Adapa Bije : ଆଡ଼ପ ପହଣ୍ଡି ବେଳେ କାହିଁକି ହେଲା ଅଘଟଣ, କଣ ରହିଛି ସଙ୍କେତ..କହିଲେ ବରିଷ୍ଠ ସେବାୟତ
HTML-код
- Опубликовано: 15 окт 2024
- Adapa Bije : ଆଡ଼ପ ପହଣ୍ଡି ବେଳେ କାହିଁକି ହେଲା ଅଘଟଣ, କଣ ରହିଛି ସଙ୍କେତ..କହିଲେ ବରିଷ୍ଠ ସେବାୟତ
#lord_balabhadra #badathakura #tahia #charamala #pahandi_bije #adapmandap_bije #puri_news #jaganatha_gabesaka #harihar_kanungo #prameyanews7
Prameya News7, is a leading Odia News Channel of Odisha, India. Prameya News7 provides Fair, Unbiased news from Odisha and beyond.
For Latest News Follow us on:
Website: www.prameyanews...
RUclips: / prameyanews7odia
Twitter: / news7odia
Facebook: / news7odia
Instagram: / prameyanews7
Playlists-
Nua Jibana Nua Asha:
• Nua Jibana Nua Asha
ଶୁଣ...ଶୁଣ...ଶୁଣ:
• Suna...Suna...Suna
Explore Odisha:
• Explore Odisha
Breakfast Odisha:
• Breakfast Odisha News7
Maganna Oligi:
• Maganna Oligi
Biswas Abiswas Andhabiswas:
• Biswas Abiswas Andhabi...
Digital Special Stories:
• Digital Special Stories
Daffa | Crime Stories:
• Daffa
Jollywood Jalwa:
• Jollywood Jalwa
Face To Face:
• Face To Face
#PrameyaNews7 #News7 #OdishaNews
ବଡ ସାଆନ୍ତ ବହୁତ ରାଗୀ...ସେ ନିଶ୍ଚୟ କିଛି ତ୍ରୁଟି ର ସୂଚନା ଦେଇଛନ୍ତି..
ସେବାୟତ ମାନେ ନିଜ ଭୁଲ ମାନିଯା, ତମ ମାନଙ୍କ ଗର୍ବ, ଅହଙ୍କାର ଯୋଗୁ ଏମିତି ଘଟିଲା, ଆହୁରି ଆଗକୁ ଏମିତି ହେବ ଯେ ପର୍ଯ୍ୟନ୍ତ ତମର ନିଷ୍ଠା ନାହିଁ,
ଏହା କେବଳ ସେବାୟତ ମାନଙ୍କ ର ଖାମ ଖିଆଲି ମନ ଭାବ ଯୋଗୁ 😭😭😭😭😭
ପୁରୀ ପଣ୍ଡା ସେବାୟତ ମାନଙ୍କ ଦାୟୀ ରହିବେ ଭଗବାନ ବହୁତ କଷ୍ଟ ପାଇଥିବେ 🎉 jay jagannath 🎉
ଇଏ କି ଲୀଳା ପ୍ରଭୁ..!!!
କିଛି ଭୁଲ ହେଇଥିଲେ କ୍ଷମା କରିଦିଅ.
😭😭😭
ସତ କଥା ହେଲା ଏ ସେବାୟତ ମାନେ ନିଜର ବାହୁ ବଳ ଆଉ ଘମଣ୍ଡ ର ଫଳ ସ୍ୱରୂପ ।। ଭଗଵାନ କେତେ ସହିବେ । ସେବାୟତ ମାନ ଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର
ଗର୍ବି ମାନେ ଠାକୁର ଙ୍କୁ ଖେଳଣା ଭାବି ଚାଲିଛନ୍ତି. ଗୋଟେ ଦିଟା ଙ୍କୁ ପ୍ରଭୁ ଉପରକୁ ଉଠେଇ ଦେଇଥିଲେ ଏ ଶଳା ମାନଙ୍କ ଭିତରେ dara ରହିଥାନ୍ତା.
