ଫୁଣି ପାଣ୍ଡିଆନକୁ ଦୁଇଟା ପିଏସଓ ଦେଲା କିଏ ?

Поделиться
HTML-код
  • Опубликовано: 15 сен 2024
  • @Focus Plus
    "FOCUSPLUS" is Odisha’s one of the fastest growing Odia Digital News Channel in a short time periods, It redefined the limits and has set new standards for journalism in odia news television through its differentiated programming and philosophy of inclusive journalism. The spirit of ‘Whatever continues to tell Odisha’s window to all over the world and world’s window into Odisha.
    facebook- / focusplusodisha1
    Instagram- / _focus_plus_
    Twitter- / thefocusplus1
    Website-thefocusplus.com/
    mail- plusfocus7@gmail.com

Комментарии • 236

  • @dhamirona8662
    @dhamirona8662 2 месяца назад +94

    ଏମିତି ହେଲେ ମୋହନ ମାଝି ସରକାର ଅତିଶୀଘ୍ର ଓଡ଼ିଶାରେ ବଦନାମ ହୋଇଯିବ

  • @saratranjanbehera6661
    @saratranjanbehera6661 2 месяца назад +122

    ବିଜେଡି ପାଣ୍ଡିଆନ କୁ ସମର୍ଥନ କରି ବିଜେଡି ସରକାର ରୁ ଗଲା.. ସେହିପରି ବିଜେପି ଯଦି ପାଣ୍ଡିଆନ କୁ ଭିତିରି ସମର୍ଥନ କରେ ତେବେ ବିଜେପି ଭଲ କରି ନାମ ନବ

  • @prasantapanda1703
    @prasantapanda1703 2 месяца назад +73

    ତାକୁ କାହିଁକି pso ଦିଆ ଯାଇଥିଲା? ସେ କଣ ବିଧାୟକ ନାଁ ମନ୍ତ୍ରୀ ନାଁ ସାଂସଦ ଥିଲା କି?

  • @Vinood900
    @Vinood900 2 месяца назад +84

    PSO ପ୍ରତ୍ୟାହାର ନ କଲେ BJP ଅବସ୍ଥା ଖରାପ୍ ହେଇ ଯିବ

    • @ODIABHARIBADHIA
      @ODIABHARIBADHIA 2 месяца назад +2

      Right bro

    • @ppsahoo123
      @ppsahoo123 2 месяца назад +3

      ହଁ ବିଜେପି କୁ ଘାଣ୍ଟି ଦବୁ

    • @udaynayak7967
      @udaynayak7967 2 месяца назад +1

      Bjp ku ghantibu

  • @sidd5547
    @sidd5547 2 месяца назад +8

    ବିଜେପି ପାଣ୍ଡୁ କୁ ଭିତିରିଆ ସମର୍ଥନ ଦେଉଛି କି ?? ତାକୁ ଦୁଇଟା ପିଏସଓ କାହିଁକି ଦିଆଗଲା ?? ସରକାର ତୁରନ୍ତ ଏହାର ସ୍ପଷ୍ଟିକରଣ ଦିଅନ୍ତୁ। ଜେଲକୁ ଧକା ମାରି ପଠେଇବା ବଦଳରେ ଏ କ'ଣ?? ଗୃହ ବିଭାଗ ଖୋଦ ମୁଖ୍ୟମନ୍ତ୍ରୀ ମୋହନ ମାଝି ଙ୍କ ପାଖରେ ଅଛି।

  • @rautrayapat6822
    @rautrayapat6822 2 месяца назад +38

    ତୁରନ୍ତ pso ପ୍ରତ୍ୟାହାର କରାଯାଉ।

  • @prananathpati9976
    @prananathpati9976 2 месяца назад +6

    ମୋହନ ମାଝୀ କରୁଛି କଣ? ଯଦି ତାକୁ ଶାସନ ଜଣା ନାହିଁ ତାହେଲେ ଛାଡି ଦଉନି। ବିଜେପିରେ ବହୁ ଯୋଗ୍ୟ ଲୋକ ଅଛନ୍ତି ମୁଖ୍ୟମନ୍ତ୍ରୀ ହେବା ପାଇଁ।

