Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ଅତି ସୁନ୍ଦର ମାନସ ଭାଇ, ନିଉଜ ରୁମ୍ ର ଅତିଥି ଏମିତି ବ୍ୟକ୍ତିହିଁ ହେବା ଦରକାର
ଧନ୍ୟବାଦ news 18 ଏପରି ଏକ ପ୍ରୋଗ୍ରାମ ପ୍ରସାରଣ ପାଇଁ
ଖୁବ୍ ନିରୀହ ଶାନ୍ତ ଗର୍ବ ନଥିବା ଲୋକ ଆଜି ଦେଖିଲି ମୁଁ ❤ବାବା ଆଖଣ୍ଡଳମଣୀ ତମକୁ ସାହା ହୁଅନ୍ତୁ 🙏Har har Mahadev ❤️
Didi sabu asha didi mane apanka pare bahut khuci
000@@nilimabarik2623
ଏମିତି ସରଳ ଲୋକଙ୍କୁ ପାଇଁ ଓଡିଶା ଗର୍ବିତ. ଧନ୍ୟବାଦ
ଏମିତି ହିଁ ସାକ୍ଷାତ୍ କାର ଗଣମାଧ୍ୟମ ପାଇଁ ପର୍ଯୁଜ୍ୟ ❤❤❤
ଧନ୍ୟବାଦ୍ Manas sir ଏଭଳି ଜଣେ ସମାଜସେବୀ ଙ୍କୁ ସମ୍ମାନିତ କରିଥିବାରୁ।
U r so good
ପ୍ରଶ୍ନ ପଚାରିବାରେ ସାର୍ ବହୁତ ଧୁରନ୍ଧର।ସାରଙ୍କ କଥାରେ ମାଧୁରର୍ଯ୍ୟ ରହିଛି। ମୁଁ ଶୁଣିବାକୁ ସବୁବେଳେ ଇଛା କରେ। ସାରଙ୍କୁ ଅନେକ ଅନେକ ଶୁଭେଛା ଓ ଅଭିନନ୍ଦନ।
ମାନସ ବାବୁଙ୍କ ପ୍ରଶ୍ନ ପଚରିବାର ଶୈଳୀ ଅନ୍ୟ ସବୁ ସାମ୍ବାଦିକ ଭାଇମାନେ ଅନୁସରଣ କରିବା ଉଚିତ l ସ୍ନେହ ଓ ଭଦ୍ରାମି ସହିତ କି ମିଠା ହସର ସମୀକରଣ!!ଶିବାନୀ ଦିଦିଙ୍କୁ କୋଟି କୋଟି ପ୍ରଣାମ l ଏଇଟାହିଁ ପ୍ରକୃତ ଧର୍ମ l🙏🙏
ମାନସ ବାବୁଙ୍କୁ ଧନ୍ୟବାଦ। ଗୋଟିଏ ସରଳ ଭଉଣୀର କଥାକୁ ପ୍ରସାରଣ କରି ସମାଜ ରେ ସ୍ୱତନ୍ତ୍ର ପ୍ରେରଣା ଦେଇପାରିଛନ୍ତି। ଠାକୁରେ ଆଶୀର୍ବାଦ ଦିଅନ୍ତୁ।
କଷ୍ଟ ସହିଥିବା ବ୍ୟକ୍ତିବିଶେଷ ହିଁ ଅନ୍ୟର କଷ୍ଟ କୁ ହୃଦୟଙ୍ଗମ କରିପାରନ୍ତି ।❤❤❤
ମୂଲିଆ କାମ ବି କରେ ମୁ -- ସୁନ୍ଦର ଲାଗିଲା ମା ଙ୍କ କଥା ,ମାଟିର ମଣିଷ ଟିଏ ଆପଣ.ବହୁତ୍ ସରଳ❤❤❤
ଆମ ରାଜନଗର ର ଶିବାନୀ ଦିଦି। ବହୁତ ଭଲ ମଣିଷ।❤
ନାରୀ ନୁହେଁ ନାରାୟଣୀ❤
ଆଶା ମା ମାନଂକୁ ଦରମା ବହୁତ୍ କମ୍ ଦିଆଯାଉଛି ତେଣୁ ମୋହମ ସାର୍ ଆସାମାନକୁ ଦରମା ଵଡାନୃ
ଧନ୍ୟବାଦ୍ ଶିବାନି ଦିଦି
ମୋ ମା ର ଏହି ମୋହତ୍ କାମ ପାଇଁ ମୁଁ ବହୁତ୍ ଖୁସି
❤❤❤
Hi
ବହୁତ୍ ସୁନ୍ଦର ବ୍ୟକ୍ତିତ୍ୱଙ୍କୁ ସାକ୍ଷାତ୍ କାର୍ କରିଥିବାରୁ ଧନ୍ୟବାଦ 🙏
ଶିବାନୀ ଦିଦି ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ପ୍ରଭୁ ଜଗନ୍ନାଥ ବଳଭଦ୍ର ଓ ମାଆ ସୁଭଦ୍ରା ଭଲ ରେ ରଖିବେ ଆଶା କରୁଛି......
ବହୁତ ବହୁତ ଧନ୍ୟବାଦ ଭଉଣୀ,ସେବା ପାଇଁ 🙏
ଜୟ ନାରୀ ଶକ୍ତି,ଆପଣଙ୍କ ବହୁତ ବହୁତ ଧନ୍ୟବାଦ ମା.....
