ଜାଗୃତିଙ୍କୁ ଜାଣିଶୁଣି ବଦ୍‌ନାମ କରାଗଲା..ଆମ ବାହାଘରର ସାଢେ ୬ ବର୍ଷ ଭିତରେ ତ ସେ ନଥିଲେ

Поделиться
HTML-код
  • Опубликовано: 15 янв 2025

Комментарии • 602

  • @KumarMalaya-d6n
    @KumarMalaya-d6n Год назад +19

    ଆରେ ଭାଇ ବାହାଘର ପୂର୍ବରୁ ବର୍ଷା କୁ ଭଲ ପାଉଥିଲ ପରା ଏକାଠି film kala mila misa କଥା ବାର୍ତ୍ତା ହେଇଥିବ ଜାଣିପାରିଲନି କେମିତି ବର୍ଷା କେମିତି ଝିଅ ବୋଲି ଆଗରୁ ତ ବର୍ଷା ର ବୋହୁତ ପ୍ରସଂଶl କରୁଥିଲ even ଆପଣଙ୍କ ଗୋଡ଼ ଯୋ facture ହେଇଥିଲା ସେତେବେଳେ ବର୍ଷା madam ଭଲ ଲାଗୁଥିଲେ କିନ୍ତୁ 2019-2020ବେଳକୁ ବର୍ଷା madam ତ ଖାଲି ଗନ୍ଧେଇଲେ

  • @Kamalkumar-uq7hj
    @Kamalkumar-uq7hj Год назад +150

    ଦିନଥିଲା ବର୍ଷା ମ୍ୟାଡ଼ାମ ବି ବହୁତ ଭଲ ଥିଲା ଜାଗୃତି ପାଇଁ ଆଜି ବର୍ଷା ମ୍ୟାଡ଼ାମ ଖରାପ ହେଇଗଲା ଏ ଜାଗୃତି ବି ଦିନେ ଭୋଗିବ ଆଉ.... ବର୍ଷା ମ୍ୟାଡ଼ାମ ଭଳି ଭଲ କ୍ୟାରେଟର ଝିଅ ଜାଗୃତି ହେଇନ ଥିବ

    • @jolly7081
      @jolly7081 Год назад

      Jagruti kana agaru asithila faltu loka

    • @Broo401
      @Broo401 Год назад +1

      ଗୋବର୍ଦ୍ଧନ ଆଉ କଣ ଜାଣିବାକୁ ବାକି ରହିଲା

    • @djbabulff732
      @djbabulff732 Год назад

      Right 👍

    • @pankajroutaray3063
      @pankajroutaray3063 Год назад

      Thik kahi chha nti badar

    • @Sunitavlogs51
      @Sunitavlogs51 Год назад +2

      Right

  • @djbabulff732
    @djbabulff732 Год назад +44

    ଜାଗୃତି ସହିତ ଦେଖା ହେଲା ବୋଲି ଅନୁଭବ ବର୍ଷା କୁ ଦେଭର୍ସଦେଲ ଅନୁଭବ ଗୋଟେ ନାଳୁଆ😂😂😂😂

    • @subrajitbiswal8403
      @subrajitbiswal8403 Год назад +1

      ସମୟ କହିବ କଣ ହେବ |
      ତମେ ଯହେଲେ କହୁଛ ଅନୁଭବ ଜାଗୃତି ଙ୍କୁ ବିବାହ କରିବେ 😂|
      ଅଳ୍ପ ଜାଣି ବହୁ ବଖାଣି

  • @mmnewsodia
    @mmnewsodia Год назад +100

    ଭାଇ ଦୁନିଆରେ ସବୁ ଭୁଲର କ୍ଷମା ଅଛି ଏବଂ ସମାଧାନ ଵି ଅଛି ବର୍ଷାଙ୍କୁ ଛାଡି ଦେବାଟା କଣ ଆପଣଙ୍କର ଠିକ୍ ହେଲା ଭାଇ ଯଦି ଏହା ଠିକ୍ ବୋଲି ଭାବୁଛନ୍ତି ତାହାଲେ ଓଡିଶା ଥିବା ଆପଣଙ୍କ ପ୍ରଶଂସକ ମାନେ ଆପଣ ମାନଙ୍କଠାରୁ କଣ ଶିଖିବେ ଆଉ କଣ ଆଶା କରିବେ

    • @aranyakamalmohapatra5314
      @aranyakamalmohapatra5314 Год назад +4

      Bvalase chinta karantu, se gote swamia respect pai nahanti , tanku rakhiba kan darakara❤