  • @user-wc3rq1ki5w
    @user-wc3rq1ki5w 2 месяца назад +45

    ପାଣ୍ଡୁ jail ନ ଗଲେ.. ଜଣା ପଡ଼ିଯିବ ସତ କଣ?... ଯଦି ନ ଗଲା jail ତ ଜାଣିବ ବିଜେପି ସହ ମିଶି g. ମାରିଦେଲା ବିଜେଡି କୁ...

  • @sadanandasahoo3707
    @sadanandasahoo3707 2 месяца назад +16

    ଯଦି ମୂଖ୍ୟମନ୍ତ୍ରୀ ଙ୍କ ଅଜାଣତରେ ହେଉଛି, ତା ଅର୍ଥ ମୂଖ୍ୟ ମନ୍ତ୍ରୀ କିଛି ଜାଣୁ ନାହାନ୍ତି

  • @pratyushmohanty542
    @pratyushmohanty542 2 месяца назад +20

    ତୁରନ୍ତ ପ୍ରତ୍ୟାହାର ହଉ ...ପାଣ୍ଡିଆନ୍ କିଏ, ତାଙ୍କୁ କାଇଁ ସୁରକ୍ଷା ଦିଆଯିବ??

  • @minutesaboutShantikunjbyDSLenk
    @minutesaboutShantikunjbyDSLenk 2 месяца назад +16

    ସବୁ ରାଜନୀତି ରେ ଟାଉଟରୀ ଚାଲେ. କେହି କାହାକୁ ଲମ୍ବା ନୁହେଁ, ସବୁ କ୍ଷମତା ଭୋକିଲା

  • @AshutoshMishra-ck7hz
    @AshutoshMishra-ck7hz 2 месяца назад +21

    Pandu Kn ki taku pso miluchi, jou officer emti karichi ta upare kada karjyanustan hau..

  • @pradipkumarbarik585
    @pradipkumarbarik585 2 месяца назад +29

    ସବୁ ଭିତିରି ବୁଝାମଣା

  • @Business-inodia
    @Business-inodia 2 месяца назад +9

    I ASK CM OF ODISHA.HOW IT IS POSSIBLE IN ODISHA.

  • @PRAMODBEHERA-il2mr
    @PRAMODBEHERA-il2mr 2 месяца назад +15

    Very strange & critical !!!!! 😮

  • @SKumar-rb1tz
    @SKumar-rb1tz 2 месяца назад +5

    BJD ,BJP bhai bhai. Specially for panduuuu.pandu is direct link with Amit saha.

  • @BapujiMLT
    @BapujiMLT 2 месяца назад +7

    ଲୋକ ମାନକ କାମ କରି ପ୍ରଂଶସା ର ପାତ୍ର ବନନ୍ତୁ କାହିଁକି ଅପ କର୍ମ କରି ବଦନାମ ର ପାତ୍ର ବନୁଛ କଣ ଲାଭ ମିଳୁଛି

  • @shinquanone8714
    @shinquanone8714 2 месяца назад +8

    ଦଳ କ୍ଷମତା ରୁ ବାହାରି ଗଲେ ବି ଅମଲାତନ୍ତ୍ରୀ ମାନଙ୍କ ର ନିଶା ଏ ଯାଏଁ ବି ଉତୁରୁ ନି।😅😅😅😅😅😅😅😅😅

  • @tusarsingh5327
    @tusarsingh5327 2 месяца назад +5

    Jadi PSO na hatila tapare bjp ra kharap time asigala

  • @suryadas1087
    @suryadas1087 2 месяца назад +5

    It appears that Mohanji has no control in his department.

  • @soumitrapani8230
    @soumitrapani8230 2 месяца назад +8

    Remove PSo immediately...

