Bahut badhia ati sundar karya karm ehi bhalia plat form darkarahin thila Amara dharam sastra puran ved au jaha jaha Sabu achhi sesabuku eipidhara pilamanank thara agraha au jagrata Kariba e gote bhala prayasa jai jagannath 🙏
Aama sanskar aaw Sanskrit ete sundar mu kebe sopnare bi bhabi nathili dhanya aapana mane 🙏🙏🙏🚩🚩🚩🚩 aapana mananka pada tale koti koti pranam 🥰🙏🙏🙏🙏🙏🙏🚩🚩🚩🚩🚩🚩 Jai shree Jagarnnath 🙏🚩 Jai shree Ram 🙏🚩🚩🚩🚩🚩🚩
Great show that showcase the veda aptitude...Kudos to sidharth bhakti whole team for showing us such a great show which will definitely strengthen our culture and tradition..Jay shree Jagannath 🕉️⭕❗⭕🙏🚩
ବେଦ ଜାଣି ନାହିଁ
ଜ୍ଞାନ ଜାଣି ନାହିଁ
ଜାଣିଛି ପ୍ରଭୁ ତତେ
କେବଳ ଜଗନ୍ନାଥ ଜପେ
ଦୟା କରିଥିବୁ ମୋତେ...!!
ବେଦାଚ଼ାର୍ଯ୍ଯ ବହୁତ ସୁନ୍ଦର କାର୍ଯ୍ଯକ୍ରମ ସିଦ୍ଧାର୍ଥ ଭକ୍ତି ର କର୍ମକର୍ତ୍ତାଙ୍କର ....!!
ଜୟ ଜଗନ୍ନାଥ🙏🏿
ପ୍ରଭୁ ମଣିଷ ଜନ୍ମ ଦେଇଥିବାରୁ କୋଟିଏ ପ୍ରଣାମ ହୃଦୟ ରୁ ଜୟ ଜଗନ୍ନାଥ 🚩🚩🚩🙏🙏🙏
ବହୁତ୍ ଭଲ ଲାଗିଲା ସନାତନ ଧର୍ମ ବଜାୟ ରହୁ
ବହୁତ ସୁନ୍ଦର। ଶ୍ଳୋକଗୁଡିକର ଉଚ୍ଚାରଣ ଓଡ଼ିଆରେ ହେଲେ ଭଲ। ହିନ୍ଦୀ ଉଚ୍ଚାରଣ ଭଳି ହେଉଛି।
Odia na Hindi re se sabu sanskriti re hi sunibaku bhala lagiba ..hua ta bujhibaku sarala na heipare kintu vedo sabubele Sanskrit re hi haba darkar..❤
Sloka sabu Sanskrit re pa..Sei pain smti subhe sir
😂 Vedas ମୂଳ language Sanskrit ....
ଭାଇ ତାକୁ ଓଡ଼ିଆ ରେ କେମିତି କହିବେ ,ଏହାର ଅର୍ଥ ବର୍ଣ୍ଣନା ଓଡ଼ିଆ ରେ କରି ପାରିବେ କିନ୍ତୁ ଉଚ୍ଚାରଣ ତ ସଂସ୍କୃତ ରେ ହିଁ ହେବ ।
Sanskrit Na sunicha kebe..?
