Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
Absolutely right teaching. Thank you God bless you.
ସମ୍ପୂର୍ଣ୍ଣ ବାଇବଲ ରେ କେବଳ ଗୋଟିଏ ମାତ୍ର ସର୍ବଶକ୍ତିମାନ ପରମେଶ୍ୱର ଅଛନ୍ତି ଏବଂ ତାଙ୍କ ନାମ ପ୍ରଭୂ ଯୀଶୁ ଖ୍ରୀଷ୍ଟ। ତାହାଙ୍କ ଠାରେ ପିତା ପୁତ୍ର ଏବଂ ପବିତ୍ର ଆତ୍ମା ନାମକ ତିନୋଟି ଅଲଗା ଅଲଗା ଅଧିକାର ବା ପଦବୀ ଅଛି। ସେ ପୁରାତନ କାଳରେ ଜିହୋବା ପରମେଶ୍ୱର ବୋଲି କୁହା ଯାଏ ଏବଂ ନୂତନ ନିୟମରେ ଶେ ପ୍ରଭୂ ଯୀଶୁ ବୋଲି କୁହାଯାଏ।
ଭାଇ ମୁଁ କହୁନାହିଁ କିନ୍ତୁ ବାଇବଲ କହୁଛି ତୁମେମାନେ ସମସ୍ତେ ଭଣ୍ଡ ଖ୍ରୀଷ୍ଟିଆନ ଲୋକମାନେ ଭାଇ ମୁଁ ତୁମକୁ ପଚାରୁଛି ତୁମର ଭିତ୍ତିମୁଳ କେଉଁଠି ସ୍ଥାନରେ ସ୍ଥାପିତ ହୋଇଛି ??? First ଏହି ବିଷୟ ମୋତେ ଉତ୍ତର ଦିଅ
ଏଫାସୀୟ ୨:୨୦ ପଢ଼ନ୍ତୁ
ଭାଇ ପ୍ରେରିତ ପୁସ୍ତକ ୨:୩୮ ରେ ଲେଖା ହୋଇଥିବା ଅନୁସାରେ ଯେଉଁମାନେ ବାପ୍ତିସ୍ମ ଦେଇ ଅଛନ୍ତି ସେମାନେ ଭଣ୍ଡ ଖ୍ରୀଷ୍ଟ କି ???
Milton Suna ଭାଇ ମୁଁ ତୁମକୁ ଜାଣେ ତୁମର ଭିତ୍ତିମୁଳ ହେଉଅଛି ପ୍ରକାଶିତ ବାକ୍ୟ ୯:୧=୧୧ ପର୍ଯ୍ୟନ୍ତ ପଢନ୍ତୁ ଏହା ତୁମର ଭିତ୍ତିମୁଳ ବିଷୟ ଲେଖା ହୋଇଛି ତୁମେ ଯେତେ ପ୍ରଚାର କରୁନ୍ତୁ କାହିଁକି ସ୍ବର୍ଗକୁ ଯିବାର ସ୍ବପ୍ନ ନାହିଁ କାରଣ ତୁମେମାନେ ସମସ୍ତେ ଭଣ୍ଡ ଖ୍ରୀଷ୍ଟିଆନ
ତମେ William Branham ଦଳ ନା ମାତା ପରମେଶ୍ଵର ଦଳ ନା Only Jesus ଦଳ..???କେଉଁ ଦଳର ସତ୍ୟ ଖ୍ରୀଷ୍ଟିଆନ ତମେ???ଆଉ ରହିଲା ମୋର ଭିତ୍ତିମୂଳ - ଯୀଶୁଖ୍ରୀଷ୍ଟ ଏବଂ ଯୀଶୁଖ୍ରୀଷ୍ଟଙ୍କ ସୁସମାଚାରରେ ବିଶ୍ୱାସ ।
ଆମର ଦଳ ନୁହେଁ କି denomination ନୁହେଁ ଆମର ମଣ୍ଡଳୀର ଭିତ୍ତିମୂଳ ହେଉଛି ପ୍ରେରିତ ପୁସ୍ତକ ୨:୩୮ ଅଟେ ଯାହା ପ୍ରଭୁ ଯୀଶୁ ଖ୍ରୀଷ୍ଟ କହିଥିଲେ ( ଆଉ ମୁଁ ମଧ୍ୟ ତୁମ୍ଭକୁ କହୁଅଛି, ତୁମ୍ଭେ ପିତର, ପୁଣି, ଏହି ପଥର ଉପରେ ମୁଁ ଆପଣା ମଣ୍ଡଳୀ ତୋଳିବି, ଆଉ ପାତାଳର ବଳ ତାହାକୁ ପରାଜୟ କରିବ ନାହିଁ।ମୁଁ ତୁମ୍ଭଙ୍କୁ ସ୍ୱର୍ଗରାଜ୍ୟର ଚାବି ଦେବି, ଆଉ ତୁମ୍ଭେ ପୃଥିବୀରେ ଯାହା କିଛି ବନ୍ଦ କରିବ, ସ୍ୱର୍ଗରେ ତାହା ବନ୍ଦ ରହିବ, ପୁଣି, ପୃଥିବୀରେ ଯାହା କିଛି ମୁକ୍ତ କରିବ, ସ୍ୱର୍ଗରେ ତାହା ମୁକ୍ତ ରହିବ।ମାଥିଉ 16:18-19 ) ସେହି ମଣ୍ଡଳୀ ପ୍ରେରିତ ପୁସ୍ତକ ୨:୩୮ ଯାହା ପ୍ରଭୁ ଯୀଶୁ ଖ୍ରୀଷ୍ଟ କହିଥିଲେ ସେହି ମଣ୍ଡଳୀ ବିଷୟ ତାହା ପ୍ରେରିତ ପୁସ୍ତକ ରେ ୨:୩୮ ରେ ପୁରା ହେଲା ତେଣୁ କରି ଆମେ ଜାଣୁ ସେହି ମଣ୍ଡଳୀ ଛଡ଼ା ଯେ ସମସ୍ତ denominations ବା ସଂସ୍ଥାଗୁଡିକ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରୁ ନ ଆସି ମହା ବେଶ୍ୟା ଠାରୁ ଆସି ଅଛନ୍ତି ତେଣୁ କରି ଆମେମାନେ ପ୍ରମାଣ ସହିତ କହୁ ତୁମେମାନେ ସମସ୍ତେ ଭଣ୍ଡ ଖ୍ରୀଷ୍ଟିଆନ ଅଟନ୍ତି
ସେହି ମଣ୍ଡଳୀ ପ୍ରେରିତ ଓ ଭାବବାଦିମାନଙ୍କର ଭିତ୍ତିମୂଳ ଉପରେ ନିର୍ମିତ ହୋଇ ଅଛି ଖ୍ରୀଷ୍ଟ ଯୀଶୁ ସ୍ବୟଂ ସେଥିର କୋଣର ପ୍ରଦାନ ପ୍ରସ୍ତର ତୁମେ କେମିତି କହୁଛ ମୋର ଭିତ୍ତିମୂଳ ଯୀଶୁ ଖ୍ରୀଷ୍ଟ ବୋଲି ??? ତୁମେ ତ ତ୍ରୀଏକ ପ୍ରଚାରକ ବା ପିତା ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ନେଇଛ ପ୍ରେରିତ ପୁସ୍ତକରେ ୨:୩୮ ଲିଖିତ ଅନୁସାରେ ବାପ୍ତିସ୍ମ ନ ନେଇ ପିତା ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ନେଇଛ ପିତା ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ କୁ ଶିଷ୍ୟମାନେ ଦେଇଛନ୍ତି ଦେଖାଅ ଭାଇ ??? ତୁମେ ତ ନିଜକୁ ଜ୍ଞାନୀ ଦେଖାଅଛ ବାକ୍ୟରେ ମୋତେ ଦେଖାଅ ???