    • @pankajroutaray3063
      @pankajroutaray3063 Год назад +1

      Prabhu jaganatha apananku amiti thik kahiba Pani sakti diantu Wright

    • @Broo401
      @Broo401 Год назад +5

      ଓଡ଼ିଶା wala ଶିଖି ସାରିଲେଣି, but ତୁମେ ଶିଖି ପାରିବନି, ଯଦି false case ଦେଇ ନ ଥାନ୍ତା ଅନୁଭବ against ରେ then କିଛି possibility ଥାନ୍ତା, but ଗୋଟେ ପୁରୁଷ ଏତେ ବଦନାମ ହେଲା ପରେ, ମୁଣ୍ତ କଟିଗଲେ ଭି ରଖିବନି, finally ସତ୍ୟ ର ଜୟ ହେଲା 😂

    • @SatyabatiBehera-s6x
      @SatyabatiBehera-s6x Год назад +2

      ଠିକ୍ କହିଛନ୍ତି

    • @subrajitbiswal8403
      @subrajitbiswal8403 Год назад

      ଭାଇ କିଏ କାହାକୁ ଛାଡିଲା |
      ସେ ନିଜେ ନିଜ ଭୁଲ ପାଇଁ ଏମିତି ହେଉଛନ୍ତି |
      ଜଣେ ଅହଙ୍କାରୀ ନାରୀ, ବାହାରକୁ ସତୀ ଭଲ କିନ୍ତୁ ଭିତରେ ଖରାପି, ଯିଏ ସ୍ଵାମୀ ଙ୍କର ପରିବାର କଥା ଚିନ୍ତା କରେ ନାହିଁ |
      ଅତି ଫାଲତୁ ଝିଅ

  • @parbatibehera9028
    @parbatibehera9028 Год назад +61

    ସତ କଥା ହେଲେ ଅନୁଭବ ଭାଇ ଆପଣ ବର୍ଷା mam ଙ୍କୁ ହୃଦୟ ଦେଇ କେବେ ଭଲ ପାଇନଥିଲେ।

  • @Sonurahan123
    @Sonurahan123 Год назад +23

    ଭାଇ ଆପଣଙ୍କର ଆଉ ବର୍ଷା ଦିଦି ଙ୍କର ୬ବର୍ଷର ଭଲ ପାଇବା ପରେ ପରେ ବାହାଘର ହେଲା, ଆଉ ଆପଣ କହୁଚନ୍ତି କି ! ବର୍ଷା ଦିଦି ଆପଣଙ୍କୁ ଭଲ ଆପୁ ନଥିଲେ, ତ ଆପଣ କଣ ପାଇଁ ତାଙ୍କୁ ବହାହାଉ ଥିଲେ 😢, ଅlପନ ତ ଗୋଟେ ପୁଅ ଆଉ । ଆଉ ଓଡ଼ିଶା ର ସିନେମା ଜଗତର ଜଣେ ସୁପର ଷ୍ଟାର। ଆପଣ ଏ ବେ।ଆଉ କାହାକୁ ବହାହେଇ ଖୁସିରେ ରହି ବେ। ଥରେ ଭାବି ଛନ୍ତି । ବର୍ଷା ଦିଦି କଣ କରିବେ । ଅନୁଭବ ଭାଇ ଆମେ ଆପଣଙ୍କର ଶୁଭା କଙ୍ଖି। ଆମେ ଚହୁ କି ଆପଣ ଦୁହେଁ ଏକାଠି ହୋଇ ଜଓ। 😢 , ଆଉ ଗୋଟେ ନରୀ କୁ ଏ ସମାଜରେ ଭୁଲ ବାଟକୁ ଜିବାରୁ ରକ୍ଷା କର🙏

    • @subrajitbiswal8403
      @subrajitbiswal8403 Год назад

      ଭାଇ ସେ ଝିଅ ଅହଂକାରୀ, ନିଜ ଭୁଲ ପାଇଁ ଡିଭୋର୍ସ ହେଉଛି |
      ନାରୀ ଙ୍କ ପାଖରେ ଆଇନି ଅଛି |
      ତାମାନେ ନୁହେଁ ସେମାନେ ଡରେଇବେ |
      ବର୍ଷା ଜଣେ ନିରୀହ ଚେହେରା ପଛରେ ଥିବ ଖରାପ ନାରୀ |ଗର୍ବୀ ଅହଙ୍କାରୀ |ନିଜ ପତି ଙ୍କୁ ଅସମ୍ମାନ କରିବା, ଘର ଲୋକଙ୍କୁ ଅସମ୍ମାନ କରିବା |
      ନିଜ ଜିଦିରେ ଅଟଳ

