Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ବହୁତ ସୁନ୍ଦର ଅଭିନୟ ଥିଲା କଂସ ମହାରାଜ ଭୂମିକା ରେ ଭୁବନେଶ୍ୱର ପ୍ରଧାନ sir ଙ୍କ ଭୂମିକା l ଆଉ ମଧ୍ୟ୍ୟ ସେ ଜଣେ ଅସାଧାରଣ ପ୍ରତିଭା ର ଅଧିକାରୀ, ସରଳ, ନିଷ୍କପଟ, ନମ୍ର ସ୍ୱାଭାବ ର ମଣିଷ ତାଙ୍କର ପ୍ରତେକଟି କଥା ଆମ ଯୁବପିଢ଼ି ଙ୍କ ପାଇଁ ପ୍ରେରଣା ର ଉତ୍ସ ହେଇ ରହିବ
ଧନ୍ୟବାଦ ପ୍ରଧାନ ବାବୁ ଆପଣଙ୍କୁ ଅନୁରୋଧ ଆଉ ଗୋଟିଏ ଥର ଆମେ ଆପଣଙ୍କର ଅଭିନୟ ଦେଖି ବା ପାଇଁ ଚାହୁଁଛୁ
Jay jagannath ଏହା କେବଳ ପରମ୍ପରା ନୁହେଁ, ଏହା ହିଁ ଜଣେ ମଣିଷ ର ଆତ୍ମସମର୍ପଣ, ପ୍ରଭୁଙ୍କ ନିକଟ ରେ।
ଧନ୍ୟ ମହା ରାଜା କଂସ. ଜଣେ ଗୁଣି, ଞ୍ଜାନୀ ଓ ବିଜ୍ଞ ବ୍ୟକ୍ତିତ୍ୱ 🙏🙏🙏ସତରେ ସଂକଳ୍ପ ମଧ୍ୟ ବିଚକ୍ଷଣ, ନାରାୟଣଙ୍କ ମହାନ ଭକ୍ତ ଧନ୍ୟ ଧନ୍ୟ ଧନ୍ୟ.. ମହାରାଜ 🙏🙏🙏
ବହୁତ ସୁନ୍ଦର ଅଭିନୟ ପଧାନ ଆଜ୍ଞା!! ଆପଣ କୋଶଲ ମାଟି ର ଗର୍ବ ଏବଂ ଗୌରବ ଆନ !! ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ର କଂସ ମହାରାଜ ଙ୍କୁ ମୋର ଅନୁରୋଧ !!ବରଗଡ ଜ଼ିଲ୍ଲା ରେ ବହୁତ ଗାଁ ଏପର୍ଯ୍ୟନ୍ତ ସୂଚ୍ଛ ଭାରତ ଅଭିଯାନ କୁ ଖାତିର ନକରି ରାସ୍ତା ଉପରେ ମଳ ତ୍ୟାଗ କରୁଛନ୍ତି!! ଏହିପରି ଅପରିଷ୍କାର କରୁଥିବା ଗାଁ ମାନଙ୍କୁ ଏବଂ ଗାଁ ର ଲୋକଙ୍କୁ ଉଚିତ ଦଣ୍ଡ ବିଧାନ କରିବା ସଙ୍ଗେ ଜନ ସଚେତନ କରିବା ପାଇଁ ଗୋଷ୍ଠୀ ଉନୟନ ଅଧକାରୀ ଏବଂ ଜ଼ିଲ୍ଲାପାଳ ଙ୍କୁ ଏବଂ ଆଦେଶ କରନ୍ତୁ!!
