଆଉ ଥରେ କହୁଛି ବାକି ନାଇଁ
Bhai video pura superhit heichi ❤️❤️ Jay Jagannath Bhai 🙏❤️❤️🙏
Bhala lagila actually 👌👍💯
Ete dina pare Gulua ra comedy bhala lagila... Content and acting both are very heart touching...
❤ଗୁଲୁଆ ଭାଇ part 4 re ପ୍ରଳୁ କୁ ସଳା ଭୂମିକାରେ ଆଣନ୍ତ ଏଇଟା ଆମର ଡିମାଣ୍ଡତମ ସାଙ୍ଗରେ ପ୍ରଳୁ ରହିଲେ କମେଡି ରେ ଚାର ଚାନ୍ଦ ଲଗେଇ ଦେବ😊
Plz
Gulua bhai hasei 😂😂😂hasei mariba na kn...part4 re...heart attack hei jiba
In.this.season.who noticed looking v cute 😊❤❤
Gulua bhai bhuja saree re pura mast dekha jauchanti pura odia ghara ra stree😊cute bhauja
ବହୁତ ସୁନ୍ଦର comedy ହୋଇଛି 👍!
Mausanka acting jabardast heichi ❤❤❤
Most intresting series i have ever seen please continue this series for long time. ...
ବର୍ଷା ଦିଦି ହସି ହସି ପେଟ ଦରଜ 😀😂😂😀😂
ଯୋଉ ଭାଇ ଓ ଭଉଣୀ ମାନେ ନିଆଳୀ କଟକ ଭୁବନେଶ୍ୱର ରୁ ଦେଖୁଛନ୍ତି ଗୋଟେ like କରନ୍ତୁ❤❤ Om shanti
Gulua Bhai paka galua😂😂😂😂😂😂😂😂😂😂😂😂😂😂😂😂😂😂😂
One of the best comedy series I ever seen... "Aau Baki Nahi"
Awesome acting by Mr Gulua😂😂
Very good script with good acting skills implemented
Gulua Bhai aga parika au comedy nahi 😢
Ki sundar acting gulu bhai o😂😂 supar
Yee bhai mu hasi hasi gadijibi re 😂😂😂
ଗୁଲୁଆ ଭାଈ ଙ୍କୁ ହୃଦୟ ରୁ ଭଲ ପାଉଥିଲେ Like କର ❤
ମୋ ବାଳରୁ ଭଲ ପାଉଛି
ପ୍ରଳୟ ଭାଇ ଥିଲେ ବହୁତ୍ ଭଲ ହେଇଥାନ୍ତା
ନାଁ ବାଣ୍ଡ ରୁ ପାଉଛି 😊
ଏମିତି ବାକି ଖାଇବାଟା ଭଲ ନୁହେଁ
ଜଲଦି final କର ବାକି ଖିଆ case ନ ହେଲେ ଲୋକ ସବୁ ବାକି ଖାଇଯିବେ ଦୋକାନୀ ଙ୍କ ଠୁ l ପିସା କୁ ଗୋଟେ ଶାସ୍ତି ଦରକାର କେତେ ଲୋକ ଆଉ ପାଗଳ ହେବେ ପିସା ପାଇଁ