Good news bandha sikhya deu nahi ki?
ଆରେ ଭାଇ ତୁମେ ପାଗଳ ହେଲଣି ମୂର୍ଖ ପରି କଥା କହୁଅଛ । ତୁମର ଭିତ୍ତି ମୂଳ କାହିଁ ଦେଖାଆ ??? ଚୋର ଚୋରୀ ଧରନ୍ତି । ତୁମେ ନିଜେ ଭଣ୍ଡ ଅଟ ଅନ୍ୟ କାହାକୁ କହୁଛୁ ।
👍 explain
Brother you are wromg
ଆପଣ କୁହନ୍ତୁ ସତ୍ୟ କଣ? ମୁଁ କହିବି ଆପଣ ସମ୍ପୂର୍ଣ ଭାବରେ ବାଇବଲ କୁ ଅସ୍ବୀକାର କରିଛନ୍ତି... ଯିହୁଡି ଆଉ ଶାସ୍ତ୍ରୀ ଲୋକ ପରି ହୋଇ ନିୟମ ଚିନ୍ନ କରିଛ.
Excellent Sermon sir. But who is the Right? Wich Church is True?
ଭାଇ ଆଉ ଗୋଟିଏ GBS GOOD NEWS CHURCH ମଧ୍ୟ ଭଣ୍ଡ ଖ୍ରୀଷ୍ଟିଆନ
ଆସ ପ୍ରଣାମ କରିବ good news ku ଭଣ୍ଡ ବୋଲି ଖୋଲl ଚାଲେଞ୍ଜ ଭାଇ ଯଦି ଭଣ୍ଡ ପ୍ରମାଣ କରି ଦେଲ ବାକ୍ୟ ଦ୍ୱରା ତେବେ ମୁଁ ଆପଣ ଙ୍କ ଘରେ ଗୋଟେ ବର୍ଷ ଦାଶ ହେବି.
ଏ ଭଣ୍ଡ ତୁମେ କେଉଁ ଚର୍ଚ୍ଚା କହ
Very good Message God you sir
God you sir mane kana
ଭାଇ ତୁମେ କାହାକୁ ଶିକ୍ଷା ଦେଉଛନ୍ତି ସାନମାନଙ୍କୁ ନା ଦୁଗ୍ଧ ତ୍ୟାଗ ଶିଶୁମାନଙ୍କୁ ??? କାରଣ, ମେଜସବୁ ବାନ୍ତି ଓ ମଳରେ ପରିପୂର୍ଣ୍ଣ, କୌଣସି ପରିଷ୍କୃତ ସ୍ଥାନ ନାହିଁ।“ସେ କାହାକୁ ଜ୍ଞାନ ଶିକ୍ଷା ଦେବ? ସେ କାହାକୁ ସମାଚାର ବୁଝାଇ ଦେବ?କି ଦୁଗ୍ଧତ୍ୟାଗୀ ଓ ସ୍ତନ୍ୟପାନରୁ ନିବୃତ୍ତ ଶିଶୁମାନଙ୍କୁ?”ଯିଶାଇୟ 28:8-9ଭାଇ ଆମେ ତୁମକୁ ଭଲଭାବରେ ଜାଣିଲୁ ଭଣ୍ଡ ଖ୍ରୀଷ୍ଟିଆନ ତୁମେ ନିଜେ
Amen
ଆମ୍ଭେ ସଦାପ୍ରଭୁ, ଆଉ ଦ୍ୱିତୀୟ କେହି ନାହିଁ; ଆମ୍ଭ ଛଡ଼ା ଆଉ ପରମେଶ୍ୱର ନାହାନ୍ତି;ତୁମ୍ଭେ ଆମ୍ଭକୁ ନ ଜାଣିଲେ ହେଁ ଆମ୍ଭେ ତୁମ୍ଭର କଟିବନ୍ଧନ କରିବା;ତହିଁରେ ଆମ୍ଭ ଛଡ଼ା ଯେ ଆଉ କେହି ନାହିଁ, ଏହା ସୂର୍ଯ୍ୟୋଦୟର ସ୍ଥାନରୁ ପଶ୍ଚିମ ଦିଗ ପର୍ଯ୍ୟନ୍ତ ଲୋକେ ଜାଣିବେ;ଆମ୍ଭେ ସଦାପ୍ରଭୁ, ଆଉ ଦ୍ୱିତୀୟ କେହି ନାହିଁ।ଆମ୍ଭେ ଦୀପ୍ତି ନିର୍ମାଣ କରୁ ଓ ଆମ୍ଭେ ଅନ୍ଧକାର ସୃଷ୍ଟି କରୁ;ଆମ୍ଭେ ଶାନ୍ତି ରଚନା କରୁ, ଅନିଷ୍ଟ ସୃଷ୍ଟି କରୁ; ଆମ୍ଭେ ସଦାପ୍ରଭୁ ଏହାସବୁ ସାଧନ କରୁ।ଯିଶାଇୟ 45:5-7ବାଇବଲ କହୁଛି ଦ୍ଵିତୀୟ ବି ନାହିଁ ତୁମେ କହୁଛ ତ୍ରୀଏକ ତୁମେ ଭ୍ରାନ୍ତ ଲୋକ ନୁହଁ କି ??? ସ୍ବର୍ଯୋଉଦୟରୁ ସ୍ବର୍ଯ ଅସ୍ତ ପର୍ଯ୍ୟନ୍ତ ଜାଣିବେ ଏକ ପରମେଶ୍ବର ବୋଲି ତୁମେ କିପରି କହୁଛ ତ୍ରୀଏକ ବା ତୀନି ପରମେଶ୍ବର ବୋଲି ???
ପରମେଶ୍ବର ଏକ ହିଁ ବୋଲି ଆମେ ବିଶ୍ବାସ କରୁ ।ଏବଂ ସେହି ଏକ ପରମେଶ୍ବରଙ୍କ ୩ ଟି ବ୍ୟକ୍ତିତ୍ଵ ରହିଅଛି ।God is One.