  • @prafullamohanty5557
    @prafullamohanty5557 2 месяца назад +4

    Pandian ku PSO dabara Kan jatharta achi.

  • @jskngr
    @jskngr 2 месяца назад +3

    ଦୁଇ ଜଣ PSO ରୁହନ୍ତୁ, ନହେଲେ ସେ ଗଲେ କୁଆଡ଼େ, ଆସିଲେ କୁଆଡ଼େ, କାହା ସାଙ୍ଗେ କଥା ହେଲେ ଗୁଇନ୍ଦା ବିଭାଗ କୁ କହିବ କିଏ?
    ଆଗକୁ ଯଦି କଳେଙ୍କାରୀ ବାହାରେ ତାଙ୍କୁ ଧରାହେବ କେମିତି?
    ହଁ ପୁରୁଣା ଦୁଇଜଣଙ୍କୁ ହଟାଇ ନୂଆ ଦୁଇଜଣ ଙ୍କୁ ପଠେଇଲେ ଭଲ ହେଵ l

    • @santilatapanda1386
      @santilatapanda1386 2 месяца назад

      Loko bujhi nahanti kn karuchi kuade jauchhi dui Jana rahiba nihati darkar

  • @dipankar2478
    @dipankar2478 2 месяца назад

    ଏଇତ ହଉଚି ପଣ୍ଡିଆନ ସାର ଙ୍କ ଜଲ୍ବା। You are great sir। You will be the next CM of odisha

    • @Beautifulnture-et2bk
      @Beautifulnture-et2bk 2 месяца назад

      Bandaa Pandian Ra Jaraja Chuaaa Maghiaaa Jarajaa Tuuu😂😂😂😂😂😂😂

    • @dipankar2478
      @dipankar2478 2 месяца назад

      ​@@Beautifulnture-et2bk ତୁ କଣ ବେଶିଆ ଛୁଆ। 😂😂😂😂😂

  • @saratnayak1567
    @saratnayak1567 2 месяца назад +2

    Now Pandian is a public.Is there any provision in our constitution to supply a PSO to a public.The person who has posted the PSo should be penalized.

  • @santoshkumarmishra2620
    @santoshkumarmishra2620 2 месяца назад +7

    ରହିଛି ରହିବ. କାରଣ ଅମିତ ଶାହା ସହିତ ପାଣ୍ଡିଆନ୍ ଙ୍ ସୁ ସଂପର୍କ ଅଛି. ଜଣେ IAS /BJD Leader ଙକ ପାଖରେ PAO ରହିବା ଭୁଲ୍ କି ?

    • @santilatapanda1386
      @santilatapanda1386 2 месяца назад

      Right 👍👍👍👍👍👍👍 mana paila nija kharchana surakhya karmi nku nija kharcha debaku hua janicha

    • @dibakarpanda1352
      @dibakarpanda1352 2 месяца назад

      Se IAS ru resignation dei sarichhi

    • @santilatapanda1386
      @santilatapanda1386 2 месяца назад

      Deu Seto Diposit Kariba kale to sarkar kn debaku

  • @aditbehera4362
    @aditbehera4362 2 месяца назад

    ଭାଇ ମାନେ ଏଇଟା ସାମାନ୍ୟ କଥା ,ଆପଣ ମାନେ ଶୁଣି ରଖନ୍ତୁ ସବୁ ରେଟା ୟାଡ IAS, IPS officer ମାନଙ୍କ ଘରେ ପୋଲିସ କର୍ମ ଚାରୀ ଏବେବି କାମ କରୁଛନ୍ତି ।bjd ସମୟରେ 24years ହେଲାଣି ଚାଲି ଆସୁଛି

  • @binodpradhan2129
    @binodpradhan2129 2 месяца назад +1

    Right

  • @DEKU_BAKKA
    @DEKU_BAKKA 2 месяца назад

    Padian sir great work

  • @liveforever6998
    @liveforever6998 2 месяца назад +3

    ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ହେବ

  • @aratisamantara7395
    @aratisamantara7395 2 месяца назад

    Without knowing you all on Development name we changed this Govt...Mahon Sir please take care of Odisha n odia people

