Natia comedy part 431 || Surya nka kopa

Поделиться
HTML-код
  • Опубликовано: 7 апр 2024
  • Women sarees - www.sofikart.com/page/product...
    Follow our new facebook page - / utkalcartoonworldofficial

Комментарии • 1,6 тыс.

  • @biswojitshow75
    @biswojitshow75 3 месяца назад +17

    କିଏ ନଟିଆ ଦେଖ ଲାଇକ କର

  • @jagadish_ff_
    @jagadish_ff_ 3 месяца назад +14

    ନଟିଆ କୁ ଯେଉଁ ମାନେ ପସନ୍ଦ କର ସମସ୍ତ like କର❤ 🥰🤭🙏

  • @priyalifestyle2779
    @priyalifestyle2779 3 месяца назад +11

    ନେଉଳ ଆଉ କ'ଣ ପାଇଁ କହୁନି ଦୁଃଖ ତମ ଭାଗ୍ୟ ରେ ଲେଖା . ତା'ର ସେଇ dialogue କୁ ମୁଁ ବେଶୀ miss କରୁଛି😂😂😂

  • @shriom1991
    @shriom1991 3 месяца назад +5

    ଜୟ ମା ତାରିଣୀ

  • @pareshkumarbehera1483
    @pareshkumarbehera1483 3 месяца назад +55

    ଜୟ ଶ୍ରୀଜଗନ୍ନାଥ*🙏ଜୟ ଶ୍ରୀ ସୂର୍ଯ୍ୟ ନାରାୟଣ*🙏/💐ଶୁଭ ସକାଳ🌞/Super👌😂 episode,Thanks to UCW team.

  • @sashmita949
    @sashmita949 3 месяца назад +35

    ଜୟ ଜଗନ୍ନାଥ ସାଙ୍ଗ 🙏ମାନେ Always My favourite Natia comedy ❤❤ ଆଉ ଆପଣ ମାନଙ୍କର

  • @pragatikabisoyi
    @pragatikabisoyi 3 месяца назад +42

    ରାଷ୍ଟ୍ରୀୟ ହିନ୍ଦୁ ନବ ବର୍ଷ ର ଶୁଭେଚ୍ଛା ଓ ଶୁଭକାମନା ସାଙ୍ଗ ମାନେ । 💐💐💐🙏🙏🙏😊😊😊

    • @reenadalai4636
      @reenadalai4636 3 месяца назад +1

      ତୁମକୁ ମଧ୍ୟ ଶୁଭକାମନା

  • @rabidalai3020
    @rabidalai3020 3 месяца назад +16

    CSK fan like kara ❤❤❤

  • @maachandimata.nuagaon3583
    @maachandimata.nuagaon3583 3 месяца назад +37

    ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ର ଶୁଭ ପାବନ ଅବସରରେ ମୋର ସମସ୍ତ ବନ୍ଧୁମାନଙ୍କୁ ଅନେକ ଶୁଭେଚ୍ଛା ଓ ଶୁଭକାମନା💐 ଏ ନବବର୍ଷର ପ୍ରତିଟି ମୂହୁର୍ତ୍ତ ସମସ୍ତଙ୍କର ଅମୃତମୟ ହେଉ,ସୃଜନଶୀଳ ହେଉ ,ତଥା ସୁଖ, ଶାନ୍ତି, ନିରାମୟ ଓ ସମୃଦ୍ଧିଶାଳୀ ହେଉ ଏହାହିଁ କାମନା🙏

  • @sashmita949
    @sashmita949 3 месяца назад +525

    Natia ପାରାଲେଲ୍ ୟୁନିଭର୍ସ୍ ଦେଖି ବାକୁ କୋଉ ମାନେ ଅପେକ୍ଷା କରିଛ ❤

  • @soumyasocialvoicer2873
    @soumyasocialvoicer2873 3 месяца назад +65

    ବୋହୁତ ବଢିଆ ଭାଇ
    ବୋହୁତ ସୁନ୍ଦର ବାର୍ତ୍ତା - ଆମେ ସବୁ ଯଦି ଚାହିଁବା ଗରମ କମି ଜୀବ
    ଆଜିଠାରୁ ସମସ୍ତେ ଶପଥ ନେଇ ପ୍ରାତ୍ୟକ୍ ରବିବାର ଗୋଟିଏ ଗୋଟିଏ ଗଛ ଲଗାଇ ତାର ଯତ୍ନ ନେଇ ବଞ୍ଚାଇବା।