ଆପଣ ଙ୍କୁ କୋଟି କୋଟି ନମସ୍କାର ଶିବାନୀ ଦିଦି 🙏🏻🙏🏻🙏🏻🙏🏻🙏🏻
ଏହି ମହିୟସୀ ମହିଳା ଙ୍କୁ ସ୍ୱତନ୍ତ୍ର ଭାବେ ମୁଖ୍ୟମନ୍ତ୍ରୀ ପୁରସ୍କାର ଦେବା କୁ ଦାବୀ ମୋର ଅନୁରୋଧ .👆ନ ହେଲେ କେବଳ ପୁରସ୍କାର IAS,IPS,ସାମ୍ବାଦିକ,ଲେଖକ,ଅଧ୍ୟାପକ ଙ୍କ ଭିତରେ ସୀମିତ ରହିଯିବ...ପୁରସ୍କାର ଭୁବନେଶ୍ୱର,ଦିଲ୍ଲୀ ବାହାର ଲୋକ ଙ୍କୁ ତ ମିଳୁ!🙏🙏
ଧନ୍ୟ ନାରୀ , ନାରୀ ରୂପ ରେ ଜଗଦମ୍ଭା।
ବହୁତ ଧନ୍ୟବାଦ ଶିବାନୀ ଦିଦିଭଗବାନ ତୁମ ଜୀବନ କୁ ଖୁସି ଭାରି ଦିଅନ୍ତୁ
ଶିବାନୀ ଦିଦୀଙ୍କୁ ପୁରସ୍କୃତ କରାଯାଉ।
ବହୁତ ବହୁତ ଧନ୍ୟବାଦ ଦିଦି ଜଗନ୍ନାଥ କରନ୍ତୁ ଆପଣ ଏହିଭଳି ସେବା ଜାରି ରଖନ୍ତୁ 🙏🙏🙏
Sibani maa ଆପଣ ଙ୍କୁ ଶ୍ରୀ ଜଗ୍ନାଥଙ୍କର କୃପା ସବୁ ବେଳେ ବରୁସୁ ଥାଉ।
ସତରେ ଏପରି ନିର୍ମଳ ହୃଦୟଥିବା ମହିଳାକୁ କୋଟି କୋଟି ନମନ
ଭଗବାନ ଆପଣ ଙ୍କୁ ଭଲ ରେ ରଖନ୍ତୁ ମାଉସୀ ❤🙏
ସୁନ୍ଦର ସାକ୍ଷାତକାର ।ପ୍ରଶ୍ନକର୍ତ୍ତା ଓ ଉତ୍ତରଦାତ୍ରୀ ଉଭୟଙ୍କୁ ସାଧୁବାଦ ।ସରଳତାର ଚରମ ନିଦର୍ଶନ ପାଇଁ ଉଭୟେ ପ୍ରଶଂସା ର ପାତ୍ର । ଶିବାନୀ ଦିଦିଙ୍କୁ ଏକ ମଡେଲ ଭାଵରେ ନିଆଯାଇ , ତାଙ୍କ ସାମାଜିକ ସ୍ଥିତି କୁ ସରକାରୀ ସାହାଯ୍ୟ ଓ ପୁରସ୍କୃତ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ସୃଷ୍ଟି ରେ ବିଳମ୍ବ ନ ହେଉ । ।। ଜୟ ଜଗନ୍ନାଥ ।।
ଏ ମଧ୍ଯ ଜଣେ ନାରୀ, ମିଷ୍ଟଭାଷୀ, ସ୍ନେହୀ, ସମସ୍ତଙ୍କ ସମ୍ମାନ ଭଲ ପାଇବା ଅର୍ଜିଛନ୍ତି , ସ୍ଵୟଂସିଦ୍ଧା 🙏🏻ଆଶା ଦିଦି ମାନେ ଏତେ ଆନ୍ଦୋଳନ କରିଲେ କିନ୍ତୁ ଜଣେ ନିଜ କର୍ମ ଦ୍ଵାରା ସମସ୍ତଙ୍କ ଆଖି ଖୋଲିଦେଲେ42 ବର୍ଷ ବୟସରେ ସେ ଝିଅଙ୍କୁ ବାହାଘର କରି, ପୁଅକୁ ପାଠ ପଢାଇ କେତେ କାମ କରିଛନ୍ତି 🙏🏻🙏🏻🙏🏻🙏🏻🙏🏻🙏🏻
ଆପଣଙ୍କୁ କୋଟିକୋଟି ନମସ୍କାର ଶିବାନୀ ଦିଦି ଆପଣଙ୍କୁ ପ୍ରଭୁ ଜଗନ୍ନାଥ ଭଲରେ ରଖିଥାନ୍ତୁ
ସୁନ୍ଦର ସାକ୍ଷାତକାର।❤
ଅଳସୁଆ ଆଶା ଦିଦି ମାନେ ସମସ୍ତେ ଏହି ଆଶା ଦିଦି ଙ୍କ ଠାରୁ ଶିଖ । ଇଏ ହେଲା ସେବା, ମଣିଷ ପଣିଆ..... ସେବା ହିଁ ଧର୍ମ 🎉🎉🎉
Right
Ama asha didi khali khaiba khaiba kahiki munda kharapa karideba
Jadi asha didi Mane alasuaa heithante savani mandol bhali asha didi kauthu aasithante
କେତେ ସରଳ ଭଉଣୀ ଟି। ଭଗବାନ ତାଙ୍କ ମନଭିତରେ ଭରିଦେଇଛନ୍ତି ସେବା ଭାବ। ଆମ ଓଡ଼ିଶାର ପୁର ପଲି ରେ ଏପରି ଅନେକ ଲୋକ ଦେଖିବାକୁ ମିଳେ। ଆମ ଓଡିଶା ମହାନ। ଜଗନ୍ନାଥ ଓଡିଶାକୁ ଏପରି ଲୋକମାନକୁ ଦେଇ ପୁଣ୍ୟ କ୍ଷେତ୍ର ର ମାନ୍ୟତା ଦେଇଛନ୍ତି। ଏ ଭଉଣୀକୁ ଶକ୍ତି ଦିଅନ୍ତୁ ଭଗବାନ। ପ୍ରାର୍ଥନା 🙏
ସେବା କରିବାକୁ ଭଲ ପାଉଥିବା ଶିବାନୀ ଦିଦିଙ୍କୁ ଆନ୍ତରିକ ସମ୍ମାନ।
ଧନ୍ୟବାଦ ମାଉସୀ ❤❤❤❤
. ଆଜି ବି ଏଭଳି ମଣିଷ ଜନ୍ମ ନେଇଛନ୍ତି, ସେମାନଙ୍କର ସେବାଗୁଡିକୁ ପାରିଶ୍ରମିକ ଦିଅନ୍ତୁ
ବହୁତ୍ ସୁନ୍ଦର୍ ଉପସ୍ଥାପନ ମାନସ ବାବୁ ❤❤❤❤
ଶିବାନୀ ମାଆଙ୍କୁ ଶତ ଶତ ପ୍ରଣାମ
ଧନ୍ୟବାଦ ଶିବାନ ଦିଦି 🙏🙏🙏🙏🙏
ମାଉସୀ ଅତି ସରଳ। ବହୁତ୍ ବଡ ହୃଦୟ।ବହୁତ୍ ସ୍ନେହୀ ଓ ପରୋପକାରୀ ମଣିଷ।ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍। ଭଗବାନ ଆଶୀର୍ବାଦ କରନ୍ତୁ। ଆହୁରି ଆଗକୁ ଯାଆନ୍ତୁ
