ହଠାତ୍ କାହିଁକି ବଦଳିଲା ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତି.. ଖୋଲିଲେ ହୋଇଥାନ୍ତା ବଡ ଅଘଟଣ?

Поделиться
HTML-код
  • Опубликовано: 25 окт 2024

Комментарии • 213

  • @Shree_910
    @Shree_910 4 месяца назад +81

    ମହା ପ୍ରଭୁଙ୍କ ବିନା ନିର୍ଦ୍ଦେଶରେ ଗଛ ପତ୍ର ହଲେନି ଆଉ ତମେ ମାନେ ମାହା ପ୍ରଭୁଙ୍କର ରତ୍ନ ଭଣ୍ଡାର ଖୋଲିବାକୁ ବସିଛ ସେଇଟା କେବେ ଭଗବାନ ଚାହାନ୍ତି 🙌

    • @rajneeshkumar1303
      @rajneeshkumar1303 4 месяца назад +2

      ଆଗରୁ ମଧ୍ୟ ଖୋଲିଥିଲା l ମଝିରେ ମଝିରେ ଖୋଲି ଚେକ କରିବା କଥା l

    • @lusymaharana5100
      @lusymaharana5100 4 месяца назад

      👍👍👍

    • @RumaJiraka-fd3wr
      @RumaJiraka-fd3wr 3 месяца назад

      ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤​@amazingodisha420

    • @sankarbehera7544
      @sankarbehera7544 3 месяца назад

      ​@@rajneeshkumar1303y

  • @ranajitkumarmohanty9740
    @ranajitkumarmohanty9740 4 месяца назад +99

    ନବୀନ ବାବୁଙ୍କ ପ୍ରଥମ ନ ବର୍ଷ ଶାସନରେ ତାଙ୍କର ସରଳତାର ସୁଯୋଗ ନେଇ ବିଜେପି ଵାଲା ସବୁ ଖରାପ କାମ କରିଛନ୍ତି ଓ ଚାବି ଲୁଚେଇ ରଖିଥିଲେ ll ସେଥିପାଇଁ ମୋଦୀ ବିଶ୍ୱାସ ସହିତ କହୁଥିଲେ ବିଜେପି ଆସିଲେ ଚାବି ମିଳିଯିବ ll ଚାବି ତାମିଲନାଡୁରେ ନୁହେଁ ଗୁଜୁରାଟରେ ଥିଲା ll ଏବେ ଧରା ପଡିବା ଭୟରେ ହରିଚନ୍ଦନ ଥରୁଛନ୍ତି ll
    ପ୍ରଭୁ ଓଡିଶା ବାସୀଙ୍କୁ ସତ ଜ୍ଞାତ ହେଉ ll
    ଜୟ ଜଗନ୍ନାଥ ସ୍ୱାମୀ 🙏🙏🙏

    • @SHREETAMPARIDA3212
      @SHREETAMPARIDA3212 4 месяца назад +6

      Tume jane sarbngya ....

    • @Biswaranjan-b1d
      @Biswaranjan-b1d 4 месяца назад +2

      🤣🤣

    • @abhirammohanty638
      @abhirammohanty638 4 месяца назад +5

      Ki prakar loka ea😂

    • @pratapsm6909
      @pratapsm6909 4 месяца назад +4

      ସହଜରେ ହଜମ କରି ପରୁନ ଓଡିଶା ରେ double engine sarkar ବୋଲି

    • @tunijena5012
      @tunijena5012 4 месяца назад +2

      😳😳😳😳😳

  • @swapnilraja1409
    @swapnilraja1409 4 месяца назад +19

    ଧର୍ମ କୁ ରାଜନୀତି କରନି ବେଶୀ😢😢😢 ଜଗନ୍ନାଥ ସହି ପାରିବେନି😢😢ତମ ବଂଶ ନିପାତ କରିଦେବ ଶେଶନାଗ

    • @lakshmipriya1826
      @lakshmipriya1826 4 месяца назад +1

      Seiya huanta bhala....prabhu kemiti sahichhanti

  • @sasmitamohanty1970
    @sasmitamohanty1970 4 месяца назад +35

    ପୂର୍ବରୁ କେମିତି ରତ୍ନଭଣ୍ଡାର ଖୋଲା ଯାଉଥିଲା??? ଉଦ୍ଦେଶ୍ୟ ଭଲ ଥିଲେ ସବୁକାମରେ ସଫଳତା ମିଳେ....

