Puri firecracker mishap | Incident raises several questions over safety and security

Поделиться
HTML-код
  • Опубликовано: 24 ноя 2024

Комментарии • 260

  • @amiyajena76
    @amiyajena76 5 месяцев назад +66

    ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ଦୁର୍ଘଟଣାର ଶୀକାର ହୋଇ ମୃତ୍ଯୁବରଣ କରିଥିବା ଶ୍ରଦ୍ଧାଳୁମାନଙ୍କ ମାନଙ୍କର ଆତ୍ମାର ସଦ୍ଗତୀ ପାଇଁ ଓ ଆହତ ମାନଙ୍କର ଶରୀର ସୁସ୍ଥ ପାଇଁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ।। ଜୟ ଜଗନ୍ନାଥ ।।🙏🙏🙏

  • @subratbhoi6429
    @subratbhoi6429 5 месяцев назад +76

    ଜଗନ୍ନାଥ ମହାପ୍ରଭୁ ସମସ୍ତ ଙ୍କୁ ଭଲ କରିଦିଅନ୍ତୁ 🙏🏼🙏🏼

  • @DEVULove-mz4lx
    @DEVULove-mz4lx 5 месяцев назад +29

    କଣ ଦରକାର ଥିଲା ବାଣ ଫୁଟେଇବାକୁ ..?? ଏଥିଲାଗି ସେ ଦାୟୀ jiye ବାଣ ଆଣିଥିଲା..😡😡

  • @santoshkumarmishra2620
    @santoshkumarmishra2620 5 месяцев назад +15

    ଜନଗହଳି ସ୍ଥାନ କୁ ଯାଅ ନାହିଁ. ଏହି ଶିକ୍ଷା ସମସ୍ତଙ୍କ ପାଇଁ.

  • @manashnayak2794
    @manashnayak2794 5 месяцев назад +10

    କଳିଯୁଗ ଶେଷ ହବାକୁ ଯାଉଛି ଜୟ ଜଗନ୍ନାଥ ତୁମରି ନୀଳା 🙏🏻🙏🏻🙏🏻

  • @bikashroul217
    @bikashroul217 5 месяцев назад +17

    ବହୁତ ବହୁତ ଦୁଃଖ ଦାୟକ ଘଟଣା 😢😢 ହେ ମହାପ୍ରଭୁ ଜୟ ଜଗନ୍ନାଥ 🙏 ତୁମେ ହିଁ ସାହା ଭରସା । ଦୁଖ ଲାଗୁଛି ପୁରି ଭଳି ଜାଗାରେ ଡାକ୍ତରଖାନାରେ ଡାକ୍ତର ନାହାଁନ୍ତି। ପୁଣି5T ଡାକ୍ତରଖାନା । ଇଏ ହ ଉଛି ଆମ ଓଡ଼ିଶା ର 5T ଡାକ୍ତରଖାନା । ଧନ୍ୟ ତମ 5T ର ରୁପାତି କରଣ । ଲୋକ କଣ କହୁଛନ୍ତି ସୁଣ ଡାକ୍ତରଖାନାରେ ଡାକ୍ତର ନାହାଁନ୍ତି।

  • @goodartitude.9917
    @goodartitude.9917 5 месяцев назад +16

    ଘୋର କଳିକାଳ ସବୁ ତ ଉତ୍ପାତ ହେଲେ କହିବୁ କାହାକୁ ବୁଝିବ କିଏ.. 😭 ହେ ପ୍ରଭୂ ଜଗନ୍ନାଥ ଲୋକମାନଙ୍କୁ ସଦବୁଦ୍ଧି ଦିଅନ୍ତୁ.. 🙏⚫‼️⚫🙏