ମାନସ ଭାଇଙ୍କ କଥା ବାର୍ତା ଅତି ସୁଶୀଳ God Bless You Brother for respective behaviour towards guest🙏🙏🙏🙏🙏
ଏମିତି ମାଉସି ଖଜିଲେ ମିଳିବେନି କଟିଏରେ ଗୋଟିଏ ମାଉସି ❤❤❤😂😂😂ସୀବାନି ମାଉସି🎉🎉🎉
À lot of respect to you.God bless you.
ଶିବାନୀ ଦିଦି ତମକୁ ବହୁତ ବହୁତ ଧନ୍ଯବାଦ 🎉🎉
This ma is worthy to be rewarded and praised May Lord Jagannath bless herShe is an example before society I salute this Ma
Bhai bahut khusi lagila emiti loka Mane hi ethi basibar jogya..Bhai apanku bahut bahut dhanyawad
Thankyou nuse 18 odia and Manas Bhai dill sea love you ❤❤❤
ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ❤❤
ଧନ୍ୟବାଦ୍ ଆଶା ଦିଦି
ନିଛୁକ ସରଳ ହୃଦୟର କଥା।
ଆଶା ଭଭଉଣୀ ଶିବାନୀ ଙ୍କୁ ବହୁତ ବହୁତ ଧନ୍ୟବାଦ ମୁଁ ବି ଜଣେ ଆଶା ଦିଦି ଭଗବାନ୍ ସମସ୍ତ ଙ୍କୁ ଭଲରେ ରଖନ୍ତୁ ❤🙏🙏🙏👍👍👍
ବହୁତ ବହୁତ ଧନ୍ୟବାଦ sir ଏବଂ ଶିବାନୀ ଦିଦିଙ୍କୁ।
A lot of respect to you God bless you 🙏🙏🙏🙏🙏❤️❤️❤️
ଖୁବ୍ ଶାନ୍ତ ସରଳ ନୀରିହ ଉପକାରୀ ସେବାକାରୀ ଓ ଦୃଢ଼ ଇଚ୍ଛାଶକ୍ତିର ଭାବ ପୂର୍ଣ୍ଣ ଯୋଦ୍ଧା ଶିବାନୀ ମଣ୍ଡଳ ଭଉଣୀ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଶୁଭେଚ୍ଛା ନମସ୍କାର। ଭଗବାନ ତାଙ୍କ ଦୃଢ଼ ଇଚ୍ଛାଶକ୍ତିର ସହାୟକ ହୁଅନ୍ତୁ।
ମାଉସି ଙ୍କୁ କୋଟି କୋଟି ପ୍ରଣାମ । ତାଙ୍କର ଏ ସେବା ମନ ବୃତ୍ତିକୁ, ଭଗବାନ ତାଙ୍କୁ ଭଲରେ ରଖନ୍ତୁ ।
ବହୁତ୍ ବଢିଆ ଜୟ ଜଗନ୍ନାଥ
ଏ ହେଉଛି କର୍ମ ର ଫଳ। ଭଲ କର୍ମ ର ଫଳ ସବୁବେଳେ ଭଲ ହିଁ ହୋଇଥାଏ। ଏଥିରୁ ସ୍ପଷ୍ଟ ଜଣାପଡୁଛି ଧନସମ୍ପତ୍ତି ମଣିଷ ର ପରିଚୟ ନୁହଁ। ମଣିଷ ପଣିଆ ମାନବିକତା ଆପଣ ଙ୍କୁ ସାରା ବିଶ୍ୱରେ ପରିଚୟ ଦେଇପାରିବ। ଏତେ ଚର୍ଚ୍ଚିତ ହେଲାପରେ ଯିଏ ଖୋଲା ହୃଦୟ ରେ ବିନା ସଂକୋଚ ରେ, କହିପାରେ ସେ ମୂଲିଆ କାମ କରୁଛନ୍ତି ସେ ପରି ମହାନ୍ ମହିୟସୀ ମହିଳା ଙ୍କୁ ମୁଁ ହୃଦୟ ରୁ ସଲାମ କରୁଛି। ମାନସ ସାର୍ ସତରେ ଯଦି ଥରୁଟିଏ ଆପଣ ମାଉସୀ ଙ୍କ ଘର କୁ ଯାଆନ୍ତେ ବହୁତ ଭଲ ହୁଅନ୍ତା। ସାର୍ ମାଉସୀ ଙ୍କ କଥା ରଖିବେ। ଶେଷରେ ଗୋଟିଏ କଥା କହିବି ଯେଉଁ ନାରୀ ମାନେ ଏହି ଇଣ୍ଟରଭିୟ୍ୟୁ ଦେଖୁଛନ୍ତି ମାଉସୀ ଙ୍କ ଠାରୁ ପ୍ରେରଣା ନିଅନ୍ତୁ। ନିଜର ପରିଚୟ ତିଆରି କରନ୍ତୁ।
ବହୁତ ସୁନ୍ଦର, ବହୁତ ବହୁତ ସୁନ୍ଦର
ଧନ୍ୟବାଦ , ଭଉଣୀ । ଜୟ ଜଗନ୍ନାଥ ।
dhanyabad bhauni au dhanyabad news18 ku je se didi nkara interview neithibaru... Odisha ra loka e didi nku dekhi kichi sikhibe asha karuchi
ବହୁତ ସୁନ୍ଦର ମଣିଷଟି ଏବଂ ନିଃସ୍ଵାର୍ଥପର ଭଗବାନ ତାଙ୍କର ମଙ୍ଗଳ କରନ୍ତୁ।
Greatest pranam..manasa sir❤ and salute..to asha didi...god blessed u..❤🙏
Mausi namaskar au apana nku bahut bhaut dhanyabad mausi , pravu jagannath apana nka family ku sabu bele khusi re rakhantu .....
