ବାସି ଫୁଲ || Tele Serial "Basi Phula" II Odia Story II Moral Story

Поделиться
HTML-код

Комментарии • 933

  • @satyapriyasahoo5
    @satyapriyasahoo5 Год назад +231

    ବହୁତ ସୁନ୍ଦର ଗଳ୍ପ ଟିଏ ଏଇ ଗଳ୍ପ ଟିକୁ ମୁଁ ମନେ ମନେ ବହୁତ ଦିନରୁ ଖୋଜୁଥିଲି ଧନ୍ୟବାଦ ଦୂରଦର୍ଶନ ଓଡ଼ିଆ ଏଇ ଗଳ୍ପ ଟିକୁ ଅପ୍ଲୋଡ କରି ଥିବାରୁ

  • @amagkqna8212
    @amagkqna8212 Год назад +155

    ଏଇ comment ଟି ଯିଏ ବି ପଢୁଛନ୍ତି , ହେ ଭଗବାନ ଆପଣ ତାଙ୍କୁ ଆଉ ତାଙ୍କ ପରିବାରକୁ ଆଶୀର୍ବାଦ କରନ୍ତୁ, ଜୀବନରେ ସୁଖରେ ଆଉ ଭଲରେ ରୁହନ୍ତୁ🙏🙏
    ଜୟ ଜଗନ୍ନାଥ 🙏🙏🙏

  • @sonali8246
    @sonali8246 Год назад +379

    ପୁରୁଣା କାହାଣୀ କେବେ ଭୁଲି ହୁଏନି ବହୁତ ଧନ୍ୟବାଦ ଦୂରଦର୍ଶନ ଚ୍ୟାନେଲ୍🙏🙏🙏🙏🙏❤❤❤❤❤old is always gold👍👍👍👍👍

  • @nitinkumarsingh191
    @nitinkumarsingh191 Год назад +95

    ଅତୀତ ଏମିତି ଏକ ଫୁଲ ଟିଏ ,,
    ଯେତେ ବାସି ହୁଏ ସେତେ ବାସୁ ଥାଏ ।।
    ଧନ୍ୟବାଦ ଦୂରଦର୍ଶନ 🙏🙏🙏🙏😭😭😭😭

  • @sipunkumarsahoo6505
    @sipunkumarsahoo6505 Год назад +38

    ଆଜି ମୁଁ କେଡେ ଖୁସି ତାହା ମୁଁ ଶବ୍ଦରେ ପ୍ରକାଶ କରିପାରିବିନି। ଛୋଟବେଳେ କଳାଧଳା ଟିଭି ରେ ଏହାକୁ ମୁଁ ଦେଖିବାର ସୁଯୋଗ ପାଇଥିଲି । ସେହି ଦିନରୁ ଏହା ମୋର ସ୍ମୃତିପଟ୍ଟରେ ଉଜ୍ଜୀବିତ ଥିଲା। କେତେଦିନ କେତେଥର ମୁଁ ଏହି କାହାଣୀକୁ ନ ଖୋଜିଛି! ଶେଷରେ ଏହି ପ୍ରତୀକ୍ଷିତ ସମୟର ଅନ୍ତ ଘଟିଲା। କାହାପାଇଁ ବସିଫୁଲ କେତେ ଗୁରୁତ୍ୱ ରଖେ ସେକଥା ମୁଁ ଜାଣେନି ସତ କିନ୍ତୁ ଏହି କାହାଣୀ ସହିତ ଯେ କେବଳ ଏକ କାହାଣୀ ଜଡ଼ିତ ତାହା ମୁଁ କେବେ ଅନୁଭବ କରିନି କାରଣ ଏହି କାହାଣୀ ସହିତ ମୋ ପିଲାଦିନର ସେହି ଚିର ସବୁଜସ୍ମୃତି ସଂଶ୍ଳିଷ୍ଟ ଯାହା ତଥାକଥିତ ଧନଦୌଲତ ଠୁ ବି ଯଥେଷ୍ଟ ଅଧିକ।🥺🥺🥺

  • @rajeshranjannayak3354
    @rajeshranjannayak3354 Год назад +670

    ଏହି ଭିଡ଼ିଓ ଟି ଦେଖି ସାରିଲା ପରେ ଆଖିରୁ ଝରିଆସିଲା କିଛି ପିଲାଦିନର ସ୍ମୃତି.... ଛାତିର ସେ ଅକୁହା କୋହ ସତେ ଯେପରି ଆଜି ବି ଖୋଜିବୁଲୁଚି "ବିସିଆ" କୁ..........😭😭😭