    • @Asisbaiyari
      @Asisbaiyari 2 месяца назад

      kn gote purusa ahankari nuha kn gote purusa asman karenahin gote narira paribar lokanku kn gote purusa gote nariku badhya kare nahi taku dariba pain eato sabujugara ghatana ki nari manka sathire ghate au ea sabu gote purusa hin ghata bujhila bhai

  • @HariharaGomango-ck6cq
    @HariharaGomango-ck6cq Год назад +82

    ଅନୁଭବ ଭାଇ ପ୍ରଥମ ସ୍ତ୍ରୀ ଛାଡ଼ିବା ପୂର୍ବରୁ ଦଶ ଥର ଭାବିବା ଦରକାର ସେକେଣ୍ଡ ସ୍ତ୍ରୀ ଗ୍ୟାରେଣ୍ଟି ନାହିଁ ମନେରଖିବେ ପରେ ଭାବିବା।

    • @Broo401
      @Broo401 Год назад +1

      2nd କଥା କିଏ ଭାବୁଛି, present କୁ first clear କର

  • @parbatibehera9028
    @parbatibehera9028 Год назад +10

    ଆଜିକାଲି trend ହେଇ ଗଲାଣି dobul ସ୍ତ୍ରୀ ଆଉ ସ୍ବାମୀ କରିବା ଆପଣ ପୁରୁଷ ହୋଇ ଥିବାରୁ ନିଜ ସ୍ତ୍ରୀ ଆଗରେ ଅନ୍ୟ ନାରୀ ଙ୍କୁ ପ୍ରଶ୍ନସା କରୁଛ ନ୍ତି ହେଲେ ଆପଣ ଙ୍କ ବର୍ଷା ସ୍ତ୍ରୀ ଆପଣ ଙ୍କ ଆଗରେ ଆଉ କୌଣସି ପୁରୁଷ ଙ୍କୁ ଆଣିନାହାନ୍ତି।

  • @nityanandapatra8848
    @nityanandapatra8848 Год назад +65

    ଭାଇ ସତକହିଲ ତମ ଭିତରେ ଯଦି ଶାରୀରିକ ସମ୍ପର୍କ ନ ଥିଲା ୬ ବର୍ଷ ଯାଏ ଥିଲ କେମିତି, କଣ ଆପଣ ଜଣେ ମୁନୀଊଷି

    • @Scams_exposed
      @Scams_exposed Год назад +1

      Bholo paiba mane nuho loko dekhania
      Sabu thire bholo paiba Thiba dorkar mentally, physically, financially sabu thire , Varsha Jodi e sabu thire Sath dei thanta e sabu dekhibaku mili no thanta #justiceforanubhav

    • @rakeshpratap1243
      @rakeshpratap1243 Год назад

      Are magia boka choda sethi pane pa devorce file kale se kn tame sabu kn kechhi bujhiparuna ki banda loka re tme sabu😂😂😂

    • @IswarSwain-gu9yu
      @IswarSwain-gu9yu Год назад +1

      ​@@Scams_exposedtame kemiti janila

    • @PurusottamPadhan-ec3xy
      @PurusottamPadhan-ec3xy Год назад

      😂😂😂right sir

    • @pankajroutaray3063
      @pankajroutaray3063 Год назад +4

      Chha barasa jae ethi Sethi muha maruthila barasa Jani parila au pratibada karibara phala ebe dibhosa

  • @deepakranjancreations1020
    @deepakranjancreations1020 Год назад +11

    ଗୋଟେ ଝିଅ ଆଉ ଗୋଟିଏ ଝିଅର ସଂସାର ଭାଙ୍ଗୁଛି, ଆଉ ସେଇ କଥା ପଚାରିକି ଆଉ ଗୋଟିଏ ଝିଅ ରିପୋର୍ଟର ନାଁ ରେ ହସିକି ତାଠୁ ଡିଭର୍ସ ପାର୍ଟି ମାଗୁଛି l ଛି.... ଭଗବାନ ସଦବୁଦ୍ଧି ଦିଅନ୍ତୁ l

  • @babulubehera1928
    @babulubehera1928 Год назад +34

    Justice for barasha priyadarshini ❤❤

  • @GourishankarMajhi-do8zo
    @GourishankarMajhi-do8zo Год назад +20

    ଜଗୃତି ପାଇଁ ଦିଭର୍ସେ ହେଇଛି ପରେ ନାମ ନେବୁ

  • @raghunathpalia8798
    @raghunathpalia8798 Год назад +87

    ହବୋ ତୋତେ ତ ବର୍ଷା ଭଲ ପାଉ ନାଇଥିଲା ତା ହେଲେ ତାକୁ ବାହା ହଉଥିଲୁ କାହିଁକି ଗୋଟେ ଝିଅ ସହିତ ଏମିତି ଖେଳିବା ଇଟା ଭଲ କଥା କାଁ ତୁଇ ପରେ ଗୁଟେ mp