ଧନ୍ୟ ତୁମେ ଶିବାନୀ ମାଉସୀ
ମାନସ ଭାଇ,, ନମସ୍କାର ଶିବାନୀ ଦିଦି,,ଗୋଟିଏ ଗୋଟିଏ ଦିନରେ ନୁହେଁ 2006 ru ଏହିପରି ସେବା ଦେଇ ଆସୁଛନ୍ତି 🎉🎉Thank you your presentation
ମା ତୁମକୁ ମୋର କୋଟି କୋଟି ପ୍ରଣାମ ପ୍ରଭୁ ଜଗନ୍ନାଥ ତୁମ ପରିବାରକୁ ଭଲରେ ରଖନ୍ତୁ ଏ ନିରୀହ ଲୋକଙ୍କ ସେବା ପାଇଁ ଜୟ ଜଗନ୍ନାଥ 😭😭😭🙏🙏🚩
ମା ର କାମ ପାଇଁ ସମସ୍ତଙ୍କ ହ୍ରୁଦୟ ଜିତିଗଲେ ❤❤🎉
ବହୁତ ବହୁତ ଧନ୍ୟବାଦ ମାନସ ବାବୁ ଏହିପରି ନିଷ୍କପଟ ଓ ଅହଂକାର ଶୂନ୍ୟ ବ୍ୟକ୍ତି ବିଶେଷ ଙ୍କ ପାଇଁ ହିଁ ଦୁନିଆ ଚାଲିଛି ମା ବିରଜା ଙ୍କୁ ଏତିକି ପ୍ରାଥନା କରୁଛି ମାଉସୀଙ୍କୁ ନିରୋଗ ଓ ସୁଖଶାନ୍ତି ରେ ସଦାସର୍ବଦା ରଖନ୍ତୁ
ମାଉସୀ ଙ୍କୁ ହୃଦୟ ରୁ କୋଟି କୋଟି ପ୍ରଣାମ, ଜୟ ଜଗନ୍ନାଥ 🙏🙏🙏
ବହୁତ୍ ବହୁତ୍ ବହୁତ୍ ସୁନ୍ଦର୍ ଉପସ୍ଥାପନା ମାନସ ଭାଇ,ମ
Sibani didi apananku bahut bahut dhanyabad. apana pain bahut khusi laguchi je aji ka samay re apana nka pari snehi maa achanti ❤❤❤❤❤❤
Thank you ❤❤
Jay Jagannath...a brave mother.. salute to u for ur great work ❤
Dhanyawad news 18
ଧନ୍ୟବାଦ new 18
Real personalty, good human being, real social work,real warier.Salute Maushi
Bahuta khusi lagila news 18 ku
Thankyou didi
ଜୟ ଜଗନ୍ନାଥ ପ୍ରଭୁ ତୁମ ସହ ସଦା ସହାୟ ହୁଅନ୍ତୁ ❤
ଅତି ସୁନ୍ଦର ଲାଗିଲା ନିୟୁସ 🙏🙏
ଧନ୍ୟବାଦ ଦିଦି 🙏ଭଗବାନ ସହାୟ ହୁଅନ୍ତୁ 🙏🙏🙏🙏🙏🙏🙏🙏🙏
ବହୁତ ବହୁତ ଧନ୍ୟବାଦ ଭଉଣୀ 🙏🙏
ଧନ୍ୟବାଦ news 18 କୁ ଆଶା ଦିଦି
ହୃଦୟରୁ ନମସ୍କାର ମାଆ 🙏🙏🙏
Manas sirnku dhanyawad amiti mahilanku News 18 ku ani thibaru
ଏତେ ଖୋଲା କଥା, ହୃଦୟକୁ ଛୁଇଁ ଗଲା
Thanks News18odia
ଆଗରୁ ଆପଣଙ୍କୁ ମୁଁ ବହୁତ ଅପମାନିତ କରିଥିଲି ଯେତେବେଳେ କନକ ରେ ଥିଲେ ସେତେବେଳେ ଆପଣଙ୍କ ସାକ୍ଷାତକାର୍ ଗୁଡ଼ାକ ଠିକ଼୍ ଠାକ଼୍ ନଥିଲା କିନ୍ତୁ ଆଜି ଆପଣଙ୍କୁ ସ୍ଵାଗତ ଜଣାଉଅଛି
ଅତି ସୁନ୍ଦର ମାଉସୀ ଙ୍କୁ ଧନ୍ୟବାଦ
ଦିଦିଙ୍କୁ ଯେତେ ପ୍ରଶଂସାକଲେ କମହେବ, ତାଙ୍କର ମହାନତାପାଇଁ କୋଟି କୋଟି ନମନ, ଭଗବାନ ସର୍ବଦା ଖୁସିରେ ରଖନ୍ତୁ 🙏ଜୟ ଜଗନ୍ନାଥ 🌹🙏🙏🙏
ବହୁତ ସରଳ ଲୋକଟିଏ ଜୟ ଜଗନ୍ନାଥ 🙏
Ati sundar👍🙏