  • @saleskumargiri6187
    @saleskumargiri6187 4 месяца назад +19

    ଏତେ କଥା । Full protection dress for body ପରିଧାନ କରି ଭିତରେ ପଶୁନ୍ ।ଅଗାଧ ସମୁଦ୍ର ରେ ତ ଏଇମଣିଷ ପଶୁଛନ୍ ।ଆମର ଲୁକ୍ ମାନେ କାଏଁ ଏତେ ଡରୁଆ ? ରତ୍ନ ଭଣ୍ଡାର ର ଚାବି ମିଳିଛି ମାନେ ପଶ ।ଚାବି ଲାଗି କେତେ ନାଟକ ନାଇଁ ହୋଇଛେ! ଇହାଦେ କି ବାହାନା ବାଜି ।ବେଟେ ଦୁନିଆ ସାରା ସଭେ ମଜାକ୍ ଉଡାବେ, No doubt. ଜୟ ପ୍ରଭୁ ଜଗନ୍ନାଥ ।

  • @rajneeshkumar1303
    @rajneeshkumar1303 4 месяца назад +5

    ଆରେ ରତ୍ନଭଣ୍ଡାର ଏତେ ବର୍ଷ ହେଲା ବନ୍ଦ ରହିଥିବାରୁ ସେଇଠି ସାପ ରହୁଥିବେ, ଏଇଟା ସାଧାରଣ କଥା l ସାପ ଅଛି ବୋଲି ରତ୍ନଭଣ୍ଡାର ନ ଖୋଲିବା ହେଲା ମୂର୍ଖାମୀ ର ପରିଚୟ l ଏତେ ଏତେ ସାପ ଧରାଳି ଅଛନ୍ତି,ତାଙ୍କୁ ନେଇକି ଗଲେ ହେଇଯିବ l

  • @suryakara6207
    @suryakara6207 4 месяца назад +32

    ବିଜେପି ର କଥା ରେ ଦମ ନାହିଁ 😄😄😄😄

  • @DactorKing-ez5uh
    @DactorKing-ez5uh 4 месяца назад +78

    ସତ କଥା ହେଲା bjp ଖଲି ପାରିବ ନହିଁ ଏଇଟା ଗୋଟେ ବାହାନା

    • @snehalataparida5659
      @snehalataparida5659 4 месяца назад +3

      Pura thik kahile

    • @yeshsahoo6027
      @yeshsahoo6027 4 месяца назад +1

      ପାଣ୍ଡୁ କୁ ଡାକିଲେ ଖୋଲିଦେବ ନା କଣ

    • @Sasmitanayak-n5i
      @Sasmitanayak-n5i 4 месяца назад +2

      Thik katha,kgali bjd ku kahuthile

    • @anitamohanty6749
      @anitamohanty6749 4 месяца назад

      😅😅😅😅😅😅😅​@@snehalataparida5659

    • @sanujakanhar9762
      @sanujakanhar9762 4 месяца назад +1

      ଭାଈ ଖୋଲିଲେ ହିସାବ ଦେବାକୁ ପଡ଼ିବ । ହେଲେ ଗାnd 😂😂😂

  • @sksong123
    @sksong123 4 месяца назад +5

    ଏଥିରେ କୁହା ଯାଇଥିବା ଆଇନ ମନ୍ତ୍ରୀ
    ବିଶ୍ୱଭୁଷଣ ହରିଚନ୍ଦନ ନୁହେଁ ଆଜ୍ଞା
    ପୃଥ୍ୱୀବରାଜ ହରିଚନ୍ଦନ 👍

  • @NITYANANDAMALLICK_111.
    @NITYANANDAMALLICK_111. 4 месяца назад +28

    Galu ମାର ନହିଁ। BJP ଖୋଲିବାକୁ କହି ଥିଲା

  • @santoshrout5764
    @santoshrout5764 4 месяца назад +4

    ଏବେ ସବୁ କେତେ ଛତା କରିବ କର କିନ୍ତୁ ସାବଧାନ ବଜେପି ଶାସିତ ରାଜ୍ୟରେ ମନ୍ଦିର ସୁନା ସବୁ ଚୋରି ହେଇଛି ଏବେ ରତ୍ନଭଣ୍ଡାର ପାଳି ,କେତେ ହୀନ ରାଜନୀତି କରୁଛି ବଜେପି
    ପାଣ୍ଡିଆନ ନାରେ କେତେ ମିଛ