  • @storytime8926
    @storytime8926 5 месяцев назад +49

    ବିନା ଅନୁମତି ରେ ଖଣ୍ଡିଆବନ୍ଧ ର ଚନ୍ଦନ ୪ ଲକ୍ଷ ଟଙ୍କାର ବାଣ ଆଣିଥିଲା।
    ତା ପାଇଁ କେତେ ଜୀବନ ଗଲା। ତା ଭିତରେ କିଛ ନିରୀହ ଛୋଟ ପିଲା ଥିଲେ।
    ଦୁଖଃ ଲାଗୁଛି ଗୋଟେ ଛୋଟ ପିଲା ଦଶମ ରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଇଥିଲା, ବାପା ମାଙ୍କର ଗୋଟେ ବୋଲି ପୁଅ ଥିଲା, ସେ ତା ବାପା ମାଙ୍କର ବୁର୍ଦ୍ଧ ବୟସର ସାହାରା ଥିଲା, ଆମ ଦେଶର ଭବିଷ୍ୟତ ଥିଲା,
    ସେଠି ସେ ନିରୀହ ହୋଇ କହୁଥିଲା ମତେ ଆମ୍ବୁଲାନ୍ସ ରେ ନେଇଯାଅ ମତେ ଟିକେ ଭଲ ଲାଗୁଛି, ସେ ଆକୁଟିଆ ଥିବାରୁ ରହିଯା ଆଉ ଆମ୍ବୁଲାନ୍ସ ଆସିଲେ ତୁ ଯିବୁ। ସେ ଅପେକ୍ଷା କରି ତା ଜୀବନ ପଳେଇଲା।
    ଏଥିପାଇଁ ଦାୟୀ କିଏ ?
    ୧.ଚନ୍ଦନ ଦାୟୀ ବିନା ଅନୁମତିରେ ବାଣ ଆଣି ଫୁଟଉଥିଲା?
    ୨.ପ୍ରଶାସନ ଦାୟୀ , ପ୍ରଶାସନ ତରଫରୁ କିଛି ବ୍ୟବସ୍ଥା ନଥିଲା ?
    ୩. ସରକାର ଦାୟୀ, ଜିଲ୍ଲା ଡାକ୍ତରଖାନା/ ମେଡ଼ିକାଲ କଲେଜ ରେ ଆମ୍ବୁଲାନ୍ସ ନାହିଁ, ଵର୍ଣ ବିଭାଗ ନାହିଁ, ଡାକ୍ତର ନାହାନ୍ତି,ଇଏ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠୁ ହୀନ,
    ଏହାର ଜବାବ ଦବ କିଏ ?
    ୪.ବିଜେଡି ସରକାର ଜବାବ ଦବ ?
    ୫.ବିଜେପି ଜବାବ ଦବ ?
    ୬.କଂଗ୍ରେସ ଜବାବ ଦବ ?
    ୭.ଅନ୍ୟ ରାଜନୀତିକ ଦଳ ଜବାବ ଦେବେ ?
    ୮.ଏଠି ସବୁ ଚୋର କେବଳ ନିଜ ସ୍ୱାର୍ଥ ପାଇଁ ରାଜନିତୀ କରୁଛନ୍ତି?
    ୯.ବିଜେପି , କଂଗ୍ରେସ ଓ ଅନ୍ୟ ରାଜନୀତିକ ଦଳ ଆଜି ପର୍ଯ୍ୟନ୍ତ କୌଣସି ପ୍ରଶ୍ନ ବିଜେଡ଼ି ସରକାର କୁ କରିନାହାନ୍ତି ଡାକ୍ତରଖାନାରେ କଣ ପାଇଁ ଡାକ୍ତର ନାହାନ୍ତି, ଆମ୍ବୁଲାନ୍ସ ନାହିଁ, ୱାର୍ଡ ନାହିଁ, ଟିକେ କିଛି ହେଲେ ଏଠି ବାହାରକୁ ରେଫର କରିଦଉଛନ୍ତି?
    ୧୦.ଦୀର୍ଘ ୨୫ ବର୍ଷ ରେ ଜିଲ୍ଲା ଡାକ୍ତରଖାନା ପାଇଁ କଣ କରିଛନ୍ତି ବିଜେଡ଼ି ସରକାର, ବିଜେଡି ସରକାର ଜବାବ ଦେବେ ?
    ୧୧.ନା କୁ ମାତ୍ର ଥିବା ମେଡ଼ିକାଲ କଲେଜ ପାଇଁ କଣ କରିଛନ୍ତି ଜବାବ ଦେବେ ବିଜେଡ଼ି ସରକାର?

