Catholic Church ଏବଂ ଅନ୍ୟ Evangelical Church ମଧ୍ୟରେ ଭିନ୍ନତା - Catholic Church Vs Protestants?

Поделиться
HTML-код
  • Опубликовано: 2 фев 2025

Комментарии •

  • @TigerBag-ip3lp
    @TigerBag-ip3lp 11 дней назад +8

    Very Very important and true massage ❤❤❤❤❤❤❤❤❤ praise the lord hallelujah hallelujah hallelujah amen ❤❤❤❤❤❤❤❤❤❤❤amen 🎉🎉🎉

  • @ShibaHo-m2w
    @ShibaHo-m2w 7 дней назад +1

    Aman

  • @prabhatpani3556
    @prabhatpani3556 10 дней назад +7

    😂😂😂ସତ୍ୟ ପରମେଶ୍ବର ଙ୍କୁ ଧନ୍ୟବାଦ୍ ଦେବା ସାଥେ ସାଥେ ଆପଣ ମାନଙ୍କୁ ଯଥା ଏହି ୟୁଟୁବର୍ ର ଉପସ୍ଥାପକ , ଟିପ୍ପଣୀ ଦାତା ଓ ସମସ୍ତ ଦର୍ଶକ ଶ୍ରୋତା ମାନଙ୍କୁ ଭକ୍ତି ପୂର୍ଣ ପ୍ରଣାମ ।🙏
    ମୁଁ ଜଣେ ଅଳ୍ପ ବିଶ୍ୱାସୀ ଭାବେ କିଛି ମନ୍ତବ୍ୟ ଦେବାକୁ ଚାହୁଁଛି ଦୟାକରି ଧ୍ୟାନ ଦେବେ :-
    ପ୍ରଥମ ବିଷୟ ,ଏହି ପ୍ରସଙ୍ଗ ର ଉପସ୍ଥାପକ ସୁନା ବାବୁ ଙ୍କୁ ଧନ୍ୟବାଦ୍ ଦେବି ସେ ବହୁଳ ଭାବରେ ଅନୁଧ୍ୟାନ କରି ଯେଉଁ ବିଷୟରେ ଅର୍ଥାତ୍ ଖ୍ରୀଷ୍ଟିୟ ମତାବଲମ୍ବି ମାନଙ୍କ ମଧ୍ୟରେ ପ୍ରଭେଦ ସମ୍ବନ୍ଧୀୟ ସୁନ୍ଦର ବିଶ୍ଲେଷଣ ସବୁ ଉଲ୍ଲେଖ କରିଛନ୍ତି ତାହା ଠିକ୍ ଅଛି ! ✅
    ସେହି ଭଳି ଏଠାରେ ତାର ପ୍ରତିକ୍ରିୟା ପ୍ରକାଶ କରି ବିଭିନ୍ନ ଟିପ୍ପଣୀ ମାନ ଦିଆଯାଉଛି ପୁଣି ତାରି ବିପରୀତ ଟିପ୍ପଣୀ ଆଗକୁ ଦେବାକୁ ମଧ୍ୟ ଅନେକ ଅଛନ୍ତି ତାହା ମଧ୍ୟ ଠିକ୍ ✅କାରଣ ସେମାନେ ମଧ୍ୟ କୌଣସି ଅଯୌକ୍ତିକ ନୁହଁନ୍ତି । ✅