Whole episode re Manas babunka hasa sarini bahut khusi lagila , really hats off to mausi❤
ଧନ୍ୟ ବାଦ ମାଉସୀ ଙ୍କୁ
Bahut bahut dhanyawad bhauni
ଶିବାନୀ ମା ଧନ୍ୟବାଦ
ମାନସ ଭାଇ ଧନ୍ୟବାଦ 🙏
Thank you shibani didi
ଅତି ସୁନ୍ଦର ମାନସ ଭାଇ, ନିଉଜ ରୁମ୍ ର ଅତିଥି ଏମିତି ବ୍ୟକ୍ତିହିଁ ହେବା ଦରକାର
ଧନ୍ୟବାଦ news 18 ଏପରି ଏକ ପ୍ରୋଗ୍ରାମ ପ୍ରସାରଣ ପାଇଁ
ଖୁବ୍ ନିରୀହ ଶାନ୍ତ ଗର୍ବ ନଥିବା ଲୋକ ଆଜି ଦେଖିଲି ମୁଁ ❤
ବାବା ଆଖଣ୍ଡଳମଣୀ ତମକୁ ସାହା ହୁଅନ୍ତୁ 🙏
Har har Mahadev ❤️
Didi sabu asha didi mane apanka pare bahut khuci
000@@nilimabarik2623
ଏମିତି ସରଳ ଲୋକଙ୍କୁ ପାଇଁ ଓଡିଶା ଗର୍ବିତ. ଧନ୍ୟବାଦ
ଏମିତି ହିଁ ସାକ୍ଷାତ୍ କାର ଗଣମାଧ୍ୟମ ପାଇଁ ପର୍ଯୁଜ୍ୟ ❤❤❤
ଧନ୍ୟବାଦ୍ Manas sir
ଏଭଳି ଜଣେ ସମାଜସେବୀ ଙ୍କୁ ସମ୍ମାନିତ କରିଥିବାରୁ।
U r so good
ପ୍ରଶ୍ନ ପଚାରିବାରେ ସାର୍ ବହୁତ ଧୁରନ୍ଧର।ସାରଙ୍କ କଥାରେ ମାଧୁରର୍ଯ୍ୟ ରହିଛି। ମୁଁ ଶୁଣିବାକୁ ସବୁବେଳେ ଇଛା କରେ। ସାରଙ୍କୁ ଅନେକ ଅନେକ ଶୁଭେଛା ଓ ଅଭିନନ୍ଦନ।
ମାନସ ବାବୁଙ୍କ ପ୍ରଶ୍ନ ପଚରିବାର ଶୈଳୀ ଅନ୍ୟ ସବୁ ସାମ୍ବାଦିକ ଭାଇମାନେ ଅନୁସରଣ କରିବା ଉଚିତ l ସ୍ନେହ ଓ ଭଦ୍ରାମି ସହିତ କି ମିଠା ହସର ସମୀକରଣ!!
ଶିବାନୀ ଦିଦିଙ୍କୁ କୋଟି କୋଟି ପ୍ରଣାମ l ଏଇଟାହିଁ ପ୍ରକୃତ ଧର୍ମ l🙏🙏
ମାନସ ବାବୁଙ୍କୁ ଧନ୍ୟବାଦ। ଗୋଟିଏ ସରଳ ଭଉଣୀର କଥାକୁ ପ୍ରସାରଣ କରି ସମାଜ ରେ ସ୍ୱତନ୍ତ୍ର ପ୍ରେରଣା ଦେଇପାରିଛନ୍ତି। ଠାକୁରେ ଆଶୀର୍ବାଦ ଦିଅନ୍ତୁ।
କଷ୍ଟ ସହିଥିବା ବ୍ୟକ୍ତିବିଶେଷ ହିଁ ଅନ୍ୟର କଷ୍ଟ କୁ ହୃଦୟଙ୍ଗମ କରିପାରନ୍ତି ।❤❤❤
ମୂଲିଆ କାମ ବି କରେ ମୁ -- ସୁନ୍ଦର ଲାଗିଲା ମା ଙ୍କ କଥା ,ମାଟିର ମଣିଷ ଟିଏ ଆପଣ.ବହୁତ୍ ସରଳ❤❤❤
ଆମ ରାଜନଗର ର ଶିବାନୀ ଦିଦି। ବହୁତ ଭଲ ମଣିଷ।❤
ନାରୀ ନୁହେଁ ନାରାୟଣୀ❤
ଆଶା ମା ମାନଂକୁ ଦରମା ବହୁତ୍ କମ୍ ଦିଆଯାଉଛି ତେଣୁ ମୋହମ ସାର୍ ଆସାମାନକୁ ଦରମା ଵଡାନୃ
ଧନ୍ୟବାଦ୍ ଶିବାନି ଦିଦି
ମୋ ମା ର ଏହି ମୋହତ୍ କାମ ପାଇଁ ମୁଁ ବହୁତ୍ ଖୁସି
❤❤❤
Hi
ବହୁତ୍ ସୁନ୍ଦର ବ୍ୟକ୍ତିତ୍ୱଙ୍କୁ ସାକ୍ଷାତ୍ କାର୍ କରିଥିବାରୁ ଧନ୍ୟବାଦ 🙏
ଶିବାନୀ ଦିଦି ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ପ୍ରଭୁ ଜଗନ୍ନାଥ ବଳଭଦ୍ର ଓ ମାଆ ସୁଭଦ୍ରା ଭଲ ରେ ରଖିବେ ଆଶା କରୁଛି......