@@miltonsuna2649ତୁମେ ତ ତ୍ରୀଏକ ପ୍ରଚାର କରୁଛ
ତୁମେ କ'ଣ ପାଇଁ ତ୍ରୀଏକ ପ୍ରଚାର କରୁଛନ୍ତି ???
ଭାଇ First ଏଟା କୁହ ମୋତେ ତୁମେ ମାଥ୍ଉ ୨୮:୧୯ ନା ପ୍ରେରିତ ପୁସ୍ତକ ୨:୩୮ ??? କେବଳ ସେହି ବିଷୟ ମୋତେ ଉତ୍ତର ଦିଅନ୍ତୁ ତେବେ ମୁଁ ତୁମର ଭିତ୍ତିମୁଳ ଜାଣିବି
ମୁଁ " ଏକ ଈଶ୍ୱରଙ୍କ ୩ ଟି ବ୍ୟକ୍ତିତ୍ଵ " କୁ ବାଇବଲରେ ଦେଖିବାକୁ ପାଉଛି.... ଏବଂ ମୁଁ Trinity God ଙ୍କୁ ବିଶ୍ୱାସ କରେ...ତେଣୁକରି ତାହା ପ୍ରଚାର କରୁଛି ।
Bhai tame tike tama number diaBahut badhi satarkabaani 😮
ପ୍ରକୃତରେ ଆପଣ ଙ୍କ ମତା ମତ 100% ଠିକ୍ ସାର୍ କାରଣ ପୁରୀକୁ ଯାଇ ବାଇବଲ ଗୋଡ଼ରେ ଚୋକୁଡ଼ି ପାରୁଚନ୍ତି ନିଜ ଜୀବନକୁ ବଞ୍ଚl ଇ ବା ପାଇଁ l ଏଣୁ ଯିଏ ପ୍ରକୃତ ରେ jesus ଙ୍କ ବିଷୟରେ ଜାଣିବା କୁ ଚାହୁଁଛନ୍ତି ଅନ୍ୟ କୁ ଭ୍ରାନ୍ତ ଶିକ୍ଷା ଦେବା ପରିବର୍ତେ ସର୍ବଦା ସତ୍ କର୍ମ କର ଫଳ ମିଳିବ କାରଣ jesus ଙ୍କ ବିଷୟରେ କଥା କହି ଟଙ୍କା ମଣ୍ଡଳୀରୁ ବାହାର କରି ପଷ୍ଟର ମାନଙ୍କୁ ଠକି ଦରମା ପାଇଁ ବଞ୍ଚାଇବାକୁ ଚେଷ୍ଟା କଲେ ଆଗକୁ ନିଯାପ୍ରତି ଓ ଖ୍ରୀଷ୍ଟିଆନ ଧର୍ମ ପ୍ରତି ବିପଦ ର କାରଣ ହେବ l
ଭାଇ ମୁଁ ତୁମକୁ କେବଳ ଗୋଟାଏ ବିଷୟ ପଚାରିବାକୁ ଚାହେଁ ଭାଇ ତୁମେ ମାଥ୍ଉ ୨୮:୧୯ ଅନୁସାରେ ବାପ୍ତିସ୍ମ ନେଇଛନ୍ତି ନା ପ୍ରେରିତ ୨:୩୮ ଅନୁସାରେ ନେଇଛନ୍ତି ??? ତୁମେ ମୋତେ ସତ୍ୟ କୁହ ତ କିନ୍ତୁ ବାଇବଲ କହୁଅଛି ମିଛ କୁହ ନାହିଁ କେବଳ ସେହି ବିଷୟ ମୋତେ ଉତ୍ତର ଦିଅ
Hello
କଣ ଆପଣ ତ୍ରିଏକ ପରମେଶ୍ୱରଙ୍କୁ ଜାଣିବାକୁ ଚାହୁଛନ୍ତି କି?
ଆଉ ହଁ ଆମେ ମାଥିଉ.୨୮:୧୯ ପଦ ଅନୁସାରେ ବାପ୍ତିସ୍ମ ନେଇଛୁ।
ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଶିଷ୍ୟମାନେ ପିତା ପୁତ୍ର ଓ ପବିତ୍ରଙ୍କ ନାମରେ ଦେଇଛନ୍ତି କି ??? କୁ ଶିଷ୍ୟମାନେ ଦେଇଛନ୍ତି ଦେଖାଅ ଭାଇ ???
@@KabirajUrlakaହଁ ଭାଇ ଜାଣିବାକୁ ଚାହୁଁଛି ମୋତେ ଦେଖାଅ ତ୍ରୀଏକ ଯେଉଁ ପୁସ୍ତକ ରେ ଲେଖା ହୋଇଛି ???
Which Church belong to you?
What do you mean by Church and How many churches are there???
You are cult brother not a branham
The person who doesn't obey Sabbath and doesn't obey passover are false prophets.
How?
ମୁର୍ଖ ପଣ୍ଡିତ, ନିଜ କୁ ସମୀକ୍ଷା କରେ ଯାହା କହୁଛୁ ଠିକ୍ ସେ ବୁଝି କି କହୁଛୁ ନା ଏମିତି ଲାଇକି , ଭିଓ ପାଇ ଦି ପଇସା କମାଇବା ପାଇଁ ରେ ବାବୁ । ଛି ଛି ତୁ କ'ଣ ପ୍ରଭୁତ ରେ ଖ୍ରୀଷ୍ଟିଆନ ନା ଅନ୍ୟ ଭ୍ରାନ୍ତ କାରି ଗୋଷ୍ଠୀର ଲୋକ କି ????????
ଭାଇ ତୁମେ କାହାକୁ ମୁର୍ଖ ପଣ୍ଡିତ କହୁଛ ମୋତେ ନା milton suna କୁ ????????
କିଛି ଜାଣିନ ଭାଇ.. ଏହାର ପ୍ରତି ଫଳ ଭୋଗିବ
No denomination itself denomination
RUclips channel khaliki mithya sikhya daucho samastanku Bible tike bhallase pada ago nije bujho tapore anyamananku bujeiba andha jadi andha ku rasta dekheiba duhen khatore padibe mithya sikhya diani Bible bhalla ki padha
Bible bhala se padha tome bi... So that kou Guru pachare padiba nai...
