ଆମର ଆଗରୁ କେବେ ଦେଖା ହୋଇନଥିଲା.. ଯେଉଁଦିନ ପ୍ରଥମ ଦେଖା ସେଇଦିନ ହିଁ ନେଇ ଆସିଲି

Поделиться
HTML-код
  • Опубликовано: 12 янв 2025

Комментарии • 1,5 тыс.

  • @dukhiatma6797
    @dukhiatma6797 Год назад +370

    ମାନନୀୟ ଭାସ୍କର ନିୟୁଜ୍ ବଲା ଆପଣ ମାନଙ୍କୁ ମନେ ପକେଇବାର କାରଣ ଏହି କି ଯେ ଆମ ଗଳି ରେ ଗୋଟେ ମାଇ କୁକୁର ୬ ଟି ଛୁଆ ଦେଇଛି ଦୟାକରି ସେହି ନିୟୁଜ ଟିକୁ ବ୍ରେକିଂ ନୀୟୁଜ ରେ ପକେଇଲେ ଆମ କଲୋନୀ ଲୋକ ଚିର ଉପକୃତ ହେବେ🙏🙏🙏

    • @saradameher8402
      @saradameher8402 Год назад +12

      😂😂😂😂😂

    • @립슈우
      @립슈우 Год назад +15

      Satare hasi hasi peta katilani 😂😂 ki comment 😅

    • @narottamsenapaty4428
      @narottamsenapaty4428 Год назад +28

      ଭାଇ ସେ 6ଟି ଛୁଆର ବାପା କିଏ ଆପଣ ଜାଣିନଥିବେ, ଏମାନଙ୍କ ନଜର ପଡିଲେ ନିଶ୍ଚୟ ଖୋଜି ବାହାର କରିବେ,100%

    • @bichitranandabhatta5268
      @bichitranandabhatta5268 Год назад +9

      ଏଇ ଖବର କୁ ସେ ବି ଭଲ ଭାବେ ବନେଇ ଚୁନେଇ ଦେଇଦେବେ

    • @Bsb908
      @Bsb908 Год назад +3

      ଧନ୍ୟବାଦ୍

  • @mantuvlogs94
    @mantuvlogs94 Год назад +334

    ❤ଆସିଲାଣି ପାର୍ବଣ ମା ଦୁର୍ଗା ପୂଜା ❤
    କେଉଁ ମାନେ ମା ଙ୍କୁ ଦର୍ଶନ କରିବେ ପାଇଁ ଅପେକ୍ଷା କରିଛନ୍ତି....

  • @darshnaa2508
    @darshnaa2508 Год назад +39

    କଣ ହବ ଏସବୁ ଜାଣିଲେ ଅନ୍ୟ ମାନେ ଏମିତି କରନ୍ତୁ ବୋଲି inspire କରୁଛ ନା କଣ

  • @bandhukrisani4298
    @bandhukrisani4298 Год назад +26

    ଏହାକୁ ସଚ୍ଚା ପ୍ରେମ କୁହାଯାଏ। ପ୍ରେମରେ ଦୁଇ ଦୁହିଁଙ୍କୁ ବୁଝି ପାରିଛନ୍ତି, ସେଭଳି ବୁଝାମଣା ଦରକାର। ତେଣୁ ପ୍ରେମର ହେଉଛି ଜୟ। ଆଉ ସାରା ଜୀବନ ବି ଜୟ ହେଉ। Best of Luck👍

    • @RamachandraBehera-h6n
      @RamachandraBehera-h6n 9 месяцев назад +2

      Au kichhi news miluni tamaku.eie sabu vala paiba news miluchi. Tamavali news reporter jadi rahibe samajaku bipathagami karidebe

    • @PradiptaParida-j2p
      @PradiptaParida-j2p 3 месяца назад

      @@RamachandraBehera-h6n rt

  • @gangamaniSing-rs5ox
    @gangamaniSing-rs5ox Год назад +5

    Vai love re emiti hni hue yaar kehi kaha thu dureiki rohi parontini😂❤ Tumo 2 jonko jodi bohut sundor🥰 Sobubele emiti hi volore thao😊