  • @ashutoshmohapatra3892
    @ashutoshmohapatra3892 Год назад +161

    This episode was really a masterpiece because it made our childhood great.ଏହି ଧାରାବାହିକ ଦେଖି ପିଲାବେଳ କଥା ମନେ ପଡୁଛି।😭😭

  • @jayadevpradhan9317
    @jayadevpradhan9317 Год назад +54

    ଅତି ସୁନ୍ଦର କାହାଣୀ ଅପଲୋଡ଼ କରିଥିବାରୁ ହୃଦୟରୁ ଧନ୍ୟବାଦ

  • @basudevbehera9229
    @basudevbehera9229 Год назад +12

    ଛୋଟ ବେଳେ ଦୂରଦର୍ଶନ ଦେଖିକି ବଡ଼ ହେଇଛି। ଆଜି ଜୀବନର ଏକ ଅନ୍ୟପାର୍ଶ୍ଵ ରେ ଥାଇ ଦେଖୁଛି ସେଇ ଛୋଟ ବେଳର ଜୀବନ ହି ଶ୍ରେଷ୍ଠ ଥିଲା

  • @kalandigochhayat8100
    @kalandigochhayat8100 Год назад +12

    ସୁନ୍ଦର ଚରିତ୍ର ଅଭିନୟ କରିଥିବା ସେହି ଶିଶୁ କଳାକାର,....
    ସତେ ଯେପରି ସେହି ପିଲାବେଳେ କଥା ବହୁତ ମନେ ପଡୁଛି..

  • @pravanjandash3991
    @pravanjandash3991 Год назад +30

    ହୃଦୟରୁ ନିବୃତ୍ତ କୋଣରୁ dd odia କୁ ଅଶେଷ ଧନ୍ୟବାଦ। I LOVE DD ODIA ❤️❤️❤️❤️🙏🙏
    ~~ ପ୍ରଭଞ୍ଜନ, ଭୁବନେଶ୍ୱର

  • @tophanbiswal
    @tophanbiswal Год назад +10

    ହେ ମୋର ଆଉ ଓଡ଼ିଶା ବାସୀଙ୍କ ର ପ୍ରିୟ Channel DD Odia, ଆପଣ ଙ୍କୁ ବିନୀତ ଅନୁରୋଧ କରେକି , ବାସି ଫୁଲ ର ଦ୍ଵିତୀୟ ପର୍ଯ୍ୟାୟ ଥିଲେ ଯଥା ଶୀଘ୍ର ପରି ପ୍ରକାସ କର । ଧନ୍ୟବାଦ, ବହୁତ୍ ଭଲ ଲାଗିଲା ଆଉ ଆଖିରୁ ଲୁହ ଝରି ପଡ଼ିଲା , ଅତ୍ୟନ୍ତ ମନୋହର ଦୃଶ୍ୟ ।

  • @guruprasaddash9982
    @guruprasaddash9982 Год назад +22

    ବିଶିଆ ଚରିତ୍ର ରେ ଅଭିନୟ କରିଥିବା ପିଲାଟି ର ବର୍ତ୍ତମାନ ସାକ୍ଷାତକାର ନିଅନ୍ତୁ, ଏବେ ସିଏ କୋଉଠି ଆଉ kn କରୁଛନ୍ତି।

  • @migrantramrasmilifestyle
    @migrantramrasmilifestyle Год назад +73

    ପିଲା ଦିନର ସ୍ମୃତି ଏଇ serial ରେ ଦେଖା ଯାଉଛି ଆଖି କୁ 😰😰😭 ସେ ବୟସ ସତରେ ଏତେ ଶୀଘ୍ର ସରିଗଲା

    • @santoshsk1536
      @santoshsk1536 Год назад +2

      Hm bhai

    • @sanjeebpadhan6755
      @sanjeebpadhan6755 Год назад +1

      ସତରେ ଈଶ୍ୱର ମୋତେ ମୋ ପିଲାଦିନ ଫେରେଇ ଦିଅନ୍ତେ କି 🙏

    • @subhamsekharparida266
      @subhamsekharparida266 Год назад

      Hmm bhai....