  • @satyajitdash76
    @satyajitdash76 3 месяца назад +205

    ରାଷ୍ଠ୍ରୀୟ ନବ ବର୍ଷ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ

    • @PanduSing-uv7zj
      @PanduSing-uv7zj 3 месяца назад +4

      ❤Jggbjbgjlju

    • @PanduSing-uv7zj
      @PanduSing-uv7zj 3 месяца назад

      jjgjgjlg❤

    • @sibaramdalabehera2944
      @sibaramdalabehera2944 3 месяца назад

      @@PanduSing-uv7zj

    • @Rakes-wb5qu
      @Rakes-wb5qu 3 месяца назад +1

      ​@@PanduSing-uv7zj Tame kahipariba denga kemiti hebe jadi janithiba please tike kahiba bro karana mu au mo bhai deng achhu tike kam au tike denga haba ku chahuchu

  • @cutesasmita057
    @cutesasmita057 3 месяца назад +109

    ଶୁଭ ସକାଳ,,,, ଜୟ ଜଗନ୍ନାଥ,,,, ଏବେ ତ ଗରମ ଦିନ ଚାଲିଛି 🔥ସୂର୍ଯ୍ୟ ଙ୍କ ତାପ ଏତେ ବଢିଛି ଯେ କହି ହେବ ନାହିଁ 🤩ଭିଡ଼ିଓ ଟି ବହୁତ ସୁନ୍ଦର ହୋଇଛି 😍

  • @rajabagha6523
    @rajabagha6523 3 месяца назад +60

    ଆମ ଚାରିପଟେ କରିବା ବୃକ୍ଷରୋପଣ
    ନୋ ହେଲେ ଏ ଖରା ନେବ ଆମ ଜୀବନ
    ❤😂❤ ଜୟ ଜଗନ୍ନାଥ ❤😂❤

    • @ApartiNayak-ox3fs
      @ApartiNayak-ox3fs 3 месяца назад +2

      ❤❤❤😂😂😂🎉🎉😢😢😮😮😅😊😊

    • @rajabagha6523
      @rajabagha6523 3 месяца назад +1

      @@ApartiNayak-ox3fs thanku mo video tike dekhanttu

  • @GyanaRanjanBehera-dj3sc
    @GyanaRanjanBehera-dj3sc 3 месяца назад +3

    Kon kon sai baba ke bhakt hai like karein.
    🩷️🩷️🩷️OMM SAI RAM🩷️🩷️🩷️

  • @user-xi3mt5ey7s
    @user-xi3mt5ey7s 3 месяца назад +4

    ଓମ୍ ସୂର୍ଜାୟ ନମଃ 🕉️❤🙏🏽🚩🚩🚩

  • @TrainsRailroad-ev4uy
    @TrainsRailroad-ev4uy 3 месяца назад +10

    Natia paralal universe dekhibaku kiea wait karicha❤

  • @user-df3xf1gu3d
    @user-df3xf1gu3d 3 месяца назад +3

    Bola jay shree ram ki jay🙏🙏🙏🙏🙏🙏❤

  • @Madhaba_Dora
    @Madhaba_Dora 3 месяца назад +6

    ହିନ୍ଦୁ ନବବର୍ଷର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା 🙏 ଜୟ ଜଗନ୍ନାଥ 🙏🙏🥰

  • @9xm50
    @9xm50 3 месяца назад +5

    😊Nice Episode 🎞️📺🎭🤓
    ❤Lot Of Love From PuriDhamश्रीजगन्नाथपुरी 🪷⭕❗⭕🚩🙏🙇🛕🔔

  • @Comment-master474
    @Comment-master474 3 месяца назад +130

    ଭାଇ ଓ ଭଉଣୀ ମାନେ କିଛି ଶିଖ। ସରକାର ଙ୍କୁ ମୋର ଏତିକି ଅନୁରୋଧ ଜଙ୍ଗଲ କୁ ସୁନ୍ଦର ଓ ସୁରକ୍ଷା ରେ ରଖନ୍ତୁ 🙏🙏🙏