ବହୁତ ବହୁତ ଧନ୍ୟବାଦ ଭଉଣୀ,
ସେବା ପାଇଁ 🙏
ଜୟ ନାରୀ ଶକ୍ତି,ଆପଣଙ୍କ ବହୁତ ବହୁତ ଧନ୍ୟବାଦ ମା.....
ଆପଣ ଙ୍କୁ କୋଟି କୋଟି ନମସ୍କାର ଶିବାନୀ ଦିଦି 🙏🏻🙏🏻🙏🏻🙏🏻🙏🏻
ଏହି ମହିୟସୀ ମହିଳା ଙ୍କୁ ସ୍ୱତନ୍ତ୍ର ଭାବେ ମୁଖ୍ୟମନ୍ତ୍ରୀ ପୁରସ୍କାର ଦେବା କୁ ଦାବୀ ମୋର ଅନୁରୋଧ .👆
ନ ହେଲେ କେବଳ ପୁରସ୍କାର IAS,IPS,ସାମ୍ବାଦିକ,ଲେଖକ,ଅଧ୍ୟାପକ ଙ୍କ ଭିତରେ ସୀମିତ ରହିଯିବ...
ପୁରସ୍କାର ଭୁବନେଶ୍ୱର,ଦିଲ୍ଲୀ ବାହାର ଲୋକ ଙ୍କୁ ତ ମିଳୁ!
🙏🙏
ଧନ୍ୟ ନାରୀ , ନାରୀ ରୂପ ରେ ଜଗଦମ୍ଭା।
ବହୁତ ଧନ୍ୟବାଦ ଶିବାନୀ ଦିଦି
ଭଗବାନ ତୁମ ଜୀବନ କୁ ଖୁସି ଭାରି ଦିଅନ୍ତୁ
ଶିବାନୀ ଦିଦୀଙ୍କୁ ପୁରସ୍କୃତ କରାଯାଉ।
ବହୁତ ବହୁତ ଧନ୍ୟବାଦ ଦିଦି ଜଗନ୍ନାଥ କରନ୍ତୁ ଆପଣ ଏହିଭଳି ସେବା ଜାରି ରଖନ୍ତୁ 🙏🙏🙏
Sibani maa ଆପଣ ଙ୍କୁ ଶ୍ରୀ ଜଗ୍ନାଥଙ୍କର କୃପା ସବୁ ବେଳେ ବରୁସୁ ଥାଉ।
ସତରେ ଏପରି ନିର୍ମଳ ହୃଦୟଥିବା ମହିଳାକୁ କୋଟି କୋଟି ନମନ
ଭଗବାନ ଆପଣ ଙ୍କୁ ଭଲ ରେ ରଖନ୍ତୁ ମାଉସୀ ❤🙏
ସୁନ୍ଦର ସାକ୍ଷାତକାର ।
ପ୍ରଶ୍ନକର୍ତ୍ତା ଓ ଉତ୍ତରଦାତ୍ରୀ ଉଭୟଙ୍କୁ ସାଧୁବାଦ ।
ସରଳତାର ଚରମ ନିଦର୍ଶନ ପାଇଁ ଉଭୟେ ପ୍ରଶଂସା ର ପାତ୍ର ।
ଶିବାନୀ ଦିଦିଙ୍କୁ ଏକ ମଡେଲ ଭାଵରେ ନିଆଯାଇ , ତାଙ୍କ ସାମାଜିକ ସ୍ଥିତି କୁ ସରକାରୀ ସାହାଯ୍ୟ ଓ ପୁରସ୍କୃତ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ସୃଷ୍ଟି ରେ ବିଳମ୍ବ ନ ହେଉ ।
।। ଜୟ ଜଗନ୍ନାଥ ।।
ଏ ମଧ୍ଯ ଜଣେ ନାରୀ, ମିଷ୍ଟଭାଷୀ, ସ୍ନେହୀ, ସମସ୍ତଙ୍କ ସମ୍ମାନ ଭଲ ପାଇବା ଅର୍ଜିଛନ୍ତି , ସ୍ଵୟଂସିଦ୍ଧା 🙏🏻
ଆଶା ଦିଦି ମାନେ ଏତେ ଆନ୍ଦୋଳନ କରିଲେ
କିନ୍ତୁ ଜଣେ ନିଜ କର୍ମ ଦ୍ଵାରା ସମସ୍ତଙ୍କ ଆଖି ଖୋଲିଦେଲେ
42 ବର୍ଷ ବୟସରେ ସେ ଝିଅଙ୍କୁ ବାହାଘର କରି, ପୁଅକୁ ପାଠ ପଢାଇ କେତେ କାମ କରିଛନ୍ତି 🙏🏻🙏🏻🙏🏻🙏🏻🙏🏻🙏🏻
ଆପଣଙ୍କୁ କୋଟିକୋଟି ନମସ୍କାର ଶିବାନୀ ଦିଦି ଆପଣଙ୍କୁ ପ୍ରଭୁ ଜଗନ୍ନାଥ ଭଲରେ ରଖିଥାନ୍ତୁ
ସୁନ୍ଦର ସାକ୍ଷାତକାର।❤
ଅଳସୁଆ ଆଶା ଦିଦି ମାନେ ସମସ୍ତେ ଏହି ଆଶା ଦିଦି ଙ୍କ ଠାରୁ ଶିଖ । ଇଏ ହେଲା ସେବା, ମଣିଷ ପଣିଆ..... ସେବା ହିଁ ଧର୍ମ 🎉🎉🎉
Right
Ama asha didi khali khaiba khaiba kahiki munda kharapa karideba
Jadi asha didi Mane alasuaa heithante savani mandol bhali asha didi kauthu aasithante
କେତେ ସରଳ ଭଉଣୀ ଟି। ଭଗବାନ ତାଙ୍କ ମନଭିତରେ ଭରିଦେଇଛନ୍ତି ସେବା ଭାବ। ଆମ ଓଡ଼ିଶାର ପୁର ପଲି ରେ ଏପରି ଅନେକ ଲୋକ ଦେଖିବାକୁ ମିଳେ। ଆମ ଓଡିଶା ମହାନ। ଜଗନ୍ନାଥ ଓଡିଶାକୁ ଏପରି ଲୋକମାନକୁ ଦେଇ ପୁଣ୍ୟ କ୍ଷେତ୍ର ର ମାନ୍ୟତା ଦେଇଛନ୍ତି। ଏ ଭଉଣୀକୁ ଶକ୍ତି ଦିଅନ୍ତୁ ଭଗବାନ। ପ୍ରାର୍ଥନା 🙏
