ଧାମନଗରରେ ନେତାଙ୍କ ମୁଖା ଖୋଲିଦେଲେ ଜନତା | Dhamnagar Voter's Reaction | Election 2024 | Odisha Reporter

Поделиться
HTML-код
  • Опубликовано: 27 сен 2024
  • ନେତାଙ୍କ ଅସଲ ଚେହେରାକୁ ପଦାରେ ପକାଇଲେ ଭୋଟର । ଭୋଟ ପୂର୍ବରୁ ଜମୁଛି ଖଟି । ଉପ-ନିର୍ବାଚନରେ ହାରିଲା ବିଜେଡି, କର୍ମୀ କହିଦେଲେ କଣ ପାଇଁ ହାରିଲା ଦଳ ? ସେପଟେ ବିଧାୟକ ହେବାପରେ ସୂର୍ଯ୍ୟବଂଶୀ କିଛି କରିନଥିବା ଅଭିଯୋଗ ଆଣିଲେ ବିଜେଡି କର୍ମୀ । ବିଜେପି କର୍ମୀ କହିଲେ ଯାହା କରିଛନ୍ତି ସୂର୍ଯ୍ୟବଂଶୀ ।
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    RUclips: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #DhamnagarMood #VioterView #OdishaElection #PoliticalKhati #SurjyabansiSuraj #SanjayDash #Bhadrak #OdishaReporter #VotersReaction

Комментарии • 276

  • @Updated_News_
    @Updated_News_ 4 месяца назад +69

    ଯିଏ ଟଙ୍କା,ମଦ,ମାଂସ ପାଇଁ ମୁଣ୍ତ ବିକେ ଓ ତାମିଲ୍ ର କ୍ରୀତଦାସ ହେବାକୁ ପଛାଏ ନାହିଁ ତାକୁ ସ୍ବାଭିମାନୀ ଓଡିଆ ନୁହେଁ ମାଗଣା ଖିଆ ଓ ପାଦ ଚଟା କୋଢିଆ କୁହନ୍ତି । ଦୀର୍ଘ ୨୫ ବର୍ଷର ବିଜେଡି ସରକାରରେ ଆଜି ବି ଓଡ଼ିଶା ରେ ଦାଦନ ଦୁଃଖ, ମଦ ର ବନ୍ଯା, ଚାକିରୀ ବିକ୍ରି, ନୂଆ "ଓ" ସ୍କାମ, ପରିକ୍ରମା ପ୍ରକଳ୍ପ ନାଁ ରେ ତାମିଲ୍ କଣ୍ଟ୍ରାକ୍ଟରକୁ ଅହେତୁକ ଅନୁକମ୍ପା, ରତ୍ନ ଭଣ୍ଡାର ପ୍ରସଙ୍ଗ, ବେଦାନ୍ତ ଜମି ଦୁର୍ନୀତି, ଲକ୍ଷ୍ମୀ ବସ୍ ରେ ଦୁର୍ନୀତି,ଖଣି ଦୁର୍ନୀତି, ଝୋଟ ବ୍ଯାଗ ଦୁର୍ନୀତି,ନବ ଦାସ ହତ୍ଯା ଓ ଆହୁରି ଅନେକ ହତ୍ଯା, ପରୀ,ବେବିନା ପରି ନିଷ୍ପାପ ଶିଶୁ ଙ୍କ କଥା କହିଲେ ଗୋଟିଏ ବହି ହେବ। ବିଜେଡି ର ସବୁ ଯୋଜନା ମାଳ ମାଳ.......ହେଲେ ସବୁ ଯୋଜନା ପଙ୍ଗୁ, ଅଥର୍ବ ଆଉ ବିଫଳ। ସାଢେ ଚାରି କୋଟି ଓଡିଆ ମୋ' ପରିବାର କହୁଥିବା ମୁଖ୍ଯମନ୍ତ୍ରୀ ସାଂଘାତିକ ମିଛ କହି ତାଙ୍କର ଉତ୍ତରାଧିକାରୀ ସୂତ୍ରରେ ପାଣ୍ଡୁ କୁ ତାମିଲନାଡୁ ରୁ ଆବିଷ୍କାର କରା ଗଲା। ଉପନିର୍ବାଚନ ପରିପ୍ରେକ୍ଷୀରେ ନବୀନ ବାବୁ ବିଜେପୁର, ପଦ୍ମପୁର, ଏପରିକି ଧାମନଗର ର ଦାୟିତ୍ୱ ମୋର କହି ଠକି ଦେବା ସବୁଠାରୁ ନିନ୍ଦନୀୟ ଓ ଠକାମି ପ୍ରମାଣିତ ମଧ୍ଯ। ବିଜେଡିର ୨୫ ବର୍ଷ ସରକାର ରେ ଆଜି ବି ଅନେକ ଅଞ୍ଚଳ କୁ ରାସ୍ତା ଘାଟ, ପାନୀୟ ଜଳ, ବିଜୁଳି,ସ୍ବାସ୍ଥ୍ଯ ସେବା ଓ ଶିକ୍ଷା ପହଞ୍ଚି ପାରି ନାହିଁ। ବିଜେଡି ର କଳା ଟଙ୍କା,ମହିଳା ଙ୍କୁ ଶାଢୀ,ମଦ, ମାଂସ, ଗୁଣ୍ଡାଗର୍ଦ୍ଦି ଏପରିକି ମର୍ଡର କରି ଭୋଟ୍ ହାତେଇବାର ହୀନ ପ୍ରୟାସ କୁ ସ୍ବାଭିମାନୀ ଓଡିଆ କେବେ ବି ବରଦାସ୍ତ କରିବେ ନାହିଁ। ଓଡ଼ିଶା ରେ ତାମିଲ୍ ରାଜ୍ ଚଳିବ ନାହିଁ। ଏ ଲଢେଇ ଓଡ଼ିଶା ର ଅସ୍ମିତା ଓ ସ୍ବାଭିମାନ ପାଇଁ ତାମିଲ୍ ର କ୍ରୀତଦାସ ପାଇଁ ନୁହେଁ ବରଂ ଓଡ଼ିଶାର ନେତୃତ୍ବ ପାଇଁ 🚩ବିଜେପି❤ଜିନ୍ଦାବାଦ✊