    • @user-lq8tj2ij3o
      @user-lq8tj2ij3o 3 месяца назад +3

      👍

    • @BhagyaMallick-ry3yn
      @BhagyaMallick-ry3yn 3 месяца назад +3

      ଏହି ସମସ୍ୟାର ସମାଧାନ ସରକାର କ'ଣ କରିବେ ସମସ୍ତ ଲୋକେ ମାନେ ଜଙ୍ଗଲ ନଷ୍ଟ ନକରି ଜଙ୍ଗଲ ର ସୁରକ୍ଷା କଲେ ଏହାର ସମାଧାନ ହେଇପାରିବ

    • @Comment-master474
      @Comment-master474 3 месяца назад +2

      @@BhagyaMallick-ry3yn ଆପଣ ଠିକ କହିଲେ

    • @Rakes-wb5qu
      @Rakes-wb5qu 3 месяца назад +2

      My11 circle re kemiti game kheli mobile jitanti tame kichhi janicha jadi janithiba please tike kahiba

    • @daleilitu613
      @daleilitu613 2 месяца назад

      Tu sikhunu

  • @prs_fireboy
    @prs_fireboy 3 месяца назад +3

    ଓଡ଼ିଆ ନବବର୍ଷ ରେ ଅନେକ ଶୁଭେଚ୍ଛା,ଜୟ ଶ୍ରୀ ରାମ 🙏🚩🚩🚩🚩🚩

  • @priyushpattanaik
    @priyushpattanaik 3 месяца назад +3

    ସମସ୍ତଙ୍କୁ ରାଷ୍ଟ୍ରୀୟ ନବ ବର୍ଷ ର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ❤❤

  • @Krishnadasbls180
    @Krishnadasbls180 3 месяца назад +13

    କାହା କାହା କୁ ଭିଡ଼ିଓ ର Thumbnail ଦେଖି Glucon d Advertise କଥା ମନେ ପଡିଗଲା 😂

  • @Mr.fliper18
    @Mr.fliper18 3 месяца назад +93

    ରାଷ୍ଟ୍ରିୟ ନବ ବର୍ଷ ର ଶୁଭେଚ୍ଛା ଓ ଅଭିନନ୍ଦନ ଜୟ ଶୀ ରାମ ❤❤

  • @dipunnaik2827
    @dipunnaik2827 3 месяца назад +5

    ସୁପ୍ରଭାତ ସମସ୍ତଙ୍କୁ 🙏🙏🙏🎈

  • @St.talking
    @St.talking 3 месяца назад +6

    Oh bhai londa amulet 😂😂😂

  • @kishorerarak4720
    @kishorerarak4720 3 месяца назад +23

    Notia aur Puja ka love story ka ek episode bnao aap to Puja Aur notia Ka love story hi Nahin dikhate 😢😢

  • @pragatikabisoyi
    @pragatikabisoyi 3 месяца назад +36

    ସୁପ୍ରଭାତ ଆଜିର ଦିନଟି ସମସ୍ତଙ୍କ ମଙ୍ଗଳମୟ ହେଉ। ଜଗତର ନାଥ ଜଗନ୍ନାଥ ଙ୍କ ନିକଟରେ ଏତିକି କାମନା କରୁଛି। 🙏🙏🙏😊😊😊

  • @SukantaPradhan-zn2ng
    @SukantaPradhan-zn2ng 3 месяца назад +6

    Super comedy

  • @chinmayakumardas9303
    @chinmayakumardas9303 3 месяца назад +25

    ସମସ୍ତ ସନାତନୀ ଭାଇ ଭଉଣୀମାନଙ୍କୁ ହିନ୍ଦୁ ନବବର୍ଷର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା! 💐💐 🙏ରାଷ୍ଟ୍ରୀୟ ନବବର୍ଷ ବା ହିନ୍ଦୁ ନବ ବର୍ଷ, ଚୈତ୍ର ଶୁକ୍ଳ ପ୍ରତିପଦା, ଯୁଗାବ୍ଦ ୫୧୨୬, ବିକ୍ରମ ସମ୍ବତ ୨୦୮୧ ର ଅନେକ ଶୁଭେଚ୍ଛା ।ନବବର୍ଷ ସମସ୍ତଙ୍କର ମଙ୍ଗଳମୟ ହେଉ 🎉🚩🙏