    ସମସ୍ତେ ସମସ୍ତ ଙ୍କ ଯାଗାରେ ପ୍ରମାଣ ସିଦ୍ଧ ଅଟନ୍ତି 😛
    ବେଳେ ବେଳେ ଚିନ୍ତା କରିବା କୁ ପଡ଼େ ଆମ ଲୋକଙ୍କ ପାଖରେ ଏତେ ଜ୍ଞାନ ପ୍ରଭୁ ଦେଇଛନ୍ତି ତାହା ଅବର୍ଣ୍ଣନୀୟ। କିନ୍ତୁ 😂😂😂
    ତେବେ ମୁଁ ଜାଣେନି ଏ ମନ୍ଦ ଜଗତରେ କିଏ ସଠିକ୍ ? ସମସ୍ତେ ସମସ୍ତ ଙ୍କ ଯାଗାରେ ଠିକ୍ । କିନ୍ତୁ ଏତିକି ଆଶା ରଖୁଛି ଯେ ସେ ଏକ ମାତ୍ର ତ୍ରାଣକର୍ତ୍ତା ହିଁ ସମସ୍ତ ବିଷୟର ବିଚାର କରିବେ।
    ତେବେ 🙏🙏🙏ସମସ୍ତ ଙ୍କୁ ବିନମ୍ବ୍ର ନିବେଦନ ବର୍ତ୍ତମାନ ର ସମୟକୁ ଅନୁଧ୍ୟାନ କରନ୍ତୁ ଏ ପ୍ରତିକୁଳ ପରିସ୍ଥିତିରେ ଆମକୁ ପ୍ରତିଟି ମୁହୂର୍ତ୍ତରେ ତାଡ଼ନା ର ସମ୍ମୁଖୀନ ହେବାକୁ ପଡ଼ୁଛି। 😭
    ଆଗକୁ ଆହୁରି ଅନେକ ସମସ୍ୟା ହେବାକୁ ଯାଉଛି 😭 ଏହା ପ୍ରାୟତଃ ସମସ୍ତେ ଜ୍ଞାତ ଅଟୁ। ଏହା କାହାର ଅଛ୍ଛପା ନୁହେଁ।
    ଏଣୁ ଏ ଦୁର୍ଦିନ ରେ ଏ ଭଳି ମତାମ୍ବଲବୀ ପ୍ରଭେଦ ସମ୍ବନ୍ଧୀୟ ପ୍ରସଙ୍ଗ ସବୁ ଉଲ୍ଲେଖ ନ କରି , ଯୁକ୍ତିତର୍କ ରେ ନ ମଜ୍ଜି
    କିଭଳି ଆମେ ସେ ଏକ ମାତ୍ର ସଦାପ୍ରଭୁଙ୍କର ସନ୍ତାନ ସନ୍ତତି ଭାବେ ଆତ୍ମିକ ଭାବରେ ଜାଗତିକ ଭାବେ ଏକତ୍ର ହୋଇ ଦୁଷ୍ଟ ଦ୍ୟାବଳ ଶୟତାନ ର ମୁକାବିଲା କରିବା ତାରି ଉପରେ ପ୍ରାର୍ଥନା ସହ ଚିନ୍ତା କରନ୍ତୁ ପୁଣି ତତ୍ ସମ୍ବନ୍ଧୀୟ ପ୍ରସଙ୍ଗ ଗୁଡ଼ିକୁ ଅନୁଧ୍ୟାନ କରି ଉପସ୍ଥାପନ କରନ୍ତୁ । ଯଦ୍ୱାରା ଆଗାମୀ ସମୟସବୁ ଆମର ମଙ୍ଗଳମୟ ହେବ। 🙏