  • @rakeshroshanbaral3548
    @rakeshroshanbaral3548 4 месяца назад +20

    ନିୟୁଜ ଚାନେଲ ନାମରେ କଳଙ୍କ। ଅନ୍ଧ ବିଶ୍ୱାସକୁ ପ୍ରମୋଟ କରାଯାଉଛି। ଏହା କଣ ପ୍ରକୁତରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ। ୨୦୨୪ ରେ ଲଜ୍ଜ୍ୟା ଲଜ୍ଜ୍ୟା # Chif Editor Odisha Bhaskar News

    • @sunitaratna8562
      @sunitaratna8562 4 месяца назад +1

      👍👍👍👍👍👍👍👍👍

  • @RamdhanSingh-p7n
    @RamdhanSingh-p7n 4 месяца назад +3

    ଖୋଲା ଯାଉ ସତ୍ୟ ଜଣା ଯିବ ଲୋକଙ୍କ ଆଖୀରେ ଧୂଳି ଦେବାକୁ ପ୍ରୟାସ କରା ନ ଯାଉ

  • @sanujakanhar9762
    @sanujakanhar9762 4 месяца назад +6

    ବାଳ ଅଛି ଯେ ଖୋଲିବ , ପଣ୍ଡିଆଁ ଠାରୁ ତମେ ବଳିଗଲ । କେତେ ଆଉ ଲୁଟିଵ ରେ ରଣ୍ଡୁଆ ଗୋଷ୍ଟି , ଚଳନ୍ତି ପ୍ରତିମା ନା ବାଳ ପ୍ରତିମା ।

  • @socialscienceclass4157
    @socialscienceclass4157 4 месяца назад +3

    ଏଇଟା ସବୁ ଲୋକଙ୍କୁ ବୋକା ବନେଇବା ପାଇଁ ଗୋଟେ ଯୋଜନା ଆଉ.

  • @duryodhan999
    @duryodhan999 4 месяца назад +3

    45 ବର୍ଷ ଆଗରୁ ଖୋଲିଥିଲା ।ସପ୍ତଫେନି ନାଗ ଦେଖିଥିଲେ କି ?

  • @pujabehera5685
    @pujabehera5685 4 месяца назад +2

    Great 👍😃 .... କାହାରି ଦମ୍ ନାହିଁ ମନେରଖ

  • @dillipkumarpanda2875
    @dillipkumarpanda2875 4 месяца назад +3

    ମିଛ ବାହାନା କରି ନ ଖୋଲିବା BJP BJD ର ମିଳିତ ଯୋଜନା

  • @subhaprasannasahoo8948
    @subhaprasannasahoo8948 4 месяца назад +14

    Bhaskar news ❌
    odishacomedy news ✅

  • @allinonechannel9270
    @allinonechannel9270 4 месяца назад +43

    Na sabu khula jau mote laguchi puri ପଣ୍ଡିତ ମାନେ ଏତେ ସୁନା ଗହଣା କଉଠୁ ଆଣିଲେ ସବୁ ପଣ୍ଡିତ ମିଶି ସବୁ ସୁନା ଗହଣା ବାହାର କରିକି ନେଇଯାଇଛନ୍ତି ମିଛର କହୁଛନ୍ତି ଭିତରେ ସାପ ଅଛି ବୋଲି ଏମିତି କହିଲେ କେହି ଖୁଲିବେନି ମୋ ମତରେ ଖୋଲା ଯାଉ