Nije heen bhanda kintu anya mananku bhanda bali kahucho Matthew -7:15 anusare tame mitha katha kahuchk kintu antarare hinsraka bagho tame nije
ବାଇବଲ ଭଲରେ ପଡ଼ନ୍ତୁ ପ୍ରେରିତ ୨:୩୮ ପଦ
ବାଇବଲରେ ଆଉ ଅନ୍ୟ ପଦଗୁଡ଼ିକ ବି ଅଛି... ଦେଖନ୍ତୁ 👍
ଅନ୍ୟ ପଦ ଗୁଡ଼ିକ କ'ଣ ବୋଲି ଲେଖା ଅଛି ତୁମେ ଏଠି ଲେଖି କରି ପ୍ରମାଣ ଦିଅନ୍ତୁ
ଯୀଶୁଙ୍କ ଆସିବା ପୂର୍ବରୁ, କେଉଁ ଈଶ୍ୱରଙ୍କ ଲୋକ ଉପାସନା କରୁଥିଲେ, ଅବ୍ରାହାମ, ଇସାକ, ଜକୁବ, ନୋହ, ମୋଶା ଏପୋରିକି ଯୀଶୁଙ୍କ ମା ମରୀୟମ କାହାକୁ ଉପାସନା କରୁଥିଲେ,? ସେ କେଉଁ ଈଶ୍ଵର ଥିଲେ, କଣ ଯୀଶୁଙ୍କ ଆସିବାରୁ ଈଶ୍ଵର ବଦଳି ଗଲେ😅😅
Jisu kan jehowa nuhanti
@surajkumardas1565 jishu jadi nije hin Jehovah' thile tebe kn se nataka karuthile je tanku iswara potheichanti boli kahile, jishu kn nije nijara iswara aau nije nijara pita atanti? ଯୋହନ ୨୦:୧୭)। ? ଯିହୋବା ସର୍ବ ଶକ୍ତିମାନ ଈଶ୍ଵର ଅଟନ୍ତି, ଯିଶୁ ଯିହୋବାଙ୍କର ଜଣେ ସେବକ ଅଟନ୍ତି ( ଏବ୍ରି ୮:୧-,୪ ଯାଏ ପଢ଼ନ୍ତୁ, ) ଯିଶୁ କିଏ ତାହା ଜାଣିବେ! ଯିଶୁ ଯଦି ଈଶ୍ବରଙ୍କ ଇଛା ପୂରଣ ନକରି ନିଜ ଇଚ୍ଛାରେ ପୃଥିବୀରେ ଥାନ୍ତା ତେବେ ଜଣେ , ଯାଜକ ବି ହେଇ ନଥାନ୍ତା!ବାଇବଲ କୁହେ ଯୀଶୁଙ୍କୁ ଈଶ୍ଵର ପୂର୍ବ ଅପେକ୍ଷା ଅଧିକ ମହାନ୍ କଲେ, ତେବେ ଯିଶୁ ଆଉ ଯିହୋବା କିପରି ଜଣେ ଅଟନ୍ତି (ଫିଲିପିୟ ୨:୯) (ଏଫିସୀୟ ୧:୨୧ ପଢନ୍ତୁ)ଯିଶୁ ଯଦି ଯିହୋବା ଅଟନ୍ତି , ତେବେ ବାଇବଲ କାହିଁକି କହେ ଯେ ସେ ଈଶ୍ଵରଙ୍କୁ ସର୍ବଦା ବିନତି କରୁଛନ୍ତି, କଣ ନିଜେ ନିଜକୁ ବିନତି କରୁଛନ୍ତି (ରୋମୀୟ - ୮:୩୪) ଏବ୍ରୀ ୭:୨୫ ପଢନ୍ତୁ ଯିଶୁ ଜଗତ ସୃଷ୍ଟି ହେବା ପୂର୍ବରୁ ଯିହୋବାଙ୍କ ସହିତ ଥିଲେ, ତେବେ କିପରି ଯିହୋବା ଆଉ ଯିଶୁ ଜଣେ ବ୍ୟକ୍ତି ଅଟନ୍ତି (ଯୋହନ ୧୭:୫,୨୪)ଯିଶୁ ଏବେ ମଧ୍ୟ ଯିହୋବାଙ୍କ ସହିତ ଅଛନ୍ତି , ତେବେ କିପରି ଯିଶୁ ଆଉ ଯିହୋବା ଜଣେ ଅଟନ୍ତି (ଏବ୍ରି ୧୦:୧୨) ପଢନ୍ତୁ
@@heroddigal2700 kan john 10 30 kan michha
@@heroddigal2700 apana kan jisunku iswar boli mananti nahi kan iswar 1john 5.12.13 padha
ଦେଖାନ୍ତୁ ଭାଇ ଯେଉଁ ପୁସ୍ତକ ରେ ଲେଖା ହୋଇଛି ତ୍ରୀଏକ ବୋଲି ??? ତୁମେ ଯଦି ଦେଖାଇ ପାରିବ ତେବେ ଆମେ କାହିଁକି ମାନିବୁ ନାହିଁ ??? ତୁମେ ଆଗେ ଦେଖାଅ ତ୍ରୀଏକ ଯେଉଁ ପୁସ୍ତକ ରେ ଲେଖାଅଛି ମୁକର କଥା ହଜାର ହଜାର ବାହାର କର ନାହିଁ କିନ୍ତୁ ବାଇବଲର କଥା କୁହ ବାଇବଲ ରେ ତ୍ରୀଏକ ଲେଖା ହୋଇଛି ??????
ଗାଲାତୀୟ ୧:୧ମୁଁ ପାଉଲ, ଜଣେ ପ୍ରେରିତ ( ମନୁଷ୍ୟଠାରୁ ନୁହେଁ, କି ମନୁଷ୍ୟ ଦ୍ଵାରା ନୁହେଁ, କିନ୍ତୁ " ଯୀଶୁ ଖ୍ରୀଷ୍ଟଙ୍କ " ଦ୍ଵାରା ଏବଂ ଯେଉଁ " ପିତା ଈଶ୍ଵର " ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଲେ, ତାହାଙ୍କ ଦ୍ଵାରା )ଏଠାରେ ଯୀଶୁଖ୍ରୀଷ୍ଟ ଓ ପିତା ଈଶ୍ୱର...ଦୁହେଁ ଭିନ୍ନ ଲାଗୁ ନାହାଁନ୍ତି କି ଭାଇ..???
@@miltonsuna2649ଓଃ ଦୁଇ ଜଣ ଅଛନ୍ତି କି ???
ଓଃ ଦୁଇ ଜଣ ପରମେଶ୍ବର ଅଛନ୍ତି କି ଭାଇ ???
ଭାଇ ମୁଁ ତୁମକୁ ଜାଣୁଛି ତୁମେ ନିଜେ ଭଣ୍ଡ ଖ୍ରୀଷ୍ଟ ଅଟ ଭାଇ ଆମେ ଜାଣୁ ତୁମର ଭିତ୍ତିମୁଳ ହେଉଅଛି ପ୍ରକାଶିତ ବାକ୍ୟ ୯:୧ =୧୧ ପଦ ପର୍ଯ୍ୟନ୍ତ ପଢନ୍ତୁ ଏହା ତୁମର ଭିତ୍ତିମୁଳ ହେଉଅଛି ପ୍ରକାଶିତ ବାକ୍ୟ ୯:୧=୧୧ ପଢନ୍ତୁ
@E_T_MOFFICIAL ଆପଣ କେଉଁ ଭବିଷ୍ୟତ ବକ୍ତାଙ୍କ ଶିଷ୍ୟ ଟିକେ ଜଣେଇବେ କି...???ଆପଣଙ୍କ Denomination ର ନାମ ଟିକେ କହିବ କି..???
Triek nai
ତୁ କେଉଁ ଦଳର
Absolutely right teaching. Thank you God bless you.