O TV କୁ ଧନ୍ୟବାଦ ଏହି ସୁନ୍ଦର ସ୍ମରଣୀୟ ସାକ୍ଷାତ୍କାର ପାଇଁ ।
ବରଗଡ ରେ ଧନୁ ଯାତ୍ରା ଶ୍ରୀକ୍ଷେତ୍ର ରେ ସ୍ନାନ କରି କ୍ଷମା ପ୍ରାର୍ଥନା...ଏହି ପରମ୍ପରା ଆମ ଉତ୍କଳ ମା କୁ ଏକତ୍ର କରି ରଖିଚି ..... ଆପଣଙ୍କ ର ଆଗାମୀ ଜୀବନ ସୁଖମୟ ହେଉ... ଆପଣଙ୍କ ଅଭିନୟ ଚିର ସ୍ମରଣୀୟ ❤
Don't use shitty utkala word we are united odisha
One of the finest to play this role ever ❤🙏 Thank you for your contribution
ଚମତ୍କାର ! ଜୟ ଜଗନ୍ନାଥ ! ଧନ୍ୟ ଅଭିନେତା ମହାରାଜା କଂସ ଭୂମିକାରେ ଭୁବନେଶ୍ୱର ପଧାନ ।
ଧନ୍ୟବାଦ କଂଶ ମହାରାଜା ଆସନ ଲୋଭ ନ କରି ଅନ୍ୟ କାହାକୁ ସୁଯୋଗ ଦେଇଥିବା ରୁ ହେଲେ ନବୀନ ପଟ୍ଟନାୟକ ଚାଲି ପାରୁନି ହେଲେ ମଧ୍ୟ ଚୌକି ଲୋଭ ରେ ରାଜନୀତି କରୁଛି।।
Ek dam right katha kahicha bhai
😊😊😊😊😅😅😅😅😅😂😂😂😂😂😂😂😂😂🤣🤣🤣🤣🤣🤣🤣🤣🤣🤣
Pura thik katha bhai
ସେବା ମନ ଭାବ ଥିଲେ ଲୋକ କେବେ ବିଶ୍ରାମ କଥା ଚିନ୍ତା କରେନି, କାରଣ ନବୀନ ପଟ୍ଟନାୟକ ଙ୍କ କିଏ ନାହାନ୍ତି ଯେ ସେ ମରିଗଲା ପରେ ତାଙ୍କ ପୁଅ ନାତି , ସ୍ତ୍ରୀ ତାଙ୍କ ସମ୍ପତି କୁ ଭୋଗିବ। ଆପଣ ମାନେ କଣ ଜାଣିଛି ସେବାର ର ମହତ୍ତ୍ଵ ଆଉ ଗୋଟେ ପରିବାର ଦାୟିତ୍ଵ ? ପଚାରନ୍ତୁ ଆପଣ ଘରର ମୁଖ୍ୟ ଆପଣ ଙ୍କ ଗୁରୁଜନ ଙ୍କୁ ସେମାନେ ବୟସ ର ଚରଣ ସୀମା ରେ ଉପନୀତ ହେଲେ ବି ତାଙ୍କର ଘର ପ୍ରତି ଚିନ୍ତା ଥାଏ। ଆପଣ ମାନଙ୍କର ବୟସ ହୋଇନାହିଁ ନବୀନ ବାବୁ ଙ୍କ ବ୍ୟକ୍ତିତ୍ଵ ଉପରେ ସମାଲୋଚନା କରିବା
ସେଇଠି ପାଇଁ ପାଣ୍ଡୁ କୁ ଜ୍ବାଇଁ ପୁଅ କରି ରଖିଥିଲା ତାର କେହି ନାହିଁ ବୋଲି
ଜୟ ଜଗନ୍ନାଥ ଜୟ ଶ୍ରୀ କୃଷ୍ଣ
ଅତି ସୁନ୍ଦର ଅଭିନୟ❤️🙏
କଳିଯୁଗରେ କଂସ ହିରୋ, କୃଷ୍ଣ ଭିଲେନ୍।ଧନ୍ୟ ଧନୁଯାତ୍ରା।
ବାବାବା ମାମୁଁ ଙ୍କଶ👌💐🙏👍
ଜୟ ଜଗନ୍ନାଥ ।
Jay Jagannath 🚩🙏🙏🙏
ଭୁବନେଶ୍ଵର୍ ପ୍ରଧାନ୍ ଆଜ୍ଞା ଜଣେ ପ୍ରଗାଢ଼୍ ଜ୍ଞାନୀ ବ୍ୟକ୍ତି । ତାଙ୍କୁ ମୋର୍ ଶତ 🙏। ତାଙ୍କ ମନୋସ୍କାମନା ମହାପ୍ରଭୁ ଶ୍ରୀଜଗନ୍ନାଥ୍ ପୂରଣ୍ କରନ୍ତୁ ।
Hn se jane gyani pandita
Jay ho🙏💥
Nice moment❤❤❤ Jay shree krishna
Really your acting is excellent no language to praise you you are not only pride of baragarh but also of all odisha may lord jagannath bless you be long live jai jagannath jai maa sample swari
JayJagannath 💐💐💐🙏
Bargarh district is really a land of culture and intellectual
ଧର୍ମର ଜୟ, ପାପର କ୍ଷୟ ।
Jai jagannath swami
Mast,proud of Bargarh❤❤❤
Jay shri krishna Jay jagannath
Beauty full sir ❤❤❤❤
Jay jagannath
Joy jagannath
Really great person with great actor..