  • @sunitabariki1633
    @sunitabariki1633 Год назад +78

    ଇଶ୍ଵରଙ୍କ ଆଶୀର୍ବାଦ ସବୁବେଳେ
    ତୁମ ଦୁଇ ଜଣ ଏମିତି ହିଁ ଖୁସିରେ ରୁହ ❤❤❤❤❤

  • @bichar5086
    @bichar5086 Год назад +11

    ଗଣମାଧ୍ୟମ ର କାର୍ଯ୍ୟ ଗଣ ତଥା ଜନତାଙ୍କ ମାଧ୍ୟମ ରୂପେ କାର୍ଯ୍ୟ କରିବା। ସେମାନଙ୍କ ସମସ୍ୟାକୁ ଲୋକଲୋଚନକୁ ଆଣି ସୁବିଧା ସୁଯୋଗ ର ପଥକଢେଇବା। କିନ୍ତୁ ଏଠି ତ ଗଣମାଧ୍ୟମର ନାଁ ନେଇ ନେତା, ମନ୍ତ୍ରୀ, ରାଜନୈତିକ ଦଳର ମାଧ୍ୟମ ସାଜି କାମ କରୁଛି ଗଣମାଧ୍ୟମ । ସାଧାରଣ ଜନତାଙ୍କ ଅସୁବିଧା, ଅଭିଯୋଗ କିଛି କମ୍ ନାହିଁ ଆମ ରାଜ୍ୟ ତଥା ଦେଶରେ। କିନ୍ତୁ କେତେ ପରିମାଣରେ ସାଧାରଣ ଲୋକଙ୍କ ସମସ୍ୟାଲୋକଲୋଚନକୁ ଆସିପାରୁନି ବାହାରକୁ କେତେ ଦଳିତ ଜନସାଧାରଣଙ୍କୁ ସାହାଯ୍ୟ, ସୁବିଧା ମିଳିପାରୁନି ଗୋଟିଏ ଗଣମାଧ୍ୟମ ଅନ୍ୟ ଗଣମାଧ୍ୟମ କୁ ବନ୍ଦ୍ କରିବାକୁ ତୁଲିପଡିଛନ୍ତି। ଜନସାଧାରଣ ଙ୍କ ସ୍ବାର୍ଥ ପୂରଣର ଉଦ୍ଦେଶ୍ୟ ରେ ନୁହେଁ ବରଂ ନିଜ ନିଜ ଚ୍ୟାନେଲ ରଟି.ଆର୍.ପି. ବଢେଇବା ଉଦ୍ଦେଶ୍ୟରେ ଖବର ପ୍ରସାରଣ ହେଉଛି। ହେଲେ ପ୍ରକୃତରେ ଗଣ ମାଧ୍ୟମର ଯାହା ଦାୟିତ୍ବ, କର୍ତ୍ତବ୍ୟ, ଯାହା ତାର କାର୍ଯ୍ୟ, ସତରେ କଣ ତାହା ସୂଚାର ରୂପେ ପରିଚାଳିତ ହେଉଛି?
    ଏମିତି ନେତା ମନ୍ତ୍ରୀ ଙ୍କ ପାଖେ ବିକ୍ରି ହୋଇ କେତେଦିନ ଅନ୍ୟାୟ, ଦୁର୍ନୀତି କୁ ଦେଖୁ ବି ଅଣଦେଖା କରିବ! ତାହା ପୁଣି ସମ୍ବିଧାନ ର ଚତୁର୍ଥ ସ୍ତମ୍ଭ ର ମାନ୍ୟତା ପାଇ। ଆଜି ଚିତ୍କାର କରି ପଚାରୁଛି ସାଧାରଣ ଜନତାଙ୍କ ସ୍ବର। ଭଉଣୀ ଆମର ମୂଲ୍ୟବାନ ସମୟ ଦେଇ ଏହି ଭିଡ଼ିଓଟିରେ କଣ ଜଣାଇବାପାଇଁ ଚାହୁଁଛନ୍ତି ଦୟାକରି ଏଥିରେ ଉଲେଖ କରିବେ