  • @laxmipriyapanda8935
    @laxmipriyapanda8935 3 месяца назад +37

    Jaha hau sakalu sakalu natia comedy pain tk khusi miluchi mind fresh heijauchi

  • @bimalkarna6473
    @bimalkarna6473 3 месяца назад +3

    Kia kia old chandu voice ku miss karucha like kara

  • @BijayiniPanda-os6ks
    @BijayiniPanda-os6ks 3 месяца назад +3

    ଶୁଭ ସକାଳ ସାଙ୍ଗ ମାନେ ଜଗତର ନାଥ ଜଗନ୍ନାଥ ଙ୍କ ପାଖରେ ଏତିକି ପ୍ରାର୍ଥନା ସମସ୍ତଙ୍କୁ ଭଲରେ ରଖନ୍ତୁ ❤❤❤❤

  • @manoranjanrout3183
    @manoranjanrout3183 3 месяца назад +4

    Mujhe like milega kya 😂❤

  • @Gourachandra-jm4ns
    @Gourachandra-jm4ns 3 месяца назад +6

    ଜୟ ଜଗନ୍ନାଥ 🙏 🙏 🙏

  • @laxmipriya7230
    @laxmipriya7230 3 месяца назад +68

    ନଟିଆ ର parallel universe epi ଦେଖିବାକୁକେଉଁମାନେ ଅପେକ୍ଷା କରିଥିଲ 🤩,,,,

  • @sipu6617
    @sipu6617 3 месяца назад +20

    Csk lover like kara ❤

  • @srikantsethy4074
    @srikantsethy4074 3 месяца назад +3

    ରାଷ୍ଟ୍ରୀୟ ହିନ୍ଦୁ 🕉🚩ନବବର୍ଷର ଶୁଭ ପାବନ ଅବସରରେ ଆପଣଙ୍କୁ ଏବଂ ଆପଣଙ୍କ ପରିବାର ଲୋକଙ୍କୁ ଅନେକ ଶୁଭେଚ୍ଛା ଓ ଶୁଭକାମନା।🙏🙏🙏🕉🚩🚩🚩🧡🧡🧡
    ଏ ନବବର୍ଷର ପ୍ରତିଟି ମୂହୁର୍ତ୍ତ ଆପଣଙ୍କର ଜୀବନ ଅମୃତମୟ ହେଉ,ସୃଜନଶୀଳ ହେଉ ,ତଥା ସୁଖ, ଶାନ୍ତି, ନିରାମୟ ଓ ସମୃଦ୍ଧିଶାଳୀ ହେଉ।
    ଏହାହିଁ କାମନା । 🧡🧡🧡
    ଜୟ ଶ୍ରୀରାମ 🙏🙏🙏🕉🚩🚩🚩🧡🧡🧡
    Jay Sri Ram 🙏🙏🙏🕉🚩🚩🚩🧡🧡🧡

  • @Comment-master474
    @Comment-master474 3 месяца назад +2

    ନଟିଆ କମେଡି ନ ଦେଖିଲେ ଗୋଟେ ଦିନ ରହି ହଉନି। 😭😭❤️❤️❤️❤️🙏🙏🙏🙏🙏

  • @Kumarjagu711
    @Kumarjagu711 3 месяца назад +13

    Bhalo lagila au tike long hehithila Bhalo lagithanta tothapi Bahut Bhalo lagila natia comedy mate Bahut Bhalo lage episode kete bele Asibo mu wait kariruhe love you all my friends 🥰❤️🥰