ଶାସକର ଅହଙ୍କାର ll ପ୍ରଭୁ ଏମାନଙ୍କ ଅହଙ୍କାର ପାଇଁ ଏ ସବୁ ପ୍ରତୀକ ଭାବରେ ଦେଖାଉଛନ୍ତି ll ଯେଉଁମାନେ ମହାପ୍ରଭୁଙ୍କ ନାମରେ ରାଜନୀତି କରୁଛନ୍ତି ଦୟାକରି ବନ୍ଦ କରନ୍ତୁ ll ନଚେତ ଅନେକ ବିପଦ ମାଡି ଆସିବ ll
ଆମ ସମସ୍ତଙ୍କୁ କ୍ଷମା କରିଦିଅ ପ୍ରଭୁ ll
ଜୟ ଜଗନ୍ନାଥ ସ୍ୱାମୀ 🙏🙏🙏
ବେକାର କଥ
Bjd neta
Faltu bala rajniti pelaniti story banaani...sebayata Kan bhul pain ama bada thakura padigale...chada asubha sanketa .....Jai Jagannath 🙏
ତୁ ମାଘିଆ ବେସି ଛୋଡ଼ି ହଉଛୁ
ଏ ଘଟଣା କୋଟି ଓଡ଼ିଆ ଓ ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଛି, ମହାପ୍ରଭୁ ବଡ଼ ଠାକୁର ଏ ଅଘଟଣ ପାଇଁ କ୍ଷମା ପ୍ରାର୍ଥନା କରୁଛନ୍ତି ଜଗନ୍ନାଥ ପ୍ରେମୀ ଭକ୍ତମାନେ ଜୟ ଜଗନ୍ନାଥ🙏🕉️🇮🇳🚩
ପ୍ରତି ଜଗନ୍ନାଥ ପ୍ରେମୀ ଆଜି ଦୁଃଖିତ। ମହାପ୍ରଭୁ ସମସ୍ତଙ୍କୁ କ୍ଷମାକର ।
ରଥ ଉପରେ ଠାକୁରଙ୍କ ଉପରେ ସୋଫାରେ ବସିଲା ପରି ବସିଯାଅ, ପାର୍ଶ୍ଵଦେବା ଦେବୀଙ୍କ ଉପରେ ଗୋଡ଼ ଦେଇଚଢି ବେପାର କର, ଆମ ସାଧାରଣ ଭକ୍ତଙ୍କୁ ଠାକୁରଙ୍କ ମୁଖ ଦର୍ଶନ ନ କରାଇଦେଇ ତମ ବପୁ ଓ ସୁନା ଅଳଙ୍କାର ଦେଖାଅ, ନାମ ନିଅ
ମନେ ପକାନ୍ତୁ ଦିବଂଗତ ଅରବିନ୍ଦ ମୁଦୁଲି ଭଜନକୁ, ଇଏ ହେଇନି କିଛି ଇଏ ହେଇନି କିଛି। ଦେଖ ଆଗକୁ କଅଣ ହଉଛି, ଦେଖ ଆଗକୁ କଅଣ ହଉଛି। ଜୟ ଜଗର୍ନାଥ।
Eita arambha panda manaka papa ra phala
ରତ୍ନଭଣ୍ଡାର ଖୋଲା ଗଲେ, ଏଇ ପଣ୍ଡା ମାନେ ଆଗେ ମରିବେ,,,, କେବଳ trailor ରେ ଆଘାତ କଲେ ବଳଭଦ୍ର ଠାକୁର
@@santoshkumarpanda9968 Those are not Panda's As per my knowledge I think those all are Daitapatis.
