Odisha sahitya Jagat ku Iswar nkr abadan" pratibha Ray " madam . Tnkr bahut upanyas mu padhichi . Mote prabhabita kari chhi " samudra r swar" . Aji r pratibha mayee Nari Mnk r madhy re mor pratham pasand Dr Pratibha Ray madam I❤❤🎉🎉 🙏🙏 . Madam nkr lekha padhi ki mu nija ku janili ta pare dunia ku dekhi baku chesta kali .
Odisha sahitya Jagat ku Iswar nkr abadan" pratibha Ray " madam . Tnkr bahut upanyas mu padhichi .
Mote prabhabita kari chhi " samudra r swar" . Aji r pratibha mayee Nari
Mnk r madhy re mor pratham pasand Dr Pratibha Ray madam I❤❤🎉🎉 🙏🙏 . Madam nkr lekha padhi ki mu nija ku janili ta pare dunia ku dekhi baku chesta kali .
ବାସ୍ତବିକ ଆଲୋଚନା ଟି ଅତ୍ୟନ୍ତ ହୃଦୟଗ୍ରାହୀ ଥିଲା 🙏🏻🥰
ମାଡାମଙ୍କ ମୁହଁରୁ ନିଜ କଥା ଶୁଣି ବହୁତ କିଛି ଜାଣିବାକୁ ମିଳିଲା ଏବଂ ବହୁତ ଖୁସି
ଲାଗିଲା 🙏🌹❤️
Exceptional views.....after a long time i heard very good odia vocabulary
ବହୁତ ସୁନ୍ଦର ଆଲୋଚନା,ଜୟ ଜଗନ୍ନାଥ🙏⭕‼️⭕🙏💐💐
🙏ଶତ ପ୍ରଣାମ.... 💐
Pranam
ଆପଣଙ୍କ ପୂଣ୍ୟତୋୟା ଅତ୍ୟନ୍ତ ମର୍ମାଦାହୀ
ଆଲୋଚନାଟି ଅତ୍ୟନ୍ତ ଆପଣାର ଥିଲା । ପ୍ରତିଭା ମାଙ୍କୁ ନେଇ ଆଉ ଗୋଟିଏ ଆଲୋଚନାଚକ୍ର କରିବାକୁ ମୋର ଅନୁରୋଧ🙏🏻
ଧନ୍ୟବାଦ୍❤
Ati uttam interview, samruddha heli 🙏
Mu Prativa ma'am nko Parichaya book ti podhichi, ooh kon lekhi chanti ma'am ek dum emotional 😭😭
Punyatoya novel be bahut sunder 21:28
Mo ra al time favorite
ଉତ୍ତମ
Madam mu jane student 🙏 moro bhari ichha apananka dyara thare prativa ray madam saha katha hei paribi .. my favorite ଔପନ୍ୟାସିକା atani . My requests.
ସାହିତ୍ୟ ଅନୁଷ୍ଠାନଙ୍କୁ ପ୍ରଣାମ।
ଅନନ୍ୟା।👌🙏👌
Satare pratibha ray heuchhanti bhagaban nkara Dana ehi punya odisha pain....
ଉପନ୍ୟାସରେ କବିତାକୁ ଲେଖନ୍ତି । ସାହିତ୍ୟ ସରସ୍ୱତୀ।
Salute to u mam..i like u very much 🙏
Magnamati is great novel
I love you
ମାଡାମ ଆପଣଙ୍କ ଶିଳାପଦ୍ମ ପଢିଲେ ବି ଆଖିରେ ଲୁହ ଆସିଯାଏ
ଉକ୍ତ comment ଟି ଖୋଜୁଥିଲି ! ନିହାତି ଭାବରେ ଆଜ୍ଞା ଚାର୍ଲ୍ସ, ପ୍ରାଚୀ ଓ କୋଣାର୍କ ର ପ୍ରଚ୍ଛଦପଟ୍ଟ ଆଖି ରେ ଟୋପେ ଲୁହ ଆଣିଦିଏ! ତା ଠୁ ବି ଭାଗ୍ୟବାନ ଯେ ମୁଁ ଜଣେ ୧୮ ବର୍ଷ ର ପୁଅ ଶ୍ରୀମତୀ ରାୟ ଙ୍କ ବାସଭବନ ରେ ଦେଖା କରିଛି! ନମ୍ରତା ଓ ଆପଣାପଣ ରେ ମୁଣ୍ଡ ନଇଁଗଲା !❤
@@rajeev2473 ମାଡାମ ଙ୍କ ଘର ଟା କୋଉଠି କହିପାରିବେ କି
ଗଜପତି ନଗର, ଭୁବନେଶ୍ୱର
@@rajeev2473 ଧନ୍ୟବାଦ ଆଜ୍ଞା 🙏🙏🙏🙏
Excellent