  • @-BarshaRanipanda
    @-BarshaRanipanda 3 месяца назад +7

    My all time favourite Natia comedy ❤❤

  • @bikash7469
    @bikash7469 3 месяца назад +13

    JAY JAGANNATH ⭕❗⭕

    • @_Bisnu_vlog
      @_Bisnu_vlog 3 месяца назад

      Jay jagonnath ❤❤❤

  • @santoshisantoshi8528
    @santoshisantoshi8528 3 месяца назад +2

    Kie kie bada heiki natia camedy dekhucha like kara❤

  • @user-vt8zk2ck2j
    @user-vt8zk2ck2j 3 месяца назад +6

    ବହୁତ ଭଲ ଭିଡିଓ ହେଇଛି
    ଆଉ ସତରେ ବି ବହୁତ ଖରା ହଉଛି
    ଜୟ ଜଗନ୍ନାଥ

  • @user-wr4vs1dr4i
    @user-wr4vs1dr4i 3 месяца назад +19

    Jaya shree Jagannath

  • @biswajitswain3194
    @biswajitswain3194 3 месяца назад +2

    Jai shree Ram 🚩🚩🚩1klike

  • @village_vlog_japan
    @village_vlog_japan 3 месяца назад +4

    Omm Surya Debaya Namaha🙏🙏🙏🙏🙏🙏

  • @Madhaba_Dora
    @Madhaba_Dora 3 месяца назад +37

    Kon kon bade hokar bhi chhote bacche ki tarah cartoon dekh rahe ho 🤣 Love From Kalahandi ❤️🥰🇮🇳

    • @user-lw4iq9hg6u
      @user-lw4iq9hg6u 3 месяца назад

      Hii

    • @priyatamarout887
      @priyatamarout887 3 месяца назад

      Mai aj bhi dekhtihu cartoon mujhe bahut aacha lagata hai or maja bhi atihai 🤣😀😀🫣😀😀😀😀😃😃☺️& I love my kendrapara 😀😀🫣🫣☺️

    • @mmsbisoyi143
      @mmsbisoyi143 3 месяца назад +1

      Mu

    • @user-bm8oh7bq2f
      @user-bm8oh7bq2f 3 месяца назад +1

      😢😢😢

    • @ApartiNayak-ox3fs
      @ApartiNayak-ox3fs 3 месяца назад

      😂🎉😢❤
      😮😅😊

  • @tdkkoraputiavideo2873
    @tdkkoraputiavideo2873 3 месяца назад +3

    ହିନ୍ଦୁ ନବ ବର୍ଷର ହାର୍ଦିକ ଅଭିନନ୍ଦନ year, 5126 ,Radhe Radhe

  • @Its_me_Nirakara01
    @Its_me_Nirakara01 3 месяца назад +2

    ବନ୍ଧୁ ତୁମେ ତ ନଟିଆ କମେଡି କୁ ଓଡ଼ିଆରେ ଶୁଣୁଛ ଓ ଦେଖୁଛ କିନ୍ତୁ ତୁମ ମନର ପରିଭାଷା କୁ ହିନ୍ଦୀ ଆଉ ଅଂଗ୍ରେଜୀ ରେ କାହିଁକି ପ୍ରକାଶ କରୁଛ।
    କଥାରେ ଅଛି ବା "ଆମେ ଓଡ଼ିଆ ଭାରି ବଢିଆ"❤
    ବନ୍ଦେ ଉତ୍କଳ ଜନନୀ ❤❤❤

  • @Graduatesom1
    @Graduatesom1 3 месяца назад +2

    Natia world bahut sundar mote jibaku icccha hoye natia world ko suport diya jemiti 10 million haba thank you ❤❤😊😊

  • @tikilapadhan9844
    @tikilapadhan9844 3 месяца назад +7

    ମୁଁ ଜାଣିଛି ଆଜି ମତେ like ମିଳିବ ନାହିଁ😂😂😂😂😂😂

  • @laxmipriya7230
    @laxmipriya7230 3 месяца назад +11

    MI & ROHIT fan 🤩👇

  • @janmejaytripathy4386
    @janmejaytripathy4386 3 месяца назад +6

    Nice initiative for public awareness.....