ପୁରା ସତ କଥା । ମୁଁ ଗୋଟେ କଥା ଅନୁଭବ୍ କରୁଛି କି ଭକ୍ତ ଅରବିନ୍ଦ ମୁଦୁଲି ଦିବଂଗତ ହେବା ପରଠାରୁ ବହୁତ୍ ଅଘଟଣ ଘଟି ଚାଲିଛି।
Jetebele manisa nku bhagwan saha tulana karagala.... emiti heba swabhabik
ଏ ଘାଟଣ| ଆମ ରାଜ୍ୟ ଅ|ଉ ଦେଶ ପାଇ° ଅଶୁଭ ଶଙ୍କେତ ! ସାବଧାନ 🙏🏻🙏🏻🥺🥺🥺
👍
ଠିକ୍ କହିଲେ। ସେବାୟତଙ୍କ ତ୍ରୁଟି ଓ ଅବହେଳା ଯୋଗୁଁ ଏମିତି ଅପ୍ରିୟ ଘଟଣା ଘଟିଲା। ଭଗବାନ କ୍ଷମା କରି ଦିଅନ୍ତୁ। ସେ ବହୁତ ଦୟାଳୁ
ବେଳ ଥାଉ ସୁଧୁରିବା ଆବଶ୍ୟକ🙏🙏🙏
ପଣ୍ଡା ମାନେ ଅଧିକରୁ ଅଧିକ ପାପ କଲେଣି ଆଉ kn ହବ କୁହ.. ରକ୍ଷା କର ପ୍ରଭୁ
ଭଗବାନ ଙ୍କ ନାମ ନେଇକି ରାଜନୀତି କର ବହୁତ ଭଲ ହେବ ☝️☝️
ମହାପ୍ରଭୁଙ୍କ ର ଏହା ଏକ ବଡ଼ ଚେତାବନୀ ସମସ୍ତ ସେବାୟତମାନଙ୍କୁ। ଭକ୍ତ ମାନେ ଭଗବାନଙ୍କୁ ଦର୍ଶନ କରିବାପାଇଁ ଯାଉଛନ୍ତି ନାହିଁ କି ସେବାୟତମାନଙ୍କୁ।🙏🏻😢
ହେ ବଳିଆର ଭୂଜ ବଡ଼ ଠାକୁର 🙏🙏🙏🥹🥹🥹 କ୍ଷମା କର ପ୍ରଭୁ 🙏🙏🙏
ଆଗରୁ ରତ୍ନଭଣ୍ଡାର ଯେବେ ଖୋଲା ହୁଏ ଠାକୁରଙ୍କ ଉପସ୍ଥିତିରେ ନା ଅନୁପସ୍ଥିତିରେ ତାହା ଜାଣିବା କଥା ହୁଏତ ଇଏବି ଏକ କାରଣ ହେଇପାରେ
May be😢
ପୁରା ରାଜନୀତି କରାଯାଉଛି ସଫେଇ ଦେଖନି ସବୁ ରୀତି ନୀତି ପାଳନ ହେଇନି ନିଜ ଭୁଲ ସ୍ଵି କାର କରନ୍ତୁ ପ୍ରଶାସନ ଏଥି ପାଇଁ ସଂପୂର୍ଣ୍ଣ ଦାଇ ଅହଙ୍କାର ଫଳ ମିଳିଛି
Totr bhalia gapa band Kara hooo
ଚିନ୍ତାମଣି ଇଛା ତାଙ୍କ ଇଚ୍ଛା ବିନା କିଛି ସମ୍ଭବ ନୁହେଁ 🙏🙏🙏
ଆରେ ମାଗିଆ ତୁମ ସେବାୟତ ଖଣ୍ଡିଆ ଖବରା ହେଲା ଦେଖିଲ କିନ୍ତୁ ଠାକୁର ଙ୍କ ର କଣ ହୋଇଛି ଜାଣିବାକୁ ଚେଷ୍ଟା କର,ଠାକୁର ଙ୍କୁ କାଠ ମୁଣ୍ଡିଆ ନଭାବି ଈଶ୍ୱର ବୋଲି ଭାବ,ତୁମେ ଯଦି ଖଣ୍ଡିଆ ହେଲ ଠାକୁର ପଡିଗଲା ପରେ ଖଣ୍ଡିଆ ହେଲେ କୀ ନହେଲେ ଶଳା ଜାଣିବୁ କେମିତି,କଥାକୁହା ବେଶୀ କଥା କୁହନ୍ତି