    • @Scams_exposed
      @Scams_exposed Год назад +3

      Varsha gote kinaro #justiceforanubhav

    • @lobhabatirana4276
      @lobhabatirana4276 Год назад +1

      tui dekhe chhu ki bo

    • @vickyy6539
      @vickyy6539 Год назад +1

      😂😂😂😂😂

    • @NABAGHANASAHOO-pe6ro
      @NABAGHANASAHOO-pe6ro Год назад

      ତୁ ଗୋଟିଏ ବାଳ ଜାଣିଛୁ ଶଳା

    • @Subaskumar01
      @Subaskumar01 Год назад +1

      ତୁ କଣ ବଳ ଜାଣିଚୁ ଅନୁଭବ ବିଷୟରେ ବର୍ଷା ସାରି ର ସୁଖ ଦଉନି ଅନୁଭବ ବର୍ଷା କୁ କଣ ପାଇଁ ରଖିବ

  • @nilanchalaacharya9989
    @nilanchalaacharya9989 Год назад +11

    Justice for Barsha di

  • @ranjitasial6183
    @ranjitasial6183 Год назад +24

    ଆଜ୍ଞା, ସବୁ ସମସ୍ଯାର ସମାଧାନ ରହିଛି । ପ୍ରବଚନ ଦିଅ ନାହିଁ ଦେଶ କୁ କ'ଣ ଚଳେଇବେ ଆଜ୍ଞା ଆପଣ ତ ସ୍ତ୍ରୀ କୁ ଛାଡପତ୍ର ଦେଲେ। କେନ୍ଦ୍ରାପଡ଼ା ର MP

    • @Broo401
      @Broo401 Год назад +2

      That's personal life, ରାଜନୀତି ସହିତ କିଛି ସଂପର୍କ ନାହିଁ

    • @jaijagannath1703
      @jaijagannath1703 Год назад +1

      ​@@Broo401 I think u don't know personal life sahita kama karibara real ଶୈଳୀର କିଛି ସମାନତା ରହିଛି. Jiye jeun pari se desha pain separi bichara kariba

    • @Broo401
      @Broo401 Год назад

      @@jaijagannath1703 never, and don't judge anyone's personal life, High court already decesion ଦେଇ ସାରିଲାଣି, u r not above judiciary. ଯାହା ହେଇଛି ଭଲ ହେଇଛି,

  • @nilanchalasahu120
    @nilanchalasahu120 Год назад +32

    ଅନୁଭବ ବହୁତ ଖରାପ

  • @villagecookwithpriyanka5409
    @villagecookwithpriyanka5409 Год назад +20

    ଓଃ ହୋ ଜାଗୃତି ଅସୁବିଧାରେ ପଡ଼ିଲେ ତତେ ବାଧୁଛି ହେଲେ ନିଜ ସ୍ତ୍ରୀ କୁ କଷ୍ଟ ହେଲେ ତତେ ବାଧୁନି । ହଉରେ ଆଲାଯୁଗ ଏଥରକ ତୋ ରାସ୍ତା clear ଜାଗୃତି ସାଙ୍ଗରେ ଯେତେ ଗାଣ୍ଡୀ ମରେଇବୁ ମରା ।ତୋ ମୁଁହ ଦେଖିବାକୁ ଈଛା ହେଉନି ତୁ ଟା ଶଳା ଗୋଟେ ଅ ମଣିଷ ।ଜାଗୃତି ଏଥରକ ତତେ ଭଲକି ଦେଖେଇବ ସେ ଶଳା ବେଧ କୁ ତୁ ଗୋଟେ ବଡ ବେଧୂଆ ଛି ଥୁ......

  • @sandhyaranidassocialworker9399
    @sandhyaranidassocialworker9399 Год назад +67

    ବଦମାସ୍ ଅନୁଭବ

  • @vloggingwithhawa
    @vloggingwithhawa Год назад +27

    ଏ ଟୋକା ଟୋକା ଏବେ ମାର୍କେଟ କୁ ଆସିଗଲା ❤❤ ଅନୁଭବ ଭାଇ ❤

  • @loveyouzindegi4981
    @loveyouzindegi4981 Год назад +4

    ଅନୁଭବ ସାର୍ ଆପଣ ଜାଗୃତି ର ସମ୍ମାନ ବଞ୍ଚାଇବାକୁ ତାଙ୍କୁ ବାହା ହେଇଯାଆନ୍ତି
    ଆଉ reports Madam ଗୋଟେ ଝିଅ ର divorce party ମଗୁଚ ଏତେ ହସିକି