  • @satyabratasamal6414
    @satyabratasamal6414 3 месяца назад +19

    ବୃକ୍ଷ ମାନବ ସଭ୍ୟତାର ଏକ ଅବିଚ୍ଛେଦ୍ୟ ଅଙ୍ଗ। ମରୁଭୂମିରେ ମାନବ ସଭ୍ୟତା କେବେହେଲେ ତିଷ୍ଠି ପାରିବ ନାହିଁ। ଏହା ଏକ ଧୃବବାଣୀ। କିନ୍ତୁ ଆଜି ବିକାଶ ଆଳରେ ସମସ୍ତେ ଏକଥା ଭୁଲିବାକୁ ବସିଲେଣି। ଏବେଠୁ ସଚେତନ ନହେଲେ ମହାବିନାଶ ନିଶ୍ଚିତ। ବୃକ୍ଷର ମହତ୍ଵ ବ୍ୟାଖ୍ୟା କରିଥିବାରୁ ଉତ୍କଳ କାର୍ଟୁନ ୱାର୍ଲ୍ଡ କୁ ଅନେକ ଅଭିନନ୍ଦନ ଏ ଏପିଶୋଡ ପାଇଁ।

  • @soubhgyakumarranaskr7
    @soubhgyakumarranaskr7 3 месяца назад +8

    Hahahaha Danga ra role ta PURA perfect comedy 😂😂😂😂

  • @CHITESH-h4c
    @CHITESH-h4c 3 месяца назад +5

    ଜୟ ଜଗନ୍ନାଥ ସାଙ୍ଗ❤ମାନେ my Favourite Natia comedy ❤❤

  • @Commonman-Benu
    @Commonman-Benu 3 месяца назад +2

    କନ୍ଧମାଳ ପିଲା ଲାଇକ କର ❤❤😮🎉😊

  • @user-un9oz6ce8e
    @user-un9oz6ce8e 3 месяца назад +9

    JAYA jaganath ❤❤🎉🎉natiya comedy happy 8,14milion subscriber

  • @kamarajubehera4625
    @kamarajubehera4625 3 месяца назад +3

    Sabu episode 1/2 hours hele bhala hoi thanta😊😊😊

  • @gaurangacharanasahu6033
    @gaurangacharanasahu6033 3 месяца назад +7

    Jay jaganatha Jay odisha super comedy and video and akatigi 😁😎😎💯

  • @bantyjenaa7240
    @bantyjenaa7240 3 месяца назад +1

    ମୋର ଛୋଟ ବଡ ଭାଇ ଓ ଭଉଣୀମାନଙ୍କୁ ଏତିକି ଅନୁରୋଧ ଏବେ ତ ବହୁତ ଖରା ହେଉଛି ଦୟା କରି ସାଥିରେ ପାଣୀ ବୋଟେଲ ଓ ଗାମୁଛା ଛତା ନେଇକି ଯାନ୍ତୁ ଓ ଘର ର ଛାତ ଉପରେ ଟିକେ ପାଣୀ ରଖିଦିଅନ୍ତୁ
    ଓ ବାହାରେ ବି ଜୟ ଶ୍ରୀ ରାମ 🚩❤😊🇮🇳🙏

  • @jitendraswain2152
    @jitendraswain2152 3 месяца назад +2

    Jai shree ram ❤

  • @4HRX_GAMER
    @4HRX_GAMER 3 месяца назад +4

    Good morning friends ❤❤

  • @susmitabhoi832
    @susmitabhoi832 3 месяца назад +4

    ଜୟ ଜଗନ୍ନାଥ ସ୍ୱାମୀ ଆଜି ର ଦିନ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ କୃପା ରୁ ଭଲ ରେ ଭଲରେ କଟୁ ❤❤ 💐🙏😊