    • @mruty348
      @mruty348 10 дней назад

      You are right sir

    • @SushantiBidika
      @SushantiBidika 9 дней назад

      ଠିକ କଥା କହିଛନ୍ତି

  • @RabiBeheramajhi
    @RabiBeheramajhi 9 дней назад

    ଭାଇ ଯୀଶୁ ଖ୍ରୀଷ୍ଟ ଏମିତି ବିଭାଜନ କରି ନାହାନ୍ତି କିନ୍ତୁ ତମେ ବିଭାଜନ କରୁଛ କହିବାକୁ ଗଲେ କାଥୋଲିକ ମାନଙ୍କ ଠାରେ ସବୁ ଯୀଶୁ ଙ୍କର ସ୍ମରଣୀୟ ମନ୍ଦିର ଗୀର୍ଜା ସବୁ ଦେଖି ବାକୁ ମିଳୁଛି! କାରଣ ଈଶ୍ବରଙ୍କ ରାଜ୍ୟ ବାକ୍ୟରେ ନୁହେଁ, ମାତ୍ର ଶକ୍ତିରେ ପ୍ରକାଶ ପାଏ.1 ମ କରନ୍ତୀୟ 4:20

  • @PradeepDigal-q3n
    @PradeepDigal-q3n 10 дней назад +2

    Bhaei apana bhahuta bholo bhujheichonti

  • @laxmanbadamajhi168
    @laxmanbadamajhi168 10 дней назад +8

    କିଛି ସତ କହିଲୁ ତ ଆଉ କିଛି ନ ବୁଝି ନିଜେ ଅଧିକ ଜାଣିଛି ବୋଲି କହିଲୁ

    • @sunshineshobha9971
      @sunshineshobha9971 10 дней назад

      Apna kete sata kahuchanti apnankara language ru jana paduchi , nischita andha vakta aapna

    • @mohitkumarmallick347
      @mohitkumarmallick347 10 дней назад

      Esabu katharu nibruta ruha.

    • @Yahweh178
      @Yahweh178 10 дней назад

      @@sunshineshobha9971 Good morning madam

  • @PratapSahu-u8f
    @PratapSahu-u8f 9 дней назад

    ରାମ ରାମ ସାଙ୍ଗ ମାନେ ❤ ଜୟ ଜଗନ୍ନାଥ ❤

  • @BDstudentstudy
    @BDstudentstudy 2 дня назад

    Nice

  • @pitararaita7616
    @pitararaita7616 10 дней назад

    ଧନ୍ୟବାଦ୍ ❤❤❤👍👍👍🙏🙏🙏

  • @nimiyagamanga6624
    @nimiyagamanga6624 10 дней назад +3

    Sir ଆଉ ଗୋଟେ mention କରି ନାହାନ୍ତି ସେଇଟା ହଉଚି ସିନ୍ଦୂର... କଣ ପାଇଁ କ୍ୟାଥୋଲିକ ଚର୍ଚ୍ଚର ଲୋକ ମାନେ ସିନ୍ଦୂର ପିନ୍ଧନ୍ତି ସେ ବିଷୟ ରେ ଗୋଟେ video ବନାଉନ୍ତୁ l ବିଶେଷ କରି ଆମ ଗଜପତି ଆଉ କନ୍ଧମାଳ chatholic church ର ଲୋକ ମାନେ ପିନ୍ଧନ୍ତି l

    • @kumarpintu1906
      @kumarpintu1906 10 дней назад

      Kau bibel re ki pada parab re lekha achhi kahibaku tk bhai

    • @johnentertainment143
      @johnentertainment143 10 дней назад +1

      ପାଇବେଲ ରେ କୋଉ ଅଧ୍ୟାୟରେ ବିବାହିତ ମହିଳା/ ନାରୀ ସିନ୍ଦୁର ପିନ୍ଧିବା ମନା ଅଛି ପ୍ରମାଣ ଦେବେ କି ମହାଶୟ????

    • @francissahu7647
      @francissahu7647 9 дней назад +1

      ଭାଇ କେବଳ ବିଶ୍ଵାସ ଆଉ ପ୍ରାର୍ଥନାରେ ପରିତ୍ରାଣ ମିଳିବ ନାହିଁ,କର୍ମ ବି କରିବା ଆବଶ୍ୟକ, ଯେପରି କି,ପ୍ରେରିତ ମାନେ ସମଗ୍ର ପୃଥିବୀକୁ ପ୍ରଚାର ପାଇଁ ଯାଇଥିଲେ,ତାହା ଏକ କର୍ମ

    • @thomasmajhi9844
      @thomasmajhi9844 6 дней назад +1

      ହିନ୍ଦୁ ମାନେ ମୂର୍ତ୍ତି ପୂଜା କରନ୍ତି କ୍ୟାଥଲିକ ମାନେ ବି କରନ୍ତି ହିନ୍ଦୁ ମାଆମାନେ ସିନ୍ଦୁର ଲଗାନ୍ତି କ୍ୟାଥଲିକ ମାଆମାନେ ବି ଲଗାନ୍ତି ଏଥିରୁ ଆମେ ଜାଣି ପାରିବା ଯେ ହିନ୍ଦୁ ଯେମିତି ଆମେବି ସେମିତି, ତେବେ କୋଉଟା ଠିକ