  • @user-od3jf4rf4j
    @user-od3jf4rf4j 2 месяца назад +2

    ସତରେ peso ଦେଇଛନ୍ତି

  • @bimalsamal-u4k
    @bimalsamal-u4k 2 месяца назад

    Bjp ସରକାର ପଣ୍ଡିଆଙ୍କନ କୁ ଭିତିରିଆ ସମର୍ଥନ କଲେ,bjd ଭଳି ଅବସ୍ଥା ହେବା ଥୟ। ବେଳାହୁ ହୁସିଆର୍।

  • @Business-inodia
    @Business-inodia 2 месяца назад +6

    IF IT IS HAPPENING IN ODISHA. BJP WILL VERY Soon COLLAPSE.

  • @shibaprasad7721
    @shibaprasad7721 2 месяца назад

    Bjp ଯଥା ଶୀଘ୍ର pso ପ୍ରତ୍ୟାହାର
    କରୁ ' ନ ହେଲେ ଜନସାଧାରଣଙ୍କ
    ବିଶ୍ବାସ ହରାଈବ । ସବୁ ଲାଉ
    ଗୋଟିଏ ମଞ୍ଜି ର ବୋଲି ଧରିବାକୁ
    ପଡ଼ିବ।

  • @beheraajay2886
    @beheraajay2886 2 месяца назад +2

    ଏଥର କଂଗ୍ରେସ ଦଳ ସରକାର କରିବ। Pandian ବାବୁ BJP ର ଗୁପ୍ତ ଚର। ଓଡ଼ିଶା ରୁ ଲୁଟ କରିଥିବା ଟଙ୍କା ରୁ କିଛି ଅଂଶ ଅମିତ ସାହା ଙ୍କୁ ବା BJP କୁ ଦେଇଛି।

  • @pokrajpradhan289
    @pokrajpradhan289 2 месяца назад

    ଓଡ଼ିଶାର ବିଜେଡି ସରକାର ପରିବର୍ତ୍ତନ କେବଳ VK Pandian , ବିଜେପି ଆଜି ଓଡ଼ିଶା ରେ ଶାସନ ଗାଦିରେ ଏହା ମଧ୍ୟ vk pandian ଙ୍କ ପାଇଁ ସମ୍ଭବ ହୋଇପାରିଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ସେଥିପାଇଁ ମୋର ଅନୁରୋଧ ତାଙ୍କ ପାଖରୁ PSO ହଟାଇବା ପାପ ହେବ ।

  • @kishorsahoo3034
    @kishorsahoo3034 2 месяца назад

    ପାଣ୍ଡୁ ପାଇଁ ବିଜେପି ସରକାର। ପି ଏସ୍ ଓ ହଟିବ କାହିଁକି? ଉପରେ ସରକାରୀ ଦଳ ଓ ବିରୋଧୀ ଦଳ। ଭିତରେ ଭିତରେ ପ୍ରେମ ପ୍ରବଳ। ଓଡ଼ିଶାର ଭୋଟର ଚିହ୍ନିବା ବିଳମ୍ବ କରିବାରୁ ଏ ଯଶା।

  • @pravakarmishra8813
    @pravakarmishra8813 2 месяца назад +3

    The PSO should be withdrawn immediately

  • @SB-fi9up
    @SB-fi9up 2 месяца назад

    Focus plus independent bhali laguchhi

  • @sukantakumarsahoo9338
    @sukantakumarsahoo9338 2 месяца назад

    CMSirImmidieatlly Return to PSO from pandian please sir

  • @user-lo8ge9dp4b
    @user-lo8ge9dp4b 2 месяца назад

    CM please look into the matter immediately,Otherwise BJP loose ........