  • @manashdakualifestyle3640
    @manashdakualifestyle3640 3 месяца назад +5

    ଓମ୍ ସୁର୍ୟ ଦେବାୟ ନମଃ ❤

  • @user-ob6vo1jz5c
    @user-ob6vo1jz5c 3 месяца назад +72

    Kia jajpur ru dekhucha like kara

  • @LikuDj
    @LikuDj 3 месяца назад +5

    Thanks For 😊 1.6k Subscribe ❤❤

  • @pragatikabisoyi
    @pragatikabisoyi 3 месяца назад +10

    Awesome Natia comedy 🥰🥰🥰 super screen play 👌👌👌Jai jagannath 🙏🙏🙏

  • @ArunamohakhudArunamohakhud
    @ArunamohakhudArunamohakhud 3 месяца назад +2

    ଭିଡିଓ ଟି ବହୁତ୍ ଭଲ ଲାଗିଲା 😊thank you ❤

  • @alokdas5478
    @alokdas5478 3 месяца назад +4

    ସମସ୍ତେ ଲେଖ ଜୟ ଜଗନ୍ନାଥ 🙏🙏🙏🙏

  • @birendranaik5326
    @birendranaik5326 3 месяца назад +7

    Jay jagarnath moha Prabhu namaste
    Khusi re rakhantu Prabhu samastanku 😊❤
    Sano pila pari notia comedy dekhu thiba loko tk like kara😅😅

  • @rajabagha6523
    @rajabagha6523 3 месяца назад +10

    ଶୁଭ ସକାଳ❤ ଆଜି ଯୋଉ ମାନେ ମୋ କମେଣ୍ଟ ଟି ପଢୁୂ ଚ ତାଙ୍କ ଦିନ ଟି ମଙ୍ଗଳ ମୟ ହେଉ❤
    ❤😂❤ ଜୟ ଜଗନ୍ନାଥ ❤😂❤

  • @princetapancreations6697
    @princetapancreations6697 3 месяца назад +3

    Really wonderful message to all human beings

  • @Rishiranjan322
    @Rishiranjan322 3 месяца назад +3

    ଆଜି ବିଗୁଲ୍ ବାଜିବ
    | jaldi ticket book karantu |
    Aji bbsr Stutee Cineplex hall re Achi premiere 3 PM re Anubhav Mohanty Asuchanti bigul film re jaldi tiket book karantu

  • @dinarinku1436
    @dinarinku1436 3 месяца назад +3

    ବହୁତ୍ ମଜା ଲାଗିଲା, ଆଉ ଶିକ୍ଷଣୀୟ ବି, ଧନ୍ୟବାଦ୍ ଉତ୍କଳ ବାବୁ

  • @llldakashvlogs3043
    @llldakashvlogs3043 3 месяца назад +4

    Suni rakha Samaste E episode dekhiba purbaru Pakhare Pani Bottle au Chhata rakhiba Nihati jaruri 😂😂 kanhiki naa E episode re 40° khara hauchhi 😂😂

  • @sumitrabandha3228
    @sumitrabandha3228 3 месяца назад +2

    Wow bahuta Sundar heichhi my favourite comedy natia comedy

  • @gdl0ver365
    @gdl0ver365 3 месяца назад +2

    LOVE From Mayurbhanj❤❤❤❤❤❤❤❤❤❤❤❤❤

  • @user-vh1xy6rs4r
    @user-vh1xy6rs4r 3 месяца назад +3

    ପରାଲେଲ୍ ଉନିଭାର୍ସ ଏପିଶୋଡ କେତେବେଳେ apload କରିବ ଭାଇ
    ଜୟ ଜଗନ୍ନାଥ

  • @RajendraSingh-ch4vo
    @RajendraSingh-ch4vo 3 месяца назад +4

    Jay Jagannath ❤❤❤😊😊😊

  • @DrAkshayKumarDutta
    @DrAkshayKumarDutta 3 месяца назад +1

    ରାଷ୍ଟ୍ରୀୟ ନୃତନ ବର୍ଷର ଅଭିନନ୍ଦନ
    ବିକ୍ରମ ସମ୍ବତ୍ - ୨୦୮୧,କଳି ଯୁଗାବ୍ଦ୍ଦ - ୫୧୨୬ ଚୈତ୍ର ଶୁକ୍ଳ ପ୍ରତିପଦା ତିଥି।🙏