    • @omprakashsingh2628
      @omprakashsingh2628 4 месяца назад

      Jay Jagannath 🙏👌🙏👌

    • @raghunathdehuri4809
      @raghunathdehuri4809 4 месяца назад

      100%ସତକଥା

    • @sudhansusekharjena6217
      @sudhansusekharjena6217 4 месяца назад

      Thik katha bhai , odisha ra voter kemiti paribartan heu nahanti he prabhu Jagannath odisha ra voter knu sad budhi diya

    • @biswajeetnayak5019
      @biswajeetnayak5019 3 месяца назад

      Right kahicha bhai ethara hatiba ei bhrastachar Bjd sarkar😡😡

  • @Abirachandramajhi
    @Abirachandramajhi 4 месяца назад +76

    ସମୟ ଅଛି ସୁଧୁରୀ ଯାଅ । ନଚେତ୍ ୫ବର୍ଷ ପୁଣି ପସ୍ତେଇବ । କିଛି ଟଂକାରେ ବିକ୍ରି ହୁଅନ୍ତୁ ନାହିଁ ।

  • @brundabanmandika5298
    @brundabanmandika5298 4 месяца назад +76

    ସତରେ ସୁରୋଜ ସୂର୍ଯ୍ୟ ବନ୍ଶୀ ରାଜ୍ୟରେ ଚର୍ଚ୍ଚିତ ଚେହେରା।

  • @samaruhernna4118
    @samaruhernna4118 4 месяца назад +12

    500 ଟଙ୍କା ରେ ବିକ୍ରିହୁଅନ୍ତୁ ନାହିଁ ପାଞ୍ଚବର୍ଷପସ୍ଥେଇବାକୁ ପଡିବ ଜୟ ମୋଦୀ ଜୀ

  • @User-yhjjgzz
    @User-yhjjgzz 4 месяца назад +42

    BJP jindabad 🎉

  • @ashwinisahu6584
    @ashwinisahu6584 4 месяца назад +26

    SURJYABANSHI SURAJ ZINDABAD

  • @sushantasahu7066
    @sushantasahu7066 4 месяца назад +3

    ଧାମ ନଗର ର ଭାଇ ମାନେ ସୂର୍ଯ୍ୟାବଂଶୀ ହେଉଛି ଗୋଟିଏ brand

  • @ashokrana8322
    @ashokrana8322 4 месяца назад +10

    ଯଦି କେହି ଟଙ୍କା ଦେଉଛନ୍ତି 500*365 ଦିନ *5ବର୍ଷ =912500 ଆଣ ନଚେତ ଠିକ ପ୍ରାଥି କୁ vote ଦିଅ