  • @narendracreation5960
    @narendracreation5960 4 месяца назад +2

    ଏ କଳୀ ଜୁଗରେ ପୁଣୀ ସାତୋ ଫେରେ ଣୀ ସାପ କାଆ ଚୁତିଆ ବନାଉଛ ରେ

  • @amarcreation0655
    @amarcreation0655 4 месяца назад +8

    ମିଛ ଆଉ କାହାଣୀ କୁହନି 😄😄😄

  • @alokagarnaik4511
    @alokagarnaik4511 4 месяца назад +2

    Jay Jagannath 🙏🌸🌸🌼🌼🌼🙏🌼🌼🌼🌼🌼🙏

  • @sanjuktabiswal1569
    @sanjuktabiswal1569 4 месяца назад +1

    🕉️ଜୟ ଜୟ ଶ୍ରୀ ଜଗନ୍ନାଥ 🌿🌼🙏🏽🛐❤️
    ଆଗରୁ ଯେତେବେଳେ ଖୋଲା ହେଉଥିଲା କେହି ଗର୍ଜନ ଶୁଣିବାକୁ ପାଇ ନ ଥିଲେ, ଏବେ ଏତେ କଥା କଣ ପଣ୍ଡା ମାନେ କହୁଛନ୍ତି, କିଛି ଗଡ଼ ବଡ଼ଲାଗୁଚି, ରବୀନ୍ଦ୍ର ମିଶ୍ର ମିଛ କହି ନାହାନ୍ତି, ତାଙ୍କ ୟୁଟୁବ ଖୋଲି ଦେଖ ସେ ଯାହା ସବୁ କହି ଛନ୍ତି ବିଶ୍ୱାସ ରଖ, ପ୍ରଭୁ ହେ କଣ ଚାଲିଛି ତୁମକୁ ଜଣା ବିଚାର ତୁମେ କର ପ୍ରଭୁ, ଖାଲି ବଡ଼ ବଡ଼ ଆଖି ଦେଖେଇ ବସିଲେ ହବନି, ସମସ୍ତଙ୍କୁ ଚେତାବନୀ କରାଅ, ଜଗତ ବାସି ବାଡ଼ି ହଜାଇ ଅନ୍ଧାର ରେ ରହି ଛନ୍ତି, ତୁମେ ନିଜକୁ ରକ୍ଷା କରି ଜଗତକୁ ଆଲୋକ ଦେଖାଅ, କହେଁଇ ରେ କଳା ମାଣିକ ⭕❗⭕🫁🫁🫁👌🏻👌🏻👌🏻👌🏻🌼🌿🌼🌿🌼🌿🙏🏽🛐❤️❤️❤️

  • @JayJagannath-uq5wr
    @JayJagannath-uq5wr 4 месяца назад +4

    ମୋ ଭାଇ ରେ ତୁମେ କାଇ ମିଛ କୋଉଛ ସତ କହିଲେ ଜଗନ୍ନାଥ ମିଛ କହିଲେ ମହା ପାପ ତୁମେ କାଈ ମିଛ କୋଉଛ

  • @priyanshimusic-1999
    @priyanshimusic-1999 4 месяца назад +1

    Jay Jagannath

  • @PanchasakhaIrrigation
    @PanchasakhaIrrigation 4 месяца назад +1

    ଆଉ କେମିତି କହୁଥିଲ ପାଣ୍ଡିଆନ ନେଇକି ପଳେଇଲା

  • @bidyasandhya233
    @bidyasandhya233 4 месяца назад

    ଆରେ ଭାଇ ସେ ବିଶ୍ୱଭୂଷଣ ନୁହେଁ, ପୃଥ୍ଵୀରାଜ ହରିଚନ୍ଦନ

  • @KiranRanjanSingh-sp6lf
    @KiranRanjanSingh-sp6lf 4 месяца назад

    ଏମାନେ ବ୍ରମବିଭ୍ରାତ କରିପାରିଲେ ଯେଉଁଠି ତ ସେମାନେ ରତ୍ନଭଣ୍ଡରରେ ଚୁରି ବି କରିବାଟା କିଛି ଛୁଟିଆକଥଆ ନୁହେଁ

  • @ganeshkumarswain9166
    @ganeshkumarswain9166 4 месяца назад +2

    ଏ ସବୁ ମିଡ଼ିଆ ଙ୍କ fk ନେ୍ୱେଷ

  • @rinkucreation9946
    @rinkucreation9946 4 месяца назад +9

    Bhagaban nku Dara re bhagaban nku Dara...

    • @AnnapurnaJena-h5d
      @AnnapurnaJena-h5d 4 месяца назад +1

      Chori Kari nei chanti Raja tiari karithile suna taku ye panda Mane chori Kari nei chanti.....jama sapa fapa kichhi nai

    • @sanvi5540
      @sanvi5540 4 месяца назад +1

      machine re camera lageiki pathauna odisha basi dekhante kimitia sapa.. bhagaban ku daribu kan pain se kan rakhyasa na tanka chuanku gota gili debe