  • @rishikesh4340
    @rishikesh4340 Год назад +45

    ଏମିତିଆ ସୁନ୍ଦରୀ ସ୍ତ୍ରୀ ବାହା ହେଲେ ଦିନ ବହୁତ୍ ବଡ଼ ଲାଗେ ଆଉ ରାତି ବହୁତ୍ ଛୋଟ ଲାଗେ ।

  • @MANASBISWAL-f4g
    @MANASBISWAL-f4g 9 месяцев назад +3

    ଭଗବାନ ତୁମ ଦୁଇଜଣଙ୍କୁ ସେମିତି ଭଲରେ ରଖନ୍ତୁ

  • @monalisamonalisa5165
    @monalisamonalisa5165 Год назад +14

    ମୁଁ ଭିଡିଓ ଦେଖୁଚି ହେଲା ।ମୁ ଲାଇକ୍ କଲି ହେଲା ।😆😄😄😊😊😊 ।
    ବହୁତ୍ ସୁନ୍ଦର ଯୋଡ଼ି 😊😊😊😊

  • @arpitadash7438
    @arpitadash7438 Год назад +118

    ନିଜ ଜୀବନ କୁ ବାଜି ଲଗେଇ ନିୟୁଜ କରୁଛ ଧନ୍ଯବାଦ

    • @bandanasahoo1838
      @bandanasahoo1838 Год назад +1

      😂😢😅

    • @10K-c2j
      @10K-c2j Год назад +7

      ହଁ madam ବହୁତ କଷ୍ଟ କରିଛନ୍ତି କାଣୀ ରିପୋର୍ଟର ମହାଶୟା......

    • @10K-c2j
      @10K-c2j Год назад +3

      ରାଣ୍ଡି ବେଧେଇ..... ରଣ୍ଡୁଆ ଯଉଠି ଭାସ୍କର news ସେଇଠି

    • @jitendramalik5010
      @jitendramalik5010 6 месяцев назад

      ​@@10K-c2j bhai tike commonncees Rakha

    • @nitishkumarsahoonitish5987
      @nitishkumarsahoonitish5987 6 месяцев назад

      😂😂😂😂😂😂

  • @RasmitaJani-j3z
    @RasmitaJani-j3z Год назад +2

    Bahut khushi dia bhai bhaujanku I love you bhai bhauj

  • @gyanabratajena4427
    @gyanabratajena4427 Год назад +62

    ଯଦି କଳଙ୍କ ଏକ ମଣିଷ ହୁଏ ତେବେ ତାର ମୁହଁ ଭାସ୍କର ପରି ଦେଖା ଯିବ କାରଣ ସେ ନ୍ୟୁଜ ନାମ ରେ କଳା କଳଙ୍କର ପାଷାଣ

  • @sasmitamohanty1970
    @sasmitamohanty1970 Год назад +28

    ଭାସ୍କର ନିୟୁଜ ଚାନେଲ ପାଖରେ ଆଉ କିଛି ନିୟୁଜ ନାହିଁ 😂ଏମିତି ସବୁ ପ୍ରେମିକ ପ୍ରେମିକା ଙ୍କୁ ନ ଭେଟି ବରଂ ସହୀଦ ବୀର ଯବାନ କିମ୍ବା ଦେଶ ର ଭଲ ଲେଖକ ଲେଖିକା ଙ୍କୁ ଭେଟନ୍ତୁ, ସମସ୍ତ ଙ୍କୁ ପ୍ରେରଣା ମିଳିବ...

    • @Mu-Bhograi-Chhua
      @Mu-Bhograi-Chhua Год назад

      I also appreciate you.
      Mo channel re video dekhhantu Bhaskar channel ku roast heichi 😂

    • @AdityagroupindustriesMD
      @AdityagroupindustriesMD Год назад

      Very good massage to Bhaskar news...

  • @dibyaranjandalai7937
    @dibyaranjandalai7937 Год назад +104

    ଏଇ news ପାଇଁ ଅଶେଷ ଅଶେଷ ଧନ୍ୟବାଦ ଭାସ୍କର କୁ 🎉🎉🎉🎉

  • @bichitranandabhatta5268
    @bichitranandabhatta5268 Год назад +454

    ଭାସ୍କର ବାଲା ଙ୍କୁ କଣ ଆଉ କିଛି ମିଳୁନି 😂😂😂

  • @bablunayak6050
    @bablunayak6050 Год назад +395

    ଭାଇ କଳି ଯୁଗ ଶେଷ ହବ ଆଉ ଭାସ୍କର news ବନେଇବ

  • @doreme08
    @doreme08 Год назад +1

    Last re bhai right katha kahila kash tama pari samasta nka ra b mana ku amiti katha asanta ❤🥰🥰🥰

  • @Srusti.Shrujanika.143
    @Srusti.Shrujanika.143 Год назад +4

    Seriously bhala pila bahut rare milijaanti. Same mu b Facebook re bhala paiki 8days re asiki ame mrg karyki bahut bhala se achhu ❤❤