  • @F56980
    @F56980 4 месяца назад +24

    ବିଜେଡିର କର୍ମୀଠାରୁ କୁଜିନେତା ସେନ୍ତ୍ରୀଠାରୁ ମନ୍ତ୍ରୀ ଏତେ ନିର୍ଲଜ ଯେ ଆପଣମାନେ କାଠେଇ ଯିବେ

  • @srustidhardey5817
    @srustidhardey5817 4 месяца назад +56

    BJP must win ❤❤❤❤❤❤

  • @ashwinisahu6584
    @ashwinisahu6584 4 месяца назад +9

    SURJYABANSHI SURAJ SIR ODISHARA

  • @Srvision615
    @Srvision615 4 месяца назад +9

    25 ବର୍ଷରେ ବିଜେଡି କିଛି ତାଡି ପାରିଲାନି ସୂରଜଙ୍କୁ ଦେଢ଼ ବର୍ଷ ର ହିସାବ ମାଗୁଛନ୍ତି. ଏ ବେହିଆ ବିଜେଡି କର୍ମୀଙ୍କୁ ଲାଜ ନାହିଁ .

    • @chandankumarjena9286
      @chandankumarjena9286 4 месяца назад +1

      ପୁରା ସତ କହିଲେ ଆପଣ...

    • @ShrutikasanniddhiDas
      @ShrutikasanniddhiDas 4 месяца назад +3

      ମୋ ଭଉଣୀ ବାହାଘର ରେ ସେ ନିଜେ ଉପସ୍ଥିତ ରହି ଭୋଜି ପାଇଁ grocery ସବୁ କରେଇ ଦେଇଥିଲେ, ତାକୁ ଇଶ୍ଵର କୋଟି ପରମାୟୁ ଦିଅନ୍ତୁ। ସେ ନେତା ନୁହେଁ, ସେ ଆମ ପୁଅ ।।❤❤

    • @ShrutikasanniddhiDas
      @ShrutikasanniddhiDas 4 месяца назад +2

      କୋଉ MLA ଏମିତି ହେବ ଯିଏ ସାଧାରଣ ଜନତା ର ଲୁହ ବୁଝୁଛି

    • @ShrutikasanniddhiDas
      @ShrutikasanniddhiDas 4 месяца назад +1

      @@Srvision615 I am a big supporter of Suraj surybansi not BJP or not BJD । I believe in work for vulnerable । No party but ମାଟି

    • @sudhansusekharjena6217
      @sudhansusekharjena6217 4 месяца назад

      ,bjd 25 barsa ra hisaba dau

  • @Publicsmaster
    @Publicsmaster 4 месяца назад +8

    ଏଇ ମାନଙ୍କ ଭିଡିଓ ରଖିଥାଅ ସମୟ ଆସିଲେ Rosting କରିବା ସେ ସୁରଜ ବିଷୟରେ କହୁଛି ନା

    • @mamatamohanty9774
      @mamatamohanty9774 4 месяца назад +2

      Bjd ra jete kritadas acchanti au pandian ra video rakha,samaya asile semankara roast karajiba.