    • @bhagabanprusty5422
      @bhagabanprusty5422 Год назад +2

      But bhai tme ta ebe pura khusi lagucha bhabi nka saha...tuma dp ru jana paduchi

    • @migrantramrasmilifestyle
      @migrantramrasmilifestyle Год назад +2

      @@bhagabanprusty5422 jete jaha hele pila Dina Khushi sabuthu alaga , se samaya ra khusi kebebi milibani aau

  • @rajeshkumarrath5020
    @rajeshkumarrath5020 Год назад +15

    ଏହି ଘଟଣା ଟି ବହୁତ ମାର୍ମିକ ଭାବରେ ଗ୍ରହଣ କରିଛି କାରଣ ଏହା ଏକ ଘଟଣା ନୁହଁ ଏହା ଅତୀତ ର କରାଳ ମାୟାରେ ବିଭୀଷିକା ସଦୃଶ ବହ୍ନି ପରି ମୋ ଜୀବନରେ ଖେଳେଇ ଯାଇଛି... ସତରେ ଏହା ଭୁଲିବା କଷ୍ଟକର।

    • @khusi_969
      @khusi_969 Год назад +1

      ଭଗବାନ ଆପଣ ଙ୍କ ଜୀବନ କୁ ଖୁସି ରେ ଭରି ଦିଅନ୍ତୁ 🙏

  • @hemanandasahu9914
    @hemanandasahu9914 Год назад +94

    One of my favorite old odia tele serial..👌👌👌

  • @papuprusty6599
    @papuprusty6599 Год назад +6

    ବହୁତ ବହୁତ ଧନ୍ୟବାଦ କିଛି ଅଭୁଲା ସ୍ମୃତି ମନେ ପକେଇଥିବାରୁ... 👌👌

  • @antaryamimoharanavlog
    @antaryamimoharanavlog Год назад +29

    DD ଓଡ଼ିଆ ଆମ ମନ କଥା ବୁଝିପାରୁଛନ୍ତି ଆମେ କେତେ ପୁରୁଣା ବିଷୟ ଭଲ ପାଉ ବୋଲି ଭିଡିଓ upload କରୁଛନ୍ତି ଧନ୍ୟଵାଦ 🙏

  • @maheshk5258
    @maheshk5258 Год назад +14

    ଏ ଭିଡିଓ କୁ ଦେଖି ଆମ ଘର ର ପୁରୁଣା TV ମନେ ପଡିଗଲା...ଆଉ ପିଲା ଦିନର ସ୍ମୃତି ବି....
    😔😔😔😔😔😔😔😔

  • @pkonthespotlive5597
    @pkonthespotlive5597 9 месяцев назад +9

    ବିଶିଆ ଏବେ କେମିତି ଦିଶୁଛି କୁହନ୍ତୁ ସାର୍

  • @Chup_Sala
    @Chup_Sala Год назад +22

    ସତରେ ପୁନର୍ବାର ଦେଖାଇ ଥିବାରୁ ବହୁତ୍ ବହୁତ୍ ଧନ୍ୟବାଦ୍🙏🙏🙏
    ଆଖିରୁ ଲୁହ ଆସିଗଲା😭😭😭😭

  • @brahmanchhaivillagefastiva1093
    @brahmanchhaivillagefastiva1093 Год назад +16

    କେତେ ସୁନ୍ଦର ଥିଲା ପୁରୁଣା କାହାଣୀ ଓ ଶ୍ରୃତି 😍🙏

  • @sidhantabehera6875
    @sidhantabehera6875 Год назад +6

    ଦୂରଦର୍ଶନ ଓଡ଼ିଆ ର ଏକ ଜଣାଶୁଣା ମେଗା ଧାରାବାହିକ। ବହୁତ ସୁନ୍ଦର କାହାଣୀ

  • @breakingnews3933
    @breakingnews3933 Год назад +2

    ଏହି ଭିଡିଓ ଟିକୁ ମୁଁ ପିଲା ବେଳେ ଦେଖିଥିଲି ପୁଣି ଆଜି ଦେଖିବାକୁ ପାଇଲି ବହୁତ ଖୁସି ଲାଗିଲା

  • @ALLINONECHENNALL
    @ALLINONECHENNALL Год назад +12

    ଇତିହାସ ଯତେ ପୁରୁଣା ହୁଅ ସେତିକି ଜୀବିତ ହୁଏ ଆଉ ଉଦାହରଣ ପାଲିଟିଯାଏ ଆଉ ବଦଳିବାର ଅନୁଭୂତି ଜଣାଏ .🇮🇳