    • @sanjuktabiswal1569
      @sanjuktabiswal1569 4 месяца назад

      ଠିକ କଥା

  • @essjeeraj6669
    @essjeeraj6669 4 месяца назад

    Jay jagannath🙏🙏🙏

  • @HPSINGHBOLTE
    @HPSINGHBOLTE 4 месяца назад

    Jai jagannath 🙏🙏🙏

  • @puspanjalisahu1152
    @puspanjalisahu1152 4 месяца назад

    Khatarnak Jagannath Odia rakshabandhan pahle Sara Prithvi raksha

  • @amarendramoharana115
    @amarendramoharana115 4 месяца назад +1

    ସବୁ ସମାନ ରେ ପୁଅ

  • @pyarimohansethy6954
    @pyarimohansethy6954 4 месяца назад +2

    Kedarnath khali hela abe Jagannath 😢😢😢🙏🙏🙏🙏🙏

  • @jayasankarsethia3424
    @jayasankarsethia3424 4 месяца назад

    It's good decision for all people's

  • @mangulicharanjena7380
    @mangulicharanjena7380 4 месяца назад +2

    Jay shree Jagannath

  • @Bsb908
    @Bsb908 4 месяца назад +1

    Video editing super 👍👍👍

  • @saratkumarswain887
    @saratkumarswain887 4 месяца назад +6

    ସମ୍ପୂର୍ଣ ମିଛ

  • @ashoksethi9623
    @ashoksethi9623 4 месяца назад +9

    Robot ku bhitare chada jau camera lagajau Jana padiba rabot ra kan ghatu chi ki

  • @JagannathPatra-sr6or
    @JagannathPatra-sr6or 4 месяца назад

    ହଁ ରେ ପୁଅ ଆଇନ ମନ୍ତ୍ରୀ ବିଶ୍ୱ ଭୂଷଣ ହରିଚନ୍ଦନ ମ 😅😊😊

  • @bijaykumarroutray849
    @bijaykumarroutray849 4 месяца назад +1

    କିଏ ମନ୍ତ୍ରୀ ଅଛନ୍ତି ତାଙ୍କ ନାମ ଜାଣିନ

  • @SaratMallick-jv7cj
    @SaratMallick-jv7cj 4 месяца назад

    ଠିକ୍ କଥା

  • @Mbhoiofficial
    @Mbhoiofficial 4 месяца назад +8

    Sabu micha katha bodhe ratna bhandara pura khali achi

  • @manojkumardas1820
    @manojkumardas1820 4 месяца назад +3

    ପ୍ରଭୁ ରଙ୍ଗଅଧର ଏବେ ଭୁବନେଶ୍ୱର ରେ (ମାନବ ଲୀଳାରେ ପ୍ରଭୁ )ମହା ପ୍ରଭୁ ଙ୍କୁ ଚିନିବା ସହଜ ନୁହଁ )2029/ଜାଣିଵ ପ୍ରଭୁ ଙ୍କୁ

    • @abhimanyusatapathy481
      @abhimanyusatapathy481 4 месяца назад +1

      କେମିତି ଜାଣିଲେ, କିଛି କଥା କୁହନ୍ତୁ 🙏🏻

  • @BhaskarDas-c2p
    @BhaskarDas-c2p 4 месяца назад +3

    ଏହେଉଛି ବିଜେଡିର ଚାଲ ବିଜେଡି ମାୟା ରେ ଜିଏ ପଶିଛି ସେ କେବଳ ଭୁଆଁ ବୁଲେଇବା ଜାଣିଛି ଆଗରୁ କେତେ ଥର ଖୋଲା ହେଇଛି କ'ଣ ହୋଇଛି ବିଜେପି ହଉ ବା ବିଜେଡି କି କଂଗ୍ରେସ ଯୋଉଁ ଦଳ ଭକ୍ତି ନିସ୍ୱାର୍ଥ ଭାବରେ କାମ କଲେ କାହା ଉପରେ ପ୍ରଭାବ ପକାଇବ ନାହିଁ ବୋଲି ମୋର ବିଶ୍ବାସ ଏହାର ଉଧାରଣ ବିଜେଡି କରିଥିଲେ ଜଗନ୍ନାଥଙ୍କୁ ଏତେ ଅଭାବ ପଡିଲା ଯେ ଗାଁ ଗାଁ ସାହି ସାହି ଘରେ ଘରେ ଭିକ୍ୟା କରେଇଲ ତାର ଫଳ ପାଇଲା ବିଜେଡି ମୁଳରୁ ଗଲା ତା ପରେ ବିଜେପ ରାମ ମନ୍ଧିର କରି ଗର୍ବ ଅନୁଭବ କରୁଥିଲା କ'ଣ ହେଲା ସେଠି ବି ହାରିଲା ହେମୋର ଓଡ଼ିଶା ବାସି ରାଜନିତି କର କୌଣସି ଦେବା ଦେବୀ ଙ୍କୁ ନେ ରାଜନିତି କରନି ବାକି ଭାସ୍କର ଚ୍ୟାନେଲେ କାମ ହଉଛି କିଏ କାହାକୁ ନେଇ ପଳେଇଲା ତ କାହା ଘରେ କିଏ ପଶିଗଲା କାହା ଛେଳି ମେଣ୍ଢା କୁକୁଡା କିଏ ନେଇ ଖାଇଲା ତା ପଛରେ ଧାଇବା କଥା ତୁ କ'ଣ କହିବୁ ପୁରାଣ କଥା ଭାସ୍କର ଚ୍ୟାନେଲେ