ଜୟ ଜଗନ୍ନାଥ
ଅତି ସୁନ୍ଦର କାର୍ଯ୍ୟକ୍ରମ
ଏ ମଞ୍ଚକୁ କୋଟିଏ ପ୍ରଣାମ ଜୟ ଜଗନ୍ନାଥ ହରିବୋଲ 🚩🚩🚩🙏🙏🙏
ପ୍ରଥମେ ଗୁରୁଜୀ ମାନଙ୍କୁ ମୋର ପ୍ରଣାମ , ପ୍ରକୃତରେ ଏମାନେ ଜ୍ଞାନୀ 🙏
ଏତେ ପରେ ମୁଁ ଓଡ଼ିଆ channel କୁ ଦେଖିବାକୁ ବହୁତ ସୁନ୍ଦର ଲାଗିଲା ❤
Ama Sanskruti Amo Sankar Amo Parampara
Amo Ved Sastra Ku Aka nua jariya re dekheibaro parayasa ati sundara lagila
ସତରେ ଏଇ ମନ୍ତ୍ର ଶୁଣି ଆତ୍ମା ପ୍ରଭୁ ଜଗନ୍ନାଥଙ୍କ ପାଖରେ ସମର୍ପଣ ହେଇଯାଉଚି
ଜୟ ଜଗନ୍ନାଥ
ଜୟ ସନାତନ 🙏
ଅତ୍ୟନ୍ତ ଆନନ୍ଦଦାୟକ କାର୍ଯ୍ୟକ୍ରମ.....ଧନ୍ୟବାଦ ସିଦ୍ଧାର୍ଥ ଟିଭି....ଜୟ ଜଗନ୍ନାଥ...
ପ୍ରତିଯୋଗୀ ମାନେ ପାରମ୍ପରିକ ପୋଷାକରେ ବେଦ ଶ୍ଳୋକ ପଢ଼ିଲେ ଆହୁରି ବହୁତ୍ ଭଲ ଲାଗନ୍ତl
ମହାନ୍ ଆମର ସଂସ୍କାର ଆଉ ସଂସ୍କୃତି 💕
🛕🙏🏻ଜୟ ଜଗନ୍ନାଥ 🙏🏻🛕
ଭାରତୀୟ ସଂସ୍କୃତିରେ ପୁନରୁଦ୍ଧାର ବହୁତ୍ ସୁନ୍ଦର କାର୍ଯ୍ୟକ୍ରମ🙏
ସମସ୍ତ ପଣ୍ଡିତ ମାନଙ୍କୁ ପ୍ରଣାମ। ଆମ ସମସ୍ତଙ୍କ ଧର୍ମ ଗ୍ରନ୍ଥ ହେଉଛି ବେଦ ଅଟେ। ଭଗବାନ ଙ୍କ ଗୁଣ ଗାନ କରିବା କୁ ହେଲେ ଦୟାକରି ବସିଥିବା ଚୌକି ର ପରିବର୍ତନ କରି ସାଧାରଣ ଲୋକ ଭଳି ସାଧାରଣ ଚୌକି ରେ ବସିଲେ ଭଲ ହେବ ବୋଲି ଆଶା କରୁଛି । ଧନ୍ୟବାଦ
ମନ ଖୁସି ହୋଇଗଲା ❤❤❤
ବହୁତ ଭଲ ଲାଗୁଛି। ବେଦ ଭାଗବତ ଗୀତା ର ପାଠ କରିବା ମନକୁ ଶାନ୍ତି ମିଳିଥାଏ। ମୋର ପିଲା ଦିନ କଥା ମନେପଡେ, ଯେତେବେଳେ 2012 ମସିହାରେ ମୁଁ ଦଶମ ଶ୍ରେଣୀରେ ପଢୁଥିଲି ଆମ ଗାଁ ର ପତିତପାବନ ମନ୍ଦିର ରେ ଶ୍ରୀମଦ୍ଭାଗବଦ୍ ଗୀତା ପ୍ରତିଯୋଗିତା ହେଇଥିଲା ମୁଁ ସେଠାରେ ତୃତୀୟ ପୁରସ୍କାର ପାଇଥିଲି। ବହୁତ ଭଲ ପ୍ରୟାସ ସିଦ୍ଧାର୍ଥ ଟିଭି ର।
😅l1dç ji
❤❤❤
ଏମିତି କାର୍ଯ୍ୟକର୍ମ ପାଇଁ ମୋ ପାଖରେ ଶବ୍ଦ ନାହିଁ, ଜୟ ଜଗନ୍ନାଥ 🙏
ଏ ସବୁ ଶୁଣିଲେ ବହୁତୁ ଶାନ୍ତି ଲାଗୁଚି ଆତ୍ମାକୁ 🙏🙏🙏
Right
ଏତେ ସୁନ୍ଦର ପ୍ରୟାସ ଦେଖି ବହୁତ ଖୁସି ଲାଗିଲା
ଭାରୀ ସୁନ୍ଦର କାର୍ଯ୍ୟକ୍ରମ, ବିପଥଗାମୀ ମାନେ ସୁପଥରେ ଯିଵାର ପ୍ରୟାସ ।ଜୟ ଜଗନ୍ନାଥ
ହରେ କୃଷ୍ଣ 🚩🙏
Right
ବହୁତ ସୁନ୍ଦର ପ୍ରୟାସ ଅଟେ ।ଆମ ସଂସ୍କୃତି ସନାତନ ଧର୍ମର ପୁନରୁଦ୍ଧାର ପାଇଁ ଏହା ଏକ ଭଲ ମଞ୍ଚ। 23:49
ଜୟ ଶ୍ରୀଜଗନ୍ନାଥ
ଅତି ସୁନ୍ଦର କାର୍ଯ୍ୟକ୍ରମ !