  • @subratnayak3107
    @subratnayak3107 Год назад +6

    ଆଜି ପିଲା ଦିନ କଥା ମାନେ ପଡ଼ିଗଲା ସେଇ ଡି.ଡି ଓଡିଆ ସେଇ ସବୁ ସ୍ମୃତି 🙏🙏🙏🙏🙏

  • @rajibbehera1016
    @rajibbehera1016 Год назад +6

    ଅତି ସୁନ୍ଦର କାହାଣୀ...

  • @Sumanknowledge9
    @Sumanknowledge9 Год назад +8

    Finally asigola basi phulo story ti 3years hela wt karithili 🙏 tq so much DD odiya channel

  • @satyanarayanmallick4077
    @satyanarayanmallick4077 Год назад +6

    ମୁଁ ପିଲାଦିନେ ଏ ଗଳ୍ପ ଟିଭିରେ ଦେଖି ଥିଲି.. ମନରେ ଛାପ ରହି ଯାଇ ଥିଲା... କିନ୍ତୁ ମନ ଝୁରୁ ଥିଲା ଆଉ କେବେ ଫୁଣି ଦେଖିବି... ଅପେକ୍ଷାର ଅନ୍ତ ଘଟିଲା.. ଅନେକ ବର୍ଷ ପରେ.. ଆଜି youtub ରେ ଦେଖିବାକୁ ମିଳିଲା... କେବେ ଭୁଲି ହୁଏନି ଏ ଗପ " ବାସି ଫୁଲ" ପିଲାଦିନର ସ୍ମୃତି ସବୁ ଏବେ ତାଜାଓ ସତେଜ ହୋଇ ଗଲା...!!! ମୋର ପ୍ରିୟ ମୋ ପରି ବାର ଙ୍କ ପ୍ରିୟ ଚାନେଲ ଦୂର ଦର୍ଶନ ଧନ୍ୟବାଦ...!!

  • @skchandan4484
    @skchandan4484 Год назад +8

    Unbelievable story. ..
    ମୁ ମଧ୍ଯ ଛୋଟ ବେଳେ ଦେଖିଥିଲି .. ଆଉ ଏବେ 17 ବର୍ଷ ପରେ😍😍💯✔❤❤💯

  • @deepakbehera9423
    @deepakbehera9423 Год назад +3

    ବହୁତ୍ ବହୁତ୍ ଧନ୍ୟବାଦ୍ dd national chanel

  • @odiamovi3319
    @odiamovi3319 Год назад +4

    ବହୁତ ସୁନ୍ଦର story

  • @samirkumarnayak6103
    @samirkumarnayak6103 Год назад +4

    ପିଲା ଦିନ ର କିଛି ଅଭୁଲା ସ୍ମୃତି.... ରବିବାର ଦିନ ସକାଳେ ଦେଖିକି ବରା ତରକାରୀ ଖାଇବା ର ଯୋଉ ମଜା ✨✨

  • @sisirkumar8047
    @sisirkumar8047 Год назад +6

    ହୃଦୟସ୍ପର୍ଶୀ କାହାଣୀ ଟିଏ 🧡
    ସତରେ ବହୁତ ଦିନରୁ ଏହାକୁ ମନେପକାଉଥିଲି
    ପିଲାଦିନର ସ୍ମୃତିକୁ ପୁଣିଥରେ ତାଜା କରିଦେଲା

  • @khulanabagh1948
    @khulanabagh1948 Год назад +4

    Bahut din ru Ae story khoju thili... Childhood re dekhi thili... Finally aji dekhli bahut bahut bahut khus lagla😘😘😍😍

  • @dibyaranjan9457
    @dibyaranjan9457 Год назад +4

    ବହୁତ ହୁର୍ଦୟ ସ୍ପଶ୍ରୀ ଗଳ୍ପ ପିଲା ଦିନେ ଶୁଣିଥିଲି ରେଡିଓ ରେ ଆଜି ଦେଖିଲି ଆଖିର ଲୋହ ଆଉ ଚର୍ମ ଉପରେ ଥିବା ଲୋମ କହିଦଉଛି କେତେ ଯେ ବିଶିଆ ର ସେ କୋହ କେତେ କଷ୍ଟ କର ହାଇଥିଲା