  • @SunitaRaita-r3z
    @SunitaRaita-r3z 3 месяца назад

    Jay jhagarnath shei ya hi hau 🙏🙏

  • @chandandash8369
    @chandandash8369 4 месяца назад +1

    G Mora bjp

  • @ମୋଗାଁଖବର
    @ମୋଗାଁଖବର 4 месяца назад +7

    Bjp ପାରି ବନି ଜୁମୁଲା ସବୁ

  • @Ranjankumar-fz8xj
    @Ranjankumar-fz8xj 4 месяца назад

    ତାମାନେ କଣ ଯେଉଁଦିନ ଖୋଲାଯିବ ସେଇଦି ଆମେ ସମସ୍ତେ ମରିବା ଓ କଳିଯୋଗ ଶେସହେବ

    • @AnnapurnaJena-h5d
      @AnnapurnaJena-h5d 4 месяца назад

      Hm hau 😂😂😂😂seguda chori Kari nei chanti Raja paribara janichanti kemiti aau kebe khola jae......Raja Kan suna gadhithile andhara ghara pain.....aau vagaban kebethu suna lovi heleni😂😂😂😂

  • @dilippradhan361
    @dilippradhan361 3 месяца назад

    ଷ ଷ ଶୁଭୁଛି ତମ ବିଆରେ ପଇଯିବ ସାପ

  • @Suryakant2.0
    @Suryakant2.0 4 месяца назад

    ଘୁ ଘୁ ଶବ୍ଦ କରୁଚି ନା 😂😂😂

  • @rajkishordash8353
    @rajkishordash8353 4 месяца назад +2

    1978ra kolia kamiti 47year

  • @ANANTAKUMAR-jd8pu
    @ANANTAKUMAR-jd8pu 4 месяца назад

    Jay Jagannath Jay Jagannath

  • @rajkishordash8353
    @rajkishordash8353 4 месяца назад

    ❤Sabu micha acting

  • @garudnayak9944
    @garudnayak9944 4 месяца назад +1

    Kichi nuhan ratna bhandara re kichi thile ta khola haba sabu ta bramhana Mane paridhan kale luti dele aau kana achi j khola haba kholi dele bramhana aau prasasana ra ijata chali jiba sarpa ra katha sabu gote bahana.jadi eha sata taha hele prabhunka jinisa dekhibare aasubidha kauthi.......

  • @learnever9338
    @learnever9338 4 месяца назад +8

    ଲୋକଙ୍କୁ ଆଉ କେତେ ଭକୁଆ ବନେଇବ
    ସପ୍ତ ଫେଣି ନାଗ ଜଗି ରହିଛନ୍ତି ରତ୍ନ ଭଣ୍ଡାର
    ଯେଉଁଥିରେ ଆଉ ରତ୍ନ ନାହିଁ
    ଖୋଲି ଦେଲେ ଜଣା ପଡ଼ିବ ସାପ ଅଛି କି ରତ୍ନ ଅଛି ବୋଲି

    • @BalaramBehera-rj3po
      @BalaramBehera-rj3po 4 месяца назад

      Mu dekhichi sri mandir vitore sorpo achinti

    • @ranjanrashmi5002
      @ranjanrashmi5002 4 месяца назад

      Tame kie ho

    • @sunitaratna8562
      @sunitaratna8562 4 месяца назад

      👍👍👍👍👍👍

    • @Shkr_b
      @Shkr_b 4 месяца назад

      Correct ,

    • @AnnapurnaJena-h5d
      @AnnapurnaJena-h5d 4 месяца назад +1

      ​@@BalaramBehera-rj3poachha Raja ta hele Kan sapa mana nka pain gahana tiari karithile.....sabu michha chori Kari chalu Kari deichanti.....ame mandira jauchu sethi panda Mane jou dahara vikari valia jauchanti 😂😂😂😂😂😂