ହେ, ମହାପ୍ରଭୁ ବଡ ଠାକୁର
ଏହି ଅଘଟଣ ଏବଂ ମହା ବିପତ୍ତିରୁ ସମସ୍ତ ମାନବ ସମାଜକୁ ତୋରି ଅପାର ଳୂପା ଏବଂ ଆଶୀର୍ବାଦ ପ୍ରଦାନ କରି ଉଦ୍ଧାର କରିବା ନିମନ୍େତ ପ୍ରାର୍ଥନା କରିଅଛୁ🙏🙏ଜୟ ଜଗନ୍ନାଥ🙏🙏🙏
ମୋ ପ୍ରଭୁ ମୁହଁ ମାଡି ତଳେ padigale😭ତାଙ୍କର କିଛି ହେଇନିତ,ହେ ପ୍ରଭୁ ଏକି ଲୀଳା ଭୁଲ ଥିଲେ କ୍ଷମା କର ତୁମରି ସନ୍ତାନ ମାନଙ୍କୁ🙏🙏
ସମସ୍ତ ଶ୍ରୀଜଗନ୍ନାଥପ୍ରେମୀ ଭାଇମାନଙ୍କୁ ଅନୁରୋଧ , ବଡଠାକୁରଙ୍କ ପହଣ୍ଡି ବେଳେ ଘଟିଥିବା ଅଘଟଣର ଦୃଶ୍ୟ ନିଜ ନିଜ statusରେ ଛାଡନ୍ତୁନି ।
ଏହା ଅତ୍ଯନ୍ତ ଦୁଃଖଦାୟକ ତଥା ହୃଦୟବିଦାରକ ଦୃଶ୍ୟ । କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ହୃଦୟକୁ ପ୍ରବଳ ବେଦନା ଦେଉଛି ।
ମହାପ୍ରଭୁ ବଡବାଡ ସାମନ୍ତ ଆମ୍ଭଦ୍ବାରା ଘଟିତ ଏହି ମହାପରାଧରୁ ଆମ୍ଭମାନଙ୍କୁ ନିଜଗୁଣରେ କ୍ଷମା କରିଦିଅନ୍ତୁ ।
ବଡ ବାଡର ବଡ ଦିଅଁ କ୍ଷମା କ୍ଷମା କ୍ଷମା ଦିଅ ହେ ମଣିମା ଓଡ଼ିଶା ର ବଡ ଦିଅଁ ବଡ ଠାକୁର ମଣିମା ଭୁଲ ଥିଲେ କ୍ଷମା ଦିଅ ମଣିମା ଜୟ ଶ୍ରୀ ଜଗନ୍ନାଥ ଜୟ ମା ସୁଭଦ୍ରା ଜୟ ଶ୍ରୀ ଚକ୍ରରାଜ ସୁଦର୍ଶନ ମଣିମା ଙ୍କର ଜୟ ହେଉ
କିଛି ଖ୍ୟମା ନାହଁ
ଓଡ଼ିଆ ଅସ୍ମିତା କୁ ଲଜ୍ଜା ଲଜ୍ଜା
ଜୟ ଜଗନ୍ନାଥ ଜୟ ମା ସୁଭଦ୍ରା ଜୟ ବଳଭଦ୍ର 🙌
ଖୁବ୍ ଦୟା କରିଛ ଗୋସେଇଁ !
ଜୟ ଜଗନ୍ନାଥ ପଭୁ ସାରା ଓଡ଼ିଶା ବାସିକଁୁ କ୍ଷମା କରି ଦିଅ
ବ୍ରାହ୍ମଣ ନିଜ ନିଷ୍ଠାର ନାହାଁନ୍ତି, ପେଟ ପୋଷିବା ପାଇଁ ବ୍ରାହ୍ମଣ
ଏଇ ଶଳା ଙ୍କ ର ସବୁ ଭୁଲ,,,,,,,ନିଜ ଭାଇ,ପୁଅ,ପୁତୁରା,ଭିଣେଇ,ଜ୍ବାଇଁ,ନାତି କୁ ଆଣି ରଥ ଉପରେ ଚଢ଼େଇବେ,,,,, ଦରକାର ଠାରୁ ଅଧିକ,,ସେ ଉପରେ,,,,,
ଏଇୟା ହେବନାହିଁ ତ ଆଉ କଣ ହବ
ଭଗବାନ ଚାହିଁଲେ ବୋଲି ଏମିତି ହେଲା.. ସମସ୍ତେ କୁହନ୍ତି ପ୍ରଭୁ ଙ୍କ ବିନା ପତ୍ର ଟେ ହଲେନି.. ତାହାଲେ ଆଜି କେମିତି ମଣିଷ ଭୁଲ କଲା..