ସମ୍ପୂର୍ଣ୍ଣ ବାଇବଲ ରେ କେବଳ ଗୋଟିଏ ମାତ୍ର ସର୍ବଶକ୍ତିମାନ ପରମେଶ୍ୱର ଅଛନ୍ତି ଏବଂ ତାଙ୍କ ନାମ ପ୍ରଭୂ ଯୀଶୁ ଖ୍ରୀଷ୍ଟ। ତାହାଙ୍କ ଠାରେ ପିତା ପୁତ୍ର ଏବଂ ପବିତ୍ର ଆତ୍ମା ନାମକ ତିନୋଟି ଅଲଗା ଅଲଗା ଅଧିକାର ବା ପଦବୀ ଅଛି। ସେ ପୁରାତନ କାଳରେ ଜିହୋବା ପରମେଶ୍ୱର ବୋଲି କୁହା ଯାଏ ଏବଂ ନୂତନ ନିୟମରେ ଶେ ପ୍ରଭୂ ଯୀଶୁ ବୋଲି କୁହାଯାଏ।
ଭାଇ ମୁଁ କହୁନାହିଁ କିନ୍ତୁ ବାଇବଲ କହୁଛି ତୁମେମାନେ ସମସ୍ତେ ଭଣ୍ଡ ଖ୍ରୀଷ୍ଟିଆନ ଲୋକମାନେ ଭାଇ ମୁଁ ତୁମକୁ ପଚାରୁଛି ତୁମର ଭିତ୍ତିମୁଳ କେଉଁଠି ସ୍ଥାନରେ ସ୍ଥାପିତ ହୋଇଛି ??? First ଏହି ବିଷୟ ମୋତେ ଉତ୍ତର ଦିଅ
ଏଫାସୀୟ ୨:୨୦ ପଢ଼ନ୍ତୁ
ଭାଇ ପ୍ରେରିତ ପୁସ୍ତକ ୨:୩୮ ରେ ଲେଖା ହୋଇଥିବା ଅନୁସାରେ ଯେଉଁମାନେ ବାପ୍ତିସ୍ମ ଦେଇ ଅଛନ୍ତି ସେମାନେ ଭଣ୍ଡ ଖ୍ରୀଷ୍ଟ କି ???
Milton Suna ଭାଇ ମୁଁ ତୁମକୁ ଜାଣେ ତୁମର ଭିତ୍ତିମୁଳ ହେଉଅଛି ପ୍ରକାଶିତ ବାକ୍ୟ ୯:୧=୧୧ ପର୍ଯ୍ୟନ୍ତ ପଢନ୍ତୁ ଏହା ତୁମର ଭିତ୍ତିମୁଳ ବିଷୟ ଲେଖା ହୋଇଛି ତୁମେ ଯେତେ ପ୍ରଚାର କରୁନ୍ତୁ କାହିଁକି ସ୍ବର୍ଗକୁ ଯିବାର ସ୍ବପ୍ନ ନାହିଁ କାରଣ ତୁମେମାନେ ସମସ୍ତେ ଭଣ୍ଡ ଖ୍ରୀଷ୍ଟିଆନ
ତମେ William Branham ଦଳ ନା ମାତା ପରମେଶ୍ଵର ଦଳ ନା Only Jesus ଦଳ..???
କେଉଁ ଦଳର ସତ୍ୟ ଖ୍ରୀଷ୍ଟିଆନ ତମେ???
ଆଉ ରହିଲା ମୋର ଭିତ୍ତିମୂଳ - ଯୀଶୁଖ୍ରୀଷ୍ଟ ଏବଂ ଯୀଶୁଖ୍ରୀଷ୍ଟଙ୍କ ସୁସମାଚାରରେ ବିଶ୍ୱାସ ।
ଆମର ଦଳ ନୁହେଁ କି denomination ନୁହେଁ ଆମର ମଣ୍ଡଳୀର ଭିତ୍ତିମୂଳ ହେଉଛି ପ୍ରେରିତ ପୁସ୍ତକ ୨:୩୮ ଅଟେ ଯାହା ପ୍ରଭୁ ଯୀଶୁ ଖ୍ରୀଷ୍ଟ କହିଥିଲେ ( ଆଉ ମୁଁ ମଧ୍ୟ ତୁମ୍ଭକୁ କହୁଅଛି, ତୁମ୍ଭେ ପିତର, ପୁଣି, ଏହି ପଥର ଉପରେ ମୁଁ ଆପଣା ମଣ୍ଡଳୀ ତୋଳିବି, ଆଉ ପାତାଳର ବଳ ତାହାକୁ ପରାଜୟ କରିବ ନାହିଁ।
ମୁଁ ତୁମ୍ଭଙ୍କୁ ସ୍ୱର୍ଗରାଜ୍ୟର ଚାବି ଦେବି, ଆଉ ତୁମ୍ଭେ ପୃଥିବୀରେ ଯାହା କିଛି ବନ୍ଦ କରିବ, ସ୍ୱର୍ଗରେ ତାହା ବନ୍ଦ ରହିବ, ପୁଣି, ପୃଥିବୀରେ ଯାହା କିଛି ମୁକ୍ତ କରିବ, ସ୍ୱର୍ଗରେ ତାହା ମୁକ୍ତ ରହିବ।
ମାଥିଉ 16:18-19 ) ସେହି ମଣ୍ଡଳୀ ପ୍ରେରିତ ପୁସ୍ତକ ୨:୩୮ ଯାହା ପ୍ରଭୁ ଯୀଶୁ ଖ୍ରୀଷ୍ଟ କହିଥିଲେ ସେହି ମଣ୍ଡଳୀ ବିଷୟ ତାହା ପ୍ରେରିତ ପୁସ୍ତକ ରେ ୨:୩୮ ରେ ପୁରା ହେଲା ତେଣୁ କରି ଆମେ ଜାଣୁ ସେହି ମଣ୍ଡଳୀ ଛଡ଼ା ଯେ ସମସ୍ତ denominations ବା ସଂସ୍ଥାଗୁଡିକ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରୁ ନ ଆସି ମହା ବେଶ୍ୟା ଠାରୁ ଆସି ଅଛନ୍ତି ତେଣୁ କରି ଆମେମାନେ ପ୍ରମାଣ ସହିତ କହୁ ତୁମେମାନେ ସମସ୍ତେ ଭଣ୍ଡ ଖ୍ରୀଷ୍ଟିଆନ ଅଟନ୍ତି
ସେହି ମଣ୍ଡଳୀ ପ୍ରେରିତ ଓ ଭାବବାଦିମାନଙ୍କର ଭିତ୍ତିମୂଳ ଉପରେ ନିର୍ମିତ ହୋଇ ଅଛି ଖ୍ରୀଷ୍ଟ ଯୀଶୁ ସ୍ବୟଂ ସେଥିର କୋଣର ପ୍ରଦାନ ପ୍ରସ୍ତର ତୁମେ କେମିତି କହୁଛ ମୋର ଭିତ୍ତିମୂଳ ଯୀଶୁ ଖ୍ରୀଷ୍ଟ ବୋଲି ??? ତୁମେ ତ ତ୍ରୀଏକ ପ୍ରଚାରକ ବା ପିତା ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ନେଇଛ ପ୍ରେରିତ ପୁସ୍ତକରେ ୨:୩୮ ଲିଖିତ ଅନୁସାରେ ବାପ୍ତିସ୍ମ ନ ନେଇ ପିତା ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ନେଇଛ ପିତା ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ କୁ ଶିଷ୍ୟମାନେ ଦେଇଛନ୍ତି ଦେଖାଅ ଭାଇ ??? ତୁମେ ତ ନିଜକୁ ଜ୍ଞାନୀ ଦେଖାଅଛ ବାକ୍ୟରେ ମୋତେ ଦେଖାଅ ???