ଆପଣଙ୍କର ଏହି କାର୍ଯ୍ୟକ୍ରମ ବହୁତ ଭଲ ଲାଗିଲା ଜୟ ଜଗନ୍ନାଥ
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭାବତୁମେ ଅତି ସୁନ୍ଦର
Now I found a valuable show in odia ❤
ଅତି ଉତ୍ତମ ପଦକ୍ଷେପ ନେଇଥିବା ଗୁରୁଙ୍କୁ ମୋର କୋଟି କୋଟି ପ୍ରଣାମ
ସାମ୍ପ୍ରତିକ ସ୍ଥିତିରେ ଏପରି ଅତି ମହତ୍ତ୍ୱପୂର୍ଣ୍ଣ ଏବଂ ମୂଲ୍ୟବୋଧ ଭିତ୍ତିକ କାର୍ଯ୍ୟକ୍ରମ କରୁଥିବା କର୍ମକର୍ତ୍ତାଙ୍କୁ ଅଶେଷ ଧନ୍ୟବାଦ...
ଅତି ସୁନ୍ଦର୍ ପ୍ରୟାସ ଏହି କାର୍ଯ୍ୟକ୍ରମର ସମସ୍ତ କର୍ମ କର୍ତ୍ତା ଙ୍କୁ ପ୍ରଭୁ ଶ୍ରୀ ଜଗନ୍ନାଥ ଭଲରେ ରଖନ୍ତୁ ❤❤❤❤❤❤❤
ଏମିତି ପ୍ରୋଗ୍ରାମ ଆୟୋଜନ କରିଥିବାରୁ ସିଦ୍ଧାର୍ଥ ଭକ୍ତି channel କୁ ହୃଦୟରୁ ଧନ୍ଯବାଦ୍ 🙏
ବନ୍ଦେ ଉତ୍କଳ ଜନନୀ ।
ସର୍ବେ ଭବନ୍ତୁ ସୁଖୀନଃ ।
ଏହା ସର୍ବଦା ଏବଂ ଦୀର୍ଘ ପ୍ରୟାସ ରହୁ ।
ଓଁ ନମଃ ଶିବାୟଃ ।
ଓଡ଼ିଆ ବାଳକ ବାଳିକା ଏତେ ଉଚ୍ଚ କୋଟୀର ଜ୍ଞାନ ଶୁଣି ବହୁତ ଭଲ ଲାଗିଲା। ପିଲା ମାନଙ୍କୁ ଅଶେଷ ଧନ୍ୟବାଦ,ଆଶୀର୍ବାଦ।
ଜୟ ଜଗନ୍ନାଥ 🙏🙏🙏ମହୋଦୟ ପଣ୍ଡିତ ଜି ଆପଣ ମାନଙ୍କୁ ପ୍ରଣାମ 🙏🙏🙏
ମନକୁ ଅନେକ ଅନେକ ଆନନ୍ଦ ଲାଗୁଛି ଯେ ଉତ୍ତମ ପ୍ରୟାସ ନିଆଯାଉଛି ।😅🎉😂❤😂🎉 ଧନ୍ୟବାଦ
❤🎉ଜୟଜଗନ୍ନାଥ ବହୁତ ଖୁସି ହୋଇଗଲି ଜାରି ରଖନ୍ତୁ ଭଲହୋଇଛି
ବହୁତ୍ ସୁନ୍ଦର କାର୍ଯ୍ୟକ୍ରମ ଟିଏ, ସର୍ବଦା ସ୍ବାଗତଯୋଗ୍ୟ 💐💐💐🙏🙏🙏
ପ୍ରେରଣା ଦାୟକ ଧୀଶକ୍ତି ବୃଦ୍ଧି ଦାୟକ କାର୍ଯ୍ୟକ୍ରମ 👏ଧନ୍ୟବାଦ ସିଦ୍ଧାର୍ଥ ଟିଭି 👍
ସତରେ ଆଜ୍ଞା 🙏🙏🙏
Great show..... Great thought...... It will reconstruct our culture......