    • @Chinuhuawongku
      @Chinuhuawongku 9 месяцев назад

      ମତେ ଗୋଟେ ସେଟିଂ କରିଦଵ

  • @sunilcreation02
    @sunilcreation02 Год назад +2

    Wow ଭାସ୍କର news ବହୁତ ଭଲ ଖବର ନେଇ କି ଆସୁଛ 👍

  • @kirtirout
    @kirtirout 8 месяцев назад +4

    Bhai God bless you tama bhali pua sabu jhia ku milu🙏

  • @Ajcreation04
    @Ajcreation04 Год назад +2

    ବାଳ ମୋତେ ଲାଗୁଛି ଏ ନ୍ୟୁଜ ବାଲାଙ୍କୁ କାମ ମିଳୁନାହିଁ ଏ ସମାଜରେ ଆଉ କଣକ କୌଣସୀ ପ୍ରକାରର ଖବର ନାହିଁ କେତେ କଣ ଅସୁବିଧା ଚାଲିଛି ତାକୁ ଦେଖାଅ ଆମ ଓଡିଶାରେ ବହୁତ ଛୋଟ ଛୋଟ ପିଲା ଏହି ନ୍ୟୁଜ ଟିକୁ ଦେଖୁଥିବେ ସେମାନେ କଣ ଶିକ୍ଷା ପାଇବେ ଭବିଷ୍ୟତରେ ସେମାନେ କଣ ଏମିତି କିଛି କରିବେ କି 🤔 ମୁଁ ବୁଝି ପାରୁନାହିଁ ଏହା କଣ କିଏ ଗୋଟିଏ ଝିଅକୁ ନେଇ ପଳେଇ ଆସିଲା କିଏ ନେଇ ବାହା ହେଲା ତାହା ଆମ ସମାଜରେ ବଡ ଖବରର ରୂପ ନେଉଛି ହେଲେ ଗୋଟିଏ ଗରିବ ଘର ପିଲା କଷ୍ଟ ଚେଷ୍ଟା ବଳରେ କିଛି କରି ଦେଖାଉଛି ତାକୁ ଏହି ସମାଜ ଲୁଚେଇ ରଖୁଛି ଏବଂ ସେହି ଗରିବ ପିଲାଟି ସବୁ ଛୋଟ ପିଲାଙ୍କ ପାଇଁ ଗୋଟିଏ ପ୍ରେରଣା ଦେଇପାରିବ ହେଲେ ଆମର ଏହି ମିଡିଆ ଭାଇ ଭଉଣୀ ମାନେ ଏହି ସବୁ ଦେଖେଇ ବହୁତ ପିଲାଙ୍କର ପଥ ଭ୍ରଷ୍ଟ କରୁଅଛନ୍ତି 🙏ଏ ସବୁ ବନ୍ଦ କର ଯଦି ନ୍ୟୁଜ ଦରକାର ମୋ ନମ୍ବର ଏବଂ ଆ ଡି ମାଗ ଦେବି କେତେ ନ୍ୟୁଜ୍ ଦରକାର ଗୋଟିଏ ଜିଲ୍ଲାର ନ୍ୟୁଜ୍ ତୁମକୁ ଭାରି ପଡିବ 🙏

  • @Aradhya884
    @Aradhya884 10 месяцев назад +4

    Both are soo 🥰🥰🥰

  • @lilimasahooodiavlogchannel1856
    @lilimasahooodiavlogchannel1856 Год назад +1

    Sabu bele khusire ruha bhai au bhauja 😚😚❤❤❤

  • @antuasamal7446
    @antuasamal7446 Год назад +24

    ମନେ ରଖ ଭାଇ ଏ ହସଟା ସବୁ ଦିନ ରହିଲେ ହେଲା ଆଉ ଏ ଜୋଉ ଭାସିଆ ଦିଦିର ମନର କଥା କେହି ଜଣେ ବୁଝରେ ନ ହେଲେ କଳି ଜୁଗ ସେସ ହେବ

  • @ashishranjandhungia6288
    @ashishranjandhungia6288 Год назад +18

    ଧନ୍ୟ ତମ ଭଲ ପାଇବା ଆଉ ଧନ୍ୟ ତମେ।।।

  • @kalucharanjena9830
    @kalucharanjena9830 Год назад +91

    ସବୁ ରାଣ୍ଡି ରାଣ୍ଡୁଆ ଯୋଉଠେ ଭାସ୍କର news ସେଇଠେ😂

  • @bikashdash96
    @bikashdash96 11 месяцев назад +1

    Same mind bro .sata Katha bhai mu bi emiti hi bhabe . bhagaban tamanku khusi re rakhantu❤

  • @abhiramkadraka4324
    @abhiramkadraka4324 Год назад +9

    ବୁହତ ବୁହତ ଧନ୍ୟ ବାଦ ଭାସ୍କର ନିୟୁଜ,ସ୍ପଟ କରି ଥିବାରୁ,🙏🙏🙏❤️❤️

  • @Tanushreesahoo-vr1ts
    @Tanushreesahoo-vr1ts Год назад +2

    Real love ❤❤ osm god bless you ❤❤

  • @sumantakumarpradhan2319
    @sumantakumarpradhan2319 Год назад +52

    ଭିଡିଓ ଦେଖିଲୁ ଆଉ ଆମ ଜୀବନ ଧନ୍ୟ ହେଇଗଲା.!