  • @jaybharat7162
    @jaybharat7162 4 месяца назад +1

    Jenuthipain ete nata puni kn hela Bhaskar 😅

  • @nitindev.official
    @nitindev.official 3 месяца назад

    ସାପ ନାହିଁ ଆଉ

  • @ashokkumardash9308
    @ashokkumardash9308 4 месяца назад +1

    Jadi BJP ratna vandara na kholajae ta next time mo vote congress ku jiba

  • @prasantakumarbehera5932
    @prasantakumarbehera5932 4 месяца назад +1

    Bjp ର ଦୋମୁହାଁ ନୀତି

  • @giridharidas508
    @giridharidas508 3 месяца назад

    Kholiba nischita mohaprabhu chahinle

  • @RajkishorMahapatra-pp9xw
    @RajkishorMahapatra-pp9xw 4 месяца назад

    ସଲେ BJP ବାଲା bjd କୁ ବଳି ଗଲେ ସବୁ ଚୋର

  • @rabindrabhumij960
    @rabindrabhumij960 4 месяца назад +1

    BJP MODI JINDABAD 🚩🚩🚩

  • @debendrajena4769
    @debendrajena4769 4 месяца назад +4

    Ta hele pandian nela kemit ratna

  • @anilbeherakahnuanil
    @anilbeherakahnuanil 3 месяца назад

    ସବୁ ମରିବରେ

  • @SunLight49
    @SunLight49 4 месяца назад +1

    ଯାହା ହଉଚି ହଉ
    ଖୋଲା ହବ ଖୋଲା ହବ
    ଦେଖ ଜୀବ କେତେ ସୁନା ଗହଣା ଲୁଟ ହେଇଚି ,,, ଏ ସାପ କଥା କହି ଭକୁଆ ବନାଉଚ୍ଚ ଜନସାଧାରଣ ଙ୍କୁ ,,,
    ସାପ ଆସୁ ତମ ପାଇଁ ଯିଏ କହୁଚି ସାପ ଆସିବ ,,, ଖୋଲା ଜୀବ ମାନେ ଖୋଲା ଯିବା ଦରକାର,,, BJD କେତେ ପଣ୍ଡା କେତେ ସବୁ ଲୁଟ କରିଛ ଜନ ପଡିବ,,,
    ପୁରୁଣା ଖାତା ନୂଆ ଖାତା ମେଳା ଯାଉ କଣ ଥିଲା ଏବେ କଣ କଣ ଅଛି,,
    ସବୁ ଚୋର ଧର

  • @KiranRanjanSingh-sp6lf
    @KiranRanjanSingh-sp6lf 4 месяца назад

    ଏଇ ଭସିଆ news ବାଲା ଘରଭଙ୍ଗା, ତମେ ତୁଙ୍ଗୁରୁ ଭୁଲ ବିଷୟ ରେ କହିପାରିବ କିନ୍ତୁ ଜଗନ୍ନାଥଙ୍କ ଉପରେ ତମେ କିଛି ନ ଜାଣି ଭୁଲ୍ ତଥ୍ୟ ଦିଆନାହି।

  • @JaganathaPanda-s2z
    @JaganathaPanda-s2z 3 месяца назад

    Kalia
    Jagannath

  • @sanujasahu1386
    @sanujasahu1386 3 месяца назад

    Ratna bhandara ra chabi gujrat re achhi abe khuliba keminti

  • @ashokkumarnaik5185
    @ashokkumarnaik5185 4 месяца назад

    Jay jagannath kichhi hebo nahi

  • @ajaykumardash9999
    @ajaykumardash9999 4 месяца назад

    Hau au kholoni au

  • @shrinibaspani6908
    @shrinibaspani6908 3 месяца назад

    ମିଛ ରୂପ କରିକି you tube bala ସବୁ ଦେଖିଛନ୍ତି

  • @sidharthray7889
    @sidharthray7889 4 месяца назад +3

    Khali pabana nahele aau kichi nehi ....