    • @smilequeenjyotsna3614
      @smilequeenjyotsna3614 5 месяцев назад +2

      Thik kahila

    • @storytime8926
      @storytime8926 5 месяцев назад +2

      @@smilequeenjyotsna3614 ମୃତ୍ୟୁ ସଂଖ୍ୟା ବହୁତ ଅଧିକ।
      Election ପାଇଁ ଏମାନେ ଲୁଚାଇଛନ୍ତି।
      ଏ କି ରାଜନିତୀ ?
      କେବଳ ସ୍ୱାର୍ଥ ରାଜନିତୀ।
      ଏମାନେ ଲୋକଙ୍କ କଥା ଚିନ୍ତା କରନ୍ତିନି।
      କେବଳ ରାଜନିତୀ।

    • @c.sekhargaming9347
      @c.sekhargaming9347 5 месяцев назад +1

      Right 😢

  • @kajaldas5841
    @kajaldas5841 5 месяцев назад +7

    ଠିକ୍ କହିଛନ୍ତି ଆପଣ ଯେଉଁଠି ସ୍ବାସ୍ଥ୍ୟ ପାଇଁ ସରକାର ସଚେତନ ନାହିଁ ସେ ସରକାର ଦରକାର ନାହିଁ
    ୟେ ଦାଇତ୍ଵ ହୀନତା ଯୋଗୁଁ ଜୀବନ ଚାଲିଗଲା
    ତେଣୁ ୟେ ରାଜ୍ୟ ପାଇଁ ୟେ ସରକାର ଆଉ ନୁହେଁ
    ରାମ ରାଜ୍ୟ ଦରକାର ରାବଣ ନୁହେଁ

  • @SwarnashreePanda
    @SwarnashreePanda 5 месяцев назад +14

    Medical re dr nahi, 5t re school rupantri karana hehuchhi ,pangu sarakara, 25years hela bikash heuchhi

  • @Desi-life-vloger-laxmi
    @Desi-life-vloger-laxmi 5 месяцев назад +21

    ସରକାର change kara.. ଭଲ ଚାହୁଁଚ ଯଦି
    Only 🚩🚩🚩🚩🚩JAY SHREE RAM

    • @Gendua081
      @Gendua081 5 месяцев назад +1

      Toh ma aa ku koriba😅

    • @A.T.H.2023
      @A.T.H.2023 5 месяцев назад

      ରାଜନୀତି କରୁଛନ୍ତି

    • @himanshusekharapanigrahi4830
      @himanshusekharapanigrahi4830 5 месяцев назад

      AA nabeen budha na mala parjyanta kichi bi change hebani.. harami loka 1000 tanka ne e sankha ku bhote de e de chanti

    • @valhalla658
      @valhalla658 5 месяцев назад +1

      Bahanaga accident bele kuade Jai thilu?

    • @simplereview4839
      @simplereview4839 5 месяцев назад +1

      Toh Rama ku ade jaithila accident bele

  • @surajitjana7671
    @surajitjana7671 5 месяцев назад +7

    ବାଣ କୁ ସମ୍ପୁର୍ଣ୍ଣ ଭାବରେ ବନ୍ଦ କରନ୍ତୁ. ପ୍ରଦୂଷଣକୁ ବନ୍ଦ କରତୁ

  • @Udaya-bi4et
    @Udaya-bi4et 5 месяцев назад +2

    ହେ ପ୍ରଭୁ ଏମିତି ଦୃଘଟଣା ଆଉ କେବିବି ନଘଟୁ..... ଏମିତି ହେଲେ ଆପଣଙ୍କ ଉପରୁ ସମସ୍ତଙ୍କର ବିଶ୍ୱାସ ଉଠିଯିବ 😭

  • @bikashsahoo3907
    @bikashsahoo3907 5 месяцев назад +8

    Jay jagannath 🙏 samastanku vala karidia

  • @debasisacharya8954
    @debasisacharya8954 5 месяцев назад +3

    He jagannath ..🙏🙏🙏

  • @avijit1437
    @avijit1437 5 месяцев назад +3

    Jay jagannath 😢😢😢 Prabhu samastanku bhala Kari dio Prabhu 🙏🙏🙏

  • @krushnachbehera2481
    @krushnachbehera2481 5 месяцев назад

    This voice is absolutely right

  • @azadpatra74
    @azadpatra74 5 месяцев назад +5

    Jay jagannath 🙏🙏🙏

  • @AshokKBarik
    @AshokKBarik 5 месяцев назад +3

    I pray to God Lord Jagannath that all will be get well soon.

  • @mamatamohanty9774
    @mamatamohanty9774 5 месяцев назад +3

    Prabhu jagannath samastanku vala karidiantu.

  • @sabitendudasvlogs1398
    @sabitendudasvlogs1398 5 месяцев назад +8

    Athire please otv kichi politics karani athi lokonka jiban jaichi

    • @sumitmohapatra7480
      @sumitmohapatra7480 5 месяцев назад

      Politics Kan be BJD chela sala hospital Kahi Chu sala

    • @netranandapatra6772
      @netranandapatra6772 5 месяцев назад

      Au BJD thakuraku nei politics bhala karuchi

  • @BijayaKumarbehera-n6u
    @BijayaKumarbehera-n6u 5 месяцев назад +7

    Naveen Babu Ete crore crore kharcha hauchi....dist govt medical re ventilater ..icu systam karunahanti kn pain......