  • @silpadora6704
    @silpadora6704 Год назад +1

    Au Bhai tome jaha kahila pura thik nija Bhagya nija hatare 🙏tome duijana sabu bele khusire ruha

  • @jerrygaming3713
    @jerrygaming3713 Год назад +5

    Dhanya tome .bhal sikhya deucha.dhanya news channels

  • @ramanathnanda5995
    @ramanathnanda5995 4 месяца назад +1

    Wonderfull news thanking you

  • @SantoshKumarDas-h3k
    @SantoshKumarDas-h3k Год назад +6

    ଭାସ୍କର ନିୟୁଜ ବାଲାଙ୍କୁ ଅନୁରୋଧ, ମୁଁ ବି ଲଭ ମ୍ୟାରେଜ କରିଛି ଆସ ଆମ ଘରେ ଆଡେ ଆସନ୍ତୁ , ଆମେ ବି ଟିକେ ଗପିବା କଣ ତୁମ ମାନଙ୍କୁ ଆଉ କିଛି ନିୟୁଜ ମିଳୁନି ନାଁ କଣ 😊😊

  • @shibanimeher6278
    @shibanimeher6278 Год назад +1

    God bless you both yr dui jan bahut kushi achanti dekhi ki bahut vala lagilaa

  • @padmabehera-jb1th
    @padmabehera-jb1th 9 месяцев назад +3

    ମାନନୀୟ ଭାସ୍କର ନିୟୁଜ ଵାଲା ଆପଣଙ୍କୁ ମନେ ପକେଇ ବାର କାରଣ ଏହିକି ଯେ ଆମ ଏହିଠି ଦେଲି ଝିଅ ଧରି ଆସୁଛନ୍ତି ଦୟାକରି ସେହି ନିୟୁଜ କୁ ପ୍ରସିଦ୍ଧ କରିଦିଅ

  • @MohammadHamzaAhamad
    @MohammadHamzaAhamad 10 месяцев назад

    Bhai I am proud of you. Bhuja knu tame tanka Bapa maa kna tharu bhalare Rakhicha

  • @Satrughan-t3u
    @Satrughan-t3u Год назад +9

    ଭାଇ ତମ ଭଲପାଇବା କୁ ସେଲୁଟ ମାରୁଛି ମୁ ବି ମୋ ମା ବାପା ବହୁତ ଭଲ ପାଏ ଏମିତି ଭଲପାଇବା ସବୁବେଳେ ଥାଉ ଜୟ ଜଗନ୍ନାଥ

  • @RudraPatra-y3u
    @RudraPatra-y3u 5 месяцев назад +1

    Owoo muninka love beautiful ❤❤

  • @anjananayak747
    @anjananayak747 Год назад +16

    ଭାସ୍କର ନିୟୁଜ ଏଇ ଭଳିଆ ନିୟୁଜ ଆଣିକି ଦେଖେଇ ଦେଖେଇ ଖାଲି ସମାଜ କୁ କଳୁଷିତ କରନି

  • @rimasahu4416
    @rimasahu4416 Год назад +1

    It's true line bro 👌

  • @princeglessy8358
    @princeglessy8358 Год назад +126

    ଈଶ୍ୱରଙ୍କ ଆଶୀର୍ବାଦ ସବୁବେଳେ ତୁମୋ ଦୁଇଜଣଙ୍କୁ ମିଳୁ ଏମିତି ଖୁସିରେ ରୁହ 👍🏼🙌😊

  • @Dogloversantosh
    @Dogloversantosh 10 месяцев назад +1

    ଏ ସଳା ମିଡ଼ିଆ ବାଲାଙ୍କର କିଛି କାମ ଧନ୍ଦା ନାହିଁ

  • @swagatikasahu2466
    @swagatikasahu2466 Год назад +6

    Pura Kulu Kulu aau bahut bada proud feel kareichhanti odisha nku aapana di jana 🥱🥱

  • @GladyPradhan-z2f
    @GladyPradhan-z2f 6 месяцев назад

    Sabubele khusi re ruha bhai & didi❤❤🎉

  • @twinkle_0116
    @twinkle_0116 Год назад +11

    ହେ ଭଗବାନ , ଶେଷରେ ଏମାନଙ୍କର interview ଦେଖିବାର ଥିଲା

    • @Suraj_Mohanty
      @Suraj_Mohanty Год назад

      😂 😂 😂 news dekhi apan mane khusi ta...