    • @johnentertainment143
      @johnentertainment143 5 дней назад

      @thomasmajhi9844 You are absolutely wrong bro.... କ୍ୟାଥଲିକ ମାନେ ମୂର୍ତ୍ତି ପୂଜା କରନ୍ତି ନାହିଁ ବରଂ ସମ୍ମାନ ଓ ସ୍ମରଣୀୟ ପାଇଁ ରଖନ୍ତି.... Catholic Church never allowed to worship idol and bow before status or artificial idol things

  • @HerrySylvesterFernandiz
    @HerrySylvesterFernandiz 7 дней назад

    Bhai sahib, may the blessings of the Lord always be with you. Sharing knowledge is a good thing but where is it written in the Bible that you should mislead people with your knowledge or belittle your own brother with your knowledge? Have you not read in the Word that another's Clean your eyes before cleaning the dirt from your eyes. Yes, it is true that every society has some wrong things and they will also go away with time. And as far as mediation is concerned, it is necessary otherwise Lord Jesus does not say that no one can reach the Father except through me.

  • @mruty348
    @mruty348 10 дней назад

    Protestant kabe start haethila au kea start korithila jamethi Catholic modholi Matha Marry and 12 jonno sisyo Pentecost dino start haethila
    ... please answer me ?

    • @Constitution-Br
      @Constitution-Br День назад

      Jete bele catholic church ra pope Mane amaku God pathaichanti kahi sadharana loka mannaku Paisa maguthile nirjatana madhya deuthile sete bele dr.martin Luther ehi catholic ru bahari jaithile abn Protestant reformation anithle..
      Karana semane Bible ra prachar na kari nije hni God boli kahuthile .setebele Martin Luther separate hoi Bible bisayare lakanku chaliba pain kahithilr🎉❤

  • @manojsagar8568
    @manojsagar8568 11 дней назад

    Thank Q Sir for your important information 🌹🙏🏼🌹

  • @basantimallick8835
    @basantimallick8835 7 дней назад

    Bhai acharjya kama prathame kouthi heitila janicha ki kanha grama biba ho bhajire samaste janitile kintu kie kahaku kahu no tile kintu maa mariya jisunku prathame janitile setebele Jesus maa mariya nku kahile go nari mara a parjanta samaya hei nahi boli kintu maa nko katha raki pani ku drakiya rasa re parinata kale au prathame acharjya kama karitile tame kichi no jani mandaliku bibhajana karucha tame kn besi janicha ki poop to

  • @Mr_village_BOY_REALITY
    @Mr_village_BOY_REALITY 10 дней назад +2

    ଭାଇ ମୁଁ ମାନିଗୋଲି ଏତେ ବୋଡ ପାର୍ଥକ୍ୟ christian ପାଇ କରିଥିବାରୁ ତମେ ବିଲିଆ ଲୋକଂକ ପାଇ ଆଜି christian ବିପଦ ରେ

  • @manojtoppo6194
    @manojtoppo6194 9 дней назад

    Br Samuel Rajan ka catholic vs protesta bisaya re video banei chhanti taha dekh kouta satya please br dekha please Amen

  • @RabiBeheramajhi
    @RabiBeheramajhi 9 дней назад

    ଭାଇ ମାନେ ସିନ୍ଦୁର ବିଷୟ ରେ ବହୁତ cament କରୁ ଛନ୍ତି ଦେଖନ୍ତୁ! ଖ୍ରୀଷ୍ଟିଆନ ପରମ୍ପରା ଅନୁସାରେ ring ceremony କରୁ ଥିଲେ ବର୍ତ୍ତମାନ ଦେଖନ୍ତୁ ହିନ୍ଦୁ ପରମ୍ପରା ମଧ୍ୟ ring ceremony କରୁଛନ୍ତି