Wow!! Bahut badhia dialogue au bahut badhia uttara..
Jay srikrishna
Jay bbsr pradhan
Jay shree jagannath
Jay jaganath
ଆପଣଙ୍କୁ ଭଗବାନ ଭଲରେ ରଖନ୍ତୁ 🙏🙏🙏
🙏🙏🙏🙏🙏❤❤❤❤ jay jaganath❤❤❤❤ 🙏🙏🙏🙏
Bhubaneswar pradhan is best କଂସ forever
Gopal Sahu laughing at the corner
Jay Jagannath 🙏🙏🙏🚩🙏🚩
Very beautiful❤❤
Jay Jagannath Swami
ହେ ପ୍ରାଭୁ ! କଷ୍ଟରୁ ତାରଣ କରୁ ବୋଲି ତୋ ନାମ କୃଷ୍ଣ । -- ଅଭିନେତା ଭୁବନେଶ୍ୱର ପଧାନ ।
Ati sundar
Great
କଂସା ବାଛି କରି କାଇଁ ଲାଭ୍ live video ଦେଖୁଥିଲି ଆଲାଗଠାନର ଧନୁଯାତ୍ରା ଏନୁ ବହୁତ୍ ଭଲ ଅଛେ ଦସ୍ ଦିନ ଧରି ଯାତ୍ରା ହେଲା ହେଲେ ବାସୁଦେବ ବନ୍ଧିଶାଳ ଦୃଶ୍ୟ ନାହିଁ ଏନ୍ତା ଅନେକ ତ୍ରୁଟି ରହିଛେ ଦରବାର ରେ ରିଲ୍ସେଲ୍ କଳା ଭଳିଆ କରିଛନ ।
Proud to be bargadia
Great kansa maharaj🕉️🔯
୧୯୯୪ ମସିହାରେ ମୁଁ କଂସ ହୋଇଥିଲି ।ଆସିଥିଲେ ସ୍ୱର୍ଗତ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ବିଜୁ ପଟ୍ଟନାୟକ । ମଝିରେ ଆସିଥିଲେ ନବୀନ ପଟ୍ଟନାୟକ । ଏଥର ଆସିଥିଲେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ । ଏଇଥର ମୋର ଶେଷ । କହିଲେ ଅଭିନେତା ଭୁବନେଶ୍ୱର ପଧାନ ।
ଭାରତର ସମ୍ମାନନୀୟ ପ୍ରଧାନମନ୍ତ୍ରୀ ଆସିବା ବେଳକୁ ଆପଣ କଂସ ଭୂମିକା ରେ ଅଭିନୟ ନ କରିବାକୁ ବିଭିନ୍ନ ଚେନାଲ ମାଧ୍ୟମରେ ଜଣାଇବାର କାରଣ କ'ଣ ?