  • @sandeepkumarnayak3569
    @sandeepkumarnayak3569 Год назад +9

    ପିଲା ଦିନ କଥା ମନ ପଡ଼ିଗଲା ଭିଡ଼ିଓ ଟା ଦେଖିକି , ପିଲା ବେଳେ ଦେଖିକି ମୁଁ ବହୁତ୍ କାନ୍ଦିଛି l
    😭😭😭😭😭😭😭😭😭😭😭😭

  • @swapnashreejena7318
    @swapnashreejena7318 Год назад +5

    ଏହି କାହାଣୀ କୁ ଅନେକ ଦିନ ହେଲା ଖୋଜୁଥିଲି । ଅନେକ ଧନ୍ୟବାଦ୍ ଡି. ଡି ଓଡ଼ିଆ । ଲୁହ ଆସିଗଲା 🙏

  • @bikashpradhan542
    @bikashpradhan542 Год назад +5

    ବହୁତ ବର୍ଷ ପରେ ଏ ସ୍ମୃତି ଦେଖିଲି,, ତୁମକୁ ବହୁତ ବହୁତ ଧନ୍ୟବାଦ 🙏🙏🙏🙏👍❤️❤️

  • @RKDHAL-nk3tu
    @RKDHAL-nk3tu Год назад +2

    ବହୁତ୍ ‍ହୃଦୟସ୍ପର୍ଶୀ କାହାଣୀ🙏

  • @bikashmohanty4056
    @bikashmohanty4056 Год назад +5

    I back to 15 years of my childhood memories ❤

  • @biswojitbehera9321
    @biswojitbehera9321 Год назад +3

    ମୋତେ ବହୁତ ଭଲ ଲାଗେ ଏ କାହାଣୀ ଟି। ଧନ୍ୟବାଦ ଦୂରଦର୍ଶନ

  • @chhabilakudei7249
    @chhabilakudei7249 Год назад +2

    ଧନ୍ଯବାଦ ଡିଡି ଓଡ଼ିଆ, ଏହି ଭିଡିଓ ଟିକୁ ଦ୍ୱିତୀୟ ଥର ଦେଖିବାର ସୁଯୋଗ ପାଇଲି

  • @creativestatusduniya
    @creativestatusduniya Год назад +2

    ଅତି ସୁନ୍ଦର 🙏

  • @monalisa_1911
    @monalisa_1911 Год назад +10

    30 minutes ra video re jetiki emotions achhi ajika date ra entire movie re b miluni .. kete sundar kahani dekhile akhi chhal chhal heijae aou manepade kete sundar thila ama piladina ... Puruna Dina gudika bahut sundar thila bapa kuhanti pilabela kebe milibani aji seta feel hauchi satare piladina kebe b pheribani 🥺🥺🥺

  • @seemalataswain3079
    @seemalataswain3079 Год назад +5

    Many many thanks DD Odiya 🙏 bahut khojuthili 🥰 So Sweet memory & Heart touching story 💕 feeling proud also 🤗 God blessed beta..🙌

  • @RinkiSwain-hg2ny
    @RinkiSwain-hg2ny Год назад +1

    ହୃଦୟସ୍ପର୍ଶୀ କାହାଣୀ ,👌👌👌

  • @ranjankumardash5333
    @ranjankumardash5333 Год назад +9

    ଏଇ ବିଷୟ ବସ୍ତୁ ମୁଁ ପିଲାଦିନେ ଦେଖୁଥିଲି ଆଜି ମୋର ପିଲାଦିନ ସ୍ମୃତି ବିଷୟରେ ମନେ ପକେଇ ଦେଲା 👍

  • @mangulusahu9032
    @mangulusahu9032 Год назад +8

    ବୋହୁତ ବୋହୁତ ଧନ୍ୟବାଦ। ଖାସ୍ କରି ମୋର ପ୍ରିୟ ନିର୍ଦ୍ଦେଶନା ଚଣ୍ଡୀ ସାର୍ ଙ୍କୁ ଧନ୍ୟବାଦ।

  • @akshitbag958
    @akshitbag958 Год назад +5

    ପିଲା ଦିନ ର କାହାଣୀ ସବୁ ଜୀବନ କୁ ବଂଚି ବା ସିଖେଇ ଦେଇଥାଏ DD odia ମୋପାଇଁ ଜୀବନ ଲିପି । ମୁ ଧନ୍ୟବାଦ ଦେବି ଶେ ସମସ୍ତ ଅଭିନେତା ମାନଙ୍କୁ 🙏🙏🙏🙏