  • @smile_cuti_girl
    @smile_cuti_girl 11 месяцев назад +1

    Bahut bhala bro tama story ❤❤❤❤

  • @bratatisahoo49
    @bratatisahoo49 Год назад +1

    Bahut bhala Lage tuma 2 Jana nka vdo emiti vdo kara love you Muni bhauja

    • @Chinuhuawongku
      @Chinuhuawongku 9 месяцев назад

      ମୋତେ ବି ଏମିତି ସ୍ତ୍ରୀ ଟେ ମିଳନ୍ତାକି

  • @rukminirath3607
    @rukminirath3607 Год назад +11

    Hv a bright future always stay together

  • @jhunumadhei9750
    @jhunumadhei9750 Год назад +1

    Tomo ❤ku mani Baku podibo😊😊 so cute 🥰

  • @odiyalifestylemedia4864
    @odiyalifestylemedia4864 Год назад +13

    ସମଗ୍ର ଯିବ ଜଗତ କୁ ଜଗନ୍ନାଥ କୃପା ରୁ ଏ ଭଳି ଲୋକ ଙ୍କୁ ଭାସ୍କର news ଆଣିଥିବାରୁ ଭାସ୍କର news ଧନ୍ୟ ମନେ କରୁଛି

    • @NilambarJena-ru2iq
      @NilambarJena-ru2iq Год назад +1

      Bhai news na milile Bhaskar au kn kariba ei pari time pass news kariba na

  • @ajayakumarjena7987
    @ajayakumarjena7987 7 месяцев назад +1

    Tama Jodi bahut sundar 😊😊😊❤❤

  • @prateek3068
    @prateek3068 Год назад +6

    ମୂର୍ଖ ପିଲା 🤢🤮.. ଏମାନଙ୍କ ଯୋଗୁ.... India ଏତେ ପଛରେ...

  • @babulap380
    @babulap380 Год назад +11

    Toka katha kahibaku bhalare sikha hela hela word ku sunibaku bhala laguni but god blessing on both of u endlessly❤❤🎉🎉.

  • @rajeshmaharana-xe4li
    @rajeshmaharana-xe4li Год назад +9

    ଭାଇ ମାନେ ଜାଣି ଛ ମୁଁ ହଗି ତେ ବସିଥିଲି ଭାସ୍କର ବାଲା ମୋତେ ଯାଇକି ପଚାରୁ ଛନ୍ତି ତମେ କାହିଁକି ହ🤭😂😂😂😂