Bahut badhia ati sundar karya karm ehi bhalia plat form darkarahin thila Amara dharam sastra puran ved au jaha jaha Sabu achhi sesabuku eipidhara pilamanank thara agraha au jagrata Kariba e gote bhala prayasa jai jagannath 🙏
ପ୍ରଣାମ 🙏। ବହୁତ ସୁନ୍ଦର କାର୍ଯ୍ୟ କ୍ରମ। ଭାରତୀୟ ସନାତନ ସଂସ୍କୃତି ଓ ପରମ୍ପରା କୁ ଉଦ୍ ଜୀବିତ କରିବା ନିମନ୍ତେ ପ୍ରଶଂସନୀୟ ଉଦ୍ୟମ। ଅଭିନନ୍ଦନ ଓ ଶୁଭେଚ୍ଛା🎉 । ଧନ୍ୟବାଦ
ଯେଉଁମାନେ ପାରମ୍ପରିକ ବସ୍ତ୍ର ପରିଧାନ କରି ଯାଉନାହାନ୍ତି ସେମାନଙ୍କୁ ବେଦାଚାର୍ଯ୍ଯ ମଞ୍ଚ ରେ ବେଦ ପଢିବାକୁ ଅନୁମତି ଦେଉଛନ୍ତି ଏହା.ଆମ ବୈଦିକ ପରମ୍ପରା କୁ ଶୋଭିତ କରିପାରୁ ନାହିଁ🙋♂️🙋♂️🙋♂️🙋♂️🙋♂️🙋♂️🙋♂️.ଜୟ ସତ୍ଯ ସନାତନ ବୈଦିକ ଧର୍ମ 🙏🙏🙏🙏🙏🙏🙏🚩🚩🚩🚩🚩
Thik kahuchanti
@DibyaranjanMeher jay jay kara 🚩🚩🚩🚩🚩
This program will change our society. Nice program.
ଧନ୍ୟବାଦ୍ ସିଦ୍ଧାର୍ଥ ଟିଭି। ଅତ୍ୟନ୍ତ ସୁନ୍ଦରୀ କାର୍ଯକ୍ରମ ଆମ ସଂସ୍କୃତି ପରମ୍ପରା କୁ ଉଜ୍ଜୀବିତ କରିବା ପାଇଁ।
ବହୁତ ଭଲ ଲାଗୁଛି ବହୁତ ସୁନ୍ଦର ଜୟ ଶ୍ରୀ କୃଷ୍ଣ
ଅତି ସୁନ୍ଦର କାର୍ଯ୍ୟକ୍ରମ...... ଆତ୍ମାକୁ ଶାନ୍ତି ମିଳିଯିବ ଯଦି ଏମିତି କାର୍ଯ୍ୟକ୍ରମ ପ୍ରତିଦିନ ଦେଖାଯିବ 🙏
ଜୟ ଜଗନ୍ନାଥ 🙏
ଜୟ ଶ୍ରୀରାମ 🙏
ଜୟ ଶ୍ରୀକ୍ରୀଷ୍ଣା 🙏
Sundar Kariya karma.sita sir o Namita mam nku mora pranam.evali nutana Kariya karma.