Agaru madhya anek kansa asichhanti au samaste bahut bhala abang gyani kintu gyana ra maha sagara sri Bhubaneswar pradhan ❤❤
Sir💐💐💐💐🙏
ଯିବି, ସମୁଦ୍ରରେ ସ୍ନାନ କରିବି । ଅନନ୍ତ ଶଯ୍ୟାରେ ଶୟନ କରୁଛନ୍ତି ବିଷ୍ଣୁ ଏବଂ ଲକ୍ଷ୍ମୀ । ତାଙ୍କୁ ଦର୍ଶନ କରିବି । ସୂର୍ଯ୍ୟଙ୍କୁ ପାଣି ଆଞ୍ଜୁଳାଏ ଦେବି । ଏବଂ କ୍ଷମା ପ୍ରାର୍ଥନା କରିବି । ଧନ୍ୟ ପ୍ରଭୁ ଭକ୍ତ ବିଶିଷ୍ଟ ଅଭିନେତା ଭୁବନେଶ୍ୱର ପଧାନ । ଆମର ତାଙ୍କୁ ପ୍ରଣାମ ।ରାମଚନ୍ଦ୍ର ପାଣି ଶ୍ରୀଅରବିନ୍ଦ ଆଶ୍ରମ, ପଣ୍ଡିଚେରୀ
Best. Dialogue of consa maharaj
ମହାରାଜା କଂସଙ୍କର ବାର୍ତ୍ତା -- ମାଆ ବାପାଙ୍କୁ କେବେ ବୃଦ୍ଧାଶ୍ରମକୁ ପଠାଅ ନାହିଁ । ତାଙ୍କ ସେବା କର ।
ଆସନ୍ତା ବର୍ଷଠାରୁ ଆଉ କଂସ ଭୂମିକାରେ ଅଭିନୟ କରିବେ ନାହିଁ, କିନ୍ତୁ ନିର୍ଦ୍ଦେଶନା ଦେବେ ଶ୍ରୀଯୁକ୍ତ ଭୁବନେଶ୍ୱର ପଧାନ ।
କାଳିଆ ସାଆନ୍ତଙ୍କ ପାଖରେ ଅନ୍ତ ନାହିଁ ।ଆଜି ଭକ୍ତ ଆଉ ଭଗବାନଙ୍କର ହେବ ଅପୂର୍ବ ମିଲନ ।
Jay bjp ❤❤
ନୂତନ ପିଲାମାନେ ସୁଯୋଗ ପାଆନ୍ତୁ ଏଵଂ ଅଭିନୟ କରନ୍ତୁ ।
Kauthi thila otv 11 din jatra vala kari dekhini j ebe pacharuchhi
Mamu😂😂🙏🙏🙏right
Chalanti Bishnu Gajapati nku Darshan kale mamu sabu papa khadana heba.Jay Jaganath.
Mamu tumar khel sarla
Mte bhubaneswar pradhan sir nka 6ada alga kahar bhal lage ni
2_9
3300 କି ତେତ୍ରିସହ
Aahu tare kansha huhanti sir
Ichha nathile b jabardastia dhanyabad dia
Tame ta gote raja mantri tama bandhu kemiti hele😅😅😅
Agaruthila ebe nuhe
କଂସଙ୍କର ଚୁଟି ନ ଥିଲା ସେ ଚନ୍ଦା ଥିଲେ 😂😂😂😂ହା ହା ହା ହା 🎉
Pher ta role paila bhaya ...baal thau ki ne thau talent ache
Devta landamundare b ase re murkh
ତୋର ତ ଚୁଟି ଅଛି ତୁ କଣଟା ତାଡ଼ି ପକେଇଛୁ ଆଜି ପର୍ଯ୍ୟନ୍ତ
Koshal state karba au mudia Mari jiba Puri k ?
A bhai sabubele amti huani
Sabu bele koshal kahele nai hua vagban nka upre rajniti Kara nai vagban ra jatra hauchi
@@UpendraMajhi-j3q mor kahebar katha heuchhe Nursing nath re pap duhi hei jiba