  • @lopamudrabehera6046
    @lopamudrabehera6046 3 месяца назад +2

    Bohut bhala lagila so funny 😄 janmaru balunga😄😄😄😄

  • @mamtajforever1
    @mamtajforever1 3 месяца назад +3

    Jay jagannath🙏 subha sakala natia lover's ❤️

  • @handsomegm108_FF
    @handsomegm108_FF 3 месяца назад +18

    Kon kan hindu hai❤🚩

  • @Banasmitavlogs
    @Banasmitavlogs 3 месяца назад +2

    Last moment vest❤❤❤❤❤

  • @mogaon3327
    @mogaon3327 3 месяца назад +2

    Awareness type videos re English Subtitles rakhantu plz, cuz alaga language loka n ku bi helpful haba 😊, Mo matare raji thile like karibe 😊...

  • @bhaktabandhunayak-ib7xv
    @bhaktabandhunayak-ib7xv 3 месяца назад +16

    ଜୟ ଜଗନ୍ନାଥ ଶୁଭ ସକାଳ good morning 🌄🌄🌄🌅 all friends exilent super wonderfull mind-blowing 🌹❣️🎈🎈🎈❣️🌹🎈🎈🎈🎈🎈🎈🎈🎈🎈🎈

  • @pintusethi8472
    @pintusethi8472 3 месяца назад +11

    RCB fan like koro

  • @G2onlinecenter
    @G2onlinecenter 3 месяца назад +1

    Good to see I love ❤️ this

  • @OmkarMahananda-zb1jt
    @OmkarMahananda-zb1jt 3 месяца назад +1

    ନବ ର ବାହାଘର ହଉ 🎉🎉🎉

  • @user-te8xc2bi9i
    @user-te8xc2bi9i 3 месяца назад +3

    ❤❤Love you natia #talevloger from odisha sonepur❤❤❤❤❤❤❤❤❤

  • @kunumajhi6936
    @kunumajhi6936 3 месяца назад +20

    Good morning friends

  • @Cheecy_chic
    @Cheecy_chic 3 месяца назад +2

    ସକାଳୁ school ନ ଯାଇ ଖରା ରେ ବୁଲୁଛ କଣ ପାଇଁ 😂 ଟେକା ମାରି ସୂର୍ଯ୍ୟ ର ମୁଣ୍ଡ ଫଟେଇ ଦେଲ 😅

  • @JIBANGAMING766
    @JIBANGAMING766 3 месяца назад +2

    Only ଜଗତସିଂହପୁର

  • @manojtkdcoach
    @manojtkdcoach 3 месяца назад +4

    Bhai parallel video kebe asiba

  • @kanhubehera9949
    @kanhubehera9949 3 месяца назад +29

    Jauchi jaladi comment karidebi like miliba

    • @Rishiranjan322
      @Rishiranjan322 3 месяца назад +3

      ଆଜି ବିଗୁଲ୍ ବାଜିବ
      | jaldi ticket book karantu |
      Aji bbsr Stutee Cineplex hall re Achi premiere 3 PM re Anubhav Mohanty Asuchanti bigul film re jaldi tiket book karantu

    • @user-vy2mb3tl5g
      @user-vy2mb3tl5g 3 месяца назад +2

      Bhai gote bhala comment Kara tapare like miliba 😅😂

    • @rajabehera1721
      @rajabehera1721 3 месяца назад

      Bopa bala ta miliba tate😅😅😅

    • @user-im4np7zd2e
      @user-im4np7zd2e 3 месяца назад

      Coment 😂😂😂

    • @Undefeated_Manoj_0
      @Undefeated_Manoj_0 3 месяца назад

      Bala na

  • @supriyabehera6873
    @supriyabehera6873 3 месяца назад +2

    Jay jagannath🙏🙏 sata ra thki katha❤❤

  • @mrbhupincreation3820
    @mrbhupincreation3820 3 месяца назад +2

    କିଏ କିଏ କଳାହାଣ୍ଡି ରୁ ଦେଖୁଛନ୍ତି like କର ଜୟ ଜଗନ୍ନାଥ ମହାପ୍ରଭୁ ❤❤❤🙏🙏🙏

    • @JagannathSahu-
      @JagannathSahu- 3 месяца назад

      Mu Bhi Kalahandi Dist..Bhai Koun Block?