  • @RihanSahu-dk7dd
    @RihanSahu-dk7dd 5 месяцев назад +1

    God bless you

  • @sibaduttasahoo7542
    @sibaduttasahoo7542 5 месяцев назад +4

    Puri district administration is 100% responsible

  • @AshokKBarik
    @AshokKBarik 5 месяцев назад +3

    World class!

  • @DigamberDigamber-p3o
    @DigamberDigamber-p3o 5 месяцев назад +2

    Very good bhai

  • @SriHarikirttan
    @SriHarikirttan 5 месяцев назад

    ଏହାର ଉଚିତ ତଦନ୍ତ ହେଉ ଓ ପ୍ରକୃତ ଦୋଷୀକୁ ଦଣ୍ଡ ଦିଆଯାଉ । ସମସ୍ତ ଆହତ ମାନଙ୍କର ଆଶୁ ଆରୋଗ୍ୟ କାମନା କରୁଛି । ବଡ ଦୁଃଖ ଦାୟକ ଘଟଣା । ଜୟ ଜଗନ୍ନାଥ ,🙏

  • @birajbehera1189
    @birajbehera1189 5 месяцев назад +1

    🙏⭕️❗️⭕️jay jagannath swami nayana pathagami vhaba tume ❤

  • @rajukhatua7116
    @rajukhatua7116 5 месяцев назад +1

    ନବୀନ ବାବୁ ଙ୍କର ଏ ରୋଲ ଲୋକ ମଲା ପରେ ଯିବେ,
    ଯଦି ମେଡିକାଲ କରିଚ ଡାକ୍ତର ରଖୁନାହାନ୍ତି କାହିଁକି, ଓଡିଶାରୁ ସବୁ ଟଙ୍କା ନେଇ ନିଜେ ବଡ଼ ବଡ଼ କାରଖାନା, ବିଲଡିଙ୍ଗ କରୁଛନ୍ତି, ଓଡ଼ିଶାରେ ଲୋକ ମାନେ ପୋକ ମାଛି ପରି ମରୁ ଛନ୍ତି,

  • @Videogyan569
    @Videogyan569 5 месяцев назад +1

    Jay Jagannath Swami Nayan pathagami bhaba tume❤❤❤❤❤😊😊😊😊 bhagaban samastanku bhala karidiantu

  • @ODISHABHAI-eq8jq
    @ODISHABHAI-eq8jq 5 месяцев назад +1

    ପୁରୀ ରେ ଏମ ଲ ଅଛନ୍ତି, ଓଟିଭି ଦଳ ର ନେତେ ଜୟନ୍ତ ଷଡ଼ଙ୍ଗୀ, ତାଙ୍କୁ ପଚାରିଲେ ଠିକ୍, ଖବର ମିଳିଯିବ

    • @twaremotivation960
      @twaremotivation960 5 месяцев назад

      ଭାଇ ବଡ଼ ମେଡିକାଲ ରାଜ୍ୟ ସରକାର ଉଣ୍ଡର ରେ ଅଛି ଆପଣା କଣ ତାମିଲ ପଦ ଚତ କି

  • @ajeetmirdha9613
    @ajeetmirdha9613 5 месяцев назад

    ଲୋକ ଦେଖାନିଆ ପ୍ରକୃତି ପାଇଁ ଏମିତି ହଉଚି ଘରେ ରହି ପୂଜା କଲେ କଣ ଭଗବାନ ଶୁଣିବେ ନା ନାଇଁ ବେଶୀ ପଇସା ହେଇଗଲାଣି ଆଉ ପ୍ରଭୁ ଙ୍କୁ ଡାକିଲେ କି ଲାଭ ଜୀବନ ତ ଗଲାଣି