@@nunmircha435 mohadadhi re eka khyama magajaisi alga ken si Thane nai hua nai ta vagban Sabu Thane achan Sabu jagare
Ashanta Barsha 5 crores .Kia khae re 80 acara?
Odisha BJP sarkar luti sarila ni alu piaj odisha ku luti sarila ni Pani pariva ret helani
Great man ❤❤❤
🙏🙏🙏
ବହୁତ ସୁନ୍ଦର ଅଭିନୟ ଥିଲା କଂସ ମହାରାଜ ଭୂମିକା ରେ ଭୁବନେଶ୍ୱର ପ୍ରଧାନ sir ଙ୍କ ଭୂମିକା l ଆଉ ମଧ୍ୟ୍ୟ ସେ ଜଣେ ଅସାଧାରଣ ପ୍ରତିଭା ର ଅଧିକାରୀ, ସରଳ, ନିଷ୍କପଟ, ନମ୍ର ସ୍ୱାଭାବ ର ମଣିଷ
ତାଙ୍କର ପ୍ରତେକଟି କଥା ଆମ ଯୁବପିଢ଼ି ଙ୍କ ପାଇଁ ପ୍ରେରଣା ର ଉତ୍ସ ହେଇ ରହିବ
ଧନ୍ୟବାଦ ପ୍ରଧାନ ବାବୁ ଆପଣଙ୍କୁ ଅନୁରୋଧ ଆଉ ଗୋଟିଏ ଥର ଆମେ ଆପଣଙ୍କର ଅଭିନୟ ଦେଖି ବା ପାଇଁ ଚାହୁଁଛୁ
Jay jagannath
ଏହା କେବଳ ପରମ୍ପରା ନୁହେଁ, ଏହା ହିଁ ଜଣେ ମଣିଷ ର ଆତ୍ମସମର୍ପଣ, ପ୍ରଭୁଙ୍କ ନିକଟ ରେ।
ଧନ୍ୟ ମହା ରାଜା କଂସ. ଜଣେ ଗୁଣି, ଞ୍ଜାନୀ ଓ ବିଜ୍ଞ ବ୍ୟକ୍ତିତ୍ୱ 🙏🙏🙏ସତରେ ସଂକଳ୍ପ ମଧ୍ୟ ବିଚକ୍ଷଣ, ନାରାୟଣଙ୍କ ମହାନ ଭକ୍ତ ଧନ୍ୟ ଧନ୍ୟ ଧନ୍ୟ.. ମହାରାଜ 🙏🙏🙏
ବହୁତ ସୁନ୍ଦର ଅଭିନୟ ପଧାନ ଆଜ୍ଞା!! ଆପଣ କୋଶଲ ମାଟି ର ଗର୍ବ ଏବଂ ଗୌରବ ଆନ !! ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ର କଂସ ମହାରାଜ ଙ୍କୁ ମୋର ଅନୁରୋଧ !!ବରଗଡ ଜ଼ିଲ୍ଲା ରେ ବହୁତ ଗାଁ ଏପର୍ଯ୍ୟନ୍ତ ସୂଚ୍ଛ ଭାରତ ଅଭିଯାନ କୁ ଖାତିର ନକରି ରାସ୍ତା ଉପରେ ମଳ ତ୍ୟାଗ କରୁଛନ୍ତି!! ଏହିପରି ଅପରିଷ୍କାର କରୁଥିବା ଗାଁ ମାନଙ୍କୁ ଏବଂ ଗାଁ ର ଲୋକଙ୍କୁ ଉଚିତ ଦଣ୍ଡ ବିଧାନ କରିବା ସଙ୍ଗେ ଜନ ସଚେତନ କରିବା ପାଇଁ ଗୋଷ୍ଠୀ ଉନୟନ ଅଧକାରୀ ଏବଂ ଜ଼ିଲ୍ଲାପାଳ ଙ୍କୁ ଏବଂ ଆଦେଶ କରନ୍ତୁ!!
O TV କୁ ଧନ୍ୟବାଦ ଏହି ସୁନ୍ଦର ସ୍ମରଣୀୟ ସାକ୍ଷାତ୍କାର ପାଇଁ ।
ବରଗଡ ରେ ଧନୁ ଯାତ୍ରା ଶ୍ରୀକ୍ଷେତ୍ର ରେ ସ୍ନାନ କରି କ୍ଷମା ପ୍ରାର୍ଥନା...ଏହି ପରମ୍ପରା ଆମ ଉତ୍କଳ ମା କୁ ଏକତ୍ର କରି ରଖିଚି ..... ଆପଣଙ୍କ ର ଆଗାମୀ ଜୀବନ ସୁଖମୟ ହେଉ... ଆପଣଙ୍କ ଅଭିନୟ ଚିର ସ୍ମରଣୀୟ ❤
Don't use shitty utkala word we are united odisha
One of the finest to play this role ever ❤🙏 Thank you for your contribution
ଚମତ୍କାର ! ଜୟ ଜଗନ୍ନାଥ !