wow bahoot sundar lagila odishare adbhoot show dekhi jay jaganath
ସୁନ୍ଦର ,ବେଦ ନାମ ଜାଣିଛି।କିନ୍ତୁ ଆପଣ ଙ୍କ ପ୍ରସାରିତ ବେଦ ମନ୍ତ୍ର ଗୀତା ଶୁଣି ପାରୁଛୁ।
ଜୟ ଜଗନ୍ନାଥ, ଏହିସବୁ ଶୁଣି,ମୁଁ,ଧନ୍ୟହେଇଗଲି,ଏମିତି,ଶ୍ଳୋକ,ପ୍ରତିଦିନ, ଶୁଣି ବାକୁମିଲୁ,ରାଧେଗୋବିନ୍ଦ
Prathama thara judge Mane atyanta gyani o bidwan Jana paduchhanti.....a manchaku pranama
Jay Jay shree jagannath 🙏🙏🙏Jay shree ram 🙏🙏🙏Jay shree krishna 🙏🙏🙏
ଆନନ୍ଦେ ଏକ ବାର ହରିବୋଲ..... 🙏🙏🙏
ସିଦ୍ଧାର୍ଥ ଟିଭି କୁ ବହୁତ ବହୁତ ଧନ୍ୟବାଦ
ମହିମା ଅଲେଖ ନିରଞ୍ଜନ ।।
ବେଦାଚାର୍ଯ୍ୟ କାର୍ଯ୍ୟ କ୍ରମ ଅତୀବ ପ୍ରଶଂସନୀୟ ଅଟେ ।ଆନନ୍ଦ ଅନୁଭବ କଲି । ନିଶ୍ଚିତ ପତନାଭୀମୁଖୀ ବସ୍ତୁବାଦୀ ସମାଜର କୁସଂସ୍କାର ଯୁକ୍ତ ଜୀବନଶୈଳୀରେ
ଉକ୍ତ କାର୍ଯ୍ୟକ୍ରମ ଅବଶ୍ୟ ବ୍ରେକ୍ ଅପ୍ ଦେବ। ଆର୍ଯ୍ୟ ସଂସ୍କୃତିର ମହନୀୟତା
ବୋଧହୁଏ ଏଇ ଘଡିସନ୍ଧି ମୁହୂର୍ତ୍ତରେ ପୁନରୁତ୍ଥାନର ବିଜୟ ଶଂଖନାଦ ଆରମ୍ଭ କରିଦେଇଛି । ସ୍ୱାଗତ । ଧନ୍ୟବାଦ୍। ପ୍ରଣାମ।
ପ୍ରଭୁ 🚩🙏🙏🙏
Jay Jagannath 🙏🙏🙏
Jay Gagannth 🙏🙏🙏🙏🙏
Namo Bhagwate Vashudevy 🙏🏻🚩 Hari Omm
Wah, ବହୁତ୍ ଖୁସି ଲାଗିଲା , ଆପଣଙ୍କ ଭଳି, ବିଦ୍ୱାନ ମାନେ ହିଁ ସମାଜ କୁ ଗଢି ପାରିବେ। ଯଦି ଆପଣ ମାନେ , ଏକଜୁଟ ହୋଇ, summer course jadi କରନ୍ତେ ବହୁତ୍ ଛାତ୍ର ଛାତ୍ରୀ ଆଗାମୀ ଦିନରେ , ଇଛା ବ୍ୟକ୍ତ କରନ୍ତେ
बहुत सुन्दर मंच है ओड़िशा और भारतीय संस्कृति के लिए
ଗୁରୁଜୀ ବେଦ ଓ ବିଜ୍ଞାନ ର କିଛି ପ୍ରାମାଣିକ ତଥ୍ୟ ଆଲୋଚନା କଲେ ବହୁତ ଭଲ ହୁଅନ୍ତା
ସିଦ୍ଧାର୍ଥ ପାଇଁ ପ୍ରଥମ ଥର ସଂମ୍ମାନ ଆସିଲା ହୃଦୟରରୁ
ବହୁତ ସୁନ୍ଦର କାର୍ଯ୍ୟକର୍ମ❤❤❤ ଜୟ ଶ୍ରୀକ୍ରିଷ୍ଣା,❤❤ ଜୟ ଜଗନ୍ନାଥ
Great work sir..Raja queen's too ବେଶ୍ ଭଲ..ଓଡିଶା ଓଡ଼ିଆ sanskar ପାଇଁ ବଞ୍ଚିଛି.