ଶକୁନ୍ତଳା କଣ ଟିକେ ଟିଫିନ୍ ଆଣିଲ😂😂 __ ଷ୍ଟିଲ ହଉ କି ପ୍ଲାଷ୍ଟିକ 🤣🤣🤣🤣
ଦୋକାନୀ ଭାଇମାନେ ସବୁ ଏଇଠି like କରନ୍ତୁ 😂
😂😂
ଅତି ସୁନ୍ଦର। ଯେଉଁମାନେ ଗୁଲୁଆ ଭାଇ କୁ ଭଲ ପାଆନ୍ତି like କରନ୍ତୁ।❤❤❤❤
ଶଳା ପିସା ନକେଦମ୍ କରିସାରିଲାଣି 😠 ପିସା କୁ ପାନେ ଦରକାର😂 part 4 କର 😊
ବୃଦ୍ଧ ଲୋକ ର ଅଭିନୟ ବହୁତ୍ ଭଲ ଲାଗିଲା
ଭାସ୍କର, ପ୍ରତିଦିନ 😂😂😂😂😂
ବହୁତ ଭଲ ଲାଗିଲା ହସି ହସି ପେଟ ବଥା ଗୁଳୁଆ ଭାଇ ଆପଣଙ୍କ କମେଡି 😂😂😂😂
😂😂
ଚରିତ୍ର ଓ ସଂଳାପ ସାର୍ବଜନୀନ , ବାସ୍ତବତାପୁର୍ଣ୍ଣ ... ହାସ୍ୟରସ ସହିତ ସମାଜସଚେତନ ପାଇଁ ପ୍ରୟାସ ବହୁତ ଭଲ ଲାଗିଲା। । ଉତ୍ତରଆଧୁନିକ ମାନସିକ ଚେତନାକୁ ନିଖୁଣ ଭାବରେ ପ୍ରକାଶ କରିଛନ୍ତି।
ଗୁଲୁଆ ଭାଇ ଙ୍କ ଭଳି ଭଦ୍ର ଲୋକ ଏଇ ସଂସାର ରେ ଖୋଜିଲେ ବି ମିଳିବନି❤❤😅😅
Mr gulua back to his prime mode ...... ଓଡ଼ିଆ ରେ ଅନୁବାଦ ମିଷ୍ଟର ଗୁଲୁଆ ତାଙ୍କ ପୁରୁଣା ଚିରାଚରିତ ଢଙ୍ଗରେ ଫେରିଛନ୍ତି....
13:13 gulua bhai danda hmm😂🤣🤣🤣😂🤣😂😂🤣🤣
World cup India ହରିବା ଦୁଖ ପରେ ଏ vdo ଦେଖି ମନକୁ ବୁଝାଈଲି 😢😢😅
Same feelings bro😢
Bhi don't support India 🇮🇳 cricket team always support Australia 🦘
India 🇮🇳 never won world Cup even Australia 🦘 20 final
Ebe khusi ta india cup jiti gala
ବହୁତ୍ ବଢିଆ ଲାଗିଲା ଭାଇ
ମାଇଣ୍ଡ ଫ୍ରେସ୍ ହେଇଗଲା ସକାଳୁ ସକାଳୁ ❤
ନା ଟା ଯେମିତି କାର୍ତ୍ତିକ କାମ ଟା ସେମିତି ମାର୍ଗଶିର 😂😂
Hahahah
ବାକି ନାହିଁ series ଜାରି ରହୁ, ବହୁତ୍ ଭଲ ଲାଗିଲା।।thank you galua and team
ହସି ହସି ଲୋକ ଗଡି ଯିବେ 🤣😂🤣😂🤣
ମାଡ଼ି ଚାଲ ସାର୍ ବହୁତ୍ ଭୋଲ ହେଇଚି ଜୟ କୌଶଳ
Digambar mausa... mast Acting karichhonti.....
🎉🎉🎉🎉
A series jaari rahu....
Mr.Gulua.... as usual....best of best comedy and realistic story creator...