  • @manoranjsahoo9197
    @manoranjsahoo9197 4 месяца назад +7

    Jai 🎉suraj 🎉🎉bahi 🎉
    Jai 🎉suraj 🎉bahi 🙏

  • @babulisahu8575
    @babulisahu8575 4 месяца назад +8

    B j p jindabad Jay jagannath

  • @Sagar11532
    @Sagar11532 4 месяца назад +2

    Dhamnagar basi ku mora anorodha suraj bhai nku bahuparimanare jiteiba 🙏🙏🙏🙏

  • @BhajramGouda-ze5tk
    @BhajramGouda-ze5tk 4 месяца назад +22

    BJP

  • @biswojitpradhan9381
    @biswojitpradhan9381 4 месяца назад +9

    ସୁରଜ ଭାଇ cm hebe

  • @odiaentertainment7049
    @odiaentertainment7049 4 месяца назад +5

    East and West Suraj is best

  • @kamallochannayak9660
    @kamallochannayak9660 4 месяца назад +2

    Jago Odisha Jago

  • @anilmohanty552
    @anilmohanty552 4 месяца назад +4

    Rajyara mukhyamantri hoi paribe nahin physical unfit loka ehaa sambhidhaan re lekhaa achhi
    Janch hebaa darkaar immediately EC, high court, supreme court ,Governor of Odisha, President of India ehaku turant hastakhyepa kariba uchit.
    Eita gote rajya kahara nija ghara nuhan ki niji company nuhan
    Lokamananku bhakua banaiba uchit nuhan, gote rajya sahita khelwad kara nahin
    Bhagwaan sahibenahin

  • @ashwinisahu6584
    @ashwinisahu6584 4 месяца назад +9

    MODIJI BJP ZINDABAD

  • @pbidyadharpalai4844
    @pbidyadharpalai4844 4 месяца назад +2

    Yes brother

  • @ashokrana8322
    @ashokrana8322 4 месяца назад +3

    ଗାମୁଛା ପକା contractor ଭାଇ ଓଡ଼ିଆ ଶ୍ରମିକ ମାନେ ଅକର୍ମଣ୍ୟ କାମ କରି ଜାଣନ୍ତିନି ଆଉ କାମ ଚୋର ଏବେ ଲୋକେ କୁହନ୍ତୁ bjd କୁ ଭୋଟ ଦେଇ କଣ ପାଇବେ

  • @mitumohanty6133
    @mitumohanty6133 4 месяца назад +1

    ଆମ ମୁଖ୍ୟମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ, ❤️🌹❤️

  • @hemantamallick7466
    @hemantamallick7466 4 месяца назад +2

    Right

  • @RavanRam-cw5vy
    @RavanRam-cw5vy 4 месяца назад +4

    Sujar bhai jindabad ❤❤

  • @BailochnNayak
    @BailochnNayak 4 месяца назад +5

    2024 ରେ ଛେଳି କୁକୁଡ଼ା ମେଣ୍ଡା ହେଇପାରିବିନି କାରଣ ବିଜେଡି ହାୱାରେ ଲୋକେ ଭୋଟ ଦେଉଥିଲେ ଆଉ ସେଇଟା ହେଇପାରିବନି କାରଣ ବିଜେଡି ଉପରେ ଲୋକ ମାନଙ୍କର ଭରସା ନାହିଁ

  • @manju450
    @manju450 4 месяца назад +6

    Only padma

  • @Abirachandramajhi
    @Abirachandramajhi 4 месяца назад +1

    ସୂର୍ଯ୍ୟ ବଂଶୀ a great leader.

  • @sarojinibagh1990
    @sarojinibagh1990 4 месяца назад +1

    Suraj suraj BJP jindabad

  • @SatayamMalik
    @SatayamMalik 4 месяца назад +1

    ସମୟ ଆସିଛି ପରିବର୍ତ୍ତନ କରନ୍ତୁ

  • @pradyumnabhuyan1680
    @pradyumnabhuyan1680 4 месяца назад +8

    Bjp ki jay hoo

  • @RabindraPuhan-ui4pm
    @RabindraPuhan-ui4pm 4 месяца назад +1

    ସୂର୍ଯ୍ୟ ବନ୍ଶୀ଼, ଓଡ଼ିଶା ରେ ମୁଖ୍ୟମନ୍ତ୍ରୀ ହବା ଦରକାର ନହେଲେ ପାନ୍ଦିଆନ ଓଡ଼ିଶା କୁ୍ ବରବାଦ କରିଦବ ଲୋକେ ସଚେତନତା ଆବଶ୍ୟକ