ବହୁତ ସୁନ୍ଦର । କିନ୍ତ୍ ପ୍ରତିଯୋଗୀ ମାନେ ସନାତନ ପୋଷାକ ପରିଧାନ ପିନ୍ଧିବା ଉଚିତ
ବେଦର ଅର୍ଥ ଗିଁହାନ. ଗିଁହାନ ଅନେକ ହେଲେ କେଉଁ ଗିଁହାନ 🙏🕉️💐🙏
ଯେଉଁ ଗିହାନ ଦ୍ବାରା ଆପଣ ଏ ହିନ୍ଦୁ ଧରା କୁ ଆସିଛନ୍ତି ହେଲା
ଆମ ସଂସ୍କୃତି ଆମ ପରମ୍ପରା ପୁନଃରୁଦ୍ଧାର ସ୍ୱାଗତ
ଯୋଗ୍ୟ.
Jai Jagannath
Emiti show rahiba nihati darkar
🥰
ସମୟ ଉପଯୋଗୀ ସ୍ଵାଗତ ଯୋଗ୍ୟ କାର୍ଯ୍ୟକ୍ରମ। ଉତ୍ତରୋତ୍ତର ଉନ୍ନତି କାମନା କରୁଛି ।
🙏ଜୟ ଶ୍ରୀ ଜଗନ୍ନାଥ🙏 ଏହି ଭଳି ସୋ ଦେଖି ବହୁତ୍ ଖୁସି ଲାଗିଲା ଆମ ଓଡ଼ିଶା ର ସଂସ୍କୃତି କୁ ଦେଖି ବହୁତ୍ ଭଲ ଲାଗିଲା ଏହି ଭଳି ସୋ ଦରକାର ଶାନ୍ତି ଲାଗିଲା🙏🙏🙏
Sidharth bhakti ku mora pranam ete bhala program karuthibaru auu beda bhali kichi jinsha lokamananka pakhare pahanchauthibaru ❤❤❤
ଜୟ ଜଗନ୍ନାଥ🙏🙏🙏 ବହୁତ ସୁନ୍ଦର କାର୍ଯ୍ୟକ୍ରମ
ଏଭଳି prayasa କରିଥିବା ରୁ channel ku ଧନ୍ଯବାଦ❤❤❤❤❤
ବେଦ, ମନ୍ତ୍ର, ଶ୍ଳୋକ ର ଅଧ୍ୟୟନ, ଉଚ୍ଚାରଣ ,ବହୁତ ସୁନ୍ଦର । ସୁନ୍ଦର କାର୍ଯ୍ୟକ୍ରମ ଧନ୍ୟବାଦ ।🙏🏽
Jaya jagannath ❤jaya jagannath ❤
ମୁଁ ତ ସ୍ଥମ୍ଭୀଭୂତ ହୋଇଗଲି 🙏🙏🙏🙏🙏🙏🙏 ଶତ ଶତ ପ୍ରଣାମ❤
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🤲
Jai jagannath prabhu Krupa Kara
ସର୍ବୋତ୍ତମ ଭବ୍ଯ ପ୍ରୟାସଃଅତଃ ସାଧୁବାଦ
ଆପଣ ମାନ ସମସ୍ତ ଙ୍କୁ ମୋର କୋଟି କୋଟି ନମସ୍କାର 🙏🙏🙏🙏🙏🙏🙏🙏🙏🙏🙏🙏🙏🚩ସତ୍ୟ ସନାତନ ଧର୍ମ 🙏
ଜୟ ଜଗନ୍ନାଥ ଭଲ ପ୍ରୟାସ ସିଦ୍ଧାର୍ଥ ଟିଭି।
ଅତି ସୁନ୍ଦର କାର୍ଯ୍ଯକ୍ରମ ପଣ୍ଡିତ ମଣ୍ଡଳିକୁଁ ପ୍ରଣାମ ଓ ସିଦ୍ଧାର୍ଥ ଟିଭିକୁ ଧନ୍ୟବାଦ
ଅତି ଉତ୍ତମ ପ୍ରୟାସ ଆମ ଭବିଷ୍ୟ ପିଢ଼ି ପାଇଁ. କୋଟି ପ୍ରଣାମ. ସାଧୁବାଦ
Jai jagannath swami ❤😊
Great sir apana mana nku sata sata pranam aji ra juba pidhiku parimarjit karei bhagabat rasta re neba🙏🙏🙏🙏
ଜୟ ଜଗନ୍ନାଥ🌷🙏
ବହୁତ ସୁନ୍ଦର , ଉଚ୍ଚକୋଟୀର ପ୍ରୟାସ ❤