  • @pratushpradhan6690
    @pratushpradhan6690 5 месяцев назад +2

    Jay Jagannath

  • @Prangya507
    @Prangya507 5 месяцев назад

    ପ୍ରଥମ କଥା ଭଗବାନ ଙ୍କ ପୂଜା ରେ ବାଣ ର ଆବଶ୍ୟକତା କଣ ରହିଛି

  • @RihanSahu-dk7dd
    @RihanSahu-dk7dd 5 месяцев назад

    ଜୟ ଜଗନାଥ

  • @amirasahu9764
    @amirasahu9764 5 месяцев назад +1

    Jay jagannth 👏♥️🏹👏❤️👏

  • @sudhanshusahoo4290
    @sudhanshusahoo4290 5 месяцев назад +2

    ସବୁ ସେଇ ତାଙ୍କ ରି ଦାନ ତାଙ୍କ ଇଛା

  • @MuVloggerk
    @MuVloggerk 5 месяцев назад +1

    Bano କାନେ ଏତେ ଫୁତାଉଥିଲୋ, ସବୁ ଜlନିଲୋ ଏବେ, ଏତେ ଗରମ ରେ ବlଣ କଣ ପାଇଁ ଫୁଟେଇ ମଜା କରୁଥିଲେ.....

  • @debasishpradhan8868
    @debasishpradhan8868 5 месяцев назад

    ଆଜ୍ଞା bsky କାର୍ଡ ଅଛି ପରା ଆଉ କଣ govt ମେଡିକାଲ ଦରକାର

  • @lipupriyadarshanodialifest3267
    @lipupriyadarshanodialifest3267 5 месяцев назад

    ପୁରୀରେ ସବୁ ଅଭାବ, ମେଡିକାଲ ଗଲେ ମେଡିକାଲ୍ କର୍ତୁପକ୍ଷ ଶୁଣିବେନି କି ଡାକ୍ତର ମାନେ ବି ଶୁଣିବେନି,ଏଠି ଡକ୍ଟର ମାନଙ୍କ ବହୁତ ଅଭାବ

  • @nomadicodia2179
    @nomadicodia2179 5 месяцев назад +1

    Firecracker should be ban in Odisha

  • @ମୋHasa
    @ମୋHasa 5 месяцев назад +1

    4200 crore 😢 parikrama prakalpa puri Jagannath 😢

  • @SubudhiChitta
    @SubudhiChitta 5 месяцев назад

    Jatani ରେ ବାଣ ଗୋଦାମ ବନ୍ଦ କରାଯାଉ. ପୁରୀ ଜିଲାରେ ବାଣ ଲାଇସେନ୍ସ ରଦ୍ଦ କରାଯାଉ

  • @archanarout4500
    @archanarout4500 5 месяцев назад

    Recoding sabu karanti kn pain mu bujhi paruni jadi Jane podi jauchi tanku aga utheiba na Recoding Kariba

  • @pinulatamajhi1737
    @pinulatamajhi1737 5 месяцев назад

    He pravu emiti kahniki kalu

  • @pawankalyan7168
    @pawankalyan7168 5 месяцев назад

    Jay Jagannath 🙏🙏🙏🙏

  • @Scom1994
    @Scom1994 5 месяцев назад +3

    Hee mor odisha ra bhai mane agami sesa nirvachan thiba 6sit BJP ku chance deontu 🙏 au pjp sarkar odisha re anantu

  • @arunmohanty4703
    @arunmohanty4703 5 месяцев назад +1

    ତମ ଓଟିଭି ମଘୀଆ ଙ୍କୁ ଖାଲି ସୁବିଧା ଖୋଜୁଛି କେମିତି ସରକାର ଙ୍କୁ ମାରିବ ଆରେ ଲୋକ ଙ୍କ କଷ୍ଟ ବୁଝ କାହିଁକି ରାଜନୀତି ରୋଟୀ ସେକୁଛ ଆଉ ପଣ୍ଡା ଏ ଭଳି ପରିସ୍ଥିତି ରେ ବି ପଇସା କାମେଇବାର ଲାଗିଛି ଛି ତମ ଚାନେଲ କୁ

  • @BijayaKumarbehera-n6u
    @BijayaKumarbehera-n6u 5 месяцев назад +2

    Ye govt 25 yr bhitare ....sabu dist re dist head qtr re gote icu..ki ventilater systam kariparileni...lokonka health pain kete kn kari tadi pakeichu khali bahaba nebare besta....