😂😂😂😂😂😂😂😂😂
Last part be like , baki khai nama nele peesa. Aau nije baki khai khai pagala gosti re samil hele.. 😂😂
ମନ ଖୁସି ହେଇ ଗଲା ସକାଳୁ ସକାଳୁ,, ଦିଗମ୍ବର ଭାଈ ର Acting 👌😂😂 ଭାଈ ଆର part ୧୦ ପର୍ଯ୍ୟନ୍ତ ଆଣନ୍ତୁ।
Nai Bhai 100😆
ଗୁଲୁୁଲା ଭାଈ ଆମର ସୁପର 😂😂😂😂❤❤❤❤
ପିସା ତମେ କୋଉ ମନ୍ତ୍ର ପଢ଼ିଲ😅😅😅
ଏତେ ଦିନ ପରେ ଗୁଲୁଆ ଭାଇ ଙ୍କ ପାଇଁ ମୁହଁ ରେ ଟିକେ ହସ ଆସିଲା
ବାକି ନାଇଁ 😂😂
😂😂😂😂
😅😂
😅C😂c
ସକାଳୁ ସକାଳୁ mind Fresh ହେଇଗଲା 😂❤
Ta maa mo maushi bhai bobalh heiche 😀😀😀😀👌....radh pura English karideich...🤣🤣🤣🤣🤣
ବହୁତ ଭଲ ଲାଗିଲା ପିଇସା ❤❤❤ 45678.... part କରି ଚାଲ ଦେଖି ବାକୁ ମଜା ଲାଗୁଛି
ଭାସ୍କର ମିଡ଼ିଆ ଜିନ୍ଦାବାଦ
ଭାଇ ତମେ ବହୁତ ଚାଲାକ 😂😂😆😆 ଯାହାକୁ ହେଲେ ବି ଗାଣ୍ଡି ମାରିଦେଉଛ 😂😂😂
ଲୋଲୁପ ଦୃଷ୍ଟି ରେ ଅନେଇ ସାରିଲାଣି
ପିଠି thapudei ସାରିଲାଣି was epic 😂😂😂😂😂😂😂😂😂
ବର୍ଷା ଦିଦି ସୁପର ହେଇଛି
ଭହୁତ ଖରାପ ଅଛି
ଅତି ସୁନ୍ଦର ଗୁଲୁଆ ର କମେଡି 💯💯💯💞💞💞
Part 3 episode bahut maja lagila hasi hasi bedam 😀😀😀😀 hahahaha
Bhaskar au pratidina Pai super 😂😂😂
9o
Gulua ଭାଇ ମୁଁ ଜନେ ଦୁକାନି ହେଲା କି ତୁମେ ଯଉ ଟାଇପ ର ଭିଡ଼ିଓ ଟା ବୋନେଇଛ ପୁରା ସୋତ୍ ଘଟନା ଭାଇ ।। 1no video
World Cup final dekhila pare mo mood kichhi bhala na thila .but tomo video dekhila pare mu aji bahut hasichi😊bhai you are really great 👍
😂😂😂
ଅତି ସୁନ୍ଦର
Gulua bhai nku salute ❤❤❤🙏🙏
Script is awesome ❤❤❤❤
😊
PART -2 କରନ୍ତୁ PLZ ଭାଇ...
ଗୁଲୁଆ ଭାଇ PLEASE PART 4 ଆଣନ୍ତୁ
Bhaskar Aneichi .. ladies gala re hata maribuni 😂😂😂
East or west gulua piesa comedy is always best👍
କାଳିଆ ଷଣ୍ଢ କୁ ପାଟ ୪ ଆଣ ଗୁଲୁଆ ଭାଇ ମସ୍ତ ଵିଡିଅ ହୋଇଛି😅😅😅😅
😄😄😄ବାକି ନାହିଁ ନାଇଁ nai😂
G mara କାହାକୁ କୁହା ଯାଏ ମୁଁ ବୁଝିଗଲି 😂😂😂
ଗୁଲୁଆ ଭାଇ ଆପଣଙ୍କ ଭିଡିଓ ରେ ଗୋଟେ ଚାନ୍ସ ଦିଅନ୍ତୁ plz
Aji bariaduku asha barire haba ajir video 😊
@@papubhaiodishaplumber15:15 l
I@@papubhaiodishaplumber
Sakalu saklu gulua comedy dekhi ki pura mind fresh hei gala gulua bhai is really odisha ra comedy 👑👑👑
It's not a comedy...really very true presentation by amoro gulua Bhai..really appreciate 👏👏👏
କେଉଁମାନେ ପିଇସା କୁ ପାନେ ଦେବାକୁ ଚାହୁଁଛନ୍ତି 👍 କର ? କମେଣ୍ଟ ବକ୍ସ ଏମିତି କମେଣ୍ଟ କର ଯେ next part ରେ ପିଇସା ଯେମିତି ପାନେ ପାଇ ଗାଁ ଛାଡି କି ଯିବ.
ବାକି ଖାଇ ଖାଇ ଲଣ୍ଡା ହୋଇଛି ତା କେଶ ରେ ଏଥର fevikwik ଲଗାହେବ.