  • @SayaniMallick-ed4fy
    @SayaniMallick-ed4fy 10 дней назад

    Good ❤❤❤❤

  • @RabisaMajhi
    @RabisaMajhi 11 дней назад +3

    ଭାଈ ବାଇବଲ ପ୍ରଥମେ କାହା ପାଖରେ ଥିଲା catholic na pratestand

    • @miltonsuna2649
      @miltonsuna2649  9 дней назад +1

      Bible କାହା ପାଖରେ ଆଗ ଥିଲା, ତା'ଠାରୁ ବି ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି - Bible ଅନୁସାରେ କିଏ କ'ଣ କରୁଛନ୍ତି ତାହା ଜାଣିବାର ବିଷୟ ।

    • @RabisaMajhi
      @RabisaMajhi 9 дней назад +1

      @miltonsuna2649 ମୋର ପ୍ରଶ୍ନ କଣ ଥିଲା ଆଉ ଆପଣଙ୍କ ଉତ୍ତର କଣ

  • @RabiBeheramajhi
    @RabiBeheramajhi 9 дней назад

    ଭାଇ ଖ୍ରୀଷ୍ଟିଆନ ଖ୍ରୀଷ୍ଟିଆନ ମଧ୍ୟରେ କାହିଁକି ବିଭାଜନ କରୁଛ. ବିଜାତୀୟ ମାନଙ୍କ ପାଖ କୁ ଯାଇ ଧର୍ମ ପ୍ରଚାର କର. ନୀତି ନିୟମ ଶିଖାଅ, ପରିତ୍ରାଣ ପାଇବ

  • @PradeepkumrMajhi
    @PradeepkumrMajhi 11 дней назад +5

    ପ୍ରଟେଷ୍ଟାଣ୍ଡ ମଣ୍ଡଳିର ହେଡ଼ ଅପିସ କେଉଁଟି ଅଛି?
    ଯେପରି କତିଲିକ ମଣ୍ଡଳୀ ର ହେଡ଼ ଅପିସ ରୋମ ର ଭାଟିକାନ ରେ ଅଛି