  • @Deepanjali09281
    @Deepanjali09281 Месяц назад +2

    ଧନ୍ୟରେ ଭାସ୍କର ନ୍ୟୁଜ channel

  • @durgeshpatra4498
    @durgeshpatra4498 Год назад +23

    ତୁମ ନିଉଜ୍ ପାଇଁ ଏ ମାନେ ଏମିତି ହେଉଛନ୍ତି

  • @axdp
    @axdp Год назад +1

    Wah bhaskar wah tune to mauj kardi

  • @sagarsahu5937
    @sagarsahu5937 Год назад +24

    ଆଶାର ଆଲୋକ ରେ ଦେଖିବୁ ପୁଣି ତୁମକୁ.....😂😂😂😂

  • @rojalinbehera6289
    @rojalinbehera6289 4 дня назад

    Right katha kahichhanti bhai 👍😢😢😢🙏🙏🙏🙏

  • @kalapalatanaik3381
    @kalapalatanaik3381 Год назад +5

    Bhai bi bahuta handsome au bauja bahuta cute au tanka smile na so beautiful ❤️♥️

  • @DipaSabara
    @DipaSabara Год назад

    Bro and bhabi bass Mora khali atiki prathana sabubele khusire ruha

  • @ABVP-INDIAN
    @ABVP-INDIAN Год назад +9

    ଯୋଗ୍ୟ ବାପ ର ଦୁଇ ଅଯୋଗ୍ୟ ସନ୍ତାନ ଓ ତାହା ସହ ଓଡ଼ିଶା ଗlଣ୍ଡୁୁ ପତ୍ରକାରି ନାରୀ ।

  • @ashokmuduli5999
    @ashokmuduli5999 Год назад +2

    I love you bhai dii ❤️❤️❤️❤️💕💕💕💕

  • @suhashhembram906
    @suhashhembram906 Год назад +10

    କଳି ଯୁଗ ହେଇଥିଲେ ମଧ୍ୟ ଆଜି ବି ଦୁନିଆର କିଛି କଣରେ ସତ ଭଲ ପାଇବା ବଞ୍ଚି ରହିଛି 🙏🙏

  • @lochannaik900
    @lochannaik900 Год назад +1

    Super se upar Jodi bhai or bhabhi real love 💕

  • @BidesiPradhan-k4w
    @BidesiPradhan-k4w Год назад +10

    Lovely couple❤❤❤❤

  • @monstarnilu1163
    @monstarnilu1163 Год назад +1

    So naes vhae thanks❤❤❤❤❤❤

  • @godbasantayt6632
    @godbasantayt6632 Год назад +8

    Good bless you soumya daa and Muni bhauja.... 🙏🙏

  • @kalapalatanaik3381
    @kalapalatanaik3381 Год назад +1

    Bhai au bauja I like your love story I love this story 😘😘

  • @sandhyatara1993
    @sandhyatara1993 7 месяцев назад +4

    ଭାସ୍କର ନିଉଜ ର ଏ ଝିଅ କୁ ଏଇ କାମ ମିଳୁଛି.. ଧନ୍ୟ ଲୋ ଝିଅ. ଓଡିଶା ର କେତେ ଉନ୍ନତି କରୁଚୁ ଏମିତି ନିଉଜ ଦେଖେଇ... ତତେ ପୁରସ୍କାର ମିଳିଲାଣି ନା ନାହିଁ.. 😃

  • @LisonBagh
    @LisonBagh 10 месяцев назад

    Love you Bhai bhauja sabu bele khusi re ruha

  • @sanjuktasahooghosh44
    @sanjuktasahooghosh44 Год назад +1

    ପିଲାମାନେ ,ତୁମେ ତୁମ ସାନ ଭାଇ ଭଉଣୀଙ୍କୁ ଏଇ କଥା ଶିକ୍ଷା ଦେଉଚ, ପାଠ ପଢା ଛାଡ,ବାପା ମା ଙ୍କୁ ଛାଡ,ସମାଜ ପ୍ରତି କର୍ତ୍ତବ୍ୟ ଛାଡ ଖାଲି ବିବାହ କର
    Interview ରେ ଯେଉଁ ମୂର୍ଖ ଭଳି କଥା ହେଉଚ ଧନ୍ୟ
    ନିଜେ ତୁମେ ବାପାମା ହେଲେ ,ତୁମ ପିଲା ତୁମ କୁ ଛାଡି ଏଇ ବେହିଆ ଉତ୍ତର ଦେଉଥିବାବେଳେ ବୁଝିବ
    ଓଡ଼ିଆ ଭାଷାରେ ଏ ଖଣ୍ଡି ଇଂରାଜୀ ତୁମ ଶିକ୍ଷା କୁ ଜନେଇଦେଉଚି,ଧନ୍ୟ ତୁମେ

  • @10K-c2j
    @10K-c2j Год назад +8

    ଭାସ୍କର news ରିପୋର୍ଟର କୁ ଯଉଠି ଦେଖିବ ଭାଇ ମାନେ ଗୋଡ଼ାଇ ଗୋଡ଼ାଇ ବାଡ଼....... ତାହାଲେ ସେମାନେ ଜାଣିବେ #boycott Bhaskar news#

  • @natureloverbiswa8265
    @natureloverbiswa8265 Год назад +10

    Odisha ra Best Nillajj Award Nistichinta milliba.............