  • @twaremotivation960
    @twaremotivation960 5 месяцев назад

    ଭାଇ ଅନେକ ଅବ୍ୟବସ୍ଥା ହେଇଚି ମେଡିକାଲ ରେ ଡକ୍ଟର ବି ଠିକ୍ ସେ ନାହାନ୍ତି କିଏ କଣ କହିବ ଜାଣିନି କିନ୍ତୁ ମୁଁ ଦେଖିଚି ଲୋକଙ୍କ ଆଖି ନାହିଁ ଟା କାହାର ହାତ 😢😭
    ଯେଉଁ ମାନେ କହିଛନ୍ତି ସରକାର ଭଲ ବୋଲି ସେମାନେ ଚିନ୍ତା କରନ୍ତୁ ସାଧାରଣ ନେତା କି ମାନେ ଦେହ କଣ ହୋଇଗଲେ ଆମ୍ବୁଲାନ୍ସ ପହଞ୍ଚାଉଛି ହେଲେ ଆମ ସାଧାରଣ ଜନତା ପାଇଁ ଟିକେ ବି ଆମ୍ବୁଲାନ୍ସ ମିଳିଲାନି

  • @PriyankaSahi-pm1iq
    @PriyankaSahi-pm1iq 5 месяцев назад

    2nd june hella 😢😢kn na kn heuchii

  • @sabitaprusty8035
    @sabitaprusty8035 5 месяцев назад

    ଯାହା କମେଣ୍ଟ ରେ, ନିରାଶ ସତ୍ଯ କଥା ।ଜୀବନ ବିପଦପୂର୍ଣ୍ଣ ବେଳେ ପାଟି, ପଲିଟିକ୍ସ ନଦେଖି ବିଜେପି, ହେଉ କି, କଂଗ୍ରେସ ସାହାଯ୍ଯ ର ହାତ ବଢାଇ ପାରି ଥାନ୍ତେ କାଳେ ଯଥାଶୀଘ୍ର ବେବସ୍ତା ହୋଇ ଥିଲେ ଅମୂଲ୍ଯ ଜୀବନ ବଞ୍ଚି ଯାଇ ପାରିଥାନ୍ତା। କେତେ ଆଶା ସପ୍ନ ସେ ପିଲାଙ୍କ ର ଥିଲା। ଜୀବନ ତ ଗଲା ,ତା ପରିବର୍ତ୍ତେ କିଛି ପ ଇସା,।ଛାଡ ଠାକୁର ଭରଷା। ଆମର ଏଠି ସରକାର ହେଉ କି, ପ୍ରଶାସନ ଚୋର ଗଲା ପରେ ବୁଦ୍ଧି ଦିଶିବ। ଜଗନ୍ନାଥ ମଂଗଳ କରନ୍ତୁ।

  • @dibyajotibehera7851
    @dibyajotibehera7851 5 месяцев назад

    Jai jagannath

  • @GaneshGangai-r9l
    @GaneshGangai-r9l 4 месяца назад

    ଏହା କିଛି ନୁହଁ ଏହେ ତୋ ଆରମ୍ଭ ଆଗକୁ କଣ ହେଉଛି ଦେଖା 😂😂😂😂

  • @sangeetasahu8583
    @sangeetasahu8583 5 месяцев назад

    So sad news... God bless you....😭😭😭

  • @MR_LEGEND2024
    @MR_LEGEND2024 5 месяцев назад

    Jay jagannath

  • @sunamnaik6682
    @sunamnaik6682 5 месяцев назад

    Jay jagannath mahaprabhu ♥️♥️🙏

  • @ArchitaDas-n5o
    @ArchitaDas-n5o 5 месяцев назад

    Maa loo mo sinu sahita sabubele rahibu loo maa mangala maa loo 🙏🙏🙏🙏

  • @Game-e6p8k
    @Game-e6p8k 5 месяцев назад

    Bana photiba pura band haba darkar bahaghara hau ki any kaunsi debadebi function hau bana photiba pura band haba darkar...
    Dui barsa purbey sarala mandira re same case heithila.

  • @JeebanjyotiSarangi
    @JeebanjyotiSarangi 5 месяцев назад +1

    Sabu district re scb bhalia medical khola jau.. Parjaykta parimana re doctor aau nurse recruit huantu