  • @hemantadas8555
    @hemantadas8555 4 месяца назад +3

    Jay shree ram ❤❤❤❤

  • @narayandalai8414
    @narayandalai8414 4 месяца назад

    dhanyabad bhai

  • @juludas7523
    @juludas7523 4 месяца назад +1

    Dhamanghara block only Suraj sir win

  • @sudhansusekharjena6217
    @sudhansusekharjena6217 4 месяца назад +1

    Next cm odisha ra suruja suryabanshi bhai

  • @brajakishorsahoo6022
    @brajakishorsahoo6022 4 месяца назад

    Veri good

  • @dhananjayakhilar3888
    @dhananjayakhilar3888 4 месяца назад

    ଜୟ ହୋ 🌹

  • @soumyakanhu7113
    @soumyakanhu7113 3 месяца назад

    Sari gala ama Bhai win Kari gala ❤️ Suraj Bhai ❤️

  • @pratapdash8753
    @pratapdash8753 4 месяца назад +2

    Jaha karib taha bjp karib

  • @sarojkumarsatpathy2360
    @sarojkumarsatpathy2360 4 месяца назад

    Saraj is a leading political figure in Odisha

  • @bikramkishornaik9074
    @bikramkishornaik9074 4 месяца назад

    Really ସୂର୍ଯ୍ୟବଂଶୀ great in odisha

  • @bishnuprasadrout4739
    @bishnuprasadrout4739 4 месяца назад

    ମୁ ତ ଚାହୁଁଛି ଆମ ମାହାଙ୍ଗା ଭଳି ଶାନ୍ତି ପୂର୍ଣ୍ଣ ସ୍ଥାନ ରେ Surya ଭାଇ ଭଳି ନେତା ଟିଏ ଦରକାର

  • @careersolutionsatya1877
    @careersolutionsatya1877 4 месяца назад +1

    Naire Bandhu Bhatta Badhibaar Mula Karan Barmbar E katha Santosh Singh Saluja Abhijoga Kariasuthile. Se Kantabanji MLA

  • @RabindraPuhan-ui4pm
    @RabindraPuhan-ui4pm 4 месяца назад

    ଏ ଭଳି ନେତା ବାଲେଶ୍ଵର ଜିଲାର ଦରକାର

  • @KarnaPodha-fo8qc
    @KarnaPodha-fo8qc 4 месяца назад

    Jay surja

  • @SatayamMalik
    @SatayamMalik 4 месяца назад +1

    ବିଜେପି କୁ ମତଦାନ କରନ୍ତୁ

    • @sudhansusekharjena6217
      @sudhansusekharjena6217 4 месяца назад

      Vote for bjp dhamanagar basi knu anurodha suruja bhai knu jiteidiya

  • @PrakashkumarPradhan-wf6ko
    @PrakashkumarPradhan-wf6ko 4 месяца назад +1

    Swarajya bansi swaraj jitiba

  • @02bishnumishra
    @02bishnumishra 4 месяца назад

    Money will not work this time
    This time only Suryavanshi

  • @LaxmidharaRaut
    @LaxmidharaRaut 3 месяца назад

    Ebe kn hela

  • @balsantosh953
    @balsantosh953 4 месяца назад

    Suraj kumar banshi

  • @emmi-ni7sr
    @emmi-ni7sr 4 месяца назад +1

    ଲୋକଙ୍କୁ 25 ବର୍ଷ ଶାସନ ଗାଦିରେ ବସେଇ ଛ
    କିନ୍ତୁ 5 ବର୍ଷ ସୂର୍ୟ ବଂଶୀ ସୁରଜ ଙ୍କୁ ଦେଇପାରିବ ନାହିଁ। ନୁହନ୍ତି ଦିଅନ୍ତୁ ଭୋଟ bjp