  • @abdulnasimaktar4862
    @abdulnasimaktar4862 Год назад +3

    ମୋର ସବୁଠୁ ପ୍ରିୟ ଏପିଶୋଡ....,ଧନ୍ୟବାଦ୍ ଦୂରଦର୍ଶନ ଓଡ଼ିଆ ଏହାକୁ ଅପଲୋଡ଼ କରିଥିବାରୁ

  • @G.swain123
    @G.swain123 Год назад +2

    ବହୁତ ବହୁତ ସୁନ୍ଦର,ହୃଦୟସ୍ପର୍ଶୀ।

  • @alinone4576
    @alinone4576 Год назад +4

    ଯେତେବେଳେ ବହୁତ୍ ଛୋଟ ଥିଲୁ କେବଳ ଗୋଟିଏ channel ଥିଲା ଦୂରଦର୍ଶନ ଆଉ ବହୁତ୍ କିଛି ଦେଖୁଥିଲୁ ମଜା ଲାଗୁଥିଲା ସେ ସବୁ ଏବେ ଏ ସବୁ ଦେଖିଲା ବେଳୁ ଆଖିରେ ଲୁହ ଆସି ଯାଉଛି 🥺 ମନେ ପଡ଼ି ଯାଉଛି ପିଲା ଦିନ କଥା 😔😔😔

  • @chittaranjandas260
    @chittaranjandas260 Год назад +5

    ମୁଁ ଏ Vedio ବହୁତ୍ ଖୋଜୁଥିଲି ପିଲାଦିନେ ଦେଖିଥିଲି ଭଲ ଲାଗେ ଦେଖିବାକୁ

  • @swatiswagatika4082
    @swatiswagatika4082 8 месяцев назад +2

    My childhood memories ❤️❤️
    Lot's of love 💕💕

    • @-Jena_jena
      @-Jena_jena 5 месяцев назад

      Dd odia ra sabu bhl

    • @swatiswagatika4082
      @swatiswagatika4082 5 месяцев назад

      @@-Jena_jena Han sabu story bahut bhala 🌟🌟

    • @-Jena_jena
      @-Jena_jena 5 месяцев назад

      @@swatiswagatika4082 kou story ta besi bhl lage

  • @KRISHNA_KM
    @KRISHNA_KM Год назад +4

    If you make it in different languages like Hindi and English. It may be hit to millions love❤️

  • @mdaquibahemad4300
    @mdaquibahemad4300 Год назад +10

    My childhood memory refreshed 😇,those days were really amazing 😊😊😊

  • @tusikaran3074
    @tusikaran3074 Год назад +30

    The content and the story telling is no words , what a wonderful character here to play the little boy , Amazing to watch a master piece.

  • @pkonthespotlive5597
    @pkonthespotlive5597 Год назад +5

    ଧନ୍ୟବାଦ ଭାଇ ମୋର ପଞ୍ଚମ ଶ୍ରେଣୀ କଥା ମନେପକାଇ ଦେଲ 2005 ବହୁତ ବହୁତ ଧନ୍ୟବାଦ ଭାଇ ଆଜି କାଲି ଆଉ ଏମିତି କାହାଣୀ କାହିଁ

  • @diptimayeedube7845
    @diptimayeedube7845 Год назад +6

    This story deserves 100 crores like.Very very heart touching.

  • @calmpeace2502
    @calmpeace2502 Год назад +7

    Bahut dinara apekhya pare aji ei adhayatiku khoji paichi..
    Dd odia ku bhasare dhanyabad dei habani..
    Thank you so much for uploading this ..🤗🤗

  • @mrmanuavlogs6852
    @mrmanuavlogs6852 Год назад +8

    Tqq so much team members....💖 Mo puruna dina katha mane padigala

  • @daitariharijan4792
    @daitariharijan4792 Год назад +2

    ବହୁତ ବଢିଆ ଷ୍ଟୋରୀ

  • @chiranjibibehera6768
    @chiranjibibehera6768 Год назад +2

    ସତରେ କେତେ ସୁନ୍ଦର ଥିଲା ମୋ ପିଲା ଦିନ ଏ ଭିଡିଓ ଦେଖିଲା ବେଳେ ଆଖିରୁ ମୋର ଲୁହ ଝରି ଆସୁଛି ସତେ ଯେମିତି ମୁଁ ଆଜିବି ଛୋଟ ପିଲା ହେଇକି ଅଛି

  • @satyajitbehera6580
    @satyajitbehera6580 Год назад +51

    Last tune gives me goosebumps.... This tune is related to my childhood days.....