ସେଇ ଭଗବାନ ଚାହିଁଲେ ବୋଲି ଏମିତି ହେଲା 🙏🙏🙏ଜୟ ଜଗନ୍ନାଥ
ବାଃ.. କି ଯୁକ୍ତି.. 😅
King of actually world ❤❤ବଡ ବାଡ଼ ସାଆନ୍ତେ ❤❤
ଜୟ ମହାରାଜ ମହାପ୍ରଭୁଙ୍କ ସେବାରେ ଅବହେଳା ରହିଲାକି ଭୁଲୁକ୍ଷମାକରନ୍ତୁ🙏🙏🙏🙏🙏🙏🙏🌺🌺🌺🌺🌺🌺🌺🌸🌸🌸🌸🌸🌸🌸🌹🌹🌹🌹🌹🌹🌹
ଠକ ଭଣ୍ଡ ସେବାୟତ ମାନଙ୍କ ପାଇଁ ଏମିତି ଘଟିଲା।
ହେ ମହାପ୍ରଭୁ ଆମ ଦୋଷ କ୍ଷମା କର🙏🙏🙏🙏🙏🙏
ସବୁ ସେହି ଲୀଳାମୟଂକ ଇଚ୍ଛା।
Jay Jaganath
ରତ୍ନଭଣ୍ଡାର ଖୋଲା ଗଲେ, ଏଇ ପଣ୍ଡା ମାନେ ଆଗେ ମରିବେ,,,, କେବଳ trailor ରେ ଆଘାତ କଲେ ବଳଭଦ୍ର ଠାକୁର
Jay Jagannath balabhadra subhadra ❤❤❤🙏🙏🙏
ଉଦ୍ଧତ ସେବାୟତମାନେ ପାର୍ଶ୍ଵ ଦେବତାମାନଙ୍କ ଉପରେ ପାଦରଖି ଭକ୍ତ ମାନଙ୍କଠାରୁ ଟଙ୍କା ଆଦାୟ ଲୋଭରେ ତୁଳସୀ ଫୋପାଡିବା ଭଳି ଅକ୍ଷମଣୀୟ ଅପରାଧ କରିଛନ୍ତି। ତାହାର ଦଣ୍ଡ ବଡ଼ଠାକୁର ଦେଇଛନ୍ତି। ବରିଷ୍ଠ ଓ ସମର୍ପିତ ସେବାୟତ ମାନେ ଏହି ଦୁଷ୍ଟ ମାନଙ୍କୁ ନିୟନ୍ତ୍ରିତ କରିବା ଦରକାର
Jay jagannath 🤩🤩🤩🤩🤩🤩🤩
ସବୁ ସେଇ ପ୍ରଭୁ ଇଚ୍ଛା , ଲୀଳା ମୟଙ୍କାଆସେସ ଲୀଳା, ଏମାଧ୍ୟା ଗୋଟିଏ ଲୀଳା,। ଜୟ ବାବା ରେବତୀ ରମଣ ରୋହିଣୀ ନନ୍ଦନ,ବଳଭଦ୍ର ନମଃ❤🎉🎉🎉🎉🎉❤
ଜଗତ୍ ଗୁରୁ ଶଙ୍କରାଚାର୍ଯ୍ୟ ଙ୍କୁ ନ ପଚାରି ମନ ମାନି କରିବାର ଫଳ ନୁହଁ ତ ?
Jai Jagannath swami 🙏🙏🙏
Jay jagannath
Jay jagannath praphu 🙏🙏🙏
Jay jagannath🙏🙏🙏
🙌 ହେ ପ୍ରଭୁ 👏👏👏👏👏
ନିଜ ଭୁଲ ପାଇଁ ସବୁ ହେଲା..... ଭଗବାନ ଙ୍କ କିଛି ଲୀଳା ନାହିଁ
Khyama karidia prabhu 🙏🏻
ସେବାୟତ ମାନଙ୍କ ବିରୁଦ୍ଧରେ ରେ ଦୃଢ଼ କାଯ୍ୟନୁଷ୍ଠାନ ନିଆଯାଉ
ଜୟ ଜଗନ୍ନାଥ 🙏
He mahabahu samastanku khayma karidia😢😢 Jay jagannath 🙏🙏🙏🙏🙏😭🙏🙏
He Prabhu tume srushti srastha..bhul hei jaichhi Mahabahu..Kshyama kari dia🙏🙏🙏🙏🙏🙏🙏🙏🙏🙏
Jay shree Hari sharan rakhana mahabahu
ସେବାୟତ ମାନଙ୍କ ପ୍ରତି ଆମର ବହୁତ ଭକ୍ତି ରହିଛି... ହେଲେ ବଡ ଠାକୁର ଙ୍କୁ ନେଲା ବେଳେ ଯାହା ବି ଅଘଟଣ ଘଟିଲା ସେଥି ପାଇଁ ଦାୟୀ ଆପଣ ମାନେ. ଏମିତି ଭୁଲ ଯେମିତି ନ ଘଟେ ଆଉ.