  • @srikantamishra9127
    @srikantamishra9127 2 месяца назад +1

    Home secretary ku pacharntu

  • @rabindrasingh5856
    @rabindrasingh5856 2 месяца назад

    ବିଜେପି କହି ପାରିବ

  • @Sunilkumardash1978
    @Sunilkumardash1978 2 месяца назад

    Collection perfect hauchhi

  • @timepasscreative6794
    @timepasscreative6794 2 месяца назад

    ଆମ ରାଜ୍ୟ ର ନୂଆ ମୁଖ୍ୟ ମନ୍ତ୍ରୀ ଙ୍କୁ ନ ଜଣେଇ ମୋଦି ଶାହା ନିର୍ଦ୍ଦେଶରେ ହେଇନିତ

  • @raj57901
    @raj57901 2 месяца назад

    Sing is king

  • @narasinghdas3623
    @narasinghdas3623 2 месяца назад +3

    CM should take the immediate action in the matter.

  • @dolagobindaswain3091
    @dolagobindaswain3091 2 месяца назад +5

    Pandu sabu netanka polapati janichi se thipai

  • @kanchanbaladash4465
    @kanchanbaladash4465 2 месяца назад

    This is horrible and most unfortunate,CM should look into the matter personally.

  • @sujitswain6814
    @sujitswain6814 2 месяца назад

    Athi Jani rakhiba darkar je pandiyan ku banchi rahiba ku padiba, Sethi pain Taku pso dia heichi, Jadi pso hatei dia jiba ta hele pandiyan upare ragi Kari Rahi thiba loka pratisodha parayan hei kichi bi Kari dei paranti pandiyan Saha, se banchi rahile ta thu Sabu hisab nei haba.

  • @ranajitjena4668
    @ranajitjena4668 2 месяца назад

    ଆରେ ଟାଉଟର ତୋ ଭଳି ବ୍ଲାକମେଲ କରି କେହି ଟଙ୍କା ରୋଜଗାର କରୁନାହାନ୍ତି ଛତରଖିଆ ସାମ୍ବାଦିକ

  • @dwitiyakumarsahoo946
    @dwitiyakumarsahoo946 2 месяца назад +1

    Pandian. Ku. Bhabi. Cm. Bhabi. two. Po. S. Delaki

  • @AshokPanda-qt4qn
    @AshokPanda-qt4qn 2 месяца назад +2

    Pandian Sir ku gotia Bhubaneswarar Thana ra police appointment kale Bhala huanta Tanka gati bidhi ku Rajaya basi nku janae bare Subidha heba

  • @SanjayaNayak-dn6mu
    @SanjayaNayak-dn6mu 2 месяца назад +1

    Pandian is equal to all members of BJP team.....

  • @sanjaypatra5975
    @sanjaypatra5975 2 месяца назад +3

    Pandian bjd re thila , kintu mahamad Ghori kama Kari bjd ku Mari ke bjp Paine kama kala . Tenu bjp taku support douchi . Sabu mota bhai ra Delhi ru command achi .