Good news bandha sikhya deu nahi ki?
ଆରେ ଭାଇ ତୁମେ ପାଗଳ ହେଲଣି ମୂର୍ଖ ପରି କଥା କହୁଅଛ । ତୁମର ଭିତ୍ତି ମୂଳ କାହିଁ ଦେଖାଆ ??? ଚୋର ଚୋରୀ ଧରନ୍ତି । ତୁମେ ନିଜେ ଭଣ୍ଡ ଅଟ ଅନ୍ୟ କାହାକୁ କହୁଛୁ ।
👍 explain
Brother you are wromg
ଆପଣ କୁହନ୍ତୁ ସତ୍ୟ କଣ?
ମୁଁ କହିବି ଆପଣ ସମ୍ପୂର୍ଣ ଭାବରେ ବାଇବଲ କୁ ଅସ୍ବୀକାର କରିଛନ୍ତି... ଯିହୁଡି ଆଉ ଶାସ୍ତ୍ରୀ ଲୋକ ପରି ହୋଇ ନିୟମ ଚିନ୍ନ କରିଛ.
Excellent Sermon sir. But who is the Right? Wich Church is True?
ଭାଇ ଆଉ ଗୋଟିଏ
GBS GOOD NEWS CHURCH ମଧ୍ୟ ଭଣ୍ଡ ଖ୍ରୀଷ୍ଟିଆନ
ଆସ ପ୍ରଣାମ କରିବ good news ku ଭଣ୍ଡ ବୋଲି ଖୋଲl ଚାଲେଞ୍ଜ ଭାଇ ଯଦି ଭଣ୍ଡ ପ୍ରମାଣ କରି ଦେଲ ବାକ୍ୟ ଦ୍ୱରା ତେବେ ମୁଁ ଆପଣ ଙ୍କ ଘରେ ଗୋଟେ ବର୍ଷ ଦାଶ ହେବି.
ଏ ଭଣ୍ଡ ତୁମେ କେଉଁ ଚର୍ଚ୍ଚା କହ
Very good Message God you sir
God you sir mane kana
ଭାଇ ତୁମେ କାହାକୁ ଶିକ୍ଷା ଦେଉଛନ୍ତି ସାନମାନଙ୍କୁ ନା ଦୁଗ୍ଧ ତ୍ୟାଗ ଶିଶୁମାନଙ୍କୁ ??? କାରଣ, ମେଜସବୁ ବାନ୍ତି ଓ ମଳରେ ପରିପୂର୍ଣ୍ଣ, କୌଣସି ପରିଷ୍କୃତ ସ୍ଥାନ ନାହିଁ।
“ସେ କାହାକୁ ଜ୍ଞାନ ଶିକ୍ଷା ଦେବ? ସେ କାହାକୁ ସମାଚାର ବୁଝାଇ ଦେବ?
କି ଦୁଗ୍ଧତ୍ୟାଗୀ ଓ ସ୍ତନ୍ୟପାନରୁ ନିବୃତ୍ତ ଶିଶୁମାନଙ୍କୁ?”
ଯିଶାଇୟ 28:8-9
ଭାଇ ଆମେ ତୁମକୁ ଭଲଭାବରେ ଜାଣିଲୁ ଭଣ୍ଡ ଖ୍ରୀଷ୍ଟିଆନ ତୁମେ ନିଜେ
Amen
ଆମ୍ଭେ ସଦାପ୍ରଭୁ, ଆଉ ଦ୍ୱିତୀୟ କେହି ନାହିଁ; ଆମ୍ଭ ଛଡ଼ା ଆଉ ପରମେଶ୍ୱର ନାହାନ୍ତି;
ତୁମ୍ଭେ ଆମ୍ଭକୁ ନ ଜାଣିଲେ ହେଁ ଆମ୍ଭେ ତୁମ୍ଭର କଟିବନ୍ଧନ କରିବା;
ତହିଁରେ ଆମ୍ଭ ଛଡ଼ା ଯେ ଆଉ କେହି ନାହିଁ, ଏହା ସୂର୍ଯ୍ୟୋଦୟର ସ୍ଥାନରୁ ପଶ୍ଚିମ ଦିଗ ପର୍ଯ୍ୟନ୍ତ ଲୋକେ ଜାଣିବେ;
ଆମ୍ଭେ ସଦାପ୍ରଭୁ, ଆଉ ଦ୍ୱିତୀୟ କେହି ନାହିଁ।
ଆମ୍ଭେ ଦୀପ୍ତି ନିର୍ମାଣ କରୁ ଓ ଆମ୍ଭେ ଅନ୍ଧକାର ସୃଷ୍ଟି କରୁ;
ଆମ୍ଭେ ଶାନ୍ତି ରଚନା କରୁ, ଅନିଷ୍ଟ ସୃଷ୍ଟି କରୁ; ଆମ୍ଭେ ସଦାପ୍ରଭୁ ଏହାସବୁ ସାଧନ କରୁ।
ଯିଶାଇୟ 45:5-7
ବାଇବଲ କହୁଛି ଦ୍ଵିତୀୟ ବି ନାହିଁ ତୁମେ କହୁଛ ତ୍ରୀଏକ ତୁମେ ଭ୍ରାନ୍ତ ଲୋକ ନୁହଁ କି ??? ସ୍ବର୍ଯୋଉଦୟରୁ ସ୍ବର୍ଯ ଅସ୍ତ ପର୍ଯ୍ୟନ୍ତ ଜାଣିବେ ଏକ ପରମେଶ୍ବର ବୋଲି ତୁମେ କିପରି କହୁଛ ତ୍ରୀଏକ ବା ତୀନି ପରମେଶ୍ବର ବୋଲି ???
ପରମେଶ୍ବର ଏକ ହିଁ ବୋଲି ଆମେ ବିଶ୍ବାସ କରୁ ।
ଏବଂ ସେହି ଏକ ପରମେଶ୍ବରଙ୍କ ୩ ଟି ବ୍ୟକ୍ତିତ୍ଵ ରହିଅଛି ।
God is One.