Jay shree jagannath 🙏🙏🙏🙏😭😭😭😭😭😭😭
Gurujan nku Asamman karibara Aha Suchana Jai Jaganatha 🙏
Amara Samasta Jaganatha Bhaknta nkar Papa ku Mahaprabhu Chetana Deichhanti Jai Jaganatha 🙏
Dhanyabada Sebayata Bhai mane Apana Mane Dukha re na rahi Prabhunkara Sebare Raki Agaku Chalantu 🙏🙏🙏🙏
Jai jagannath..Prabhu khyma kara
ଯେତିକି ସେବାୟତ ରଥ ଉପରେ ଦରକାର ପହଣ୍ଡି, ବା ରୀତିନୀତି ପାଇଁ ଦରକାର ସେତିକି ସେବାୟତ ଙ୍କୁ ପରିଚୟ ପତ୍ର ସହ ସ୍ୱତନ୍ତ୍ର ପୋଷାକ ଦିଆଯାଉ ଯେଉଁ ସେବାୟତ ମାନଂକର କାଯ୍ୟ ନ ଥିଲା ଯେଉଁମାନେ ରଥ ଉପରେ ଥିଲେ ସେମାନଙ୍କୁ ସବୁଦିନ ପାଇଁ କାଯ୍ୟ ରୁ ବାହାର କରାଯାଉ
ଆଗ ଆମ ମହା ପ୍ରଭୁ
ସରକାରଙ୍କୁ ଅନୁରୋଧ କରୁଛି କି କେବେବି ରତ୍ନ ଭଣ୍ଡାର କେବେବି ଖୋଲାନ୍ତୁନି😢😢😢🙏🙏🙏ଭଗବାନ ଏଇ ବିପଦ ସଂକେତ ଦେଇଦେଲେ🙏🙏 ଜୟ ଜଗନ୍ନାଥ ସମସ୍ତଙ୍କୁ ଭଲରେ ରଖନ୍ତୁ 🙏🙏🙏
Sebayat mane auo tike serious auo discipline haba katha. Parishram toh semame karanti kintu truti toh heichi
ଠାକୁରଙ୍କୁ ଦାୟିତ୍ଵରେ ନେଇକି ରଖି ପରୁନ। ତୁମକୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଦରକାର।
rakhya kara mahaprabhu
ପଣ୍ଡା ମାନେ ଖାମଖିଆଲି ଭାବେ କାମ କରୁଛନ୍ତି।ଯେଉଁ ସେବାୟତ ଖାମଖିଆଲି କାମ କରିଛନ୍ତି ଆଜୀବନ ସେବାରୁ ବାସନ୍ଦ କରନ୍ତୁ।
He maha prabhu kshyama karidia,lilamay prabhu
ଏ କିଛି ହେଇନି ବୋଲି କହିବା ସେବାୟତ ଭୁଲ କହିଛନ୍ତି
ହେ ପ୍ରଭୁ ଜଗନ୍ନାଥ ଆମକୁ ରକ୍ଷା କର
Panda bhai kiche trute thibaru bhagabana balbhadra padigale🙏🙏🙏🙏🙏🚩🚩🚩
କ୍ଷମା ପ୍ରାର୍ଥନା ପ୍ରଭୁ କ୍ଷମା ପ୍ରାର୍ଥନା କାହାରିକୁ ଦଣ୍ଡ ଦିଅନ୍ତୁ ନାହିଁ ପ୍ରଭୁ ଜଗତର ମଙ୍ଗଳ କାମନା ପ୍ରଭୁ। ଆପଣ କି ଲୀଳା କରିଛନ୍ତି ଆମେ ଅଧମ ମନୁଷ୍ୟ ମାତ୍ର କିଛି ତ ବିଭ୍ରାଟ ହେଇଛି ନିଶ୍ଚିତ ଭାବରେ। ଆପଣ ବଳିୟାର ଭୂଜ ଆପଣ ନିଜ ଗୁଣ ରେ ମଣିଷ କୁ କ୍ଷମା ଦିଅନ୍ତି ଆପଣ ଯଦି ପଡ଼ି ଗଲେ ଏ ସକଳେ ସଂସାର କୁ ତୋଳି ଧରିବ କିଏ
JAY JAGANNATH 🌼🌼🌼🌼🪔🙏
⭕❗⭕ଜୟ ଜଗନ୍ନାଥ🙏🐚🙌🚩
