Tata lagi bhal service miluchhe ,baki bhal Kam k kehi support ne Karan mui tata k support nekarbar line jalucha bele Paisa ta deba Han jadi cheking re jauchan bele house owner thile staf jibar katha .
Now the electricity people do not come for repairs. We have to get the work done by paying money to the local electricity person. Even the Tata people have started treating us like government employees.🎉
ବହୁତ ବଢିଆ କରିଛନ୍ତି ଗାଁ ଲୋକେ ଏମିତି ଗାଁ ଏକତା ରହିବା ଦରକାର ସରକାର ଙ୍କୁ ପ୍ରତିବାଦ କରିବା ଦରକାର❤
ବହୁତ ବଢିଆ ଗାଁ ଲୋକଙ୍କ ଏକତା ଦେଖି
ସମସ୍ତେ ସମସ୍ତ ଗାଁ ଲୋକ ମାନେ ଏହିପରି କରିବା ଦରକାର
5 yer helana bill ni bharbar henta he bana free milba Balu chhan
କେନପାଲି ଗାଁ ର ଲୋକ ବହୁତ ସାହସୀ... ଆମେ ତମର ସାଙ୍ଗେ ସବୁ ବେଲେ ଅଛୁ... ଏନ୍ତା ସବୁନୁ ହେବାର ଅଛେ... 🥰🥰
Superb Brave ....Emiti Kariba Katha..m
ସରକାର କେ 300 ୟୁନିଟ ଫ୍ରୀ ମାଗୁଁନ୍ ।
Henta hebaar katha
ମେନ୍ ରାଗ୍ ଟା ହଉଛେ
ଇ ମିଟର ରେ ଅଧିକା ବିଲ୍ ଆସ୍ ବାର୍ ଟା, ଆରୁ କିଛି ନେସେ
ଠିକ୍ କଥା।ମର ବି ସେମିତି ହେଇଛି ମୁଁ ଦେଇନାହିଁ।4000/-bill ଆସିଥିଲା
ସ୍ମାର୍ଟ ମିଟର ରେ ବହୁତ ଗଡବଡ ଅଛେ, ଲୋକକୁ ଲୁଟିବାର ପ୍ଲାନ ଏ ଇଟା...
TATA Power ଆରୂ ସରକାର ମିଲିକରି ଜନତା କେ ଲୁଟୁଛନ UNIT ପିଛା RATE କମାଯାଉ
10 Paisa/unit kama jaichi
😮😮😮 ଟଙ୍କା ବହୁତ ବଳିଗଲା ମୋର, 10 ପଇସା ଦର କମିଥିବା ଯୋଗୁଁ।@@ashirbadrath1753
ମାଗିହା କେପିଟ, ଟାଟା ପବେର ମୁର୍ଦାବାଦ
Nabin sarkar dayi
@@alonnikhi7absolutely right
@@alonnikhi7kahi paribu kemiti
ବହୁତ ବଢିଆ ଗାଁ ଲୋକମାନେ ଏକତା ହିଁ ବଲ
ଧନ୍ୟବାଦ ଭାଇ ମାନେ ପିଟ ହାରାମି ମାନକୁ।ସବୁ ଆଡେ ଏନ୍ତା ହେବାର କଥା
ମିଟର୍ ଘର୍ ବାହାରେ ଲାଗିଛେ ସତ୍ ଏ। ହେଲେ ଟାଟାପାୱାର୍ ର କର୍ମଚାରୀମାନେ ଘର୍ ଭିତରକେ ପଶିକରି ଦାଦାଗିରି କରବାର୍ କେଁ ଔଚିତ୍ୟ ଅଛେ।
ସରକାର ତ ପରିବର୍ତ୍ତନ ହେଲା ସରକାର ଇଥିର ପ୍ରତି ଧିଆନ୍ ଦୌନ୍
ଏନ୍ତା ବହୁତ ଦିନ ଆଗରୁ କରବାର ଥିଲା. ସବୁ ଗାଁ ମାନକେଁ ଏନ୍ତା କରି କରି ଯେନ ଶଲେ ବିଲ ମାଗି ଆସବେ ଗୋଡ଼ ହାତ ଭାଙ୍ଗତେଲ ପୀଟବାର କଥା. ଲାଇନ ଆମର ନୁଁ ଅଏତକା ହେଉଛେ ଯେ ସରକାର ଅଲଗା ରାଏଜ ମାନକୁଁ ବିକୁଛେ ଆର ଆମର ପରଜା ମାନକର ଉପରେ ଖାଲି ଅତ୍ୟାଚାର କରୁଛେ
Ita sabu election ra paisa lutbar lagi a samku pita
Thikକଥା ଭାଇ
Best Odisha wale thanks🙏🙏 ji thanks🌹🌹
Enta hebar katha Jay koshal❤️ Jay maa samlei 🙏
Sabu jaga re enta hebar katha
Bahut badiya kala bhai mane
Very good....
ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲାରେ ଏମିତି ମିଟର ଫେରସ୍ତର କରାଯିବ ଜୟ କୋଶଳ
Very good initiative Bargarh basi
ସମସ୍ତଙ୍କ ସୁବିଧା ଉପଯୁକ୍ତ ପଦକ୍ଷେପ ଅଟେ
ମାଗନା ଖିଆ ସବୁ 😂😂😂😂😂😂😂😂😂😂😂😂🎉
Dharmendarpadhan Ken ase dekh tike elecsanbele bhasanparidelu ehade 300unit kehigala
Good job 👍
Very good step by the villagers carryon we are with you
धन्यवाद आपका
Theek kala pura ek number ay
Jana ekata zindabad.
Ekdom badhia kam karichhan samasta gaonbale . Sabu gaon enta karbar katha .
1 number bhai mane
Gaon hebaa ta enta ,Bahut badhiaa bhei maane
Tata power ଓଡ଼ିଶାକୁ ପୁରା ଲୁଟ୍ କରୁଚି ତେଣୁ ଯେତେ ଶୀଘ୍ର ଓଡ଼ିଶାରୁ ବିଦା କରିବା କଥା
ମୁଖ୍ୟତଃ ଏଲେକ୍ଟ୍ରି ବିଲ ଫ୍ରୀ କରିବା
ଧନ୍ୟବାଦ ଭାଇ।
Bahut dhanyawad Bhai mane
ଏନ୍ତl ସବୁ ଥୀ TATA power କେ ବିରୋଧ କରାଯାଉ ପ୍ରତିବାଦ କରାଯାଉ,, ମୋଦି ସଲl Desh ବିକିଦେବା Last କେ,,
👏
Right କଥା
RIGHT 👍🏿
Sara rajyare pratibad heba darakar.dhanyabad.
ଟାଟା ପାୱାର ଵାଲେ କୁ ପିଟ
ସରକାର କେ ୩୦୦ ୟୁନିଟ ମାଗ ବିଜେପି ସରକାର କେ
Tata lagi bhal service miluchhe ,baki bhal Kam k kehi support ne Karan mui tata k support nekarbar line jalucha bele Paisa ta deba Han jadi cheking re jauchan bele house owner thile staf jibar katha .
ବାଇ ମିଟର ବାଙ୍ଗିଦେଲ ଯେ ହେଲେ ଅ ନଲାଇନରେ ବିଲ କଟିବ ନାହିଁ good decision i❤you
ବହୁତ ବଢିଆ
Ak number
ଜୟଶ୍ରୀ ଜଗନ୍ନାଥଙ୍କୁ କୋଟି ପ୍ରଣାମ୍🌻🙏🌻 👍👍👍🙏❤👍👍
Very good dicition all of you
ହୋଇରେ ମୂର୍ଖ ଯାକ ସରକାର ଙ୍କୁ ଘେରାଉ କର, 20 mp sit ଦେଇଛ। ସରକାର କୁ କୁହ ରେ। ମିଟର box ଭାଙ୍ଗିଲେ କଣ ହେବ। ସରକାର କୁ ଭାଙ୍ଗନ୍ତୁ 😅
You all are Right
Bina line use kari v bill mana ichha joduchhanti
ଟାଟା ବାଳେ ମାଗୀହେ ଶଲେ ଗାଆଁ ଭିତରେ ବି ବୋଲେରୋ ଗାଡ଼ି ବହୁତ୍ speed ଚଳାଉଛନ୍ତି....
ଟିକାସି ଲଦୁଛନ ଜେ କେହି କିଛି ନାଇ କହିବାର କି ଫା ଇ ନ ନି କାଟ ବାର
Bahutt sundar hebar Katha anta
Good job ❤
ଘେଁସ ରେ ଭି ଇ ପ୍ରକାର ଦରକାର
300 unite kave dav
ଏକତା ହିଁ ବଳ। ସବୁ ଗ୍ରାମରେ ଏମିତି ଏକତା ରହିବା ଦରକାର । 😊
#Stop #corruption #BJP #FRAUD
ଚିନ୍ତା କରନି, ଖୁବ ଶୀଘ୍ର 300 unit free ଦେବାକୁ ଯାଉଛନ୍ତି ମୋହନ ସରକାର
❤❤❤ଏକ ନମ୍ବର
Right
ଲୋକେ ମାଗଣା ଖାଇବା ଶିଖିଲେନ I ଶାନ୍ତି ପୂର୍ଣ୍ଣ ଭାବରେ ଦାବୀ ଜଣାନ୍ତୁ I
True
300unit kebhe debesui padele kai
Ita, thaka sarakar, Budha budhi manku 3000/3500 tanka bhatta demu bali thakle, gruhini manku pratimasa 1000 tanka lekhen demu bali thakle, 300 unit free electry demu bali thakle, vote paele jenta ki dinbele bina kirosinir laltin dekhutha baele, BJP sarakar guhu khai dela