  • @ManjulataParida-wx8nz
    @ManjulataParida-wx8nz Год назад +57

    ପ୍ରକୃତରେ ଉଭୟ ପକ୍ଷ ର ଅଲ୍ପ, ବହୁତ ଭୁଲ ନିଶ୍ଚୟ ଅଛି, ଉଭୟ କେହି ପିଓର ଖାଣ୍ଟି ସୁନା ନୁହନ୍ତି, କିନ୍ତୁ ଏଇ କମେଣ୍ଟ ରେ ଦର୍ଶକମାନଙ୍କର ଯେଉଁଭଳି ଅଭଦ୍ର ଭାଷାରେ ଗାଳିଗୁଲଜ ହେଉଛନ୍ତି, ଦୟାକରି ଆପଣମାନେ ସଂଯମତା ରକ୍ଷା କରନ୍ତୁ,

    • @Scams_exposed
      @Scams_exposed Год назад +1

      Bholo paiba mane nuho loko dekhania
      Sabu thire bholo paiba Thiba dorkar mentally, physically, financially sabu thire , Varsha Jodi e sabu thire Sath dei thanta e sabu dekhibaku mili no thanta #justiceforanubhav

    • @Asisbaiyari
      @Asisbaiyari 2 месяца назад

      UR RIGHT MAM

  • @kabita1998-j3l
    @kabita1998-j3l Год назад +6

    ଲାଜ ସରମ ନାହିଁ ଅନୁଭବ ମହାନ୍ତି

  • @gudigudi7361
    @gudigudi7361 Год назад +6

    Jaguruti madam Jindabad 🎉🎉🎉🎉🎉 connections madam apan hi Anubhav bhai nakra gharani hebe

  • @shradhanjalibiswal7263
    @shradhanjalibiswal7263 Год назад +272

    ଜାଗୃତି ପାଇଁ ଦେଭର୍ସେ ହୋଇଛି

  • @LeelabatiBiswal
    @LeelabatiBiswal Год назад +9

    E ta amanisate.....covid time re delhi re lockdown re rahi jagruti saha relationship re aasila....ebe kahuchhi barsa nkar bhul boli...sabu khela e khelichhi...eta pakka khelali...

  • @TunaBabu-o5i
    @TunaBabu-o5i Год назад +19

    Jagruti ku aate biswas nija stree ku biswas nai ete respect jagruti nija stree ku nai athiru to jana paduchi ki aapana barsa nka saha biswas ghatakata karichanti

  • @sanghamitradas371
    @sanghamitradas371 Год назад +18

    6yrs tale tame dijana bhalare thila jagruti Tama lyfre asila pareta a sabu ghatila Manisha nija bhul nije janipareni janilabelaku bohuta deriheijaeee

  • @vickyrajput2010
    @vickyrajput2010 Год назад +2

    You r right sir

  • @iamnotrisav_yt4991
    @iamnotrisav_yt4991 Год назад +38

    Pura faltu loka

  • @rupalipradhan9555
    @rupalipradhan9555 Год назад +15

    Jagruti kebe sindura lageibeni jama. Hela

  • @TunaBabu-o5i
    @TunaBabu-o5i Год назад +17

    Nija stree ra sanmana rakhi parileni jagruti ra sanman pain ette chinta bhai aapanankara jagruti prati thiba fileengs jana paduchi

    • @tapaswinisahoo2515
      @tapaswinisahoo2515 Год назад +1

      Sanman rakhiba se para anytime nija wife ku blame kari chi social media re.Personal matter kn amiti kuhanti.Barsha prati live nuhe yara paglami thila bodhe

  • @SunilKumar-b6g1f
    @SunilKumar-b6g1f 5 дней назад

    Very very nice onuvob mahanti sir good job

  • @himadrisahoohimadrisahoo4499
    @himadrisahoohimadrisahoo4499 Год назад

    Thnx Bhai 👍

  • @MadhusmitaBehera-hp1vp
    @MadhusmitaBehera-hp1vp Год назад +10

    Social media marriage to pain hele barsha pain real marriage thila

  • @SubrataVvhbd
    @SubrataVvhbd Год назад +4

    Style hero my ollywood industry only one plus Anubhav sir I am full support and full respect sir ❤👑💯💪💪🙏🙏🙏👍👍👍