    • @Jamesnm2231
      @Jamesnm2231 11 дней назад +5

      Are bedaa .....Swargare achi e duniya re nhi

    • @RabisaMajhi
      @RabisaMajhi 11 дней назад

      @@Jamesnm2231 jadi swargare achi hele tume Mane kn pain pruthibi re acho

    • @SarojMajhi-p1g
      @SarojMajhi-p1g 10 дней назад

      ​@@Jamesnm2231👍

    • @laxmanbadamajhi168
      @laxmanbadamajhi168 10 дней назад

      ତାହାହେଲେ କିଛି ଶୃଙ୍ଖଳା ନହି​@@Jamesnm2231

    • @sbr8874
      @sbr8874 10 дней назад

      Canada re achi

  • @ManmohanSuna
    @ManmohanSuna 9 дней назад

    Allp sata kahilo beshi bhul heichi sagsdhano kor thanks

  • @Yahweh178
    @Yahweh178 11 дней назад

    Good

  • @BabukumarPradhan-z1s
    @BabukumarPradhan-z1s 2 дня назад

    Bhai dukha karantu nanhi

  • @AdvocateAmiyaKumar
    @AdvocateAmiyaKumar 9 дней назад

    Sir, in addition, there are many statements that have been wrongly dictated and interpreted by you and remain unexplained. Even if you study the Bible prudently, you will come to understand how and why traditions and cultures are emphasized, either in the Old Testament or the New Testament, by Jesus or the prophets. Indeed, you will come to know what is what.
    Yes, cultures and traditions are indeed emphasized in both the Old Testament and the New Testament, but in different ways and for different reasons.
    "Now I will share only the mentions in the New Testament with you, as you focus more on it."
    New Testament
    In the New Testament, the emphasis on culture and tradition shifts, particularly because of the coming of Jesus Christ. While He respected many of the Jewish traditions, He also challenged certain aspects that had become corrupted or overly legalistic.
    Key Points:
    Jesus and Jewish Traditions: Jesus was born into a Jewish cultural context, and He observed Jewish traditions such as the Passover and Sabbath. However, He often criticized the Pharisees and religious leaders for placing too much importance on external rituals while neglecting the inner spiritual transformation that these traditions were meant to promote (e.g., Matthew 23:23-28).
    Fulfillment of the Law: Jesus' coming was seen as the fulfillment of the Old Testament prophecies. He did not abolish the Jewish law but fulfilled it (see Matthew 5:17), introducing a deeper spiritual understanding. For example, instead of mere external observance of the law, Jesus taught the importance of love, mercy, and justice.
    Apostolic Tradition: After Jesus' death and resurrection, the Apostles continued to pass on the traditions of the early Christian community. These included practices like the Eucharist (the Lord's Supper), baptism, and prayer. The early Church also established traditions regarding the role of the clergy and the structure of Christian worship.
    Universal Mission: As Christianity spread to the Gentiles (non-Jews), there was a shift in focus. While some Jewish traditions were maintained, the apostles (notably Paul) taught that Gentiles were not bound to all the Old Testament laws (e.g., circumcision). Christianity began to emphasize faith in Christ over cultural observance (see Acts 15 and Romans 10:4).
    Conclusion
    Old Testament: Culture and traditions are foundational to the Israelites' identity and relationship with God. These traditions help to define the people's covenant with God and their distinctiveness from other nations.
    New Testament: While the culture and traditions of Judaism are respected by Jesus and the early Christians, the emphasis shifts towards the spiritual transformation brought by Christ. The New Testament encourages believers to focus on the deeper meaning behind traditions, with faith in Christ being central.
    In both testaments, culture and tradition serve to shape the people’s understanding of God, but in the New Testament, the coming of Jesus Christ transforms how these traditions are understood and practiced.

  • @NakulPradhanAt-Dedimaha
    @NakulPradhanAt-Dedimaha 10 дней назад

    Bhai tome keun mandaliro? Mor RCC mandali

  • @anantanayannayak2934
    @anantanayannayak2934 11 дней назад +1

    କେତେକ ମଣ୍ଡଳୀ ବିଭିନ୍ନ ଦିନକୁ ବିଶ୍ରାମ ଦିନ ବୋଲି ମାନ୍ୟ କରନ୍ତି କଣ ପରିତ୍ରାଣ ପାଇବେକି ଯଦି ସେହି ଦିନ ଗୁଡିକ ବିଶ୍ରାମ ଦିନ ନୁହେଁ ତେବେ ବିଶ୍ରାମ ଦିନର ପ୍ରଭୁ ଯୀଶୁ ସେହି ଉପାସନା ପାଉନଥିବ ଏଣୁ କେଉଁ ଦିନ ବିଶ୍ରାମ ଦିନ ସେହି ଦିନକୁ ମାନ୍ୟ କଲେ ମୁ ପରିତ୍ରାଣ ପାଇବି ଫୋନ ରେ ଜଣାଇବ

  • @SaratkumarNayak-to8cb
    @SaratkumarNayak-to8cb 9 дней назад

    Brother 90 persent you are tight but I don't like your preaching I count this is satan's work for Christ never commanded to preach these things instead he commanded to his believers to preach God"s word ( the life and teachings of Lord Jesus CHrist) in this case your preaching is not diferent to Catholics preaching which they do out of Bible. Please notice on ( Mt. 3: 15 Jesus said let it be so now, it is proper for us to do this to fulfil all righteousness ) same way ( Jn 1; 12 to 13 that says who ever receives and believed him he gave them right to be children of God. Brother who ever means any person not only protestant nor Christian. Next ( when Christ"s disciples told Jesus some one who is not from our group was casting out demons in Christ's name we stoped him what Jesus said them ? Brother like this there ate many teachings which you dont know through you know you ovet llook them dont go against Christ"s true teaching you may be cursed.