  • @debasishmohanty2735
    @debasishmohanty2735 2 месяца назад

    Jay Congress ❤

  • @brajakishorepadhi4022
    @brajakishorepadhi4022 2 месяца назад +3

    ପାଓ୍ଵାର ଫୁଲ ମୁଖମନ୍ତ୍ରୀ ଠାରୁ ଅନ୍ୟ କିଏ କି।

  • @amrjitbiswal7243
    @amrjitbiswal7243 2 месяца назад

    Service ବହିଷ୍କାର କରାଯାଉ

  • @Independent1947Bharat
    @Independent1947Bharat 2 месяца назад

    Khela heichi

  • @SidharthMishra99
    @SidharthMishra99 2 месяца назад +5

    Tahele aau BJP Nuhe ethara Congress,BJP Thaki dela

  • @my_thouht
    @my_thouht 2 месяца назад

    IAS post pai PSO dia thiba badhe? 🤔

  • @kailashpadhan4728
    @kailashpadhan4728 2 месяца назад

    Immediately return own unit

  • @ashwinisahu6584
    @ashwinisahu6584 2 месяца назад +1

    PANDIAN KIE KI😅😅😅😅😅😅😅

  • @SanatanBehera-ec6qi
    @SanatanBehera-ec6qi 2 месяца назад

    Congress Sarkar

  • @ManojPradhan-uv6fg
    @ManojPradhan-uv6fg 2 месяца назад +2

    ଆରେ ମୂର୍ଖ ଏ ଦୁଇଟା PSO ଠୁ ସରକାର ବହୁତ ଗୁପ୍ତ ତଥ୍ୟ ମିଳିବ.. ବର୍ତ୍ତମାନ ପରିସ୍ଥିତିରେ ପାଣ୍ଡୁ କୁ ଏକୁଟିଆ ପାଇଲେ BJD ଅସନ୍ତୁଷ୍ଟ ନେତା ମାନେ ଉତ୍ତମ ମଧ୍ୟମ କରିଦେବେ ଆଉ BJP ସରକାର ବଦନାମ ହେବ.. ଗୋଟିଏ ଗୁଳିରେ ଦୁଇଟା ଶିକାର ମୋହନ ସରକାର

    • @sanjayjena6155
      @sanjayjena6155 2 месяца назад

      Right bhai media balanku kichhi jana nai. Tara life security katha. Kichhi hele government ku badnaam karibe

  • @harischandrapadhi2402
    @harischandrapadhi2402 2 месяца назад +1

    Why bjp ???????????

  • @biswanathpradhan7549
    @biswanathpradhan7549 2 месяца назад

    Pandian has connection with Amit Saha. Mohan Majhi can't do anything about it.

  • @bamansahu6900
    @bamansahu6900 2 месяца назад

    PANDIAN IS A HARD WORKING PERSON IN BJD WHOLE ODISSA ELECTION BJD TKT & , meeting..one.man so you feel what capability of him many persons are against him so.surskhya karmi not to withdraw from. His house its humanity by present C.M

  • @jagannathpradhan3461
    @jagannathpradhan3461 2 месяца назад +5

    ସି ଏମ ଙ୍କୁ ବଦନାମ ପାଇଁ ଚକ୍ରାନ୍ତ ଚଳାଇଛନ୍ତି

    • @skshitish
      @skshitish 2 месяца назад

      Bhak maaghia murkha

  • @sarojkumarmohanty6139
    @sarojkumarmohanty6139 2 месяца назад +1

    CM jadi amiti karithibe tebe mane rakhibe kebal ahi 5 barsa re BJP ra khela Odisharu ses heijiba ,Jeun Pandian ku Odisha sara loke ghruna karuchanti ,se samaya re BJP jadi pandian ra nirapata paine odisha rajakosha ru kharcha karibe ,tebe odishara ra lokamane thik samay re thik padakhep nebe. ?

  • @akhilchandrabarik6440
    @akhilchandrabarik6440 2 месяца назад

    Why such dual news?.

  • @deepakacharya3892
    @deepakacharya3892 2 месяца назад

    ବବି ଦାସ, ପାଣ୍ଡୁ ଏବଂ ଅମିତ୍ ଶାହା ଙ୍କ ଭିତରେ CBI/ED ଚୁକ୍ତି ହୋଇଥିଲା। ପାଣ୍ଡୁ ସମସ୍ତ ସଭା ସମିତି ନବୀନ ଙ୍କ ସହ ବୁଲି ନବୀନ ଙ୍କ IMAGE କୁ ଖାଇବ, ଏବଂ BJP ଜିତିବ। ରାଜ୍ୟର ହଜାର ହଜାର କୋଟି ଖାଇଥିବା, MURDER ଇତ୍ୟାଦି ବବି ଓ ପାଣ୍ଡୁ ଙ୍କୁ ମାଫ। ରାଜ୍ୟବାସୀ ଭକୁଆ।