  • @rebelone2481
    @rebelone2481 Год назад +3

    ବହୁତ ଦିନ ପରେ ଦେଖିଲି ପିଲା ଦିନର ସ୍ମୃତିର ଏକ। ଦୟାକରି ଓଡ଼ିଆ କାହାଣୀ ବିଜୟ ମହାନ୍ତି ଙ୍କ ଘାଟିଆ ଟିକେ upload କରିବେ

  • @tapaskumarmandal2923
    @tapaskumarmandal2923 Год назад +2

    ବହୁତ ଦିନ ଧରି ଏହା କୁ ଖୋଜୁ ଥିଲି, ଧନ୍ୟଵାଦ DD 🙏

  • @ambikanandanmattam8343
    @ambikanandanmattam8343 Год назад +2

    ସତରେ କେତେ ଭଲ ସେଇ ପିଲା ଦିନ ❤️

  • @user-xe3ny3ts4t
    @user-xe3ny3ts4t Год назад +22

    The temple is Kapaleshwar Mandir in Choudwar area ... Now the temple is totally changed ❤️

  • @theinvisible5820
    @theinvisible5820 Год назад +11

    Waited for almost 10 years to find this. And now commenting within 5 sec of seeing this. Many thanks DD Odia Team 🙏

  • @bapuchampati6240
    @bapuchampati6240 Год назад +2

    Nostalgia 😌❤️

  • @Kamaleshsamantaray
    @Kamaleshsamantaray Год назад +5

    ଦେଖିଲେ ଆଖିରେ ଲୁହ ଆସି ଯାଉଛି😭।
    ଏମିତି ବହୁତ୍ କାହାଣୀ ଅଛି ଅପଲୋଡ଼ କରନ୍ତୁ।

  • @baazigardewana9193
    @baazigardewana9193 Год назад +6

    Thank u so muchh for upload bohut din hela khojuthili eei story
    Kete Sundar beautiful story no words natural Acting,story , Direction everything jst supebb 👌👌.. childhood Katha mana padigala kete Sundar Dina thila se sabu

  • @manjulamallik5885
    @manjulamallik5885 Год назад +9

    ପିଲା ସମୟ ରେ ମୁଁ DD national channel ରେ ଦେଖିଥିଲି ବର୍ତ୍ତମାନ ଏହି କାହାଣୀ କୁ ମାନେ ପକାଉଥିଲି ଆପଣ ଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ ଏହି ପିଲା ଦିନ ର ପୁରୁଣା ସ୍ମୃତି upload କରିଥିବାରୁ ....…

  • @gamefromplaystore2741
    @gamefromplaystore2741 Год назад +2

    ବହୁତ ବହତ ଧନ୍ୟବାଦ୍ ,,ସେଇ ପିଲା ଦିନ ର ସ୍ମୃତି କୁ ପୁଣି ତାଜା କରିଥିବାରୁ

  • @i_m_asish
    @i_m_asish Год назад +1

    ପିଲା ଦିନ ର ସ୍ମୃତି ସବୁ ମନେପଡିଗଲା

  • @rakeshroshan3006
    @rakeshroshan3006 Год назад +9

    I saw it in my childhood 🥺🥺🥺
    Unforgettable memories ❤️

  • @sandeepkumarnayak3569
    @sandeepkumarnayak3569 Год назад +27

    My favourite childhood memories 😞

  • @ashwinayushmann5538
    @ashwinayushmann5538 Год назад +2

    କେବଳ ୯୦' ମସିହା ପିଲା ଅନୁଭବ କରି ପାରିବେ ଏହାକୁ।।।।

  • @gopinathmushroomfarmodisha4644
    @gopinathmushroomfarmodisha4644 Год назад +2