ଭଗବାନ ଭକ୍ତ ପାଇଁ,ଅଟକି ଯାଆନ୍ତି,ହେଲେ ଭକ୍ତ ଆଜି ଭଗବାନ ପାଇଁ ଅଟକି ଗଲେ😢
ପାପର ଘରାସରିଲା ରାଜନୀତି ପାଇଁ ଭଗବାନ କୁବି ଛାଡିଲେନି ଧର୍ମ କୁ ନେଇ ରାଜନୀତି କଲେ ଆଗକୁ କଣ ହୋଉଛି ଦେଖ ସୁଧୁରି ଜ ସବୁ ମାନବ ସମାଜ ଜୟ ଜଗନ୍ନାଥ 🙏
ସେବାୟତ ଭାଇମାନଙ୍କ ପାଇଁ ଏତେ ବଡ ଅଘଟଣ ଘଟିଛି
ଏହା ଏକା ଅଶୁଭ ସଂକେତ ନିଶ୍ଚୟ
Too much Cooks spoil the broth. Kindly clarify Whether there is any injury to Srianga or not. This is a blunder of Sevayats. Whimsical works of the sevayats.
Modi mg Russia re jagannath katha kahila mu odisha ru gamusa anisi kahila sethi pai mahaprabhu ragile😂😂😂 se jouthi ki jaichi rajya karap heichi🎉🎉🎉modi mg
Jay Jagannath 🙏🏽🙏🏽🙏🏽
Hey mahaprabhu 🙏🙏
Khyamakaridio😭😭
Prabhu nku tike prabhu boli manantu...
He prabhu sbau apanka icha 🥺🥺🥺khyama karodebe prbhu🥺❤❤❤jay mahaprabhu jay vada thakura jay jagannath❤
ଭଗବାନଙ୍କ ସୁରକ୍ଷା ମଣିଷ କରିବ କି ମଣିଷ ର ସୁରକ୍ଷା ଭଗବାନ କରନ୍ତି ? ଯାହା ବି ହେଉଛି ସେ ସବୁ ପ୍ରଭୁ ଙ୍କ ଇଛା ।
He mahaprabhu bada thakur balabhadra maa subhadra mahaprabhu jagannath apananka pakhare kshyama prathana maguchu apananku koti pranam
ଦେବାୟତ ମହାଶୟ କହିବା କଥା ଭିତରେ ଏମିତିକା କେତେଥର ପଡିଛନ୍ତି..... ଭିଡ଼ିଓ ରେ ଆସି ପାରିନି
କ୍ଷମା ପ୍ରାର୍ଥନା ପ୍ରଭୁ
Bala gapp🎉🎉🎉
Bahab ru Thakur sei🙏🙏🙏.... Bhala paiiba thaauuu...
Jai prabhu Jagannath 🙏🙏🌹🌹
ଭାଇ ତୁମର ଇନ୍ଜୋର ହୋଇଗଲେ ଜଗତ ଠାକୁରଙ୍କ ର କିଛି ହୋଇନାହିଁ ?
Jay shree Jagannath Mahaprabhu ki Jay
ଠିକ୍ କଥା କହିଛନ୍ତି ସେବାୟତ
Jay JAGANNATH 🙏
Ee Sabu ରତ୍ନଭଣ୍ଡାର ଖୋଲା ପାଈଁ ହଉଚି କି??
ଶ୍ରୂଙ୍ଖଳିତ ଶାସନ କରିବାକୁ ହେଲେ ନବୀନଙ୍କ ଭଳିଆ ବ୍ଯକ୍ତି ଦରକାର।
Jay jagannath 🙏🙏🙏🙏🙏🙏🙏🙏🙏🙏🙏🙏🙏💐💐💐💐
Ama nua sarakar kahithile birala ratha Yatra haba au hela bi odisha basi khusita ebe pali ratana Bhandar khusi ta