  • @trinathsinghmahapatra5032
    @trinathsinghmahapatra5032 2 месяца назад

    ଯଦି ସେମିତି ହୁଏ ଅତି ଶୀଘ୍ର bjp ଚାଲି ଯିବ ବେଶି ଦିନ ରହିବ ନାହିଁ

  • @UmeshPatracaptain
    @UmeshPatracaptain 2 месяца назад

    Good

  • @jullysamal6626
    @jullysamal6626 2 месяца назад

    ଆରେ ମୂର୍ଖ ଦଳ ତମ ମାଝି cm tike ମୂର୍ଖ ତେଣୁ pàndianthu ବୁଦ୍ଧି ଆଣି ରାଜ୍ୟ ଚଲେଇବ ବୋଲି ପ୍ଲାନ୍
    କାରଣ vk is very talented
    ଓଡ଼ିଶା କୁ କେତେ ଟ୍ରିକ ରେ ଚାଲୁଥିଲା trik kanila pare tama savink ichha puran heba jete sabu coment vk ବିରୁଦ୍ଧରେ ଲେଖିଛ ମାଝି ସେଇଆ କରିବ
    ଚଳକିରେ vk ku ସୁରକ୍ଷା ଦିଆଯାଉଛି
    ନହେଲେ ଓଡ଼ିଶା ଚାଲିବ କେମିତି
    ମୋଦି ମୂର୍ଖ ସପ୍ତମ ଏ ତା ଧୂମକେତୁ ଭଳି ମୋଦି ଛାଡ଼ିଚୁ ମୁଣ୍ଡ ଲୋକ ତେଣୁ ବୁଦ୍ଧି ପାକଳ ହେଲା ପରେ vk katha bujhajiba ନହେଲେ ଅମିତ୍ ସହ ଗୁଣ୍ଡା କଥାରେ ପୂରା seting hoi puni ଓଡ଼ିଶାକୁ ଅଜେନେବ vk se god ଜାଣିଛନ୍ତି
    Wait ମାଝି ଭକ୍ତ,ମୋଦି ଭକ୍ତ,vk ଭକ୍ତ,ସହ ଭକ୍ତ

  • @kartikbarik-pe1kh
    @kartikbarik-pe1kh 2 месяца назад +2

    Cm babu tame kaha katha nasuni tame news dekha tamaku aamara anuradha

  • @sridharbej7054
    @sridharbej7054 2 месяца назад +3

    ପାଣ୍ଡିଆନ ଯେ ବିଜେପି ଛତ୍ରଛାୟା ତଳେ ନାହି କିଏ କହିପାରିବ

  • @amarjeetsahoo1694
    @amarjeetsahoo1694 2 месяца назад

    ସବୁ ଏଠି ସଲା ସୁତୁରା ରେ ବାପ। ମେଣ୍ଢା ବାଳ ଜଡ଼ା ତେଲ

  • @PrakashMohanty-m8o
    @PrakashMohanty-m8o 2 месяца назад

    Mr pandian was bjps in side agent. He was working for Mr saha. 😊

  • @dipudalai8366
    @dipudalai8366 2 месяца назад

    Fast bls baliapal aasantu.mo address re aasi dekhantu sabu Jani jibe.pls

  • @rudra2953
    @rudra2953 2 месяца назад +1

    Next bjp jiba center with state

  • @brajendranandantripathy8256
    @brajendranandantripathy8256 2 месяца назад

    He is in cahoots with DP. Everyone ought to know as a matter of fact.

  • @ALLINONE-wm3dr
    @ALLINONE-wm3dr 2 месяца назад

    ତାହେଲେ ପାଣ୍ଡୁ ର ଝୋଳ ବହୁତ....😢ଯେତେ ହାପୁଡି ଖାଇଲେ ସରୁନି

  • @bikashKumar-vg9fh
    @bikashKumar-vg9fh 2 месяца назад

    କଉ ବି ଦଳ ପାଣ୍ଡୁ କୁ ସପଟ କରନି ଜଲ୍ଦି ପାଣ୍ଡୁ କୁ ଓଡିଶା ରୁ ବାହାର କର

  • @jyotiranjankhadiratna
    @jyotiranjankhadiratna 2 месяца назад

    Jeun police mane pandian ku samarthan karuchhanti semana nku turanta kathor ru kathore Danda diajau...