  • @deepaknayak4412
    @deepaknayak4412 9 дней назад

    Catholic Bible hi Satya ate

  • @susilkumarnayak4330
    @susilkumarnayak4330 10 дней назад

    ମିଛ କଥା କହିଲି ସାର୍।

  • @thomasmajhi9844
    @thomasmajhi9844 6 дней назад

    ଠିକ କହିଛନ୍ତି ସାର

  • @RajRaj-mi9bj
    @RajRaj-mi9bj 10 дней назад

    ସାର୍ ଜଣେ comment ରେ ସିନ୍ଦୂର ନିମୋନ୍ତେ question କଲେ ଭାଇ ଆମେ ହିନ୍ଦୁସ୍ଥାନ ର ଲୋକ ମାନେ

    • @thomasmajhi9844
      @thomasmajhi9844 6 дней назад

      ହିନ୍ଦୁସ୍ତାନରେ ଅଛୁ ବୋଲି ମନ୍ଦିରକୁ ଗଲେ ହେବ ନାହିଁକି? ତେବେ ଆମେ ଗୀର୍ଜା କୁ କାହିଁକି ଯାଉଛୁ?

  • @rajeebchhinchani2949
    @rajeebchhinchani2949 9 дней назад

    A little knowledge is a dangerous thing. I encourage you my dear brother ..please study about the history of Christianity,how it started and how it spread all over the world.
    Do not spread false narratives on social media that promote disunity among Christians. If you are a true follower of Jesus Christ, share messages of love and the teachings of Jesus instead.

    • @miltonsuna2649
      @miltonsuna2649  9 дней назад +1

      Dear Brother.... I just shared the differences between two branches of Christianity. What's wrong with that???? History of Christianity is on one side and the differences among the different denominations are on another side. If you are a true follower of Jesus Christ, share the messages of "Truth and Love" not only Love.
      Thanks

    • @rajeebchhinchani2949
      @rajeebchhinchani2949 9 дней назад

      Don't you think your message may bring disunity among Christians.

    • @rajeebchhinchani2949
      @rajeebchhinchani2949 9 дней назад

      With regard to the Holy Bible. Why should we follow the Protestant bible having 66 books which came into existence in the 16th century whereas the catholic follow the original scriptures having 73 books..which was used from the beginning of Christianity by the early Christians...

    • @rajeebchhinchani2949
      @rajeebchhinchani2949 9 дней назад

      There are not two branches of Christianity.Catholic church is not a branch...It is the church, established by Christ Himself as universal (catholic-the original tree of Christianity )and branches are the Protestant denominations,which came into existence after 1600 long years....

  • @sunshineshobha9971
    @sunshineshobha9971 10 дней назад +1

    Jaha v heu , kintu mu janiba hisab re catholic maane , christian hei thai paranti , kintu semannka byabahara , sanatani bhali , jaha ki Bible ra biruddhare karithanti , taha thikk nuhe , but prabhunku janichanti enu kri bijatiya maane bujhi paranti nahi , tenu ninda krnti tadana karanti , christian nku

  • @BabukumarPradhan-z1s
    @BabukumarPradhan-z1s 2 дня назад

    Ethi panie amo Christian lapa pauchhi

  • @mohitkumarmallick347
    @mohitkumarmallick347 10 дней назад

    Read the Bible carefully.

  • @LuluSabhanayak-k3y
    @LuluSabhanayak-k3y 11 дней назад +1

    Tothapi catholico mandali ku maha besya o protestant ku taharo besya jhio maney boli kohey rev 17_5 ..ehi 2 stree nku jikhorio 5_9 rey o zihijikol 23 _4 ro ohola o oholiba otonti.....catholico public besya .protestand bhodro besya.