  • @ArchitaDas-n5o
    @ArchitaDas-n5o 5 месяцев назад

    Pravu 🙏

  • @ramakrushnasahoo1701
    @ramakrushnasahoo1701 5 месяцев назад

    Jay 🙏 jagannath 🙏

  • @reetareeta2104
    @reetareeta2104 5 месяцев назад

    Jaya jaganth🙏

  • @ArchitaDas-n5o
    @ArchitaDas-n5o 5 месяцев назад

    Maa loo maa mangala maa samasta nkara deha bhala karide loo maa mangala loo 🙏🙏🙏🙏

  • @silibehera4840
    @silibehera4840 5 месяцев назад

    He prabhu Kain emiti kala😢😢

  • @Bikas.ilipa.you.tube.chanel
    @Bikas.ilipa.you.tube.chanel 5 месяцев назад

    Jaya.jaganathh.🙏🙏🙏🙏

  • @shaktiranjn77
    @shaktiranjn77 5 месяцев назад

    ପରିକ୍ରମା ପ୍ରକଳ୍ପ ପାଇଁ ଚାରିଟା ପାଇଖାନା ପାଇଁ ଏତେ ଟଙ୍କା ଖର୍ଚ୍ଚ କିନ୍ତୁ ମେଡିକାଲ ପାଇଁ ଟଙ୍କା ନାହି।
    ବ୍ୟବସ୍ଥା କିଛି ନାହିଁ ।
    E ta hauchi bjd ସରକାର ର ଅତି ଲେମ୍ବୁ ଚିପୁଡ଼ିଲେ ପିତା ହେବାର ଉଦାହରଣ।
    ଜଣେ 5 ରୁ ଅଧିକ ବର୍ଷ କ୍ଷମତା ରେ ରହିବାର କୁ ପରିଣାମ

  • @Laxmiranidalai-ot9ku
    @Laxmiranidalai-ot9ku 5 месяцев назад +10

    Jou pila ta mala, se banchi thhanta jadi puri medical re kn subidh nathila, darkar nain e sarkar, samasta meuta ra karana e prasasana au e government ra, 😢😢😢🥺 kharap laguchi Amara ete kharab vyavastha, ethire na puri ku aityha baneiba, jie samanya medical subidha jogei paru nahanti😔

    • @-Jena_jena
      @-Jena_jena 5 месяцев назад +3

      Right bhi athi 4200 cr re 4 ta toilet hba medical facilities hba ni

    • @lovefromodisha2582
      @lovefromodisha2582 5 месяцев назад +1

      Autike bjd ku vote dia..... Sabu mariba...... 0 facility paiki

    • @sabitendudasvlogs1398
      @sabitendudasvlogs1398 5 месяцев назад

      Murkha bhali katha jama karni sala asikhita bala ac room re seat nathiba boli haeparilani

    • @sabitendudasvlogs1398
      @sabitendudasvlogs1398 5 месяцев назад

      Amara bjd ku vote dabu au daechu b​@@lovefromodisha2582

    • @BijayaKumarbehera-n6u
      @BijayaKumarbehera-n6u 5 месяцев назад

      Laja laguchi ye govt ku gote govt dist head qtr medical re 2crore re gote icu ventilater systam kariparu nahanti.....

  • @Scom1994
    @Scom1994 5 месяцев назад

    Prabhu jagannath samasta nku bhala karideontu au

  • @itssaumyasvlog5226
    @itssaumyasvlog5226 5 месяцев назад

    Tragedy Aramva heijaichi 2023 June 2 Train tagedy ru, ebe 2nd tragedy heigola. Jadi ebe b loko no sudhuribe tahele kahaku kn kohibo . Pratyek borso kicchi na kicchi severe durghatana ghatuchi tathapi hospital ku ete obohela kn pain??? Khali vote paiba pai Hna - Hna houchonti e sarkar . Kn koruchonti vote neiki.

  • @bichitranandatripathy3007
    @bichitranandatripathy3007 5 месяцев назад

    Puri prasasana. Daiee o sarakara. Daiee

  • @ChariaroutChariarourt
    @ChariaroutChariarourt 5 месяцев назад

    he bhagaban ye sabu lokanku rakya kara please 🙏🏻😔😔😔😱😱mora etiki guhari

  • @ChintuSahoo-ty9ko
    @ChintuSahoo-ty9ko 5 месяцев назад

    O my god kn amiti hauchi

  • @SaisarthakMohanty
    @SaisarthakMohanty 5 месяцев назад

    Sabubele ehi vasana ame e karideichhu se Kari deichhu but thik. se ambulance pahanchi paruchhi na treatment heiparuchhi😢