ଧନ୍ୟ ଅଭିନେତା ମହାରାଜା କଂସ ଭୂମିକାରେ ଭୁବନେଶ୍ୱର ପଧାନ ।
ଧନ୍ୟବାଦ କଂଶ ମହାରାଜା ଆସନ ଲୋଭ ନ କରି ଅନ୍ୟ କାହାକୁ ସୁଯୋଗ ଦେଇଥିବା ରୁ ହେଲେ ନବୀନ ପଟ୍ଟନାୟକ ଚାଲି ପାରୁନି ହେଲେ ମଧ୍ୟ ଚୌକି ଲୋଭ ରେ ରାଜନୀତି କରୁଛି।।
Ek dam right katha kahicha bhai
😊😊😊😊😅😅😅😅😅😂😂😂😂😂😂😂😂😂🤣🤣🤣🤣🤣🤣🤣🤣🤣🤣
Pura thik katha bhai
ସେବା ମନ ଭାବ ଥିଲେ ଲୋକ କେବେ ବିଶ୍ରାମ କଥା ଚିନ୍ତା କରେନି, କାରଣ ନବୀନ ପଟ୍ଟନାୟକ ଙ୍କ କିଏ ନାହାନ୍ତି ଯେ ସେ ମରିଗଲା ପରେ ତାଙ୍କ ପୁଅ ନାତି , ସ୍ତ୍ରୀ ତାଙ୍କ ସମ୍ପତି କୁ ଭୋଗିବ। ଆପଣ ମାନେ କଣ ଜାଣିଛି ସେବାର ର ମହତ୍ତ୍ଵ ଆଉ ଗୋଟେ ପରିବାର ଦାୟିତ୍ଵ ? ପଚାରନ୍ତୁ ଆପଣ ଘରର ମୁଖ୍ୟ ଆପଣ ଙ୍କ ଗୁରୁଜନ ଙ୍କୁ ସେମାନେ ବୟସ ର ଚରଣ ସୀମା ରେ ଉପନୀତ ହେଲେ ବି ତାଙ୍କର ଘର ପ୍ରତି ଚିନ୍ତା ଥାଏ। ଆପଣ ମାନଙ୍କର ବୟସ ହୋଇନାହିଁ ନବୀନ ବାବୁ ଙ୍କ ବ୍ୟକ୍ତିତ୍ଵ ଉପରେ ସମାଲୋଚନା କରିବା
ସେଇଠି ପାଇଁ ପାଣ୍ଡୁ କୁ ଜ୍ବାଇଁ ପୁଅ କରି ରଖିଥିଲା ତାର କେହି ନାହିଁ ବୋଲି
ଜୟ ଜଗନ୍ନାଥ ଜୟ ଶ୍ରୀ କୃଷ୍ଣ
ଅତି ସୁନ୍ଦର ଅଭିନୟ❤️🙏
କଳିଯୁଗରେ କଂସ ହିରୋ, କୃଷ୍ଣ ଭିଲେନ୍।ଧନ୍ୟ ଧନୁଯାତ୍ରା।
ବାବାବା ମାମୁଁ ଙ୍କଶ👌💐🙏👍
ଜୟ ଜଗନ୍ନାଥ ।
Jay Jagannath 🚩🙏🙏🙏
ଭୁବନେଶ୍ଵର୍ ପ୍ରଧାନ୍ ଆଜ୍ଞା ଜଣେ ପ୍ରଗାଢ଼୍ ଜ୍ଞାନୀ ବ୍ୟକ୍ତି । ତାଙ୍କୁ ମୋର୍ ଶତ 🙏। ତାଙ୍କ ମନୋସ୍କାମନା ମହାପ୍ରଭୁ ଶ୍ରୀଜଗନ୍ନାଥ୍ ପୂରଣ୍ କରନ୍ତୁ ।
Hn se jane gyani pandita
Jay ho🙏💥
Nice moment❤❤❤ Jay shree krishna
Really your acting is excellent no language to praise you you are not only pride of baragarh but also of all odisha may lord jagannath bless you be long live jai jagannath jai maa sample swari
JayJagannath 💐💐💐🙏
Bargarh district is really a land of culture and intellectual
ଧର୍ମର ଜୟ, ପାପର କ୍ଷୟ ।
Jai jagannath swami
Mast,proud of Bargarh❤❤❤
Jay shri krishna Jay jagannath
Beauty full sir ❤❤❤❤
Jay jagannath
Joy jagannath
Really great person with great actor
..
Wow!! Bahut badhia dialogue au bahut badhia uttara..