କୁଖ୍ୟାତ ପଟି ମରା 🤣
😂😂😂😂😂amite hauche. Gote. Sekhya aji Kali dokani Manak pai
ବହୁତ ସୁନ୍ଦର ହେଇଛି ❤❤❤❤❤❤
ଏତେ ବଢିଆ ଭିଡ଼ିଓ ହୋଇଛି ଯେ ମୁଁ comment ନକରି ରହିପାରିଲିନି ❤️❤️
Aji nogda Kali baki😂😂
ଆଜି ନଗତ କାଲି ଵାକି😂😂😂
ଭାଇ ଭାଉଜ କଣ୍ଠ ଓ ବିୟୁଟି ଫୁଲ
Kon kon india ko final me trophy uthane ke leye dekhna chahate ho like karoo❤❤❤❤india ke liye😊
Kuch v.... Like thoka....
Fully entertaining performance👍👍❤❤❤love you gulua bhai.
This is a unlimited series, don't close this, we want these continues.
Dokani Bhai nka bapa nka acting...super🎉
ବହୁତ ସୁନ୍ଦର ଉପସ୍ଥାପନା , ଆଉ ଗୋଟେ ସ୍କ୍ରିପି ଲେଖନ୍ତୁ ଗୁଲୁଆ ଭାଇ , ସତରେ ବହୁତ ସୁନ୍ଦର ଲାଗିଲା ,
In this season, who noticed to bhauja😁 she is looking v cute😊😍😍
Mrg pare sabu change hei jaanti 😅😅😅
Nala ta kire
Bala bramha chari aji kali auu nahanti baa nalansa tk rahiba aka
She lossed weight. That's why she looks cute.
Bhauj pregnant acchanti....
ଶଳା ପିଶା ପାଗେଲା କରିସାରିଲାଣି 😂😂❤❤
ଶଳା ପଇସା 😄😄😄😄
ବାକି ନାହିଁ 😂😂😂😂
Bhai mantra part pura bobal heichi 😂😂😂😂😂😂😂😂😂😂😂😂😂😂😂😂😂
Real story pari lagila😊
Piesa acting superb... Really every village has a piesa like that 👍😂😂😂😂😂😂😂😂😅
0000lppppp000pp0ppp00000😅😅🤪🫡😥😭😳
ଚମତ୍କାର ଅଭିନୟ। ବହୁତ ସୁନ୍ଦର।
ଭାଈ ମୁଁ ସତ କହୁଛି ହସି ହସି ତଳେ ଗଡି ଗଲି 😂😂😂😂 ଭାଈ part3 better then part1& 2😅
ବିଶ୍ୱାସ କର ଗୁଲୁଆ ନନା ଟା ଯାହା ଅଭିନୟ କରୁଛି
କହିବାକୁ ପଡ଼ିବନି ।
ହେଲେ ଦିଗାମ୍ବର ବୋବା
ଅଲଗା ପ୍ରକାରର ଅଭିନେତା ।
ଅଭିନୟ ବି ପୁରା ସତ ଭଳିଆ ଲାଗୁଚି ।
Love from angul
Gulua bhai
Hindi content dekhi dekhi boar laagilaaru first time aama local odia comedy video dekhili really appreciate...great content lots of fun
Tuma Saha acting Kariba pai Mora bhari ichha
Mu tumara bahut bada fain
Kichhi Kama Dhanda Kar
Gulua Bhai ebe comedy content pura mast 😂😂❤
Digambar character OP ........WHAT A PERFORMANCE....TOOOO GOOD
Gulua Bhai Bala bhalia heichi comedy taa
Part 4 ଦରକାର
ପିସା is back...good to see peesa is on action
ବାକି ନାଇଁ 😂 ପୁଣି ଆଉ ଥରେ କହୁଛି ବାକି ନାଇଁ
Bhai video pura superhit heichi ❤️❤️ Jay Jagannath Bhai 🙏❤️❤️🙏
Bhala lagila actually 👌👍💯
Ete dina pare Gulua ra comedy bhala lagila... Content and acting both are very heart touching...
❤ଗୁଲୁଆ ଭାଇ part 4 re ପ୍ରଳୁ କୁ ସଳା ଭୂମିକାରେ ଆଣନ୍ତ ଏଇଟା ଆମର ଡିମାଣ୍ଡ
ତମ ସାଙ୍ଗରେ ପ୍ରଳୁ ରହିଲେ କମେଡି ରେ ଚାର ଚାନ୍ଦ ଲଗେଇ ଦେବ😊