@@miltonsuna2649ତୁମେ ତ ତ୍ରୀଏକ ପ୍ରଚାର କରୁଛ
ତୁମେ କ'ଣ ପାଇଁ ତ୍ରୀଏକ ପ୍ରଚାର କରୁଛନ୍ତି ???
ଭାଇ First ଏଟା କୁହ ମୋତେ ତୁମେ ମାଥ୍ଉ ୨୮:୧୯ ନା ପ୍ରେରିତ ପୁସ୍ତକ ୨:୩୮ ??? କେବଳ ସେହି ବିଷୟ ମୋତେ ଉତ୍ତର ଦିଅନ୍ତୁ ତେବେ ମୁଁ ତୁମର ଭିତ୍ତିମୁଳ ଜାଣିବି
ମୁଁ " ଏକ ଈଶ୍ୱରଙ୍କ ୩ ଟି ବ୍ୟକ୍ତିତ୍ଵ " କୁ ବାଇବଲରେ ଦେଖିବାକୁ ପାଉଛି.... ଏବଂ ମୁଁ Trinity God ଙ୍କୁ ବିଶ୍ୱାସ କରେ...ତେଣୁକରି ତାହା ପ୍ରଚାର କରୁଛି ।
Bhai tame tike tama number dia
Bahut badhi satarkabaani 😮
ପ୍ରକୃତରେ ଆପଣ ଙ୍କ ମତା ମତ 100% ଠିକ୍ ସାର୍ କାରଣ ପୁରୀକୁ ଯାଇ ବାଇବଲ ଗୋଡ଼ରେ ଚୋକୁଡ଼ି ପାରୁଚନ୍ତି ନିଜ ଜୀବନକୁ ବଞ୍ଚl ଇ ବା ପାଇଁ l ଏଣୁ ଯିଏ ପ୍ରକୃତ ରେ jesus ଙ୍କ ବିଷୟରେ ଜାଣିବା କୁ ଚାହୁଁଛନ୍ତି ଅନ୍ୟ କୁ ଭ୍ରାନ୍ତ ଶିକ୍ଷା ଦେବା ପରିବର୍ତେ ସର୍ବଦା ସତ୍ କର୍ମ କର ଫଳ ମିଳିବ କାରଣ jesus ଙ୍କ ବିଷୟରେ କଥା କହି ଟଙ୍କା ମଣ୍ଡଳୀରୁ ବାହାର କରି ପଷ୍ଟର ମାନଙ୍କୁ ଠକି ଦରମା ପାଇଁ ବଞ୍ଚାଇବାକୁ ଚେଷ୍ଟା କଲେ ଆଗକୁ ନିଯାପ୍ରତି ଓ ଖ୍ରୀଷ୍ଟିଆନ ଧର୍ମ ପ୍ରତି ବିପଦ ର କାରଣ ହେବ l
ଭାଇ ମୁଁ ତୁମକୁ କେବଳ ଗୋଟାଏ ବିଷୟ ପଚାରିବାକୁ ଚାହେଁ ଭାଇ ତୁମେ ମାଥ୍ଉ ୨୮:୧୯ ଅନୁସାରେ ବାପ୍ତିସ୍ମ ନେଇଛନ୍ତି ନା ପ୍ରେରିତ ୨:୩୮ ଅନୁସାରେ ନେଇଛନ୍ତି ??? ତୁମେ ମୋତେ ସତ୍ୟ କୁହ ତ କିନ୍ତୁ ବାଇବଲ କହୁଅଛି ମିଛ କୁହ ନାହିଁ କେବଳ ସେହି ବିଷୟ ମୋତେ ଉତ୍ତର ଦିଅ
Hello
କଣ ଆପଣ ତ୍ରିଏକ ପରମେଶ୍ୱରଙ୍କୁ ଜାଣିବାକୁ ଚାହୁଛନ୍ତି କି?
ଆଉ ହଁ ଆମେ ମାଥିଉ.୨୮:୧୯ ପଦ ଅନୁସାରେ ବାପ୍ତିସ୍ମ ନେଇଛୁ।
ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଶିଷ୍ୟମାନେ ପିତା ପୁତ୍ର ଓ ପବିତ୍ରଙ୍କ ନାମରେ ଦେଇଛନ୍ତି କି ??? କୁ ଶିଷ୍ୟମାନେ ଦେଇଛନ୍ତି ଦେଖାଅ ଭାଇ ???
@@KabirajUrlakaହଁ ଭାଇ ଜାଣିବାକୁ ଚାହୁଁଛି ମୋତେ ଦେଖାଅ ତ୍ରୀଏକ ଯେଉଁ ପୁସ୍ତକ ରେ ଲେଖା ହୋଇଛି ???
Which Church belong to you?
What do you mean by Church and How many churches are there???
You are cult brother not a branham
The person who doesn't obey Sabbath and doesn't obey passover are false prophets.
How?
ମୁର୍ଖ ପଣ୍ଡିତ, ନିଜ କୁ ସମୀକ୍ଷା କରେ ଯାହା କହୁଛୁ ଠିକ୍ ସେ ବୁଝି କି କହୁଛୁ ନା ଏମିତି ଲାଇକି , ଭିଓ ପାଇ ଦି ପଇସା କମାଇବା ପାଇଁ ରେ ବାବୁ । ଛି ଛି ତୁ କ'ଣ ପ୍ରଭୁତ ରେ ଖ୍ରୀଷ୍ଟିଆନ ନା ଅନ୍ୟ ଭ୍ରାନ୍ତ କାରି ଗୋଷ୍ଠୀର ଲୋକ କି ????????
ଭାଇ ତୁମେ କାହାକୁ ମୁର୍ଖ ପଣ୍ଡିତ କହୁଛ ମୋତେ ନା milton suna କୁ ????????
କିଛି ଜାଣିନ ଭାଇ.. ଏହାର ପ୍ରତି ଫଳ ଭୋଗିବ
No denomination itself denomination
RUclips channel khaliki mithya sikhya daucho samastanku Bible tike bhallase pada ago nije bujho tapore anyamananku bujeiba andha jadi andha ku rasta dekheiba duhen khatore padibe mithya sikhya diani Bible bhalla ki padha
Bible bhala se padha tome bi... So that kou Guru pachare padiba nai...
Nije heen bhanda kintu anya mananku bhanda bali kahucho Matthew -7:15 anusare tame mitha katha kahuchk kintu antarare hinsraka bagho tame nije
ବାଇବଲ ଭଲରେ ପଡ଼ନ୍ତୁ ପ୍ରେରିତ ୨:୩୮ ପଦ
ବାଇବଲରେ ଆଉ ଅନ୍ୟ ପଦଗୁଡ଼ିକ ବି ଅଛି... ଦେଖନ୍ତୁ 👍
ଅନ୍ୟ ପଦ ଗୁଡ଼ିକ କ'ଣ ବୋଲି ଲେଖା ଅଛି ତୁମେ ଏଠି ଲେଖି କରି ପ୍ରମାଣ ଦିଅନ୍ତୁ
ଯୀଶୁଙ୍କ ଆସିବା ପୂର୍ବରୁ, କେଉଁ ଈଶ୍ୱରଙ୍କ ଲୋକ ଉପାସନା କରୁଥିଲେ, ଅବ୍ରାହାମ, ଇସାକ, ଜକୁବ, ନୋହ, ମୋଶା ଏପୋରିକି ଯୀଶୁଙ୍କ ମା ମରୀୟମ କାହାକୁ ଉପାସନା କରୁଥିଲେ,?