  • @mangaltudu1472
    @mangaltudu1472 Год назад +7

    ଭାଇ ଆଜି କାଲିକା ହିରୋ ହିନ କୁ ବାହା ହୁଅ ନି ନହେଲେ ଏମିତି କିଳା ଖାଇବ 😁😁😁

  • @santoshsabat3879
    @santoshsabat3879 11 дней назад

    Right 🎉🎉

  • @kabitaswain7606
    @kabitaswain7606 Год назад +1

    jagriku paraghaita bhala laguchi kebe i ta ichha purana hebani

  • @ChandanaSahoo-he7wp
    @ChandanaSahoo-he7wp 2 месяца назад

    Right. Younger. Brother. As a. Teacher

  • @bhaktapriyajena4697
    @bhaktapriyajena4697 Год назад +33

    Aji perjyanta barsa didi pati kholi nahanti michha sabubele chitkara kare jemiti tu

  • @madhusmitaswain715
    @madhusmitaswain715 Год назад +11

    ମିଛ କହୁଚ।

  • @RamaranjanKanhar
    @RamaranjanKanhar Год назад +30

    Barsha ku tu bhala paithilu kebe nuhe.....jadi bhala paithantu tahele tu sabu kichhi bhuli puni thare ekthi haba ku cheshta karithantu ok.... Yaku kuhajae bhala paiba ....

    • @Scams_exposed
      @Scams_exposed Год назад

      Bholo paiba mane nuho loko dekhania
      Sabu thire bholo paiba Thiba dorkar mentally, physically, financially sabu thire , Varsha Jodi e sabu thire Sath dei thanta e sabu dekhibaku mili no thanta #justiceforanubhav

    • @DK-ug8yx
      @DK-ug8yx Год назад

      Right sir

    • @Sunitavlogs51
      @Sunitavlogs51 Год назад

      Han thick katha

  • @chandandey9451
    @chandandey9451 Год назад +17

    Perfectly said...He deserves far better

  • @rasmirekhasahoo9717
    @rasmirekhasahoo9717 Год назад +10

    I have a doubt ...barsa jadi tk b bhala painathile tahele anubha b babu apana tanku mrg kariba pain bhabile kahinki ?

  • @prabadhdas7213
    @prabadhdas7213 Год назад +22

    Jagruti Sukla is deserving for Anubhav bro👍

  • @kabitaswain7606
    @kabitaswain7606 Год назад +2

    para purusa par nri kebebi nijara nuhanti semane hele marichika

  • @sunandapradhan-s4q
    @sunandapradhan-s4q Год назад

    Right 👍

  • @pratibhapradhan493
    @pratibhapradhan493 Год назад +16

    Jagruti ku dekhi borsha ku chadidele anuvob

  • @ashokbiswal1942
    @ashokbiswal1942 Год назад +27

    jadi jagruti ku baha na hebe tahale ame janibu j prakrutare anubhav mahonty thik nachet ame bujhi nebu j jagruti lagi jane hero heba saha jane mp ama lagi gote kharap massage deu chanti

    • @Scams_exposed
      @Scams_exposed Год назад

      Bholo paiba mane nuho loko dekhania
      Sabu thire bholo paiba Thiba dorkar mentally, physically, financially sabu thire , Varsha Jodi e sabu thire Sath dei thanta e sabu dekhibaku mili no thanta #justiceforanubhav

    • @sasmitapatra6215
      @sasmitapatra6215 Год назад

      Mu pura ae katha hni bhabuthili

  • @AnilKumar-kx5nm
    @AnilKumar-kx5nm 8 дней назад

    Bhai❤❤❤❤❤❤❤❤❤❤

  • @lilirout5905
    @lilirout5905 Год назад +1

    Real fact jagruti madam

  • @tamannabehera6501
    @tamannabehera6501 Год назад +6

    Nonsence Anuvab....To vali husband kahaku namilu....

  • @aranyakamalmohapatra5314
    @aranyakamalmohapatra5314 Год назад +1

    Anuvaba bhai is right, se jaha karuchanti taha sampuran correct 💯% from my side❤❤

  • @laxmipriyapanda6944
    @laxmipriyapanda6944 Год назад

    Right sir

  • @kamakhipradhan4221
    @kamakhipradhan4221 Год назад +1

    Anubhav sir telling correct

  • @niranjansahu5420
    @niranjansahu5420 Год назад +2

    ନାହିଁ ରେ ତୋତେ ଜାଗୃତି ପାଗଳ କରିଛି ମିଛ କହୁଚି ଛି ଛି ଛି

  • @sukantakumar7138
    @sukantakumar7138 Год назад

    absolutely right bhaijaan

  • @sksony7013
    @sksony7013 Год назад +5

    Bhai barasha didi jadi bhala paiba deinathile ta love marriage kala kemiti

  • @MadhusmitaBehera-hp1vp
    @MadhusmitaBehera-hp1vp Год назад +7

    To pain barsha ra life ta nasta heigala

  • @RamaranjanKanhar
    @RamaranjanKanhar Год назад +23

    Hm ame janichu kaha pain tu ete nata karuchu....