ବହୁତ୍ ବହୁତ୍ ଧନ୍ୟବାଦ୍ ସିଦ୍ଧାର୍ଥ ଟିଭି ଆମ ହିନ୍ଦୁ ପରମ୍ପରା ବଞ୍ଚାଇ ରଖିବାର ଏହା ଏକ ନିଆରା ଏବଂ ବହୁତ୍ ବଡ଼ ପ୍ରୟାସ,
ଚମତ୍କାର କାର୍ଯ୍ୟକ୍ରମ ❤❤❤ 🙏🙏🚩🚩🚩🚩🚩🚩🚩🚩🚩🚩🚩
Thanks to Sidharth Vakti channel for bringing such a nice program.
ଉ ଊ ଉଚ୍ଚାରଣ କରି ଥିଲେ ଭଲ ହୋଇଥାନ୍ତା ବ୍ରାହ୍ମଣ ଗୋସେଇଁ ମାନେ. ବାରମ୍ବାର ପ୍ରଣାମ
Bahut bahut dhanyabad.... Bahut bahut badhia prochhahana heba darakar
Jaya jagannath jaya jagannath jaya jagannath ❤❤❤❤
ସନାତନ ଧର୍ମର ସୁରକ୍ଷା ପାଇଁ ସୁନ୍ଦର ପ୍ରୟାସ
Sanskrit sloka the language of Soul🙏🇮🇳🚩 Jay Hind Jay shree krishna 🙏🇮🇳🚩
ଏହା ଏକ ଅନନ୍ୟ କାର୍ଯ୍ୟକ୍ରମ।ଆପଣ ମାନଙ୍କୁ ସାଧୁବାଦ ଧନ୍ୟବାଦ ।ଜୟ ଜଗନ୍ନାଥ।
Jay Jay shree jagannath 🙏🙏🙏pandit mahodaya apana mananku mora koti koti pranam 🙏🙏🙏mahaprabhu apanankara mangala bidhan karantu 🙏🙏🙏apana mananka jeevan sukhamaya heu 🙏🙏🙏
Guru manaku bhagaban val re rakhantu.... Aama sanskruti.... Aagaku banchai rakhantu...
ଆପଣଙ୍କ ଉପସ୍ଥାପନା ଅତି ସୁନ୍ଦର୍ ଲାଗିଲା❤
Aama sanskar aaw Sanskrit ete sundar mu kebe sopnare bi bhabi nathili dhanya aapana mane 🙏🙏🙏🚩🚩🚩🚩 aapana mananka pada tale koti koti pranam 🥰🙏🙏🙏🙏🙏🙏🚩🚩🚩🚩🚩🚩 Jai shree Jagarnnath 🙏🚩 Jai shree Ram 🙏🚩🚩🚩🚩🚩🚩
Great show that showcase the veda aptitude...Kudos to sidharth bhakti whole team for showing us such a great show which will definitely strengthen our culture and tradition..Jay shree Jagannath 🕉️⭕❗⭕🙏🚩
ଗୀତା ଉଚ୍ଚାରଣ ପୂର୍ଣ ଭୁଲ।
Eia show bahut agaru habara thila ....very much respect and love for this initiative