ସେ କେଉଁ ଈଶ୍ଵର ଥିଲେ, କଣ ଯୀଶୁଙ୍କ ଆସିବାରୁ ଈଶ୍ଵର ବଦଳି ଗଲେ😅😅
Jisu kan jehowa nuhanti
@surajkumardas1565 jishu jadi nije hin Jehovah' thile tebe kn se nataka karuthile je tanku iswara potheichanti boli kahile, jishu kn nije nijara iswara aau nije nijara pita atanti? ଯୋହନ ୨୦:୧୭)। ? ଯିହୋବା ସର୍ବ ଶକ୍ତିମାନ ଈଶ୍ଵର ଅଟନ୍ତି, ଯିଶୁ ଯିହୋବାଙ୍କର ଜଣେ ସେବକ ଅଟନ୍ତି ( ଏବ୍ରି ୮:୧-,୪ ଯାଏ ପଢ଼ନ୍ତୁ, ) ଯିଶୁ କିଏ ତାହା ଜାଣିବେ! ଯିଶୁ ଯଦି ଈଶ୍ବରଙ୍କ ଇଛା ପୂରଣ ନକରି ନିଜ ଇଚ୍ଛାରେ ପୃଥିବୀରେ ଥାନ୍ତା ତେବେ ଜଣେ , ଯାଜକ ବି ହେଇ ନଥାନ୍ତା!
ବାଇବଲ କୁହେ ଯୀଶୁଙ୍କୁ ଈଶ୍ଵର ପୂର୍ବ ଅପେକ୍ଷା ଅଧିକ ମହାନ୍ କଲେ, ତେବେ ଯିଶୁ ଆଉ ଯିହୋବା କିପରି ଜଣେ ଅଟନ୍ତି (ଫିଲିପିୟ ୨:୯) (ଏଫିସୀୟ ୧:୨୧ ପଢନ୍ତୁ)
ଯିଶୁ ଯଦି ଯିହୋବା ଅଟନ୍ତି , ତେବେ ବାଇବଲ କାହିଁକି କହେ ଯେ ସେ ଈଶ୍ଵରଙ୍କୁ ସର୍ବଦା ବିନତି କରୁଛନ୍ତି, କଣ ନିଜେ ନିଜକୁ ବିନତି କରୁଛନ୍ତି (ରୋମୀୟ - ୮:୩୪) ଏବ୍ରୀ ୭:୨୫ ପଢନ୍ତୁ
ଯିଶୁ ଜଗତ ସୃଷ୍ଟି ହେବା ପୂର୍ବରୁ ଯିହୋବାଙ୍କ ସହିତ ଥିଲେ, ତେବେ କିପରି ଯିହୋବା ଆଉ ଯିଶୁ ଜଣେ ବ୍ୟକ୍ତି ଅଟନ୍ତି (ଯୋହନ ୧୭:୫,୨୪)
ଯିଶୁ ଏବେ ମଧ୍ୟ ଯିହୋବାଙ୍କ ସହିତ ଅଛନ୍ତି , ତେବେ କିପରି ଯିଶୁ ଆଉ ଯିହୋବା ଜଣେ ଅଟନ୍ତି (ଏବ୍ରି ୧୦:୧୨) ପଢନ୍ତୁ
@@heroddigal2700 kan john 10 30 kan michha
@@heroddigal2700 apana kan jisunku iswar boli mananti nahi kan iswar 1john 5.12.13 padha
ଦେଖାନ୍ତୁ ଭାଇ ଯେଉଁ ପୁସ୍ତକ ରେ ଲେଖା ହୋଇଛି ତ୍ରୀଏକ ବୋଲି ??? ତୁମେ ଯଦି ଦେଖାଇ ପାରିବ ତେବେ ଆମେ କାହିଁକି ମାନିବୁ ନାହିଁ ??? ତୁମେ ଆଗେ ଦେଖାଅ ତ୍ରୀଏକ ଯେଉଁ ପୁସ୍ତକ ରେ ଲେଖାଅଛି ମୁକର କଥା ହଜାର ହଜାର ବାହାର କର ନାହିଁ କିନ୍ତୁ ବାଇବଲର କଥା କୁହ ବାଇବଲ ରେ ତ୍ରୀଏକ ଲେଖା ହୋଇଛି ??????
ଗାଲାତୀୟ ୧:୧
ମୁଁ ପାଉଲ, ଜଣେ ପ୍ରେରିତ ( ମନୁଷ୍ୟଠାରୁ ନୁହେଁ, କି ମନୁଷ୍ୟ ଦ୍ଵାରା ନୁହେଁ, କିନ୍ତୁ " ଯୀଶୁ ଖ୍ରୀଷ୍ଟଙ୍କ " ଦ୍ଵାରା ଏବଂ ଯେଉଁ " ପିତା ଈଶ୍ଵର " ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଲେ, ତାହାଙ୍କ ଦ୍ଵାରା )
ଏଠାରେ ଯୀଶୁଖ୍ରୀଷ୍ଟ ଓ ପିତା ଈଶ୍ୱର...ଦୁହେଁ ଭିନ୍ନ ଲାଗୁ ନାହାଁନ୍ତି କି ଭାଇ..???
@@miltonsuna2649ଓଃ ଦୁଇ ଜଣ ଅଛନ୍ତି କି ???
ଓଃ ଦୁଇ ଜଣ ପରମେଶ୍ବର ଅଛନ୍ତି କି ଭାଇ ???
ଭାଇ ମୁଁ ତୁମକୁ ଜାଣୁଛି ତୁମେ ନିଜେ ଭଣ୍ଡ ଖ୍ରୀଷ୍ଟ ଅଟ ଭାଇ ଆମେ ଜାଣୁ ତୁମର ଭିତ୍ତିମୁଳ ହେଉଅଛି ପ୍ରକାଶିତ ବାକ୍ୟ ୯:୧ =୧୧ ପଦ ପର୍ଯ୍ୟନ୍ତ ପଢନ୍ତୁ ଏହା ତୁମର ଭିତ୍ତିମୁଳ ହେଉଅଛି ପ୍ରକାଶିତ ବାକ୍ୟ ୯:୧=୧୧ ପଢନ୍ତୁ
@E_T_MOFFICIAL ଆପଣ କେଉଁ ଭବିଷ୍ୟତ ବକ୍ତାଙ୍କ ଶିଷ୍ୟ ଟିକେ ଜଣେଇବେ କି...???
ଆପଣଙ୍କ Denomination ର ନାମ ଟିକେ କହିବ କି..???
Triek nai
ତୁ କେଉଁ ଦଳର