  • @onlyshorts175
    @onlyshorts175 2 месяца назад +1

    Anubhab katha suni lagila Jagrati tankara girl friend

  • @sasmitamohanty6498
    @sasmitamohanty6498 Год назад +23

    Hau dekhiba kahaku marriage karuchanti

  • @JpBiswal172
    @JpBiswal172 Год назад

    Love u Bhaijaan💐❤

  • @sucharitapanigrahy1790
    @sucharitapanigrahy1790 Год назад +6

    Anubhaba bhai bhulu hue samastankara kintu divorce deba katha thiku nahi

  • @mamatakhillo6781
    @mamatakhillo6781 Год назад +9

    Very very very good job Sir very good Bjd M P Sir 👍👍👍👍❤️❤️❤️❤️❤️❤️❤️❤️❤️❤️

  • @Lifeofgoat-my7uy
    @Lifeofgoat-my7uy Год назад +9

    Bholo paiki baha helo sampark a nai a kou sastra re lekha ochhi je 😂😂😂😂😂😂

  • @BhanuPriya-le2nn
    @BhanuPriya-le2nn Год назад +3

    Nija wife ku ta respect dei parilani au para pain ate ladhucha laja tike nahin bro tamo ku😢😢

  • @RabiSingh-p7e
    @RabiSingh-p7e 5 дней назад

    Very very very good job sir very good Bjd M p sir 👍👍👍👍👌👌❤❤❤❤❤❤❤❤❤❤❤

  • @chhabibrana9341
    @chhabibrana9341 Год назад +8

    ଭାଇ ଆଓଥରେ ବାହା ହୁଅ ଜଳଦି❤❤

  • @dhuleswarparida6078
    @dhuleswarparida6078 Год назад +9

    Anuvaba tu jete tautor sara odisha janichi

  • @SasmitaPadhi-eh9xs
    @SasmitaPadhi-eh9xs Год назад +6

    Anubhav no 1 hero

  • @SulatamohankudaSulatamohankuda
    @SulatamohankudaSulatamohankuda Год назад +2

    Bhai barsa didi nku chadiba ta thik helani mu Abe apana 2jana ku bahut bhala pae❤❤

  • @stylestar486
    @stylestar486 Год назад

    ଅନୁଭବ ଭାଇ ତମ ଜାଗାରେ ମୁଁ ଥିଲେ ସେ କଥା ଅଲଗା ହେଇଥାନ୍ତା ,
    ବର୍ଷା କୁ ନିଶା ଔଷଧ ଦେଇକି ______ କରିଥାନ୍ତି

  • @subhasreemohapatra3009
    @subhasreemohapatra3009 Год назад +4

    Mr Anubhav aapana Varsha nku love kariki mrg karithile ta kebe na kebe love thila ebe jadi v sampark kharap heichhi kintu ete yemiti varsha nka bisayare kahiba aau divorce party and all ye sunibaku v bhala laguni ,aapana nkara asubidha hela aapana divorce hela thats all right bt barambaram aapana ye sabu kahuchhanti ye kana nari nka asamman nuhe

  • @RAJUSAHU-cs7wf
    @RAJUSAHU-cs7wf Год назад +4

    Tame abhinaya bhala Kari para bhai ame samaste janichhu....

  • @stylesstar7751
    @stylesstar7751 Год назад +2

    ସମ୍ବଲପୁରୀ ରେ ଆଲବମ୍ ବାନାବୁ ଜାରେ ଅନୁଭବ 😂😂😂😂😂😂😂😂😂😂😂😂😂
    ତୁଇ ଫେର ଗୋଟେ mp😂😂😂😂😂😂😂😂😂😂😂😂😂😂😂😂😂😂

  • @reenaping2519
    @reenaping2519 Год назад

    Right bhai

  • @deepakkumarbiswal1408
    @deepakkumarbiswal1408 Год назад +6

    ପାଗଳ ଟା ମଦୁଆ ଟା,,ତୋ ଘର ଟପିକ ସବୁ ବେଳ ବାଳ ଆଟିଷ୍ଟି କି ତୁ,, ତୋ ପରିବାର ଯେମିତି ତୁ ସେମିତି ଥାର୍ଡ କ୍ଲାସ୍

    • @Teri_maa_ki_chut_
      @Teri_maa_ki_chut_ Год назад

      ହୋଇରେ ମଗିହା ତ ବାପ ପୋଇସା ରୁ ସିଏ ମଦ ଖାଉଛି କି

    • @statusking6064
      @statusking6064 Год назад +1

      @@Teri_maa_ki_chut_ na loko nka ra patimariki..