  • @narendrapanda6912
    @narendrapanda6912 3 месяца назад

    Only for Modi ji sir ❤❤❤❤

  • @SribantaParida
    @SribantaParida 4 месяца назад +1

    B j d ki vote doge to dhamnager ka sudhar hoga

  • @pradepnayak5122
    @pradepnayak5122 4 месяца назад +1

    Good bite

  • @Sbbaboo6679
    @Sbbaboo6679 4 месяца назад

    Suryabansi is great 👍

  • @shantununayak8246
    @shantununayak8246 4 месяца назад

    ଆପଣଙ୍କ ଏଇ 24 ମିନିଟ ଭିଡ଼ିଓରେ 16 ମିନିଟ ଜଣ ଙ୍କୁ ଦେଲେ ଲାଷ୍ଟ 8 ମିନିଟ ଆଉ ଜଣଙ୍କୁ 😂

  • @srikantajen3983
    @srikantajen3983 4 месяца назад +1

    Sujabhi

  • @BailochnNayak
    @BailochnNayak 4 месяца назад +1

    ବିଜେଡି ରୁ କେତେ ପଇସା ଖାଇଛୁ ବେ

  • @anuanushka2003
    @anuanushka2003 4 месяца назад +1

    Suryabainshi Suraj cm hele kichhi aachanbita hebarananhi

  • @Youngstarsusant
    @Youngstarsusant 4 месяца назад +1

    Suroj bhai karichhanty

  • @rampurty23
    @rampurty23 4 месяца назад +1

    Suraj bhai already jiti sarichanti au jitibe kn

  • @DebendraSethi-8836
    @DebendraSethi-8836 3 месяца назад

    Suraj sir

  • @tukunasethi4131
    @tukunasethi4131 4 месяца назад

    Suraj bhai

  • @DilipKhillar
    @DilipKhillar 4 месяца назад

    Suraj aagami chif minister of odisha 🎉

  • @lluluLuludas
    @lluluLuludas 3 месяца назад

    Suryavanshi Bhadrak Neheru Stadium ru MAHAPRABHU JAGANNATH NKU UDHAR KARICHHANTI

  • @himanshukumarmohanty8900
    @himanshukumarmohanty8900 4 месяца назад

    Biju Janata Dal means Baja Jamata Dal

  • @manojbehera5287
    @manojbehera5287 4 месяца назад

    ବାରୁଣୀ ackep ହୋଉଛି କାହାର ଖରାପ ଯିଏ କହୁଛି ତାର ମୁଣ୍ଡ ଖରାପ

  • @PrakashkumarPradhan-wf6ko
    @PrakashkumarPradhan-wf6ko 4 месяца назад

    20 barsare kna karichanti bhai

  • @jagannathpatnaik8409
    @jagannathpatnaik8409 4 месяца назад

    ଭାଇ ଠିକ୍ କହିଲେ କାମ କରିବା ସମ୍ପର୍କରେ ଓଡ଼ିଶା ରେ କାମ କଲେ ଓଡ଼ିଆ ଲୋକ ଏମିତି ହିଁ କରିବେ।

  • @anuanushka2003
    @anuanushka2003 4 месяца назад +1

    Andhra valia jagon mohon Reddy odishare suryabainshi Suraj ku cm karajau

  • @DurgaSingh-d2n
    @DurgaSingh-d2n 3 месяца назад

    ସୂର୍ଯ୍ୟବଂଶୀ ସୁରଜ୍ ଭଳି ଯୁବନେତା ଓଡ଼ିଶାରେ ବିରଳ

  • @ajayakumar292
    @ajayakumar292 4 месяца назад +1

    Rajukumugrunakaruchi

  • @OmkarSha-rw9ky
    @OmkarSha-rw9ky 4 месяца назад

    ଓଡ଼ିଆ କାମ କରୁନାହାନ୍ତି ସେ ମାଗୀଆ ଆଗେ ମାଡ଼ ମାର ଓଡ଼ିଶା ରେ ଜନ୍ମ ହୋଇ ଓଡ଼ିଆ କୁ ବଦନାମ କରୁଛୁ ସାଲା କହୁଛି

  • @raghumaninayak9593
    @raghumaninayak9593 4 месяца назад

    BJP ଜିନ୍ଦାବାଦ ଯୋଡ଼ା ପଦ୍ମ ଫୁଲ ବହୁତ ଭଲ

  • @bibhutibhushannaik4255
    @bibhutibhushannaik4255 4 месяца назад

    Saryabasi asiba medamane

  • @manaskumar8273
    @manaskumar8273 4 месяца назад

    Prakriti kable damnagar nirvachan mandal adaku Ghai Kariba Pani
    Kahi jaja puarku nahie😮😮😮