ସେବା କରିବାକୁ ଭଲ ପାଉଥିବା ଶିବାନୀ ଦିଦିଙ୍କୁ ଆନ୍ତରିକ ସମ୍ମାନ।
ଧନ୍ୟବାଦ ମାଉସୀ ❤❤❤❤
. ଆଜି ବି ଏଭଳି ମଣିଷ ଜନ୍ମ ନେଇଛନ୍ତି, ସେମାନଙ୍କର ସେବାଗୁଡିକୁ ପାରିଶ୍ରମିକ ଦିଅନ୍ତୁ
ବହୁତ୍ ସୁନ୍ଦର୍ ଉପସ୍ଥାପନ ମାନସ ବାବୁ ❤❤❤❤
ଶିବାନୀ ମାଆଙ୍କୁ ଶତ ଶତ ପ୍ରଣାମ
ଧନ୍ୟବାଦ ଶିବାନ ଦିଦି 🙏🙏🙏🙏🙏
ମାଉସୀ ଅତି ସରଳ। ବହୁତ୍ ବଡ ହୃଦୟ।ବହୁତ୍ ସ୍ନେହୀ ଓ ପରୋପକାରୀ ମଣିଷ।ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍। ଭଗବାନ ଆଶୀର୍ବାଦ କରନ୍ତୁ। ଆହୁରି ଆଗକୁ ଯାଆନ୍ତୁ
ମାନସ ଭାଇଙ୍କ କଥା ବାର୍ତା ଅତି ସୁଶୀଳ
God Bless You Brother for respective behaviour towards guest🙏🙏🙏🙏🙏
ଏମିତି ମାଉସି ଖଜିଲେ ମିଳିବେନି କଟିଏରେ ଗୋଟିଏ ମାଉସି ❤❤❤😂😂😂ସୀବାନି ମାଉସି🎉🎉🎉
À lot of respect to you.God bless you.
ଶିବାନୀ ଦିଦି ତମକୁ ବହୁତ ବହୁତ ଧନ୍ଯବାଦ 🎉🎉
This ma is worthy to be rewarded and praised
May Lord Jagannath bless her
She is an example before society I salute this Ma
Bhai bahut khusi lagila emiti loka Mane hi ethi basibar jogya..Bhai apanku bahut bahut dhanyawad
Thankyou nuse 18 odia and Manas Bhai dill sea love you ❤❤❤
ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ❤❤
ଧନ୍ୟବାଦ୍ ଆଶା ଦିଦି
ନିଛୁକ ସରଳ ହୃଦୟର କଥା।
ଆଶା ଭଭଉଣୀ ଶିବାନୀ ଙ୍କୁ ବହୁତ ବହୁତ ଧନ୍ୟବାଦ ମୁଁ ବି ଜଣେ ଆଶା ଦିଦି ଭଗବାନ୍ ସମସ୍ତ ଙ୍କୁ ଭଲରେ ରଖନ୍ତୁ ❤🙏🙏🙏👍👍👍
ବହୁତ ବହୁତ ଧନ୍ୟବାଦ sir ଏବଂ ଶିବାନୀ ଦିଦିଙ୍କୁ।
A lot of respect to you God bless you 🙏🙏🙏🙏🙏❤️❤️❤️
ଖୁବ୍ ଶାନ୍ତ ସରଳ ନୀରିହ ଉପକାରୀ ସେବାକାରୀ ଓ ଦୃଢ଼ ଇଚ୍ଛାଶକ୍ତିର ଭାବ ପୂର୍ଣ୍ଣ ଯୋଦ୍ଧା ଶିବାନୀ ମଣ୍ଡଳ ଭଉଣୀ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଶୁଭେଚ୍ଛା ନମସ୍କାର। ଭଗବାନ ତାଙ୍କ ଦୃଢ଼ ଇଚ୍ଛାଶକ୍ତିର ସହାୟକ ହୁଅନ୍ତୁ।
ମାଉସି ଙ୍କୁ କୋଟି କୋଟି ପ୍ରଣାମ । ତାଙ୍କର ଏ ସେବା ମନ ବୃତ୍ତିକୁ, ଭଗବାନ ତାଙ୍କୁ ଭଲରେ ରଖନ୍ତୁ ।
ବହୁତ୍ ବଢିଆ ଜୟ ଜଗନ୍ନାଥ