Jay srikrishna
Jay bbsr pradhan
Jay shree jagannath
Jay jaganath
ଆପଣଙ୍କୁ ଭଗବାନ ଭଲରେ ରଖନ୍ତୁ 🙏🙏🙏
🙏🙏🙏🙏🙏❤❤❤❤ jay jaganath❤❤❤❤ 🙏🙏🙏🙏
Bhubaneswar pradhan is best କଂସ forever
Gopal Sahu laughing at the corner
Jay Jagannath 🙏🙏🙏🚩🙏🚩
Very beautiful❤❤
Jay Jagannath Swami
ହେ ପ୍ରାଭୁ ! କଷ୍ଟରୁ ତାରଣ କରୁ ବୋଲି ତୋ ନାମ କୃଷ୍ଣ । -- ଅଭିନେତା ଭୁବନେଶ୍ୱର ପଧାନ ।
Ati sundar
Great
କଂସା ବାଛି କରି କାଇଁ ଲାଭ୍ live video ଦେଖୁଥିଲି ଆଲାଗଠାନର ଧନୁଯାତ୍ରା ଏନୁ ବହୁତ୍ ଭଲ ଅଛେ ଦସ୍ ଦିନ ଧରି ଯାତ୍ରା ହେଲା ହେଲେ ବାସୁଦେବ ବନ୍ଧିଶାଳ ଦୃଶ୍ୟ ନାହିଁ ଏନ୍ତା ଅନେକ ତ୍ରୁଟି ରହିଛେ ଦରବାର ରେ ରିଲ୍ସେଲ୍ କଳା ଭଳିଆ କରିଛନ ।
Proud to be bargadia
Great kansa maharaj🕉️🔯
୧୯୯୪ ମସିହାରେ ମୁଁ କଂସ ହୋଇଥିଲି ।
ଆସିଥିଲେ ସ୍ୱର୍ଗତ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ବିଜୁ ପଟ୍ଟନାୟକ ।
ମଝିରେ ଆସିଥିଲେ ନବୀନ ପଟ୍ଟନାୟକ । ଏଥର ଆସିଥିଲେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ । ଏଇଥର ମୋର ଶେଷ । କହିଲେ ଅଭିନେତା ଭୁବନେଶ୍ୱର ପଧାନ ।
ଭାରତର ସମ୍ମାନନୀୟ ପ୍ରଧାନମନ୍ତ୍ରୀ ଆସିବା ବେଳକୁ ଆପଣ କଂସ ଭୂମିକା ରେ ଅଭିନୟ ନ କରିବାକୁ ବିଭିନ୍ନ ଚେନାଲ ମାଧ୍ୟମରେ ଜଣାଇବାର କାରଣ କ'ଣ ?
Agaru madhya anek kansa asichhanti au samaste bahut bhala abang gyani kintu gyana ra maha sagara sri Bhubaneswar pradhan ❤❤
Sir💐💐💐💐🙏
ଯିବି, ସମୁଦ୍ରରେ ସ୍ନାନ କରିବି । ଅନନ୍ତ ଶଯ୍ୟାରେ ଶୟନ କରୁଛନ୍ତି ବିଷ୍ଣୁ ଏବଂ
ଲକ୍ଷ୍ମୀ । ତାଙ୍କୁ ଦର୍ଶନ କରିବି । ସୂର୍ଯ୍ୟଙ୍କୁ ପାଣି ଆଞ୍ଜୁଳାଏ ଦେବି । ଏବଂ କ୍ଷମା ପ୍ରାର୍ଥନା କରିବି ।
ଧନ୍ୟ ପ୍ରଭୁ ଭକ୍ତ ବିଶିଷ୍ଟ ଅଭିନେତା ଭୁବନେଶ୍ୱର ପଧାନ ।
ଆମର ତାଙ୍କୁ ପ୍ରଣାମ ।
ରାମଚନ୍ଦ୍ର ପାଣି
ଶ୍ରୀଅରବିନ୍ଦ ଆଶ୍ରମ, ପଣ୍ଡିଚେରୀ
Best. Dialogue of consa maharaj
ମହାରାଜା କଂସଙ୍କର ବାର୍ତ୍ତା -- ମାଆ ବାପାଙ୍କୁ କେବେ ବୃଦ୍ଧାଶ୍ରମକୁ ପଠାଅ ନାହିଁ । ତାଙ୍କ ସେବା କର ।
ଆସନ୍ତା ବର୍ଷଠାରୁ ଆଉ କଂସ ଭୂମିକାରେ ଅଭିନୟ କରିବେ ନାହିଁ, କିନ୍ତୁ ନିର୍ଦ୍ଦେଶନା ଦେବେ ଶ୍ରୀଯୁକ୍ତ ଭୁବନେଶ୍ୱର ପଧାନ ।
କାଳିଆ ସାଆନ୍ତଙ୍କ ପାଖରେ ଅନ୍ତ ନାହିଁ ।
ଆଜି ଭକ୍ତ ଆଉ ଭଗବାନଙ୍କର ହେବ ଅପୂର୍ବ ମିଲନ ।