@@RukmanaDas-oz7lwbhai agaru Jana thila heta kn j ki hete free kbe b nae dian... kintu lok mne kchi nae bujhi suji ki blindly vote dele
@@learnwithbini6060 sat katha
Very good 👍
ଲାଇନ ବିଲ ଆଉ ନାଇଦିଅ ବିଜେପି ସରକାର ଦେବା
1no bhai mane...jabardast...🎉
Good step
Right 👍👍👍
Best of luck
Best video
Now the electricity people do not come for repairs. We have to get the work done by paying money to the local electricity person. Even the Tata people have started treating us like government employees.🎉
ଜେନ୍ ଗାଁ କେ ଟାଟା ପାବାର ର ମାଡ ଦରକାର
Kana hla j
@@jiteswarpradhan2964 କେତେ ଲାଇନ୍ ଜାଲୁଛ କେତେ ବିଲ ଆସୁଛି
Good job
ଭଲ ହେଇଛି pita TATA ଙ୍କୁ
Nimakharamtata 6:09 ❤
ସବୁଆଡେ ଅଧିକ ବିଲ୍ ଉଠୁଛି, ସବୁଭାଇ ମାନେ ଆଗକୁ ଅସ, ଟାଟା କୁ ହଟାଅ,ସେସୁ କୁ ଆଣ
ଏଥିରେ କିଛି ସନ୍ଦେହ ନାହିଁ ଯେ, ଟାଟା ପାଓ୍ବାର ର କାର୍ଯ୍ୟ କଳାପ ଲୋକ ଙ୍କୁ ବହୁତ ଯନ୍ତ୍ରଣା ଦେଉଛି। ଲୋକ ନିଶ୍ଚୟ ବିଦ୍ରୋହ କରିବେ। ଏସବୁ ନବୀନ ପଟ୍ଟନାୟକ କାମ।
Ok
Ek number
ଏହା ନିହାତି ଦରକାର, ସମସ୍ତେ କରନ୍ତୁ
Ek no kam karicha
BJP ସରକାର 300 unit ବିଜୁଳି ଫ୍ରୀ ଦେବୀ କହିଥିଲା ..... ନିର୍ବାଚନ ପରେ କୁଆଡେ ଗଲା ସରକାର
Bahut sundar barta
Good disisan
ଏଠି ଦାଦାଗିରି ଚାଲିବ ନାହିଁ ❌
ଏଠି ଦାଦା ଗିରି ହିଁ ଚାଲିଥିବ✅
ଏହା ଫ୍ୟାକ୍ଟ ଅଟେ...
୩୦୦ ୟୁନିଟ ଛାଡ କୁଆଡେ ଗଲା ବିଜେପି ସରକାର କୁ ପଚାର
ଘର କୁ କାହିଁକି ଯିବେ ତାଙ୍କ ପୋଲ ରେ ମିଟର ଲଗାନ୍ତୁ
ଓଡ଼ିଶା ସରକାର 300unit ରବିଦ୍ୟୁତ ବିଲ୍ ଫ୍ରୀ କେବେ ❓❓❓❓❓❓❓❓❓❓❓❓❓❓❓❓❓❓❓❓❓❓❓❓❓❓❓❓❓❓❓❓❓❓❓❓
Sohela ra kendpali nu ayyy kay eta
Han
1 nambar
Very good step by the people of kenpali village of Bargarh.
Right karuchha
300 Unit Free ଏଲେକ୍ସନ ପୂର୍ବରୁ ମିଳିବ ଚିନ୍ତା ନାଇଁ କର 😂
There's no change in the smart metre setup....
That's everyone's future.
Super job
କେହି ସମାନ କିଣି ଲା ବେଳେ ଦୋକନି ମାପ ର ପଇସା ନି ଏ ନାହିଁ କିନ୍ତ୍ ଆମ ଜାଗା ରେ ଖୁଣ୍ଟ ଗlଡିଛି ତାର ଭଡା ଦେଉ
ବିଜେପି ର ମୋହନ ସରକାର ଇ ଵାଵଦରେ ଯଦି ଟା ଟା ପାୱାର କେ ଅର୍ଡର୍ ଇସୁ କରବା ତ ମନପଲି ବନ୍ଦ ହେଵା, ନାଇଁ ହେଲେ ଯେତେ କିର୍ଲା ଗଗା କଲେ କିଛି ନାଇଁ ହଏ।ତମର ବିଧାୟକ ଓ ସାଂସଦ ମନ୍ତ୍ରୀ ମାନଂକୁ ଇବାଵଦରେ ଭେଟ ହ।ଆଉ କାହାକେ କହେଲେ କିଛି ନାଇଁ ହଏ।
ଆମର ଚୀନ କମ୍ପାନୀ ବହୁତ ଭଲ 😄 ଟାଟା ବାଳ କମ୍ପାନୀ 😄
best job.... bastabare ahaprati pratibada Kariba darakar
The Benifits Of Privatisation 😊
Good ❤❤❤❤
ଆସ ଭାଇମାନେ ସମସ୍ତ ଗାଁ ବାଲା ଏହିପରି କରିବା
GOOD
Bahuta Badhia Bhai mane