    ବହୁତ୍ ସୁନ୍ଦର ଗପ । ପିଲା ଦିନ କଥା ମାନପକେଇ ଦେଲ ! ଧନ୍ୟବାଦ୍ ଦୂରଦର୍ଶନ

  • @sangitasetha1196
    @sangitasetha1196 Год назад +3

    Bahut dina pare a video ta dekhiki chota bela katha mane padigala

  • @gudurout5972
    @gudurout5972 Год назад +4

    So many times searched it ।।। finally got it thanks dd odia 💕

  • @mrpradhan2457
    @mrpradhan2457 Год назад +2

    ହୃଦୟସ୍ପର୍ଶୀ କାହାଣୀ

  • @Genius.gaming10
    @Genius.gaming10 Год назад +2

    A story ମୁଁ ପିଲା ଵେଳେ black nd white ଟିଭି ରେ ଦେଖିଥିଲି ଆଉ ଆଜି amoled display mobile ରେ ଦେଖିଲି... Bachpan ka yaad ageya...

    • @alokkumarswain6694
      @alokkumarswain6694 2 месяца назад

      କି ଦିନ ଥିଲା ସେ ପିଲାଦିନ bhout Mane padu chi khas mo pakhre time machine thanta kij🥺🥺🥲

  • @satya6535
    @satya6535 Год назад +3

    ବିଷିଆ ର ପ୍ରକୃତ ନାମ କଣ ଏହାର ଲେଖକ କିଏ

  • @parthapritampradhan8007
    @parthapritampradhan8007 Год назад +18

    After a long wait 🥺🥺🥺how beautifull those days are🥺🥺

  • @biswajitsahoo3233
    @biswajitsahoo3233 Год назад +2

    ଖୁବ୍ ସୁନ୍ଦର ପିଲା ଦିନର ସ୍ମୃତି ତାଜା ହେଇଗଲା 😭😭😭

  • @biswaranjanbiswal8007
    @biswaranjanbiswal8007 Год назад +1

    My favorite story for childhood

  • @tulupradhan4348
    @tulupradhan4348 Год назад +7

    ପିଲାଦିନ କଥା ମନେ ପଡିଗଲା 🙏🏻

  • @sudhanshujaisingh4255
    @sudhanshujaisingh4255 Год назад +4

    Love to see it online ☺️☺️It's reminded my childhood.Those are the golden days of our life.Many many thanks for coming to this platform. 🙏

  • @amareswar1106
    @amareswar1106 Год назад +2

    Bahut thara search marila pare bi aasunathila hele aaji aasila mu bahut khusi thanks DD odia

  • @AamaGaonAamaMati
    @AamaGaonAamaMati Год назад +2

    ପୁରୁଣା ସ୍ମୃତି କୁ ସାଇତି ରଖିଥିବା ରୁ ହୃଦୟ ରୁ 🙏🙏🙏

  • @mr.simpurock
    @mr.simpurock Год назад +4

    ମୁଁ ଛୋଟ ଥିଲା ବେଳ ରୋ କାହାଣୀ ଆପଣ ମାନେ ଦେଖିଛନ୍ତି କି...?

  • @tofandas8792
    @tofandas8792 Год назад +15

    DD ODIA IS EMOTION THEN AND NOW

  • @pritisoumyalenka92
    @pritisoumyalenka92 Год назад +2

    Tnq so much DD ORIYA mu bahut khoju thili ae movie ku chhote bele dekhithili ta title mane na thila... Really ae story heart touching.... 🥺🙏🏻

  • @priyaranjanbiswal9995
    @priyaranjanbiswal9995 Год назад +2

    ATI Sundar kahani, manaku chuingala

  • @deepakkusahoo8928
    @deepakkusahoo8928 Год назад +5

    Thank You Very Much DD odia 🙏🏻🙏🏻❤️❤️ Bahut Sunder 🙏🏻❤️🙏🏻🙏🏻🙏🏻

  • @deadworld678
    @deadworld678 Год назад +5

    Missing my childhood days 😭

  • @ilovemyindia7486
    @ilovemyindia7486 Год назад +1

    Ahi vdo dekhi mote bahut khusi lagila... Tqs dd odia.. 🙏🙏🙏🙏🙏🙏🙏🙏🙏

  • @limaranipradhan3329
    @limaranipradhan3329 Год назад +1

    Pila dine ahi gapa ti dekhithili mate bahut bhala lage aji dekhibaku pai bahut khusi heli satare pila Dina katha mane padigola se Dina sate kete niara ....thank u vdo tku upload karithibaru