ଏ ହେଉଛି କର୍ମ ର ଫଳ। ଭଲ କର୍ମ ର ଫଳ ସବୁବେଳେ ଭଲ ହିଁ ହୋଇଥାଏ। ଏଥିରୁ ସ୍ପଷ୍ଟ ଜଣାପଡୁଛି ଧନସମ୍ପତ୍ତି ମଣିଷ ର ପରିଚୟ ନୁହଁ। ମଣିଷ ପଣିଆ ମାନବିକତା ଆପଣ ଙ୍କୁ ସାରା ବିଶ୍ୱରେ ପରିଚୟ ଦେଇପାରିବ। ଏତେ ଚର୍ଚ୍ଚିତ ହେଲାପରେ ଯିଏ ଖୋଲା ହୃଦୟ ରେ ବିନା ସଂକୋଚ ରେ, କହିପାରେ ସେ ମୂଲିଆ କାମ କରୁଛନ୍ତି ସେ ପରି ମହାନ୍ ମହିୟସୀ ମହିଳା ଙ୍କୁ ମୁଁ ହୃଦୟ ରୁ ସଲାମ କରୁଛି। ମାନସ ସାର୍ ସତରେ ଯଦି ଥରୁଟିଏ ଆପଣ ମାଉସୀ ଙ୍କ ଘର କୁ ଯାଆନ୍ତେ ବହୁତ ଭଲ ହୁଅନ୍ତା। ସାର୍ ମାଉସୀ ଙ୍କ କଥା ରଖିବେ। ଶେଷରେ ଗୋଟିଏ କଥା କହିବି ଯେଉଁ ନାରୀ ମାନେ ଏହି ଇଣ୍ଟରଭିୟ୍ୟୁ ଦେଖୁଛନ୍ତି ମାଉସୀ ଙ୍କ ଠାରୁ ପ୍ରେରଣା ନିଅନ୍ତୁ। ନିଜର ପରିଚୟ ତିଆରି କରନ୍ତୁ।
ବହୁତ ସୁନ୍ଦର, ବହୁତ ବହୁତ ସୁନ୍ଦର
ଧନ୍ୟବାଦ , ଭଉଣୀ । ଜୟ ଜଗନ୍ନାଥ ।
dhanyabad bhauni au dhanyabad news18 ku je se didi nkara interview neithibaru... Odisha ra loka e didi nku dekhi kichi sikhibe asha karuchi
ବହୁତ ସୁନ୍ଦର ମଣିଷଟି ଏବଂ ନିଃସ୍ଵାର୍ଥପର ଭଗବାନ ତାଙ୍କର ମଙ୍ଗଳ କରନ୍ତୁ।
Greatest pranam..manasa sir❤ and salute..to asha didi...god blessed u..❤🙏
Mausi namaskar au apana nku bahut bhaut dhanyabad mausi , pravu jagannath apana nka family ku sabu bele khusi re rakhantu .....
ଧନ୍ୟ ତୁମେ ଶିବାନୀ ମାଉସୀ
ମାନସ ଭାଇ,, ନମସ୍କାର
ଶିବାନୀ ଦିଦି,,
ଗୋଟିଏ ଗୋଟିଏ ଦିନରେ ନୁହେଁ
2006 ru ଏହିପରି ସେବା ଦେଇ ଆସୁଛନ୍ତି 🎉🎉
Thank you your presentation
ମା ତୁମକୁ ମୋର କୋଟି କୋଟି ପ୍ରଣାମ ପ୍ରଭୁ ଜଗନ୍ନାଥ ତୁମ ପରିବାରକୁ ଭଲରେ ରଖନ୍ତୁ ଏ ନିରୀହ ଲୋକଙ୍କ ସେବା ପାଇଁ ଜୟ ଜଗନ୍ନାଥ 😭😭😭🙏🙏🚩
ମା ର କାମ ପାଇଁ ସମସ୍ତଙ୍କ ହ୍ରୁଦୟ ଜିତିଗଲେ ❤❤🎉
ବହୁତ ବହୁତ ଧନ୍ୟବାଦ ମାନସ ବାବୁ
ଏହିପରି ନିଷ୍କପଟ ଓ ଅହଂକାର ଶୂନ୍ୟ ବ୍ୟକ୍ତି ବିଶେଷ ଙ୍କ ପାଇଁ ହିଁ ଦୁନିଆ ଚାଲିଛି
ମା ବିରଜା ଙ୍କୁ ଏତିକି ପ୍ରାଥନା କରୁଛି ମାଉସୀଙ୍କୁ ନିରୋଗ ଓ ସୁଖଶାନ୍ତି ରେ ସଦାସର୍ବଦା ରଖନ୍ତୁ
ମାଉସୀ ଙ୍କୁ ହୃଦୟ ରୁ କୋଟି କୋଟି ପ୍ରଣାମ, ଜୟ ଜଗନ୍ନାଥ 🙏🙏🙏
ବହୁତ୍ ବହୁତ୍ ବହୁତ୍ ସୁନ୍ଦର୍ ଉପସ୍ଥାପନା ମାନସ ଭାଇ,ମ
Sibani didi apananku bahut bahut dhanyabad. apana pain bahut khusi laguchi je aji ka samay re apana nka pari snehi maa achanti ❤❤❤❤❤❤
Thank you ❤❤
Jay Jagannath...a brave mother.. salute to u for ur great work ❤
Dhanyawad news 18
ଧନ୍ୟବାଦ new 18
Real personalty, good human being, real social work,real warier.
Salute Maushi