  • @SantasiRana-n7h
    @SantasiRana-n7h Год назад +1

    Anubhav bhai please barsha nka hata kebe bi chhadantu nanhi

  • @statusking6064
    @statusking6064 Год назад +7

    Sima madam please barsa madam nka byt niyantu...
    Midiya phaida uthauchi..

  • @trilochanpradhan7940
    @trilochanpradhan7940 Год назад +9

    Jay jaganatha misijaya 🙏

  • @mahaprasad7151
    @mahaprasad7151 Год назад

    Bhaijaan❤️

  • @cuteanitadas5884
    @cuteanitadas5884 Год назад

    Right

  • @ganeshbehera8701
    @ganeshbehera8701 Год назад

    Supar ❤❤❤❤❤❤ bhaijan 🌹

  • @bhaganathkumar7021
    @bhaganathkumar7021 Год назад

    Jai Jagannath

  • @jayantakumarbehera3733
    @jayantakumarbehera3733 Год назад

    Keun mana nku anubhav bhai katha kahila bele ENGLISH katha gudika sunibaku bhala lage ☺️😚❤️❤️❤️❤️Love you bhai ❤️❤️❤️🔥🔥🔥ALWAYS WE SUPPORT U. GOD BLESS YOU ANUBHAV BHAI 🙏🏻THANK YOU WHO READING MY COMMENT ❤️🙏🏻

  • @SubhasmitaDehury-gm9gm
    @SubhasmitaDehury-gm9gm Год назад +3

  • @nainadaspattnaik2663
    @nainadaspattnaik2663 Год назад

    ଏଇଟା, ନାଳୁଆ.. ସ୍ୱାମୀ ସ୍ତ୍ରୀ ମଧ୍ୟରେ ତୃତୀୟ number ନ ଥିଲେ ସମ୍ପର୍କ କେବେ ଖରାପ ହୋଇ ନ ଥାନ୍ତା.. ଏତେ ସଫେଇ ଦେ ନି.. ଓଡିଶା ଲୋକ ମୂର୍ଖ ନୁହନ୍ତି.. ବାଜେ ଚରିତ୍ର ତୋର.. ତୋର କେତେଟା ବୋପା ଥିବେ କେଜାଣି

  • @editorsonu6896
    @editorsonu6896 Год назад +2

    Bhaijaan ame bahut khusi achhu...apana jaldi divorce dei Barsha ra budhiani jala bhitaru mukti paijao😢...au amaku new bhauja dia .....se jagruti huantu ki anyakehi huantu...ame sabubele apananka sah achhu😊❤

  • @SoniSahoo-u5s
    @SoniSahoo-u5s Год назад

    2:42 2:44

  • @ChutkiPapaFun
    @ChutkiPapaFun Год назад

    8:02

  • @durbashakanhar9223
    @durbashakanhar9223 Год назад

    5:51 CuuAa kemiti janma kala

  • @SaritaPradhan-o5z
    @SaritaPradhan-o5z 2 месяца назад

    Please Anubhav and Varsha if it's possible then together again 😢😢😢😢😢

  • @ayushbhumij8892
    @ayushbhumij8892 27 дней назад

    Anubhav bhaiya please ap Barsha Bhabhi ko,ap apnaye Barsha Bhabhi ko Mai ap dono ka bahut bada fan hu... please please 🙏🙏🙏

  • @satyajitdhal478
    @satyajitdhal478 Год назад +21

    Anubhav bhai ati bhakti chora lakhyana

  • @sangeetasasmal8508
    @sangeetasasmal8508 Год назад +1

    I love you bhai❤

  • @sunitarajbhar8453
    @sunitarajbhar8453 Год назад

    Congratulations Anubhab bhai

  • @SonibiswalSonibiswal-os9iv
    @SonibiswalSonibiswal-os9iv Год назад +2

    Alaga huani please

  • @Swaroopsaura
    @Swaroopsaura Год назад +8

    Good actor .....Time will say who is right n who is wrong

  • @sambalpuricuttybabygirlAngel19
    @sambalpuricuttybabygirlAngel19 Год назад +5

    Je jane bhala husband haithaye se kebe b physical relation ku most important diani .....sabu bele respect, care, love & affection dia ....aji jagruti ku badnam kara hela boli badhijauchi but nija bedroom ra secret katha share kari barsha ku badnaam karibata kana thik......barsha jete bele sindhura chudi pindhunathila taku bujhaithanta tike force karithanta

    • @geetaraniraul7819
      @geetaraniraul7819 Год назад

      You blamed your wife extremely why didn't you go to doctor with barsa?in 7 years how many times you go to doctor with barsa.in any of your videos why you are silent about this?only you are shouted about physical relationship.