  • @prosantporichha3429
    @prosantporichha3429 11 дней назад +2

    ଏଥିରେ ତୁମର କିଛି କ୍ଷତି ହେଲା କି

    • @BalabhadraSing-s5r
      @BalabhadraSing-s5r 11 дней назад +2

      ଏଥିରେ କ୍ଷତି ବୋଲି ଲୋକମାନଙ୍କର ଭାଇ। ଏହାର ଗଭୀରତା ଜାଣିବା ଦରକାର, ଭାଇ ମୁ ଜଣେ ବାପ୍ତିସ ମଣ୍ଡଳୀର ସଦସ୍ୟ ଅଟେ। ତାହା ମାନେ ସ୍ୱାଧୀନ।

    • @piternayak3084
      @piternayak3084 10 дней назад +1

      ଆମଣ ଏହି 2 ଟି ମଧ୍ୟରେ କେଉଟି ଠିକ୍ ବୋଲି ଭାବୁଛନ୍ତି ତାହା ଲୋକଙ୍କ ଜଣାନ୍ତୁ

    • @thomasmajhi9844
      @thomasmajhi9844 6 дней назад +2

      ପ୍ରୋଟେଷ୍ଟାଣ୍ଡ

  • @PrabhadiniProbhadini
    @PrabhadiniProbhadini 10 дней назад

    Bhai christian manangka madhyare prabheda kadhi lakangka mana bhangi no dei borang samanjasiya kadhi lakangku ekathi karithile probhu asribada karithante..na tame aka sehi vonda christian jahangka bisayare Bible re lekha achi.

  • @saemangagerangavideosmusic7209
    @saemangagerangavideosmusic7209 10 дней назад

    ବାଇ ତୁମେକୁମଣ୍ଡଲି ଲକ ଜାଣିବାକୁ ଚାହୁଁଛି

  • @bijayraika5336
    @bijayraika5336 10 дней назад

    praise God
    କେତେ ଦିନ ପରେ ସୁନା ଭାଇ..
    ପ୍ରଭୁଙ୍କର ମହିମା ହେଉ...

  • @SubashTangaranga
    @SubashTangaranga 10 дней назад

    Bhai christian manaku madyare pataka karucha.....

  • @BabukumarPradhan-z1s
    @BabukumarPradhan-z1s 2 дня назад

    Mo sahi to tike

  • @SushilaKullu-b5r
    @SushilaKullu-b5r 10 дней назад

    Tome epori kohucho ki Jesus Christ cohuchonti

  • @amrujparichha3501
    @amrujparichha3501 7 дней назад

    Tume kichhi na jani bibhajana karuchha jisu khrista pitranku kana kahity

  • @RajeshSahoo-np2tx
    @RajeshSahoo-np2tx 11 дней назад

    ଭାଇ ତମର କଉ ମଣ୍ଡଳୀ

  • @nimiyagamanga6624
    @nimiyagamanga6624 10 дней назад

    ମୁଁ ଜାଣିବା ହିସାବ ରେ ବାହାର country ର କ୍ୟାଥୋଲିକ ଲୋକମାନେ ତ ସିନ୍ଦୁର ପିନ୍ଧନ୍ତିନି l ହେଲେ ଓଡ଼ିଶା ର କ୍ୟାଥୋଲିକ ଲୋକ ମାନେ କାହିଁକି ପିନ୍ଧନ୍ତି l ଏହା ଉପରେ ଗୋଟେ video banauntu sir .

    • @Anonymous-so7ju
      @Anonymous-so7ju 10 дней назад

      Reason Indian Christian mane Hindu Culture ru aasichhanti.. ta kichhi loka nija tradition ku na chhadi kebala mana parbartan kari Christian hele.. sethi pain se mne sindura lagai thnti.. and nothing is wrong in it...

  • @chandofficial3461
    @chandofficial3461 9 дней назад

    Tumo pakhare au kichi kamo nahi parthikya kahi kahi christa dhrmo ku bipodore anuchanti

  • @BabukumarPradhan-z1s
    @BabukumarPradhan-z1s 2 дня назад

    Katha huo

  • @anujkumarnayak941
    @anujkumarnayak941 10 дней назад

    Absolutely wrong information

  • @paulmallick1008
    @paulmallick1008 10 дней назад

    Bahut bhul kohile