  • @deepakparida7254
    @deepakparida7254 5 месяцев назад +1

    🙏🙏🙏🙏🙏🌹😭😭😭

  • @debasmitabehera7759
    @debasmitabehera7759 5 месяцев назад

    Bahut dukha ra ghatana aethi pain kehibi dayi nuhanti

  • @runudas4692
    @runudas4692 5 месяцев назад

    Jaganath samastanku bhala Kari diantu

  • @pinkybhuyan281
    @pinkybhuyan281 5 месяцев назад

    Jay jagannath samatanku thik karidiyantu

  • @bknayak50
    @bknayak50 5 месяцев назад

    Jay jagannath 🙏😢

  • @Ranmit_Vlogs
    @Ranmit_Vlogs 5 месяцев назад

    Ethipain Puri administration o 24 year ra mukhyamantri dai,
    Administration ethipain dai je ete loka gahali jagarr ban pain kain anumati dele, fire o ambulance kainhiki sethi standby re nathila
    Aou Mukhyamantri ethipain dai je Puri bhali tirtha khetra re bhala Hospital o doctor nahanti . Tame bsky private hospital pain karicha sethire garibara kana lava. Gariba ta emiti e hospital ru sehospital jiba batre mariba. Sadharana moulika subidha deina tame

  • @jeetendapanda2591
    @jeetendapanda2591 5 месяцев назад

    News channel to find out whether necessary police arrangement for the function was made or not.If so, if not who is responsible for loss of invaluable human life?

  • @sukantaranjanswain8619
    @sukantaranjanswain8619 5 месяцев назад

    କେମିତି ପୁରୀ ର ଉନ୍ନତି ହେବ ସବୁରି ମୁଳରେ ପାଣ୍ଡୁ ପାଣ୍ଡୁ ଏଠି ଲୁଟିବା ବାରେ ବେସୂ

  • @SPD1206
    @SPD1206 5 месяцев назад

    Beautiful comments of authority,
    Chhi chhi😂

  • @amitav7
    @amitav7 5 месяцев назад

    This is odisha jete bele kichi incident hue ta pare ???? Mark ase...

  • @myvillage7762
    @myvillage7762 5 месяцев назад

    ସବୁ ସରକାର ଦାଈ

  • @subhasmitaBehera-fc3gu
    @subhasmitaBehera-fc3gu 5 месяцев назад

    Puri CDM kahuchhanti tanka pakhare satff darkar thharu adhika achhanti

  • @justenjoy1206
    @justenjoy1206 5 месяцев назад +2

    Jagannath kahithile baana phutaao boli

  • @banitarana764
    @banitarana764 5 месяцев назад

    Khali purire nuhe sabu zilare garment doctor nahanti

  • @csc_seva
    @csc_seva 5 месяцев назад

    ଏକନମ୍ବର ସରକାର ଛି ଛି.. ଏଥର BJD ବିଦାୟ

  • @pramodbhoi6210
    @pramodbhoi6210 5 месяцев назад

    Jagannatha mahaprabhu samatha aahata nku thika kari diantu aha shri jagannatha nka charane parathana

  • @akshayapraharaj-mw1tv
    @akshayapraharaj-mw1tv 5 месяцев назад

    Bahare ta police ban ku parimisan deunahi puri bhali jagare ehipari ghatana pani prasasan dai

  • @Childishgirlkaju123
    @Childishgirlkaju123 5 месяцев назад

    Kn sabu ghati chalichi 😢😢😢

  • @minakhipanda6917
    @minakhipanda6917 5 месяцев назад

    Agaru kana byabshta nathauchi ki hela pare mana paduchi public au prasana manaku janaka jibana gala pare tome mane manisa na au kana

  • @ChandanSwain-yl3it
    @ChandanSwain-yl3it 5 месяцев назад

    Gametra ambalanse nahi komal vadare varaachhi

  • @dandapat2020
    @dandapat2020 5 месяцев назад

    Bano phutiba kn nihati darkar thila..he probhu rakhya kor....tame thao thao kameti hela jaga 🙏🙏🙏🙏

  • @Kisha-d4m
    @Kisha-d4m 5 месяцев назад

    Gachitha rakhithiba loka ku kathor sasti milu. Jebhali agaku abhali naheu. Rajaniti kariba uchit nuhein.

  • @niranjanmoharana7697
    @niranjanmoharana7697 5 месяцев назад

    Jadi puri re gote bhala hospital thanta
    Ta hele sea chota chua ta aji banchi jei thanta
    Athire ama puri kuade biswa staria heba

  • @Scom1994
    @Scom1994 5 месяцев назад +1

    A sarkar dai

  • @highrich1806
    @highrich1806 5 месяцев назад

    Jaga sarkar sabu thik KARIDIANTU 😢

  • @sushantbehera6819
    @sushantbehera6819 5 месяцев назад

    Jilla paala bhari saralia bhabare jawab dele kintu ete bhidare baana maribaku anumati Kia dele ethi samaste doshi