  • @silubehera6548
    @silubehera6548 3 месяца назад

    ତମେ ସବୁ ବିଜେପି ପାଗଳ ଏବେ ଖୁସି ତ

  • @smrutiranjan685
    @smrutiranjan685 4 месяца назад +2

    Yeh sabu bjd chura dala

  • @ghanashyamdash4746
    @ghanashyamdash4746 4 месяца назад

    Raju Das ଜଣେ ଵେପାରି ଦଳପ୍ରେମି ନୁହେଁ

  • @RabindraPuhan-ui4pm
    @RabindraPuhan-ui4pm 4 месяца назад

    ଓଡ଼ିଶା ବାସି ସଚେତନତା ଆବଶ୍ୟକ ନହେଲେ ପାନ୍ଦିଆନ ଓଡ଼ିଶା କୁ୍ ବରବାଦ କରିଦବ ଲୋକେ ସଚେତନତା ଆବଶ୍ୟକ ନହେଲେ ଦେଶ ବରବାଦ ହେଇଯିବ

  • @pradoshrath1035
    @pradoshrath1035 4 месяца назад

    Jaha hau Aska mp

  • @bhimarana8956
    @bhimarana8956 4 месяца назад

    Sabuthi darkar seibhali pidhayaka

  • @satyabratamahalik
    @satyabratamahalik 4 месяца назад +1

    BJP ❤️

  • @bhimarana8956
    @bhimarana8956 4 месяца назад

    All India re darkar sruja bansi suraj

  • @sanjaykumarmohanta6878
    @sanjaykumarmohanta6878 4 месяца назад

    Bhai tu aaga helmet ⛑️ pindhiki gadi chala ta pare reporting karibu

  • @dineshrath2500
    @dineshrath2500 4 месяца назад +1

    Suraj b ta karichi

  • @pbidyadharpalai4844
    @pbidyadharpalai4844 4 месяца назад +1

    Maa giya odisha re contract karuchhi ki band company re contract karuchhi j pagal ho kya

  • @bijaymajhi7776
    @bijaymajhi7776 4 месяца назад +1

    100t tila

  • @manojakumarbisoyee4611
    @manojakumarbisoyee4611 4 месяца назад

    Amar.hinjelikati.ganjam.thaka.nabiian.gomasta.pandian..athar..bhota.hinjelira.paibanahai.

  • @satyabratparida5197
    @satyabratparida5197 4 месяца назад +1

    BJD Amanat hareiba

  • @jagannathpatnaik8409
    @jagannathpatnaik8409 4 месяца назад

    ସୂରଯ ଏବେ ଅଛନ୍ତି ବଢି ପାଣି ଶୁଖି ଯିବ। କିଛି ନାହିଁ ଯେମିତି ୧୮ମାସ ରେ ଭତା ବଢାଇ ଦେଲେ। ପାଣ୍ଡିଆନ ଫଟୋ ରହିଲେ ତମ ଅସୁବିଧା କ'ଣ ତମ କାମ ହେଲା ତ ଠିକ୍। ରାଜ୍ୟ ସରକାର ୩୦୦ ରୁ ୧୦୦୦ ରେ କଲେ। ସୂରଜ କଲେ କଶ ? ପଞ୍ଚାୟତ ରୁ ୧୦୦ ଚାକିରି ୧୮ ମାସରେ ୧୮୦୦ ଚାକିରି ପାଇଲେ କି ?

  • @tulukandi6180
    @tulukandi6180 4 месяца назад

    Bjd କୁଜି ନେତା ଙ୍କ କଥାରେ ବିଲକୁଲ ପଡନ୍ତୁ ନହିଁ

  • @IpsaraniDas
    @IpsaraniDas 3 месяца назад

    NEXT CM SURIYABANSHI SURAJ🪷🫡

  • @Archita1
    @Archita1 4 месяца назад +1

    Always BJP❤

  • @bkking8260
    @bkking8260 3 месяца назад

    First of all.. Tu reporter babu, scooty chalauchhu bina helmet re.. Upar se gote hatare😂

  • @bikashbadi9395
    @bikashbadi9395 4 месяца назад

    Dhamanagar re BJP nhi Wine heba

  • @manoranjsahoo9197
    @manoranjsahoo9197 4 месяца назад +1

    Bjp government jinda bad 🎉