  • @AshokkumarBehera-hw2qm
    @AshokkumarBehera-hw2qm 10 месяцев назад +1

    What a nice love story ☺️☺️☺️

  • @santoshkumarsahoo8656
    @santoshkumarsahoo8656 Год назад +3

    God bless you both, don't deprive eachother

  • @BeheraHanhaga
    @BeheraHanhaga Год назад +1

    Same Bhai mo life re bi emiti heichhi mu bi aponanka pari love kariki marriage karichhi mora situation bi eabe Semiti heichhi , apona duei jananka bhala paiba dekhi bahut khusi laguchi bhagaban aponanku Sabu bele khusi rakhantu 👍👍👍🙏🙏🙏💞💞

  • @BhikaJena-yx8lx
    @BhikaJena-yx8lx Год назад +5

    So cute jodi ❤❤

  • @NamrataKisku-c5d
    @NamrataKisku-c5d 11 месяцев назад +2

    Write❤❤😮😮

  • @mrjyotiyt9108
    @mrjyotiyt9108 Год назад +5

    What an informative news 😮

  • @madhusmitasei1840
    @madhusmitasei1840 Год назад +1

    Apanaka vedio so nice 🥰🥰🥰🥰🥰

  • @ramakantmallik7985
    @ramakantmallik7985 Год назад +7

    ଜୟ ଜଗନ୍ନାଥ 🙏🥰🥰🥰🥰 ଭଗବାନ ତମର ମଙ୍ଗଳ କରନ୍ତୁ 🙏 ବହୁତ ସୁନ୍ଦର ଭଲପାଇବା 🥰🥰🥰🥰❤️❤️❤️❤️👍👍👍👍

  • @datarampandab
    @datarampandab 7 месяцев назад +1

    Nice jodi didi and bhai ❤❤❤❤

  • @soumyaranjanswain8339
    @soumyaranjanswain8339 Год назад +7

    God bless uh both

  • @ericswan3613
    @ericswan3613 8 месяцев назад

    Wahh you should get nobel prize 🏆

  • @ayusmatiparida70
    @ayusmatiparida70 Год назад +23

    ଭାସ୍କର news ବାଲା କୁ ଆଉ କିଛି news ମିଳୁନି କି

  • @amarbehera3282
    @amarbehera3282 Год назад +1

    Video pura masta 🎉👍

  • @manoramarauta3822
    @manoramarauta3822 Год назад +17

    ଭଗବାନ ମଙ୍ଗଳ କରନ୍ତୁ ଆହୁ ଜୀବନର ଶେଷ ପର୍ଯ୍ୟନ୍ତ ଏଇ ଭଲ ପାଇବା ରହିବାକୁ ଦିଅନ୍ତୁ

  • @SaritaGond-k1n
    @SaritaGond-k1n Год назад +1

    So sweet bhai ❤❤❤

  • @srikanta671
    @srikanta671 Год назад +12

    ନୂଆ ନୂଆ ପ୍ରେମ ବିବାହ କୁତୁକୁତୁ ଲାଗିବ
    ଏବେ ମିଡ଼ିଆ ଆଗରେ ମଜା ଲାଗିବ
    ଅପେକ୍ଷା କର ,, ରସଗୋଲା ଖାଇବା
    ସମୟ ଆସିଲେ ଟିକେ କହିବୁ ମିଡିଆ
    ଆଗରେ,,କ୍ଷରେ

  • @SipraKanhar
    @SipraKanhar Год назад +1

    Nice vdo bro and bhauja

  • @narottamsenapaty4428
    @narottamsenapaty4428 Год назад +11

    ଧନ୍ୟ ଏ ନିୟୁଜ ବାଲ୍ଲୀ ku

  • @AkrurSahoo-j1t
    @AkrurSahoo-j1t 4 месяца назад +1

    ସୌମ୍ୟ ଭାଇଙ୍କ ଗୋଟେ dailoge ହେଲା, ହେଲା, ହେଲା

  • @singhparesh8521
    @singhparesh8521 Год назад +4

    ଓହ ସ୍ବାମୀ ପ୍ରେମ ଏତେ ଉଚ୍ଛୁଳି ପଡୁଛି
    ରହ 3.4 ବର୍ଷ ଯାଉ ତା ପରେ ଜାଣିବୁ
    ଏ ପ୍ରେମ ରହିଲେ ହେଲା
    ଜଉ ତ ମାଇପ ଟେ ପାଇଚ

  • @ShrabaniMohapatra-d3f
    @ShrabaniMohapatra-d3f 5 месяцев назад

    Love you bhai au bhauja mate tumo video dhalo lage mara dher sara love you

  • @ShradhanjaliRout-bg1qs
    @ShradhanjaliRout-bg1qs Год назад +6

    A reporter kaudina oscar award paibe mu wait karichhi

  • @chandrakanta0779
    @chandrakanta0779 Год назад +1

    My fev Vaskar news.Jete dukha hele v Tama news kholiki dekeh

  • @akashku10
    @akashku10 Год назад +6

    So sweet ❤❤