  • @suryadas1087
    @suryadas1087 2 месяца назад

    Pandian may be appointed as BJP Chief Minister for Odisha.

  • @GaribAdmi3
    @GaribAdmi3 2 месяца назад

    Why can’t they locate his mobile and trace him ??😂

  • @santoshkumarmohapatra78
    @santoshkumarmohapatra78 2 месяца назад +6

    ଫୁଣି ନୁହେଁ ପୁଣି ,ଏତିକି ଓଡ଼ିଆ ବି ଜଣା ନାହିଁ ହେଇଗଲେ ସାମ୍ବାଦିକ , ଧିକ୍କାର

    • @sauravm9231
      @sauravm9231 2 месяца назад

      😂

    • @user-ph5vj9fx8k
      @user-ph5vj9fx8k 2 месяца назад +1

      Are Bhadrak re ଫୁଣି କହନ୍ତି 😂😂

    • @santoshkumarmohapatra78
      @santoshkumarmohapatra78 2 месяца назад

      Bhai mo ghar bi Bhadrak ,ame puni kahu ,kichi lok Kan kahile boli asuddha lekhi baki ?

  • @ssentertainment4591
    @ssentertainment4591 2 месяца назад

    କିଛି ଦିନ ଅପେକ୍ଷା କର। ସବୁ ଠିକ ଠାକ୍ ହେଇଯିବ।

  • @kalingaveera3424
    @kalingaveera3424 2 месяца назад

    Pandian naa ki mla ,naa mp ....naa bjd ra president.... but dui dui taa pso debaar maane kn

  • @debasishdwibedy1291
    @debasishdwibedy1291 2 месяца назад

    ପୁଣି,,, ଫୁ ଭାଇ

  • @abhayamishra3806
    @abhayamishra3806 2 месяца назад

    Ame sabu Jani paruchhu...hele media wala kichhi jani paru nahanty......3Dinare VRS Aprove Heba tharu ame janichu j BJP BJD vitare deal hoichi.....Au E Deal Ta Eya j......ED CBI Kabalaru NAVEEN, PANDIAN Rakhya Paibe...Eita Note Kariki Rakha J, 5Barea Paleiba, alga neta mantree bandha hebe....Hele Naveen, Pandian Surakhita Rahibe....

  • @pradiptamohanty1364
    @pradiptamohanty1364 2 месяца назад

    Jadi purbatana mantry mananka tharu PSO hatai diajaichhi....tahale mr pandiyan kan mantry nka tharu upare ki.....
    Jadi BJP govt eha karithae,tahale eha bada bhul nispati boli janasadharan anubhav karibe....
    Sethiprati turanta drusti diajiba darakar aau PSO nku sighra pratyahara kariba darakar....

  • @pradeepbehera2696
    @pradeepbehera2696 2 месяца назад +1

    BJP bjd 2 brother Bhai

  • @pranatisamantaray144
    @pranatisamantaray144 2 месяца назад +5

    Amiti Saha Modi ra Sabu chhal

  • @PramodMishra-sv1zl
    @PramodMishra-sv1zl 2 месяца назад

    BJP govt ,jadi jani suni pandian ku surakhya die bahut sighra sarkar bhangijiba.

  • @factsunloaded4808
    @factsunloaded4808 2 месяца назад

    Laguchi BJP ku vote dei bhul karilu।।। Yeh tah bjd bhaliya PANDIYAN ku sewa karuchanti

  • @bagabhaipradhan18
    @bagabhaipradhan18 2 месяца назад

    bidesh paleo jiba ki?

  • @p.n.mishra8799
    @p.n.mishra8799 2 месяца назад +1

    BJP ର pandiyan ପ୍ରୀତି ମାହାଙ୍ଗା ପଡିପାରେ