  • @neeladribhushanamishra4243
    @neeladribhushanamishra4243 4 месяца назад +1

    ରତ୍ନଭଣ୍ଡାର ରେ ଆଉ କିଛି ନାହିଁ ଏହି ଯୁଗ ରେ ବି ଏ news channel ଅନ୍ଧବିଶ୍ୱାସ କୁ ପ୍ରଚାର କରିବା ଲଜ୍ଜ୍ୟା ଓ ହାସ୍ୟାସ୍ପଦ

  • @Hemrajsahu
    @Hemrajsahu 4 месяца назад +2

    Bekar katha.....sure kholiba

  • @rajkishordash8353
    @rajkishordash8353 4 месяца назад +1

    Sabu micha odissa loka ku Pagala Kari daba Nichita new

  • @benudharpradhan9313
    @benudharpradhan9313 4 месяца назад

    Govt changed cross-check all details people also known about this

  • @prabadhdas7213
    @prabadhdas7213 4 месяца назад +1

    Ratna bhandar kholila bele Odisharo famous Snake resqueir MD MIRZAnku b dakontu,kobato khola hobo snake resque heijibo kichi problem nai😊👍

  • @suryadas6795
    @suryadas6795 4 месяца назад

    Not Biswabhusan that is Prithiraj

  • @hard_truth-
    @hard_truth- 4 месяца назад +1

    Aau chhoda katha kuhani.. sapa bagha jiye thile bhi nandankanan ra trained staff mananku nei ki khola.. ete trained sapa dharalli achanti.. odisha re nathile baharu magao.. ei gujaba band karao

  • @bibhutibhusansahu8808
    @bibhutibhusansahu8808 4 месяца назад

    Bjp sahit jaganatha sena misiki achhanti

  • @daliranidalai7007
    @daliranidalai7007 3 месяца назад

    Jadi se ratna bhandara ku alpa kichhi ansa katiki ratna bhandara bhitaraku CCTV batha jaay tebe CCTV kichhi tahya paipariba please 🙏turanta jaanrch kara jaau

  • @biswajitsagar7821
    @biswajitsagar7821 4 месяца назад

    agaru sapa na thila kintu ebe asila

  • @bhagirathidasodisha.6934
    @bhagirathidasodisha.6934 4 месяца назад

    ବେକାର ପ୍ରଳାପ

  • @ADJiafhs
    @ADJiafhs 3 месяца назад

    I don't like it,no Snake no ornaments only funny funny

  • @hemantasharma2785
    @hemantasharma2785 4 месяца назад

    Pandean,chabita,daidalboda

  • @gupteswarbehera6000
    @gupteswarbehera6000 4 месяца назад

    tell correct name of Law minister of Orisha.

  • @lipsadash9116
    @lipsadash9116 4 месяца назад

    A panda manku arrest karajau amane hi choro

  • @RasmitaJena-w6f
    @RasmitaJena-w6f 3 месяца назад

    🎉🎉🎉🎉🎉🎉🎉🙏🙏🙏

  • @santoshnanda7811
    @santoshnanda7811 4 месяца назад

    Loot hoithaipare. Tenu na kholibara bahana kara jauchhi.

  • @KunuSing-so2gz
    @KunuSing-so2gz 4 месяца назад

    Bjd pureechi sapa bjp dhariba

  • @DibyanshibharatiDibyanshibhara
    @DibyanshibharatiDibyanshibhara 4 месяца назад

    E duniya re bapa maa nku chhadi dele au kou chalanti pratima nahanti au sabu Manish tiari Kari thiba pratima

  • @pabitrapradhan7068
    @pabitrapradhan7068 4 месяца назад

    Tame kahithila kholiba
    No kholiba aa sarkar bi change haba

  • @anilsahu-hw5fh
    @anilsahu-hw5fh 4 месяца назад

    Sethi lokonath kichhi karibeni tanka gote bala ku emane sari nuhanti se ragile birabhadra baharibe au samastanku hanibe kalijuga sesa karidebe

  • @mr71lifestyle
    @mr71lifestyle 4 месяца назад

    Agaku ahuri kete michha dekhibaku achhi

  • @laxmidharsahu8083
    @laxmidharsahu8083 4 месяца назад

    Bhaya dekhauchhanti.ahha bhandara ra close environment karana ru hoithai ppare.

  • @lakshmipriya1826
    @lakshmipriya1826 4 месяца назад

    Yaku nei rajaniti kari ta jitigale...je cheating kare chahe exam hu ki politics se alpadina without knowledge....wait and watch aau kete sabu no re convert heba

  • @puspanjalisahu1152
    @puspanjalisahu1152 4 месяца назад

    Janu Jagannath Puri chori Ratna Bhandara khulegi Jagannath raksha karo raksha kar rahe camera